Most of the officers are still addicted to inertial tendency of non- performance, dishonesty,non-answerable to their duty discharging. So corresponding secretaries should address the issues for fair administration and governance.
Mr Dillip Bisoi was working as Information Commissioner and in one case he gave a decision favouring BJD Officers then.. His opinions were biased then and also now....
Can MPS of BJP raise objections in front of Modiji? Democracy is not visible in the BJP party. High com mands of all national parties are the most powerful people. Only hypocrats can say that this is Democracy.
bjp neta nka useless kam boli prasasan adhikari Mane karunthibe jemiti ebe bjp ar manmukhi sasan ekchatrabad sasan chalichi ethire prasan adhikari nka bhul nuh
☀️ ଅମଲାତନ୍ତ୍ର🔥ହେଉଛି ଏକ ଅଗ୍ନି ପିଣ୍ଡୁଳା ସଦୃଶ... ତାକୁ ଆୟତ୍ତ କରି ନରଖିଲେ ପରିସ୍ଥିତି ଭୟଂକର ହେବ ! ବିଜେପି ଦଳରେ ଉଭୟ ସଂସଦ ଏବଂ ବିଧାନସଭା ରେ ରଥି ମାନଙ୍କର ଅଭାବ ନାହିଁ... ତେଣୁ ସମସ୍ତଙ୍କୁ ଏକଜୁଟ ହେବାର ଅଛି...
ସମ୍ବିଧାନରେ କେଉଁଠି ଲେଖା ଅଛି ଜଣେ ଅଧିକାରୀ ସେହି ଗୋଟିଏ ଚେୟାରରେ ୫ ବର୍ଷରୁ ଅଧିକ ସମୟ ବସି ନିଜେ ଉପରକୁ ଉଠିବେ ଓ ସରକାରଙ୍କୁ ଉଠାଇବେ। ଏହା ଗତ ସରକାରରେ ଥିବା ଯୋଗୁ ସରକାର ପରିବର୍ତ୍ତନ ହେଲା।
କର୍ମଚାରୀ ନିୟମରେ ସ୍ପଷ୍ଟ କାମ କରିବା ପାଇଁ ଦରମା ନେଉଛନ୍ତି ନିୟମ ବାହାରେ ରହୁଥିବା କାମ କରୁଥିଲେ ଦଣ୍ଡ ପାଇବେ ଏଥିରେ ଭଲ କର୍ମଚାରୀ ମାନେ କଣ😮 ବଦଳୀ ନିୟମ ଅନୁସାରେ ହେବାର ସମ୍ଭାବନା ରହିଛି😮 ଏମ ଏଲଏ ଅସମ୍ମାନ ପାଇଁ ବଦଳୀ ହୋଇପାରେ😮❤
ଆଶା କରାଯାଉଛି ଆଗକୁ ସବୁ ଠିକ ହୋଇଯିବ ମାତ୍ର କଣ୍ଟାକୁ କଣ୍ଟାରେ କାଢ଼ିବା ପାଇଁ ମୋହନ ସରକାର ପଦକ୍ଷେପ ନେବା ଆବଶ୍ୟକ, ବାକିଥିବା ପ୍ରତ୍ୟେକ ବିଭାଗର ମୁଖ୍ୟଙ୍କୁ ବଦଳି ଯଥାଶୀଘ୍ର କରିବା ଦରକାର କାରଣ ସେମାନେ ପୂର୍ବ super CM ଦ୍ୱାରା ପରିଚାଳିତ
The cm. must be stronger in administration in this crisis.
MLAs should have minimum qualifications in political science,all sorts of laxity in MLAs are found.
ଅଯୋଗ୍ୟ , ଅପାରଗ ଲୋକଙ୍କୁ ମୂଖ୍ୟମନ୍ତ୍ରୀ କଲେ ସେଇୟା ହିଁ ହେବ । Jharkhand ନିର୍ବାଚନ କୁ ଆଖି ଆଗରେ ରଖି ମୋହନ ମାଝୀ ଙ୍କୁ ମୁଖ୍ୟମନ୍ତ୍ରୀ କରା ଯାଇଥିଲା । ବିଜେପି ତ ସେଠି ହlରିଗଲl , ତେଣୁ କିଛି ଲାଭ ହେଲା ନାହିଁ । ଏବେ ମୋହନ ମାଝୀ ଙ୍କୁ ବଦଳେଇ , ଅନ୍ୟ ଜଣେ ଯୋଗ୍ୟ ବ୍ୟକ୍ତି ଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ । କନକ ବର୍ଦ୍ଧନ ସିଂହଦେଓ, ସୁରେଶ ପୂଜାରୀ, ଜୟନାରାୟଣ ମିଶ୍ର, କିମ୍ବା ପ୍ରଭାତୀ ପରିଡ଼ା , ଏମାନଙ୍କ ମଧ୍ୟରୁ ଜଣଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ। ମୋହନ ମାଝୀ ଙ୍କୁ ମୁଖ୍ୟମନ୍ତ୍ରୀ ରଖିଲେ , ଲୋକ ବିଜେପି କୁ ଆଉ ଭୋଟ ଦବେନି। ଇଏ ମୁଖ୍ୟମନ୍ତ୍ରୀ ପାଇଁ ଫିଟ୍ ନୁହଁ।
Right 👍
ବିଧାୟକ ମାନେ ଅସନ୍ତୁଷ୍ଟ ହେବା ସାଧାରଣ କଥା । କାରଣ ଅଧିକାରୀ ମାନଙ୍କର ମନମୁଖୀ କାର୍ଯ୍ୟ ସେମାନଙ୍କୁ ଅତିଷ୍ଠ କରୁଛି । ଏଇ ଯେମିତି ଏବେ ଏବେ କିଛି ନୂଆ ରାସନ୍ ହିତାଧିକାରୀଙ୍କ ନାଁ ଆସିଛି,ଏବଂ ସେହି କାର୍ଡରେ କେବଳ ସେହି ଜଣେ ଲୋକର ନାଁ ଅଛି,ତା ପରିବାରର ଅନ୍ୟାନ ସଦସ୍ୟଙ୍କର ନାଁ ନାହିଁ ।ଏଥିପାଇଁ ଲୋକେ ବିଧାୟକଙ୍କ ଉପରେ ଦୋଷାରୋପ କରୁଛନ୍ତି ।ଏମିତି ଅନେକ କଥା । ବିଧାୟକଙ୍କର କିଛି ଦୋଷ ନଥିବ,ଅଧିକାରୀ ମାନେ ଜାଣି ଶୁଣି ଭୁଲ କରିବେ,ଦୋଷ ଯାଉଥିବ ବିଧାୟକଙ୍କ ଉପରକୁ ।
An innocent and gentle man is not a weak.
ମିଷ୍ଟର ବିଷୋଇ ତ ଜଣେ ବିଜେଡି ଚାମଚା,ସେ ତ ସରକାର ବିରୋଧରେ କହିବେ
Akshaya sahoo n rajaram satpathy kaan bjp chamcha
Akshaya sahoo n rajaram satpathy kaan bjp golam?
Most of the officers are still addicted to inertial tendency of non- performance, dishonesty,non-answerable to their duty discharging. So corresponding secretaries should address the issues for fair administration and governance.
Its true. All most all secretaries like oiling. How one dishonest secretary control his/ her subordinate beurocrates.
ନିଜ ପସନ୍ଦ ର officer ନିଜ area କୁ ନେବା କେବଳ ନିଜ ସ୍ବାର୍ଥ ଲାଗି 😂 ଲୋକଙ୍କ ସ୍ବାର୍ଥ ଲାଗି କେବେବି ନୁହଁ 😂
ଏପରି ହେଲେ ସରକାର ଦେଶସେବା କରିବେ କେମିତି ?
Ministers may prosecute the wayward officers.
Mr Dillip Bisoi was working as Information Commissioner and in one case he gave a decision favouring BJD Officers then.. His opinions were biased then and also now....
PRAISE WORTHY DISCUSSION. 34:08 34:08 34:08 34:08 34:08
Transfer posting kale sina himansu sahoo bhali mada khaiba bhala gadi chadhiba
ଦିଲ୍ଲୀପ ବିଷୋୟୀ ବିଜେଡି ଚାମଚା 😂😂
Kmiti janila??
Can MPS of BJP raise objections in front of Modiji? Democracy is not visible in the BJP party. High com
mands of all national parties are the most powerful people. Only hypocrats can say that this is Democracy.
bjp neta nka useless kam boli prasasan adhikari Mane karunthibe jemiti ebe bjp ar manmukhi sasan ekchatrabad sasan chalichi ethire prasan adhikari nka bhul nuh
Full-on propaganda is going on to defame the CM.
ଆରେ ବୁଦ୍ଧିଜୀବି ଏମେତି ତ ତୁମ ବୋପା ମୋଦୀ, ଶାହା ସମ୍ମୁଖ ହେଉଛି
ସେଥିପାଇଁ ଏମାନଙ୍କୁ ବୁଦ୍ଧିଆ ଜିହାଦ ବୋଲି କହୁଛନ୍ତି
ଅଳ୍ପ ବୁଦ୍ଧିଆ ହେଲେ ଏମେତି ହୁଅ
An innocent and gentle man is not a weak.