Raj bhai bahut hard 😮😮 Sabu tharu hard video Dara bhi laguchi bahut 😮😮jete Dara lagile bhi mu dekhibi mu full support 😄 ❤️ 💖 karibi sabu thu Maja lagi thanta jadi tapan bhai asithile 😂😂😂 Prem Bhai , Tapan bhai ku bhi full support 😀 👍 karibi
Kichi risk nai ..nija gan mashani aau para gan gadia sabhinku dara lage...but para gan mashani aau nija gan gadia re dara jamaru b lageni...part of entertainment nothing else
Bhai gacha taluku pakaebara clear sound asichi..pura clear! 😮 Auu bhai 38:35 re apana jebe emf re indication magile gacha ra se gote patra hin haluchi bahut jorse .aeta pura strong indication..
@@Sweety.swain.02Tama jhio mananku bi kichhi kama dhanda nahi,,,A bala fake video dekhiki social media re gada gadi haucha,,,au sata bhuta dekhile na,,a samaste sethi hi mutipakaibe..bala au gharaku kehi pheribeni,,,sethipain social media re ashiki faltu re choda chodi huani,,,loka athi sabu jananti kouta fake au kouta real.
ତୂୁମେ ମାନେ କମ୍ ଦେଖିଛ। ମୁଁ ସେଇ ଗାଁ ପାଖ ଛୁଆ। ଯେତିକି ଲୋକ ସେଠି ମରିଛନ୍ତି ତୁମେ ଶୁଣିଲେ ଝାଡ଼ା ହୋଇଯିବ। ଟାର୍ଗେଟ କରି ସେ ଭୂଲ ଜୀବନ ନେଇଛି। ଯଦି ଜାଣିନ ତେବେ ସେଇ ଗାଁ ଲୋକଙ୍କୁ ସକାଳେ ପଚାରି ପାରିଥାନ୍ତେ । ସେ ଜାଗାକୁ ରାତି 12 ପରେ ଯିବା ମନା । ଯଦି ଯାଇ ସୁରକ୍ଷିତ ରେ ଫେରିଛନ୍ତି ତାହେଲେ ତୁମ ଭାଗ୍ୟ ବଳବାନ। ଗଛ ଏକ ମାଧ୍ୟମ କିନ୍ତୁ ବାସ୍ତବରେ ଭୂତ ଆଉ ଏକ ସ୍ଥାନରେ ଆସ୍ଥାନ ଜମାଇଛି। ଯଦି ପାରାନର୍ମାଲ ଏକ୍ସପୋର୍ଟ ନୁହଁ ତେବେ ଏମିତି ଦୁଃସାହାସିକ କାମ କରନାହିଁ। କାହିଁକିନା ଜୀବନ ପ୍ରତି ବିପଦ ଅଛି। ଭଗବାନ ସତ ମାନେ ସୈନାତ ବି ସତ । ତେଣୁ ଏଭଳି ନକରି ସେମାନଙ୍କ ସହ ନମ୍ରଭାବେ ବାର୍ତ୍ତାଳାପ କଲେ ଆପଣଙ୍କୁ ସେମାନେ ସହଯୋଗ କରିବେ। ଯଦି ବିଶ୍ବାସ ହେଉନି ତେବେ ଜଣେ ରିସର୍ଚରକୁ ପଚାରିଦିଅନ୍ତୁ। ଥରେ କମ୍ୟୁନିକେସନ କରନ୍ତୁ ଭୂତ ସହ ଦେଖିବେ ଆହୁରି ଥରି ଉଠିବେ ଦର୍ଶକ।
@@PrabinMahapatra-f5k 😄😄😄
Satare ki?
Tu taa gutea bandiya tu paliasichhu Naa sala abija barbija taa gandirea genhaaa
Right 👍 bro ❤
Bhai aji kali kichi bhuta nahi 🙏
ରାଜା ଭାଇ ଡରୁ ନ ଥିବାରୁ ଲାଇକ କର 👍👍🔥🔥
Scripted 😂
Jete video dekhili chaudwar video tale chaudwar video no. 1 video raj bhai nka pai gote like hau👍👍
Gote bala bhuta achi na re loka ku chutia banucha
Sound effect kemiti lagila, tme real bhut bhabiloki
Bhai bhala laguchi emiti content sabu dekhiki . Love you bro and your all Team ❤
ଆସନ୍ତା କାଲି ଗଣେଶ ପୂଜା ଅବସରରେ ମୋ ତରଫରୁ ସମସ୍ତ ଙ୍କୁ ହାପି ଗଣେଶ ଚତୁର୍ଥୀ🙏🥰ମୋ କମେଣ୍ଟ୍ ଯୋଉ ମାନେ ପଢୁଛନ୍ତି ପ୍ରଭୁ ଗଣପତି ବାପା ତାଙ୍କୁ ଆଉ ତାଙ୍କ ପରିବାର କୁ ଭଲରେ ରୁହନ୍ତୁ😊🙏ଆଉ ରାଜ୍ ଭାଇଙ୍କୁ ବି ଭଲରେ ରୁହନ୍ତୁ ରାଜ୍ ଭାଇଙ୍କ ମଙ୍ଗଳ କାମନା କୋଉ ମାନେ ଚାହୁଁଛନ୍ତି❤🙏ଜୟ ଜଗନ୍ନାଥ ❤️
Thx
❤
❤
Ganpatii bappa morya🙏❤
Hy rupa❤️
ଆମୋ keonjhar ଜିଲ୍ଲା ରୁ କିଏ କିଏ ଦେଖୁଛୁ ଲାଇକ କରୋ ଜୟ ମା ତାରିଣୀ ଘଟଗାଁ ରାଣୀ 🙏
Mu
Mee too....😊😊😊
@@CutyySubhu 🥰
Hii
@@manjulatamahanta1367 helo
Bhai ete video dekhichu ete prodcast dekhichu kintu bhai Rajkumar block 1 no. ❤
Finally ଆସିଗଲା ଆମ ରାଜ୍ ଭାଇଙ୍କ କ୍ୟାମ୍ପ ଭିଡ଼ିଓ 📸କିଏ କିଏ ଦେଖିବା ପାଇଁ exited ଥିଲ ଲାଇକ୍ କର👍👍👍👍
Excited sabu thile bujhilo .....😅😂
ମୁଁ ଟିକେ ଅଧିକ exited ଥିଲି😂ସେଥିପାଇଁ cmnt ଦବା ଟିକେ ଲେଟ୍ ହେଇଗଲା😢
Mu Tate gehibi buli exited achhi kn dabugi😂😂
@Bapun753 mg jhia mana nka sange kemiti katha habu sikhinu to ghara loka sikheinahanty emiti tu gehila wala to banda re bahut pani 😡😡😡😡😡😡😡
Mora b icha achi bt Mora pani nahi😂@@Rp121-w
ଯେତେ ଭିଡ଼ିଓ ଦେଖିଲି ଚୌଦ୍ୱାର ଭିଡ଼ିଓ ତଳେ.... କେଉଁମାନଙ୍କୁ ଚୌଦ୍ୱାର ଭିଡ଼ିଓ ନଂ 1 ବୋଲି ଭାବୁଛ ଲାଇକ କର
Right bhai👍
Right 👍👍👍
Kou jagata vdo bhai
@@odishabhaina63 cuttack Rajbati
Choudwar vdo sabuthu bohut darawana 😢😢
Bhai kebe ama gan ku asa spirid activity karibaku khalikott ganjam ❤❤❤❤❤
ଧଳା ପୋଷାକରେ ଥିଲେ ସେ ଭାଇ.... ଭୂତ ତାଙ୍କ ପାଖରେ ଥିଲା-- ଭୂତ ଯେତେବେଳେ ଗଲା ତା ଯାଗାକୁ ସେତେବେଳେ ସେ ଭାଇ ଙ୍କୁ ଧକା ଦେଇକି ଗଲା 👍👍👍🙏🙏
Prem Bhai jemiti hauchanti bahutu hasa laguchi 😊😊😊😊😊❤
Raj Bhai Tamil video bhal Lage love u bhai❤❤❤
ଭାଇ ତମର ବହୁତ ସାହାସ ଅଛି ଭଗବାନ ତମକୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ
Broo kebe bi pachhaku aneibeni bipada achhi tm pain hanuman chalisa sabubele karntu 🙏
Raj bhai jaganatha tumara mangala karantu jay jaganatha🙏🙏🙏
Bhai semiti kichi feel ହେଲାନି ଆଉ ଗାଡ଼ି ଯିବା ଆସିବା ପରି ଲାଗୁଥିଲା ଧିରୀ ଧୀରେ କହିବାର sunagala କି ଗାଡ଼ି ଆସୁଛି ବୋଲି ଗଛ ଦବିବାର କିଛି ଲାଗିଲା ନି ମୋତେ ନା kichhi ଦେଶିଲା ନା କିଛି sunagala ok thank u Bhai 🙏
Kia kia wait karithila like kara...😊👍
ହଁ ଭାଇ ମୁ ବି wait କରିଥିଲି ହେଲେ ଏଭଳି fake video ପାଇଁ ନୁହଁ ...
🙌🏻
heire maghia Tora kichi kama nahi kire
Sei net kn. Oh my god very hunted. 😮😮😮
41:06 raj bhai mo bala ସିରି 😂😂but video bahut bhola lagila jay jagannath 🙏 god bless you all
ଏ ଶଳା ନାଲିଆ ଗଞ୍ଜୀ ଯିଏ ପିନ୍ଧିଛି ସେଇ ଟୋକା କୁ ଦେଖିଲେ ମତେ ଡର ଲାଗିଲା 😂😂😂
,😂😂😂se nije bhuto pori laguthila
😂😂
😂😂
@@__sagar__311😅😅
😂😂😂😂 💯 right
Raj bhai bahut hard 😮😮
Sabu tharu hard video Dara bhi laguchi bahut 😮😮jete Dara lagile bhi mu dekhibi mu full support 😄 ❤️ 💖 karibi sabu thu Maja lagi thanta jadi tapan bhai asithile 😂😂😂
Prem Bhai , Tapan bhai ku bhi full support 😀 👍 karibi
Raja Bhai tame ate sahasa kari ate hunted place ku jauchha sethi pain bahut proud feel hauchhi ❤❤❤❤
Vdo jetiki dara laguchi 😮prem bhai nku dekhi ta thu adhika hasa laguchi 🥰
👍🏽
Prem bhai bhut manank anusandan karuthibaru
dhanybad
bhai daruwa manank sah jaoni
Semane tumaku daraikhaidebe
ସବୁଠୁ best video ଆପଣଙ୍କର ସେଇ ଯୋଉ mushlim କୋଠୀ ଥିଲା | ଭୂତ ର sound ସୁନିକି mun ରାତି ସାରା ସୋଇନି | ।।।। ବହୁତ୍ ବହୁତ୍ dhanyawad ଆପଣଙ୍କ ସାହାସ ପାଇଁ।😍😍😍
@@lipundash7000 ମଙ୍ଗଳା ଯୋଡ଼ି rebi semiti sound ହେଇଥାନ୍ତା ହେଲେ , ରାତି 2 ଟା ପରେ , ଏମାନେ ତୋ ସେତେବେଳକୁ polei ଆସିଲେ
Mu ବି
Naa taaaipa biya re sala
Right 👍
Are behi pua sei sound Raj Bhai ra pila te karuchi
ରାଜ ଭାଇ ତମକୁ ମାନିବାକୁ ପଡିବ ତମେ ବହୁତ ସାହସୀ u are great❤️😎🙏
👍🏽
ଭାଈ ସବୁବେଳେ ବାହାଦୁରୀ ଟା ଭଲ ନୁହେଁ,, ଏତେ risk ନବା ଭଲ ନୁହେଁ,, କଣ ଦରକାର୍ ଅଛି ସେ କଣ୍ଟା, ଗଛ ରେ ହାତ ମାରିବା.. ଭାଈ ଆପଣ ଜାଣିନାହାନ୍ତି କିନ୍ତୁ ବହୁତ୍ ଜିନିଷ ଅଛି, ଖାଲି ଗୋଟେ shadow ଦେଖା ଗଲେ ଯେ ସେଠି କିଛି ଅଛି ତାହା ଭାବିବା ଭୁଲ୍,, paranormal activity କୋଉ ସମୟରେ କେମିତି ବି ଦେଖା ଦିଅନ୍ତି..
ଏତେ risk ନଉଛ ପ୍ରଭୁ ହନୁମାନ ଆପଣମନଙ୍କୁ ଘଣ୍ଟ ଘୋଡେ଼ଇ ରଖନ୍ତୁ..
Sata katha
Right 😢😢katha
Kichi risk nai ..nija gan mashani aau para gan gadia sabhinku dara lage...but para gan mashani aau nija gan gadia re dara jamaru b lageni...part of entertainment nothing else
Ggigtuuuupruh
View's darkar se manku
Good jab 🎉🎉🎉Bhagaban tumamanaku bhalare rakhantu❤❤❤
Mo mamu hara village😊😂😮
ଭାଇ ଧଳାସାଟ୍ ଭଲ ଅଭିନୟ କରୁଛନ୍ତି
Super acting
Oscar level acting🎉
@@ajaydalei7898Oscar level acting
Se jhunti padiki.... Kahuchi kie gote dhaka dela😂😂😂😂
Pura dabaiki like kara re. 😂phuni rostar mane jalebe👍👍👍👍
Be maja laguchi bee😂😂😂😂
Tapan bhai, Prem bhai, Sujit bhai, sangram bhai au Raj Bhai misiki gale bhala lagiba ।
ରାଜ ଭାଇ ତମ ସହ ଯେଉଁ ମାନେ ସବୁ ଯାଉଛନ୍ତି ସବୁ ଡରୁଆ, ମୋତେ ଥରେ ଯିବାକୁ ସୁଯୋଗ ଦିଅ,
Tu Jodi raj sangare jibu toh bhandafutt jayegare Kalia. Aeta bhuta vdo nuhen be khali odio
ଭାଇ ତୁମର ଗପ ଟି ବଢିଆ ଲାଗିଲା ଆହୁରି ସୁଟିଂ କର ଧନ୍ୟବାଦ
29:46 video sikp kariki raj vai ku dhire se kuhajaichi gadi asila😂😊
Pura thik
Hmm 😂😂😂😂
Bhai Amara pura 8x scope ra 🦻👌
Raj bhai ର କଥା ଶୁଣି ମତେ ହସ ଲାଗୁଛି
😮😮😮😊
ପୁରୀ ରୁ କିଏ କିଏ ଦେଖୁଛ ❤❤❤
ପ୍ରେମ ଭାଇ କୁ ଦେଖି ମତେ ହସ ଲାଗୁଚି 😂😂😂
ଏଇଠି କିଛି ନାହିଁ ଏଇ ଲୋକାଲ ପିଲା ଡ଼ରାନ୍ତି ରାଜ ଭାଇଙ୍କୁ କିଛି ଫିଲ୍ ହୁଏ ନାହିଁ ଅନ୍ୟମାନଙ୍କୁ ଫିଲ୍ ହୁଏ ଇଏ ସତ ନା ମିଛ ରାଜ ଭାଇଙ୍କ ବହୁତ୍ ସାହାସ ରାଜ ଭାଇ ଯେବେ ଡରିବେ ତେବେ ବିଶ୍ୱାସ କରିବୁ ଦୁନିଆରେ ଭୂତ ପ୍ରେତ ଅଛି 😮😮
Thik kahila bhai 👍
ରାଜା ଭାଇଙ୍କର କିଏ କିଏ ମଙ୍ଗଳ ଚାଉଚ like ❤ କର
ଜାଲ ବାଦୁଡ଼ି ଲଗାଇବା ପାଇଁ ଲଗା ଯାଇଛି ଭୁତ ତ ଅଛି 👍👍
ଜୟ ଜଗନ୍ନାଥ ଜୟ ମା ତାରିଣୀ ଭୂତ ଭିଡ଼ିଓ ଦେଖିକି ଆମକୁ ଡର ଲାଗୁଚି କିନ୍ତୁ ଆପଣ ରାତିରେ ଭିଡ଼ିଓ କରୁଛ ବହୁତ ଧନ୍ୟବାଦ
Bhai ame tama ku support karuchu Jay Jagannath 🙏🙏
😂😂😂 nice bhai
ରାଜା ଭାଇ ତମେ ହେଲ ସିଂହ ଛୁଆ, ଆଉ ସବୁ ଗୁଡା ଛେରୁଆ ଗୁଡାକ
thanks bhai aam ariaku aasi bata
aam ku teke call kari thanta bhala hei thanta
aame aapanaku sabu jaga dekheithantu
କୋଉ କୋଉ ମାନେ ଚାହୁଁଛ ରାଜ ଭାଇ ଆଉ ଗୋଟିଏ ghost ଜାଗାରେ କ୍ୟାମ୍ ପକାଇ ଭିଡିଓ ଛାଡନ୍ତୁ ବଲି ଯାଉଁ ମାନେ ଚାହୁଁଛ like koro 🙏👏
ଭାଇ ତମେ ତପନ ଭାଇ ଆଉ ଜୟ ଶ୍ରୀରାମ ଭାଇ ଙ୍କୁ ସାଙ୍ଗରେ ନିଆ ସେ ଭାରି ସାହସୀ ପିଲା ✌️
Bhai ama gn ku gala mate bahut khusi laguchi thank you 🥰❤️😍
Next level action 😂😂 ଦିନେ ନା ଦିନେ ତମ ଚୁତିଆମି ଲୋକେ ଜାଣିବେ 😂
Tapre tate valaki dana debe mspatra au Munda ra chela
Chaal mg@@biswaprakash6388
Tate loke gmaribe....sala ate jadi sahasi sale sevali place re ratire jaiki dekha....
@@biswaprakash6388 chalre bhadua chamcha saala
@@biswaprakash6388 tu tahale Dana neichu🤣
ଏତେଡର ଭୁତ ଫୁତ କିଛିନାଇଁ ସବୁଫେକ 😀😀😀😀😀😀😀😀😀
Hau tame jaiki dekhao
ଆମ puri ରୁ କିଏ କିଏ ଦେଖୁଛ like କର
ରାଜା ଭାଇ କିଛିବି ଡରନି ହନୁମାନ ଚାଳିଶା ପଢିକି ଯାଅ ଭୁତ କୁ ତମେ ଡରେଇକି ଆସିବ ଜୟ ସୀତାରାମ 🙏🙏🙏
Apananku bahut bahut thanks Bhai ate rati re jaiki explore kariki asila ❤❤❤❤❤❤❤❤❤❤❤❤❤
Rajkumar bhai congratulations thanks ❤❤❤❤❤👍🏻🙏🏻👍🏻🙏🏻👍🏻🙏🏻
41.06 - 52.18siri ki pacharibi raj Bhai tam mausa khiri na 🤣🤣🤣
ଓଡ଼ିଶାରେ ଏମିତି ଜଣେ ଲୋକ ଅଛନ୍ତି ଯିଏ କି ନିଜ ଜାଗାରେ ଶ୍ମଶାନ କରି ଅପରିଚିତଏବଂ ପରିଚିତ 500 ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଶବଦାହ କରି ସେଇ ଶ୍ମଶାନ ରେ ଶୋଇଯାଆନ୍ତି କାହିଁ ଦିନେ ସେ ଭୂତ ଦେଖିନାହାନ୍ତି କି ଡରନ୍ତି ନାହିଁ
Bhai jaha kuha bahut maja lagu thiba mate nia bhai mu dari bini😂❤
Bhai gacha taluku pakaebara clear sound asichi..pura clear! 😮 Auu bhai 38:35 re apana jebe emf re indication magile gacha ra se gote patra hin haluchi bahut jorse .aeta pura strong indication..
Ete Risk nei odisha r top haunted place ku jaicha au ratire stay karicha❤👍really salute 🙌
👍🏽
Sabu video re tapan Bhai ki daka sia thile bhala laguchhi ❤😅
ଭୂତ କାଳ ବେଳ ଦେଖି ବାହାରେ ସବୁ ବେଳେ ବାହାରେ ନାହିଁ !! ଆଉ ଯେ କୌଣସି କଣ୍ଟା ରେ ହାତ ମାରନ୍ତୁ ନାହିଁ କି ଉପାରୁନ୍ତୁନି କାରଣ ଗୁଣିଆ ଭୂତ ମାନଙ୍କୁ ସେଇ କଣ୍ଟା ମଧ୍ୟ ମାରେ ବନ୍ଦୀ କରି ଥାଆନ୍ତି ।। ସେଇ ଜାଗାରେ ଯଦି କଣ୍ଟା କୁ କାଢ଼ି ଦଉଚ ଜାଣିବା ଯେ ସେ ଜାଗା ରୁ ଆଉ retun asi pariba nahi ...
Right
Jay shree ram ❤
Right 👍
Sabu chrua gudika
@@Sweety.swain.02Tama jhio mananku bi kichhi kama dhanda nahi,,,A bala fake video dekhiki social media re gada gadi haucha,,,au sata bhuta dekhile na,,a samaste sethi hi mutipakaibe..bala au gharaku kehi pheribeni,,,sethipain social media re ashiki faltu re choda chodi huani,,,loka athi sabu jananti kouta fake au kouta real.
Risk and success your self thank you bro
😮 bhutha bachi ki
.
Tike vlog pain Raj Bhai apana kete risk nauchanti . Taha puni kebala ama pain . Bhagaban nku dakuchu apanka jibana sabu bele sukha Maya heu .😊❤️
ସତରେ ରାଜା ତୁମ ପାଖରେ ଭଗବାନଙ୍କ ଆଶୀର୍ବାଦ ରୁ ଦୈବୀଶକ୍ତି ଅଛି. ଆମକୁ ଭିଡ଼ିଓ ଦେଖି ଡର ଲାଗୁଛି ତୁମକୁ ମାନିବାକୁ ପଡିବ.
You Are The Best Breve Hero.
A blog ru kichhi jani parilini ❤❤
ବାଦୁଡ଼ି ଜାଲ ଭାଇ ସେଇଟା l ଗାଁ ଲୋକ ବାନ୍ଧି ଛନ୍ତି
Kau distick bhai ❤❤❤
Bhai jaha hau bhala re Bhala re ghara ku asila au kichi katha nahni❤ au Tama parika blogger nku bahut bahut dhanya baat❤❤
ହେ ଭଗବାନ୍ ଭାଇ ଆପଣ କେମିତି ସାହାସ କରି ଗଲେ 😯ଗ୍ରେଟ୍ ଭାଇ ମାନେ 👍👍👍 ଏଇ ଯାଗା କୁ ସେ ରୋଷ୍ଟର୍ ମାନଙ୍କୁ ଟାଣି ଆଣିଲେ ଭଲ ହୁଅନ୍ତା 😂😂 ବୋହେ ପିଟି ପିଟି ସେ ଗଛ ମୂଳରେ ୨ ଟା ରାତିରେ ବାନ୍ଧି ଦେଇ ପଳେଇ ଆସନ୍ତ 😀😀 ତା ପରେ ସେ ସେଇଠି ଭୂତ ସହ ବସି ରୋଷ୍ଟ୍ କରିବ🤣🤣🤣🤣😂😂😁😁😁😛
Tame like paein amiti kn paein haucha he😂😂😂😂😂😂 . Abasya kahucha thik roster manaku ae gachhare neiki bandhi dele huonta😂
ହଁ 😂😂😂
@@Odia.Jhia_Puja 😂😂😂😂😂hmm
@@Odia.Jhia_Puja 😅
Tu sala rajkumar ra close relative sethipai drama karuchu mu sethi gote rati soiki asichi
Nice bhai 😮😮🎉
ସନ୍ଧ୍ୟାରେ ବାନ୍ଧିଥିବେ ବାଦୁଡ଼ି ଧରିବା ପାଇଁ ଏମିତି ବାନ୍ଧିକି ବାଦୁଡ଼ି ଧରନ୍ତି
ହଁ
Hmm bhai Mo ghara mangalajodi Rati 11.50 haba mu Aka jaithili sethiki kali ratire Raj bhai nku dekhibaku sia nathile Sethi 2jana loka Badudi dharuthile Sethi
@@smokergemar6668 sie na thile mane kn sie ta seithi thibe na tanka gadi thiba semane buluthile na sepate kali
@@smokergemar6668se badudi dharali bodhe jala chadiki palei chanti
Hmm thik kahicha
Great bhai
Sabu mecha katha😮😮😮😮
ଓଡ଼ିଆ ଲୋକ ଙ୍କୁ ଭକୁଆ ବନେଇବା ବହୁତ୍ ସହଜ😂😂😂
Jay Jagannath bhai🚩❤️
ଯେତେବେଳେ ଭୁତ explore କରିବାକୁ ଯାଉଛ ପାଣି ବିଭୁତି ସବୁ ଭୁଲି ଯାଉଛ କେମିତି... ଗାଡି ଭିତରେ ରହିଯାଇଛି... ମା ଉଗ୍ରତାରା କଂର ସିନ୍ଦୁର ଭୁଲିଗଲ... ସିନ୍ଦୁର ଥିଲେ କିଛି ହେଇନଥାନ୍ତା....
ଏ ବାଳ ଡରୁଆ ଦଳ କୁ ଛାଡି ମୁଣ୍ଡା ସାନ୍ତାଳ କୁ ତୁମ ଦଳରେ ରଖ ଭାଇ
Bhala kahani l screenplay,,au tike bhala kara
ଧଳା ଡ୍ରେସ ପିନ୍ଧିଛ କଣ ପାଇଁ ଭାଇ 🤯😦💀ଭୁତ ମାନଙ୍କର ଧଳା ରଙ୍ଗ ଡ୍ରେସ ପସନ୍ଦ ରାତିରେ ଭୁତ କୁ ଦେଖିବାକୁ ଆସିଛ ଧଳା ରଙ୍ଗ ଡ୍ରେସ ପିନ୍ଧନୀ କେହି 😱😱
Raj ଭାଇ ଗୁଟେ କଥା ଭାରି ହସ 😅ଲଗିଲା ଯଉ ଧୀରେ ଧୀରେ ଭାଇ gadi asila😅😅
Thikk tapare camera bi of gadi gala pare start hela
@@satyajitpradhan681 ଗୋଟିଏ bullet ଯାଇଛି au ଗୁଟେ kan kahi paribini
Raj bhai ama gan ku tike asa eithi bada hunted place achi
Jay Bajrangbali🙏
ଭାଇ ଯାହା ହେଲେ ବ୍ରହ୍ମ ରାକ୍ଷସ ଯୋଉ ସାଉଣ୍ଡ କରିଥିଲା ତା ପରି ଇଏ ନୁହ ସିଏ ପୁରା ଭୟ ଲାଗିଲା
Sata katha
😂😂😂
Good Bhai ❤🎉
38.35 gote patra haluchi au baki sabu sthira achhi
ଭାଇ ମଙ୍ଗଳା ଯୋଡ଼ି,2 ଟା ରୁ 3 ଟା ଭିତରେ explore, karibar ଥିଲା, ହେଲେ ଏତେ ଖାସ୍ ଲାଗିଲାନ ଭିଡିଓ ରେ Aou ଥରେ ତପନ ଭାଇ ସହ explore କର ଭାଇ, Plz ଭାଈ 🙏🙏🙏 plz ଭାଈ🙏🙏 , ତପନ ଭାଈ nohele ମଜା ନାହିଁ
Darua pilanku kahinki nauchha
Ate risk neba bhala nuhe
To bou bia magia 😅to pain kn au thare vidio keribe bedha chua 😊😅
Prabhu jagannath tumara mangala karantu bhai 🙏♥️really you are very brave raj bhai 😐🔥
26:02 ମଝିରେ ସେ ଭାଇ ଙ୍କ କହିବା style mast ଥିଲା ଗଛ ତଳେ ଠିଆ ହଉଚୁ ଡେଇଁ ପଡ଼ିବ j ଡର ତ ଲାଗୁଚି maza ଲାଗୁଚି କଥା ସୁନିକି 😂😂
👍🏽
😂😂😂full comedy
Tamara insta id dela ❤❤
Sei full darua ta 😂😂
Prem bhai Ku ଭୂତ ଭୂତୁଣୀ ମାନେ ଶୋଷି ସାରିଲେଣି
ସେଥି ପାଇଁ ସେ ଝଡି ଝଡି ଯାଉଛନ୍ତି
Rati Anidra heiki bhuta jaga ku gole tike na tike toh deho re chanka rahuthibo na semane Daruthibe sure sethi pain jhadi jauchanti
Jaha hauchi hau raj bhai chadantuni neiki jantu 😅😃
Aree Raj bhai ଆପଣ ଏମିତି ଡାକୁଛନ୍ତି ଭୂତ କୁ ପାଖକୁ ଆହୁରି ପାଖକୁ ଭୂତ କୁ ପ୍ରେମ ହେଇଯିବ😂Video ର first ରୁ last mu prem ଙ୍କୁ ଦେଖିକି ହସିଚି 😂 bhagwan ଏତେ ଡର 🤭🤭ଆଉ ମଝିରେ ମଝିରେ hello ସିରି😂😂 37:33
Aau Raj Bhai Nka Answer - Hello Siri Na mo Bala Siri 😂😂😂
@@lizapuzaodiavlog6064 hannn 😂
ଗଛର ପତ୍ର ପୁରା ହଲିଛି
ତୁମ ହନୁମlନ୍ ଗାମୁଛା ବିଭୂତି ଲକେଟ୍ ପୁଣି 5ଜଣ ତେଣୁ ଆଟlକ କଲାନି
ଏକା ଦେଖି ଦେହରେ ପଶିଯାଏ
ପଛରେ ଯିଏ ରହେ ମନେ।ରଖ ସବୁବେଳେ ପଛରେ ଲାଇଟ୍ ପକାଇ ଆସିବ ନହେଲେ ଅନ୍ଧାର ଦେଖି ପିଠି ପଟେ ଆଟାକ।କରିବ
ଯେଉଁ ଗଛ , କିମ୍ବା ସ୍ପଟ୍ ଭୂତର ଆଡାସ୍ଥଳି ସେଇଠି ହନୁମାନ ଜି ଙ୍କ ମନ୍ଦିର ର ରୁ ବାନା ଛୁଆଇଁ ଆଣି ବାନ୍ଧିଦେବ
ସେଠାରେ ଏକ୍ସିଡେଣ୍ଟ ହେବା କମିଯିବ
Hm se tuma ghara loka ta pachare asiba pua pua kahiki 😂
ଉ ଗ୍ର ତା ରା... ଆ ମ ଗାଁ ରାଜ ଭାଇ... Myname.. Swadhin👍👌👌❤️❤️❤️ଧନ୍ୟବାଦ ଆ ମ ଗାଁ କୁ ଯା ଇ ❤️❤️❤️❤️❤️❤️
ଆଉ କିଛି ବଡ଼ ବଡ଼ ଲାଇଟ୍ ନେଇ କି ଯାଅ ,ଗୋଟେ ଲାଇଟ୍ ନେଇ କଣ ପାଇଁ ଯାଉଛ, ଆଉ ସବୁ ଭିଡିଓ ରେ ଝେରୁଆ ଲୋକ ନେଇ କଣ ପାଇଁ ଯାଉଛ ଷ୍ଟ୍ରଙ୍ଗ ଲୋକ ନେଇ ଯାଅ
ହଁ
ଶଳା ଆଗରୁ ଟିକେ dout ରେ ଥିଲି କି ହିଁ ଭୂତ ଥାଇ ପାରେ ଲାଗୁଥିଲା।।bt ଏବେ ୟେ ଭିଡିଓ ଦେଖିଲା ପରେ ଲାଗୁଚି।।। ଶଳା ସବୁ ଟାଉଟରି କରୁଛନ୍ତି ଭିଡିଓ ପାଇଁ।same reaction ସବୁଥିରେ।।।। ସେ ଜାଲ ବନ୍ଧା ହେଇଛି କହୁଛି ନା କଣ ଜାଲ କୋଉଠୁ ଆଇଲା। ଗଛ ନଇଁ ଲା bt ଗଛ ଦେଖାଉ ନାହାଁନ୍ତି।।।।😂😂 ୟେ ସବୁ ଯୋଉ ଲୋକାଲ ପିଲା ରଖୁଚ ସବୁ third class acting କରୁଛନ୍ତି।। evening ରେ କନ କନ।।। ରାତିରେ ହେ ଭୂତ ବାହାରିଲା, ଚାଲ ପଳେଇବା।।। ଧନ୍ୟ ରେ 😂😂😅😅
Tu tike jaunu video karibu. Kete pani tora jana padiba
10 Jona misi masanire bi soi asi heba bhai a mane sabu acting
@@harapriyamohanty2364 ଆଲୋ ମା ବାଧିଲା କି।।ଆସୁନ୍ ତୁ ମୁଁ ମିଶିକି ଯିବା ମୁଁ ରାଜି ଅଛି।।। ନହେଲେ ତୋ ରାଜ୍ ଭାଇ କୁ କହ ମତେ ଡାକିବ ତା ସାଙ୍ଗ ରେ ଯିବି ମୁଁ ଦେଖିବା ଟିକେ ଭୂତ କୋଉଠି ବାହାରୁଚି।।।
Hn pratha maru darusanti
@@harapriyamohanty2364 ଆଲୋ ମା ବାଧିଲା କି। ଆସୁନୁ ମିଶିକି ଯିବା ମୁଁ ରାଜି ଅଛି ଯିବା ପାଇଁ ଭୂତ ଖୋଜିବା କୁ।।ତୁ ଯଦି ନଜିବୁ ସେମାନଙ୍କୁ କହ ମତେ ଡାକିବ ଦେଖିବା କୋଉଠି ଭୂତ ଅଛନ୍ତି।।
ତପନ ଭାଇ କଉ ମାନେ ମିସି କରୁଚ ଲାଇକ୍ କର ❤❤