A gudaka sabu ganjada kichhi na subhile bi kahuchhi subhuchhi kuchhi disunini kahuchhi black colour disuchhi amanku ganjeiya kuhajibanita kn kahibi mu jaha helebi ae rasta re mu 12ta 1gote re bike re jiba asiba karuchhi aguda tautar gudaka anka kathha biswasa karantu nahi tautar prati sabdhan jana hita re jari bhuta preta gote mana ra vranta
Exchuly eta scripted thiba 💯 karana eta gote general knowledge samaste janaty mandara Fula ku godare marantini ki lenon ku v ahuri hatare dhariki photo uthauchanty kemti daruthiba jagare puni taku hatare dhari phota shoot ethi ru hni proof heigala fake boli mu v aga biswas karuthili real vlog boli but mu sure heli eguda fake vedio bhaimane hni lembu Lanka mandara mala neiki pakeichanty sure 😃 se gna Loko v kahila ethi semti kichi Mandara lembu ame kebe dekhinu puni se chakare gna Loko thile muna uncle thile guniya koubate gala 😂plz Bhai Tama blog bhala Lage but fake jinsa Loko knu dekhaoni paisa pnai kichi v🙏besi din e vedio lasting habani so plz true dinsa dekhantu
@@samuka5557 thik achi aapananka katha hau vdo ti fake but night re jou place ku jauchanti seita ta real, sarila taa tharu bada katha aau kichi nahi.. aame ghare southiba bele sie mane jungle buluchanti kn asubidha heigala ete kasta bhitare sie jadi kichi script karile..
Are aame rati sara jangala re bulu ...aeta kau bada katha ...tume mane kebe jangala dekhina ki bulina ... sethi pai.. emiti heucha sabu ..michha ..bhuta na au kan hei thiba 😅
😁😁😁😁😁😁😁😁😁😁Mun all viewers nku etiki kahuchi je kie bi bhuta dekhiba boli ashaa rakhani bhuta achhi ki nahin mun janini jodi achhi se kebe normal manisa nku dekha jibani bas haunted place vlogs late night ra maza niaa enjoy kara just take it easy
ରାଜ ଭାଇ ତୁମ ଉପରେ ହନୁମାନ ଙ୍କ ର ଆଶ୍ରିବାଦ ଅଛି ତୁମର କିଛି ହେବନି ଜୟ ଶ୍ରୀରାମ
@@JayshreeRam-e9k tote mgh Kia gandi maruni re
ସତରେ ତପନ ଭାଇ ଆପଣଙ୍କ ସାହସ ଦେଖି ମୋର ବି ବହୁତ ସାହସ ହଉଚି ଆପଣଙ୍କ ସହ ଯିବାପାଇଁ like it 👍
Hn
ତପନ ଭାଇ ଙ୍କୁ କିଏ କିଏ miss କରୁଛ like kara👇☹️
Bhai ama vimal khaibare master😅😅
Bhai ei pura haunted jega
ତପନ ଆସିନି ଭଲ ହେଇଚି ତା ପାଇଁ vlog vdo ଅଧାରୁ ବନ୍ଦ ହଉଛି
Bhai micho tare kn pai bhuto ochi boli video korucho fack video jodi dom ochi sotor video kori🤮🤮🤮🤮🤮🤮
@@khatarnak_tokaTapan bhai sabu thik kathha kahanti
Jai shree jaganntha tumar mangala karantu and mr prem bhai ra bi
ସାଙ୍ଗରେ ମହାବୀର ଙ୍କ ନାମାବଳି ରହିଲେ ଅତୃପ୍ତ ଶକ୍ତି ପାଖକୁ ଆସିବେନି କାହିଙ୍କିନା ସିଏ ତୁମ ସାଙ୍ଗରେ ହନୁମାନଙ୍କୁ ଦେଖୁଥିବ
ରାଜା ଭାଇଙ୍କର କିଏ କିଏ ମଙ୍ଗଳ ଚାଉଛ like kara ❤❤
ଭାଇ ତମର ସାହସ ଅଛି ମାନିଗଲି ଭାଇ
ରାଜ ଭାଇଙ୍କ Banda kia ଚାହୁଁଛ ଲାଇକ କର
ସାରା ବିଶ୍ବର ଲୋକମାନେ ରାଜ କୁ ଭଲ ପାଇବେ କାରଣ ସେ ସାହାସ କରି night vlog ପୁଣି hunted place କୁ ଯାଉଛନ୍ତି କିନ୍ତୁ ଆମ ଓଡ଼ିଶା ଲୋକମାନେ ବେଶୀ ଭଲ ପାଇବେ ।କାରଣ ସେ ଆମ ଓଡ଼ିଆ ପୁଅ ।ପ୍ରେମ ବି ,dixit ବି ବହୁତ୍ ବଢିଆ ପିଲା ।ମୋର ଜଗନ୍ନାଥ ଙ୍କ ପାଖରେ ପର୍ଥାନା ସେମାନଙ୍କୁ ସାହାସ ଆଉ ଧୈର୍ଯ୍ୟ ଦିଅନ୍ତୁ।ଜୟ ଜଗନ୍ନାଥ 👏👏
ମୁ ଅମଙ୍ଗଳ ଚାଁହୁଛି
ତମକୁ କଣ ଭୁତ ଦେଖା ଯାଉଛି
ସବୁଦିନ ରାଜ୍ ଭାଇ ଙ୍କ ଭିଡ଼ିଓ📸କିଏ କିଏ ସବୁ ଦେଖିବାକୁ ପସନ୍ଦ କରୁଛ🙌ଲାଇକ୍ କର👍🏻👍🏻
Mu khaini ki gadheini vdo ku wt kari kari
Hii baby ❤❤❤
Au Raj ra bhala laguni mu challenge mariki kahuchi e Raj ra view Dhire dhire down haba puni se gote bua upaya khojiba seita bi bhut jaldi
@@Odia.Jhia_Puja hii Puja kania
Hi dralngi
I love you Raj bhai❤❤❤
ଦି ନାଳ ମଝି ରାସ୍ତା ସତରେ ଭୁତ ରହେ😮
ଭାଇ ଆପଣ ମାନଙ୍କୁ ଧନ୍ୟବାଦ୍ ଜଣାଉଛୁ ଜୟ ଜଗନ୍ନାଥ 🙏🌞🌝🌚🌏🌎🌍 God bless you all 🙏🙏🙏🙏🙏🙏🙏🙏🙏
Prame Bhai sabuthu best sea sabu bele daruchanti kintu sabu jaga ku jauchhanti💙
ଭଦ୍ରକ କୁ କଉମାନେ ଅଛନ୍ତି ରାଜ ଙ୍କ ପାଇଁ ଗୋଟେ like କରନ୍ତୁ 👍
Bhai mu bi bdk
Raj Paine mo nuni karebi 😂
କୋଉ ମାନେ ଏଇ ଭୟଙ୍କର ଭିଡ଼ିଓ ଦେଖିବାପାଇଁ ଅପେକ୍ଷା କରିଥିଲ ଲାଇକ କର ଜୟ ଜଗନ୍ନାଥ 🙏
Mun
Mu
A gudaka sabu ganjada kichhi na subhile bi kahuchhi subhuchhi kuchhi disunini kahuchhi black colour disuchhi amanku ganjeiya kuhajibanita kn kahibi mu jaha helebi ae rasta re mu 12ta 1gote re bike re jiba asiba karuchhi aguda tautar gudaka anka kathha biswasa karantu nahi tautar prati sabdhan jana hita re jari bhuta preta gote mana ra vranta
To bia su banda a maghia gendalia dala faku gapa karucuanti
Bala ଭୟଙ୍କର
😮😮କଟନାକ
Raj'babu you r the brave man.... Also your team...
Finally ଆସିଗଲା କୁଜଙ୍ଗ ବଳରାମପୁର ପୋଷ୍ଟମର୍ଟମ ଘର ଆମ ତର ଘାଟ thinks ଭାଇ ଆସିଥିବାରୁ ❤️❤️
ପ୍ରେମ ଭାଇ ଙ୍କ ପାଇଁ ବ୍ଲକ ଦେଖି ବାକୁ ଭଲ ଲାଗୁଚି
Hey ms.cute
ଭାଇ ଏ ଭୟଙ୍କର ଭିଡ଼ିଓ ଦେଖିବା ପାଇଁ ମୁଁ 12 ରୁ wait kari ଦିନ 2 ରେ ଆସିଲା ମୁ ସଂଧ୍ୟା 7 ରେ ଦେଖିଲି ସତରେ ଭିଡ଼ିଓ ପୁରା ଭୟଙ୍କର ହାଇଛି ସତ ରେ କୋଉମାନେ ଦେଖିବା ପାଇଁ ଅପେକ୍ଷା କରିଥିଲା LIKE KARA ,#rajkumarvlog 0:35
ପ୍ରେମ ଭାଇ ଙ୍କ ଲୁକ୍ ପୁରା ଅଲଗା 😣😣😣💀💀☠️☠️☠️
Jay jagannath🙏🙏🙏🙏🙏
Jai jagannath manibaku padiba apono samastanknu Bhai great job Jai Hanuman
Bhai ଭୁତ ବାହାରୁ କି ନ ବାହାରୁ ତମ କୁ ମାନିବାକୁ ପଡିବ ଏତେ ରାତିରେ vdo କରୁଛ ❤️
Hmm, TH-cam ru Paisa ta miliba pa, Jani paruna bodhe.
@@gunanidhirout1759bando taa miliba
@@gunanidhirout1759Se jha bi hau lokankra manoranjana ta karuchnti au ta pain parisramika neuchnti asubidha kn
Maghiya paisa milile Tu bi karibu 😅😅😅😅😅😅😅
Sata katha bhai tama sahasa ku manibaku padiba ❤️🙏
Kie kie wait karitha camp vdo dekhiba pae gote like hau❤
Raj bhai video bhala laguchi❤❤❤❤❤🤔😊😊😎
Raj bhai tama video bhal ame khordha ru dekhucu😊 55:53
Bhai mane mu Nabarangpur ru video dekuchi ❤ jay Jagannath 🙏 god bless you
Ketebelu wait karichi finally asila vdo😰😰😰😰😰😰😥😥
Tapana bhai royal toka❤❤
Bhai satara dara lagila😱😱
Rajkumar team 👍❤️💐 very beautiful video
Yes it fdedghjjkhvcd bj nncdfhkkkkjvcxxhkncxfhkhffhkkmvcs as xghh hi jbbxxxxxxxxxxxxxxxxxxxxxbalsvido
ରାଜ୍ଭାଇ ତୁମେ ରାତିରେ ଭୂତ ଭିଡିଓ କରୁଥିବାର ବହୁତ୍ ଧନ୍ୟବା
ଦ୍ ❤❤❤
ଇଏ ସାପ କି ଗୋଧି ନୁହେଁ ଇଏ ମାଦାଳ କି ହେଟାବାଘ ବୋଧେ ଜିଏ ଏହା ଭାବୁ ଛ like 👍 କର
ମାଦଳ ମାନେ କଣ
Raja bhai sei gacha pakhare manishi soithiba
Nadi kula re seimane suanti
So nice bhai😎😎😎😎😎
Ketebelu wait karichi finally asila vdo🎉🎉🎉🎉
Mun bi wait karithhili
Kie Kie Raj Bhai nka video ku Wait karithila😊😊❤❤Bohut Bhal lagila
Love you ❤❤sunita
@@SashikantaMalik-c2l Bhak
Mun bhi
Kou ବାଳକୁ naucha prem ଭାଇକୁ
ଯୋଉ ମାନେ ରାଜ ଭାଇ ଙ୍କୁ ପସନ୍ଦ କର ଲାଇକ କର ❤
Bhai ..mu ta bahut bada fan❤❤❤❤
ରାଜ ଭାଇ ମୁ ମୟୁରଭଞ୍ଜ ରୁ କହୁଛି ତମ ଭିଡିଓ ବହୁତ ଭଲ ଲାଗୁଚି
❤
Bhai mu bi mayurbhanj ro
Mu bi mayurbhanj ru
@@RanjitaRanjitanayak-dm4td thha la raja bhai ko dakho amor mayurbhanj ko amor to athi ghost jaga ochi
ହାଏ "ଗେଇଜ " ଶୁଣିବାକୁ କାହାକୁ ଭଲ ଲାଗେ ଲାଇକ kara👇👇
ରାଜ କୁମାର ତମକୁ ଅନୁରୋଧ ଏମିତି ଜାଗାକୁ ଆଉ କେବେ ଜିବାକୁ ଭାବିବନି ତମମାନଙ୍କୁ ଅନୁରୋଧ ତମେ ଆଗ ତମ କଥା ଭବି ସେ ଭିଡିଓ ଦେଖି ଆମେ ଥରୁଛୁ ତମମାନଙ୍କ ର କଣ ହଉଥିବ ତ୍ରିନାଥ ତମମାନଙ୍କ ର ମଙ୍ଗଳ କରନ୍ତୁ ପ୍ରଭୁ ସେ ଭଏସ ମୋ ମୁଣ୍ଡ ଖରାପ ହୋଇଗଲା ❤❤❤❤
ସତରେ ତୁମେ ଡରିଗଲ 😂
Nijara na hele bi ete chinta karucha bhauni tame satare bahut bhala ❤️
@@Rp121-w ତୁମେ କିଏ ତା ଭାଇ ବୋଧେ
ତମେଡରୁଚ କଣ ପାଇଁ ଗଲ
God bless you
Bhai Nice😢😢😢😢😢😢😢😮😮😮👍🏻👍🏻🙏
Best hunted vlog bro❤❤❤
ଭାଇ ଭଗବାନ ସବୁବେଳେ ତୁମ କୁ ଖୁସିରେ ରଖନ୍ତୁ
ତୁମେ ଆମ ପାଇଁ ଏତେ କଷ୍ଟ କରିକି ଜୀବନ କୁ ବାଜି
ଲଗେଇକି ଆମ ପାଇଁ ଭିଡ଼ିଓ ଅଣୁଚ ମୁଁ ଶ୍ରୀ ଜଗନ୍ନାଥଙ୍କୁ
ପାର୍ଥନା କରୁଛି ଭାଇ ତୁମେ ଜଉଠିକି ଯାଉଛ ଭଲ ରେ ଭଲ ରେ ଫେରି ଆସ.=love you team member
IAM From= bhadrak aradi❤
ହଁ ମୈଦାନ ରେ ଲଢୁଛନ୍ତି
@@TheBoss-yw3mc tu ladhibu ki
Han han param veer chakra award ta miliba katha na.
Mo aks
ଯାହା କୁହ bhai ପ୍ରେମ ଭାଇ ସିନ୍ଦୂର ଲଗାଇବାରେ ଆଉ time pai ଶ୍ରୀ କହିବା ସବୁ ଠୁ ନିଆରା
😂😂😂😂😂
Prem bhai nka pain adhika comedy laguchi he siri Raj bhai siri na kheeri 😂😂😂
😅😅
@@Rp121-w 😂😂😂😂😂
ଶ୍ରୀ ନୁହେଁ ଶିରି
ଭାଇ ମାନିବାକୁ ପଡିଵ ତମ ମାନଙ୍କୁ ଆଉ ତମ ସାହାସକୁ ଦେଖିବାକୁ ଡର ଲାଗୁଛି ତମେତସେ ଜାଗାକୁ ଜାଉଛ ପ୍ରଭୁ ଜଗନ୍ନାଥ ତମକୁ ସାହା ହେଵେ ଜୟ ଜଗନ୍ନାଥ 🙏⭕‼️⭕🙏❤
38.25 😂😂 funny prem bhaiku baha heijao
Nice vlog😊😊
Hence proved:- mohanty କାହାର ନୁହନ୍ତି, ଭୂତ କୁ ବି ଭୟ ନାହିଁ😅.. ହେଲେ ଭାଈ ଗୋଟେ କଥା କହିବି ଅତି ବାହାଦୂରୀ ଭଲ ନୁହେଁ, ସେ ଲେମ୍ବୁ, ଲଙ୍କା, ମନ୍ଦାର ଫୁଲ ରେ ଗୋଡ ମାରିବର ନଥିଲା,, experience ନିଅ ଠିକ୍ ଅଛି କିନ୍ତୁ ଜାଣିଶୁଣି ଅସୁବିଧା କୁ ଡାକନି..
ଠିକ୍ କଥା କହିଲ
Kichi heba ni madi chala
ଠିକ୍ କଥା କହିଛନ୍ତି
Exchuly eta scripted thiba 💯 karana eta gote general knowledge samaste janaty mandara Fula ku godare marantini ki lenon ku v ahuri hatare dhariki photo uthauchanty kemti daruthiba jagare puni taku hatare dhari phota shoot ethi ru hni proof heigala fake boli mu v aga biswas karuthili real vlog boli but mu sure heli eguda fake vedio bhaimane hni lembu Lanka mandara mala neiki pakeichanty sure 😃 se gna Loko v kahila ethi semti kichi Mandara lembu ame kebe dekhinu puni se chakare gna Loko thile muna uncle thile guniya koubate gala 😂plz Bhai Tama blog bhala Lage but fake jinsa Loko knu dekhaoni paisa pnai kichi v🙏besi din e vedio lasting habani so plz true dinsa dekhantu
@@samuka5557 thik achi aapananka katha hau vdo ti fake but night re jou place ku jauchanti seita ta real, sarila taa tharu bada katha aau kichi nahi.. aame ghare southiba bele sie mane jungle buluchanti kn asubidha heigala ete kasta bhitare sie jadi kichi script karile..
Tapan bhaiku miss karuchi asithile bhala lagithanta
Raj bhai ଆପଣ ଙ୍କ ସାହସ ବହୁତ ମାନିବାକୁ ପଡିବ 😱
Very nice bhai❤❤❤
Bhai ❤❤❤
ନୟାଗଡ଼ ରୁ କିଏ କିଏ ସବୁ ଦେଖୁଛ ଲାଇକ୍ କର👍🏻👍🏻👍🏻
Ame didi dekhuchu.. 😂😂
Mu bi dehkuchi
Aji kehi gehiba wala nahin ki 😂😂😂
Nayagarah ru mu gote dekhuchi
Puja tame nayagada ra
ରାଜ ଭାଇ ଦୟାକରି ଭୁତଙ୍କ ସାଥିରେ ବାଜି ମାରନି ଗୌରମ ତିବାରୀ କଥା ଦେଖିଛ ନା ନାହିଁ ଦୟାକରି ବାଜି ଲଗାନି କି ତାଙ୍କୁ ହଇରାଣ କରନି 🙏🙏🙏
କିଏ କିଏ ବ୍ରାହ୍ମଣ ସବୁ ଦେଖୁଛ ☠️🤟🏻😎
🙂
Mun
Kahin mrg pain ghara loka ashibe ki 😂😂😂😂
@@Rp121-w hm
Mu
Jay shree Ram 🙏🏻🙏🏻🙏🏻
Raj bhai good
Sugit bhainku Kia Kia Miss karuchha like kara
ରାଜ୍ ଭାଇଙ୍କ କ୍ୟାମ୍ପ୍ ଭିଡ଼ିଓ🏕️ଦେଖିବା ପାଇଁ କାହାକୁ ସବୁ ଭଲ ଲାଗେ🤩like କର👍👍
ଯୋଉ ମାନେ ଵି ରାଜ ଭାଇ କୁ ରୋଷ୍ଟ ମାରୁଛ ହଁ ଏଇ ଜାଗା କୁ ଯାଇଁକି ରୋଷ୍ଟ କର ଏବଂ ସେମାନେ ଯେତିକି ରାତି ରେ ବୁଲୁ ଛନ୍ତି ତମେ ଵି ସେତିକି ରାତି ରେ ଜୀବ ଏବଂ ଟାଇମି ଦେଖେଇବ ହଁ ରାଜ ଭାଇ ମୁଜାଣି ଵି ଯେ ତମେ ରୋଷ୍ଟ କରିବା ର ଦମ ଅଛି କରିକି ଦେଖେଇବ ତ ଓକେ ଠିକି ଅଛି
Are aame rati sara jangala re bulu ...aeta kau bada katha ...tume mane kebe jangala dekhina ki bulina ... sethi pai.. emiti heucha sabu ..michha ..bhuta na au kan hei thiba 😅
Video vala kintu ... jangale buliba rati re kichhi bada katha nuhe ...kintu bhuta a sabu michha
Nice video 🎉
Ama ghara aeithi Sethi kichi nai
Raj Bhai jay shree ram🙏
Har Har Mahadev 🙏
Nice Video Raja bhai
ରାଜ୍ ଭାଈ ବହୁତ ସାହସୀ ସେ ଏ ଭିଡିଓ ରେ ଡରୁଛନ୍ତି ମାନେ ସତ ଅଛି। ଭଗବାନ ଅଛନ୍ତି ମାନେ ଭୂତ ବି ଅଛନ୍ତି 🙏 କେହି ବି ଖରାପ କମେଣ୍ଟ ଦିଅନ୍ତୁନି ।😊
ପ୍ରେମ ଭାଇକି ବାହା ହୋଇଜା କଥା କାହାକୁ ମଜା ଲାଗିଲା ଲିକ୍ କର
ଭାଇ ସତରେ ତମେ ଭୁତ ଦେଖ କି ନ ଦେଖ କିନ୍ତୁ ତମେ ଯେମିତି କଥା କହୁଛ ଆଉ ଡ଼ରୁଛ କାହାର କିଛି କ୍ଷତୀ ହଉକି କି ନ ହଉ କିନ୍ତୁ ସମସ୍ତଙ୍କର ବହୁତ ଲାଭ ହବ 👍ଯେମିତିକି ବହୁତ ଚୋର ଅଛନ୍ତି ଆଉ ଏମିତି ନିଛାଟିଆ ଜାଗାରୁ ବହୁତ ଜିନ୍ସ ଚୋରି କରନ୍ତି କିନ୍ତୁ ଏ video ଦେଖିଲା ପରେ ଆଉ ଏମିତି ଜାଗାକୁ ଯିବାକୁ ସାହସ କରିବେନି କି ଚୋରି କରିବେନି 👍କି ଯୋଉ ମାନେ ନିଶା ଖାଇ ଧନ ଜୀବନ ନଷ୍ଟ କରୁଛନ୍ତି ଆଉ ଗଛ ଲଟା ନଷ୍ଟ କରୁଛନ୍ତି ଆଉ ସେସବୁ କରିବେନି 👍ସେ ଜାଗାକୁ ତ ଯିବେନି ନଷ୍ଟ କରିବେ କଣ 👍all the best all of you ❤️
Bro tame mane sabu great 😊
Jay shree ram ❤❤❤❤😂❤❤😂😂😂😮
54:58 ରେ video ଦେଖି ହସି ହସି ପେଟ ଦରଜ ହେଇଗଲାଣି 😅😅😅😅ହେ ପ୍ରଭୁ କି face pikun ଭାଇଙ୍କ ର😅😅
Mora bi
More bi
ଆଉ ଏ ଭାଇ ଏତେ କେତେ ବୋକା ବନୋଉ ଛନ୍ତି advance ଯୁଗ କୁ 😂😂😂
ଯୁଗ ଯାହା ହେଉ , ଭୁତ ପ୍ରେତ ଦେବତା ଯୁଗ ଅନୁସାରେ ଚାଲିବେ କି ,କିନ୍ତୁ କାହାକୁ ଦେଖାଯାଏ କାହାକୁ ଦେଖା ଯାଏ ନାହିଁ
Bhagaban achhanti mane bhut bi achhanti
@@LuckyRocky-bn3je ଠିକ୍ କଥା
Loka ba amara bhakua mg
Nai bhai ea real video seita danger area
Bhai TMA vdo dekhibe boli mo family apekhya re thhila finally asila heri bahut khusi mo family loka mane🎉🎉🎉❤❤love uh bro apanka group bahut strong...❤
Yes ❤❤❤❤❤❤
Super hero Bhai amiti video sabudina anutha a love u ❤❤❤❤
Raj - ଯଦି କିଛି ଅସୁବିଧା ହେଇଚି ରିଡ୍ ଦିଅ otherwise ଆମକୁ କୁହ 😂
ଭୂତ be like - ଭାଇ ମୋତେ ଇଂରେଜୀ ଜଣା ନାହିଁ 😂😂😂
34:13
ରାଜୁ ଭାଇ ମୁଁ ମୟୁରଭଞ୍ଜ, ଉଦଳା ବ୍ଲକ ରୁ ଭିଡ଼ିଓ ଦେଖୁଚି, ତମେ ଏତେ ରାତିରେ ବହୁତ କଷ୍ଟ କରି ଭିଡ଼ିଓ କରୁଛ ଏମିତି ଜଗା କୁ ଏତେ ରାତିରେ ଜାଅନି ରାଜୁ ଭାଇ 😢😢🙏🙏କିଛି ହେଇପାରେ
Udala kouthi.....?
@@OVPritamPedagodi aau khunta majhire
@@Pranita90 mu bi vlog kore so tama id delo - mo idt- piku_o_5
Bhuta dekhibu jadi kaptipada ase
@@LIfeHacksMotivation07 place location
Wait kari kari ebe video asila
Tiger ba bhi😮
Bhai 👍😱
କିଏ ସବୁ ମାଦଳ ଭୂତ ଦେଖିଲ କୁହ ଆଉ ଯିଏ ନ ଦେଖିଲ ଆଖି ଟେଷ୍ଟ କର ସେମାନଙ୍କୁ ସବୁ ଯାଗାରେ ଭୂତ ଦେଖାଯାଉଛି ସାଉଣ୍ଡ ଶୁଭୁଚି ମିଟର ନାଲି ହେଇ ଯାଉଛି। ଲୋକଙ୍କୁ ଚୁତିଆ ବନଉଚନ୍ତି । ଭୂତ ସେମାନଙ୍କୁ ଦେଖା ଯାଉଚି ଭିଡିଓ ରେ ନାହିଁ
କୋଉମାନେ ବ୍ଲୋଗ ଦେଖିବା ପାଇଁ ଅପେକ୍ଷା କରି ଥିଲା ଲାଇକ କର
Suriya ra sahasa ku manibaku padiba 👍👍
Chhuta Pilanku sangare nianii
Jay raj Bhai 🎉🎉🎉🎉🎉❤
Pakhaku asa ..Prem Bhai ku Baha heijao😅😅😅nice 👌👌👌👌
ଭାଇ ମୁଁ ବି ମୟୁରଭଞ୍ଜ ରୁ ଆପଣଙ୍କ ଭିଡ଼ିଓ ମୋତେ ବହୁତ ହିଁ ଭଲ ଲାଗେ l
Hmm 😢
Oye hii
ଷେଣ୍ଢ ରଡି ଦଉଚି ଭାଈ 😄😄💯
🤡
✅
ଭାଇ ଯିଏ ଡୋରିଗଲା ବହୁତ ଅସୁବିଧା ହୁଅ କଣ ଟିକେ ବି ଡରିବା କଥା ନୁହଁ ଭାଇ ମୋତେ କବେ ଗୁଟେ କ୍ୟାମ୍ପ କୁ ଡାକ ଆମେ ଯିବୁ ତୁମୋ ସହ 🙏 jay Jagannath
Super 🙏👌🙏
Raj Bhai Kemiti achha ❤❤
ଫାଇନାଲୀ ଆସିଗଲା ରାଜ୍ ଭାଇଙ୍କ ନାଇଟ୍ କ୍ୟାମ୍ପ୍ ଭିଡ଼ିଓ🏕️...କିଏ କିଏ ସବୁ ଦେଖିବାକୁ ଏକ୍ସାଇଟେଡ୍ ଥିଲ ଲାଇକ୍ କର👍👍👍
Puja I love you,,, ମତେ ପୂଜା love କରୁ ବୋଲି କିଏ ଚାହୁଁଛ like କର 😅😅
@BiswabhusanNayak-ov5cnnice😂😂😂
ଭାଇ ଏତେ ରିସ୍କ ନିଅନି ମୋ ଭାଇ 😢😢😢
Raj ଭାଇ ତୁମ କଲିଜାକୁ ନମସ୍କାର 🙏କଲିଜା ଖଣ୍ଡେ ପାଇଛ 🫰
ମାନିବାକୁ ପଡିବ ଭାଇଙ୍କି 😢🙏👏👏🙌🤲
💯💯💯💯
ଭାଇମାେନ ଓଡିଶା ର ସମସ୍ତ ଲୋକ ଜିଏ ଜିଏ ଦେଖୁଚ ସବୁ ଲାଇକ୍ କରି ଜିବେ
Hater will say it's scripted 😮
😁😁😁😁😁😁😁😁😁😁Mun all viewers nku etiki kahuchi je kie bi bhuta dekhiba boli ashaa rakhani bhuta achhi ki nahin mun janini jodi achhi se kebe normal manisa nku dekha jibani bas haunted place vlogs late night ra maza niaa enjoy kara just take it easy
Khatrnak sound 😮
Nice bro❤❤❤❤
ଭାଇ ଏ ଜାଗା ପାଇଁ ସଂଗ୍ରାମ ଦରକାର 🥶😨 3:21
ଏଇ ହାଗୁରା ଗୁଡକୁ ସାଙ୍ଗରେ କାହିଁକି ନେଇକି ଯାଉଛ। ପ୍ୟାଣ୍ଟ୍ ରେ ହଗ ମୂତ ସବୁ କାରିଦେଇଥିବେ
😂😂😂😂