Tsunami will touch Maa Biraja Temple | Top Secret Revealed by Malika Bhakta | Satya Bhanja

แชร์
ฝัง
  • เผยแพร่เมื่อ 23 ก.ย. 2024
  • #Malika #ମାଳିକା #SatyaBhanja
    For Malika Book
    Visit: satyabhanja.in/
    ----------------------------------------------
    Subscribe Now:
    / satyabhanja
    Follow on us:
    Facebook: / satyabhanjaofficial
    Twitter: / satyabhanja
    Telegram: t.me/satyabhanja
    LinkedIn: / satyabhanja
    Instagram: / satyabhanja
    Website: satyabhanja.in

ความคิดเห็น • 187

  • @SagarRanjanMohanty
    @SagarRanjanMohanty 3 ปีที่แล้ว +13

    ସତ୍ୟ ବାବୁ, ଆଜ୍ଞା ଶୁଭ ସନ୍ଧ୍ୟା ଏବଂ ଶ୍ରୀ ରାଜିବ ବାବାଙ୍କୁ ମୋର ପ୍ରଣାମ। ସତ୍ୟ ବାବୁ, ବୋଧହୁଏ ଆପଣ ଏ ଧରାପୃଷ୍ଠରେ ଜନ୍ମ ନେବା ଆଗରୁ, ରାଜିବ୍ ବାବା ଆମ ରାଜ୍ୟ ଓଡ଼ିଶାର ଜଣେ ଆଗଧାଡିର ବାବା ଥିଲେ।
    ଆପଣ ସିନା ମାଳିକା ଜାଲ ନେଇ ନୀଳିମାଶ୍ରମ ଏବେ ଗଲେ, ଆଜ୍ଞା ଦିନ ଥିଲା ଓଡ଼ିଶାର ବଡ଼ ବଡ଼ ମୁଣ୍ଡ ବାବାଙ୍କ ଆଶିର୍ବାଦ ପାଇବା ପାଇଁ ନୀଳିମାଶ୍ରମ ଧାଉଁ ଥିଲେ। ସେତେବେଳେ ସେ ମଧ୍ୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଉଥିଲେ।
    କିଛି ଦଶନ୍ଧୀ ପରେ ଆପଣଙ୍କ ଚ୍ୟାନେଲ ମାଧ୍ୟମରେ ବାବାଙ୍କ ଦର୍ଶନ ମିଳିଥିବାରୁ ନିଜକୁ ଧନ୍ୟ ମନେ କରୁଛି।ଜୟ ଜଗନ୍ନାଥ।

  • @manjulatamishra7315
    @manjulatamishra7315 3 ปีที่แล้ว +3

    Apanka sange kama kale khusi milanta santi paibu Jay jagannath

  • @Jagannath989
    @Jagannath989 3 ปีที่แล้ว +6

    ଶ୍ରୀ ଜଗନ୍ନାଥ ସ୍ୱାମୀ,ॐଗୁରୁ ଅଚ୍ୟୁତାନନ୍ଦ ନମଃ, ଜୟମାବିରଜାନମଃ

  • @themysteriesofvedasbhagava3400
    @themysteriesofvedasbhagava3400 3 ปีที่แล้ว +1

    ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ପଞ୍ଚସଖା ଜୟ ମାଆ ବିରଜା ।🙏🙏🙏🙏🙏🙏🙏🕉️🕉️🕉️🕉️🕉️🕉️🕉️🌄🌄🌄🌄🌄🌄🌄🌅🌅🌅🌅🌅🌅🌅🌄🌄🌄🌄🌄🌄🌄🕉️🕉️🕉️🕉️🕉️🕉️🕉️🙏🙏🙏🙏🙏🙏🙏
    .......…....

  • @kalandicharanpati9785
    @kalandicharanpati9785 3 หลายเดือนก่อน +1

    As per Malika Mina Sani yoga will be held on Thursday 03 April 2025 . Jay Jagannath 🙏

  • @akhilkumarnayak6577
    @akhilkumarnayak6577 3 ปีที่แล้ว

    Jay jagannath swami nayana patha gami bhaba tume 🙏🙏🙏🙏💐

  • @kanha7255
    @kanha7255 3 ปีที่แล้ว +4

    Jay Jagannath🙏Jay Panchasakha🙏

  • @ajaykumarlenka1669
    @ajaykumarlenka1669 3 ปีที่แล้ว

    Jai jagarnatha swami nayan patha gami bhaba tume

  • @skygod2926
    @skygod2926 2 ปีที่แล้ว

    Jay gurudev
    Jay Jagannatha
    Jay panchasakha
    Jay achuta ram
    Jay kalkiram
    Jay shree krishna
    Jay shree Ram ram
    Jay matadi
    Jay Sanatan Dharma
    Jay Sanatan Dharma
    Mo pranam grahan karantu 🙏🙏

  • @satyadash784
    @satyadash784 3 ปีที่แล้ว +2

    Satya bhai I know astrology little bit. Ebe shani makara rashi re achi. Sethi 2023 January jae rahiba. Ta pare kumbha rashi ku shani jiba. Sethi 2 and 1/2 year rahiba . Then Meena rashi ku shani jiba. Ta meena shani 2025 pare heba ...2026 onwads..... As per astrology..

  • @nilamanirana8108
    @nilamanirana8108 3 ปีที่แล้ว

    ଜୟ ଜଗନ୍ନାଥ ବାବାଙ୍କୁ ପ୍ରଣାମ

  • @hemantakumardas5442
    @hemantakumardas5442 9 หลายเดือนก่อน

    जय श्री जगन्नाथ प्रभुजि कि जय हो 🙏❤🙏❤🙏❤🙏

  • @parbatijena4578
    @parbatijena4578 2 ปีที่แล้ว

    🙏❤️🙏Jay Jagannath swami 🙏❤️🙏

  • @srikantsethy4074
    @srikantsethy4074 3 ปีที่แล้ว +1

    Jay Maa Biraja 🙏🙏🙏

  • @ashokjena5932
    @ashokjena5932 2 ปีที่แล้ว +2

    🙏🙏🙏🙏ଜୟ ପଞ୍ଚସଖା ଜୟ ମାଳିକା 🌺🌺🌺🌺 ଜୟ ଜଗନ୍ନାଥ ସ୍ବାମୀ

  • @piyushjoshi7000
    @piyushjoshi7000 2 ปีที่แล้ว

    Jay jagannath 🙏Jay pancha sakha 🙏

  • @prakashsubudhi5994
    @prakashsubudhi5994 2 ปีที่แล้ว

    Jay Jagannath, ଜୟ ଜଗନ୍ନାଥ, जय जग नाथ, जय पंच सखा , ଜୟ ପଞସଖା, Jay panchasakha, ऊँ नमः शिवाय नमः, हर हर महादेब, बम बम भोले सुनले, ମନ୍ ମେ ରଖିଏ ଶିବ ଶିଲା ଦେଖେ ତେ ରହିଏ ଶିବ୍ ଲିଲା ହର୍ ହର୍ ମହାଦେବ हर हर महादेब .........

  • @Luckyluxury4541
    @Luckyluxury4541 3 ปีที่แล้ว +1

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ

  • @pradeepkumarpradhan980
    @pradeepkumarpradhan980 3 ปีที่แล้ว

    HEY prabhu Jagannath 🙏
    TUMBHA padapadmatale satasahasra kotibara 🙏

  • @manjulatamishra7315
    @manjulatamishra7315 3 ปีที่แล้ว

    Jagannath swami nayana patha gami bhaba tume

  • @neerennayak7417
    @neerennayak7417 3 ปีที่แล้ว +1

    ଜୟମାଳିକା ଜୟ ଜଗନ୍ନାଥ

  • @indrajitmahanta7714
    @indrajitmahanta7714 3 ปีที่แล้ว

    ସତ୍ୟ ସାର୍ ଆପଣ ଅନେକ ଦୁଃଖ କଷ୍ଟ ଝଡ ଝୌଞା କୁ ସାମ୍ନା କରି ଖୋଜି ଚାଲିଛନ୍ତି ମାଳିକା ବର୍ଣ୍ଣିତ ଅନେକ ପୀଠ ଏବଂ ମଠ ସେଠାରେ ଥିବା ସାଧୁ ସନ୍ଥ ମାନଙ୍କ ସହିତ ମାଳିକା ରେ ଲିପିବଦ୍ଧ ଥିବା ତଥ୍ୟ କୁ ଲୋକଲଚନରେ ପହଁଚାଉଥିବାରୁ ଆପଣଙ୍କୁ ଅନ୍ତରରସହିତ ଅନେକ ଅନେକ ଧନ୍ୟବାଦ । ସତ୍ୟ ସାର୍ ଆପଣଙ୍କର ପ୍ରତେକ ଏପିଷୋଡ୍ ଅତି ରୋମାଞ୍ଚ କାରି ଅଟେ । ଆମର ପାରମ୍ପରିକ ସତ୍ୟ ନାରାୟଣ ପାଲା ରେ ଗାୟିକା ଭାରତୀ କଳ୍ପନା ନାଏକ ଅତି ସୁନ୍ଦର ଭାବରେ ଆଲୋଚନା କରିଛନ୍ତି ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମ ହଂସ ଦେବ ଶାନ୍ତି ସେବା ଆଶ୍ରମ କରମଳା ଯଦି ଆପଣଙ୍କ ପକ୍ଷରୁ ସମ୍ଭବ ହୁଏ ତାହେଲେ ସେଠାକୁ ଜାଇ ସେଠାର ଆଲୋଚନା ଲୋକଲଚନକୁ ପହଁଚାଇ ପାରିଲେ ଆମ୍ଭେ ଆପଣଙ୍କ ଠାରେ ଚିର ରୁଣି ହୋଇ ରହଁନ୍ତେ। (ଧନ୍ୟବାଦ ସାର୍)

  • @anjanpallai5646
    @anjanpallai5646 3 ปีที่แล้ว

    ବାବାଙ୍କୁ ଆନ୍ତରିକ ପ୍ରଣାମ 🙏 ଜୟ ଜଗନ୍ନାଥ ଜୟ ପଞ୍ଚସଖା ଜୟ ସତ୍ୟ ବାବା । 🙏🙏🙏

  • @ଦେବୀସାଧକଦିବ୍ୟ
    @ଦେବୀସାଧକଦିବ୍ୟ 3 ปีที่แล้ว +1

    ଜୟ ଜଗନ୍ନାଥ
    ଜୟ ମାଁ ଦୁର୍ଗାଦେବୀ ସରଣମ

  • @sridharsahoo4561
    @sridharsahoo4561 3 ปีที่แล้ว +1

    Jay Jagannath

  • @norihorihori4910
    @norihorihori4910 3 ปีที่แล้ว

    Jaijagnatha swami

  • @Si_pu310
    @Si_pu310 3 ปีที่แล้ว +1

    ଯାହା ନିୟତୀ ର ନିୟମ ତାହା ନିଶ୍ଚୟ ହେବ । ପ୍ରଭୁ ମଧ୍ୟ ଏହି କଥାକୁ ପ୍ରତି ପାଦରେ ସମ୍ମାନ ଦେଇଛନ୍ତି । ମହାପୁରୁଷ ଅଚ୍ୟୁତାନନ୍ଦ କଳିଯୁଗର ଲୋକମାନଙ୍କ ପାଇଁ ଲେଖିଯାଇଛନ୍ତି ଯେତେପରକାରେ ଯେତେବୁଝାଇଲେ କେହି ନ ବୁଝିଲେ ଜଣେ । ଯେଉଁ ମାନେ ମାଳିକା ପଢୁଥିବେ,ଶୁଣୁଥିବେ ମାଳିକା ଉପରେ ଶ୍ରଦ୍ଧା ଥିବ ଏହା ଜାଣିପାରୁଥିବେ । କଳିଯୁଗର ପତୀତ ଜନମାନେ କିପରି ପ୍ରଭୁଙ୍କର କୃତ୍ୟ ନୁହେଁ ପ୍ରଭୁଙ୍କ ବିଷୟରେ ଟିକେ ଜାଣିପାରିବେ ଆଉ କ'ଣ କଲେ ପ୍ରଭୁଙ୍କର କୃପା ଲାଭ ହୋଇପାରିବ ଏହି ଭବସାଗରୁ ପାର ହୋଇପାରିବା ସେହିଭଳି କଥାକୁ ଅଭିଜ୍ଞ ଡଥା ଅନୁଭବି , ଗୁରୁତୁଲ୍ୟ ମାନଙ୍କ ଦ୍ଵାରା ପ୍ରସାରଣ କରାନ୍ତୁ ଯାହାଦ୍ଵାରା ସମସ୍ତଙ୍କର ମଙ୍ଗଳ ହେବ । ମହାପୁରୁଷ ଲେଖିଛନ୍ତି। ତୁମ୍ଭ ବୁଝା ବୁଝି ମୋ ବୁଝାବୁଝି, ବୁଝାବୁଝି ରେ ତ ବଣା ।
    ତୁମ୍ଭ ଦେଖା ଦେଖି ମୋ ଦେଖା ଦେଖି ଆଖି ଥାଉଁ ଥାଉଁ କଣା ।।

    • @soumyadas9951
      @soumyadas9951 3 ปีที่แล้ว

      Han Bhai BAISI PAHACH kana RATNA SINHASAN bhi budiba mahodadhi jalare...
      MAHAPRABHUNKAR ICHA PURNA HEU...
      JAGAT UDHAR HEU...
      JAY JAGANNATH SWAMI NAYAN PATH GAMI BHABATU ME......

    • @Si_pu310
      @Si_pu310 3 ปีที่แล้ว

      @@soumyadas9951 ଅନୁସନ୍ଧିତ୍ସା ଅବଶ୍ୟମ୍ଭାବୀ । ଧର୍ଯ୍ୟ ଧରି ସମୟକୁ ଅପେକ୍ଷା କରନ୍ତୁ। ଜୟ ଜଗନ୍ନାଥ ।

  • @onlinestudy9705
    @onlinestudy9705 2 ปีที่แล้ว

    ଯେ ଜଗନ୍ନାଥ ,
    ସତ୍ୟବାବୁ , ବାବା ଯେତେବେଳେ ବିଷାକ୍ତ ଗ୍ୟାସର ପ୍ରତିକାର ପାଈଁ ବୃକ୍ଷର ନାମ କହୁଥିଲେ, ଆପଣ ଉପରେ ପଡି କଥା କହିବାରୁ ଆମେ ଶୁଣିବାରୁ ବଂଚିତ ହେଲୁ ।

  • @sridharsahoo4561
    @sridharsahoo4561 3 ปีที่แล้ว

    Jay maa biraja

  • @prasadmajhi5559
    @prasadmajhi5559 3 ปีที่แล้ว +1

    🌅 ଜୟ ଜଗନ୍ନାଥ 💩 ଜୟ ପଞ୍ଚସଖା ଆବା 📚 ସୁନ୍ଦର ଅମୃତ ରସ ମହିମା 🌹 ସତ୍ୟ ସନାତନ ମହାଶୁନ୍ୟ ଗୁରୁ ଶରଣ 🗽

  • @skdsingerkumarsaroj655
    @skdsingerkumarsaroj655 3 ปีที่แล้ว +2

    ଜୟ କଳକୀ
    ଜୟ ଜଗନ୍ନାଥ

  • @seshadevsahoo4856
    @seshadevsahoo4856 3 ปีที่แล้ว +5

    ଓଁ କଳ୍କୀ ରାମ, ଓଁ ପଞ୍ଚସଖା ୟେ ନମଃ...

  • @jayjagannath4375
    @jayjagannath4375 3 ปีที่แล้ว +5

    ନୀଳଚକ୍ର ଡେଇଁ ପାଣି ପଡିବ। ମହାପ୍ରଳୟ ବୋଲି ଜଗତ ଜାଣିବ । ଖାଲି ଓଡ଼ିଶା ନୁହେଁ ପୃଥିବୀର ସବୁ ଉପକୂଳ ଅଞ୍ଚଳରେ 200 ରୁ 300 ଫୁଟ ପାଣି ମାଡିବ। ବିରଜାଙ୍କ ପାଦ କଣ ମନ୍ଦିର ବି ବୁଡି 200 ଫୁଟ ପାଣି ହେବ। 800 କୋଟି ଲୋକରୁ 80 କୋଟି ଲୋକ ରହିବେ। ନୀର ବାବା କେନ୍ଦ୍ରାପଡା ଠିକ କହିଛନ୍ତି। ଆଉ ସବୁ ଭଣ୍ଡୁଛନ୍ତି।

  • @JAY_JAGANNATH.392
    @JAY_JAGANNATH.392 3 ปีที่แล้ว +3

    Satya Bhai Sambala Grama ku jantu

  • @prasantkumarmalik3975
    @prasantkumarmalik3975 ปีที่แล้ว

    Jay Jagannath Jay panchasakha

  • @SantoshOjha-b1f
    @SantoshOjha-b1f ปีที่แล้ว

    Maa

  • @anganawadistory6548
    @anganawadistory6548 6 หลายเดือนก่อน

    Jay Jagannath 🙏🙏🙏🙏🙏🙏🙏

  • @prasantabehera2091
    @prasantabehera2091 2 ปีที่แล้ว

    ପ୍ରଭୁ ଆପଣଙ୍କୁ କୋଟି କୋଟି ପ୍ରଣାମ ଜୟ ଜଗନ୍ନାଥ ଜୟ ପଞ୍ଚଶଙ୍ଗା

  • @shreeyapriyadarshi2298
    @shreeyapriyadarshi2298 3 ปีที่แล้ว +1

    ଜୟ ଜଗନ୍ନାଥ

  • @lpparida6586
    @lpparida6586 3 ปีที่แล้ว

    🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @chitaranjansahoo9939
    @chitaranjansahoo9939 3 ปีที่แล้ว

    Babanku addhamar koti koti pranam🙏
    Satya babunku Mahaprabhu anadi sada khusire rakhitthantu🙏

  • @kanaklatadas9834
    @kanaklatadas9834 3 ปีที่แล้ว

    ଜୟ ଶ୍ରୀ ଜଗନ୍ନାଥ 🙏🙏ଜୟ ପଞ୍ଚସଖା🙏🙏

  • @nirmalashaoo2284
    @nirmalashaoo2284 2 ปีที่แล้ว

    Very good inmphermation

  • @norihorihori4910
    @norihorihori4910 3 ปีที่แล้ว

    JaiMAABHiRABi

  • @ନରେଶବରାଳ
    @ନରେଶବରାଳ 3 ปีที่แล้ว

    ଜୟ ଜଗନ୍ନାଥ ଜୟ ପଞ୍ଚ ସଖା 🙏🙏🙏🙏🙏

  • @sujandebata7769
    @sujandebata7769 3 ปีที่แล้ว

    ତାର ଯେମୀତୀ ଖରାପ ହେଲେ ନୀଚଲେ ରାହୁ ଗ୍ଯନ ମୁରଖିଗ୍ଯନବୀ ସେମୀତୀ ନୀଚଲେ

  • @pragnyashreesadangi7898
    @pragnyashreesadangi7898 3 ปีที่แล้ว +1

    Jaya jagannath🙏🙏🙏🙏

  • @norihorihori4910
    @norihorihori4910 3 ปีที่แล้ว

    JAiMAASANKULi

  • @aditiyatripathy645
    @aditiyatripathy645 3 ปีที่แล้ว +3

    ବାବାଙ୍କ ଘର କଣ ପୁରୀ, ଛଇତନା ପାଖରେ କି ଆଜ୍ଞା, ଆମ ଘର ପାଖରେ, ଜୟ ଜଗନ୍ନାଥ l

  • @biswabhusanrath2814
    @biswabhusanrath2814 3 ปีที่แล้ว

    Priya Satyababu, Apananku mora hardik subhechha. Babanku mora pranam. Babankara bani ati saral, sundar ebam satya mane heuthila. Baba bahu gupta ebam gabhir gyanara adhikari. Dhanyabad. Jay Jagannath. 🙏

  • @jagnyanarayan2795
    @jagnyanarayan2795 3 ปีที่แล้ว

    Jaygurudev

  • @laxmidharsasmal1597
    @laxmidharsasmal1597 3 ปีที่แล้ว

    ଜୟ ଜଗନ୍ନାଥ ⭕️‼️⭕️🙏🙏🙏🌷

  • @patabasacharya6793
    @patabasacharya6793 ปีที่แล้ว

    ଆଜ୍ଞା ଏ ବାବାଙ୍କ କଥା ଭେରି ଭେରି ପ୍ପ୍ରାକଟିକାଲ କିନ୍ତୁ ନିଆଁ ରେ ଚାଲିବା କଥା ବି ଠିକ୍ ଯେମିତ କି କିଛି ଲୋକ ଗରମ ତେଲ ରେ ହାତ ଦ୍ଵାରା ଛାଣି ପାରୁ ଛନ୍ତି ସେଇଟା କଣ ସିଦ୍ଧି ନା ଅଭ୍ୟାସ??

  • @prasantasing771
    @prasantasing771 3 ปีที่แล้ว

    Jay Jagarnath

  • @ajitkumarpatra7794
    @ajitkumarpatra7794 3 ปีที่แล้ว

    Jai jagannatha mahaprabhu jai panchashakha

  • @KandheiJena-yv7ue
    @KandheiJena-yv7ue ปีที่แล้ว

    🙏🙏🙏

  • @kunalswain3102
    @kunalswain3102 3 ปีที่แล้ว

    Jai jagannath

  • @himanshusekhar7918
    @himanshusekhar7918 3 ปีที่แล้ว +1

    Jay Jagannatha ❤️🙏

  • @ramapradhani9061
    @ramapradhani9061 3 ปีที่แล้ว

    Jay

  • @sukantajethy1940
    @sukantajethy1940 3 ปีที่แล้ว +1

    Satya bhai jay jagannath, daya kari apana samasta 16 mandalra nama prakash kale bhala huanta, pare babanka contact number share kale ame tanku jogajoga kariparantu,jay panchasakha.

  • @prasantadas4616
    @prasantadas4616 3 ปีที่แล้ว

    Fast view,,, jay jagannath 💐🙏 jay panchasakha 💐🙏 jay bhakta gana 💐🙏

  • @madanmishra9916
    @madanmishra9916 3 ปีที่แล้ว

    Jay Kalki madhab. Jay Jagannath

  • @alokkumarparida1251
    @alokkumarparida1251 3 ปีที่แล้ว +4

    ଅନେକ ଅନେକ ଧନ୍ୟବାଦ ସତ୍ୟବାବୁ 🙏💞💞🚩

  • @jitenpati7598
    @jitenpati7598 2 ปีที่แล้ว

    Hay prabhu

  • @mickymiki132
    @mickymiki132 3 ปีที่แล้ว +2

    Ama ghara puri town kintu baisi pahacha re mina kebe b emt khelibara ame suninu..
    1982 katha ta mu janini but jadi mina khelithanta atleast ama parents & grand parents amaku janei thante sure.. Jai jagannath🙏..
    Mina kheliba manuchi kintu mina j agaru kheluthile aeta thik laguni..

    • @themysteriesofvedasbhagava3400
      @themysteriesofvedasbhagava3400 3 ปีที่แล้ว +1

      ଆଗରୁ ଖେଳ ଟିକିଏ ଟିକିଏ ହେଉଥିଲା ଏବେ ବେଶି ହେବ ।

  • @soumyadas9951
    @soumyadas9951 3 ปีที่แล้ว +1

    No not at all ....
    Baisi pahachare Mina kheliba jete bele asteroid padiba INDIAN OCEAN re...
    Ratna SINHASAN madhya pani re budiba..
    JAY JAGANNATH SWAMI....
    Se SAMAY bhi ati nikat, au kichi barsa ra katha.......
    MAHAPRABHUNKAR ICHA PURNA HEU
    JAGAT UDHAR HEU......
    JAY PANCHA SAKHA.......

    • @swastikpradhan3253
      @swastikpradhan3253 3 ปีที่แล้ว

      Kintu kebe haba? Any idea

    • @soumyadas9951
      @soumyadas9951 3 ปีที่แล้ว +2

      @@swastikpradhan3253 Janiki kana kariba?
      Taha sesa ghatana heba kaliyug ra.
      Ta purbaru ahuri kete kana ghatiba.
      MAHAPRABHUNKAR SARANAPARNA HUA.......
      SE hin kebala rakhya kari paribe......
      JAY JAGANNATH SWAMI NAYAN PATH GAMI BHABATU ME......

  • @GunanidhiDas-jz5hd
    @GunanidhiDas-jz5hd 5 หลายเดือนก่อน

    😊😊

  • @motilal508
    @motilal508 2 ปีที่แล้ว

    🙏🏼🙏🏼

  • @jashobantabagha2501
    @jashobantabagha2501 3 ปีที่แล้ว

    Jai sri madhava saranam

  • @ranjanbehera.1165
    @ranjanbehera.1165 3 ปีที่แล้ว

    ବାବା ମାନେ ସର୍ବଜ୍ଞାନି ତାଙ୍କୁ ଭାରତ ରେ 34କୋଟି ମୁସଲମାନ +ବାଙ୍ଗଲାଦେଶୀ ମିଶିକି କଣ ବେଙ୍ଗଲ
    ରେ ହିନ୍ଦୁ ମାନଙ୍କୁ ହାଣିଲେ, ଧର୍ଷଣ କଲେ ଧାନସମ୍ପତି
    ଲୂଟି ନେଲେ ଆଗକୁ ଏହିପରି ପୁରା ଭାରତ ରେ ହବାକୁ ଯାଉଛି, ସନାତନ ଧର୍ମ କୁ ମାନୁ ଥିବା ହିନ୍ଦୁ
    ବଞ୍ଚିରହିବତ. ଜୟ ଜଗନ୍ନାଥ

  • @barajabandhusahoo8401
    @barajabandhusahoo8401 2 ปีที่แล้ว

    🙏JAY JAGNNATH SWAMI 🙏

  • @ranjitamishra2212
    @ranjitamishra2212 3 ปีที่แล้ว

    Jayjagannth 🙏🙏

  • @manas0293
    @manas0293 3 ปีที่แล้ว

    Baba nka saha au thare sakhyatkara karantu satya bhai.. 🙏

  • @jejemaanatunilifestyle1617
    @jejemaanatunilifestyle1617 3 ปีที่แล้ว

    Jay jagannath Jay pancha sakha satya babu anek anek dhanyavaad

  • @annshumaansadhangi
    @annshumaansadhangi 3 ปีที่แล้ว

    Meena sani starts Nov 2026

  • @sushreebiswal8005
    @sushreebiswal8005 3 ปีที่แล้ว

    Jay maa harachandy

  • @norihorihori4910
    @norihorihori4910 3 ปีที่แล้ว

    Narahari Aman anatya

  • @rabinarayanpanda1779
    @rabinarayanpanda1779 3 ปีที่แล้ว

    babanku.koti.pranam..satyababu.babanku.himalaya.bisayare..pacharithile.bodha.hua.bhala.hoie.thanta

  • @madhusmita6887
    @madhusmita6887 ปีที่แล้ว

    Baba kichhi jani nahanti Mina Sani 2024 re bhoga haba karana sani ebe kumbha re achhanti

  • @manjulatamishra7315
    @manjulatamishra7315 3 ปีที่แล้ว

    Thank u satya babu

  • @satyabrataparida1925
    @satyabrataparida1925 3 ปีที่แล้ว

    1971 cyclone samaya re samudra pani Jajpur chhuithila .

  • @sujandebata7769
    @sujandebata7769 3 ปีที่แล้ว

    କେହୀ ନୀବନଚୁ କାରଣ ଆସୀ ଥୀବାର ଲୋକ ଆସୀ ଅଛୀ ଚୀନ୍ ନୀଭା ପାଇ ଲୋକକଂର ସମଯ ନାହୀ ଆମ ଗ୍ଯନ କେତୋଟୀ ଦୁନୀଆରେ ଭାଇ କେତୋଟୀ ମନେକର ବାଘ ନାମ କେତୋଟୀ ଅଛୀ ଆମ ଭାଇ ମୁରଖି ଯେମରୀବା ଆମେ

  • @ghostgutarist5234
    @ghostgutarist5234 3 ปีที่แล้ว

    only one Tsunami in the bay of Bengal is enough to make it true. water may touch Nilachakara.

  • @manas0293
    @manas0293 3 ปีที่แล้ว

    Rajib baba nka katha sathik 🙏

  • @sashikantanayak6354
    @sashikantanayak6354 3 ปีที่แล้ว

    Shani Ebe Makar re Achanti au 3 Barsha Pare Meena re Shani asibe.

  • @ajitjena1508
    @ajitjena1508 3 ปีที่แล้ว

    Srikrishna

  • @sarojparida2551
    @sarojparida2551 3 ปีที่แล้ว

    Nira baba Katha kahiba saili bhala laguchi au thhare gale Bhala huanta Satya bhai

  • @anamubehera1078
    @anamubehera1078 3 ปีที่แล้ว

    Harachadi yes

  • @jyotiprakashsingh1174
    @jyotiprakashsingh1174 3 ปีที่แล้ว

    Rath yatra 2 year band hei sarilani.. Dekhu paruna ki

  • @titumeher6200
    @titumeher6200 3 ปีที่แล้ว

    160phut hoiba chandra vaga thara

  • @jyotiranjansharma4014
    @jyotiranjansharma4014 2 ปีที่แล้ว

    Pranam Gurudev...Babuna Delhi ru..apanaka number pauni pls debe...

  • @debendraswain3780
    @debendraswain3780 3 ปีที่แล้ว

    Satya bhai 🙏🙏🙏🙏🙏🙏

  • @sunakarsahoo8801
    @sunakarsahoo8801 3 ปีที่แล้ว

    Saitan baba.. Ea

  • @tanmayakumarsahu5433
    @tanmayakumarsahu5433 3 ปีที่แล้ว +4

    ପବନ କରିବାର ଗୋଟେ ସୀମା ଅଛି

  • @biswajitnayak5018
    @biswajitnayak5018 3 ปีที่แล้ว

    Sashaya samasya lagigalani .kheta re fasala ta kariparunahanti samasya helani ki

  • @pranabraysingh1894
    @pranabraysingh1894 3 ปีที่แล้ว

    Hirakud dam will destroy and 6 districts will be in water.In that case Puri will not be effected.When the extraterrestrial body will fall in bay of Bengal then only sea water will come touching Nilachakra and that is the time(baisi pahache Mina kheliba) .That is within Mina sani period(after 29th March 2025).

  • @lalatbhusandash9946
    @lalatbhusandash9946 3 ปีที่แล้ว

    Are vai Meena sani 2025-28

  • @tapaswinisahu9826
    @tapaswinisahu9826 3 ปีที่แล้ว

    Sei apurba gachha mane tikia dekhantu.baba gachha katha kaguchhi kahu thile semiti aascharjya gachha ku tkia dekhantu

  • @lalatbhusandash9946
    @lalatbhusandash9946 3 ปีที่แล้ว +1

    Kichi faltu katha hela Meena sani ku neiki

  • @jaktaramputel854
    @jaktaramputel854 3 ปีที่แล้ว

    Satya.babu.tumar.phon.namardia