Namaskar sir.please send me your contact number.I have a farm house which is located in Denuan,patna, keonjhar.l want to some advice from you about my farm house.
Sir ame market ru medicine ani use karuchu, adhik tanka laguchi, but result 100%heunahi.sir abe taku banda kari, sehi fassalare ahi tiari nimastra use karipariba ke
ବହୁତ ସୁଦ୍ଧର ଭିଡିଓ
Thank you sri
ବହୁତ ସୁନ୍ଦର ଟିପ୍ସ , ସାର୍ ଉପାଦେୟ ଆଉ ସହଜ ସାଧ୍ୟ
1 litter Pani rea keate m l nimastro misaiba leakhi diyantu
ସାର ବହୁତ ଉପାଦେୟ
Bahut bhala lagila mu nischaya gachhare prayoga karibi
ବହୁତ ଉପାଦେୟ ପଦ୍ଧତି,,, ଧନ୍ୟବାଦ ସାର
Thank you
ଆପଣଙ୍କ ଭିଡିଓ ଆମକୁ ବହୁତ ଭଲ ଲାଗିଲା l ଧନ୍ୟବାଦ
Welcome
Very good information for Rural FARMERS.THANK YOU SIR.
Thank you
Sir.ଏହିପରି ଏକ ଉପାଦେୟ ଭିଡିଓ ଜାହାକି ଚାଷୀ ମାନଙ୍କର ବହୁତ କାମରେ ଆସିବ ବନେଇଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ।
Thank you
ବହୁତ ଶିକ୍ଷଣୀୟ ଭିଡିଓ
Thank you
Very good information 😊sir
Sir apana ahipari video sabubele kari chasinkara udyama ku safala karuthbaru apananku bahut bahut dhanyawad ❤🙏🙏🙏🙏🙏
Thank you
ଧନ୍ଯବାଦ sir
Welcome
Bahut bhalalagila sir
ବହୁତ୍ ବଢିଆ ନମସ୍କାର
Thank you
Wonderfully tips thanks
Thank you
Sir ଆପଣଙ୍କ ଚରଣ ରେ ମୋର ଅନନ୍ତ କୋଟି ପ୍ରଣାମ, 🙏🙏🙏🙏, ଆପଣଙ୍କ ପରିଶ୍ରମ ଓ ତ୍ୟାଗ କୃଷି ସମାଜକୁ ଏକ ନୂତନ ଦିଶା ଦେଖାଉଚି, ମୁ ଗୋଟେ ଚଷା ଛୁଆ ହୋଇଥିବାରୁ ଆପଣଙ୍କ ପାଖରେ ମୁ ସଦା ଋଣୀ ରହିବି 🙏🙏🙏
ଧନ୍ୟବାଦ, ପ୍ରଣାମ
Sambalpuri thi kahithile bhal hei thitaa
Namaskar sir.please send me your contact number.I have a farm house which is located in Denuan,patna, keonjhar.l want to some advice from you about my farm house.
Thanks sir for sharing organic medicine
Thank you
Sir thank you beautiful tips
Always welcome
ଧନ୍ୟବାଦ୍ sir
Welcome
Bahut badhia 👍👍
Thank you
Beautiful Lin sir nomoskar Jay jagannath
Nice video
Sir ଷଣ୍ଢ ଧାନ ନ ଖାଇବା pani kan କରିବାକୁ ପଡ଼ିବ?
Good afternoon sir, is neemastra can apply paddy? Please advise
ହଁ ଧାନ ରେ ମଧ୍ୟ ବ୍ୟବହାର କରି ପାରିବେ
ସାର୍ ନମସ୍କାର janhi o salara ra ପତ୍ର କାହିଁକି ଲୋଟାଣି ହେଇଛି ତାର ପ୍ରତିକାର କଣ ?
Mu nua Nadiya gach jemiti ସାର ପ୍ରୟୋଗ କରିବି
Thank you sir
Bhai Palmolive farming and sell and marketing bisaya re gote video karantu
sir 🍅 tomato phasalare gachhara agra bhaga patra chhoto chhoto kunchu kunchia heijauchi au halka haladia hei jauchi.. purbaru patra sudangi poko lagi thile tahara pratikar kala pore apori houchi ...
Good job sir 🙏🏻🙏🏻❤️❤️
Thank you
Very good sir 👍
Thank you
Sir, kankada Kasi sukhi jauchi/lal padi jauchi, kana karibaku padiba, please janeibe ki ?
Nice information sir
Thank you
Sir palachattu mycelium ku ame humic acid daipariba ki nuitration graw pai
Thank you so much sir
Thank you
Sir, marigold farming bisaya re kichi tips diantu...
Mu all over the year merigold chasa karuchhi
Sir ame nimoil ku palachattu bed upare spray kale palachattu mycelium ku damage kari thai ki ? Machi ku niyantran kariba pai doyakari janantu
ପାଳ ଛତୁର ବୃଦ୍ଧି ପାଇଁ organic humic acid କୁ ସ୍ପ୍ରେ କରି ପାରିବେ।Neem oil କୁ ବ୍ୟବହାର କରନ୍ତୁ ନାହିଁ।ଛତୁ ପିତା ହୋଇଯିବ।ଛତୁ bed କୁ polythene cover କରି ରଖନ୍ତୁ।
Thanks 🙏
Nice 👍
Thanks ✌
Gundia poka shows resistance neemastra Any solution ?
Bina kaunasi camical use kari ki uie niyantrana kemiti kariba.. Ama sundargarh pata ta k besi uie
ଉଇ ହୁଙ୍କା ଥିବା ସ୍ଥାନରେ ଗରମ ପାଣି ଢାଳିଲେ ଉଇ ମରି ଯାଇଥାନ୍ତି।
Sir ବର୍ଷା ଦିନ ଧନିଆ ଚାଷ କେମିତି କରା ଯାଏ
Very good thank you
Thank you
ସାର୍,ଏହି ନିମାସ୍ତ୍ର କେତେଦିନ ପର୍ଯ୍ୟନ୍ତ ରଖିହେବ.
7ଦିନ ମଧ୍ୟରେ ପ୍ରୟୋଗ କରନ୍ତୁ
Sir,Namaste
Nimastra Katedina rahipariba?
Dayakari reply diantu
ଏହାକୁ 6ମାସ ଯାଏ ରଖି ପାରିବେ।
Kolora phosolo re neemastra use kori pariba ki nahi
ହଁ ଫସଲର ପ୍ରାରମ୍ଭିକ ଅବସ୍ଥାରେ ସ୍ପ୍ରେ କରନ୍ତୁ।
Sir amba gacha ra organic harmon bisayare kichi kahibe🙏
Sir, kunduru chasa re Patra mocha hauchi kana medicine pakaiba
କୁନ୍ଦୁରୁ ଫସଲରେ ଜଉ ପୋକ ଉକୁଣୀ ଆ ପୋକ ଲାଗିଲେ ପତ୍ର ମୋଚା ହୋଇଥାଏ।ଏହାକୁ ନିୟନ୍ତ୍ରଣ କରିବା ପାଇଁ Thiomethoxam 25%WG lit ପ୍ରତି 0.5gm ବା
Movento lit ପ୍ରତି 1ml ବା Alika lit ପ୍ରତି 0.5ml ବା TAKAF lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Jay Jagannath 🙏
Thanku sir
Welcome
ପ୍ରଣାମ ସାର 🙏
ପ୍ରଧାନମନ୍ତ୍ରୀ କୁସୁମ ଯୋଜନାରୁ ୧ କିଲୋ ୱାଟ
ସୋଲାର ପମ୍ପ ପାଇବାର ପ୍ରାବଧାନ କେମିତି କହିବେକି?? କେମିତି ଆବେଦନ କରାଯାଏ??
Sir ୪ଦିନରୁ ଅଧିକ ଦିନ ରହିଲେ କିଛି problem ହେବକି ?
ଏହାକୁ 6ମାସ ଯାଏଁ ରଖି ପାରିବେ
Ahi upayaku sabu phalray babahara karihaba
Sar sajana gachha odc 3 nimastra spry kale habata
Kakudire spray kariheba ki?
କାକୁଡି ଫସଲରେ ପ୍ରାରମ୍ଭିକ ଅବସ୍ଥାରେ ସ୍ପ୍ରେ କରନ୍ତୁ।ଫଳ ଆସିବା ପରେ କରନ୍ତୁ ନାହିଁ।
Sir Dhan gachare kandabinada pokalaguchi
th-cam.com/video/8FG-INDgjS0/w-d-xo.html
ପୋଟଳ ରେ ପତ୍ରପୋଡା ରୋଗକୁ କିପରି ନିୟନ୍ତ୍ରଣ କରିବା??
ପୋଟଳ ରେ କାଁକେଡ଼ିଆ ପୋକ ଲାଗିଲେ ପତ୍ର ଶୁଖି ଯାଇଥାଏ।Cypermethrin 10%EC lit ପ୍ରତି 2ml ବା 505 lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ।
Sir ame market ru medicine ani use karuchu, adhik tanka laguchi, but result 100%heunahi.sir abe taku banda kari, sehi fassalare ahi tiari nimastra use karipariba ke
ଫସଲର ପ୍ରାଥମିକ ଅବସ୍ଥାରୁ ଶେଷ ଯାଏ 8-10 ଦିନ ଅନ୍ତରରେ ଏହାକୁ ସ୍ପ୍ରେ କଲେ ଫସଲରେ ପୋକ ଲାଗିବେ ନାହିଁ।
Sir sabu fasalare pakeile haba ki
Emiti ki Kakudi, kalara, Bodi
ସବୁ ଫସଲର ପ୍ରାରମ୍ଭିକ ଅବସ୍ଥାରୁ ଏହାକୁ ସ୍ପ୍ରେ କରନ୍ତୁ।
Sir pana patra bada karbapai ki kitanashak darakar
Sar kichi kuha
Humic Acid ସ୍ପ୍ରେ କରନ୍ତୁ
Badhia
Thank you
ସାର୍ ଗୁଆ ର ଚେର ବ୍ରୃଧି ପାଇଁ କଣ କରାଯିଵ
ଗୋବର କଣ ପାଇଁ ବ୍ୟବହାର କରାଯାଉଛି?
ଖାଲି ନିମ୍ବ ପତ୍ର ପେଷ୍ଟ ବ୍ୟବହାର କରିହବ
ଗୋବର ରେ ଉପକାରୀ ଜୀବାଣୁ ଅଛନ୍ତି ଯାହାକି ଅନିଷ୍ଟକାରୀ ଜୀବାଣୁ ବିରୁଦ୍ଧରେ ଲଢିବ।
Useful tips, thanks
ଧନ୍ୟବାଦ
Sir ବାଇଗଣ ଓ ଟମାଟୋ ଗଛ ରେ ବି ହୋବ ତ sir 500 ବାଇଗଣ ଓ 525 ବର୍ଷା ଟମାଟୋ ଲଗାଇ ଛି
ହଁ ସବୁ ପ୍ରକାରର ଫସଲ ରେ ପ୍ରୟୋଗ କରନ୍ତୁ
Sir ନମସ୍କାର ଆମକୁ ଗୋଉ ମୂତ୍ର ମିଳୁନାହିଁ କେମିତି କଲେହେବ
ଯେଉଁ ଠାରେ ଗାଈ ଅଛି ସେଠି ମିଳିବ
Gacha growth hauni
ମାଖନର ପତ୍ର ହଳଦୀଆ ହେଲେ କ'ଣ କରିବେ
Good morning sir beans farming bisayare tike kahibe please
ନିଶ୍ଚିନ୍ତ କୁହାଯିବ
Kn karibu
Many many thanks
Most welcome
Hmm
Sir ଦେଶୀ ଗାଈ ଗୋବର ଏବଂ ମୁତ ନା ଯେ କୌଣସି ଗାଈର ଗୋବର ଖତ ଏବଂ ମୁତ ହେଲେ ଚଳିବ
ଦେଶୀ ଗାଈ ଗୋବର ଗୋମୂତ୍ର ଅଧିକ ଲାଭ ଦେଇଥାଏ
Sir ଦେଶୀ ଗାଈ ଆମ ଏରିଆ ରେ ନାହାନ୍ତି. ସେଥିପାଇଁ ଯୋଗାଡ଼ ହେଇ ପାରୁନି.ଯେ କୌଣସି ଗାଈ ହେଲେ କଣ ହବନି sir?
Bhala pila asunahi.kana karibi
th-cam.com/video/of8SraP8egQ/w-d-xo.html
ଏହି ମିଶ୍ରଣକୁ ଫୁଟାଇ ବା କୁ ପଡ଼ିବ କି ?
ନା ଗରମ କରିବା ଦରକାର ନାହିଁ
ସାର ନମସ୍କାର । ଆପଣ ଙ୍କ ଫୋନ ନମ୍ବର ଟିକେ ଦେବେକି .?
7008498896
7day re thare spry Kari nai hua
10ଦିନରେ ଥରେ ସ୍ପ୍ରେ କରନ୍ତୁ।
Hiii sir
Piaja ra agapatra sukhi sukhi jauchi
ପିଆଜ ରେ ଉକୁଣିଆ ପୋକ ଲାଗିଲେ ପତ୍ର ଶୁଖି ଯାଇଥାଏ।ଏହାକୁ ପରିଚାଳନା କରିବା ପାଇଁ Spinetoram 11.7%SC lit ପ୍ରତି 1ml ବା Imidachloprid 30.5%SC lit ପ୍ରତି 0.5ml ସହିତ ନିମ୍ବତେଲ lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Na
Gacha ra Sara diajibani
Adaita.kumar
Arvind Sahu Sir mobile number diantu
Thank you sir