News Fuse 19 FEB 2024
ฝัง
- เผยแพร่เมื่อ 18 ก.พ. 2024
- OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
TH-cam: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
ପୋଲିସ୍ ମାନେ କିଛି ଭଲକଲେନି ରାଜ୍ୟର ରାଜସ୍ୱ ବଢାଇବାର ଦାୟୀତ୍ୱ ଏମାନଙ୍କର ମୁ ଭାବୁଚି ସରକାର ଏ ଦିଗରେ ସଚେତନ ହୁଅନ୍ତୁ ଆଉ ଏପରି ଲୋକମାନଙ୍କୁ ଓଡିଶାର ସର୍ବୋଚ୍ଚ ନିଶାଡି ଞାନପୀଠ ପୁରସ୍କାର ଦିଆଯିବା ଉଚିତ୍
ହେ ଜଗନ୍ନାଥ 🙏🏼🙏🏼 ଏମାନଙ୍କୁ ଟିକେ ବୁଧି ଦିଅ ବିଜେଡି ବାଲାଙ୍କର ଏବେ ବେଳା ଖରାପ ପଡ଼ିଲା ୨୦୨୪ ରେ
Jay jagannath ok thanks
ଆମ ପଇସା ନବୀନ ପଇସା.....😂😂😂😂ଚୋର ସଲେ... Bjd କେ ବନ୍ଦ କର...
ଓଡ଼ିଶାରେ ଏବେ ଯେମିତି ଲାଞ୍ଚ କାରବାର ଚାଲିଛି ମୋତେ ଲାଗୁଛି ଏଥିପାଇଁ ବି ଗୋଟେ ଯୋଜନା ଆରମ୍ଭ ହେବା ଆବଶ୍ୟକ ଯିଏ ଲାଞ୍ଚ ନେଇ ଧରା ପଡିବ ତାକୁ ପୁରସ୍କାର ପ୍ରଦାନ କରାଯିବ ଆଉ ସେଇଟା ବି ବିଶ୍ୱ ସ୍ତରୀୟ !!
Right
Mhu to apanka danyiabad
ସରକାର ଏଭଳି ଲାନ୍ଚୁଆ ଶିକ୍ଷକ ମାନଙ୍କୁ ସ୍କୁଲ ରୁ ପ୍ରମୋସନ ଦିଆଯାଇ କଲେଜ ରେ ଅଧ୍ୟାପକ ହେବାର ସୁଯୋଗ ଦିଆଯାଉ ରାଜ୍ୟର ଶିକ୍ଷାକ୍ଷେତ୍ର ରେ ଉନ୍ନତି ଆସିବ
🎉
ଏହି ଭିଡିଓ ଦେଖିଲା ପରେ ମୁଁ ବହୁତ ଖୁସି କାହିଁକି ନା ଆମ ନବୀନ ବାବୁ ଆଉ ପାଣ୍ଡିଆନ୍ ସାର୍ ଆମ ପିଲାମାନଙ୍କର ଉଜ୍ବଳ ଭବିଷ୍ୟତ ପାଇଁ ଏମିତିଆ ସଚ୍ଚୋଟ ବ୍ୟକ୍ତି ଙ୍କୁ ଶିକ୍ଷକ ରୂପରେ ପାଠେଇ ଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍
Super news sir Jay Jagannath 🙏
ଏଇ ଗାଡି ଭାଇଙ୍କର ପାଦ ଧୂଳି ନବାକଥା ଏମାନେ ଆମ ରାଜ୍ୟର GDP Growth କରୁଛନ୍ତି
Very beautiful 🎉🎉
Super
Good morning 😊
Jay shree ram super news
ଏମିତି fuse ଭଳିଆ କାମ ହୁଏ ତଳ ସ୍ତର ରେ
Jay jaganatha Jay odisha super news and all odisha good night 🌉😴
ସାରଙ୍କର ଏବେ ଚଉକାଛକା ପଦ୍ମ ରୁ ବାହାରିଲେ ଶଙ୍କ କୋଳେଇ ନବ ଯୟ କଳା ସାରଙ୍କୁ ନେଇ ପଳା
Very Very nice looking 👌
🙏🙏
ଇଏ ହେଉଛି ଦଳ ବଦଳ ରାଜନୀତି ହୋ
ନୂଆ ଓ କାର୍ଯକ୍ରମରେ ପଣ୍ଡିଆନ୍ ସାର୍ ସେଠୀ ଜୟ ଜଗନ୍ନାଥ କହିଲା ବେଳେ ଆମର କର୍ମୀ ଭାଇମାନେ ପ୍ରଭୁ ଜନ୍ନାଥଙ୍କୁ ଏମିତି ସମ୍ମାନ ଦଉଛନ୍ତି ଧନ୍ୟ ରେ ବିଶ୍ୱସ୍ତରୀୟ ଦଳ
Good morning Sare 🙏🙏🙏
କାର୍ ଭିତରେ ଗଞ୍ଜେଇ ନେଲେ ପୋଲିସ ଧରିଲା ଭଲ ,କିନ୍ତୁ ସେହି ଗଞ୍ଜେଇକୁ ପୋଲିସ କରିବ କଣ ,,,😂 ସବୁ ଟଙ୍କା ର ଖେଳ ଆପଣ ବୁଝନ୍ତୁ......
Good morning
ଇଏ ହେଉଚି ଆମ ଓଡିଶା ନବୀନ ଓଡିଶା ର ଭିତିରି କଥା ଲୋକମାନେ ବୁଝିବା କଥା ନା ନାରଣ ବି କିଛି ନଜାଣି ଏଗୁଡା ଦେଖଉଚି
God bless you to your family sir 🙏🏻
Hello news fuse
Emiti odisha ku sabu khaijibey
ଆରେ ଭାଇ ତମେ ଯାଇ ସରପଞ୍ଚଙ୍କ ଦ୍ବାରରେ ବସିବେ ସେ ଦେବେ
ସରପଞ୍ଚ ଆଳୁନଦେଇ ଚୁପାଦେବ........
😮
Sarpanch Madam is great 👍
Kahin ki asibe
Very good sir your performence
Govt program re daliya chinha ketedur thik
Amo odisha nabin odisha BJD Zinda baad
ଏଇ ଭଳିଆ ସାରଙ୍କୁ ପଦ୍ମଶ୍ରୀ ପୁରସ୍କାର ଦବାକଥା ମୁଁ ଆମର ମା ମହାମହିମ ରାଷ୍ଟ୍ରପତିଙ୍କୁ ଅନୁରୋଧ ଏଇ ସାରଙ୍କୁ ପୁରସ୍କାର ଦେବାପାଇଁ
Hoi lo sir sokalo sokalo video boneki emti viral korile kono hebo
ଅତି ଭକ୍ତି ଚୋର ର ଲକ୍ଷଣ... ତା ବାପା ମା ଙ୍କୁ ବି ସେ ଏତିକି ଦଣ୍ଡବତ ହେଉନଥିବେ...
Keep change the government of odisha
ନାରଣ ଦେଖେରେ ଖାଇଜାଣିଥିବ ଜିଏ ମୁଚୁକି ହସିବ ସିଏ,😂
Abe kn Rath katha anukul hua ? 🤔🙄🤔
Aswini sir is a very getle polite person🙏🙏
ଏଇ ଭାଇଙ୍କୁ ନବୀନ ବାବୁଙ୍କୁ କାହିଁକି ଖତ୍ରୋ କା ଖିଲାଡ଼ି ର ଉପାଧି ଦିଆଯାଉ😂😂😂ଭାଇ ମୋର ଏତିକି ଅନୁରୋଧ😅😅
😂😂😂
😂😂😂😂😂😂😂😂
Kichi miluni j khali faltu khabar dekhoucha
Program start hele ta loko asibe
Khaiba ready hele ta loko khaibe khali faltu time re Jai video bonei faltu kotha sabu kohucha
Nabin ra jete tala thara neta mane sabu dalar
Ki bjd ho
Very nice 👌🏻👍😊
Nabin hatao odisha banchao
Chhi dhanya tuma rajaniti