News Fuse 27 FEB 2024
ฝัง
- เผยแพร่เมื่อ 26 ก.พ. 2024
- OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
TH-cam: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
ବାଶୁ ଭାଇ ଆପଣଙ୍କ ଏହି
ମହାନ କାର୍ଯ୍ୟ ପାଁଇ ଅଶେଷ ଅଶେଷ ଧନ୍ୟବାଦ🙏
ଏହି ଭଳି କାମ କରି ଆମ ସମଗ୍ର ମାନବ ସମାଜକୁ ଉଚିତି ଶିକ୍ଷା ଦେଛନ୍ତି 🙏🌹ଓଁ ସାଇ ରାମ🌹
Love you❤😢
Bhai nice comments
ଏ ଯୁବକ ଭାଇ ମାନଙ୍କୁ ସତ ସତ ନମନ ଏମାନଙ୍କୁ ଯେତେ ପ୍ରଣାମ କଲେବି କମ ପଡିବ ଜୟ ଜଗନ୍ନାଥ ଏମାନଙ୍କର ଆଉ ଏମାନଙ୍କର ପରିବାରକୁ ମଙ୍ଗଳ କରନ୍ତୁ ଆଉ ଘଣ୍ଟ ଘୋଡ଼ାଇ ରଖନ୍ତୁ🙏🏼🙏🏼🙏🏼
ଏହି ଯୁବକ ମାନଙ୍କୁ ଭଗବାନ ଦୀର୍ଘ ଜୀବନ ଦିଅନ୍ତୁ ଏବଂ ଭଲକାମ କରିବାକୁ ସାହାସ ଦିଅନ୍ତୁ।
ସରକାର ବୃକ୍ଷ ରୋପଣ ପାଇଁ ଯାହା ବି ଅର୍ଥ ଘୋଷଣା କରୁଛନ୍ତି ସେଥିରୁ ଯଦି 10% ଏ ଭାଇଙ୍କ ପାଖରେ ପହଞ୍ଚନ୍ତା ତାହେଲେ ନିଶ୍ଚିତ ଓଡ଼ିଶାର ବହୁତ ସ୍ଥାନ ସବୁଜ ସୁନ୍ଦର ଦେଖାଯାନ୍ତା !!
ବାଶୁ ଭାଇ କଳିଯୁଗ,ର ଭଗବାନ୍ 🙏🙏🙏
ଏଠି ସବୁ ମାୟା ରେ ବାୟା
ଅମା ଜନ ଜଙ୍ଗଲ କରିଥିବା ଭାଈ ଙ୍କୁ ଧନ୍ୟବାଦ ଜଣାଇ ଦେବେ
ଆମେ ଶୁଣି ଥିଲୁ ଗୋପବନ୍ଧୁ ଦାସ ଆଉ ନାହାନ୍ତି ହେଲେ ଆମେ ତ ବିଶୁ ଭାଇ ଙ୍କୁ ଦେଖିଛୁ ସେ ଗୋପବନ୍ଧୁ ଙ୍କ ଠୁ କମ ନୁହ
🙏ଜୟ ଜଗନ୍ନାଥ 🚩 ବାସୁ ସାର ଙ୍କୁ ମୋ ତରଫରୁ କୋଟି କୋଟି ନମନ🙏🙏🙏 ଆଜି କା ଦିନରେ ପର ଉପକାରୀ ମଣିଷ ଏ ସମାଜରେ ବି ଅଛନ୍ତି ❤ Blessing You God Sir👍 15:53
Thanks my dear Basudev Bahi
Election ସମୟ ରେ ଏତେ ଯୋଜନା , ଆଗରୁ କୁଆଡେ ଯାଇଥିଲେ?
ଗଛ ଆମ ମାନଙ୍କ ମା' ଭଳି 😍
ସେମାନେ ଯେମିତି ଆମ ମାନଙ୍କ ଯତ୍ନ ନିଅନ୍ତି
ଆମେ ବି ସେମିତି ତାଙ୍କର ଯତ୍ନ ନେବା ଉଚିତ୍ ❤❤❤
ସେମାନଙ୍କ ଯୋଗୁଁ ଆମେ ବଞ୍ଚିଛୁ 🥰🥰
ବାସୁ ଭାଇ ଙ୍କୁ ହୃଦୟ ରୁ ବହୁତ ବହୁତ ଧନ୍ୟବାଦ 🤗🤗
ଭଗବାନ ତାଙ୍କୁ ଭଲ ରେ ରଖନ୍ତୁ ଏତିକି କାମନା
ଗରିବ ଯାଉଛି ଦାଦନ ଖଟି, ପାଣ୍ଡୁ ରାଲିରେ 500 କୋଟି । ପୋକରା ଭାତକୁ ପାଣିଆଁ ଡାଲି, ଯାଉଥା ଧନ ଗୋଡରେ ଚାଲି।
ନିର୍ବାଚନ ଆଗୋରୁ ଡାକି ଡାକି ଦେବେ ମାଉଁସ ଭାତ। ନିର୍ବାଚନ ସରିଲେ ପଛରେ ମାରିବେ ଲାତ। ସେତେବେଳେ ଆଊ ମିଳିବନି ଜମା ରୁ ଭାତ।😊😊
Tumaku bhai 7 salam❤❤❤❤❤
Jay Jagannath
ହଇରେ ନାରଣ ...
Jay Jagannath 🙏
ବାସୁ ଭାଇଙ୍କ ଏହି ପ୍ରୟାସ ସମାଜ ପାଇଁ ଏକ ଉଦାହରଣ। ଭଗବାନ ତାଙ୍କୁ ସର୍ବଦା ଖୁସିରେ ରଖନ୍ତୁ।
ତିଆରି କର ପୁଣି ତାକୁ ଭାଙ୍ଗିଦିଅ, ପୁଣି ଥରେ ତିଆରି କର ଏବଂ ପୁନର୍ବାର ତାକୁ ଭାଙ୍ଗ। ବୋପା ପଇସା ତ !
ଏମିତି ସବୁ ଆମର ଓଡ଼ିଶାରେ ଦେଖିବାକୁ ମିଳେ ଇଏପା ଆମ 5t ରାଜନୀତି ସବୁ ନୂଆ ପୁରୁଣା ନାଁରେ ଲୁଟୁଛନ୍ତି
ଧନ୍ୟବାଦ ଭାଇ
Dhanyawad bhai, God bless you
ବାସୁ ଭାଇଙ୍କର ଏଭଳି ମହତ୍ କାର୍ଯ୍ୟପାଇଁ ମୋ ତରଫରୁ ସତକୋଟି ପ୍ରଣାମ 🙏🙏🙏🙏🙏🙏🙏🙏🙏
Basu bhainku moor hrudayaru pranam. Jangala surkhya jibana rakhya. Sikhya Dana mahata Dana.
ନ୍ୟୁଜ ଫିଉଜ୍ ରେ ଯାହାସବୁ ଦେଖେଇ ଦିଆ ଯାଉଛି ଖରାପ୍। ଲାଗୁଛି ସେମାନଙ୍କୁ। ଲାଜ ଲାଜ ଲାଗିବା କଥା ନିର୍ଲଜ୍ଜ ଗୁଡ଼ା ଉପସ୍ଥାପନା। ଭାଇ ଙ୍କୁ। ବହୁତ୍ ଧନ୍ୟବାଦ୍। ନମସ୍କାର
Basu Bhai nku bhagwan tumhara Mangal Maya karantu more atiki prathana 🙏🌺 I want to selut Bhai
Jay jaganatha Jay odisha super news
ମୋତେ ଯେତେ ମାଠିବୁ ମାଠେ ମୁ ସେଇ ଦରପୋଡା କାଠ. ଓ ଅଙ୍ଗାରକୁ ଶହେଥର ଧୋଇଲେ ମଧ୍ୟ ତାହାର ଯେପରି କୌଣସି ପରିବର୍ତ୍ତନ ହୁଏ ନାହିଁ ସେହିପରି ମନ୍ଦିର ପରିକ୍ରମା,ଭିତର ଦୃଶ୍ୟରେ କିଛିବି ବଦଳିବାର ନାହିଁ
Jay Jagannath ⚫❗⚫
God bless you bro🎉
I love Basu sir🙏🙏❤️
Jay jagannath ok thanks
Basu sir tamku 🙏
Jay jagannath
ଓଁ ନମଃ ବାସୁଦେବ ନମଃ 🙏🙏
Ahi pari jangal srusti karithiba ankal nku mu salam maruchi❤
Very good episode....Basu babu ku salaam.👍
Super news
Basu sir apananku sata sata pranaam
Danya tume basubhai ❤❤❤
God bless you basu bhai
🎉
Thank you so much
Good morning Sare 🙏🙏🙏
Bashu bhai thanks you.
👏👏👏👏👏👏👏
Supar. Sir
U r great
ବାଶୁ ଭାଇ କଟିଏ ରେ ଗୋଟିଏ ମୋହାନ ହୃଦୟ ବ୍ୟକ୍ତି । ମୁଁ ଆପୋନଙ୍କୁ ସେଲୁଟ କରୁଛି ।
Excellent work Basu bhai.
Thank you Bhai
Akhi bharigala
Good presentation
Super news sir Jay Jagannath 🙏
❤❤❤
Thank q bro epari mana kahara b nanhi
Salute Basu bhai
Good morning bhai
ବିଜୁ ଜନତା ଦଳ
ଓଡିଶା ପାଇଁ କାଳ
ହେ ଜନତା ଦେଖି କି ଚଳ
ଏମାନଙ୍କ ଯୋଜନା ମାଳ କୁ ମାଳ
କିନ୍ତୁ ସବୁ ବିଫଳ 😆
ମୋ ଓଡ଼ିଆ ଭାଇ ଭଉଣୀ ମାନେ 1000 ଟଙ୍କା ପାଇ ଭାରି ଖୁସି. କିନ୍ତୁ ଆମ ଓଡ଼ିଆ ମାନଙ୍କର ଟଙ୍କା (Rs.90000000000000000......) ତାମିଲନାଡୁ ପଳେଇ ଲାଣି ସେ କଥା ଜାଣି ପାରୁନାହାନ୍ତି 😭😭😭😭
Nice bother ❤❤❤❤❤❤
Good morning 😊
Super ❤❤❤
Bahut bhalo basu bhai
17:26
Many many thanks Bashu Bhai. Bhai people till can't understand the meaning of life.
Basu sir 🙏🙏🙏
ସରକାର ଯଦି ଟଙ୍କା ବଦଳରେ ପାଣ୍ଡିଆନ ସାରଙ୍କ ବୁଧିରୁ କିଛିକିଛି ବାଣ୍ଟିପାରନ୍ତେ ତାହେଲେ ଓଡିଶାର ଲୋକ ଠିକ୍ ଜବାବ ଦେଇପାରନ୍ତେ
Basudev sir Namaskar
So funny sound effects😂😂😂😂😂❤❤
ଭୋଟ ଆଳରେ ନୁଆ ଯୋଜନା କରି ଏଠି ସବୁ ଲୁଟୁଛନ୍ତି କୁଜି ନେତାଠୁ ଆରମ୍ଭ କରି ବଡବଡିଆ ପର୍ଯ୍ୟନ୍ତ 5000 ଦେବେ ଜନସାଧାରଣଙ୍କୁ ମିଳିବ 500
Aame bahaut jaldi aarambha Karu chu RKL TV Fews OTV jaha dekhauni aame tha dekheibu aame OTV,Aaj Tak pari bjp ra gulam nahu
L
Good job sir 🙏
Bhai sabu construction band kari prathame gariba hotao odisha ape unnati heijiba
Basu sr 🙏🙏🙏
Satare a vali loka rahile kete sundar huanta a samaj
ସରକାର ଯଜନା ନା ରେ invest କରୁଛନ୍ତି...
🤓😎👌
🙏🙏🙏🙏
ଭଗବାନ ନବୀନ କୁ ଟିକିଏ ସତ୍ ବୁଦ୍ଧି ଦିଅ ତୁ ଓଡ଼ିଶା ସୁଧୁରିଜା ଊ
Basu bhai super❤❤❤❤
ଏଇଟା ଆମ 5t byarigate ଏମିତି ସବୁ ହୁଏ world famous ଓଡ଼ିଶାରେ
ସରକାର ବାସୁ ଭାଇ କୁ ସାହାଯ୍ୟ କରିଥାଏ ଦରକାର
Sir Narana ku kichhi deleni ta mana bahut dukha. Kete lokamane 1000, paile Narana ku 100 b mililani
❤❤
କେବଳ। ମାଗଣା ଦେଲେ ଏ ସମାଜର ମଙ୍ଗଳ ହୋଇ ଯାଇନାହିଁ। ସମସ୍ତଙ୍କ ପାଇଁ ସ୍ଥାୟୀ କଳ୍ପନା କରିବା ଦରକାର ଏ କଥା ସରକାର ତଥା ନେତା ମନ୍ତ୍ରୀ ଜାଣିବା ଆବଶ୍ୟକ
Apnkar khbar dabar amar kosi bhasabe dele khane Bane heta, nupara jila debahal gan nun satrujit Singh maharatha,
Jayajagannath
Jaha kale bi loka sundhuribeni...au ama sarakara😂
Good morning otv A news Naveen Patnaik ka nku dekha AA . Naveen kahi chhanti sabu Khushi tha
Salute to Basu sir...
Basu Deba bhai samajara bikasa niara kama ku mora Hrudya ru avinadan
5
Hmmm😂😂😂😂 bhai right katha te kahila
Basu bhai nka samaste karmi ku brukhy bandhu upadhi debakatha.
Basu bhai is a jungal good
8
❤jai shree ram save 🌍 ❤😊
ନାରଣ ର BSKY card ନିହାତି ଦରକାର
Beautiful
But indrajeet ro j te capacity
Sete barsa karibo😅
ର ର ଭୋଟ ସରୁ।ପାଇଛ ଯେତେ ତାର ଚାରି ଗୁଣା କାନ୍ଦି କାନ୍ଦି ଦେବ।ସେତେବେଳେ କେହି ଶୁଣିବେନି।ନା ସାଂସଦ ନା ବିଧାୟକ ନା ନବୀନ ନା ମନ୍ତ୍ରୀ।
Well don basu babu