ଆମେ ପୁଅ ଜନ୍ମ କରି ଭୁଲ୍ କରିଛୁ| Odisha Reporter

แชร์
ฝัง
  • เผยแพร่เมื่อ 12 ธ.ค. 2024

ความคิดเห็น • 472

  • @chandankumarparida2764
    @chandankumarparida2764 3 ปีที่แล้ว +53

    ଧନ୍ୟବାଦ୍ ଜଣାଉଛୁ ମିଡ଼ିଆ ଭାଈ ମାନଙ୍କୁ 🙏

  • @odia_pila_creation
    @odia_pila_creation 3 ปีที่แล้ว +111

    ସୁବାଷ ସାର ଆପଣଂକୁ କୋଟି କୋଟି ପ୍ରଣାମ, 🙏🏿🙏🏿🙏🏿 ନୀଳାଚଳ ସେବା ପ୍ରତିଷ୍ଠାନ।

    • @jasminpaikaray1182
      @jasminpaikaray1182 3 ปีที่แล้ว +2

      ଦୟାକରି ତାଙ୍କର ଫୋନ୍ ନଂ ଦିଅନ୍ତୁ।

    • @krushnamohanprusty2728
      @krushnamohanprusty2728 3 ปีที่แล้ว +1

      ଆପଣ ନିରାଶ୍ରୟ ମାନଙ୍କର ଭଗବାନ୍ ସାଜିଛନ୍ତି। ଏହାହିଁ ଆପଣଙ୍କ ମହାନତା !

    • @lilimadas8446
      @lilimadas8446 3 ปีที่แล้ว

      ⁰⁰⁰⁰00⁰8

  • @bibhumusictv691
    @bibhumusictv691 3 ปีที่แล้ว +102

    ଜୀବନ ଆରମ୍ଭ ରୁ ଶେଷ ହୁଏ ଯାହାକି ଆମ ରାଜ୍ୟରେ ବହୁତ ପୁଅ ଝିଅ ବାପା ମା କୁ ଦୁରେଇ ଦେଉଛନ୍ତି//
    ତାଙ୍କ ରୋ ବି ସମୟ ଆସିବ//

  • @jagannathjena7563
    @jagannathjena7563 3 ปีที่แล้ว +92

    ବାପା ମା କୁଁ କଦେଁଇ କେହି ଖୁସି ରେ ରହିପାରିବେ ନାହିଁ

  • @Twins_Lifestyle
    @Twins_Lifestyle 3 ปีที่แล้ว +40

    ସବୁ ପୁଅ ଓ ବୋହୁ ମାନଙ୍କ ଅନୁରୋଧ 🙏🙏ଦୟାକରି ଏମିତି କରନ୍ତୁ ନାହିଁ ବାପା ମାଆଙ୍କ ସାଥିରେ. ପରିବାର ଥିଲେ ଝଗଡା ହୁଏ କାହିଁକି ନା ଏ ଜୀବନର ଅନ୍ୟନାମ ଜଂଜାଳ. ବାପା ମାଆ କିଛି କହିଦେଲେ ଯଦି ରାଗ ଲାଗୁଚି ତେବେ ପାଟି ନ ଖୋଲିକି ଚୁପଚାପ ପିଲା ବେଳ କଥା ମନେ ପକାଅ ସେମାନେ କେମିତି ନିଜେ ନ ଖାଇ ଆମ ପେଟ ପୁରେଇ ଥିଲେ. ବାପା ମାଆ ଭୁଲ ଦେଖିଲେ କହିବେ ତା ବୋଲି କଣ ଆମେ ରାଗିକି ତାଙ୍କୁ ରାସ୍ତାରେ ଫପାଡ଼ି ଦେବା??? ମଣିଷ ବୃଦ୍ଧାବସ୍ଥାରେ ଶିଶୁ ପରି ଆଚରଣ କରନ୍ତି. ଆମେ ଶିଶୁ ଥିବାବେଳେ ସେମାନେ ଯେମିତି ଆମର ଯତ୍ନ ନେଇ ଏତେ ବଡ଼ କରିଥିଲେ ତାଙ୍କର ଏହି ଅବସ୍ଥାରେ ଆମେ ବି ଠିକ ସେହିପରି ଯତ୍ନ ନେଇ ତାଙ୍କୁ ଭଲରେ ରଖିବା ଉଚିତ 🙏🙏🙏ଜୟ ଜଗନ୍ନାଥ 🙏🙏

    • @jyoshnarani
      @jyoshnarani 3 ปีที่แล้ว

      Gote jhio chanhe je mu emiti puo ku mrg karibi jemiti mote bhala paiba ta sahita mo bapa maa nku bhala pau nija bapa maa nka pari dekhu kintu ethi sabu jhio nku gote prashna au mu bi gote jhio ....👉.nija sasu sasura nku nija bapa maa nka pari dekhantu bhala paiba diantu tanka asribad rahiba ta tume bahut khusi re rahiba 😊😊🤗🙂

  • @gokulabhuyan164
    @gokulabhuyan164 3 ปีที่แล้ว +36

    ଧନ୍ୟବାଦ ସୁବାଷ ସାର୍ ଆପଣଙ୍କ ର ଏଭଳି କାର୍ଯ୍ୟ ପାଇଁ

  • @ଛୋଟମୋରଗାଁଟି-ଖ4ଗ
    @ଛୋଟମୋରଗାଁଟି-ଖ4ଗ 3 ปีที่แล้ว +29

    ଯାହାର ଅଛନ୍ତି ପ୍ରଭୁ ଜଗନ୍ନାଥ ତାଙ୍କର ନାହିଁ ଡର ଭୟ ତେଣୁ ବାପା ମା ଙ୍କୁ ପ୍ରଭୁ ଜଗନ୍ନାଥ ଭରଷା

  • @kumarmanojbarik6783
    @kumarmanojbarik6783 3 ปีที่แล้ว +25

    ହାଏରେ ଭଗବାନ......😭😭😭ସେମିତିକା ପୁଅ କୁ ମାରିଦିଅ ପ୍ରଭୁ 🙏🙏🙏🙏

  • @RahulKumar-wp3nd
    @RahulKumar-wp3nd 3 ปีที่แล้ว +16

    ହେ ଜଗନ୍ନାଥ ଜଗତ କୁ ଉଦ୍ଧାର କର 🙏😭😭😭

  • @PkbOdiaTips
    @PkbOdiaTips 3 ปีที่แล้ว +37

    କର୍ମ...ନିଶ୍ଚିନ୍ତ ଦିନେ ନା ଦିନେ ତାର ଫଳ ଭୋଗିବାକୁ ପଡ଼ିବ ...ଏଇ ଭଳିଆ ପୁଅ ବୋହୁଙ୍କ ଦିନ ବି ନିଶ୍ଚିନ୍ତ ଆସିବ...Jaisi Karni Waisi Bharni
    #OdiaSmartMotivation

    • @SridharSahoosid
      @SridharSahoosid 3 ปีที่แล้ว +1

      ଏ ମାନେ ତାହା ହେଲେ ନିଜ କର୍ମ ଭୋଗୁଛନ୍ତି

  • @sanjeetkumarmishra3196
    @sanjeetkumarmishra3196 3 ปีที่แล้ว +42

    ଧନ୍ୟରେ ପୁତ୍ର ରୂପି ଶତ୍ରୁମାନଙ୍କୁ

  • @pppahal8665
    @pppahal8665 3 ปีที่แล้ว +40

    ଏମିତି ଦୁଃଖ ଦିଆନି ଭଗବାନ ରକ୍ଷା କର

  • @srikantaharichandan1464
    @srikantaharichandan1464 3 ปีที่แล้ว +32

    ଏଥିରୁ ଗୋଟେ କଥା ସମସ୍ତେ ବୁଝନ୍ତୁ। ସବୁକିଛି ନିଜ ପିଲାମାନଙ୍କ ପାଇଁ ନକରି କିଛି କିଛି ପରିବାର ଅନ୍ୟମାନଙ୍କ ପାଇଁ ଆଉ ସମାଜ୍ ପାଇଁ କରନ୍ତୁ । କାରଣ ଏବେ ସମାଜ ହିଁ ସବୁ କରିବ ଅସହାୟ ବୃଦ୍ଧ ବୃଦ୍ଧା ଙ୍କ ପାଇଁ

  • @jumblibro9140
    @jumblibro9140 3 ปีที่แล้ว +27

    ଆମ ବାପା ମା ମାନେ ଆମକୁ ଛାଡ଼ି ଚାଲିଯିବା ରୁ ଆମେ କାନ୍ଦୁଛୁ ଆଉ ଏମାନେ ବାପା ମା ଙ୍କୁ ଘରୁ ତଡି ଦେଉଛନ୍ତି 😥😥😥😥😥😥

    • @Trupti6542
      @Trupti6542 3 ปีที่แล้ว

      Beiman gudak... Sabu jhia manku request nija bapa maa ku jetik vl pauchha smt sasu saru ranku b vl pao.. Kau b bapa maa ghara chhadiki jibeni

  • @sanjayanayak6016
    @sanjayanayak6016 3 ปีที่แล้ว +34

    ଆଜ୍ଞା ଯିଏ କରୁଛି ଏମିତି ତା ଫଳ ବି ପାଚୁଛି ତା ବେଳ ବି ଆସୁଚ୍ଛି.........

  • @swagatikananda6795
    @swagatikananda6795 3 ปีที่แล้ว +10

    କେଜାଣି କାହିଁକି ଛାତି ଭିତର ଟା କଣ ହେଇଗଲା..😭ଭାବିଦେଲେ ଭାରି କଷ୍ଟ ହଉଚି 😒କେମିତି କେଜାଣି ଭୁଲିଯାଉଛନ୍ତି... ଆଃ କେତେ କଷ୍ଟ ହଉଥିବ ସେ ଦୁଇ ହୃଦୟ କୁ ..😞..😭

  • @pradeepmandal4337
    @pradeepmandal4337 3 ปีที่แล้ว +6

    He pita Mata tumaku mora koti prana🙏🙏🙏🙏

  • @lokanathnayak9769
    @lokanathnayak9769 3 ปีที่แล้ว +7

    ପିତା ମାତା ଙ୍କ ଲୁହ ନିଶ୍ଚୟ ଅଭିଶାପ ର ରୂପ ନବ ଏଭଳି ପୁଅ ମାନଙ୍କ ପାଇଁ.....🙏🏻

  • @Satyanandanayak1748
    @Satyanandanayak1748 2 ปีที่แล้ว

    ପ୍ରଭୁ ଶ୍ରୀ ଜଗନ୍ନାଥ ସଵୁ ଦେଖୁଛନ୍ତି, ଆଜି ସେ ମାନେ, କାଲି ତମ ସହ ହବ,ଜୟ ଜଗନ୍ନାଥ ମହାପ୍ରଭୁଙ୍କର ଜୟ 🙏🙏🙏

  • @prabhamallik2624
    @prabhamallik2624 3 ปีที่แล้ว +11

    ଵାପା ମା କୁ ଦୁଃଖ ଦେଇ କେହି ବି ସୁଖ ରେ ରହି ପାରିଵେ ନାହିଁ୤

  • @anjananayak4974
    @anjananayak4974 3 ปีที่แล้ว +13

    ସରକାର ବୃଦ୍ଧାଶ୍ରମ ଗୁଡିକୁ ଆଉ ଟିକେ ଆରାମ ଦାୟକ କରନ୍ତୂ।ଶେଷ ସମୟ ରେ ଟିକେ ସେମାନ ଙ୍କ ଆଖିରୁ ଲୁହ ନ ଗଡୁ କି ନିଜ ପିଲାଙ୍କୁ ମନେ ନ ପକାନ୍ତୁ।

  • @riyazahmed7855
    @riyazahmed7855 3 ปีที่แล้ว +8

    I love father's And Mother's

  • @_JAY-JAGANNATH
    @_JAY-JAGANNATH 2 ปีที่แล้ว

    ପୁଅ କିଛି ବି ଭୁଲ୍ କରିନି ଠିକ କରିଛି , ଆଜି କାଲି ବାପା ମା ମାନକର ବହୁତ୍ ଭୁଲ୍ ରହୁଛି , ଜୟ ଜଗନ୍ନାଥ

  • @jyotiranjandas7355
    @jyotiranjandas7355 2 ปีที่แล้ว

    ମା. ବାପା 🙏🙏🙏
    ମାନଙ୍କୁ ଏମିତି କରନ୍ତୁନି.
    ମୋର ସବୁ ଭାଇ ମାନଙ୍କୁ 🙏🙏🙏🙏🙏

  • @JayHanuman143.
    @JayHanuman143. 3 ปีที่แล้ว

    ହେ ଭାଗବାନ ସବୁ ତୁମରି ଲୀଳା 🙏

  • @DSH75
    @DSH75 3 ปีที่แล้ว

    ହେ ଭଗବାନ୍

  • @chinmayacharya1268
    @chinmayacharya1268 3 ปีที่แล้ว +19

    ଝିଅ ହିଁ ଏକା ବାପା ଓ ମା ଙ୍କ ର ସାହା ଭରଷା।
    କିନ୍ତୁ ସବୁ ପୁଅ ଓ ବୋହୂ ଏକା ନୁହନ୍ତି

    • @bhabanisankargouda9295
      @bhabanisankargouda9295 3 ปีที่แล้ว +6

      Bekar katha, jhia nijara swartha pai bapa maa bhai nka bhitare samparka khyurna karanti, duniya aagare bahaduri maarinti

    • @meenamurmu4507
      @meenamurmu4507 3 ปีที่แล้ว

      Jhio baba maa nko khayal rokhanti kintu bahu karanti ni

    • @AmitSingh-rv9vn
      @AmitSingh-rv9vn 3 ปีที่แล้ว

      @@bhabanisankargouda9295 ଆପଣ ଠିକ୍ କଥା କହିଛନ୍ତି ।

    • @smithnayak8912
      @smithnayak8912 3 ปีที่แล้ว

      ଝିଅ ସବୁ ବେଳେ ନିଜର ବାପା, ମାଆ ର ଭରଷା କିନ୍ତୁ ସେଇ ଝିଅ ଅଲଗା ଘର ର ବୋହୂ ହେଲେ ଶାଶୁ, ଶଶୁର ଙ୍କ ଭରଷା ତୁଟିଯାଏ। ଏ ସବୁରେ ପୁଅର ବି ବହୁତ ଭୂଲ ଅଛି । ପର ଘର ଝିଅ କେବେ ବି ଶାଶୁଘରର ଭଲ ଚାହେଁନି । ଭଗବାନ କରନ୍ତୁ ସେମିତି ପୁଅ,ବୋହୂଙ୍କ ସେପରି ଶାସ୍ତି ମିଳୁ ଯେମିତି ଏପରି ବୁଢା ବାପା,ମାଆଙ୍କୁ କଷ୍ଟ ଦେଉଛନ୍ତି।

  • @rmbusiness3184
    @rmbusiness3184 3 ปีที่แล้ว +17

    ଏମିତିକା କା ପୁଅ ଆଉ ବହୁ ମାନଙ୍କୁ ସିଧା ମାରିଦେବା ଉଛିତ

    • @rasmitaparida1666
      @rasmitaparida1666 3 ปีที่แล้ว

      Right

    • @rasmitaparida1666
      @rasmitaparida1666 3 ปีที่แล้ว

      ଯିଏ ନିଜ ବାପା ମା'ଙ୍କୁ ଖୁସି ରେ ରଖିପାରୁ ନାହାନ୍ତି ସେ କେବେ ହେଲେ ଖୁସିରେ ରହିପାରିଵେନି।ଆଉ ତାଙ୍କ ସମୟର ବି ଆସିଲେ । ସେତେବେଳେ ବୁଝିବେ ଯେ ବାପା ମା କେତେ କଷ୍ଟ କରି ଛୋଟ ରୁ ବଡ କରିଥାନ୍ତି ।

  • @lipansahu6518
    @lipansahu6518 3 ปีที่แล้ว +1

    ସରକାର ଆଖିକି ଏ ଦୁଃଖ ଦେଖା କେବେ ଜୀବନି

  • @aruanbiswal1393
    @aruanbiswal1393 3 ปีที่แล้ว

    ଭାଇ ରେ ବାପା ମା ଭଗବାନ

  • @MOTIVATIONALCOUNSELLING
    @MOTIVATIONALCOUNSELLING 3 ปีที่แล้ว +7

    ବହୁତ ଦୁଃଖର କଥା ସତରେ....
    ନିଜର ଲୋକକୁ ଦୁଃଖ କହିହୁଏ
    ନିଜର ମଣିଷ ଭାବି l
    ନିଜର ମଣିଷ ଦୁଃଖ ଦିଏ ଯଦି
    କାହାକୁ ଦୋଷ ମୁଁ ଦେବି l
    କିଛି କଥା ଅଛି ଓଠ କହିଦିଏ
    କିଛି କହିଦିଏ ଆଖି l
    ଆଉ କିଛି କଥା ଓଠ କହିଦିଏ
    ରହିଯାଏ କିଛି ବାକି l
    God Please help them 👏👏👏

  • @bibhutibhusannayak6445
    @bibhutibhusannayak6445 3 ปีที่แล้ว +3

    ଅପେକ୍ଷା କର ପୁଅ, ବୋହୂ ଙ୍କ ର ଏହି ବୟଷ ହୋଇ ଗଲେ ତାଙ୍କ ପୁଅ ବାହାଘର କରି ବୋହୂ ଆଣନ୍ତୁ କେତେ ଶାନ୍ତି ରେ ରହିବେ ସେତେବେଳେ ହିଁ ବୁଝି ପାରିବେ ।

  • @pr.sanatanpradhan8196
    @pr.sanatanpradhan8196 3 ปีที่แล้ว +4

    ବାପା ମାଁ, ଗୁରଜନ ଦେବତା ସମାନ ର ଅର୍ଥ ପୁଅମାନଙ୍କ ପାଇଁ ସମ୍ପୂର୍ଣ୍ଣ ଓଲଟା। ଏପରି ପୁଅମାନଙ୍କୁ କି ଉପାଧି ଦିଆଯିବ ତାହା ସରକାର ନିଷ୍ପତ୍ତି ନିଅନ୍ତୁ, ଏତିକି ଅନୁରୋଧ।

  • @dhananjaysamantaray1315
    @dhananjaysamantaray1315 3 ปีที่แล้ว

    ଆ ପାଁଇ ଗୋଟେ ଆଇନ କରା ଯିବା କଥା
    💐💐💐🌹🌺🌺🌺

  • @jhasketansahoo7511
    @jhasketansahoo7511 3 ปีที่แล้ว +5

    God bless you sir you are the real hero of our society

  • @alokkumarpradhan9704
    @alokkumarpradhan9704 3 ปีที่แล้ว

    ଏମିତିକା ଯଉ ପୁତ୍ର ମାନେ ବାପା ମାଆ ଙ୍କୁ ହଇରାଣ କରୁଛନ୍ତି... ସେମାନେ ଭୁଲି ଯାଉଛନ୍ତି... ଦିନେ ନ ଦିନେ ସେମାନେ ବୁଢା ବୁଢୀ ହେବେ ଆଉ ଏମିତିକା କାନ୍ଦିବେ କେହି ଶୁଣିବେନି... କର୍ମର ଫଳ ନିଶ୍ଚୟ ମିଳିବ.... ଜୟ ଜଗନ୍ନାଥ 🙏ଧନ୍ୟବାଦ ସୁବାସ ସାରେ... ଭଗବାନ ଆପଣଂକୁ ଭଲରେ ରଖିଥାନ୍ତୁ ମୋର ଏତିକି ପାର୍ଥନା 🙏

  • @jasminpaikaray1182
    @jasminpaikaray1182 3 ปีที่แล้ว +3

    ହେ ଭଗବାନ କି ଦୁନିଆ ଇଏ।
    ଜଗନ୍ନାଥ ଠିକ୍ ବିଚାର କରିବେ।

  • @prakashkumardash9300
    @prakashkumardash9300 3 ปีที่แล้ว

    ଏହି ଭଳି ଯୋଗ୍ୟ ସନ୍ତାନ ମାନଙ୍କ ପାଇଁ ଦଣ୍ଡ ବିଧାନ ନିମନ୍ତେ ଆମ ସମ୍ବିଧାନ ରେ କିଛି ଆଇନ ପ୍ରଣୟନ ହୋଇଛି କି ନାହିଁ।ବାପା ମାନେ ଜନ୍ମ ଦେଇଛନ୍ତି ମାନେ ସେମାନଙ୍କୁ ପୋଷିବା ଯେମିତି ଦାଇତ୍ୱ ସେମାନେ କୁହନ୍ତି ଜନ୍ମ ଦେଇଥିଲେ କାହିଁକି ଯଦି ଆମ demand ପୂରଣ କରିପାରିବେନି।ଆଉ ଠିକ ଯେତେବେଳେ ବାପା ମାନେ ପୁଅ ଅବସ୍ଥା ବା ବାର୍ଦ୍ଧକ୍ୟ ଅବସ୍ଥାରେ ରେ ପହଞ୍ଚି ଯାଆନ୍ତି ସେତେବେଳେ କଣ ପୁଅ ମାନେ ପୋଷିବା ପାଇଁ ବାଧ୍ୟତାମୂଳକ ନୁହେଁ କି।ଧନ୍ୟ ରେ ଏ ମଣିଷ ସମାଜ।ଏହିଭଳି ପୁଅମାନଙ୍କୁ ଭଗବାନ ଆଉ ଜନ୍ମ ନଦେଲେ ତ ସେମାନେ ମୋକ୍ଷ ହୋଇଯିବେ କିନ୍ତୁ ଏମାନଙ୍କୁ ଭଗବାନ ଜନ୍ମ ଦିଅନ୍ତୁ ସତ ଆଉ ଏ ମଣିଷ ଯୋନି ରେ ନୁହେଁ ଅତି ନିମ୍ନ ରୁ ନିମ୍ନତର ଯୋନି ରେ ଜନ୍ମ ମିଳୁ।ଏତିକି ମିନତୀ ମୋର ଭଗବାନ ଙ୍କ ପାଦଗ୍ରତେ🙏🙏🙏

  • @ublifestyle8744
    @ublifestyle8744 3 ปีที่แล้ว +1

    Subas sir apananku koti pranam .apananku prabhu Jagannath sahaya huantu.

  • @santanusahu983
    @santanusahu983 3 ปีที่แล้ว +1

    Asirbad diantu se pilanku khusire ruhantu. Apanankara kichi habani, bhagban achanti

  • @ankitadalei713
    @ankitadalei713 3 ปีที่แล้ว +11

    Prabhu 🙏 eipori Bapa maa nku tike daya karantu🙏🙏....emiti bahut bapa maa hairan hauchanti😢😢

  • @rabindrasahoo1743
    @rabindrasahoo1743 3 ปีที่แล้ว +2

    Thanks subash sir, great salute 🙏

  • @prabhuroutray
    @prabhuroutray 3 ปีที่แล้ว +3

    Graet saddened 😭🙏🏻😭... ଏ ସମୟ ଦିନେ ଚାଲିଯିବ,,,,ସମୟ ଦିନେ ଚାଲିଯିବ।।ତୁମେ ବାପା ବୋଉ ଅପେକ୍ଷା କର,, ସେ ବିଦିନେ ବାପା ଆଉ ବୋଉ ହେବ ।।।। ଏ ସଂସାର ରେ କୌଣସି ଶକ୍ତି ନାହିଁ ଯେ ତୁମ ଅଭିଶାପ ଆଉ ଆଖିର ଲୁହ ଯାହା ପାଇଁ ଝରୁଛି ସେ ହିଁ ଏଇଟି ନର୍କ ଭୋଗିବ,,ତୁମେ ନଦେଖିଲେ ଆଉ କିଏ ଦେଖିବ ସେମାନେ ହିଁ ଜାଣିବେ ଆମେ କାହିଁ ଦଣ୍ଡ ପାଉଛୁ।🙏🏻

  • @englishguru3221
    @englishguru3221 3 ปีที่แล้ว

    Anej dhanyabad Subas babu nku

  • @sisermali4460
    @sisermali4460 3 ปีที่แล้ว

    ମାଁ... ତମେ.... ଜାକଲେ.... ଜାକହିଲେ... କେହି.. ଶୁଣିବେନି.. କାରଣ.. ସବୁ.. କଲାକରମରପଂଳ.... ସାରାଦୁନିଆସେ.. ଦେଖୁଛୁ.. ସେ... ଚାହିଁଲେ.. ତମଦୁଖ.. ରହିବନି.... ଭଗବାନ.... ସବୁଦେଖୁଛି..

  • @ramprasadpatnaik9383
    @ramprasadpatnaik9383 3 ปีที่แล้ว +9

    Lord Jagannath, please help them.

  • @Lyricist_Akashpagad
    @Lyricist_Akashpagad 2 ปีที่แล้ว

    ଧନ୍ୟରେ ପିଲା ତୁମ ମୁହଁକୁ ଟିକେ ଲାଜ ନାହିଁ ଶ ଳl
    ପର ଝିଅ କଥାରେ ପଡ଼ି ବାପା ମା ଙ୍କୁ ଭୁଲି ଯାଉଚ ଧିକ୍ ତୁମ ମଣିଷ ଜୀବନ

  • @santoshkumarrout251
    @santoshkumarrout251 2 ปีที่แล้ว

    ଆରେ କୁଳାଙ୍ଗାର ଦିନ ଆସିବ ତମମାନଙ୍କର ମଧ୍ୟ ଏପରି ଅବସ୍ଥା ଆସିଵ

  • @ranjanapanda6538
    @ranjanapanda6538 3 ปีที่แล้ว +1

    ବୋହୂ ଯଦି ମିଛରେ ଶାଶୁ ଶ୍ୱଶୁର ନାଁ ରେ ଅଭିଯୋଗ କରେ ତାହେଲେ ଆଇନ୍‌ ସାଙ୍ଗେ ସାଙ୍ଗେ ବାପା ମାଆଙ୍କୁ ଆରେଷ୍ଟ୍‌ କରିଦେଉଚି। ଏବେ ଆଇନ୍‌ ସେ ବୋହୂ ପୁଅକୁ କାହିଁକି ଆରେଷ୍ଟ କରୁନି????? ଆଇନ୍‌ ଆଣନ୍ତୁ ସରକାର ଜଲ୍‌ଦି।

  • @chitrasenasamal1116
    @chitrasenasamal1116 3 ปีที่แล้ว +20

    arrest the son immediately

  • @samantakumarnaiksantosh7503
    @samantakumarnaiksantosh7503 3 ปีที่แล้ว

    ଜିଲ୍ଲା ପାଳ କୁ ଏତିକି ଅନୁରୋଧ ଯଥାଶୀଘ୍ର ଏମାନଙ୍କୁ ତେଜପୁତ୍ର କରାଯାଉ, ତାହା ହେଲେ ଯାଇ ଅନ୍ୟ ପିଲାମାନେ କିଛି ସିଖି ପାରିବେ

  • @rameshnayak1233
    @rameshnayak1233 2 ปีที่แล้ว

    Love you maa 😭😭😭😭😭

  • @jaganathanayak8443
    @jaganathanayak8443 3 ปีที่แล้ว

    Subasa Sir apanku asesa asesa dhanyabada god bless u

  • @batakrushnajena314
    @batakrushnajena314 3 ปีที่แล้ว +1

    Subas sir apananku kotikoti or am a man🙏🙏🙏🙏🙏🙏🙏🙏

  • @abakashbarik9549
    @abakashbarik9549 3 ปีที่แล้ว +15

    My humble request to the reporter Please you do highlight their sons and daughter-in-laws in social media with their names n complete addresses by which they will be recognized by all. Ask them in front of camera why they neglect their parents in this old age. We all will see their beautiful faces also.

  • @ebanitadas7234
    @ebanitadas7234 3 ปีที่แล้ว

    Bahuta bahuta dhanya bad sir🙇🏼‍♂️🙇🏼‍♂️🙇🏼‍♂️🙇🏼‍♂️🙇🏼‍♂️

  • @chanchalamandagi6932
    @chanchalamandagi6932 3 ปีที่แล้ว +1

    Thank bapa maa god bless u

  • @bamacharanmishra306
    @bamacharanmishra306 2 ปีที่แล้ว

    Wah sir. Salute to you.

  • @ranjansundaray649
    @ranjansundaray649 3 ปีที่แล้ว

    ଧିକ୍ ସେ ପୁଅ ବୋହୂଙ୍କୁ ବାପା ମା ଙ୍କୁ ପଚାରୁ ନାହାନ୍ତି।ଶାଶୁ ଶଶୁରଙ୍କୁ ପଚାରି ବାକୁ ସମୟ ଅଛି।ଅଥଚ ନିଜ ବାପ ମା ଙ୍କୁ ପଚାରୁ ନାହାନ୍ତି। ସେମାନେ ଯଦି ଦେଖିଥିବେ kete ଖୁସି ଲାଗୁଥିବ ଭଲକି ଦେଖ।

  • @annapurnasahoo8768
    @annapurnasahoo8768 3 ปีที่แล้ว +2

    God bless you sir 🙏🙏🙏🙏🙏🙏

  • @ajitkumarjena3112
    @ajitkumarjena3112 3 ปีที่แล้ว +5

    God bless you

  • @nirodakumarsatapathy8168
    @nirodakumarsatapathy8168 3 ปีที่แล้ว +1

    GOD BLESS TO YOU. JAY JAGANNATH. KEEP UP GOOD WORK MEDIA BIG. BROTHER. JAY JAGANNATH JI

  • @sudamkumarsahu183
    @sudamkumarsahu183 3 ปีที่แล้ว

    ଏସବୁ ଆଶା ଭୁଲ। ଈଶ୍ଵରଙ୍କ ଉପରେ ଭରସା ରଖି। ଏସବୁ କଲାକର୍ମର ଫଳ

  • @khuntia724
    @khuntia724 3 ปีที่แล้ว

    God bless you report r sir

  • @dpnahak4800
    @dpnahak4800 3 ปีที่แล้ว

    Many many thanks to organiser

  • @priyamr1976
    @priyamr1976 3 ปีที่แล้ว

    Maa bapa🌺🌺🌺🙏🙏🙏🙏 God bless you all

  • @ranjitkumarbehera1445
    @ranjitkumarbehera1445 3 ปีที่แล้ว

    Bapa maa nku koti koti pranam apananku Shree Jagannatha dayakarantu Saha huantu

  • @surendrakumarpadhy7541
    @surendrakumarpadhy7541 3 ปีที่แล้ว

    ଆପଣଂକ ପୁଅ ମାନେ ଭୀଷଣ ଦଣ୍ଡ ପାଇବେ ଏହା ବିରାଟ ସତ୍ୟ

  • @amulyadas8318
    @amulyadas8318 3 ปีที่แล้ว +3

    Sabu karma ra fala. Jay Jagannath 🙏

  • @pramodkumarbehera5179
    @pramodkumarbehera5179 3 ปีที่แล้ว

    Bapa.bou jagarnnatha nka Tharu bahut bada.

  • @tapanparija3249
    @tapanparija3249 3 ปีที่แล้ว +1

    So sad..........I am completely moved..... So sad....So sad....God help them....

  • @sanjibkumarbindhani8972
    @sanjibkumarbindhani8972 3 ปีที่แล้ว

    Ae Bhalia puo manakun dando miliba nihati darkar good vedeo news.

  • @Kuna599
    @Kuna599 3 ปีที่แล้ว

    ବାପା ମା ମାନେ ପିଲାଙ୍କୁ ଉପଯୁକ୍ତ ଶିକ୍ଷା ଦେଇନାହାନ୍ତି ବୋଧେ? ଯାହାର ଫଳ ଆଜି ଦେଖିବାକୁ ମିଳୁଛି. ନୈତିକ ଶିକ୍ଷା ମଣିଷକୁ ଉପଯୁକ୍ତ ବାଟରେ ନେଇଥାଏ. କେଵଳ ପାଠ ପଢ଼େଇଦେଲେ ହବନି ବରଂ ପିଲାଙ୍କୁ କିଛି ନୈତିକ ଶିକ୍ଷା ଦିଅନ୍ତୁ.🙏🙏🙏🙏. ଆମ Education system ରେ ମଧ୍ୟ୍ୟ ନୈତିକ ଏବଂ ଆଧ୍ୟାତ୍ମିକ ଶିକ୍ଷା କୁ higher education ରେ ଗୋଟେ part ଭାବେ ରଖିବା ଦରକାର.

  • @ranjitkumar992
    @ranjitkumar992 3 ปีที่แล้ว

    ମା ବାପା କେବେ ଖରାପ ହେଇପାରିବେନି, ସେ ଜନ୍ମ ଦେଇଛନ୍ତି ଆମ କପାଳରେ ଭାଗ୍ୟ ତ ଲେଖିନାହାନ୍ତି ଆମେ ଆମ ଭାଗ୍ୟକୁ ନେଇ ମଣିଷ ପରି ମଣିଷ ହେଇ ବାପା ମା ଙ୍କ ମୁଁହରେ ହସ ଫୁଟାଇବା, ମୋର ବାପା ସ୍ବର୍ଗବାସି ହେଇଯାଇଛନ୍ତି ମୁ ଛୋଟତେ ହେଇଥିଲି ଯେତେବେଳେ ମୋ ପୋଡ଼ସୀ ଘରେ ମୋ ସାଙ୍ଗ ମାନେ ତାଙ୍କ ବାପାଙ୍କୁ ବାପା ବୋଲି ଡାକି ଅଳି ଅଝଟ କରନ୍ତି ମୁ ଦେଖେ ବହୁତ କଷ୍ଟ ପାଏ ମୁ ଭାବେ ମୋ ବାପା ପାଖରେ ଥିଲେ ମୁ ଏମିତି ଡାକନ୍ତି ଅଳି ଅଝଟ କରନ୍ତି, ମୁ ବାପା ଡାକ ଡାକି ପାରୁନି ସେଇ ଦିନଠୁ ଭୁଲି ଯାଇଛି ଏବେବି ଭାବେ ମୋ ବାପା ମୋ ପାଖକୁ ଫେରି ଆସନ୍ତେ କି କେବଳ ଏଇ ପଦୁଟିଏ ଡାକ ପାଇଁ ମୁ ଆଜି ବି ଛଟ ପଟ ହୋଉଛି କଷ୍ଟବି ହୋଉଛି, ମୁ typi କଲା ବେଳେ ମୋ ଆଖିରୁ ଲୁହ ବୋହି ଆସୁଛି..... ମୁ ଅନୁରୋଧ କରୁଛି ଭାଇ ମାନେ ମା ବାପାଙ୍କ ପ୍ରତି ଏମିତି କରନ୍ତୁନି plz🙏 ଜୟ ଜଗନ୍ନାଥ

  • @umeshchandrarout1127
    @umeshchandrarout1127 3 ปีที่แล้ว

    ଜୟ ଜଗନ୍ନାଥ 🙏🙏🙏

  • @tirupatinisikabharatiya8467
    @tirupatinisikabharatiya8467 3 ปีที่แล้ว +1

    Good bless you sir and madam

  • @sasmitarout6951
    @sasmitarout6951 2 ปีที่แล้ว

    I love u maa .bapa😂😂😂😂😂😂😂

  • @prajeshkumar9181
    @prajeshkumar9181 3 ปีที่แล้ว

    Jai jagannath

  • @pragyansahu1601
    @pragyansahu1601 3 ปีที่แล้ว

    ବାପାଙ୍କର ଦୁଇ ଜଣ ସ୍ତ୍ରୀର ରଖି ବାପାଙ୍କ ଜୀବନ ମଯା ରହିବ, ବୁଢା କାଳେ ବାପା ନିଜର ରଗ କହିବ କି, ଘର ଗୁମର କଥା ସାହି ଯତଣା ପଥମ ସ୍ତ୍ରୀର କୁ ଦିଅ ତି,,

  • @basantiparida4936
    @basantiparida4936 3 ปีที่แล้ว

    Jay Jagannath swami

  • @farmingguru6471
    @farmingguru6471 2 ปีที่แล้ว

    Maa miss you

  • @Santosh._.creation-i3z
    @Santosh._.creation-i3z 2 ปีที่แล้ว

    ଏମିତି କରୁଥିବା ପିଲାମାନଙ୍କୁ ଜେଲ୍ ହୋଇଜିବା ଦରକାର

  • @namitabagh7534
    @namitabagh7534 3 ปีที่แล้ว

    Maa bapa heu chanti bhagwaan tanku kashta diani pls 🙏 every one maa bapa ku kashta dei kete din khushi Rahi ba

  • @basantabiswal7483
    @basantabiswal7483 3 ปีที่แล้ว

    Sir Jay Jagannath swami

  • @mudurajudhistira183
    @mudurajudhistira183 3 ปีที่แล้ว +5

    One thing you have to remember that... you would also become a father of a son.....

  • @makeyourtalentyourpassion6860
    @makeyourtalentyourpassion6860 3 ปีที่แล้ว

    Very sad news 😭😭. I love is father& mother

  • @jagannathbarik3309
    @jagannathbarik3309 2 ปีที่แล้ว

    😭😭😭🙏🙏 please Amiti korntuni bapa maa nku tike vala paiba dio 😭😭🙏🙏

  • @lopamudrasatpathy5455
    @lopamudrasatpathy5455 3 ปีที่แล้ว

    Amti karantini bapa maa nku🙏🙏🙏🙏🙏 auu amti karile tume kebe santi re rahiparibani dukha laguchhi dekhile..

  • @kedardas3708
    @kedardas3708 3 ปีที่แล้ว

    He jagannath

  • @pradeep7554
    @pradeep7554 3 ปีที่แล้ว +1

    ସାତ ଜନ୍ମ ରେ ଶାନ୍ତି ପାଇବ ନାହିଁ ତାଙ୍କ ପୁଅମାନେ

  • @Jayantilife
    @Jayantilife 3 ปีที่แล้ว

    He bhagaban emiti pua kahaku no deantu 😭😭😭😭😭😭mausi and mausa nku bhagaban khusire rakhantu

  • @lalatendukanungo5013
    @lalatendukanungo5013 3 ปีที่แล้ว +1

    God bless them.

  • @pranatinayak712
    @pranatinayak712 3 ปีที่แล้ว +2

    He bhagaban 🙏🙏🙏😭😭😭

  • @bamadevbabu1296
    @bamadevbabu1296 3 ปีที่แล้ว

    Dhanya tume pua re, god kemiti sahuchanti

  • @gokulchandra9249
    @gokulchandra9249 3 ปีที่แล้ว +1

    Uniform Civil Code lagoo hona chahiye.Arti.cle 23 ka kuch change hona chahiye. Bharat Mata ki Jay

  • @indramanikhatua1150
    @indramanikhatua1150 3 ปีที่แล้ว +1

    Bhagwan karantu ....samastanku sadbudhi diontu.....jai jagannath 🙏

  • @syedabdulsayeed7478
    @syedabdulsayeed7478 3 ปีที่แล้ว +3

    Our police department need to take proper action 🎬 against this kind of people who not respect who not take care there father mother 🙏 I specially request to all please 🙏 respect your parents please 🙏

  • @Jayantilife
    @Jayantilife 3 ปีที่แล้ว +1

    Really miss you bapa🥰 😭 😭 😭 😭

  • @pratappradhan1026
    @pratappradhan1026 3 ปีที่แล้ว

    Jay jagannath 🙏🙏🙏

  • @nupurpattnaik874
    @nupurpattnaik874 3 ปีที่แล้ว

    Salute to ur work sir