Special Story | Former Union Minister Pratap Sarangi Continues With Simple Lifestyle

แชร์
ฝัง
  • เผยแพร่เมื่อ 1 ม.ค. 2025

ความคิดเห็น •

  • @mready
    @mready 3 ปีที่แล้ว +108

    ଏହି ମହାନ ବ୍ୟକ୍ତି ଜଣକ ରାଜନୀତି କୁ ନିଜ ସ୍ଵାର୍ଥ ପାଇଁ ଆସିନ ଥିଲେ ବରଂ ଜନତା କୁ ସେବା କରିବାକୁ ଆସିଥିଲେ । What a great man he is.....

    • @SOUMYA20011
      @SOUMYA20011 2 ปีที่แล้ว +1

      ଜନ ସେବା କରିବା ପାଇଁ ବିଜେପି ରେ ମିଶିବା କିଛି ଆବଶ୍ୟକ ନାହିଁ,,,,ସେ indipendent candidate ରେ କଣ ପାଇଁ election ଲଢ଼ିଲେନି,,,,, ଇମିତି ରାଜନୈତିକ ଦଳ ରେ ମିଶିଲେ ଭୁଲ କୁ ବି ସେ ସମର୍ଥନ କରିବାକୁ ବାଧ୍ୟ ହେବେ

    • @debadattatripathy6345
      @debadattatripathy6345 2 ปีที่แล้ว

      @@SOUMYA20011 Atal bihari bhajpaa bi bjp thile

    • @SOUMYA20011
      @SOUMYA20011 2 ปีที่แล้ว

      @@debadattatripathy6345 bjp re nathile se...bjp hni se karithile😅😅😅
      So tanka bina ichha re kichhi heinathilaa

  • @prataptripathy7830
    @prataptripathy7830 3 ปีที่แล้ว +127

    ସମଗ୍ର ପୃଥିବୀରେ ଏହିଭଳି ବିରଳ ମଣିଷ ପ୍ରାୟତଃ ମିଳିବା ଅସମ୍ଭବ। ହେ ଦେବଦୂତ ଆପଣଙ୍କ ପାଦତଳେ କୋଟି କୋଟି ପ୍ରଣାମ।

    • @hariomhari9551
      @hariomhari9551 3 ปีที่แล้ว +1

      Se thi pai ta bhagta au bhaga bana ra juge juge milana heuchi ( Hari om Hari )

    • @birasing3528
      @birasing3528 2 ปีที่แล้ว

      ଇହି କି କଥା

  • @santilatatripathy8987
    @santilatatripathy8987 3 ปีที่แล้ว +237

    ପ୍ରତାପ ବାବୁ ଙ୍କ ଭଳି ମନ୍ତ୍ରୀ ମିଳିବା ବହୁତ କଷ୍ଟ. କିନ୍ତୁ ଆପଣ ଘରଟିଏ କଲେ ଓଡିଶା ବସି ବହୁତ ଖୁସି hebe

  • @ଓଡ଼ିଆଖଟି
    @ଓଡ଼ିଆଖଟି 3 ปีที่แล้ว +155

    ଜୟ ଜଗନ୍ନାଥ ଆପଣଙ୍କୁ କୋଟି କୋଟି ପ୍ରଣାମ ଇଶ୍ଵର ଆପଣଙ୍କ ମଙ୍ଗଳ କରନ୍ତୁ

  • @ganeshpanigrahi2724
    @ganeshpanigrahi2724 3 ปีที่แล้ว +239

    ସାମ୍ପ୍ରତିକ ଓଡିଶାର ଏକମାତ୍ର ଜଣେ ତ୍ୟାଗଶୀଳ ସମାଜସେବକ ତଥା ମହାନ ଜନନେତା ଭାବରେ ଜଣାଶୁଣା ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡଙ୍ଗୀ...
    ବନ୍ଦେଉତ୍କଳ ଜନନୀ...
    ଭାରତ ମାତା କୀ ଜୟ...

  • @mitunayak8751
    @mitunayak8751 3 ปีที่แล้ว +22

    ହୃଦୟ କିଣିନେଲ ନନା ମୁଁ କୋଉ ଦଳର ନୁହେଁ କେବଳ ମୁଁ ସତ୍ୟର ବରପୁତ୍ର ଭାରତର ସନ୍ତାନ ମୋ ତରଫରୁ ଅଭିନନ୍ଦନ

  • @funnynimapadia6243
    @funnynimapadia6243 3 ปีที่แล้ว +365

    ଏଭଳି ମହାନ ମଣିଷ ଆପଣ ଜୀବନରେ ଦେଖିନଥୀଵେ। Salute you sir

  • @rajkumarmuna2386
    @rajkumarmuna2386 3 ปีที่แล้ว +36

    ସତ୍ୟର ପୂଜାରୀ ଆଚାର୍ଯ୍ୟ ହରିହର ପୁଣି ଜନ୍ମହେଲେ ବୋଲି ମୁଁ ଭାବୁଛି,, ଏ ଆଧୁନିକ ଯୁଗରେ ଏମିତି ମହାମାନବ ବିରଳ l

  • @dharmendrasahoo2301
    @dharmendrasahoo2301 3 ปีที่แล้ว +49

    ରାଜନୀତି କ୍ଷେତ୍ରରେ ଆଦର୍ଶ, ମହାନ ବ୍ୟକ୍ତିତ୍ୱ, କର୍ତ୍ତବ୍ୟ ନିଷ୍ଠା, ଧର୍ମ ପରାୟଣ, ସଚୋଟ ବ୍ୟକ୍ତି ଙ୍କ ନିକଟରେ ଶତ କୋଟି ପ୍ରଣାମ

  • @srikanta671
    @srikanta671 3 ปีที่แล้ว +45

    Very good minister
    ଗୋଟେ ସମାଜ କର୍ମୀ ବହୁତ ଭଲ ଲୋକ

  • @darshansamad9782
    @darshansamad9782 3 ปีที่แล้ว +58

    Time zone from 3:04 to 3:14 Great statement and that's made me crying.. ଦେଶ ରାଜ୍ୟ ବୁଲୁଛି, ଦେଖୁଛି ଲୋକମାନେ କେତେ କଷ୍ଟରେ ରହୁଛନ୍ତି ରାସ୍ତା କଡ଼ରେ ଶୁଉଛନ୍ତି ଆମର ତ ଯାହା ହେଲେ ବି କୁଡିଆ ଘରଟେ ଅଛି .

  • @bhubanandabehera1456
    @bhubanandabehera1456 3 ปีที่แล้ว +217

    ମୋ ପିଲାଦିନୁ ଗୋପବନ୍ଧୁ ଙ୍କ ନା ଶୁଣି ଥିଲି ହେଲେ ଆଖିରେ ଦେଖି ନଥିଲି, ଏବେ କିନ୍ତୁ ପ୍ରକୃତ ଗୋପବନ୍ଧୁ ଙ୍କୁ ଦେଖିଲି

    • @rrodishavillagecomedy7385
      @rrodishavillagecomedy7385 3 ปีที่แล้ว +7

      Hmm re bhai dekho aau sikho tanka Thai kemiti nathila bhali politics karajae

    • @youtubeodisha4980
      @youtubeodisha4980 3 ปีที่แล้ว +3

      Ye puni gopobandhu🤣🤣😅😅😅

    • @sankarsahu7123
      @sankarsahu7123 2 ปีที่แล้ว +1

      @@rrodishavillagecomedy7385 right

  • @lokanathbehera8577
    @lokanathbehera8577 3 ปีที่แล้ว +19

    ଗଣମାଧ୍ୟମ ଭଲ ଶିକ୍ଷା ଟେ ଦେଖାଇଲେ । ଆଜି କା ଦିନ ର ଗୋଟେ ସରପଞ୍ଚ ପଦବୀ ରେ ୫ ବର୍ଷ ରହିଲେ । ୫୦ ବର୍ଷ ବସି ଖାଇଲା ପରିକା ଟଙ୍କା ଏବଂ ଘର ବାରି କିଣି ଦେଉଛନ୍ତି । ନନା ଙ୍କର ମୁଁ ଦେଖିଲି ଜମା ଲୋଭ ନାହିଁ କିଛି ଜିନିଷ କୁ 🙏🙏🙏 ଜଗନ୍ନାଥ ଆପଣ ଙ୍କୁ ଭଲରେ ରଖନ୍ତୁ ।

  • @monishapradhan8012
    @monishapradhan8012 3 ปีที่แล้ว +70

    Salute, pratap sadangi sir. He is a really human being & ideal for everyone.

  • @bighneshdashmohapatra
    @bighneshdashmohapatra 3 ปีที่แล้ว +91

    He is such an idol for humanity I have known him by person since years.

  • @beupdate7733
    @beupdate7733 3 ปีที่แล้ว +15

    ଆରେ ନିଜ ବାପା କରିଥିବା ଘରକୁ ପୁଅ ହେଇ ସେ ଭାଙ୍ଗିବା କୁ ଚାହୁଁ ନାହାନ୍ତି । ଏଇଟା ତାଙ୍କ ମନର କଥା ମନରେ ଅଛି🙏

  • @ranjankumarrath6802
    @ranjankumarrath6802 3 ปีที่แล้ว +178

    Really he is a people's representative, I salute to him.

  • @ramakantapradhan6288
    @ramakantapradhan6288 2 ปีที่แล้ว +3

    ପ୍ରତାପ ନନା ପ୍ରକୁତରେ ସ୍ବାଗତ ଯୋଗ୍ୟ ନେତା ଜୟ ଶ୍ରୀ ରାମ

  • @aruntripathy6941
    @aruntripathy6941 3 ปีที่แล้ว +82

    Salutes to this great politician 🙏🙏🙏

  • @ranjeetmohanty9452
    @ranjeetmohanty9452 3 ปีที่แล้ว +84

    He is a legend in this era (2022).It will be hard to see a politician like him in future.

    • @gurumohanty8208
      @gurumohanty8208 3 ปีที่แล้ว +1

      👍 Agree 100%

    • @gyanaranjanjena9326
      @gyanaranjanjena9326 3 ปีที่แล้ว +1

      Nije bhikari bhlia rahiba thik achi ,ta boli entire family bi sae bhanga ghare rahuchnti, nije jie thik re rahiba janini ,se balesore ra development kn kriba, eta simple life nuha bokami life 😀

    • @odiafoodexplore9168
      @odiafoodexplore9168 3 ปีที่แล้ว +2

      @@gyanaranjanjena9326 ବୋକାମି ନା ମୋ ବାଣ୍ଡ 😡😡😡

    • @gyanaranjanjena9326
      @gyanaranjanjena9326 3 ปีที่แล้ว

      @@odiafoodexplore9168 ହ ବାଣ୍ଡ ମାଘିଆ, ବେଧୂଆ,

  • @durgamadhav9613
    @durgamadhav9613 3 ปีที่แล้ว +13

    ଉତ୍କଳ ମା'ର ଯୋଗ୍ୟ ସନ୍ତାନ , ଏ ଭଳି ବ୍ୟକ୍ତିତ୍ବଙ୍କ ପାଇ କିଛି ପ୍ରଶଂସା ବି ଛୋଟ ମୁଁହ ରେ ବଡ଼ କଥା 🙏💐 ଭଗବାନ୍ ସର୍ବଦା ଘଣ୍ଟା ଘୋଡେ଼ଇ ରଖିଥାନ୍ତୁ 🙏

  • @kalia4402
    @kalia4402 3 ปีที่แล้ว +25

    ଗାନ୍ଧିଜୀ, ଗୋପବନ୍ଧୁ ଙ୍କ ଆଦର୍ଶ ପ୍ରତାପ ନନାଙ୍କ ପାଖରେ ଅଛି,.. ବନ୍ଦେ ଉତ୍କଳ ଜନନୀ, 🙏🙏🙏🙏

  • @manaskumarmallikmk2753
    @manaskumarmallikmk2753 3 ปีที่แล้ว +17

    ଓଡ଼ିଶାର ଦ୍ଵିତୀୟ ଗୋପବନ୍ଧୁ 🙏

  • @bdpyoutubecreation
    @bdpyoutubecreation 3 ปีที่แล้ว +36

    Now a days a sarpanch when get power they became millionaire but pratap nana is only a unique person salute you nana

  • @thebharatglobalpower6411
    @thebharatglobalpower6411 3 ปีที่แล้ว +37

    ନମସ୍ଯ ଆପଣଂକ ଜୀବନ ଶୈଳି ଏବଂ ବିନମ୍ରତା

  • @India11646
    @India11646 3 ปีที่แล้ว +61

    He is a Saint....politics for him is only a way to provide the government help to people, to stand for the poor people.

  • @sanjuktapradhan8200
    @sanjuktapradhan8200 3 ปีที่แล้ว +27

    Super example for Odish population, thank you sir your dedication, May God bless you, forever,👏👏👏👏👍👍👍👍👌👌

    • @nareshmaharana6786
      @nareshmaharana6786 3 ปีที่แล้ว

      ମେଡେମ ଆପଣ ପ୍ରତାପ ବାବୁ ସାବୁବେଳେ ସାହାଯ୍ୟ କରନ୍ତୁ

  • @santoshswain7624
    @santoshswain7624 3 ปีที่แล้ว +50

    World's most real honest politician.

  • @swarnarekhabarik9719
    @swarnarekhabarik9719 3 ปีที่แล้ว +143

    An honest leader of India..🙏🙏🙏

    • @user-yr3ce7vg4c
      @user-yr3ce7vg4c 3 ปีที่แล้ว +1

      Han madam right

    • @thebiswajeet7808
      @thebiswajeet7808 3 ปีที่แล้ว +1

      Yes its True

    • @nigamanandapradhan8490
      @nigamanandapradhan8490 3 ปีที่แล้ว

      Balasore alloys company re 2000 lokanka ghare culli jaluni..
      Rajaniti kariba pain talent darakar..
      Nije ta develope helani, sie nija jillaku kemiti develope kariba.

    • @birasing3528
      @birasing3528 2 ปีที่แล้ว

      @@nigamanandapradhan8490 i appreciate it

    • @lakhuramsoren3301
      @lakhuramsoren3301 2 ปีที่แล้ว

      @@user-yr3ce7vg4c to you

  • @hariharmahapatra8718
    @hariharmahapatra8718 3 ปีที่แล้ว +21

    Honestly and integrity I miss you sir really this is Indian hero bharat maa ra veer putra I'm proud of you

  • @manojparida2852
    @manojparida2852 3 ปีที่แล้ว +12

    ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ବାଲେଶ୍ଵର ମାଟିର ବିର ପୁତ୍ର ତମଙ୍କୁ କୋଟି କୋଟି ପ୍ରଣାମ 🇮🇳🌹🙏🙏🙏

  • @user-RRM
    @user-RRM 3 ปีที่แล้ว +10

    ମୁଖ୍ୟମନ୍ତ୍ରୀ ମହୋଦୟ ନନାଙ୍କ ପାଇଁ ଗୋଟିଏ ଭଲ ପକ୍କା ଘରଟିଏ କରିଦିଅନ୍ତୁ। କେତେ କେତେ ଲୋକ ରାତିକେ ହାତୀ ଆଣୁଛନ୍ତି କେହି ଜାଣିପାରୁ ନାହାନ୍ତି। କେତେ ଭିଜିଲାନ୍ସ ଚଢ଼ାଉ ବି ହେଉଛି। ସେହି ପଇସାରେ ଘର ଖଣ୍ଡିଏ ଗଡ଼ାଇ ଦିଅନ୍ତୁ। ‌ରାଜ୍ୟର ଜଣେ ମହାନ୍ ନେତା ଯଦି ଏମିତି ଘରେ ରହିବେ ତେବେ ରାଜ୍ୟ ବାହାରର ଲୋକେ କହିବେ ଓଡ଼ିଶା ପ୍ରକୃତରେ ଗୋଟିଏ ଗରୀବ ରାଜ୍ୟ।

  • @Jajati24jkd
    @Jajati24jkd 3 ปีที่แล้ว +17

    ଦେଖରେ ସବୁ ଚୋର ଠକ ନେତାଗଣ...ଆମ ପ୍ରତାପ ନନାଙ୍କୁ ....... ତାଙ୍କ ପାଖରୁ କିଛି ଶିଖ ।

  • @DHK8268
    @DHK8268 3 ปีที่แล้ว +2

    ତ୍ଯାଗ ହିଁ ସେବା,ସେବକ ହିଁ ନେତା,ଏ ଯୁଗର ଆଚାର୍ଯ୍ୟ ହରିହର🙏🙏

  • @byangamanbalaram5651
    @byangamanbalaram5651 3 ปีที่แล้ว +4

    🌹ବ୍ୟାଙ୍ଗ ବାଣ 🌹
    ପ୍ରତାପ ବାବୁ ଯେଉଁ ପଦବୀ ରେ ଥିଲେ
    ବିଜୁଜନତା ଦଳରେ ହେଇଥିଲା
    ଜନତାକୁ ଲୁଟି
    ବିଲିଡିଙ୍ଗି କରିଦେଇଥାନ୍ତ
    ହେଲେ ପ୍ରତାପ ବାବୁ ଯେମିତି,, ସେମିତି
    ପ୍ରକୃତ ରେ ଯିଏଜନ ସେବାରେ କରୁଛନ୍ତି
    ତାଙ୍କ ପଥ ଅନୁଷରଣ କରିବାକଥା
    🙏🙏🙏🙏

  • @nareshjena913
    @nareshjena913 3 ปีที่แล้ว +15

    Pratap nana is a genuine honest person and a dedicated leader. He is an example for all leaders.

  • @akankhyamishra5088
    @akankhyamishra5088 3 ปีที่แล้ว +20

    I do not know how effective he is as a leader , but as a human being definitely he is an honest and benevolent person "a positive example of simple living n high thinking".

    • @peep7580
      @peep7580 3 ปีที่แล้ว

      Ya. Very benevolent . He led a mob to kill Graham staines and his 2 small kids in their car on allegation of conversion. He was with Bajrang dal at the time.

    • @akankhyamishra5088
      @akankhyamishra5088 3 ปีที่แล้ว +2

      @@peep7580 you speak as if you had witnessed the entire incident, I am not a political person neither I have any agenda in mind, his simplicity is evident, if he is a culprit n he has a dark side he will be punished by the court that's all I want to say.

    • @Apnatubes
      @Apnatubes 3 ปีที่แล้ว

      @@akankhyamishra5088 right sir. ଏ ହାରାମି ଆଶିଷ ଟା BJD ର ସେଇଥିପାଇଁ ତାକୁ କିଛି ଦେଖା jauni

  • @mrsonu3425
    @mrsonu3425 3 ปีที่แล้ว +2

    Haven't seen anywhere in such a minister.i'm proud of u nd salute of you sir..Every day sir Allways be happy, I pray to God.🙏🙏

  • @ghasiramsandha7833
    @ghasiramsandha7833 3 ปีที่แล้ว +25

    This is a very good example for human being

  • @mihirkumarmohapatra9275
    @mihirkumarmohapatra9275 3 ปีที่แล้ว +1

    ସେହି ଚାଳ ଘର ଥାଉ ତାକୁ ଟିକେ ମରାମତି କରିଦିଅନ୍ତୁ ନାନା... ଜନସାଧରଣଙ୍କ ସେବାରେ ସମୟ ଯାଉ ଅପଙ୍କର ଲୋକ ବହୁତ୍ ଖୁସି ଅଛନ୍ତି ଆପଣଙ୍କ ଉପରେ 🙏🏿🙏🏿

  • @rahulbeheras1771
    @rahulbeheras1771 3 ปีที่แล้ว +10

    Thanks Pratap babu

  • @actionshorts5736
    @actionshorts5736 2 ปีที่แล้ว +3

    We love him.
    We should love him.
    We would love him .
    He is a proud of odisha.
    😍😍😍😍❤️❤️❤️❤️❤️❤️

  • @spicychef..7769
    @spicychef..7769 3 ปีที่แล้ว +1

    so humble and honest man of odisha...really proud of u sir..big fan of u

  • @sugyansekharmahakud7854
    @sugyansekharmahakud7854 3 ปีที่แล้ว +27

    Salute to this legend 🙏🙏🙏

  • @chandanpati6810
    @chandanpati6810 3 ปีที่แล้ว +7

    ବହୁତ କମ୍ ଲୋକ ଏହି ଭଳିଆ ଥାନ୍ତି

  • @aswiniaswini3197
    @aswiniaswini3197 2 ปีที่แล้ว +1

    Dhanya raa odisa sarkar 🙏🙏🙏

  • @debendrapradhan6672
    @debendrapradhan6672 3 ปีที่แล้ว +5

    ନନl ବହୁତ୍ ଭଲ ବ୍ୟକ୍ତି l ନନl ଙ୍କ ସରଳତା ହିଁ ଅମୂଲ୍ୟ ସମ୍ପଦ l ଆହୁ କଣ ଦର୍କାର l

  • @royalbikascreation5846
    @royalbikascreation5846 3 ปีที่แล้ว +1

    ନିର୍ଷ୍ୟାଥ ମଣିଷ ଜଣେ .👌👌👌

  • @tanmayswetapresents8466
    @tanmayswetapresents8466 3 ปีที่แล้ว +22

    No -1 politician ❤️

  • @ଦେବେନ୍ଦ୍ରଫଡନାଭିସ
    @ଦେବେନ୍ଦ୍ରଫଡନାଭିସ 3 ปีที่แล้ว +1

    ଏହି ଭଳି ମଣିଷ ତୋ ବିରଳ ,,,ଆମ ଭାରତ କୁ ଯଦି ଉନ୍ନତ କରିବାର ଅଛି, ତେବେ ଏହି ଭଳି ମହାନ ନେତା ଆବଶ୍ୟକ,,,, ମାନିବାକୁ ପଡିବ ତାଙ୍କୁ,,,, ଜୟ ହିନ୍ଦ ନନା

  • @p643-f1x
    @p643-f1x 3 ปีที่แล้ว +15

    Great leader 🙏

  • @girishchandramishra3966
    @girishchandramishra3966 3 ปีที่แล้ว +1

    Example of true humanity ODISHA always proud for you sir.

  • @haribandhubhoi9161
    @haribandhubhoi9161 3 ปีที่แล้ว +15

    Great Sir

  • @krushnasahoo7401
    @krushnasahoo7401 2 ปีที่แล้ว +1

    I heartily salute Pratap Sarangi an honest leader of India.

  • @thirdeye9492
    @thirdeye9492 3 ปีที่แล้ว +15

    Politics may be done with every Honesty & Dignity.
    Thanks NANA🙏🙏🙏

  • @prasantajena1509
    @prasantajena1509 2 ปีที่แล้ว +1

    Jai shree ram 💐💐💐💐💐🙏💐🌾🌾🌾🌾 salute sir

  • @suriya_tv_channel
    @suriya_tv_channel 3 ปีที่แล้ว +7

    Great sir

  • @prafullabiswal9489
    @prafullabiswal9489 5 หลายเดือนก่อน

    Asset of Odisha and India
    Very honest person
    Koti koti pranam thanku
    Other leaders learn from Pratap Nana

  • @bimaldash2987
    @bimaldash2987 3 ปีที่แล้ว +6

    Salute to this great Leader, big tears rolled my check, Great Hero of Indian politics, he is really Gandhiji of Odisha,🙏🙏🙏🙏

  • @earthisbeautiful2527
    @earthisbeautiful2527 3 ปีที่แล้ว +1

    Only one piece in Indian politics. Thank you sir for your service to mankind.🙏❤️

  • @baladevchuhan3741
    @baladevchuhan3741 3 ปีที่แล้ว +6

    Grate sir

  • @subhampradhan8680
    @subhampradhan8680 3 ปีที่แล้ว +11

    A perfect human to be idealised.Rare and peculiar,indeed.

  • @jitendrakumarjena727
    @jitendrakumarjena727 3 ปีที่แล้ว +4

    Jai Nanaaa🙏

  • @manoranjanmalik2535
    @manoranjanmalik2535 3 ปีที่แล้ว

    Thanks for ur work

  • @pratapbarla17
    @pratapbarla17 3 ปีที่แล้ว +3

    ଅନ୍ୟ ନେତା ମାନେ ପ୍ରତାପ ସାର୍ ଙ୍କ ଠୁ କିଛି ଶିଖିବା ଦରକାର , ନିଜ ବିଷୟ ରେ ଆଗ ନୋ ଭାବି ଜନତା ଙ୍କ ବିଷୟ ରେ ଭାବୁଛନ୍ତି ।

  • @dwitikrishnapanda8764
    @dwitikrishnapanda8764 7 หลายเดือนก่อน

    ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରତାପ ନନା ଙ୍କୁ ଅନ୍ତର୍ଭୁକ୍ତ କରାଯାଉ 🙏

  • @asim_bhagat.786
    @asim_bhagat.786 3 ปีที่แล้ว +8

    Political leaders becomes rich within short time though unethical way but leader like him loves people and solve their problems GREAT WORK WITH HONESTY ♥️🙏🏻

  • @radhashyamtudu9052
    @radhashyamtudu9052 3 ปีที่แล้ว +2

    ଏମିତି ବିରଳ ମଣିଷ ଭାଗ୍ୟରେ ଥିଲେ ମିଳନ୍ତି... ଦୀର୍ଘାୟୁ ହୁଅନ୍ତୁ ... ଜୟ ଜଗନ୍ନାଥ 🙏🙏🙏

  • @deepakpadala4294
    @deepakpadala4294 3 ปีที่แล้ว +5

    Salute

  • @pkroutraydindiantraveler9129
    @pkroutraydindiantraveler9129 3 ปีที่แล้ว +1

    Nana is an unique personality person . 👍

  • @anant_1243
    @anant_1243 3 ปีที่แล้ว +4

    ଯଦି ସାଂସଦ / ପୂର୍ବତନ ମନ୍ତ୍ରୀ ନିଜ ଘର ସଜାଡି ପାରୁନାହାନ୍ତି , ସେଠି ସାଧାରଣ ଲୋକ ସରକାର ଠୁ କି ଆଶା କରିବେ ।

  • @Lucky-sk3lo
    @Lucky-sk3lo 2 ปีที่แล้ว

    ଅନନ୍ୟ,ଅମୟିକ ବ୍ୟକ୍ତି ,ନିର୍ଭୀକ ,ଗୋପବନ୍ଧୁ ସମତୁଲ ।

  • @MeghanadSukuna
    @MeghanadSukuna 6 หลายเดือนก่อน

    Great knowledge,great man .long Live sir

  • @bhuubaneswarranbir5625
    @bhuubaneswarranbir5625 3 ปีที่แล้ว +5

    Really hiro

  • @sagarc2c254
    @sagarc2c254 2 ปีที่แล้ว

    So thank you OTV so beautiful news and thank you Pratap Babu Jay Hind

  • @dashshortvideos
    @dashshortvideos 3 ปีที่แล้ว +5

    He is the real man of Odisha...I'm proud for him that sir belongs from Odisha....

  • @motilaldash4645
    @motilaldash4645 3 ปีที่แล้ว

    ରାଜନୀତି ରେ ରହିଥିବା, ବହୁଥର ଏମ ଏଲ୍ ଏ , ହୋଇଥିବା ଏମ ପି ,କେନ୍ଦ୍ର ମନ୍ତ୍ରୀ ହୋଇଥିବା ଏ ଏଭଳି ବ୍ଯକ୍ତି ଟିଏ ବିରଳ ।ପ୍ରତାପ ନନା ଙ୍କୁ କୋଟି କୋଟି ପ୍ରଣାମ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @prafullatripathy7138
    @prafullatripathy7138 3 ปีที่แล้ว +6

    Honest ହେବାରୁ କେବେ ନନା ଆଗକୁ ଯାଇପାରିବେ ନାହିଁ ଭଗବାନ ତାଙ୍କୁ ସାହାଯ୍ୟ କରନ୍ତୁ

  • @prasantajena1509
    @prasantajena1509 2 ปีที่แล้ว +1

    Salute sir 🙏🙏🙏

  • @Jigyanshoo
    @Jigyanshoo 3 ปีที่แล้ว +10

    A rare leader. God bless him. He knows everything is useless except good karma.

  • @DeepakDas-f6o
    @DeepakDas-f6o 6 หลายเดือนก่อน +1

    That is Baleshwar power 💪🏻🔥💪🏻

  • @pradeepbehera7990
    @pradeepbehera7990 3 ปีที่แล้ว +1

    ଏ ଲୁଟେରା ନିଜ ପାଇଁ ଘରଟିଏ ‌କରିପାରୁ ନାହିଁ ସମାଜ ପାଇଁ କଣ କରିବ। ନା କୋଢିଆମି, ଟିଭିରେ ବାହାରିବା ପାଇଁ ଏକ ହୀନ ପ୍ରୟାସ ଚଲେଇଛି। ଲୋକେ ଏମିତି କେତେ କଥା କହୁଛନ୍ତି।ମୁଁ ତୁମ ପାଇଁ ଘରଟିଏ କରି ଦେବିକି।

  • @subashnayak4311
    @subashnayak4311 3 ปีที่แล้ว +8

    It is almost perfect lider

  • @MrPankajBabluComedy
    @MrPankajBabluComedy 3 ปีที่แล้ว +2

    आप है असली समाज सेवक,,,

  • @letsgovillagevlogs
    @letsgovillagevlogs 3 ปีที่แล้ว +5

    Salute to you❤. Man of simplicity

  • @sanjuptiexpress1571
    @sanjuptiexpress1571 2 ปีที่แล้ว +2

    Nana is a Legend

  • @ramakrishnasmart4479
    @ramakrishnasmart4479 3 ปีที่แล้ว +7

    He is the true leader of india he is honesty person 🙏🙏🙏

  • @DebasishPanda-h3l
    @DebasishPanda-h3l 4 หลายเดือนก่อน

    ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହଉ 🙏🏿🙏🏿🙏🏿🙏🏿🙏🏿ପ୍ରାତପ ନନା

  • @bighnarajjal5548
    @bighnarajjal5548 3 ปีที่แล้ว +7

    He is above the the human, he is Uttakala mani of the days.He is proud of Odisha.

  • @sanketofficial9955
    @sanketofficial9955 หลายเดือนก่อน

    ପ୍ରତାପ ଷଡ଼ଙ୍ଗୀ ବାବା 🙏 ଆପଣ ଏକାହି ଲୋକଙ୍କ ସେବା କରୁଛନ୍ତି।ବାକି ସବୁ ନିଜର ନିଜର ସ୍ୱାର୍ଥ ଲାଗି politcs ରେ ଅଛନ୍।
    ଲଭ ଫର୍ମ ବଲାଙ୍ଗୀର

  • @trinathpaikaray533
    @trinathpaikaray533 3 ปีที่แล้ว +6

    Actual public Representative
    A Big Heart Political Leader

  • @subrtasethi7188
    @subrtasethi7188 3 ปีที่แล้ว

    odisha number one channel 7 million

  • @maachandimata.nuagaon3583
    @maachandimata.nuagaon3583 3 ปีที่แล้ว +5

    ଭାରତ ମା ର ବୀର ସନ୍ତାନ।।।

  • @srikantalipu9749
    @srikantalipu9749 3 ปีที่แล้ว +2

    Nana great ha🙏🙏

  • @umashankarmajhi9997
    @umashankarmajhi9997 3 ปีที่แล้ว +2

    Great honest sir

  • @nigamroutray7306
    @nigamroutray7306 3 ปีที่แล้ว +5

    Modi should not have remove him from minister.he is a true inspiration al leader

  • @somanathacharjya8753
    @somanathacharjya8753 3 ปีที่แล้ว

    Really great 👍👍👍👍👍

  • @suphalkumarbehera4231
    @suphalkumarbehera4231 3 ปีที่แล้ว +8

    Bijay babu A good leader always good Try be good

  • @OdishaEntertainment1998
    @OdishaEntertainment1998 7 หลายเดือนก่อน

    Love you for your work

  • @ajayamitu
    @ajayamitu 3 ปีที่แล้ว +9

    PRADHAN MANTRI AWAS apply kara. Tame MP heiki jadi ghara pauna khatikhia gariba ta rasta kodare soibe. Tamara ta 2 Lakhs upare salary au allowance misi hauthiba monthly.....

    • @thechanakya4006
      @thechanakya4006 3 ปีที่แล้ว

      Se sabu sala2 donate kari douchanti.