"ମୀରା ପରିଡା ଗୋଟେ ପୁରୁଷ ସେ କଣ ପାଇଁ ଆସି କିନ୍ନରଙ୍କ ମଧ୍ୟରେ ରହିଛି ..ସେମାନଙ୍କ ପଇସା ନେଉଛି"
ฝัง
- เผยแพร่เมื่อ 21 ก.ย. 2024
- Halchal Dhamal Link: / @halchaldhamal
Odisha Bhaskar is one of the leading Dailies and Digital Platforms of the state and is coming up with various objectives and issues of human interest since last 17 years. Odisha Bhaskar not only bought a revolution in the media sector but also set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/Odis...
OUR WEBSITE - odishabhaskar....
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#OdishaBhaskar #OdishaNews #BreakingNews #OdishaLatestNews
କେତେ ସୁନ୍ଦର କଥା 🙏🙏🙏 ଏମାନଙ୍କ ହୃଦୟ ଭଲ ଏମାନଙ୍କ ଆଶୀର୍ବାଦ ବି ସମସ୍ତଙ୍କ ପାଇଁ ଭଲ ।।
Write
Right 👍👍👍
କିଛି କୁସଂସ୍କାର ପାଇଁ ଏମାନେ ଆଜି ଅବହେଳିତ।
ଆମ ପରି ସେମାନେ ମଧ୍ଯ ମଣିଷ। ବାକି ରହିଲା ଆଶୀର୍ବାଦ ର କଥା । ମନ ଭିତରୁ ଆଶୀର୍ବାଦ କଲେ କିନ୍ନର ହେଉ ବା ସାଧାରଣ ଲୋକ, ମଙ୍ଗଳ ହିଁ ହୋଇଥାଏ । ଦଶ ଟଙ୍କା ଦେଇ ଆଶୀର୍ବାଦ କିଣିବା ମୁର୍ଖାମି ଅଟେ ।
ଅନ୍ଧ ବିଶ୍ବାସ ଦୁର ହେଉ ।
କିନ୍ନର ମାନଙ୍କୁ ସାଧାରଣ ଜୀବନ ଜିଇଁବାର ଅଧିକାର ସାମାଜିକ ହିସାବ ରେ ଦିଆଯାଉ ।🙏
Yes right 🙏
କିନ୍ନର କାହାକୁ କହନ୍ତି ସେ ପୁରୁଷ ରୁ ତ !!! ଯେ ପୁରୁଷତ୍ବ ହରାଏ ତାକୁ ଟି ???ପୁଣି ସେ ମହିଳା କେମିତି ହେଲା
କିନ୍ନର ମାନେ ବହୁତ୍ ଭଲ ମଣିଷ କିନ୍ତୁ କିଛି ଜଣଙ୍କ ପାଇଁ ଲୋକେ ତାଙ୍କୁ ଅଲଗା ନଜର ରେ ଦେଖନ୍ତି ! God bless them🙏
Nai re bhai se sabu gote gote thaka..adhikansa kinnar nkara ghare gote gote stree chua
Yes right 🙏😘🙏
ଜୟ ଜଗନ୍ନାଥ 🙏🙏🙏
କିନ୍ନର ମାନଙ୍କ ଦାବି ପୂରଣ କର
କିନ୍ନର ମାନେ ବହୁତ ଭଲ
କିଏ କହୁଛନ୍ତି କିନ୍ନର ମାନେ ଅଭଦ୍ର...ଦେଖ କେତେ ୟେ ଭଦ୍ର ଶିକ୍ଷିତଙ୍କ ଠାରୁ ବି ଭଲ...କାରଣ ଏମାନଙ୍କ ହୃଦୟ ସରଳ ଏବଂ ଏମାନେ ନିଷ୍କପଟୀ ....ହଁ କିଞ୍ଚିତ୍ ଖଳ ପ୍ରକୃତିର ଥାଇ ପାରନ୍ତି ହେଲେ ସମସ୍ତେ ନୁହଁନ୍ତି...ଏମାନଙ୍କ ଆଶୀର୍ବାଦ ଆମ ପାଇଁ ବରଦାନ ସଦୃଶ💚
Bala na
ମୋର ସମସ୍ତ କିନ୍ନର ଭଉଣୀ ମାନଙ୍କର ଦାବି ପୂରଣ କରାଯାଉ🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿
ସରକାର ଏ ଦିଗରେ ଦୃଢ଼ ପଦକ୍ଷପ ନେବା ଦରକାର
ସବୁ ଜାଗାରେ ଆମ ଭାସ୍କର ଭାଇନା ଅଛନ୍ତି
Good work
🤣🤣🤣🤣🤣🤣
😄😃
Bhaskar bhaina 🤣🤣🤣
😀😀
🤣🤣🤣🤣
ମୀରା ପରିଡ଼ା ହୁସିଆର ହେଇଯା ।।। କାହା ପଇସା ଖାଇକି ତାମସା ଦେଖାଇବା ସଭାପତି ର କର୍ତ୍ତବ୍ୟ ନୁହଁ । ଜୟ ଜଗନ୍ନାଥ
Cricket Lovers
@@narendradas7 yes bhai ।।।
ଅକ୍ଷୟ ହେଉ ପୁଣ୍ୟ ଜଗତେ ଧର୍ମର ହେଉ ଜୟ 🚩
କେତେ ସୁଦର କଥା🙏🙏🙏 ଏମାନକ ହୁଦୟ ଭଲ ଏମାନକ ଆଶୀବାଦ ବୀ ସମତକ ପାଇଭଲ ଏମାନକ ଦାବି ପୁରାହଉ ଜେ ମା ଦୁଗା ଏମାନକ ସାହାଉହ
ସୁନ୍ଦର କିନ୍ନର ଉପରେ ଭାସ୍କର ନଜର ରହୁଛି au jiye Sundar nuhne taku dekheuni
😂
@@Sandeep_5432 fake ID
@@Sandeep_5432 Tama way of talking thik karantu first then bujhibe kn achi na nahi
Oh ho Amiti ki.
Right vaskar channel nungura
ନ୍ୟାୟ ମିଳିବା ଦରକାର
କିନ୍ତୁ ମୋତେ ଲାଗୁନି ମିଳିବ ବୋଲି
ଏ ଓଡ଼ିଶା ଏଠି ନ୍ୟାୟ ମିଲବା ଆଶା ବହୁତ୍ କମ୍
Hann Bhai tu jaeki justice dei de
ମୀରା ବିଜେଡି ଦଳ ରେ ଗଲାଣି ,ସେ ରାଜନୀତି ରେ ଗଲାଣି ,
ଭଲ କରିଛ ସେ ଭଳି କିନ୍ନର୍ ଠାରୁ ଅଲଗା ହେଇ
Right
Same respect for all people's 🙏
ସତ୍ୟ ସାମ୍ନା କୁ ଆସିବା ଦରକାର 👍
ମୀରା ପରିଡ଼ା ଏ ବିଷୟ ରେ କଣ କହୁସନ୍ତି ଟିକେ ମିଡିଆ ବାଲା ପଚାରନ୍ତୁ 🙏
Really they are unique ❣️
ତମେ କାହାରିକୁ ପଇସା ଦିଅନାହିଁ। ତମେ ଯାହା ବି ରୋଜଗାର କରୁଛ ତାହା ତୁମର। ସେଥିରେ କାହାରି ଭାଗ ନାହିଁ।। ଜୟ ଜଗନ୍ନାଥ।।
ଖାଇ ଦିଅ। କାହିଁକି ଭୋକ ରେ ଅଛ ।
କିଛି କାମ କର ।ଭିକ ମାଗିବା, ବେଶ୍ୟା ବୃତି କରିବା,
ଆଦି କାମ ଛାଡି ସମ୍ମାନ ସହିତ ସାଧାରଣ ଜୀବନ ଯାପନ କର ।
ଠିକ୍ କହିଛନ୍ତି ଆପଣ
Opportunities are less for them
@@jyotiprakashpanda8205
opportunity arrives with effort.
Now a days, employment is a big issue.
one has to come for competition.
For this purpose, they should be educated, trained properly. And the most important is attitude & manner.
so think for best.
Think for a prestigious life.
Think for self dignity. 😌
@@arunchandrahota9072 These people gets abandoned by their parents at a very early age somewhere between 14-15years.Being a teenager they have less knowledge about the society and future.Most of their decision are immature as many of them get into the profession of prostitution for survival.So I don't find a way to fulfill their dreams when life becomes tough for survival at an early age.
Taku job dele sine kama karibe
Reporter ଭାଇ ଜଣଙ୍କ ବହୁତ୍ କଷ୍ଟ କରୁଛନ୍ତି , ବହୁତ୍ ଆଗକୁ ଯିବ ଭାଇ । All the best, god bless you,your hard work 👌👌👌👌👌👌
All creatures of God r same so support and help everyone.
ପ୍ରଭୂ ଶ୍ରୀ ଜଗନ୍ନାଥ ତୁମ ମାନକୁ ଶକ୍ତି ଦିଅନ୍ତି 🙏 ତୁମ ମାନଂକ କଥା ମାନକୁ ଛୁଇଁଲା 👌👌 love you 😘 all
ଆଉ କାହା କାହାଠାରୁ ପଇସା ଖାଇବ ଏ ଶାସକ ଦଳ
ଉପରକୁ ଉଠିବାରେ ବହୁତ ଲୋକଙ୍କର ହାତ ଥାଏ, ଯଦି ଉଠିବା ପରେ ତଳ ଲୋକଙ୍କୁ ନ ଅନାଇବା ତାଙ୍କ କଥା ନ ବୁଝିବା ଗୋଟେ ପ୍ରକୃତ ଜନପ୍ରତିନିଧି ର ପରିଚୟ ନୁହେଁ।
କିନର ଦାବି ପୂରଣ ହେଉ jay Jagannath 🙏🙏🙏🙏🙏
ମୀରା ପରିଡ଼ା ର ଅଭାଦ୍ରମି ବହୁତ୍ ବହୁତ୍ ଅଧିକ
Ta charikhuramu namaskar
Pura chora ta
ସ୍ୱାଭାବିକ କଥା କିନ୍ନର ମୁଖିଆ ହେଇଚି
Really they are so different, unique and so beautiful
how beautiful ,well dressed people these are !!! look at those beautiful sarees 😍
Aji kn Barsha re Oda heiki muhan ru sabu Makeup chadi jaichi sethi pain bodhe Aji sabu Kinnar mane vari sundar disu chanti.. Nahale adhika adhika muhan re boli dei thanti.. Natural face kintu bahut sundar laguchi.
There are some brilliant in their, we should respect their knowledge and their uniqueness.
God bless you mam .. you r pure hearted person
ବହୁତ ସୁନ୍ଦର
ତୁମ୍ଭର ଦାବି ପୂରଣ ହଉ
ପାଣିରେ ଚାଲୁଚି ରେଳ ସବୁବେଳେ ସତେଜ ରହୁ ମୀରା ଙ୍କ ନା କିଛି ନାଇଁ..👍
Apana mane bohot bhala satare ❤️plz government yanka dabi purana karantu
A mananku samman ra saha a mananka adhikar diya jau...... tuma mananka ashirbad bhagya re thile mile bhauni..... nijaku chota boli kain bhabucha....... luv u all.
BAHUTA SUNDAR
Right coschin
Jay Jagannath
Jay Jagannath ❤❤
Meera bahut chalak
Right 👌👌👌👌👌👍👍👍👍👍
Thik kahicha
Transgender ⚧ is part of our society so respect the transgender.
According sannatan dharm transgenders are avtar of mahadev 🙏🏻🕉ardhnareswari.
According to science they are also human being
some genetically mutation occurs in their body so they behave like both man and woman. So respect every body
Not only human but also animals.
Ryt Mr Adi...
Jay jagannath god bless yu
Investigation must both
Beautiful madichla
Very nice story.
Ati sundar loka amane amanaka hrudaya bahut sundar 🙏🙏🙏
We r with you 🙏 ...they should b respected
I am agree
Ryt
Jayjagannath.b
I 💯% support u
👍👍👍👌👌👌👌Nice ରିପୋର୍ଟିଂ
Good news
jay jagannath
jaha karcja bhal
ଆପଣମାନେ ରୋଜଗାର କରୁଥିବା ଟଙ୍କା କୁ କାହାକୁ ଦିଅନ୍ତୁ ନାହିଁ l ସେ ପଇସା ରେ ଆପଣମାନେ ଖୁସି ରେ ରୁହନ୍ତୁ
Jaha b heu bohut Sundar laguchanti samaste ❤️God bless you Sister's 🙏
Tnks pls well come .
All the people should be join in ORTC as condtor , other office staff as for education , peon to -++
Right
Take action the Odisha govt
#Respect for our #society_members
God bless you🙏 all kinner sister👭
Bahut sundara kiran mane
Apana Tik 🙏🙏🙏
Beautiful video
ସରକାର କିନ୍ନର ମାନଙ୍କ ଦାବି ପୂରଣ କର ଜୟ ଜଗନ୍ନାଥ.....🙏🏻🙏🏻🙏🏻
Very nice 👍
Pura thik katha didi..
Justice milu 🙏🙏🙏🙏
ODISHA BHASKAR NEWS khali sundar kinnar mananku dekhauchii... Jiye tk bhala dekha jauni...taa.uoare camera focus naunii... Bhari chalak
Bahut bhala manisha tume
Amananka dabi purana hau se mira ku arest karajua sata kn jana padiba kete sundar laguchi amanka katha khusi laguchi God bless u all maa mananku
Au 10 tanka naa dele jau bhasa kahiki jaucha.....kie kau situation re thiba seita tume bujhani
Bahut bhalo kahilo bhai
Important
Emane bahut vala mate asirbad karichanty
Jay jagannath bhalare rakhantu maa🙏🙏🙏🙏
Good
କିନ୍ନର ମାନେ କାମ କରି ଚଳୁ ନାହାନ୍ତି କାହିଁକି?
Plz bhai aapan kam daunahanti
Tame tike kama khojidia karibe semane
Kamo diantu nije jadi taha heithantu tahele janithante
Right
Tanka pain kama thilet, jadi kama thanta paisa maginathante
Jay Jaganath Swami naynpatha Gami Bahba tume 🙏🙏
God bless you
Beautiful
Madichala
Carry on babu
ବହୁତ ବଢିଆ
ଏମାନଙ୍କ ଦାବି ପୁର୍ଣ୍ଣ କରାଯାଉ gov...
Thik Katha ...Ati sundar katha
Odisha sarkar pura dhila hei galani 😭😭😭😭
ri8
Jay jagnnath
ହେ ଭଗବାନ୍ 🥺🥺🥺🥺🥺🥺🥺🥺🥺🥺🥺🥺🥺🥺🥺🥺🥺🥺🥺
God bless you ✨❤
Jay Jagannath sarakar plz dabi shighra sunantu 🙏🙏🙏
Unity is very important..
ସରକାର କିନ୍ନର ମାନଙ୍କ ସମସ୍ୟା ସମାଧାନ କରନ୍ତୁ। ସମ୍ମାନର ସହ ଜୀବନ ଧାରଣ କରିବାକୁ ସହଯୋଗ କରନ୍ତୁ
Jay Jagannath ji ki jai ho
Right.......
Jay jagannath sisters good bless you
Thanks to Pandian making Odia kinr
Ok didi 🙏🙏🙏😭😭
Well said the 1st person in yellow saree point to point thanks for protect God bless you all ..