ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ହେ ଭଗବାନ୍ ମୋର ଏତିକି ପ୍ରାର୍ଥନା କି ମତେ ମୋ ପିଲା ଦିନ ଫେରେଇ ଦିଅ
ମୋର ବି ବହୁତ ଇଛା ହେଉଛି
Tate bhagban 2month baby kari diantu
ଆରେ ଭାଇ ତମକୁ ପୁଣି ପାଠ ପଢ଼ିବାକୁ ପଡ଼ିବସାର୍ ଙ୍କ ଛାଟ ସବୁ ଖାଇଇବାକୁ ହବବୋର୍ଡ ପରୀକ୍ଷା ଦେବାକୁ ପଡ଼ିବ😀😀😀😀😀😀😀😀😀😀
@@manasranjan7703 😜😜
@@thinkbigchangelife211 ହଁ ହେଲେ ହବ ମାଡ଼ ସିନା ଖାଇବି ହେଲେ ପିଲା ଦିନ ବଦମାସ୍ ତ ପାଇବି ଭାଇ
ଭାଇ ଓ ଭଉଣୀ ମାନେ କି ସୁନ୍ଦର ଥିଲା ସେ ପିଲା ଦିନ ତାହାର କଥା କହିଲେ ନ ସରେ । ସେଦିନର Blackend White TV ର ଖୁସି ଆଜିର LCD TV Wifi Connection ରେ ବି ନାହିଁ । ସମସ୍ତେ ୩ ଟା ହେଲେ ଟିଭି ଆଗରେ ବସିଯାନ୍ତି ପରିବାର ସହିତ । ବହୁତ ମନେ ପଡ଼ୁଚି ସେ ପିଲାଦିନ କଥା ।
Right 💯💯💯
ପିଲାବେଳେ TV ଦେଖିବା ପାଇଁ କେତେ ମାଡ଼ ଖାଇଛି ସେକଥା ମନେ ପଡିଲେ ବହୁତ ଖୁସି ଲାଗୁଛି। ସତରେ ସେ ଜମାନା କଣ ଥିଲା
Mu bi 😢
sata
ଆପଣଙ୍କୁ ଧନ୍ୟବାଦ ପୁରୁଣା ସୃତି ମନେ ପକେଇ ଥିବାରୁ 🙏🙏
ମନେ ପଡ଼ିଗଲା ସେ ପିଲା ଦିନ କଥା black and white tv ଆଉ କଥା ସରିତା ସେ ଯୋଉ ମଜା ଆଉ କଣ ଫେରିବ କି
ଛୋଟବେ ସ୍କୁଲରୁ 4 ଟା ବେଳେ ଆସିଲା ବେଳକୁ କାହାଣୀଟି ଅଧା ହୋଇଯାଇଥାଏ ସେତେବେଳେ ଓ କି ଦୁଃଖ 😢😀😀😀🤭🤭
Satare bhai ki dukha thila se dina
Hn pa ...kuade gala se dina
ଦୟାକରି ଚତୁର ବିନୋଦର ସବୁ ଏପିସୋଡକୁ ଅପଲୋଡ କରନ୍ତୁ...
👍
😢😢 ହେ ସମୟ ମୋ ପିଲା ଦିନ ମୋତେ ଫେରେଇ ଦିଅ 🙏🏻
ବହୁତ୍ ବଢିଆ ଗପ ❤️
ଯାହା ହଉ ଭାଈ ପୁରୁଣା ଓଡ଼ିଆ seriel ତୁମରି ପାଈଁ ବଞ୍ଚି ରହିଛି। ମୋତେ ବୋହୁତ ଭଲ ଲାଗେ ଏଇ ଭଳି seriel। କଥା ସରିତା ର ପ୍ରଥମ tune ଟା ପୁରୁଣା ଅତୀତ କୁ ମନେ ପକେଇ ଦିଏ ❤❤😌😌
Childhood memory ❤️ ❤️ miss u sehi pila Dina ra time 😔
ପିଲାଦିନ ସୁନ୍ଦର ଥିଲା
ଏ ଭିଡ଼ିଓ ଦେଖିଲା ପରେ ମୋର ସେ ପିଲାଦିନ କଥା ମନେ ପଡି ଗଲା 🥰🤩🥰
ପିଲାଦିନ ମନେପଡ଼ିଗଲା 🙂
ପିଲା ଦିନର କଥା ସବୁ ମନେ ପଡିଗଲା 😊😊😊. ଅତି ସୁନ୍ଦର ଲାଗିଲା ପୁଣି ଏ ଗପ ସୁଣିକି ❤❤❤
ମୋ ପିଲା ଦିନ କଥା ମନେ ପଡିଗଲା😭😭😭😭
କେତେ ଭଲ ଥିଲା ମୋ ପିଲାଦିନ | ଯେମିତି ଘଣ୍ଟା ରେ 3 ବାଜୁ ଥିଲା ମୁ ଘର ଲୋକ ଙ୍କ ସହ ବସିକି କଥା ସରିତା ଦେଖୁଥିଲି ଆଉ ଥରେ ମୋ ପିଲାଦିନ ଫେରି ଆସନ୍ତା କି ❤️🥰
Mu bi bhai 3 bajile
Mun bi miss you pila Dina 😭😭😭😭
Bhai eei serial kou year re telecast hauthila? Kahiparibe ki
Mu bi
I thing 2006/ 2007 re
ଛୋଟ ବେଳେ ଆମ ଘରେ ଟିଭି ନ ଥିଲା 😭ପଡିଶା ଘରେ କେତେ କଷ୍ଟରେ ଟିକେ ଟିଭି ଲଗାଉଥିଲେ 😭ଆମେ ଦେଖିବୁ ବୋଲି 😍କିନ୍ତୁ ଏବେ ଟିଭି ଅଛି ହେଲେ ଦେଖିବାକୁ ଆଉ ଇଚ୍ଛା ନାହିଁ 😭😭ଏବେ ଆଉ ସେମିତିକା ସେରିଆଲ ଗପ ଫିଲ୍ମ କାହିଁ 🤔🤔
ସତ କହୁନ mobile ହେଇଗଲା ଦିନଠୁ tv ଆଉ କେହି ପଚାରୁ ନାହାନ୍ତି
@@odiajhiagita6175 😄😄
ମନ କଥା କହି ଦେଲ ଦିଦି❤.....
Good story in odisha
Right didi
ଆଉ ଗୋଟିଏ ନୁଆ ଗପ upload କରନ୍ତୁ, ଏ ଗପ ବହୁତ କୌତିକ ଲାଗିଲା 🥰🥰
ମୋ ପିଲା ଦିନ ର ସବୁ ସ୍ମୃତି ଏହି କଥା ସରିଥା ଦେଖିଲା ବେଳକୁ ବହୁତ ମନେ ପଡୁଛି। Miss u my child life 😢😢😢
ମୋର ଅତି ପ୍ରିୟ ଗପ ddodia ରେ 🥰🥰😘😘
ବହୁତ୍ ସୁନ୍ଦର
ଆଃ କି ମସ୍ତ୍ ଦିନ ଥିଲା ଟିଭି ରେ network ପାଉ ନ ଥିବ ଟିକିଏ anntena ହଲେଇ ଦେଇ ଆସିବି ଟିକେ ଚାଲିବ ପୁଣି ଝିଲ୍ ଝିଲ ପୁଣି ହଲେଇ ଆସିଲେ ପୁଣି ଚାଲିବ ପୁଣି ଏମିତି ଦିନ ଫେରି ଆସନ୍ତା କି
ମୁଁ ପାଞ୍ଚ ବର୍ଷ ହେଇଥାଏ ମୋର just ଟିକେ ଟିକେ ମନେ ପଡୁଛି love u ପିଲା ବେଳ
Tor bl mane achi mgh 🤬
ଓଡ଼ିଆ ପ୍ରତି ଧ୍ୟାନ ଦିଅନ୍ତୁ, ଡିଡି ଓଡ଼ିଆର କତୃପକ୍ଷ...କୁମ୍ଵାର ନୁହେଁ ସେଇଟା "କୁମ୍ଭାର"
Wow❤
My favourite katha sarita.thanks for upload this video.
Wow 😊😊
Old is gold ❤❤Hajigala sabu puruna dina😢😢😢
❤
ଅତି ସୁନ୍ଦର କାହାଣୀ।
Tq bhau❤
ଛୋଟ ବେଳ କଥା ବହୁତ୍ ମନେ ପଡୁଛି😢😢
Rakhi apa voice...🥰🥰
E story ku jete thara dekhile bi nua laguchi
ସେପିଲା ଦିନ କଥା ମନେ ପଡୁଚି
ସତ ହିଁ ସତ
Super Kathani ❤❤❤❤❤❤❤❤
ବହୁତ ଦିନ ପରେ ଦେଖିଲି ବହୁତ ଖୁସି ଲାଗିଲା...I love ଆଇ ମା କାହାଣୀ 🌹🌹❤️❤️❤️👍💘
Mo jeje maa katha mane padigala😭😭😭😭😭❤
Mor bi tama katha mane padigala re beauty
My favourite katha sarita
Bahut sunder
Old memories Mane padile Kanda laguchhi😅😅😅
👌👌👌👌
Very nice ଗପ
ମୁଁ ପିଲା ଦିନେ ଏଇ ଗପ ଶୁଣି ଶୁଣି ସୋଇ ପଡ଼ୁଥିଲି ସତରେ ସେ ଦିନ ଭଳି ଏବେ ଆଉ ସେ ସମୟ ନାହିଁ
ସତରେ ପିଲା ଦିନର କଥା ମନେ ପଡ଼ିଯାଏ ମିସ୍ ୟୁ
Bahut Mane paduchi chota bela ra katha
ସେପିଲାଦିନକିଏଭୁଲିବ, ସେକଳାଧଳାଟିଭିକୁ।ମା,ଙ୍କଗାଳି।
Bahut sundar ❤
Miss my childhood memories 😘🥺
Ati sundar story 💐
Miss you the children moment
Jay jagannath jay pitamata ati sundar
My best serial and top one seriel of odisha
ପିଲାବେଳେ ସଦାବେଳେ ଏ ସେରିଆଲ୍ ଦେଖେ 🥺
E story bahut bhala lage mu pila bele dekhithili
Old is gold 💞💞💞
Really khatasarita mo pila Dina katha mane padeee❤️❤️❤️❤️❤️
ପିଲା ବେଳ ର କଥା ମନେ ପଡ଼ିଲା ବାସ୍ତବ ରେ । ସେଦିନ ର ଖୁସି ଥିଲା ଅଲଗା ପ୍ରକାରର ଆଜି ଏଇ ଇଣ୍ଟରନେଟ୍ ଦୁନିଆ ରେ ସେ ଖୁସି ନାହିଁ ଆଉ
🤘
Old is gold
Nice6😊
ଧନ୍ୟବାଦ ଏହି ଭିଡ଼ିଓ upload କରିଥିବାରୁ
best chanel in india.. ❤❤
Se piladina katha .au mo premika ..❤❤
Miss you my childhood memories
aa re piladina😭😭😭
Bahuta dina pare dekhu bahuta khusi lagila: thanx to dd odia
Beautiful Story
Pila dina bahutu bhala thila miss you 😭😭😭😭😭
♥️🥰❤️♥️
Bapa nka too gali suniki bi luchi luchi ki dekhuthilu 😭❤❤😂
My child hood memory.
Sata katha mam
Childhood memories 😢
Mate mo pila Dina jetebele mane pade mun Katha Sarita dekhe se Kan Dina thila 😥🥰🥰🥰🥰🥰🥰🥰🥰
Very interesting story I like it 👌
Memories moment
Childhood memories sabu Mane padigala🤩🤩🤩
Kuade gala se dina au ki feriba se dina😢❤
❤❤❤❤
Very very nice 👍👍👍👍❤❤❤❤❤
Old is gold ଛୋଟ ସମୟରେ ଦେଖୁ ଥିଲୁ
Thank u bro for uploading
ThanQ DD Odia!!! You really brought our childhood memory back
Jay jagannath swami nayana patha grami bhaba tume🪔 🙌👏🙏🙏🙏🙏🙏🥥🍈🍌
Wow
Got emotional after reminding those days
👌👌 old is gold
ମତେ ଭାରି ପସନ୍ଦ ଲାଗିଲା ଜେଜେମା
Pila bela ra best memories
Plz.. auu thare.eii.. Katha Sarita ku start karantu😊
Mana katha tiea kahile🙏
Super story
Missing those beautiful memories
My childhood refreshed again
Hara Ratha...❤❤
Badhiya gapa
This channel is so imotion for my child hood
Nice story
ହେ ଭଗବାନ୍ ମୋର ଏତିକି ପ୍ରାର୍ଥନା କି ମତେ ମୋ ପିଲା ଦିନ ଫେରେଇ ଦିଅ
ମୋର ବି ବହୁତ ଇଛା ହେଉଛି
Tate bhagban 2month baby kari diantu
ଆରେ ଭାଇ ତମକୁ ପୁଣି ପାଠ ପଢ଼ିବାକୁ ପଡ଼ିବ
ସାର୍ ଙ୍କ ଛାଟ ସବୁ ଖାଇଇବାକୁ ହବ
ବୋର୍ଡ ପରୀକ୍ଷା ଦେବାକୁ ପଡ଼ିବ
😀😀😀😀😀😀😀😀😀😀
@@manasranjan7703 😜😜
@@thinkbigchangelife211 ହଁ ହେଲେ ହବ ମାଡ଼ ସିନା ଖାଇବି ହେଲେ ପିଲା ଦିନ ବଦମାସ୍ ତ ପାଇବି ଭାଇ
ଭାଇ ଓ ଭଉଣୀ ମାନେ କି ସୁନ୍ଦର ଥିଲା ସେ ପିଲା ଦିନ ତାହାର କଥା କହିଲେ ନ ସରେ । ସେଦିନର Blackend White TV ର ଖୁସି ଆଜିର LCD TV Wifi Connection ରେ ବି ନାହିଁ । ସମସ୍ତେ ୩ ଟା ହେଲେ ଟିଭି ଆଗରେ ବସିଯାନ୍ତି ପରିବାର ସହିତ । ବହୁତ ମନେ ପଡ଼ୁଚି ସେ ପିଲାଦିନ କଥା ।
Right 💯💯💯
ପିଲାବେଳେ TV ଦେଖିବା ପାଇଁ କେତେ ମାଡ଼ ଖାଇଛି ସେକଥା ମନେ ପଡିଲେ ବହୁତ ଖୁସି ଲାଗୁଛି। ସତରେ ସେ ଜମାନା କଣ ଥିଲା
Mu bi 😢
sata
ଆପଣଙ୍କୁ ଧନ୍ୟବାଦ ପୁରୁଣା ସୃତି ମନେ ପକେଇ ଥିବାରୁ 🙏🙏
ମନେ ପଡ଼ିଗଲା ସେ ପିଲା ଦିନ କଥା black and white tv ଆଉ କଥା ସରିତା ସେ ଯୋଉ ମଜା ଆଉ କଣ ଫେରିବ କି
ଛୋଟବେ ସ୍କୁଲରୁ 4 ଟା ବେଳେ ଆସିଲା ବେଳକୁ କାହାଣୀଟି ଅଧା ହୋଇଯାଇଥାଏ ସେତେବେଳେ ଓ କି ଦୁଃଖ 😢😀😀😀🤭🤭
Satare bhai ki dukha thila se dina
Hn pa ...kuade gala se dina
ଦୟାକରି ଚତୁର ବିନୋଦର ସବୁ ଏପିସୋଡକୁ ଅପଲୋଡ କରନ୍ତୁ...
👍
😢😢 ହେ ସମୟ ମୋ ପିଲା ଦିନ ମୋତେ ଫେରେଇ ଦିଅ 🙏🏻
ବହୁତ୍ ବଢିଆ ଗପ ❤️
ଯାହା ହଉ ଭାଈ ପୁରୁଣା ଓଡ଼ିଆ seriel ତୁମରି ପାଈଁ ବଞ୍ଚି ରହିଛି। ମୋତେ ବୋହୁତ ଭଲ ଲାଗେ ଏଇ ଭଳି seriel। କଥା ସରିତା ର ପ୍ରଥମ tune ଟା ପୁରୁଣା ଅତୀତ କୁ ମନେ ପକେଇ ଦିଏ ❤❤😌😌
Childhood memory ❤️ ❤️ miss u sehi pila Dina ra time 😔
ପିଲାଦିନ ସୁନ୍ଦର ଥିଲା
ଏ ଭିଡ଼ିଓ ଦେଖିଲା ପରେ ମୋର ସେ ପିଲାଦିନ କଥା ମନେ ପଡି ଗଲା 🥰🤩🥰
ପିଲାଦିନ ମନେପଡ଼ିଗଲା 🙂
ପିଲା ଦିନର କଥା ସବୁ ମନେ ପଡିଗଲା 😊😊😊. ଅତି ସୁନ୍ଦର ଲାଗିଲା ପୁଣି ଏ ଗପ ସୁଣିକି ❤❤❤
ମୋ ପିଲା ଦିନ କଥା ମନେ ପଡିଗଲା😭😭😭😭
କେତେ ଭଲ ଥିଲା ମୋ ପିଲାଦିନ | ଯେମିତି ଘଣ୍ଟା ରେ 3 ବାଜୁ ଥିଲା ମୁ ଘର ଲୋକ ଙ୍କ ସହ ବସିକି କଥା ସରିତା ଦେଖୁଥିଲି ଆଉ ଥରେ ମୋ ପିଲାଦିନ ଫେରି ଆସନ୍ତା କି ❤️🥰
Mu bi bhai 3 bajile
Mun bi miss you pila Dina 😭😭😭😭
Bhai eei serial kou year re telecast hauthila? Kahiparibe ki
Mu bi
I thing 2006/ 2007 re
ଛୋଟ ବେଳେ ଆମ ଘରେ ଟିଭି ନ ଥିଲା 😭ପଡିଶା ଘରେ କେତେ କଷ୍ଟରେ ଟିକେ ଟିଭି ଲଗାଉଥିଲେ 😭ଆମେ ଦେଖିବୁ ବୋଲି 😍କିନ୍ତୁ ଏବେ ଟିଭି ଅଛି ହେଲେ ଦେଖିବାକୁ ଆଉ ଇଚ୍ଛା ନାହିଁ 😭😭ଏବେ ଆଉ ସେମିତିକା ସେରିଆଲ ଗପ ଫିଲ୍ମ କାହିଁ 🤔🤔
ସତ କହୁନ mobile ହେଇଗଲା ଦିନଠୁ tv ଆଉ କେହି ପଚାରୁ ନାହାନ୍ତି
@@odiajhiagita6175 😄😄
ମନ କଥା କହି ଦେଲ ଦିଦି❤.....
Good story in odisha
Right didi
ଆଉ ଗୋଟିଏ ନୁଆ ଗପ upload କରନ୍ତୁ, ଏ ଗପ ବହୁତ କୌତିକ ଲାଗିଲା 🥰🥰
ମୋ ପିଲା ଦିନ ର ସବୁ ସ୍ମୃତି ଏହି କଥା ସରିଥା ଦେଖିଲା ବେଳକୁ ବହୁତ ମନେ ପଡୁଛି। Miss u my child life 😢😢😢
ମୋର ଅତି ପ୍ରିୟ ଗପ ddodia ରେ 🥰🥰😘😘
ବହୁତ୍ ସୁନ୍ଦର
ଆଃ କି ମସ୍ତ୍ ଦିନ ଥିଲା ଟିଭି ରେ network ପାଉ ନ ଥିବ ଟିକିଏ anntena ହଲେଇ ଦେଇ ଆସିବି ଟିକେ ଚାଲିବ ପୁଣି ଝିଲ୍ ଝିଲ ପୁଣି ହଲେଇ ଆସିଲେ ପୁଣି ଚାଲିବ ପୁଣି ଏମିତି ଦିନ ଫେରି ଆସନ୍ତା କି
ମୁଁ ପାଞ୍ଚ ବର୍ଷ ହେଇଥାଏ ମୋର just ଟିକେ ଟିକେ ମନେ ପଡୁଛି love u ପିଲା ବେଳ
Tor bl mane achi mgh 🤬
ଓଡ଼ିଆ ପ୍ରତି ଧ୍ୟାନ ଦିଅନ୍ତୁ, ଡିଡି ଓଡ଼ିଆର କତୃପକ୍ଷ...
କୁମ୍ଵାର ନୁହେଁ ସେଇଟା "କୁମ୍ଭାର"
Wow❤
My favourite katha sarita.thanks for upload this video.
Wow 😊😊
Old is gold ❤❤
Hajigala sabu puruna dina😢😢😢
❤
ଅତି ସୁନ୍ଦର କାହାଣୀ।
Tq bhau❤
ଛୋଟ ବେଳ କଥା ବହୁତ୍ ମନେ ପଡୁଛି😢😢
Rakhi apa voice...🥰🥰
E story ku jete thara dekhile bi nua laguchi
ସେପିଲା ଦିନ କଥା ମନେ ପଡୁଚି
ସତ ହିଁ ସତ
Super Kathani ❤❤❤❤❤❤❤❤
ବହୁତ ଦିନ ପରେ ଦେଖିଲି ବହୁତ ଖୁସି ଲାଗିଲା...
I love ଆଇ ମା କାହାଣୀ 🌹🌹❤️❤️❤️👍💘