ଅକ୍ଷୟ ତୃତୀୟାରେ ପ୍ରତିଷ୍ଠା ହେବ ଦିଘା ଜଗନ୍ନାଥ ମନ୍ଦିର, ୨୫୦ କୋଟି ବ୍ୟୟରେ ନିର୍ମାଣ କରିଛନ୍ତି ପଶ୍ଚିମବଙ୍ଗ ସରକାର

แชร์
ฝัง
  • เผยแพร่เมื่อ 26 ม.ค. 2025

ความคิดเห็น • 153

  • @santoshgour9271
    @santoshgour9271 หลายเดือนก่อน +117

    ଯେତେ ଜଗନ୍ନାଥଙ୍କ ମନ୍ଦିର ହେବ ସେତେ ଭଲ। ଉତ୍କଳ ସଂସ୍କୃତିର ପ୍ରଚାର, ପ୍ରସାର ହେଉଛି।

    • @tulugaming7278
      @tulugaming7278 หลายเดือนก่อน +4

      Hmm jay Jagannath 🙏🙏

    • @Commonmantalk1996
      @Commonmantalk1996 หลายเดือนก่อน +5

      ଜଗନ୍ନାଥ କେବଳ ଉତ୍କଳ ର ନୁହନ୍ତି ସେ ଜଗତ ର ନାଥ ଜଗନ୍ନାଥ

  • @tapantulu
    @tapantulu หลายเดือนก่อน +8

    ଜୟ ଜଗନ୍ନାଥ। ଜଗନ୍ନାଥଙ୍କ ମନ୍ଦିର ପୃଥିବୀର ସବୁ ଯାଗାରେ ତିଆରି ହେଉ। ସବୁ ପ୍ରଭୁ ଙ୍କ ର ଈଛା। ସନାତନ ଧର୍ମ ଜୟ।

  • @ashishbabulu6768
    @ashishbabulu6768 หลายเดือนก่อน +19

    ବହୁତ ଭଲ ହେଲା ସଳା ଆମ ପୁରୀକୁ ଏ ବଙ୍ଗାଳୀମାନେ ଆସି ପୁରା ଖରାପ କରୁଥିଲେ । ଆମ ଜଗନ୍ନାଥ ମହାପ୍ରଭୁ ସାରା ବିଶ୍ୱର ଠାକୁର ଯେତେ ମନ୍ଦିର ନିର୍ମାଣ ହବ ସେତେ ଆମ ସନାତନ ଧର୍ମର ପ୍ରଚାର ପ୍ରସାର ହବ।ଜୟ ଜଗନ୍ନାଥ🙏🚩🚩🚩

    • @SandeepSharma-f4u
      @SandeepSharma-f4u หลายเดือนก่อน

      Samudra gote karideu budhii😅

  • @odfactduniya
    @odfactduniya หลายเดือนก่อน +14

    ଜଗତ ର ନାଥ ଆମ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସେ ଇଛା ମାୟା ଠାକୁର ତାଙ୍କ ଇଛା ବିନା ଏଠି କିଛି ବି ହେବା ସମ୍ଭବ ନୁହେଁ। ଯାହା ହେଉଛି ତାଙ୍କ ଇଛା ରେ ବହୁତ ଭଲ କଥା ମନ୍ଦିର ହେଉ ମହାପ୍ରଭୁ ଙ୍କ ର ଆଉ ସନାତନ ଧର୍ମ ର ପ୍ରଚାର ପ୍ରସାର ହେଉ। ହେଲେ କିଛି ମନ୍ଦ ଉଦ୍ୟଶ ନରହୁ ଯେମିତି ରସଗୋଲା କୁ ନେଇ ବିବାଦ ହେଇଥିଲା। 🚩🚩🚩🚩ଜୟ ଜଗନ୍ନାଥ 🙏🙏🙏🙏

  • @jagannathbhagwan9385
    @jagannathbhagwan9385 หลายเดือนก่อน +56

    ଵଙ୍ଗାଳି ମାନେ ଓଡ଼ିଶା ଓଡିଆ ଙ୍କୁ ଅନୁସରଣ କରିବା ଅଭ୍ୟାସ କିନ୍ତୁ ପୁରୀ ଜଗନ୍ନାଥ ମନ୍ଦିର ସହିତ ଯେକୌଣସି ମନ୍ଦିର ସହିତ ତୁଳନା କରାଯାଇ ପାରିବ ନାହଁ

  • @manoranjanbagarty2675
    @manoranjanbagarty2675 26 วันที่ผ่านมา +1

    Jay Jagannath Radha Krishna 🌺💩🌺💩🙏🙏

  • @Rinku-j6u3s
    @Rinku-j6u3s หลายเดือนก่อน +3

    ବଙ୍ଗଳାରେ ଜେଉଭଳି ରସଗୋଲ ପ୍ରଥମେ ଆମେ ତିଆରି କରିଥୀଲୁ ସେହିଭଳି ଜଗନାଥ ମନ୍ଦିର ତିଆରି କରି କହିବେ ଆମ ମନ୍ଦିର ପ୍ରଥମେ ତିଆରି ହୋଇଛି ଜେମିତି କହୁଛନ୍ତି ସୁବାସ ଚ଼ନ୍ଦ୍ର ବୋସ ଆମଦେସର

  • @dilipkumarmaliklipu6330
    @dilipkumarmaliklipu6330 หลายเดือนก่อน +1

    Jagannath dham puri⭕‼️⭕

  • @dillipkumarprusty1427
    @dillipkumarprusty1427 หลายเดือนก่อน

    I❤love.my.digha.tempul❤2o25

  • @dilipkumarmaliklipu6330
    @dilipkumarmaliklipu6330 หลายเดือนก่อน

    Maha prabhu ⭕‼️⭕sri Jagannath ki jay.. Jay jagannath dhaam puri🙏🏽🙏🏽🙏🏽

  • @chakradharapati4080
    @chakradharapati4080 หลายเดือนก่อน +3

    ଜଗନ୍ନାଥ ଙ୍କୁ ଚିହ୍ନଵା ପାଇଁ ଅନେକ ଜନ୍ମ ଲାଗିବ ଜିଵ,,, କେବଳ ଭାବରେ ବାନ୍ଧି ପାରିଵ

  • @Rinku-j6u3s
    @Rinku-j6u3s หลายเดือนก่อน +3

    ମମତା ଦେସ ଦ୍ରୋହ ଥୀ ଲେ ଏବେ ଧରମ ଦ୍ରୋହି ହୋଇଗଲେ

  • @biswajitblockmaster6035
    @biswajitblockmaster6035 หลายเดือนก่อน +6

    Bahut Badhiaa katha kahile Aasam C.M.

  • @satyasadhansahoo7218
    @satyasadhansahoo7218 หลายเดือนก่อน

    Jai jagannath....
    Mamata banerjee nk upare maha Prabhu nk emiti krupa rahu...

  • @santanuparida4829
    @santanuparida4829 หลายเดือนก่อน +4

    ପୁରୀ ପୁରୀ ଦିଘା ଦିଘା ଜୟ ଜଗନ୍ନାଥ

  • @upperprimaryodisha3797
    @upperprimaryodisha3797 18 วันที่ผ่านมา

    ଜୟଗୁରୁ ଜୟ ଶ୍ରୀଜଗନ୍ନାଥ।

  • @BarunakumarnayakBarunakumar
    @BarunakumarnayakBarunakumar หลายเดือนก่อน +2

    ଜୟ ଜଗନ୍ନାଥ ଜୟ ମା ମହା ଲକ୍ଷ୍ମୀ 🙏🙏🙏🙏🙏🙏🙏

  • @pinku_005
    @pinku_005 หลายเดือนก่อน +27

    ହଉ ଭଲ ବଙ୍ଗାଳି ଙ୍କ ଉପରେ ଜଗନ୍ନାଥ କୃପା କରନ୍ତୁ, ଏଠି ଆସି ବଙ୍ଗାଳି ଭିଡ଼ ନ କରନ୍ତୁ। ଆମେ ଓଡ଼ିଆ ଲୋକ ଭାରି ହଇରାଣ ହେଉଛୁ ଜଗନ୍ନାଥ ଦର୍ଶନ କରିବା ରେ।

    • @amiya19277
      @amiya19277 หลายเดือนก่อน

      Sata katha. Nagun hoiki ki belabhumire gaduchhanti.

    • @PintuPintu-u6w
      @PintuPintu-u6w หลายเดือนก่อน

      ସତକଥା

  • @pramodkumarrout7641
    @pramodkumarrout7641 หลายเดือนก่อน +1

    Rasgola te niye jerakam charcha hayechhiila ohirakam competition?

  • @saielectricalbbsr1345
    @saielectricalbbsr1345 หลายเดือนก่อน +1

    Puri puri jay Jagannath

  • @Cartoon_Gang11
    @Cartoon_Gang11 หลายเดือนก่อน +15

    ଓଡ଼ିଶାବାସୀ ସତର୍କ ହେବ ଉଚିତ | ସେମାନେ ଭବିଷ୍ୟତରେ ପ୍ରଭୁ ଜଗନ୍ନାଥଙ୍କ ଉପରେ ମଧ୍ୟ ଦାବି ଉପସ୍ଥାପନା କରି ପାରନ୍ତି | ପ୍ରଥମେ ସେମାନେ ମାୟାପୁର ଠାରେ ଗୋଟିଏ ଇସ୍କନ ମନ୍ଦିର ତିଆରି କରୁଛନ୍ତି ଏବେ ଓଡ଼ିଶାର ଜଗନ୍ନାଥ ମନ୍ଦିର ଢାଞ୍ଚାରେ ଦୀଘରେ ମଧ୍ୟ ମନ୍ଦିର ନିର୍ମାଣ କଲେଣି

    • @dkroy22
      @dkroy22 หลายเดือนก่อน

      Mandira baneiba tahale illegal? Wah re dharma k dalal

    • @manoj6726
      @manoj6726 หลายเดือนก่อน

      Bhagban kahara poutrika sampati nuhanti. Jemiti puri bramhana bhabuthile

  • @UmmakantNaik
    @UmmakantNaik หลายเดือนก่อน +4

    ଜଗନ୍ନାଥ ମନ୍ଦିର କଲେ ଠିକ୍ ଅଛି| ହେଲେ କ୍ଷୀର ଗଜା ତ ଓଡିଶା ର ଏବେ ପୁଣି କ୍ଷୀର ଗଜା କୁ ନିଜର କହିଲେଣି ଧନ୍ୟ ଏ ବଙ୍ଗାଳି ଓଡିଶା ର ସବୁ ଜିନିଷ ଉପରେ ତାଙ୍କ ନଜର ଓଡିଶା ର ସବୁ କିଛି ତାଙ୍କୁ ଦରକାର ଏଇଟା ଗୋଟେ ଷଡ଼ଯନ୍ତ୍ର ଏମିତି ନିଜକୁ ଜଗନ୍ନାଥ ଙ୍କ ଭକ୍ତ କହି ଓଡିଶା ଠାରୁ ଓଡିଶା ର ସବୁ ଜିନିଷ ଛଡେଇ ନେବା କେବଳ ଷଡ଼ଯନ୍ତ୍ର ଓଡିଶା ପର୍ଯ୍ୟଟନ ଅର୍ଥ ନିତି ମଧ୍ୟ ବାଧାପ୍ରାପ୍ତ ହେବ ଇତିହାସ ସାକ୍ଷୀ ଅଛି ବଙ୍ଗାଳି ମାନଙ୍କ ଲୋଲୁପ ଦୃଷ୍ଟି ସବୁବେଳେ ଓଡିଶା ଉପରେ ରହିଥିଲା ସେଥିପାଇଁ ଲାଙ୍ଗୁଳା ନରସିଂହ ଦେବ ଓ ଗଜପତି କପିଳେନ୍ଦ୍ର ଦେବ ବଙ୍ଗ କୁ ଆକ୍ରମଣ କରି ଉଚିତ୍ ଶିକ୍ଷା ଓ ଚେତାବନୀ ଦେଇଥିଲେ ଭବିଷ୍ୟତ ରେ କେବେ ଓଡିଶା ଉପରେ ଲୋଲୁପ ଦୃଷ୍ଟି ନ ପକେଇ ବାକୁ ବାସ୍ତବ ରେ ଚୈତନ୍ୟ ଆସିବା ପରେ ଓଡିଶା ର ଦୁର୍ଭାଗ୍ୟ ଆରମ୍ଭ ହେଲା ବୀର କଳିଙ୍ଗ ର ସୈନ୍ୟ ମାନେ ଯେଉଁ ହାତରେ ଖଣ୍ଡା ଧରି ଲଢେଇ କରୁଥିଲେ ସେ ସେଇ ହାତରେ ଖୋଳ ତାଳ ଧରି ସଂକୀର୍ତ୍ତନ କରିବାକୁ ଲାଗିଲେ ଏମିତି କି ଓଡିଶା ର ବିଷମ ପରିସ୍ଥିତି ରେ ଗୋଦାବରୀ ନଦୀ ପାଖରେ ଓଡିଶା ସେନା ଙ୍କ ର ଯିଏ ମୁଖ୍ୟ ଥିଲେ ଯୁଦ୍ଧରେ ପ୍ରତିନିଧିତ୍ଵ କରୁଥିଲେ ସେ ସେ ସବୁ କିଛି ଛାଡି ଆସି ସଂକୀର୍ତ୍ତନ କରିବାକୁ ଲାଗିଲେ ଯାହା ଫଳରେ ପ୍ରତାପ ରୁଦ୍ର ଦେବ ହାରିଗଲେ କୃଷ୍ଣ ଦେବରାୟ ଙ୍କ ଠାରୁ ଚୈତନ୍ୟ ଜଣେ ଭଗବତ୍ ପ୍ରେମୀ ସେ‌ ମହାନ୍ ମୁଁ ତାଙ୍କୁ ଦୋଷାରୋପ କରୁନି କିନ୍ତୁ ଇତିହାସ ର ସତ୍ୟ ଘଟଣା କୁ ମୁଁ ବର୍ଣ୍ଣନା କରୁଛି |ଊନବିଂଶ ଶତାବ୍ଦୀରେ ଓଡିଶା ରୁ‌ ଓଡ଼ିଆ ଭାଷା କୁ ବିଲୋପ କରିବା ର ଷଡ଼ଯନ୍ତ୍ର ତାପରେ ଓଡିଶା ର ସବୁ ଜିନିଷ କୁ ନିଜର ବୋଲି ଦାବୀ କରିବା ବାସ୍ତବ ରେ ଚିନ୍ତା ର ବିଷୟ |ଓଡିଶା ସରକାର ଓ ଓଡ଼ିଆ ମାନେ ସତର୍କ ରହିବା ଦରକାର ଓ କଡା ନଜର ରଖିବା ଦରକାର ଓ ଦରକାର ପଡିଲେ ଉଚିତ୍ ଜବାବ ଦେବା ଦରକାର ଜଗନ୍ନାଥ ମନ୍ଦିର ହେଲା ଭଲ କଥା ସ୍ବାଗତ ଯୋଗ୍ୟ କିନ୍ତୁ କ୍ଷୀର ଗଜା କୁ ନିଜର କହିବା ସ୍ବାଗତ ଯୋଗ୍ୟ ନୁହେଁ|ମୁଁ ଆଶା କରୁଛି ଓଡିଶା ଓ ପଶ୍ଚିମବଙ୍ଗ ଭିତରେ ଭଲ ସଂପର୍କ ରହୁ ଦୁଇ ରାଜ୍ୟ ର ଲୋକ ମାନେ ଖୁସିରେ ରୁହନ୍ତୁ ଜୟ ଓଡିଶା ଜୟ ଜଗନ୍ନାଥ ଜୟ ମା ଦୁର୍ଗା ❤

    • @sougatmohapatra1663
      @sougatmohapatra1663 หลายเดือนก่อน +1

      ଠିକ କଥା କହିଲେ ଭାଈ... ଆମ କୋଣାର୍କ ମନ୍ଦିର କୁ ସେଇ ଜଣେ ବଙ୍ଗାଳୀ ଭାଙ୍ଗିଥିଲା 😢

  • @DhaneswerSahu-x2b
    @DhaneswerSahu-x2b หลายเดือนก่อน +2

    ଜୟ ଜଗନ୍ନାଥ 🙏🏾🙏🏾🙏🏾

  • @saumyaranjan2791
    @saumyaranjan2791 หลายเดือนก่อน

    ବଡ଼ ସ୍ବାଗତ ଯୋଗ୍ୟ ପଦକ୍ଷେପ ପ୍ରଭୁଙ୍କର ପ୍ରଚାର ପ୍ରସାର ଏମିତି ସାରା ବିଶ୍ୱରେ ସଫଳତାର ରୂପେ ରୂପାୟନ ହଉ ସବୁ ସେହି ଦୀନବନ୍ଧୁ ର ନୀଳା
    ଜୟ ଜଗନ୍ନାଥ ❤

  • @rabichandrapal632
    @rabichandrapal632 หลายเดือนก่อน

    ମହାପ୍ରଭୁ ଙ୍କ ଲୀଳା ଓ କରୁଣା ଅପାର... ମହାପ୍ରଭୁ.. ବଡଦାଣ୍ଡ ସବୁତ ତାଙ୍କରି କରୁଣା.. ଯେତେ ଯେଉଁଠି ମହାପ୍ରଭୁ ଙ୍କ ମନ୍ଦିର ତିଆରି ହେଲେ ବି ପୁରୀ ଲୀଳାମୟ ଙ୍କ ଲୀଳାକ୍ଷେତ୍ର ସ୍ୱୀକାର୍ଯ୍ୟ... ଶ୍ରୀ ଜଗନ୍ନାଥ ବିଶ୍ୱ ବ୍ରମ୍ହାଣ୍ଡ ଠାକୁର ଏଣୁ ତାଙ୍କରି ଆଶୀର୍ବାଦ ବିନା ଏତେ ବଡ଼ ଜଗନ୍ନାଥ ମନ୍ଦିର ଦିଘା ରେ ସ୍ୱାଗତ ଯୋଗ୍ୟ... ଶ୍ରୀ ହେମନ୍ତ ଶର୍ମା ଜି ବି ଗୋଟେ ଆସାମ ରେ କରନ୍ତୁନା ବହୁତ ବଢିଆ ହେବ ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାର ହେବ... ଶ୍ରୀ ଶର୍ମା ଜୀ ଙ୍କୁ ଅନୁରୋଧ ଗୋଟେ ମନୋରମ ମହାପ୍ରଭୁ ଙ୍କ ମନ୍ଦିର ଗଢି ତୋଳନ୍ତୁ ଓ ମମତା ଙ୍କ ଭଳି ଜଗନ୍ନାଥ ପ୍ରେମୀ ହେଇ ବିଶ୍ୱ ସାରା ଜଗନ୍ନାଥ ଧାମ ର ମହିମା ପ୍ରଚାର ରେ ସହାୟକ ଓ ଭାଗିଦାରୀ ହୁଅନ୍ତୁ

  • @prafullakumarbehera7774
    @prafullakumarbehera7774 หลายเดือนก่อน +2

    ବହୁତ ଭଲ ପଦକ୍ଷେପ ନେଇଛନ୍ତି l ଏହାଦ୍ୱାରା ଆମର ଆରାଧ୍ୟ ଦେବତା ଜଗତର ନାଥ ଜଗନ୍ନାଥଙ୍କ ଓ ଆମର ସଂସ୍କୃତି ପ୍ରଚାର ଓ ପ୍ରସାର ହେବ l କିନ୍ତୁ ଦେଶ ବିଦେଶରେ ରହୁଥିବା ସମସ୍ତ ଭକ୍ତ ପୁରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିବେ l ପୁରୀର ଠାକୁରଙ୍କ ଦର୍ଶନ ଓ ଦିବ୍ୟ ଅନୁଭୂତି ବର୍ଣ୍ଣନା କରିହେବ ନାହିଁ l ସେ ତ ଜଗତର ନାଥ ଜଗନ୍ନାଥ

  • @suryasarangi3705
    @suryasarangi3705 หลายเดือนก่อน +2

    ବ୍ରହ୍ମ ସ୍ଥାପନ କରାଯିବ ତ?

  • @rkrajlaxmi3495
    @rkrajlaxmi3495 หลายเดือนก่อน +1

    Bapa Sabu bele bapa

  • @rameshchandradash4605
    @rameshchandradash4605 หลายเดือนก่อน +1

    Puri jagannathank.bhali nuha jete didi kale mandhya,

  • @SarathkumarMurmu
    @SarathkumarMurmu หลายเดือนก่อน

    Mayur bhanj baripada🎉🎉🎉🎉🎉

  • @ManguluNaik-c6e
    @ManguluNaik-c6e หลายเดือนก่อน +1

    Jai jagannath odisha bada thakura

  • @cobracommando12
    @cobracommando12 หลายเดือนก่อน +1

    Jay jagarnath swami 🙏

  • @Cartoon_Gang11
    @Cartoon_Gang11 หลายเดือนก่อน +9

    ମମତା ବାନାର୍ଜୀ ଚାହିଁଥିଲେ ପଶ୍ଚିମ ବଙ୍ଗର ଅନ୍ୟ ଜାଗାରେ ମନ୍ଦିର ତିଆରି କରି ପାରି ଥାନ୍ତେ | ତ ନା କରି ପୁରା ଓଡିଶା ସୀମାନ୍ତରେ କରିବା ଉଦେଶ୍ୟ ନିଶ୍ଚୟ ଭିନ୍ନ | ଓଡିଶାରୁ ଭକ୍ତ ମାନଙ୍କୁ ଟାଣିବା ହେଉଚି ମୁଖ୍ୟ ଲକ୍ଷ

    • @aclass8356
      @aclass8356 หลายเดือนก่อน +1

      digha ta crowd area , ebe gote kamare duita heijiba .

    • @Satyajit_Parida.
      @Satyajit_Parida. หลายเดือนก่อน

      Hn ta odia mane jai sethi business karantu na

    • @Cartoon_Gang11
      @Cartoon_Gang11 หลายเดือนก่อน

      @@Satyajit_Parida. Sethire labha kana heba odisha balankar. Puri re kana business karunahanti ki semane ? Sethi jai adhika ta kana karidebe

  • @Aviator_7940
    @Aviator_7940 หลายเดือนก่อน +1

    Bhala haba , bangali au Puri asiki gahali karibeni

  • @rudranarayanmallick3725
    @rudranarayanmallick3725 หลายเดือนก่อน

    Apananku Request.... Puri Mandira Sahita Tulana Karantu Nanhi.. Please..

  • @satyanarayanpanda7546
    @satyanarayanpanda7546 หลายเดือนก่อน +1

    Ama puri jagannath temple re ,jagannath nka hart he,digha me nahi milega

  • @LokeshChandraRana-vo4ei
    @LokeshChandraRana-vo4ei หลายเดือนก่อน

    Jay jagannath 🙏 ♥️

  • @sudhirkumar-zr8cl
    @sudhirkumar-zr8cl หลายเดือนก่อน +6

    ମମତା ଏତେ ଟଙ୍କା ଆଣିଲେ କଉଠୁ ,କାହାର ତଣ୍ଟି ଚିପି ଏ ପଇସା

  • @SamareshPanda-ls7lf
    @SamareshPanda-ls7lf หลายเดือนก่อน +1

    Jay Jagannath

  • @pratapjena5737
    @pratapjena5737 หลายเดือนก่อน +1

    Kehi jiba katha nuhan

  • @accountdead2305
    @accountdead2305 หลายเดือนก่อน +3

    It is welcome and good news , support from odisha

  • @kanhucharanpradhan165
    @kanhucharanpradhan165 หลายเดือนก่อน

    ପୃଥିବୀରେ ଅନ୍ୟ ସମସ୍ତ ଜଗନ୍ନାଥ ମନ୍ଦିର ବୈକୁଣ୍ଠ, ଶ୍ରୀକ୍ଷେତ୍ର ଧାମ ଜଗନ୍ନାଥ ପୁରୀ ନ ହୋଇପାରିଲେ ମଧ୍ୟ, ସମସ୍ତ ମନ୍ଦିର ମୂର୍ତ୍ତି ରେ ସ୍ୱୟଂ ଦାରୁବ୍ରହ୍ମ ଶ୍ରୀ ଜଗନ୍ନାଥ ମହାପ୍ରଭୁ ସର୍ବଦା ବିରାଜମାନ ଥାଆନ୍ତି, ଏଥିରେ କୌଣସି ବ୍ୟତିରେକ ନାହିଁ। ମନ୍ଦିର ଅନେକ କିନ୍ତୁ ଦେବ ସେ ଏକ।
    ବିବିଧ ତା ରେ ଏକତା ର ପ୍ରତୀକ ସେ କାଳିଆ ଠାକୁର, ଜଗତ ର ନାଥ ଶ୍ରୀ ଜଗନ୍ନାଥ। ଯାହାର କେହି ନାହିଁ, ସେ ହିଁ ତାହା ପାଇଁ। ଯିଏ ଅନାଥ, ସେ ହିଁ ତାହାର ନାଥ।
    🚩🚩🚩🙏🙏ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ 🙏🙏🚩🚩🚩

  • @snigdhasamantaray5389
    @snigdhasamantaray5389 หลายเดือนก่อน

    Kara bhala katha.yethiku kiye dakuchi asibaku.ama Jagannath dham baikuntha dham.Ethiku asi bhida karu thile.bhida kami jiba.sethi lagi muin khushi.

  • @BichitraNaik-i4e
    @BichitraNaik-i4e 14 วันที่ผ่านมา

    Jay

  • @saritamaharana4151
    @saritamaharana4151 หลายเดือนก่อน +1

    ममता केन्द्र सरकार का अर्थ से मंदिर वनाया इह काम ठिक नाहि है ।

  • @AchyutaMehena07
    @AchyutaMehena07 หลายเดือนก่อน +9

    ବଙ୍ଗାଳୀ ମାନେ ଆମ ଓଡିଶା ର ସବୁ copy paste କରୁଛନ୍ତି

    • @ashishkumarmohanty
      @ashishkumarmohanty หลายเดือนก่อน +3

      Bangali mane Rasa gola bi odisha ru chori karichanti, ebe manu nahanti😂

  • @Aviator_7940
    @Aviator_7940 หลายเดือนก่อน +1

    Copy karila koutha original sahita saman habani

  • @tulugaming7278
    @tulugaming7278 หลายเดือนก่อน +1

    Good decision
    Jay Jagannath 🙏🙏🙏
    Support to 2nd Jagannath temple

  • @sushantsingh2166
    @sushantsingh2166 หลายเดือนก่อน

    Ses bele subh chinta thank u
    DD prabhu sach much apko prasarn huye

  • @pramodkumardash559
    @pramodkumardash559 หลายเดือนก่อน +2

    Mamata has done a very sacred,noble and payas work which will ever seen world.

  • @bapuniroman9020
    @bapuniroman9020 หลายเดือนก่อน

    Jay Jagannath odisha

  • @pritiranjandebata1987
    @pritiranjandebata1987 หลายเดือนก่อน +1

    Jete hau . Odisa Puri . Na sabu ade karide sabu ade Puri heijiba . Ta pare rahila . Mamata ku odisa Puri . Na jau se

  • @extrovertdev3424
    @extrovertdev3424 หลายเดือนก่อน +1

    Konarka temple should be rebuilt again

  • @chandprakashpatro996
    @chandprakashpatro996 หลายเดือนก่อน +2

    Bengalis know very well Digha is not Puri ❤

  • @pradhanashok5005
    @pradhanashok5005 หลายเดือนก่อน +2

    Jay Jagannath 🙏

  • @SarabasworBahara
    @SarabasworBahara 28 วันที่ผ่านมา +1

    Badha mamata prabala galu

  • @askprasad4554
    @askprasad4554 หลายเดือนก่อน

    👏

  • @SanujKanhar-bumbumraha93
    @SanujKanhar-bumbumraha93 หลายเดือนก่อน

    Good 🙏🏼

  • @manoj6726
    @manoj6726 หลายเดือนก่อน

    Bramhana mananka patiara kamiba

  • @punitbohidar2965
    @punitbohidar2965 หลายเดือนก่อน +2

    JAY JAGANNATH SWAMI

  • @gyanalinku3822
    @gyanalinku3822 หลายเดือนก่อน +1

    Jay Jagannath ❤

  • @jyotiranjan4338
    @jyotiranjan4338 หลายเดือนก่อน +6

    Great things to spread Jagannath culture 😅😅😅

  • @RupaliDash-v2d
    @RupaliDash-v2d หลายเดือนก่อน +1

    Mandiro to banadiya to Kiya hoga hamari Puri jese Vishwa me kai vi mandir nehi hoga2 AIIMS Kolkata me banado didi hamari bhubaneswar kiu ate ho Jay Jagannath 🕉️🚩🕉️🙏🚩🕉️🚩🙏

  • @pradeeppanda4273
    @pradeeppanda4273 หลายเดือนก่อน +6

    Bhala heba digha re hela karana ama odisha re Puri mandira ra pujari manank ra bahut utpat hei chanti odiya neta Mane jagannatha nku nei bahut rajaniti Karu thile neta nka rajaniti khela sariba

    • @nrusinghbehera1994
      @nrusinghbehera1994 หลายเดือนก่อน

      Sei lagi vala pujari utpat heuchhanti boli... Digha re kn pain pura duniya sara heu no problem ok...Aamara total 4 dhama sara bharat janichhi..

  • @RamaChandra-y6u
    @RamaChandra-y6u หลายเดือนก่อน

    Ok

  • @rajasethi9768
    @rajasethi9768 หลายเดือนก่อน +1

    Original

  • @chandandas4276
    @chandandas4276 หลายเดือนก่อน

    जहापोर संयम महाप्रभु रहते हे बही श्रेष्ठ हे , पूरी धाम एक सर्वश्रेष्ठ धाम हे ।जय जगन्नाथ ।

  • @swarupamrutkatha
    @swarupamrutkatha 26 วันที่ผ่านมา

    Brahma staphan kemiti heba?

  • @bhushanasahu4074
    @bhushanasahu4074 หลายเดือนก่อน +1

    Jai jagannath jai bangla odia

  • @dipaksahoo6795
    @dipaksahoo6795 หลายเดือนก่อน +1

    Krushna nk bramha kebal puri re, kalijugara thakura

  • @SushilSilu-yn2jr
    @SushilSilu-yn2jr หลายเดือนก่อน +2

    Ama puri sebayata nka request jete paisa jachi le b WB mandira jiba ni ,Please 🙏🏻

  • @kalipadajagaddeb3829
    @kalipadajagaddeb3829 หลายเดือนก่อน +2

    There 100s of Jagannath temples in Odisha. In kendrapara Baripada Dhenkanal Balasore Emami temple, Koraput…. What is the problem with Digha??

  • @dknayak3179
    @dknayak3179 หลายเดือนก่อน

    2nd puri

  • @subhashreebehera2063
    @subhashreebehera2063 หลายเดือนก่อน

    You can snch the structure but can't snatch JAGANNATH. So Puri is always Puri.

  • @Entertainmentduniya12397
    @Entertainmentduniya12397 หลายเดือนก่อน

    Eha ek chintara bisaya

  • @subhamgamer497
    @subhamgamer497 หลายเดือนก่อน +2

    Puri mandira swang brahma pratista karithile puri sahita dighaku tulana karajai pariba nahni Jay jagannath 🙏🙏🙏🙏🙏😭😭

  • @trinathkandi1591
    @trinathkandi1591 หลายเดือนก่อน

    Digha.temple.early.times.sona.gachhi.bana.jayega😅😅😅😅

  • @IswarBiswal-xw1uy
    @IswarBiswal-xw1uy หลายเดือนก่อน +4

    Mamata banerjee bengal ku bangladesh karichi ..😂😂😂

  • @SushilSilu-yn2jr
    @SushilSilu-yn2jr หลายเดือนก่อน +2

    Aam puri puja panda nku request WB loka nku kichi sikheebani puja padhati

    • @aclass8356
      @aclass8356 หลายเดือนก่อน

      bala padhayti ta achi sikheibeni

    • @amarbalangir4515
      @amarbalangir4515 หลายเดือนก่อน

      Puri panda kichhi jani nahanti only Paisa luti janichhanti

  • @askprasad4554
    @askprasad4554 หลายเดือนก่อน +1

    Didi , rape case ta katha kn hela

  • @amitdas-g5m
    @amitdas-g5m หลายเดือนก่อน

    Jay jajannath 🙏

  • @ChittaHota-xy4ph
    @ChittaHota-xy4ph หลายเดือนก่อน +1

    Bhala hala bangali bahut asuchanti odiya loka manaku asubidha hauchi

  • @jagannathsarangitravelblog7018
    @jagannathsarangitravelblog7018 หลายเดือนก่อน +3

    Asani auuu puri

  • @SimanchalMaharana-j8u
    @SimanchalMaharana-j8u หลายเดือนก่อน

    Sabu pataka nuhen triranga sehipari sabu mandira nuhen shree mandira

  • @SarojMohanta-m1v
    @SarojMohanta-m1v หลายเดือนก่อน

    Siref do lateen tiari hoichhi ta....no hele loke hogibe kemiti

  • @LipiBag-z2z
    @LipiBag-z2z หลายเดือนก่อน

    Puri panda Mane bahut bhul Karu chhan Karan panda Mane abadha sange Prabhu jagannath photo biku chhan Prabhu jagannatha nku kie biki parba hetir lagi bangali Mane ghini nele

  • @AsmitSingh-n4x
    @AsmitSingh-n4x หลายเดือนก่อน

    Very nice decision

  • @kalipadajagaddeb3829
    @kalipadajagaddeb3829 หลายเดือนก่อน

    Himanta Sarma and BJP is fearing for loosing Hindu vote. BJP thinks Hindus will always vote for BJP.

  • @97Ibibhuprasad
    @97Ibibhuprasad หลายเดือนก่อน +1

    Rasagola aamar pari Puri aamar kahibe e didi 😮

  • @SubrataKaran-i8d
    @SubrataKaran-i8d หลายเดือนก่อน +1

    Puriru kaunashi bramahan digha mandira nayta paribartan daieta neantu nahi

    • @aclass8356
      @aclass8356 หลายเดือนก่อน

      mo bala

  • @SatyajitDixit-g7y
    @SatyajitDixit-g7y หลายเดือนก่อน +3

    Bhala hela puri re darshan pai phanka heba

  • @SushilSilu-yn2jr
    @SushilSilu-yn2jr หลายเดือนก่อน +1

    Jaha kale v sethi kichi lava nahi,puri mandir ra re pravunka jou krupa kn sethi miliba,jani suni rajniti karichu WB sarkar

    • @aclass8356
      @aclass8356 หลายเดือนก่อน

      hmm jemiti ratire call kale asi tur halei deiki jauchi tur

  • @mks5547
    @mks5547 หลายเดือนก่อน +2

    Odisha govt gote baleshwar re banei dia

    • @aclass8356
      @aclass8356 หลายเดือนก่อน

      miami already achi

  • @Bhagabatpujari1
    @Bhagabatpujari1 หลายเดือนก่อน

    ଭଲ ଭଲ ଜାଗା ଦେଖି ମନ୍ଦିର କରିଚାଲ ଆଉକିଛିଦିନପରେ ପଡିଶାଦେଶରୁ ରଶୁଣ ନାଲିପିଆଜ ଗନ୍ଧିଆ ଅଦା ଲମ୍ବା କାକୁଡି ଲମ୍ବା ବାଇଗଣ ଖାଇବ।

  • @AmiyaRout-x7x
    @AmiyaRout-x7x หลายเดือนก่อน +1

    Jadi satare puri jagannath nka sebayata mane west bengal jibe ta hele ei odisha ra kan heba

    • @aclass8356
      @aclass8356 หลายเดือนก่อน

      sebayata upsc clear karichanti ta puni vacancy purana kariba pain entrance na kale hebani

  • @S.K.C.7944
    @S.K.C.7944 หลายเดือนก่อน

    Klijuga kichhibe

  • @aji8.750
    @aji8.750 หลายเดือนก่อน

    Mu jibi

  • @PriyankaSahi-pm1iq
    @PriyankaSahi-pm1iq 13 วันที่ผ่านมา

    Micho katha 😂😂😂😂semane eithii asiki maribe😂😂😂😂

  • @PriyankaSahi-pm1iq
    @PriyankaSahi-pm1iq 13 วันที่ผ่านมา

    😂😂😂😂😂

  • @amiya19277
    @amiya19277 หลายเดือนก่อน +3

    Odia sethiki jibeni.

    • @aclass8356
      @aclass8356 หลายเดือนก่อน

      ame jibu , ame hindu sabu ama thakura . mullonku allow nahi tame pls jibani nahele mada khaiba re magia