ଠାକୁର ଘରେ ପିଣ୍ଡି ରଖିଲେ ହେବ ଭୟାନକ ରୋଗ

แชร์
ฝัง
  • เผยแพร่เมื่อ 10 ก.ย. 2024
  • ଠାକୁର ଘରେ ପିଣ୍ଡି ରଖିଲେ ହେବ ଭୟାନକ ରୋଗ। ଦେଖନ୍ତୁ କିପରି ହେଉଛି ବାସ୍ତୁ ପରୀକ୍ଷା ।
    #VastuDosha #Vastubichara #Odisha #OTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts. Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    SUBSCRIBE Our Channel: bit.ly/OTVCurre...
    Visit Our Website odishatv.in/
    Download App: bit.ly/OTVAndroidApp
    Watch Live: live.odishatv.in/
    Facebook: / otvnews
    Circle on G+: google.com/+otvodisha
    Twitter: / otvnews
    Instagram: / otvnews

ความคิดเห็น • 29

  • @JITENDRAKUMAR-kg7zv
    @JITENDRAKUMAR-kg7zv 3 หลายเดือนก่อน +27

    ବିଭିନ୍ନ ଶାସ୍ତ୍ରୀ ମାନେ ମତ ଦେଉଛନ୍ତି ଯେ ବିଶେଷ ପ୍ରୟୋଜନ ଅବସ୍ଥାରେ ହିଁ ବଜରଙ୍ଗ ବାଣ ପାଠ କରିବା ଉଚିତ୍ ଏବଂ ତାହା ବି ପଣ୍ଡିତଙ୍କ ପରାମର୍ଶ ଅନୁସାରେ, ଯେହେତୁ ସେଥିରେ ଅନେକ ବାର ପ୍ରଭୂ ଶ୍ରୀରାମଙ୍କ ରାଣ ରହିଛି, ଏଣୁ ଜଣେ ସାଧାରଣ ଲୋକ ଏଭଳି ଦୈତ ପରାମର୍ଶରେ ବିଚଳିତ ଓ ଭ୍ରମିତ ହେବା ସାର ହେବ, ଦ୍ବିତୀୟତଃ ଅନେକ ବାସ୍ତୁବିତ୍ ପରାମର୍ଶ ଦିଅନ୍ତି ଘଣ୍ଟା ଗୃହର ଉତ୍ତର ଦିଗରେ ରଖିବା ଉଚିତ୍, ଏଭଳି ସ୍ଥଳେ ଏ ମହାଶୟଙ୍କ ପରାମର୍ଶ ବି ଦୋଦୂଲ୍ୟମାନ ସ୍ଥିତିରେ ପକାଉଛି। ଠାକୁରଙ୍କ ଆସ୍ଥାନ ପିଣ୍ଡିରେ ହେବା ଯଦିଓ ଦୋଷାବହ ତେବେ ସିଧା ପିଣ୍ଡିରେ ଠାକୁରଙ୍କୁ ବସାଇବା ଅର୍ଥ ତାଙ୍କୁ ବିନା ଆସନରେ ଭୂମିରେ ସ୍ଥାପିତ କରିବା ସହ ସମାନ, ଏଭଳି ସ୍ଥଳେ ପିଣ୍ଡି ଥାଇ ଯଦି ଉପଯୁକ୍ତ କାଷ୍ଠ ନିର୍ମିତ ଆସନ ଯଥା ଆମ୍ର, ଗମ୍ଭାରୀ, ଶାଳ ଇତ୍ୟାଦି (କିନ୍ତୁ ପଣସ କାଷ୍ଠ ନିଷେଧ)ଦେବତାଙ୍କୁ ବସେଇଲେ ତାହା ଦୋଷ ମୁକ୍ତ ହୋଇଯାଇଥାଏ ଏବଂ ପିଣ୍ଡି ନିର୍ମାଣ ଜନିତ ଦୋଷ ଲାଗେ ନାହିଁ। ନାନା ମୁନିଙ୍କର ନାନା ମତ ଆସେ ଏଭଳି ସ୍ଥଳେ ବିଭ୍ରାନ୍ତ ନ ହୋଇ ଅନ୍ୟ ବିଜ୍ଞ ପଣ୍ଡିତ ଗଣଙ୍କ ମଧ୍ୟ ପରାମର୍ଶ ଗ୍ରହଣୀୟ।

    • @sosntshdas8380
      @sosntshdas8380 2 หลายเดือนก่อน +2

      Ok

    • @Adityafoodandvlogs
      @Adityafoodandvlogs 2 หลายเดือนก่อน +1

      Sampurna thik katha kahile apana bibhin bastubadi bibhin mata deuchhanti

    • @sanjuktapadhy636
      @sanjuktapadhy636 2 หลายเดือนก่อน

      Panasa katha kahiki use hebani puja pae

    • @JITENDRAKUMAR-kg7zv
      @JITENDRAKUMAR-kg7zv 2 หลายเดือนก่อน

      @@sanjuktapadhy636 ଯଦିଓ ମୁଁ ଏହାର କୌଣସି ଉପଯୁକ୍ତ ତଥ୍ୟ ପ୍ରମାଣ ପ୍ରତ୍ୟକ୍ଷ ଭାବରେ ପାଇ ନାହିଁ ତଥାପି କିଛି ବାସ୍ତୁବିତ୍ ଦେବତା/ଦେବୀଙ୍କ ଆସନ ନିମନ୍ତେ ଦୃଢ଼ ଭାବରେ ବାରଣ କରୁଛନ୍ତି, ପୁରୀର ମୁକ୍ତି ମଣ୍ଡପର ଜଣେ ପଣ୍ଡିତ ମଧ୍ଯ ଏହାର ବାରଣ ସମ୍ବନ୍ଧରେ କହୁଥିଲେ

    • @anupamadash3041
      @anupamadash3041 2 หลายเดือนก่อน

      ଆମେ ପିଣ୍ଡି କରୁଚୁ,ଏବେ ଘର ପ୍ରତିଷ୍ଠା ହେବ

  • @supravasahoo7852
    @supravasahoo7852 2 หลายเดือนก่อน +8

    Kaha katha manibu pagal haijiba jaganatha varasa🙏🙏🙏

  • @KalingaYodhaa
    @KalingaYodhaa 2 หลายเดือนก่อน +13

    ଏହି ଭଳି ଜ୍ୟୋତିଷ ମାନେ କେଵଳ ଭୟ ପ୍ରସାର କରୁଛନ୍ତି
    Example : ଠାକୁର ଘର ପୂର୍ବରେ ହେବା କଥା ନୁହେଁ.. ଐସାନ୍ୟା କୋଣରେ କର. କେମିତି ଜଣେ ଘର ଭାଙ୍ଗିକି କରିବ?
    କହିଲା, ଏଇ building ରେ ଆଗରୁ ଘର ନଥିଲା. Client kahile ଜେଜେ ବାପା ଅମଳରୁ ଅଛି 😄. ଦେଖିଲତ ଏମାନଙ୍କ କଥା!

  • @chittaranjanshaoo3113
    @chittaranjanshaoo3113 2 หลายเดือนก่อน +5

    ଏ ସବୁ ବେକାର କଥା

  • @govindmohapatra5150
    @govindmohapatra5150 2 หลายเดือนก่อน +5

    ଯେଉଁ ମାନେ କର୍ମଠ, ଅନ୍ୟ ର ଟଙ୍କା କୁ ଦେଖି ଲୋଭ କରିବା,ଲୋଭି ପ୍ରବୃତ୍ତି ଲୋକ ସେହିମାନେ ଏଭଳି ବସ୍ତୁ ଠକ ଜୋତିଶ ଠକ କୁ ବିଶ୍ୱାସ କରନ୍ତି, ଓ ଠକାମୀ ରେ ଶିକାର ହୁଅନ୍ତି.😊

  • @premakaur3785
    @premakaur3785 2 หลายเดือนก่อน

    Jay sree jagannath

  • @manoranjanmullick3487
    @manoranjanmullick3487 2 หลายเดือนก่อน

    Jay shree Jagannath 🙏

  • @birajashankarbal86
    @birajashankarbal86 2 หลายเดือนก่อน +2

    Bhulre emananka pachare padantunai, eguda sabuthu thaka

  • @lakshmikantabrahma3852
    @lakshmikantabrahma3852 2 หลายเดือนก่อน +3

    Pindi mane kn

  • @jayashreemeher4267
    @jayashreemeher4267 2 หลายเดือนก่อน +3

    Pindi mane kana kiye kahi paribe

    • @manaswinipanda5780
      @manaswinipanda5780 2 หลายเดือนก่อน

      Step Kariba thakura gharw

    • @user-gv9pt6dv7e
      @user-gv9pt6dv7e 2 หลายเดือนก่อน

      Eshana

    • @pradeepmishra4601
      @pradeepmishra4601 2 หลายเดือนก่อน +1

      Mu ascharya heuchi Pindi Mane ajira pilamane janinahanti..ama vasa ku Jana re

  • @binodinipradhan8026
    @binodinipradhan8026 2 หลายเดือนก่อน

    Scan kana? keun rays re karajaye ?

  • @santoshsenapati1447
    @santoshsenapati1447 2 หลายเดือนก่อน +3

    Maghia jotis

  • @spokenenglishwithsumatiajo5049
    @spokenenglishwithsumatiajo5049 2 หลายเดือนก่อน +1

    ପିଣ୍ଡି ମାନେ କଣ...???

    • @sidharthabhoi3550
      @sidharthabhoi3550 2 หลายเดือนก่อน

      ଉଚ୍ଚ ସ୍ଥାନ

    • @AntaryamiSamal-nc6uo
      @AntaryamiSamal-nc6uo 2 หลายเดือนก่อน

      ପାହାଚ ଭଳିଆ କରି ଠାକୁରଙ୍କୁ ରଖିବା ମନା

    • @aratipattnaik1552
      @aratipattnaik1552 26 วันที่ผ่านมา

      ​@@AntaryamiSamal-nc6uoAu kana sabu thakuranku tale bichei daba

  • @sasmitasharma2238
    @sasmitasharma2238 2 หลายเดือนก่อน

    ଯୋଉଠି ଠାକୁର ରଖିଛନ୍ତି ସେଇ ଆସ୍ତନ୍ କୁ pinde kuhanti