News Fuse 02 APRIL 2024
ฝัง
- เผยแพร่เมื่อ 1 เม.ย. 2024
- News Fuse 02 APRIL 2024
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
TH-cam: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
ଲଭ ୟୁ ନିଉଜ ଫିଉଜ୍। ଥରେ ଓଡ଼ିଶା ର ଚିନି କଳକାରଖାନା ଉପରେ ନିଉଜ୍ ଫିଉଜ କାର୍ଯକ୍ରମ କରାଯାଉ । ଚିନି କଳ କେତେ ଦେଭଲପ ଜାଣିପାରିବେ । ଗଞ୍ଜାମ, ଆସିକା ଆସନ୍ତୁ ସାର୍ ଆପଣ ଙ୍କ ଟିମ୍ ।।।
ବୁଝିଲେ ନାରଣ ଭାଇ ଆମ ନବୀନ ବାବୁ ସମସ୍ତ ଙ୍କ ପାଇଁ କିଛି ଯୋଜନା କରୁଛନ୍ତି ଭୁତ ମାନଙ୍କ ପାଇଁ ବି କିଛି କରିବେନା ସେଥି ପାଇଁ ଏଇ ସୁତା କଳ ଆଜିଠୁ 5tଭୁତ କୋଠି ଯୋଜନା ଲାଗୁ ହେଲା 😂😂😂 ଏମିତି ରେ ବି ଆଜି କାଲି ତ ଆଉ ଭୁତ ଦେଖିବାକୁ ମିଳୁନି ତେଣୁ ଯାହାର ଇଚ୍ଛା ହବ ସେ ସେ ଏହି ଯୋଜନା ଉପଭୋଗ କରିପାରିବ ଜୟ ଜଗନ୍ନାଥ 🙏🙏
Right bro
ଜଗନ୍ନାଥ ହିଁ ନିଜ ସୁତା କଳକୁ ନିଜେ ଭରସା
Jay Jagannath
Bahut bhal episode
ଆରେ ଭାଇ ଆମର ପାଣ୍ଡିଆନ ସବୁ ବୁଝିବେ ଏତେ ବୁଝୁଛନ୍ତି ଯେ ଆମର ସବୁ ଯୁବପିଢ଼ି ଦାଦନ ଖଟିବାକୁ ଯାଉଛନ୍ତି
Jay jaganatha Jay odisha super news and video and akatigi 😎😎😎
ଇ ଅ ତ ଭାରତରେ ଅଦ୍ୱିତୀୟ ଆଉ ସ୍ମରଣୀୟ 🙏
Super episode
Super news sir Jay Jagannath 🙏
Jay jagannath thanks news fews
Jayajagannath
Nice bhuto kotti
ଜୟ ଜଗନ୍ନାଥ 🚩ସାର ନମସ୍କାର 🙏
Jay jagannath ok thanks
👌👌👌
very nyc
Jay Jagannath ❤
Thare ama Balasore district ra Baliapal sota kala ti buli jantu .anurodha rakhhili
ଧନ୍ୟବାଦ୍ ନବୀନ ପଟ୍ଟନାୟକ ବିଜେଡ଼ି ଜିନ୍ଦାବାଦ୍
10 milian subscriber 🎉
ନାରଣ ଭାଇ ଆପଣ ମୁଖ୍ୟମନ୍ତ୍ରୀ ପଣ୍ଡିଆନ ମାନେ (ନବୀନ) ବାବୁ ଙ୍କୁ କୁହନ୍ତୁ ରାଜ୍ୟ ର ସମସ୍ତ (ଭୂତ କୋଠୀ) ମାନେ ବନ୍ଦ ଥିବା କଳ କୁ ମତେ ଭଡ଼ାରେ ଦେବେ 5yr ପାଇଁ ମୁଁ ଭୂତ ଫିଲ୍ମ କରିବି ଏବଂ କିଛି ବାସ ହରା ଲୋକ ଙ୍କୁ ସାହାଯ୍ୟ କରିବି🥺🥺🥺
Sir Nabarangpur Dist Jharigamublouckruru tike ashantu
ଭାଇ ସବୁ ଦେଖେଁଉଛନ୍ତି କିନ୍ତୁ ଶିକ୍ଷା ଉପେର କିଛି ଦେଖେଁଉନାହାନ୍ତି ମୋ ସ୍କୁଲ ଯୋଜନାରେ ପାଠପଢା କେମିତି ଛାଲିଛି????
Right, odisha primary school ra.
School ra bikash heuchi patha padha bi heuchi tenu juba pidhi akrusta houchanti dadana bi jauchanti bjd ku vote deuchanti
ବାଦୁଡ଼ି ଅଛନ୍ତି ବୋଇଲେ 100% ସେହିଠି ଭୁତ ମାନେ ଅଛନ୍ତି, ଦେଖି ଚାଇଁ କାମ କର, ନଚେତ ବାବା କୁ ଡାକି ମନ୍ତ୍ରପାଠ କରାଅ l 😄😄😄😄😄
Mantri,mla mane sataku mukabila karibaku sahas nanhi. Sethipain phalakare sahayata karideuchhanti. Ketebele boom,photo agare kahibaku ladhei, ketebele satapain pachhaghuncha.
ନବୀନ ଅପାର ଗତl ଯଗୋ ଏ ଅବସ୍ଥା,,,,।
ଧନ୍ୟବାଦ News Fuse. ଥରେ ଵରଗଡ ଆସି ଵରଗଡରେ ଥିବା ସୂତା କଳ ଏବଂ ଚିନି କଳର ଅବସ୍ଥା ଅବଲୋକନ କରନ୍ତୁ।
Ama odiajati kebe thakinathila thakini ki thakibani
ଏଇଟା କଂଗ୍ରେସ ସରକାର ଅମଳରେ ହେଇଥିଲା ଏବେ ବିଜେଡ଼ି ସରକାରଙ୍କ 5T ଚାଳିଛି
5 T 25 barsa ra bikash heichi suta kala
Sir mayurbhanj dist ro kaptipada block ade asontu
❤Jai shree ram save 🌍 ❤😊🇨🇮❤
5t bisayare kuhantu..
Sarkari Walon Ko Thoda bhi sharm Hai Sharm
❤❤❤❤❤
Surat kiye jiba tahale ethi jadi suta kala thik heijiba
A bijulitaraku dekhi mora belakatha manepadigala a barsha jaga abhabaru mu doli gotebandhi jhuliparilini jadi janithanti athi agaru doli achhi tahele tharejai nischinta jhulithanti
Good money
Ama lokayukta tamili giba bhala laguchi au ama sarkar nku khani bika chalichi nija rajya ra rojagara rahile khani bika kamigiba
ଜୟ ଜଗନ୍ନାଥ କାହିଁକି ପ୍ରଚାର ନିଜ ପାର୍ଟି ର କରିବା ଲୋକ ଟିକେ ତାଙ୍କୁ ଡର ନହେଲେ ଚକା ଆଖି ସବୁ ଦେଖୁଛି ୟେୟା ହଉଚି ଓଡ଼ିଶା ର ବିକାଶ ଆଉ ଓଡ଼ିଆ ର ବିକାଶ ଜୟ 25ବର୍ଷ ନବୀନ .....ଆମ ବେଳେ ନଥିଲା ଆମ ଓଡ଼ିଶା ନବୀନ ଓଡ଼ିଶା
ଆଜି କାଲି ପାଠ ପଢା ହଉଚି ପରା ଆମ ଓଡ଼ିଶା ନବୀନ ଓଡ଼ିଶା
Augote suta mil Jagatsinghpur tirtol re achhi 😊
Opm peparmill jharsuguda brajrajnagar ra same Sichyation tahaku thore news fews re dekhantu
Sir 🙏🙏
Eithi sabukaridele dadana khatibaku kiejiba sethipain ama raija mukhianka rajya stariya jojona
ସିନେମା ବାଲା ଏ ଘର କୁ ନେଇଯାଆନ୍ତୁ । ଭୂତ ସିନେମା କରିବେ 😂😂
ଆମର ଘରଇ କରଣକୁ ଅଧିକ ସୋବିଧା ଦେବା କଥା
A suta Kala ku bhuta bhutini mananku bhada dele,5t ku Bhala bhada milanta.. at least helicopter kharcha ta uthi jaanta... Tebe Jai biswa staria mukhyamantri bhabe purashkar ta milanta...
Aau dadan jibare ame bi biswa stariya...chhee..chhee.
ବଲାଙ୍ଗୀର ଜିଲ୍ଲାର ଦେଓ ଗାଁ ଚିନି କଳ ଟିକେ ଦେଖିବି🙏
Eha hi ama Odisha prakrita Rupa sir ama asika suta kala ku bi asi dekhidaantu nua nua Khali bekari jojana karuchanti jaha thiba Taku kamare lagau nahanti emiti Bhuta kothi aneka jagare achi
ନାରଣ ଭାଇ ବେସ୍ତ କାହିଁକି ହେଉଛନ୍ତି ନବୀନ ବାବୁଙ୍କୁ ଆଉଥରେ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀ କରାଇଦିଅନ୍ତୁ! ତାପରେ ଦେଖିବେ ସୂତାକଳ ବଦଳରେ,ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ର ମା ମାନଙ୍କପାଇଁ ଲୁଗାକଳ ଖୋଲିଦେବେ
ସରକାର ଓଡିଶାରେ ଭୂତମାନଙ୍କ ପାଇଁ ପର୍ଯ୍ୟପ୍ତ କର୍ମନିଯୁକ୍ତି ସୃଷ୍ଟି କରିପାରିଛନ୍ତି (25 ବର୍ଷ ଶାସନରେ)ତେଣୁ ଓଡିଶା ଓ ବାହାର ରାଜ୍ୟ(ତାମିଲନାଡୁ)ର ଭୂତମାନେ ଆତ୍ମନିର୍ଭରଶୀଳ ହେବାସହ ପରିବାର ପ୍ରତିପୋଷଣ କରିପାରୁଛନ୍ତି ତେଣୁ ଭୂତମାନଙ୍କୁ ଆଧାରକାର୍ଡ,ରାଶନକାର୍ଡ,ଭୋଟରକାର୍ଡ ସବୁ ପ୍ରକାର ସରକାରୀ ସହାୟତା ପ୍ରଦାନ କରାଯାଉ
ଦର୍ଶକ ବନ୍ଧୁ ଯିଏ ନିୟୁଜଦେଖୁଛନ୍ତି ଓଡିଶା ସରକାର,🌹ନବୀନ ପଟ୍ଟନାୟକ🎉ଆତ୍ମନିର୍ଭରଶୀଳ ଓଡିଶା ହେବାକୁ ଚାହୁଁନାହାନ୍ତି, ତେଣୁ ଆପଣ ମାନଙ୍କୁ ନିବେଦନ କରୁଛି ନୀଜ ଏରିଆରେ ନିଜେ ମହିଳା ମାନଙ୍କୁ ଶଙ୍ଖ ଚିହ୍ନରେ ଭୋଟ ନ ଦେବାପାଇ ପ୍ରଚାର କରନ୍ତୁ
ବାଘ ଖାଇଗଲା ରେ ବାଘ ଖାଇଗଲା ରେ 😁🤣 ନବୀନ ବାବୁ କେତେ ଦିନ
Good morning Sare 😅😅😅
😢
ନାରଣ ଭାଈ ଓଡ଼ିଶା ରେ କାମ ନାହିଁ, ଚାଲ ଯିବା ସୁରତ, ଏମିତି ହୁଏ ଆମ ଓଡ଼ିଶା ରେ , ତେଲିଆ ମୁଣ୍ଡରେ ତେଲ,5TCHORA
Semane odisaku no1 dadan sathipiket paibapain prayash jari achhi sutakala katha kanhi bhabibe
ବାପା ବୁଢା ହେଲା ପରେ ପୁଅ ଭାଗ ମାଗିବ ବାପା ତ ଖାଇବା ପାଇଂ ରକିବ ନା ପୁଅ କୁ ଭାଗ ଦେବ ।ସେମିତି ଲୋକେ ସବୁ ଖତ ହେଲା ପରେ ମନ ପକେଇବେ ସମ କ'ଣ ହେବ
ଏହି ସୁତା କଳ ଯଦି ତିଆରି କରିଦେଲେ ଆଉ ଦାଦନ କମି ଯିବନି 5ଟି ର । ଆଉ ତାକଂ କପା ବେପାର ଲାଭ କମି ଗଲେ ଭୋଟର ମାନକୁଂ ଦେବା ଲାନଚଂ କମି ଯିବନି।
Athare kebala Raja vai .... Futi basuchanti ... Asabu kebala Amara Raja vai nka kama
ଏଇ ସ୍କୁଲରେ ଯଦି ପିଲା ପଢିବେ ପିଲାମାନେ ସବୁ ମଦୁଆ ହେଇଯିବେ
Bjd vikas model
Sir ama odisha ree industrialization jebe jein nhi sebe jein ama odisha bhikari heiki rahiba....and odisha re jebe jein navin babu nka sarkar rahiba sebe jein ta industrialization asibani athara bjp ku asiba time hei galani bodhe 🙏🙏🙏🙏
a sarkar nka mukhare laja nanhi .pura belajya .
Sabu pandu brand ra mada botal
Ama ghara sastra achi Ama Kan murkha.
Puni vote diya
😂
Mages
Nabin pandu misi ki sabu khaile sabu suta sabu
Sarkar ka Mal dariya mein dal
Thanks sir
Nayagarh Sugar Factory bisayar video karntu
BJD ra bad re kama .
kama re hau na hau Amar Kan jauchi
ଏଇଟା ଜଗନ୍ନାଥ ସୁତା କଳ ଏଠି ସବୁ ସୁତା ଯାକ ବାହାରେ ବୁଲୁଛନ୍ତି ଆଉ ଆମର ସବୁ ଏଠି ବିଶ୍ୱ ପ୍ରସିଦ୍ଧ
BJD ku bhot dio
Ame bhabuchi kahiki bulei lage ate bikas pai
Look surat jatu tankar kana jauchi
Jay Jagannath