🔴LIVE | ବିଜେଡିରେ ଶ୍ରୀମୟୀ ଝଡ଼ | Shreemayee Mishra | BJD | Naveen Patnaik | Odisha Reporter

แชร์
ฝัง
  • เผยแพร่เมื่อ 2 ต.ค. 2024
  • 🔴LIVE | ବିଜେଡିରେ ଶ୍ରୀମୟୀ ଝଡ଼ | Shreemayee Mishra | BJD | Naveen Patnaik | 02.10.2024 | Odisha Reporter
    Odisha Reporter is one of the best Odia news portal in Odisha. Get all the news updates in Odia.
    ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    TH-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #odisha #bhubaneswar #bjd #naveenpatnaik #ShreemayeeMishra
    #Bjdtension #bjdpadayatra #bjdparty #bjdsuprimo #naveenpatnaik

ความคิดเห็น • 137

  • @samarmohapatra-jr3ne
    @samarmohapatra-jr3ne 21 ชั่วโมงที่ผ่านมา +25

    ଓଡିଶାର ଅଧିକାଂଶ ଲୋକ ବହୁତ ଡେରିରେ ବୁଝିଲେ , ପନ୍ଦର ବର୍ଷ ଆଗରୁ ସରକାର ବଦଳାଇବାର ଆବଶ୍ୟକ ଥିଲା, ପଶ୍ଚିମବଙ୍ଗ ପରି ଓଡିଶାର ଦୀର୍ଘ ବର୍ଷ ଗୋଟିଏ ସରକାର ରହିବାଦ୍ବାରା ରାଜ୍ୟ ଶିଳ୍ପ ବିହୀନ ହୋଇ ବେକାରୀ , ଦାଦନ ବୃଦ୍ଧି ପାଇଲା, ଅନ୍ୟ ରାଜ୍ୟ ତୁଳନାରେ ଆମର ବିକାଶ ହେଲାନାହିଁ

    • @ranjannayak8948
      @ranjannayak8948 17 ชั่วโมงที่ผ่านมา +1

      2019 was peak, we shd have changed that time.

  • @Purivideo1
    @Purivideo1 16 ชั่วโมงที่ผ่านมา +5

    ତୁମ କଥା ଅନୁଯାୟୀ ବିଜେପି ହେଉଛି ବାଜିଗର

  • @bikashhati9155
    @bikashhati9155 22 ชั่วโมงที่ผ่านมา +19

    24 ବର୍ଷ ବାଳ ସେବା କରୁ ଥିଲ

  • @Narmada-q6j
    @Narmada-q6j 13 ชั่วโมงที่ผ่านมา +3

    ନବିନ୍ ମଲା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ

  • @anmayakumar1551
    @anmayakumar1551 15 ชั่วโมงที่ผ่านมา +3

    ଏ କି ନେତ୍ରୀ ନିଜ ଉପରେ ହେଇଥିବା ଅନ୍ୟାୟ କୁ ମୁହଁ ଖୋଲି କହିବା ର ସ୍ୱାଧୀନତା ନାହିଁ ଆଉ ତୁମ ସହ ହେଇଥିବା ଅନ୍ୟାୟ ସାଧାରଣ ଲୋକ ଙ୍କ ସହ ଘଟିଲେ ତୁମେ କଣ ନ୍ୟାୟ କରିବ ?? ଓଲଟି କହିବେ ସହିବା ଲୋକୁ ଟା ବଡ଼ !! ସହିଯା !!

  • @jayanteenanda768
    @jayanteenanda768 21 ชั่วโมงที่ผ่านมา +17

    କେତେ ଲିଟର ଲୁହ ମାପକରିଥିଲେ ଶ୍ରୀମୟୀ

  • @RameshChandraBarik-l8y
    @RameshChandraBarik-l8y 21 ชั่วโมงที่ผ่านมา +13

    ମାଆ ତୁ ବି ମାଆ କାନ୍ଦୁଥିଲୁ। ଟିକେଟ ନ ପାଇ ନିର୍ଲଜ ଭଳି ଲୁଚିଲୁ।ତତେ ଲାଜ ଲାଗୁନି।

  • @prakashghose7518
    @prakashghose7518 21 ชั่วโมงที่ผ่านมา +17

    ନବୀନ ବାବୁ 15 ବର୍ଷ ହେଲାଣି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନଥିଲେ। ପାଣ୍ଡୁ, ଥିଲା CM

    • @manojsahoo6184
      @manojsahoo6184 15 ชั่วโมงที่ผ่านมา

      Pandian cm thrill Nabin that p. A thila

  • @anilkumardas-dw2qv
    @anilkumardas-dw2qv 14 ชั่วโมงที่ผ่านมา +1

    ଅର୍ଥ ରୋଜଗାର ପାଇଁ ଆପଣ ମାନେ ରାଜନୀତି କରୁଛନ୍ତି l ସେବା କରିବାକୁ ରାଜନୀତି ଏକମlତ୍ର ବାଟ ନୁହଁ ଶ୍ରୀମୟୀ ବୋଧେ ଭୋଟର ମାନେ ନବୀନ ହାରି ଯିବା ପରେ କାନ୍ଦୁ ଥିବା ସମୟ ରେ ସେମାନଙ୍କର ଆଖି ରୁ ଲୁହ ପୋଛୁ ଥିଲେ କି

  • @NirakarSamantarai-db2mr
    @NirakarSamantarai-db2mr 17 ชั่วโมงที่ผ่านมา +1

    ସେବା କମ ରାଜନୀତି ବେସିଥିଲା. କେହି କାନ୍ଦି ନଥିଲେ. ଭୋଟ ହାତେଇବା ପାଇଁ ସବୁ ନାଟକ ବାଜି ହେଉଥିଲା.

  • @AmitMajhi-n6e
    @AmitMajhi-n6e 17 ชั่วโมงที่ผ่านมา

    ଓଡିଶା ରେ ବିଜେଡି ସରକାର ଭଲ ଥିଲା ଜୟ ବିଜେଡିଜୟ ଜଗନ୍ନାଥ

  • @subrataran
    @subrataran 11 ชั่วโมงที่ผ่านมา +2

    ତୁ ଆଲଜ୍ୟ ନି ତୋତେ ଲାଜ ଲାଗୁ ନାହିଁ ନବୀନ କାନ୍ଦୁ ଥିଲା ତୁ କାନ୍ଦୁ ଥିଲୁ

  • @srimatisahoo7534
    @srimatisahoo7534 16 ชั่วโมงที่ผ่านมา +1

    କେହି କାନ୍ଦି ନ ଥିଲେ

  • @pradeepkumarjena4162
    @pradeepkumarjena4162 15 ชั่วโมงที่ผ่านมา +1

    ନବିନି ପଟନାୟକ କୁଂ ଭଲ ପାଉଛନ୍ତି ହେଲେ ବିଜେଡି କୁ ଆଉ ଭୋଟ ଦେବେନି
    କଣ ଲୋଟିବା ପାଇଁ ନବିନି କୁ ଉଲ ପାଆନ୍ତ

  • @daleisusantakumar8392
    @daleisusantakumar8392 12 ชั่วโมงที่ผ่านมา +1

    ନବୀନ ବାବୁ ଙ୍କ ପାଇଁ ରାଜ୍ୟ ବାସୀ କାନ୍ଦୁ ଥିଲେ ଶ୍ରିମୟୀ ମିଶ୍ର ରାଜ୍ୟବାସୀଙ୍କ ଲୁହ ପୋଛୁଥିଲେ ବୋଧେ । ଏତେ ମୁଁହ ଫୁଟାଣି ଦେଖାଇବା ହାସ୍ୟସ୍ପଦ୍

  • @subrataran
    @subrataran 11 ชั่วโมงที่ผ่านมา +1

    Srimayi ପଛ ପେଲା ତୋତେ ଲାଜ ଲାଗୁ ନାହିଁ

  • @MuralidharMulia
    @MuralidharMulia 15 ชั่วโมงที่ผ่านมา +1

    ଏଇଟା ବିଜେପି ଚନେଲ।

  • @subhamcomputer5362
    @subhamcomputer5362 21 ชั่วโมงที่ผ่านมา

    ଶ୍ରୀମୟୀ ସତେ କଣ ଭଲ ପାଉଛନ୍ତି ବିଜେଡି. କଣ nijar ସ୍ୱାଭିମାନ padare

  • @diptikantmohapatra9580
    @diptikantmohapatra9580 21 ชั่วโมงที่ผ่านมา +2

    Bahut seva karichha

  • @laxmansahoo4681
    @laxmansahoo4681 14 ชั่วโมงที่ผ่านมา

    କାନ୍ଦିଲେ, ଓଡିଶା ବାସୀ, ନୁହେଁ କାନ୍ଦିଲେ ମଦୁଆ ଓଡ଼ଶ {ଯେତେ ଛାରପୋକ }, ଉତ୍କଳ ଜନନୀ ରାକ୍ଷସ କବଳରୁ ମୁକ୍ତ,,🎉

  • @prakashkumarparida5174
    @prakashkumarparida5174 20 ชั่วโมงที่ผ่านมา

    ଶ୍ରୀମୟୀ,l love u

  • @LaxmidharSamal-gt1pg
    @LaxmidharSamal-gt1pg 21 ชั่วโมงที่ผ่านมา +3

    BJD dislike by Voter.

  • @srisaidesignvastu9209
    @srisaidesignvastu9209 21 ชั่วโมงที่ผ่านมา

    ଶ୍ରୀ ମୟୀ ମାଡାମ୍ ଆମ ଗାଁ ଆଡେ ଆସ!

  • @RadhanathBiswal
    @RadhanathBiswal 21 ชั่วโมงที่ผ่านมา

    Politic ସେବା ନା------କରୁଛ, ହୃଦୟ ଜିତୁଛ ତା'ପରେ ଲୋକଙ୍କ------ମାରି ଢ଼ାବା ରେ ସେବା ଦେଉଛ/ସେବା ନେଉଛ ସଳା politician ଗୁଡା ରାଜ୍ୟ କୁ ବରବାଦ କରିସାରିଲେଣି

  • @kalpanapadhi1147
    @kalpanapadhi1147 20 ชั่วโมงที่ผ่านมา +1

    ଶ୍ରୀ ମୟୀ ତ୍ ବିଆ ରେ ପାଣ୍ଡିୟାନ୍ ବାଣ୍ଡ ର ଚି଼ହ୍ନ ଅଛି। ନବୀନ ବୁଢା କୁ ଲୋକେ ଘୃଣା କରି ବିଜେପି କୁ ଭୋଟ ଦେଲେ ତୁ କଣ ବୁଝେଇ ବୁ। ଶ୍ରୀ ମୟୀ ତତେ ରସଗୋଲା ଦେଖେଇ ଗୋଲଗୁଲା ଦେଇ ଗେହିଁଲେ। ତତେ ଲାଜ ନାହିଁ। ନବୀନ ବୁଢା ଯେତେ ଯାତ୍ରାପାର୍ଟି ତିଆରି କଲେ ମଧ୍ୟ ଫଳ ଶୂନ

  • @DAYANIDHISAMAL-e2i
    @DAYANIDHISAMAL-e2i 19 ชั่วโมงที่ผ่านมา

    ନାନୀ ଏତେ ଦୀନ ହେଲା କୁଆଡେ ଜାଇଥିଲ ।5 ବର୍ଷ ଅପେକ୍ଷା କର। ଦେଖ 5 ବର୍ଷ ଭିତରେ ଦଳ ରହିଛି କି ନାହିଁ ।

  • @SantoshMeher-v4h
    @SantoshMeher-v4h 21 ชั่วโมงที่ผ่านมา

    ସପ୍ନ ଦେଖନାହିଁ ପୁଣି ଫେରିବ ବୋଲି କେଶବ କୋଇଲି ଶୁଣିନାହକି ଶ୍ରୀ ମଇ ।

  • @pratapjena1193
    @pratapjena1193 22 ชั่วโมงที่ผ่านมา

    ଟିକିଏ ତ ଲଜ୍ଜା ସରମ ନାହିଁ, ମୁହଁ ଦେଖାଉଛୁ, ନବୀନ କଣ ପାଇଁ ହାରିଲା, ଦଳକୁ ହରାଇଲା, ମଦ ପିଇ ୨୪ ବର୍ଷ କୁଆଡେ ଯାଇଥିଲା, ଆଜି ନାଟକ କରୁଛି

  • @KarunakarDhani-eo2sl
    @KarunakarDhani-eo2sl 22 ชั่วโมงที่ผ่านมา

    କ୍ଷମତା ମୋହ ଭୁଲି ପାରୁନାହାଁନ୍ତି।ପାଞ୍ଚ ବର୍ଷ ପାଇଁ ନୁହେଁ ଚବିଶ ବର୍ଷ ପଦଯାତ୍ରା କଲେ ପାପ ଧୋଇ ଯିବ। ଓଡ଼ିଶା ବିଜେଡି ର ଜାଗିର ନୁହେଁ। ଡାଲି ଚାଉଳ ଛତୁଆ ଠାରୁ ଆରମ୍ଭ କରି ଖଣି ଖାଦାନ ସବୁ ଖାଇଦେଇଛ, ଭବିଷ୍ୟତ ପିଢ଼ିଙ୍କୁ ମଦ ଦୋକାନ ଗାଆଁ ଗଣ୍ଡାରେ ଖୋଲି ପିଇବା ଶିଖାଇ ସମାଜ ରେ ବିଶୃଙ୍ଖଳା ସୃଷ୍ଟି କରିଛ ।

  • @kishorebiswal4298
    @kishorebiswal4298 18 ชั่วโมงที่ผ่านมา

    Bjd ଦଳର କେବେ ସେବା ଭାବ ନଥିଲା କି ଭବିଷ୍ୟତ ରେ ହେବନି। ଦୁର୍ନୀତି ର ଗନ୍ତାଘର bjd ଦଳ। ଲୋକ ଜାଣି ନଥିଲେ। ଏବେ ସବୁ ଚରିତ୍ର ଜାଣିବାକୁ ଅଭାବ ନାହିଁ।

  • @indramanipanda3539
    @indramanipanda3539 17 ชั่วโมงที่ผ่านมา

    କେତେକ ଗଦଗଦ୍ ଦୁଲୁଦୁଲୁ କୁହାଳିଆ ଚୁପ ଚାପ ବିଜେପି ସହିତ ଯାଇଛକି ଭିତିରିଆ ଘସି ନେସି ହେଉଛନ୍ତି।

  • @PrabirDas-u8p
    @PrabirDas-u8p 21 ชั่วโมงที่ผ่านมา +6

    Palanka seba kara,

  • @indramanipanda3539
    @indramanipanda3539 17 ชั่วโมงที่ผ่านมา

    ସୁଲି ଓ ଶ୍ରୀମା ନବୀ ବାବୁ ଙ୍କ ପଞାବୀରେ କି ଚିହ୍ନ ମାରି ତାଙ୍କୁ ପ୍ରାୟ Bjdର କର୍ମୀ ବୋଲି ଚିହ୍ନାଉ ଥିଲେ ଓ ସେ ଶଂଖ କପଡାକୁ ଓଟାରୀ ମୋନାରୀ କି ଫୋପାଡି ଦେଲେ।ସେଥିରେ ଜଣେ ଥାକି ଗଲେ ଆଉ ଜଣ କୁ ଗୋଡାଇ ଦେଇଥିଲେ।

  • @trend0017
    @trend0017 22 ชั่วโมงที่ผ่านมา +8

    odisha basi kandu thile kadi vote kahinki deleni...😄😄

  • @kishorebiswal4298
    @kishorebiswal4298 18 ชั่วโมงที่ผ่านมา

    ଏଗୁଡା କଣ କହିବେ। ଫାଲତୁ କଥା ଶିଖିଛନ୍ତି, ସେୟା କହିବେ।

  • @samirnayak3768
    @samirnayak3768 21 ชั่วโมงที่ผ่านมา

    ସେବାଟା ନିସ୍ୱାର୍ଥ ହେବା ଦରକାର

  • @MoheswarRetta
    @MoheswarRetta 6 ชั่วโมงที่ผ่านมา

    ତେଣୁକରି ବିଜୁ ଜନତା ଦଳ ପାଣ୍ଟିଥାନ ପଦଯାତ୍ରା କରୁଥିଲେ

  • @ArunDas-hc5zz
    @ArunDas-hc5zz 19 ชั่วโมงที่ผ่านมา

    ଯେତେ ଟେକୁଛ ଟେକ ।ସରିଗଲା ବେଳ କାଳ।ଲୋକ ଭୋଟ ଦେଲେନାହି , ହାରିଲ। ୟାକୁ ତାକୁ ଦୋଷ କାହିଁକି ଦେଉଛ।

  • @aamy00
    @aamy00 14 ชั่วโมงที่ผ่านมา

    ବଲାଙ୍ଗୀର ଯା

  • @SailabihariKhatua
    @SailabihariKhatua 15 ชั่วโมงที่ผ่านมา

    ଏ ଗାଲୁଆଣୀ କଣ କହୁଛି ଦେଖ ହେ ଓଡିଶା ବାସି, ନବୀନ ହାରିବା ପରେ ଓଡିଶା ଲୋକ କାନ୍ଦିଲେ, ଏଇଲୋକ ଭୋଟ ଦେଇଥିଲେ ନା ଖଲିସ୍ତାନୀ ଲୋକ ନବୀନକୁ ହରାଇଲେ,24 ବର୍ଷ ରେ ଯେମିନ୍ତି ଭୁତଉ ଥିଲେ ଏବେ ବି ଭୁତ୍ତାଇବା କୁ ଲାଗିଛନ୍ତି,

  • @dr.purnendutripathy5263
    @dr.purnendutripathy5263 12 ชั่วโมงที่ผ่านมา

    ଅଲାଜୁକ ଦଳ।ଆଈ ମା କାହାଣୀ ତ ଚାଲିଛି।ଆଇନ ଶୃଙ୍ଖଳା ଠିକ୍ ଥିଲା ତ?। ବେହିଆ ଜନତା ଦଳ।

  • @anupbal1989
    @anupbal1989 21 ชั่วโมงที่ผ่านมา

    ଲୋକଙ୍କ ବାଳ ଜିତିଛ ତ ତୁମେ। ନିର୍ଲଜ୍ଜ

  • @bijaykumarsahani8127
    @bijaykumarsahani8127 11 ชั่วโมงที่ผ่านมา

    ସେ ଭିଡିଓ ଦେଖିଉନ

  • @tusarkantasahu1064
    @tusarkantasahu1064 12 ชั่วโมงที่ผ่านมา

    ନବୀନ୍ ବାବୁ ତୁମ ମାନଙ୍କ ପାଇଁ ହାରିଲେ, ଏତେ ଯଦି ଲୋକ ଙ୍କ ସେବା କରୁଥିଲେ ତେବେ ଲୋକେ କାହିଁକି bjd କୁ ଘୃଣା କଲେ.. ଦଳର ମୁଖିଆ ନବୀନ ଯେତେ ବେଳେ ଲୋକୋ ଙ୍କ ଭଲ ପାଇବା ର ଫାଇଦା ଉଠାଇ ଅଂଧ, ମୁକ, ବଧିର ପାଲଟି ଗଲେ ସେତେବେଳେ ଲୋକେ ଆଉ କଣ କରିଥାନ୍ତେ.... ଆମେ ଦୁଃଖିତ କିନ୍ତୁ ଏକଥା ମାନିବାକୁ ପଡ଼ିବ କି bjd ଅମଳରେ ଓଡିଶା ଦୁର୍ନୀତି ର ଶୀର୍ଷ ରେ ପହଞ୍ଚିଛି...

  • @RabindrakumarBehera-h2b
    @RabindrakumarBehera-h2b 12 ชั่วโมงที่ผ่านมา

    Yes

  • @SurendraPrasadDash-uc6vv
    @SurendraPrasadDash-uc6vv 21 ชั่วโมงที่ผ่านมา

    Shrimayee Rajya Sabhare Jaha Kahile Janapade ,se Jane Best Leader

  • @SurendraPrasadDash-uc6vv
    @SurendraPrasadDash-uc6vv 21 ชั่วโมงที่ผ่านมา

    Centr Govt Patan Arambha Arambha Hoichhi,

  • @sureshsarangi8860
    @sureshsarangi8860 4 ชั่วโมงที่ผ่านมา

    Future Bolangir MLA candidate from BJP

  • @CarevantisMedicare
    @CarevantisMedicare 18 ชั่วโมงที่ผ่านมา

    After power dismissed she will be more more normal

  • @gopalkrishnapattnaik5313
    @gopalkrishnapattnaik5313 5 ชั่วโมงที่ผ่านมา

    Any Person has no place in Politics ..WORKS ,& IDEOLOGY ARE REMEMBERED.. NAVEEN BABOO IS A MAN OF GOOD CHARACTER & GOOD NATURE .

  • @maheswarparihari5189
    @maheswarparihari5189 21 ชั่วโมงที่ผ่านมา

    ବେହିଆ ମୁହଁରେ ବଥ ହେଲେ ସେ କଣ କହେ

  • @manasimohanty942
    @manasimohanty942 20 ชั่วโมงที่ผ่านมา

    Mannybar bjd dolo ra supriya nabin pattanik nku ,kati kati pranam 🙏👍

  • @hemantkumarsingh1387
    @hemantkumarsingh1387 18 ชั่วโมงที่ผ่านมา

    People of odisha were very happy on resignation of Naveen Patnaik on defeat by BJP.No one was crying for Naveen Patnaik, wrong statement by srimayee Mishra.

  • @gopalkrishnapattnaik5313
    @gopalkrishnapattnaik5313 17 ชั่วโมงที่ผ่านมา

    WHERE is that person for whom , BJD lost 25 seats ??

  • @kishorebiswal4298
    @kishorebiswal4298 18 ชั่วโมงที่ผ่านมา +1

    ଜନ ଯାତ୍ରା ରେ ପଥର, ପଚା ଅଣ୍ଡା, ଟମାଟ ଫୋପଡ଼ା ହେଲାନି ନା ନାହିଁ?

  • @rameswar3765
    @rameswar3765 19 ชั่วโมงที่ผ่านมา +1

    ଚବିଶବର୍ଷ କ୍ଷମତାର ମୋହ ଯାଉନି ,କ୍ଷମତା ବିନା ଛଟପଟ।

  • @santoshjena7437
    @santoshjena7437 21 ชั่วโมงที่ผ่านมา +3

    Great Chhorani From OTDC.

  • @manojroutray4400
    @manojroutray4400 5 ชั่วโมงที่ผ่านมา

    Pada jatra
    Bus jatra
    Helicopter jatra kale
    Kn heba?
    Janata bujhi gale
    24 years vuna
    Janata ku 24 year

  • @HarishankarDandasena
    @HarishankarDandasena 22 ชั่วโมงที่ผ่านมา +1

    Nabin babu jete thagi thile taha phati thila

  • @sovaginilifestyle7291
    @sovaginilifestyle7291 15 ชั่วโมงที่ผ่านมา +1

    Manisa. Malapare 14 dina kandibe tapare bhulijibe tu adhika kana kahuchu

  • @kishorebiswal4298
    @kishorebiswal4298 18 ชั่วโมงที่ผ่านมา +1

    ପାଣ୍ଡିଆନ କୁଆଡେ ଗଲେ। ନବୀନ କୋଉଠି ଲୁଚେଇଛନ୍ତି କୁହନ୍ତୁ। ଡ୍ରାମା କରିବା ଆଗରୁ ନଥିଲା, ଏବେ କାହିଁକି?

  • @kailashmahalik67
    @kailashmahalik67 14 ชั่วโมงที่ผ่านมา

    Last year kari

  • @ramakantapadhan5382
    @ramakantapadhan5382 21 ชั่วโมงที่ผ่านมา +3

    Nabin patnayak estapa dela bele odisha basi bahut Khushi thile

    • @manasimohanty942
      @manasimohanty942 20 ชั่วโมงที่ผ่านมา

      Odisha basi khushi thile ki kandi thile, taha odisha basi kahibe,??? Kaha subject ku nai tiponi deba before 100 tharo chinta kariba darokar???jodi kahaku respect 🙏 dai sikhino????comment re insult kariba sanskar veluness

    • @kalpanapadhi1147
      @kalpanapadhi1147 19 ชั่วโมงที่ผ่านมา +1

      ​@@manasimohanty942ନବୀନ ବୁଢା କୁ ଲୋକେ ଘୃଣା କରି ବିଜେପି କୁ ଭୋଟ ଦେଲେ। ନବୀନ ପଟ୍ଟନାୟକ କିଏ କି ବାଣ୍ଡ ନା। ଲୋକେ ହଡ଼ା ନବୀନ ହାରିବ ଦିନ ଖୁସି ହେଇ ଭୂଜି ଭାତ କଲେ ମନ୍ଦିର ର୍ ରେ ଦୀପ ଜାଳିଲେ। ନବୀନ ହଟିଛ୍ହି ଗୋଟେ ଗ୍ରହ ଯାଇଛି।

    • @manasimohanty942
      @manasimohanty942 19 ชั่วโมงที่ผ่านมา

      @@kalpanapadhi1147 kala aagore mula chibeiba brutha

  • @manojroutray4400
    @manojroutray4400 5 ชั่วโมงที่ผ่านมา

    Ashok bhai
    Hata jodilani aga ku Rekha
    Janata pacharile kn kahibe?

  • @prasannakumar3065
    @prasannakumar3065 15 ชั่วโมงที่ผ่านมา

    Nabin babu harile kipari , jadi odisha loka tanku bhala pauthile ?

  • @gokulanandadas4048
    @gokulanandadas4048 21 ชั่วโมงที่ผ่านมา +4

    ଅଧର୍ମ ବିତ୍ତ ବଢେଇ ବହୁତ - ଗଲାବେଳେ ଯାଏ ମୂଳ ସହିତ ,, ଶ୍ରୀମତୀ madam vote bele ticket na ମିଳିବାରୁ ଆପଣ କୁଆଡେ ଗାୟେବ ହୋଇଗଲେ ଯେ ବିଚରା ପାଣ୍ଡୁ ଜି ଆପଣଙ୍କୁ ଖୋଜି ଖୋଜି ଥାକିଗଲେ ପାଇଲେ ନାହିଁ ,

  • @SurendraPrasadDash-uc6vv
    @SurendraPrasadDash-uc6vv 21 ชั่วโมงที่ผ่านมา

    EVM Temporing Hoichhi

  • @phusphusss
    @phusphusss 19 ชั่วโมงที่ผ่านมา

    tama news aau tanka reaction kouthinmela khaila, tike bujheidele huanta

  • @ranjansamal4782
    @ranjansamal4782 12 ชั่วโมงที่ผ่านมา

    Odisha basi nabin babu paiin kandile srimayee kouthi kandu thile 4masa hela kahileni

  • @SubodhBarik-p3c
    @SubodhBarik-p3c 22 ชั่วโมงที่ผ่านมา

    Srimayi jete bele ticket paileni sete bele odisha Ghare Ghare kandi thile eita kuhajae bazigar kehi Nako teki beni

  • @JitendraBaral-ji7lo
    @JitendraBaral-ji7lo 19 ชั่วโมงที่ผ่านมา

    Sankha Bhabana Re Sankhasura Basi Odisha Ku Bikri Jojana Karuchi Au Bopa Swapna Purana Pain 24 Barsa Luti Khaiba Pare Bopa Swapna Purana Heini

  • @niranjansenapati131
    @niranjansenapati131 15 ชั่วโมงที่ผ่านมา

    Nabin Pattnaik nka pain kehi kandinahanti.odisha dhwansakare nabin Pattnaik

  • @garudadhwajbarik2790
    @garudadhwajbarik2790 21 ชั่วโมงที่ผ่านมา

    Bala na MG, aau sunpapidi achhi je khaiba

  • @manojroutray9603
    @manojroutray9603 19 ชั่วโมงที่ผ่านมา

    Mamatha katha ku niani
    Bjd ra B ra kichhi
    Janini

  • @JITENDRAkumar-jc4xb
    @JITENDRAkumar-jc4xb 22 ชั่วโมงที่ผ่านมา

    Ebe BJp na sreemayee

  • @BasantaMajhi-bu6gt
    @BasantaMajhi-bu6gt 20 ชั่วโมงที่ผ่านมา

    B j d neta nku bhetiba ra bahuta kasta kara heu thila sabu office aliraj chalu thila nishchit bhaba re loka jagi uthi chhanti

  • @Ashish-mh5yj
    @Ashish-mh5yj 20 ชั่วโมงที่ผ่านมา

    Aame hindi bujhi parunu....😊...kaha hrudaya jitichha ba..tume Srimayee mam..???😂

  • @arunkumarbehera9271
    @arunkumarbehera9271 21 ชั่วโมงที่ผ่านมา

    Bohut. Khorapvabona. Ochi

  • @sarojkumarmohanty6139
    @sarojkumarmohanty6139 21 ชั่วโมงที่ผ่านมา

    Nirbachana samay re kuade deha chhapa dei rahigale ,Aji puni keunthu kan miligala je bhasan baji maruchanti ,Au kete Amiti apaman pai BJD re rahibe ?

  • @manojroutray9603
    @manojroutray9603 19 ชั่วโมงที่ผ่านมา

    Srimai Ku

  • @santoshjena7437
    @santoshjena7437 21 ชั่วโมงที่ผ่านมา

    Nabin MG.......

  • @UttamMM
    @UttamMM 20 ชั่วโมงที่ผ่านมา

    Pura video dekhealani... Srimayee madam nkara... Otv ra ghara bhanga kama jor se chalichi... Bjp jitila pare...2029 re bjp harile.. otv age bandh haba...

  • @debasissahoo5132
    @debasissahoo5132 16 ชั่วโมงที่ผ่านมา

    Han mu bi kandithili... Vo vo hei... Khali ja Pandian katha bhabi akhiru luha bahari nathila 😂

  • @anjananayak3971
    @anjananayak3971 2 ชั่วโมงที่ผ่านมา

    Alo maa sara Odisha ta kanduthila ta hele bjd harila kaha paini au bjp ku vote dela kie

  • @santoshjena7437
    @santoshjena7437 21 ชั่วโมงที่ผ่านมา

    Baala naaaaa....

  • @PradipBhatta-mf3gj
    @PradipBhatta-mf3gj 20 ชั่วโมงที่ผ่านมา +2

    We are very happy nabin out

  • @ramakantabehera4856
    @ramakantabehera4856 16 ชั่วโมงที่ผ่านมา

    Jaha heu tame jau mana una kari thila kiea manaila

  • @gvramani4995
    @gvramani4995 22 ชั่วโมงที่ผ่านมา

    Ananta jena benga parri deuchi 37 vote rejiti

  • @narayanparida8720
    @narayanparida8720 16 ชั่วโมงที่ผ่านมา

    Nsbin not.s leader

  • @HarishankarDandasena
    @HarishankarDandasena 22 ชั่วโมงที่ผ่านมา

    Seba kaha ke kahake kahesan kaha netri

  • @AkhyayaMohanty
    @AkhyayaMohanty 22 ชั่วโมงที่ผ่านมา

    Swati kahniki kahunahanti tume jhia pila besisikhita bhalare bujhuthiba,tanka lagi sambadikata kara nahni.bejupanda odishara satru

  • @prakashrana688
    @prakashrana688 20 ชั่วโมงที่ผ่านมา

    Odisha loka nku Thakicha

  • @trend0017
    @trend0017 22 ชั่วโมงที่ผ่านมา

    eguda ku kiye sunuchi....au party achi j bala karibe

  • @MIS_Training
    @MIS_Training 21 ชั่วโมงที่ผ่านมา +1

    Ame Khushi thill nabin harila

  • @AkhyayaMohanty
    @AkhyayaMohanty 22 ชั่วโมงที่ผ่านมา

    Swati tate bejupanda jetiki tanka deichhi toar bhabana setiki to pakhare bastabata bujhibar khyamata nahni

  • @satyajitbiswal562
    @satyajitbiswal562 21 ชั่วโมงที่ผ่านมา

    Bazigar Naa Bala to muha ku laja nahi.pandian pakhare soibu jaa😊😊😊😊giha khaiki bazigar heigala

  • @manojroutray4400
    @manojroutray4400 4 ชั่วโมงที่ผ่านมา

    Ama protable kuade gale?
    Kebala Mathhia Mada?

  • @sagarsamantasinghara59
    @sagarsamantasinghara59 19 ชั่วโมงที่ผ่านมา

    Congress re thila,bjd ku asila ticket delani,bjd mahilanku jaha kala ta fala paila

  • @AkhyayaMohanty
    @AkhyayaMohanty 22 ชั่วโมงที่ผ่านมา

    Ma tume bejupanda pakhare chakiri karichha.jaha script achhi taaku padhuchha tuma pathara kichhi mulya nahni.

  • @sagarsamantasinghara59
    @sagarsamantasinghara59 19 ชั่วโมงที่ผ่านมา

    Kebe chhapa rahibani,