'ଉପନିର୍ବାଚନ ହେଲେ ବିଜେପି ଜିତିବ'| Exclusive Interview With Goutam Roy | BJP Leader | Odisha Reporter

แชร์
ฝัง
  • เผยแพร่เมื่อ 2 ต.ค. 2024
  • #ଉପନିର୍ବାଚନ_ହେଲେ_ବିଜେପି_ଜିତିବ'| Exclusive Interview With Goutam Roy | Odisha Reporter
    ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯାଜପୁରର ଦୁର୍ନୀତି କଥା ଉଠାଇବା ପରେ ରାଜନୀତି ସରଗରମ ହୋଇଛି। ତା ସହିତ ବିଜେଡିର ପୂର୍ବତନ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଉପନିର୍ବାଚନ ରାସ୍ତାରେ ବିଧାନସଭାକୁ ଆସିବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। ଏଥିପାଇଁ ଯାଜପୁର ବିଧାୟିକା ସୁଜାତା ସାହୁ ଇସ୍ତଫା ଦେଇପାରନ୍ତି ବୋଲି ବି କୁହାଯାଉଛି। ତେବେ ଏ ସମସ୍ତ ଚର୍ଚ୍ଚା ଆଲୋଚନା ଉପରେ ବିସ୍ତୃତ ଭାବେ ମତ ରଖିଛନ୍ତି ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତମ ରାୟ।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    TH-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #Odisha #Bjp #GautamRoy #ExclusiveInterview #MohanMajhi #ByElection #BJD #BJP #OdishaPolitics #jajpur

ความคิดเห็น • 143

  • @kailashbhoi1319
    @kailashbhoi1319 8 ชั่วโมงที่ผ่านมา +16

    କ୍ରିତଦାଶ ଜୀବନସାରା ହାରିବ ଥୟ

  • @JogendraMishra-i4o
    @JogendraMishra-i4o 4 ชั่วโมงที่ผ่านมา +4

    ବର୍ତ୍ତମାନ ଯଦି କୌଣସି ନିର୍ବାଚନ ମଣ୍ଡଳୀ ରେ ଉପନିର୍ବାଚନ ହୁଏ ।ସେଇଠି ପାଣ୍ଡିଆନ୍ ର କ୍ରୀତଦାସ ମାନେ ଓ ବିଜୁଜନତା ଦଳ ନିଶ୍ଚିତ ପରାଜୟ ବରଣ କରିବେ। ଆଉ ସେଇଠି ଅନ୍ୟ ଦଳ ବିଜୟୀ ହେବ।

  • @suoamtasane5249
    @suoamtasane5249 16 ชั่วโมงที่ผ่านมา +5

    ଆମ ଓଡ଼ିଶା ନବୀନ ଓଡ଼ିଶା ପ୍ରୋଜେକ୍ଟ ରେ ପ୍ରତି ପଞ୍ଚାୟତ କୁ ଆସିଥିବା 50 ଲକ୍ଷ୍ୟ ର କାମ ଓଡ଼ିଶା ସରକାରଙ୍କ ଦ୍ଵାରା verify ହେବାକୁ ଯାଉଛି ଯଦି କାମ ରେ କିଛି ତ୍ରୁଟି ଭାରେ ତେବେ ସବୁ ବିଲ୍ ବନ୍ଦ ଆଉ ନେଇଥିବା ବିଲ୍ ମଧ୍ୟ ଫେରସ୍ତ କରିବାକୁ ବାଧ୍ୟ, ଏଥିପାଇଁ ପ୍ରଶାସନ ଆଉ ଠିକାଦାର ଦାୟୀରହିବେ ଆଉ. ବହୁତ ଜଲ୍ଦୀ ଏହାର ତନାଘନା ହେବ. ଯାହା ସୂଚନା ମିଳୁଅଛି

  • @Babaphakiryoutube
    @Babaphakiryoutube 4 ชั่วโมงที่ผ่านมา +6

    ଯାଜପୁର ଜିଲ୍ଲା ଆଜି ବଦନାମ୍ ବବି ଦାସ ପାଇଁ ବବି ଦାସ ସବୁ BJD ରାଜ୍ୟସଭା ସାଂସଦ ପାଣ୍ଠି ଯାଜପୁର ଜିଲ୍ଲା ନାମ ନେଇ ସବୁ ଲୁଟିଲେ ବବି ଦାସ ଯାଜପୁର ଜିଲ୍ଲାକୁ ବଦନାମ୍ କଲେ ଓଡ଼ିଶାରେ କୁକୁର ପରୀ ହାରିବ ବବି ଦାସ ଏଥର ନିର୍ବାଚନରେ

  • @RabindraBehera-z4t
    @RabindraBehera-z4t 3 ชั่วโมงที่ผ่านมา +2

    ଉପନିର୍ବାଚନ ହେଲେ ବିଜେପି ନିଶ୍ଚୟ ହାରିଵ କାରଣ ଏଦଳ କଥା ଦେଇ କଥା ରଖି ପାରିଲେନି ଆଉ କେଉଁ ମୁହଁରେ କହୁଛନ୍ତି ଜିତିବା ଲାଗି, ଓଡ଼ିଶା ଲୋକଙ୍କୁ ଠିକ୍ ଭାବେ ଜାଣିନା ।ଆସନରେ ବସାଇବା ଯେମିତି ଜାଣିଛନ୍ତି ଏବଂ ଉଠାଇ ଫୋପାଡିବା ମଧ୍ୟ ଜାଣିଛନ୍ତି !

  • @dearstudent8139
    @dearstudent8139 16 ชั่วโมงที่ผ่านมา +7

    ଓଡ଼ିଶାର ସବୁଠାରୁ ଅପରିସ୍କାର ଜିଲା ଯାଜପୁର ଅଟେ. Kuakhia ଠାରୁ ଯାଜପୁର ରୋଡ ଏବଂ ଧର୍ମଶାଳା, ଚଣ୍ଡିଖୋଲ ଠାରୁ town ସବୁଆଡେ କୁଢକୁଢଅଳିଆସାଙ୍ଗକୁନର୍ଦ୍ଦମା...

    • @Dr.Motive-tc5dw
      @Dr.Motive-tc5dw 16 ชั่วโมงที่ผ่านมา +2

      Thare bhala se jajpur town & dasarathpur buli asa. Ta pare comment karibaku 100 thara bhabiba 😂

    • @muodia2002
      @muodia2002 9 ชั่วโมงที่ผ่านมา

      ଭାଇ ତମେ କ଼ଉ ଜିଲ୍ଲାର ତ ମୁଁ ଜାଣିନି କିନ୍ତୁ ଅନ୍ଯଜିଲ୍ଲା ବିଶୟ ରେ ଟିପଣି ଭଲ ନୁହଁ

  • @ritesh.panipani4472
    @ritesh.panipani4472 16 ชั่วโมงที่ผ่านมา +8

    ବିଜେପି

  • @sagarbehera9947
    @sagarbehera9947 16 ชั่วโมงที่ผ่านมา +6

    Goutam bhai win karibe ❤❤❤❤❤❤❤❤❤❤❤❤❤❤❤❤❤❤❤ I love bhai

  • @kishorchsrichandan307
    @kishorchsrichandan307 17 ชั่วโมงที่ผ่านมา +19

    ଏହା ପରେ ଯେତେ ନିର୍ବାଚନ ହେବ ବିଜେଡି ଭଳି ବିଜେପି ଜିତି ବ ।

  • @PrangyaPrangya-x7c
    @PrangyaPrangya-x7c 9 ชั่วโมงที่ผ่านมา +6

    Gautam ray best mla candidate

  • @PritamsukumarPanda
    @PritamsukumarPanda 15 ชั่วโมงที่ผ่านมา +5

    ବିଜେଡି

  • @thanadisari9173
    @thanadisari9173 5 ชั่วโมงที่ผ่านมา +3

    ବିଜେଡି ଯେବେହେକେ ଜିତିବ ନାହିଁ ହାରାମ ବିଜେଡି

  • @kalpanapadhi1147
    @kalpanapadhi1147 ชั่วโมงที่ผ่านมา +1

    ନବୀନ ଥିବା ପର୍ୟନ୍ତ ବିଜେଡି ହାରିବା ଥୟ।

  • @dhamirona8662
    @dhamirona8662 ชั่วโมงที่ผ่านมา +1

    କ୍ରୀତଦାସ ର ରାଜନୈତିକ ଜୀବନ ରେ ପୂର୍ଣ୍ଣଚ୍ଛେଦ ପଡିଯିବ

  • @AsishKumar-qw2xu
    @AsishKumar-qw2xu 16 ชั่วโมงที่ผ่านมา +7

    ଆମ ଯାଜପୁର ରେ ଏତେ କାରଖାନା ଥାଇ ମଧ୍ଯ ଆଜି ଆମେ ବାହାର ରାଜ୍ୟରେ ଆସି ଖଟୁଛୁ ଦେଖାଯାଉ ଆଗାମୀ ଦିନରେ ବିଜେପି କଣ କରୁଛି ଆମମାନଙ୍କ ପାଇଁ

  • @Cutebaby-s3k
    @Cutebaby-s3k 18 ชั่วโมงที่ผ่านมา +3

    Right

  • @sushamadash8383
    @sushamadash8383 17 ชั่วโมงที่ผ่านมา +3

    Jay shree Ram ji ki 🌷, Jay shree Jagannath ji ki 🌷🙏, Biswaguru Modi ji ko 🙏🙏

  • @sibuyoutube3525
    @sibuyoutube3525 17 ชั่วโมงที่ผ่านมา +13

    ବବି ଦାସ win ହେବ 🙏🙏♥️♥️

    • @jchoudhury274
      @jchoudhury274 17 ชั่วโมงที่ผ่านมา +7

      ଏତେ ଲୁଟିଛି କାହିଁକି win ହେବନି କ୍ରୀତଦାସ

    • @mahabirmajhi2683
      @mahabirmajhi2683 17 ชั่วโมงที่ผ่านมา +2

      ସାତ ସ୍ବପ୍ନ ଦେଖିବା bandh କର !!!

    • @debasispradhan1269
      @debasispradhan1269 16 ชั่วโมงที่ผ่านมา +6

      ବବି ଦାସ କୁକୁର ଭଳିଆ ହାରିବ😂

    • @sibuyoutube3525
      @sibuyoutube3525 16 ชั่วโมงที่ผ่านมา

      ତୁମେ କହିଲ ହେଲାନି 😂😂😂

    • @sibuyoutube3525
      @sibuyoutube3525 16 ชั่วโมงที่ผ่านมา

      ତୁମେ ସୁବ ହେଲ କୁରର 😂😂

  • @niranjanpanda8574
    @niranjanpanda8574 17 ชั่วโมงที่ผ่านมา +2

    Gautam Ray is right.

  • @sudhansusekhardash9010
    @sudhansusekhardash9010 4 ชั่วโมงที่ผ่านมา

    ଡାହା ମିଛର ସରକାର, ଆଗାମୀ ଦୁଇଟା ବିଧାନସଭା ନିର୍ବାଚନ ପରେ ଜଣା ପଡ଼ିବ ବିକାଶ କେତେ କରିଛନ୍ତି bjp ସରକାର, ଅହଙ୍କାର ମୋଡ଼ିଯିଙ୍କର ଆଉ ନାହିଁ, ଚାରି ଶହ ପାର କୁଆଡେ ଗଲା ରାୟ ବାବୁ, ଟିକେ କୁହନ୍ତୁ।

  • @kishorebiswal4298
    @kishorebiswal4298 43 นาทีที่ผ่านมา

    ସରକାର ଦୁର୍ନୀତି ମୁକ୍ତ କରିବା, ସ୍ୱଚ୍ଛ ପରିଚାଳନା କରିବା ଜନତା ଚାହେଁ।

  • @bishwojitbalsamanta3565
    @bishwojitbalsamanta3565 13 ชั่วโมงที่ผ่านมา +3

    ଏ ଲୋକ ଟି ଆଉ ଥରେ ହାରିଲେ ଜବତ ହେବେ

    • @prakashkumarjena.babusan.n3760
      @prakashkumarjena.babusan.n3760 4 ชั่วโมงที่ผ่านมา +1

      ଜୟ ବିଜେପି ❤️❤️❤️❤️

    • @kishorebiswal4298
      @kishorebiswal4298 36 นาทีที่ผ่านมา

      ବିଜେପି ଜିତିବ ନିଶ୍ଚୟ।

  • @sanjaykitchenbbsr3554
    @sanjaykitchenbbsr3554 5 ชั่วโมงที่ผ่านมา +2

    Bobby Bhai❤❤❤❤❤

  • @anshumanchanel1042
    @anshumanchanel1042 17 ชั่วโมงที่ผ่านมา +8

    Bjp win

    • @shortworld-ii1qr
      @shortworld-ii1qr 7 ชั่วโมงที่ผ่านมา

      😂😂😂😂 lol

    • @satyabanbeuria2545
      @satyabanbeuria2545 6 ชั่วโมงที่ผ่านมา

      Maa pua harile Kan pai

  • @eodia6475
    @eodia6475 2 ชั่วโมงที่ผ่านมา

    ଏଗୁଡ଼ା ସବୁ କ୍ଷମତା କୁ ଆସିବା ପାଇଁ ମିଠା ମିଠା କଥା। ଆମକୁ ସବୁ ଜଣା

  • @Prakashkumar-dq8rd
    @Prakashkumar-dq8rd 16 ชั่วโมงที่ผ่านมา +1

    Sata kahile sir 🙏👍

  • @kumarmitanofficial9631
    @kumarmitanofficial9631 5 ชั่วโมงที่ผ่านมา

    ଜୟ ବିଜେଡି. ଜୟ ବବି ଭାଇ

  • @subhasismanasing9103
    @subhasismanasing9103 5 ชั่วโมงที่ผ่านมา

    ସଳାଙ୍କ ମୂହରେ , କ୍ଷମତା ଲାଗିଜାଈଛି

  • @eodia6475
    @eodia6475 2 ชั่วโมงที่ผ่านมา

    ସବୁ ଗୋଟେ ଭାଡ଼ିର ପାରା କେହି ଭଲ ନୁହଁ । କିନ୍ତୁ ବିଜେପି କୁ ଲୋକ ଆଉ ଭୋଟ ଦେବେନି।

  • @abhijitsutar7004
    @abhijitsutar7004 5 ชั่วโมงที่ผ่านมา +1

    ଗୌତମ ଭାଈ ଯତେ ଥର ଛିଡା ହେବ ହରିବ କିନ୍ତୁ ୱାଡ ମେମ୍ୱର୍ ହେଲେ ଜିତି ବ

  • @ASISH_JENA
    @ASISH_JENA 3 ชั่วโมงที่ผ่านมา

    ଠିକ୍ କଥା କହୁଛନ୍ତି

  • @DilipKumar-by5yz
    @DilipKumar-by5yz 18 นาทีที่ผ่านมา

    ବିଜେଡି ଜାଆକୁ ଦବ ଶିଏ ହାରୀବ

  • @HimanshuBarik-n7x
    @HimanshuBarik-n7x 14 ชั่วโมงที่ผ่านมา +2

    Gautam bhai ama sabu bela apana ka saha acchu by election re ama jajpur re apana win kariba🎉

  • @Narayansahoo-j5n
    @Narayansahoo-j5n 16 ชั่วโมงที่ผ่านมา +2

    Goutam jitiba

  • @salmontudu9152
    @salmontudu9152 9 ชั่วโมงที่ผ่านมา +2

    BJD Jay 💯 Jay

  • @Suresh-t8v9i
    @Suresh-t8v9i 7 ชั่วโมงที่ผ่านมา +2

    Only BJP jitiba

  • @digambarsamal215
    @digambarsamal215 5 ชั่วโมงที่ผ่านมา

    Right 👍

  • @abhijitsutar7004
    @abhijitsutar7004 5 ชั่วโมงที่ผ่านมา

    ଭାଈ ଥରେ ଯାଜପୁର ଆସ ଦେଖି କି ଯିବା ଯାଜପୁର କଣ

  • @bijaykumarrout4161
    @bijaykumarrout4161 3 ชั่วโมงที่ผ่านมา +3

    Bjp is to win

  • @JayadevBarik-um9te
    @JayadevBarik-um9te 3 ชั่วโมงที่ผ่านมา +2

    Bjp jitiba 100%

  • @SangaBhai-dx3xc
    @SangaBhai-dx3xc 17 ชั่วโมงที่ผ่านมา +1

    Au diba Sapan dekha nii😂bjp sarkar athara only bjd Jay Naveen 💚💚 Jay Baby Bhai ❤❤

  • @Prafullamishra-z3y
    @Prafullamishra-z3y 17 ชั่วโมงที่ผ่านมา +3

    Gouttam babu kan karichhanti kahibeki

  • @arucharanpradhan5502
    @arucharanpradhan5502 16 ชั่วโมงที่ผ่านมา

    ଚୋର ସର୍ଦ୍ଦାରଙ୍କ ବିର୍ଯ୍ଯରେ ଚୋର ପିଲା, ରାଜ୍ୟ ସାରା ବିଲି ବିଲା।

  • @YoutubeShorts-pf1tx
    @YoutubeShorts-pf1tx 16 ชั่วโมงที่ผ่านมา +3

    Bobby Das Jajpur re badnam heleni Jitiba Impossible

    • @AmulyaParida-sj9bv
      @AmulyaParida-sj9bv 6 ชั่วโมงที่ผ่านมา +1

      ଯାଜପୁର ground କୁ ଯାଇକି ଦେଖେ ଥରେ ଥର ହର ହେବୁ ବବି ଦାସ ର ସମର୍ଥନ କେମିତିକା ଆସେ ଯାଜପୁର ଦେଖିବୁ... ଲେଖିକି ରଖେ ଆଜି ଯଦି ଯାଜପୁର ରେ ଇଲେକ୍ସନ ହୁଏ 45,000 ଭୋଟ ରୁ ଅଧିକା ରେ ବବି ଦାସ ଜିତିବ

    • @Rashmiranjanrout1997
      @Rashmiranjanrout1997 5 ชั่วโมงที่ผ่านมา +1

      Boby das jajpur king taku kie harei paribeni jajpur re

    • @AmulyaParida-sj9bv
      @AmulyaParida-sj9bv 5 ชั่วโมงที่ผ่านมา

      @@Rashmiranjanrout1997 ସେମିତି ସପୋର୍ଟ କର ବବି ଭାଇ କୁ 👍👍ଧନ୍ୟବାଦ.. ଯିଏ ବିକାଶ କରୁଛି ତାକୁ ସପୋର୍ଟ କରିବା ଦରକାର ଧନ୍ୟବାଦ ଭାଇ 👍

  • @anupmohapatra6909
    @anupmohapatra6909 16 ชั่วโมงที่ผ่านมา +2

    Goutam ray Tama ghare paa ebe pasile 100 koti bahariba

  • @BidyabhusanKuldy-yy4cb
    @BidyabhusanKuldy-yy4cb 18 ชั่วโมงที่ผ่านมา

    Goutam bhai kemiti j harigale. Mun jitibara 100 percent guarantee thili.

  • @Prafullamishra-z3y
    @Prafullamishra-z3y 17 ชั่วโมงที่ผ่านมา +1

    Goutam babu hatric fall

  • @ythutrr4
    @ythutrr4 15 ชั่วโมงที่ผ่านมา

    ଗୌତମ ରାୟ ଟା ମାଇଚିଆ .... ଖାଲି କଥା କୁହା ଟା

  • @sudhansusekhardash9010
    @sudhansusekhardash9010 4 ชั่วโมงที่ผ่านมา

    Bjp hala ବୋଲ କରି ଜିତିଛି, ମିଛ ଭରି ରହିଛି, ଆପଣଙ୍କ କେନ୍ଦ୍ର ସରକାର ଙ୍କ ଅବସ୍ଥା କଣ, ଦୁଇଟା ଆଶା ବାଡ଼ିରେ ଚାଲିଛି କେନ୍ଦ୍ର ସରକାର, ଗୋଟେ ଭାଙ୍ଗି ଗଲେ ସରକାର ଗଳି ପଡ଼ିବ !

  • @anupmohapatra6909
    @anupmohapatra6909 16 ชั่วโมงที่ผ่านมา +1

    Goutam ray tame tama life re kebe jiti paribani😂

  • @DurgaPrasad-k4z9v
    @DurgaPrasad-k4z9v 15 ชั่วโมงที่ผ่านมา +1

    Only bjd

  • @kshyamanidhisahoo1248
    @kshyamanidhisahoo1248 17 ชั่วโมงที่ผ่านมา +2

    Bjp hariba

  • @dandapatiganeshrao9755
    @dandapatiganeshrao9755 16 ชั่วโมงที่ผ่านมา +1

    Bjd jitiba

  • @manasranjandas8080
    @manasranjandas8080 16 ชั่วโมงที่ผ่านมา +1

    bjp win

  • @santoshpanda3122
    @santoshpanda3122 14 ชั่วโมงที่ผ่านมา

    Goutam ta jibanre jiti paribani jaj pur re

  • @bikramkesharibhoi7347
    @bikramkesharibhoi7347 17 ชั่วโมงที่ผ่านมา +1

    Kala. dhana. Kebe. asiba. Kahibeki. gautam. babu.

  • @somyaranjanmohapatra8610
    @somyaranjanmohapatra8610 2 ชั่วโมงที่ผ่านมา

    Camera ku dekhi kahiba kn darkar frequently kuha show bhala lagiba

  • @AshisAshis-m1f
    @AshisAshis-m1f 14 ชั่วโมงที่ผ่านมา

    Chora jadi semane .darun kahinki

  • @DeepakkumarMohantyDipu
    @DeepakkumarMohantyDipu 4 ชั่วโมงที่ผ่านมา

    Jay bjd

  • @BulakiSwain-n4c
    @BulakiSwain-n4c 8 ชั่วโมงที่ผ่านมา +1

    ଉପନିର୍ବାଚନ ଯଦି ହୁଏ ତେବେ ଓଡ଼ିଶାବାସୀ ନିଶ୍ଚୟ ଜାଣି ପାରିବେ ପ୍ରକୃତ ହୀରୋ କିଏ! ନବୀନ କି ମୋହନ ??

    • @satyabanbeuria2545
      @satyabanbeuria2545 6 ชั่วโมงที่ผ่านมา

      Nabin gote madua sarkar nabina sala chora ta

    • @SureshKumar-lu7dq
      @SureshKumar-lu7dq 5 ชั่วโมงที่ผ่านมา

      ​@@satyabanbeuria2545Nabin Patnaik knko pado dhuli ku tomoro Modi daramabaj sori heboni au Mohan majhi kono

  • @bikashjena7535
    @bikashjena7535 12 ชั่วโมงที่ผ่านมา

    King always king only Bobby Bhai

  • @dillipbehera4215
    @dillipbehera4215 8 ชั่วโมงที่ผ่านมา +1

    ଯଦି ଉପ ନିର୍ବାଚନ ହବ ଗୋଟେ ୱାର୍ଡ ମେମ୍ବର ଜିତିପାରିବନି bjp

    • @satyabanbeuria2545
      @satyabanbeuria2545 6 ชั่วโมงที่ผ่านมา

      Maa pua harile Kan pai

    • @PabitrabaralBaral-db3eq
      @PabitrabaralBaral-db3eq 5 ชั่วโมงที่ผ่านมา

      UPA nirbachana kahink heba. Jadiheba samya kahiba. Bobby jitile Kan sarkar vangi jiba. Dharjya dharuna 5 year.

  • @tanmayeenayak803
    @tanmayeenayak803 18 ชั่วโมงที่ผ่านมา

    No

  • @Bijaya-o7h
    @Bijaya-o7h 15 ชั่วโมงที่ผ่านมา +1

    Jay bjd Jay nabin sir 👍 ♥️

  • @AshisAshis-m1f
    @AshisAshis-m1f 14 ชั่วโมงที่ผ่านมา

    Tankasathire misinit bjp

  • @tusarkantirout3954
    @tusarkantirout3954 ชั่วโมงที่ผ่านมา

    Tumaku development dekha jibani , au ta pare Khali katha . Jadi development heba ta papa tahale bobby bhai tahaku 1000 thara kariba

  • @biswajitsamal8850
    @biswajitsamal8850 ชั่วโมงที่ผ่านมา

    Tikea jadi laga achi eaku ticket dea ni...

  • @ranjanpanda641
    @ranjanpanda641 4 ชั่วโมงที่ผ่านมา

    Kama heichi ki nahi???goutam ray jeevan kala bhitare kariparibe ki??

  • @nidhiramjena2398
    @nidhiramjena2398 17 ชั่วโมงที่ผ่านมา +1

    Voting EVM re naheu.

  • @DibakaraJena-nq2yj
    @DibakaraJena-nq2yj 16 ชั่วโมงที่ผ่านมา +1

    Bjd. Yes

  • @sibuyoutube3525
    @sibuyoutube3525 17 ชั่วโมงที่ผ่านมา

    Apana ae 5yrs re aethi rahiki birodh kaleni kn pai... Apana kn pai silent rahithile...kichhi swartha thila ki... Loka apana nka darsana pantini kbe👍👍

  • @narayanbehera6994
    @narayanbehera6994 35 นาทีที่ผ่านมา

    Bjp mula pucha heba dekhiba students power panchayat election re.

  • @jullysamal6626
    @jullysamal6626 15 ชั่วโมงที่ผ่านมา +1

    Tame kan karicha Tama ଜିଲ୍ଲାର

    • @subhrajitsamaljajpur1536
      @subhrajitsamaljajpur1536 13 ชั่วโมงที่ผ่านมา

      ଗୌତମ ବାବୁ କିଛି କରି ନାହାନ୍ତି ଯାଜପୁର ପାଇଁ ଯାହା କରିଛନ୍ତି ବବି ଦାସ ❤

  • @hrudanandadas2053
    @hrudanandadas2053 17 ชั่วโมงที่ผ่านมา

    Bjd Win.

  • @souravpradhan5186
    @souravpradhan5186 8 ชั่วโมงที่ผ่านมา

    Jitile BJP kan karibo?

  • @rabindrakumarbehera1259
    @rabindrakumarbehera1259 5 ชั่วโมงที่ผ่านมา

    Only Bjp will rive

  • @KhukunBehera
    @KhukunBehera 16 ชั่วโมงที่ผ่านมา

    BJP

  • @user-ly9ly4qq9j
    @user-ly9ly4qq9j 16 ชั่วโมงที่ผ่านมา

    BJD win

  • @suryanarayanrath1561
    @suryanarayanrath1561 3 ชั่วโมงที่ผ่านมา

    Upnirbachanhela bjp sabuneba

  • @chagulujena6933
    @chagulujena6933 17 ชั่วโมงที่ผ่านมา

    Evm hataho jaldi Babi vahi na hele ame kahan karibu

  • @reemamaohapatra9821
    @reemamaohapatra9821 17 ชั่วโมงที่ผ่านมา

    BJD jitiba

  • @ranjitswain7520
    @ranjitswain7520 7 ชั่วโมงที่ผ่านมา

    BJD only BJD

  • @umakantapradhan9254
    @umakantapradhan9254 5 ชั่วโมงที่ผ่านมา

    A lokata jatra party ra loka ki kana

  • @chandanmallick4426
    @chandanmallick4426 ชั่วโมงที่ผ่านมา

    Ea Bobby das ku hareiba 😂😂😂

  • @ghasiramsing4216
    @ghasiramsing4216 2 ชั่วโมงที่ผ่านมา

    Banda aluaa bjd ku aau buka aluaa biju nka pua nabin patanayk ku vote diantu nahi.
    Se pandiyankara bugucha buha nabin patanyak...

  • @hadibandhusahoo9770
    @hadibandhusahoo9770 8 ชั่วโมงที่ผ่านมา

    Deula vitare Kia na mu kadali khaini

  • @sangramkesharimohapatra5562
    @sangramkesharimohapatra5562 16 ชั่วโมงที่ผ่านมา

    Apana ta block chairman thiba time re ta bjd dala ra thile dasarathpura block ra kn develop karichanti kahi be ke

  • @iits9376
    @iits9376 14 ชั่วโมงที่ผ่านมา

    A dilip ray gale hin bjp asiba ...amba gacha mule Paisa nei bikri heigala Sia phuni bjp ra netrutya neba

  • @gulfjobvacancy4599
    @gulfjobvacancy4599 3 ชั่วโมงที่ผ่านมา

    Babi das win

  • @rusikanta2997
    @rusikanta2997 17 ชั่วโมงที่ผ่านมา

    Mo ghara jhumpuri to ghara pakhare Tu kebe jetebe Tora biswas Achi kebe jitubu, Tu be Dene bjd Sahita thilu

    • @AMANNAYAK91
      @AMANNAYAK91 5 ชั่วโมงที่ผ่านมา

      Ta ghara susua garadhia ama gaon pakhare ...BJD jitiba laguchi election hele

  • @diptiskumarbal3778
    @diptiskumarbal3778 15 ชั่วโมงที่ผ่านมา

    Tumara news channel nuha bjp mukhapatra

  • @anilkumarabehera6804
    @anilkumarabehera6804 8 ชั่วโมงที่ผ่านมา

    BJP ra anitha khia sambadika

  • @dibyamkumar5155
    @dibyamkumar5155 10 ชั่วโมงที่ผ่านมา

    Bjp hariba😂

  • @suryanarayanrath1561
    @suryanarayanrath1561 3 ชั่วโมงที่ผ่านมา

    Bjd netaku dekhila patharmaro

  • @manaswinisatapathy6176
    @manaswinisatapathy6176 16 ชั่วโมงที่ผ่านมา

    Bye election hele goutam Ray,10000 vote re jitiba

  • @PikuKumar-i7p
    @PikuKumar-i7p 16 ชั่วโมงที่ผ่านมา

    hohire kukura Tu bi dine bjd re thilu

  • @shortworld-ii1qr
    @shortworld-ii1qr 7 ชั่วโมงที่ผ่านมา

    Jajpur King boby bhai

  • @satyabanbeuria2545
    @satyabanbeuria2545 6 ชั่วโมงที่ผ่านมา

    Only modiji bjp