Kalinga tv channel bjd ra, owner bjd ra mp .sehi chanel kebala bjd support re prachar kariba.prakash pattanaik ku Sethi pahni OTV ru kada hela . Bala heba ganjam re Dadana re No1 Ganjam
Sabu election pai 20 hela kouthi karithila na aaji kariba kai se prahasana karucha aama bhali bekarinka aakhira luhare tuma bansare kehi naruhantu pani debaku
ଗଂଜାମରେ ସବୁଠାରୁ ଅଧିକ ଦାଦନ ଓ ଅଧିକ ବେକାରୀ, ଅଲାଜୁକ ଶାସନରେ ପୁଣି ଏପରି ପ୍ରହସନ ଚାଲିଛି । ଏହା କେବଳ ନିର୍ବାଚନୀ ଚାଲ |
Thik kahila bhai
ନିର୍ବାଚନ ଆସିଲେ ଏମିତି ହଜାର ହଜାର କୋଟିର ସ୍ବପ୍ନ ଦେଖାଇବାରେ ବିଜେଡି ମାହିର୍। ତଥାପି ଗଂଜାମ ବାସୀ ଯୋ ବିଶ୍ବାସ କରନ୍ତି ତାହା ହିଁ ଆଶ୍ଚର୍ୟ୍ଯ। ଜଗନ୍ନାଥ ହେ ତୁମେ ହିଁ ସାଖି ।
24 ବର୍ଷ ପରେ ମୁଖ୍ୟମନ୍ତ୍ରୀ ଙ୍କୁ ଗୋପାଳପୁର କଥା ମନେ ପଡିଲା କିଛି ନୁହେଁ କେବଳ ପ୍ରହେଳିକା କେବଳ ଭୋଟ ପ୍ରଚାର ପାଇଁ.
ଭଲ ଭାବେ airport ଗୋଟେ ନାହିଁ ବ୍ରହ୍ମପୁର ରେ ଲଜ୍ୟା ର କଥା
ଓଡ଼ିଆ କାମ କରିବେ ନା ବିହାରୀ
Good
Already started project
It will world no1 green hydrogen project
ଖାଲି ସ୍ବାର୍ଥ କଥା ଚିନ୍ତା କଲେ କିଛି ଲାଭ ନାହିଁ ତମର ଜାହା ଆୟ କରୁଚ ଏଇ ଜାଗା ରେ ହଁ ରହିବ ବେଶି ଲୋଭ କରନାହିଁ ଗରିବ ଲୋକ ଚାଷୀ ମୂଲିଆ ଖଟିଖିଆ ଦିନ ମଜୁରିଆ ପରିବାରର କଥା ବୁଝ ଆମ ଗଂଜାମ ଜିଲ୍ଲାର ପ୍ରାୟ ଦାଦନ ଶ୍ରମିକ
ନବୀନ ପଟ୍ଟନାୟକ ୨୪ ବର୍ଷ ହେଲା ସାସନ କରୁଛନ୍ତି ଦୟା ନାହିଁ ଓଡ଼ିଶାରେ କେତେ ଗରିବ ଲୋକ ଅଛନ୍ତି ଓଡ଼ିଶା କହିଲେ ଗୋଟେ ପରିବାର ନବୀନ ପଟ୍ଟନାୟକଙ୍କ ର
ମିଛଭାଷଣ କିଛିହେବନାହିଁ
Very good
ବିଧାୟକ ଙ୍କର କେତେ %pc
BJD gorvent ku lajo nahi, ganjaam dist lokoku soromo nahi..
Date kahidia kebe plant running haba
3024
@Rajkumar-sv4jb😂😂
Jay shree Ram
Thanks to our beloved CM Naveen Patnaik sir 🙏❤️
Lagya laguni😂😂😂😂ganjam dist dadan re no one😂😂😂😂
Bala Aasiba bala pua baluaa
24 barsa kuade Jai thila election ashile prashasan
Kichhi habani...25 barsa hela Khali michhare bhuaan buluchanti.
Berhampur airport stri kuhaade golaa ,sorigolaaki ketuta vudaajaahojo chaluchi kichi nokori Khali election stunt Sambalpur Jharsuguda cuttack bbsr ,north odisaaku 2 laks krores projects south odisaa especially berham pur ku zero Khali ramalibgapark ,berhampur sophomore road naahee kichijnaahi gangam dist gotiye ochi boli Khali election agree monepodibo lazzakorokothaa
Stania Loko ba ganjam Loko pai kete reservation rahiba seta pachara
24 years hela kn koruthile bjd
24yrvhela kete project heichi
Time rti re maga
Jani pariba
@@sampadbarik8802ଆଉ ବାଳଟା ହେବ ଆମ ଗଞ୍ଜାମ ଜିଲ୍ଲା ମୂର୍ଖ ମଦୁଆ ବୋଲି 25 ବର୍ଷ ହେଲା ବିକାଶ କହି ଦାଦନ ଶ୍ରମିକ ଯୋଜନା କରୁଛି ଚୋର BJD ମିଛ ମିଛ ଏବେ 5 ବର୍ଷ ସରି ଗଲା ଆଉ 5 ବର୍ଷ ପାଇଁ ମିଛ କଥା କହି କେମିତି ପୁଣି ଗାଣ୍ଡୀ ମାରିବେ
tama muhaku laza nahi..highest migration from ganjam..
Chopa manyabar chief minister 😁😁😁😁
Election pain silection chal
ଟାଟା ଷ୍ଟିଲ୍ କମ୍ପାନୀ 2.4 ଲକ୍ଷ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ପ୍ରତିଷ୍ଠା କରିବାର ଥିଲା | ତେବେ ଏହି ପ୍ରକଳ୍ପକୁ ଖଣ୍ଡନ କରାଯାଇଥିଲା ଏବଂ ଏହାର ସ୍ଥାନରେ 55000 ଟନ୍ କ୍ଷମତା ବିଶିଷ୍ଟ ଏକ ଛୋଟ କାରଖାନା ପ୍ରତିଷ୍ଠା କରାଯାଇଥିଲା | ତେବେ, ଆମେ କଣ ପାଇଁ ଆନନ୍ଦ କରୁଛୁ? ଯେଉଁ ଜାଗାରେ ଏକ ମେଗା ପ୍ଲାଣ୍ଟର ପ୍ରତିଷ୍ଠା କରିବା ଥିଲା, ସେହି ସ୍ଥାନଟି ବର୍ତ୍ତମାନ ଏକ ଇଣ୍ଡଷ୍ଟିଆଲ୍ ପାର୍କରେ ପରିଣତ ହୋଇଛି | ଏହାର ଅର୍ଥ କ’ଣ ଆପଣ ଜାଣନ୍ତି କି? ଆମର ନେତା ଗଣ ଲମ୍ବା ଲମ୍ବା ପ୍ରତିଶୃତି ଦେଇ ଆମକୁ ବୋକା ବନାଉଛନ୍ତି | ଯଦି ଏକ ମେଗା ଇସ୍ପାତ କାରଖାନା ହେଇଥାନ୍ତା, ତେବେ କଳ୍ପନା କର କେତେ ପ୍ରତ୍ୟକ୍ଷ ନିଯୁକ୍ତି ସଂଖ୍ୟା ସୃଷ୍ଟି ହୋଇଥାନ୍ତା | ବ୍ରହ୍ମପୁରର ଏବଂ ଗଂଜାମ ଜିଲ୍ଲାର ଅଗଣିତ ଯୁବକ ଏବଂ ଯୁବତୀ ରୋଜଗାର ପାଇଥାନ୍ତେ | ପରୋକ୍ଷ ରୋଜଗାର ପ୍ରତ୍ୟକ୍ଷ ରୋଜଗାରର ଦଶ ଗୁଣ ହୋଇଥାନ୍ତା | ଏହା ସିଧାସଳଖ ଆମ ଲୋକମାନଙ୍କର ଆର୍ଥିକ, ସାମାଜିକ, ଶିକ୍ଷା ଦିଗକୁ ପ୍ରଭାବିତ କରିଥାନ୍ତା | ବର୍ତମାନର ଏଇ ସ୍ଥିତି ପାଇଁ ଦାୟୀ କିଏ ?| ନିଶ୍ଚିତ ଭାବରେ ସେହି ବ୍ୟକ୍ତିଗଣ ଯାହାକୁ ଆମେ ନିର୍ବାଚନରେ ଚୟନ କରୁଛୁ | ସେମାନେ ଆମକୁ ଏକ ଲଲିପପ୍ ଧରାଇ ଦିୟନ୍ତି | ଆମେ ସେଇଥିରେ ଖୁବ ଖୁଶୀ | ଆମମାନଙ୍କୁ ନେତାଗଣ ହୃଦୟଙ୍ଗମ କରାଇପାରିଛନ୍ତି ଯେ ଆମେ ସବୁ କେବଳ ମୂର୍ଖ | ଏହାର ପରିଷ୍କାର କଣ ? ଯେବେ ଏହି ନେତାଗଣ ଭୋଟ ମାଗିବାକୁ ଆସନ୍ତି, ସେମାନଙ୍କୁ ପ୍ରଥମ ପ୍ରଶ୍ନ ପଚାରିବା ଦରକାର, ଆମର ଦୈନନ୍ଦିନ ଜୀବନର ଉନ୍ନତି ପାଇଁ ସେମାନଙ୍କର ଯୋଗଦାନ କଣ ? ଯଦି କିଛି ନାହିଁ ତେବେ ଆମେ ସେମାନଙ୍କୁ କାହିଁକି ଭୋଟ ଦେବା ? ଟିକିଏ ଭାବନ୍ତୁ
Safety of the area ?
କେତେ କାମ ହୋଇପାରିବ ତାହା ସମୟ କହିବ।
ଯଦି ଆଗାମୀ 2 ବର୍ଷ ରେ 2000 ଲୋକ ଯଦି ନିଯୁକ୍ତି ପାଇବେ, ତେବେ ଜାଣିବା ଆପଣ ଙ୍କ କଥା ର ଦମ୍ କେତେ ?
😂😂😂😂 Tata company jemti hela semti hebo wait😂😂😂😂
କେବେ ହେବ
Automobile industry kebe asiba
Eha safala heba boli bharasa babuta kam bjd sasana re purnaru kichi safala hei nahin kebala isu vote pain bhuan bulauchanti
Se mg jemeti tu mg semeti
Kalinga tv channel bjd ra, owner bjd ra mp .sehi chanel kebala bjd support re prachar kariba.prakash pattanaik ku Sethi pahni OTV ru kada hela . Bala heba ganjam re Dadana re No1 Ganjam
Khali kathara Kamara 0
Kichi na jani comment karani
@@sampadbarik8802ଆଉ ବାଳଟା ହେବ ଆମ ଗଞ୍ଜାମ ଜିଲ୍ଲା ମୂର୍ଖ ମଦୁଆ ବୋଲି 25 ବର୍ଷ ହେଲା ବିକାଶ କହି ଦାଦନ ଶ୍ରମିକ ଯୋଜନା କରୁଛି ଚୋର BJD ମିଛ ମିଛ ଏବେ 5 ବର୍ଷ ସରି ଗଲା ଆଉ 5 ବର୍ଷ ପାଇଁ ମିଛ କଥା କହି କେମିତି ପୁଣି ଗାଣ୍ଡୀ ମାରିବେ
Aeithaa Soto ki ,tata steel factory, Sitara polli rail coach factory heigolaa ki keteloke chairing pailee elections asilaa ee sobu kothaa kohibe 31 borshohelaa steel factory kahee ,,avu 100 borsho lagiboo Khali kothaa emithi kothaa ganjam Luke sunu suni kano kalaa heigole
Sabu bear katha
Sabu election pai 20 hela kouthi karithila na aaji kariba kai se prahasana karucha aama bhali bekarinka aakhira luhare tuma bansare kehi naruhantu pani debaku