ସର୍ଭିସ୍ ଷ୍ଟେସନ୍ ବାଲା କିପରି ଗାଡ଼ି ମାଲିକକୁ ଚୂନା ମାରନ୍ତି
ฝัง
- เผยแพร่เมื่อ 8 ก.พ. 2025
- ଗାଡ଼ି ସର୍ଭିସ୍ ସେଣ୍ଟର୍ ବାଲା ମାଲିକକୁ କିପରି ଠକନ୍ତି ବିଶେଷ କରି ଧକ୍କା ହୋଇଥିବା ଗାଡିରେ କିପରି ଲୁଟ୍ ତରାଜ୍ କରନ୍ତି ପୁରା ଭିଡିଓ ଦେଖନ୍ତୁ। ଏଥିରେ ଶ୍ରୀ ଭାରତ ମୋଟରସ ନାମକ ଭାରତବେଞ୍ଜ ଟ୍ରକ୍ ସର୍ଭିସ୍ ସେଣ୍ଟର୍ କିପରି ମୋତେ ବଢିଆ ଭାବରେ ଲୁଟିଥିଲେ ପୁରା କାହାଣୀ ଶୁଣନ୍ତୁ ଭବିଷ୍ୟତରେ କାମରେ ଲାଗିବ ଆପଣ ମାନଙ୍କର #bharatbenztruck #odiya
1-How to truck service station froud with owner
2- Bharatbenz ki kali sachai
4- About shree bharat trucking
5-service senter bala gadi malikaku kipari chuna maranti