ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ପୁରା ସତ କଥା କହିବାକୁ ଦେବାଶିଷ ବାବୁ ସାହସ କରିଛନ୍ତି I ତାଙ୍କୁ ଅନେକ ଅନେକ ଅଭିନନ୍ଦନ ଆଉ ଧନ୍ୟବାଦ I
Sabu power re bujhiparantunahni
Debasis babu really you are grate as you opened everything thats absolutely right.
ଅତି ସୁନ୍ଦର ଉପସ୍ଥାପନା , ଦେବାଶିଷ ସାର୍ ଙ୍କୁ ନମସ୍କାର।
ଓଡ଼ିଶା ରାଜନୀତିର ବେଲାଳସେନ୍ ଦେବାଶିଷ ନାୟକଙ୍କର ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସମ୍ପର୍କରେ ଅନେକ ଅଜଣା ତଥ୍ୟ ଉଦ୍ଘାଟିତ ।
ଅତି ସୁନ୍ଦର୍ କଥା
ଏ କଥା ସ୍ବୀକାର କରାଯିବ ଯେ ବରୀ ର ବିଧାୟକମାନଙ୍କ ମଧ୍ୟରେ ଦେବାଶିଷ ନାୟକଙ୍କ ସ୍ଥାନ ନିଆରା।
୨୦୦୦ ରୁ ୨୦୧୯ ମସିହା ପର୍ଯ୍ୟନ୍ତ ବରୀର ରାଜନୈତିକ ଇତିହାସରେ ସୁବର୍ଣ୍ଣ ଯୁଗ ଥିଲା। ସେ ସମୟରେ ବିକାଶ ପୁରୁଷ ଥିଲେ ବରୀର ପ୍ରାକ୍ତନ ବିଧାୟକ ତଥା ବରୀର ବିଶ୍ୱକର୍ମା ଦେବାଶିଷ ନାୟକ, ସେପରି କର୍ମବୀର, ସ୍ପଷ୍ଟବାଦୀ ବ୍ୟକ୍ତିତ୍ୱଙ୍କୁ ବରୀ ବାସି ଚୀର ଦିନ ମନେରଖିବେ। LONG LIVE DEBASIS BABU. JAY JAGANNATH
Seba Kari Kari sabu khaiki aachnti.....
Very good sir
ପ୍ୟାରୀବାବୁଙ୍କୁ ଏଇ ଗ୍ରୁପ୍ ଖରାପ କଲେ ।
ଧନ୍ୟବାଦ ଦେବାଶିଷ ବାବୁ🙏ଆପଣଙ୍କ ବିଷୟରେ ବହୁତ ଜଣାଇଲେ l ସତରେ, ନବୀନ ବାବୁଙ୍କୁ ନେଇ ଓଡ଼ିଶାର ଲୋକେ ଆଦୌ ଗର୍ବ ଅନୁଭବ କରିବେ ନାହିଁ, ଯେମିତି ବିଜୁବାବଙ୍କୁ ନେଇ କରନ୍ତି l କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛନ୍ତି ନବୀନ ବାବୁ,ଓଡ଼ିଶା ଇତିହାସରେ l
Seita apna nka chintadhara Shree Naveen Pattnaik always king in ocean of politics.
@jitendrakumarswain23 ନିଶ୍ଚୟ ! ସେଇଟା ବି ଆପଣଙ୍କ ଚିନ୍ତାଧାରା l କିଛି ଅସୁବିଧା ନାହିଁ l
@@pabitramohandas6943 mo chintadhara ebang adha ru adhika nka chintadhara vote percentage dekhantu janiparibe
ସାର୍ ଆପଣ ହେଉଛନ୍ତି ବରି ର ବିଶ୍ଵକର୍ମା ❤
ଅତି ସୁନ୍ଦର ଓ ଖୋଲା ମନରେ ସବୁ ବିଷୟ କହିଛନ୍ତି। ନବୀନ ଙ୍କ ବିଷୟ ରେ ଠିକ୍ କଥା କହିଛନ୍ତି। କର୍ମ ର ଫଳ ଭୋଗୁଛନ୍ତି।
2019 agaru kahiki kahunathile khymata lovi a shabu
A Gentle Man who maintained all secrecy about Party Politics. Thanks Mr. Debashis Sir.
Fantastic statement
ଦୁଇ ଜଣ ପାଳିଆ ଆସିବେ ଲେଲିନ ମହାନ୍ତି ଓ ମୁନା ଖାଁ
Very well explained Sir.🎉
ମୋ ଓଡିଶା ଉକ୍ତି କେବଳ ବିଜୁ ବାବୁ ଙ୍କୁ ଶୋଭା ପାଏ ବି ଜେ ଡି କୁ ନୁହଁ
100 percent right Debasis babu
ଏତେ ନିକଟତର ହୋଇ ଶେଷରେ ଟିକେଟ ବି ଦେଲେନି ।
Sir,time will be came soon.I am sure you will be bounce back.Odisha needs a political leader like you sir.God judge everything.
୧୦୦ କୋଟି ଟଙ୍କାର ଶଙ୍ଖ ଭବନ ନିର୍ମାଣ କରି ତାଜ୍ ହୋଟେଲ ଭଳି ସ୍ଥାନରେ ରହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Perfect said
ଦେବାଶିଷ ବାବୁ ଧନ୍ୟବାଦ ନିରାଟ ସତ୍ୟ କଥା କହିଚନ୍ତି
Very good podcast
ଦେବାଶିଷ ବାବୁ ଦୁଇଟି ଉଦାହରଣ ବର୍ଷା ପ୍ରିୟଦାର୍ଶନି ଓ ଅମର ଶତପଥୀ ସମ୍ପୂକ୍ତ ମିଶ୍ର ଓ ଭ୍ରୁତହରୀ ମହତାବ ଏହି ଦୁଇଟି ଟିକେଟରୁ ଜଣାଯାଏ ଏହା ବିକ୍ରି ହେଉଥିଲା
Interesting You have also discussed the present spokespersons of BJD which is 💯 right and it is of bad taste.
Honest leader Debasish babu.we have never heard any scam against him
Debasish sir describe all the real history Dhanybad we like such type of leader.
ଦେବାଶିଷ୍ ବାବୁ ନବୀନ ପଟ୍ଟନାୟକ ପାଣ୍ଡିଆନ କୁ ଭଲ ପାଉଛି ଛାଡୁନି ତୁମ ଭଳି ଭଲ ନେତାଙ୍କୁ ନବୀନ ପଟ୍ଟନାୟକ ଘୃଣା କରିବାରେ କାରଣ କଣ କୁହନ୍ତୁ ଓଡିଶାର ଯୋଗ୍ୟ ନାହିଁନ୍ତି ଭାବୁଛନ୍ତି ତୁମେ ମାନେ ବହୁତ ଅଯୋଗ୍ୟ କି?😂🎉😮❤
Great Debashis babu.....
Thanks for the information contained thanks for the information contained thanks
ବିଜୁ ପଟ୍ଟନାୟକଙ୍କ ପୁଅ ବ୍ୟତୀତ ଅନ୍ୟ ପରିଚୟ କିଛି ନଥିଲା
He was a finest Politician I have ever seen. Debashish Nayak on Naveen Patnaik.
ବକ୍ତବ୍ୟରେ ସତ୍ୟତା ଏବଂ ଯଥାର୍ଥତାଯେ ପ୍ରଚୁର ପରିମାଣରେ ନିହିତ। ଏହି କଥାଯେ ସମ୍ପୂର୍ଣ୍ଣ ଅନସ୍ବୀକାର୍ଯ୍ୟ। ଅଶେଷ ପ୍ରଣାମ ଏବଂ ଧନ୍ୟବାଦର ଯୋଗ୍ୟ ଆପଣ।
୨୦୧୪ରେ ଟିକେଟ କାଟିଲେ । ଏତେ ନିଜର ହୋଇ ଆଉ ପାଖକୁ ଗଲେନି ।
ରାଜେଶ ଭାଇଙ୍କର ଏକ ସୁନ୍ଦର ସାକ୍ଷାତକାର
S A Good Deed never goes unpunished.Simplicity is the greatest treasure in Life. Naveen Patnaik used to say these two teachings.
ଭୋକିଲାକୁ ଖାଦ୍ୟ, ତୃଷିତକୁ ପାଣି ଦେବା ଦେବାଶିଷ ନାୟକଙ୍କର ଜୀବନ ଦର୍ଶନ ।
ଚାଣକ୍ୟ ଓ ଆଉରଙ୍ଗଜେବ ବହି କିଣି ଆଣି ପଢ଼ି ସେହି ଭଳି କାର୍ଯ୍ୟ କରୁଥିଲେ ନବୀନ ପଟ୍ଟନାୟକ ।
Ashok Das pura thik kahile, kahi sebe tamaku gihanaa dele ebe bujhila jai........ame tanka area loka auuuuuuh
Sir ଙ୍କର ବିଜେଡ଼ିକୁ ଆସିବାକୁ ଇଛା ଅଛି
Yes one hand no clap two hand clap is good
You are Good Person Debasish Babu
Good information 😮
True facts explained in details
Good interview. Debasish Babu is an honest personality.
If somebody is bad is bad, if somebody is good is good -- says Debashish Nayak.
ନବୀନ ବାବୁ ଗୋଟେ non descriptive personal, undefined.
Bari bhali banya sampurna jaga ku biswakarma bhali develop karuchhanti, debasis sir
You are absolutely good person.
Nice disclosure of Debasis Babu.
Very good sir thanks
Naveen pattanaik is always hero.....
🙏🏼
Very good person
ଏତେ ଭଲ କଥା କହୁଛନ୍ତି ଦେବାଶିଷ ନାୟକ !
Absolutely right
ବିଜେଡି ଦଳରେ ଯେଉଁମାନେ ଥିଲେ ଆଉ ଏବେ ଅଛନ୍ତି ସମସ୍ତଙ୍କର ଗୋଟେ ସ୍ବପ୍ନ ଓଡିଶା ଆଉ ଓଡ଼ିଆଙ୍କୁ ଲୁଟିବା.
❤❤❤❤ love you sar
Great leader.
ଦେଢ଼ଶ କୋଟି ଟଙ୍କା ଜଣେ ଖାଇଗଲେ ।
God bless you
The Best C. M. was MrNabinPattanayak.
biju babu nka death dilip ray nka ghare hela. Debasish babu bhul kahile j nabin niwas re hela😅
ଜାହା ଏବେ କହୁଛନ୍ତି ଆଗରୁ କହିଲେନି ଡର ଲାଗୁ ଥିଲା
ଆପଣ ଭଲ ରାଜନେତା କିନ୍ତୁ ଦଳ ହାରିଗଲା ପରେ ସବୁ କହୁଛନ୍ତି କେତେ ଭଲ ଗୁଣ ଏ। 2. ବିଜୟ ମହାପାତ୍ରଙ୍କୁ ବାହାର କରିନଥିଲେ ଓଡ଼ିଶାରେ ନବୀନ ତିଷ୍ଠି ପାରି ନଥାନ୍ତେ 3. ୧୫୦ କୋଟି ରହିଗଲା ଆପଣ କହିଲେନି, ଆପଣ ଧୋକା ଦେଲେ କି ନାହିଁ।4. ସଂସ୍କାର - ଆଜି ହରିଗଲା ପରେ ଗୋହି ଖୋଲିବା କି ସଂସ୍କାର 5. ବୈଯ୍ୟନ୍ତ ପଣ୍ଡା ବେପାର ପାଇଁ ଦଳ ଛାଡ଼ିଲେ
Vala କଥା
2000 ମସିହା ରେ ବିଜେଡି ଦଳ ଗଠନ ହୋଇନଥିଲା,1997 ମସିହା ଡ଼ିସେମ୍ବର 26ରେ ଗଠନ ହୋଇଥିଲା,
Great
ବିଜୁ ବାବୁଙ୍କ ଭାବନା ଓ ଚିନ୍ତାଧାରା ସବୁ ସମୟରେ ରାଜ୍ୟ ତଥା ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ସମର୍ପିତ ଥିଲା. ଏହା ନବୀନ ବାବୁଙ୍କ କ୍ଷେତ୍ରରେ ବିପରୀତ. ଯାହାର ପରିଣାମ ଆଜି ବିଜୁ ଜନତା ଦଳକୁ ଭୋଗିବାକୁ ପଡୁଛି.
ପୂର୍ବର ନବୀନ ବଦଳି ଯାଇଛନ୍ତି କହିଲେ ଦେବାଶିଷ ନାୟକ ।
ଆଉ ଏ Golden History କାନ୍ଥରେ ଲେଖା ହେବ ନାହିଁ କି ସେ ଲିଭାଇ ପାରିବେ ନାହିଁ । -- ଦେବାଶିଷ ନାୟକ
Absolute true fact given by Debasis Sir....bold approach
U are right sir
Sharp ଲୋକ Trap ହେଇଗଲେ ।
ବାହାରେ ଗୋଟେ କଥା, ଭିତରେ ଆଉ ଗୋଟେ କଥା !
ସଵୁ ଠିକ୍ କିନ୍ତୁ ଅର୍ଥ ସଵୁ ସରକାରୀ କାମ ରେ ଲାଗିଛି। ଯେମିତି ସରକାରୀ ମେଡ଼ିକାଲ ରେ ଖାଇବା ରହିବା ବଢିଛି, ସରକାରୀ ସ୍କୁଲ ରେ ପୋଷାକ ବହି ଦିଆ ଯାଇଛି।।। ଯାହା ଓଡ଼ିଶାର ମିନିଷ୍ଟର ଖାଇ ପାରିଲେ ନାହିଁ ସେଥିପାଇଁ ସଚିବାଳୟ କର୍ମଚାରୀ ସହ ସରକାରୀ କର୍ମଚାରୀ ଵୁଝାମଣା ହୋଇ ଏଥର ନିର୍ବାଚନ ହୋଇଛି
Entire interview ରେ ଦେବାଶିଷ ନାୟକ ଥରୁଟିଏ ବି ନବୀନ ପଟନାୟକ ର ସୈତାନ ଚେହେରା କୁ ଉନ୍ମୋଚନ କଲେନି l ବାସ୍ତବରେ ନବୀନ ପଟନାୟକ ଖାଲି ସୈତାନ ନୁହେଁ ବରଂ ଜଣେ ଅପଦାର୍ଥ, ଅଯୋଗ୍ୟ, ହିଂସ୍ର, ମାଇଚିଆ ଏବଂ ପଶୁ ପ୍ରକୃତିର ମଣିଷ l ସେ ଆଦର୍ଶ ପୁରୁଷ ବିଜୁ ବାବୁଙ୍କ ଅଯୋଗ୍ୟ ସନ୍ତାନ ବୋଲି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ପାଖରୁ ବହୁଦୂରରେ l ଯେଉଁ ଲୋକ ଓଡ଼ିଆ କହିବନି, ଓଡ଼ିଆଙ୍କ ସହ ମିଶିବନି, ବସିବନି, ହସିବନି ବା ଏ ମାଟି ସହ ଯାର ସମ୍ପର୍କ ନାହିଁ ସେ ଲୋକ ନିଶ୍ଚୟ ବେଈମାନ ହେବ l ଭାରତ ବର୍ଷ ର ଇତିହାସରେ ଏ ପ୍ରକାର ବେଈମାନ ସୈତାନ କୁ ନିନ୍ଦା କରିବାକୁ ମୋ ପାଖରେ ଭାଷା ନାହିଁ
ସଫଳତା ଯେଉଁ ଲୋକମାନେ ଦେଇଥିଲେ ସେମାନଙ୍କ ପାଇଁ ଦରଜାରେ ତାଲା ପଡ଼ିଲା ।
ଆପଣ ମାନଙ୍କ ଧାରଣା ଭୁଲ କାହାକୁ ଦୋଷ ଦିଅନ୍ତୁ ନାହିଁ .ସବୁର ଦାୟୀ ନବୀନ୍
Thank You Debasis sir .
ଦେବାଶିଷ ବାବୁ ଫୁଟପାଥ ରୁ ଆସିଥିବା ଲୋକର ବିଳାସ ଏମିତି ହୁଏନି ଯେମିତି ରାଜା ଓ ରାଜନୀତିକ ପରିବାର କରୁଛନ୍ତି ଆଜିର ରାଜନୀତିରେ
Nice interview👏
Really Debasis Babu Is A Very Good Man .
Best leder Debasish
Good
ବିଜୁ ପଟ୍ଟନାୟକଙ୍କ ଋଣ ନବୀନଙ୍କ ପାଖରେ ଶୁଝାଇଲେ ଲୋକେ ।
Good person.
ଆଜ୍ଞା ରାଜନୀତି କେବେ କୌଣସି community ର ନୁହେଁ ସାଧାରଣ ପ୍ରଜାର ଆଉ ପ୍ରଜା ଥରେ ବୁଝିଲେ ଆଉ ବୁଝାଇବା ଦରକାର ନାହିଁ,ସମସ୍ତେ ପୂର୍ବ cm ସଙ୍ଗେ individually ମିଶିଥିଲେ ସଂଗଠିତ ଭାବେ ନୁହେଁ ତେଣୁ ସେ ବାଛ ବିଚାର କଲେ। ସବୁ ଦାୟୀ
Bitter truth Sir
Good man
ଓଃ ଏହି ସେ ଦେବାଶିଷ ନାୟକ । ନବୀନ ପଟ୍ଟନାୟକ ଙ୍କ ମୁଖ୍ୟ ମନ୍ତ୍ରୀ ଙ୍କ ସମୟ ରେ ମନ୍ତ୍ରୀ ପଦ ରୁ get out ହୋଇ ଥିଲେ। ତାପରେ ଆଉ ନବୀନ ନିବାସ କୁ ଯାଇ ପାରିଲେ ନାହିଁ।ବିଜେଡ଼ି ଦଳ ପ୍ରତି ଅଭିମାନ ରଖି ଲେ। ତାପରେ ବିଜେପି, ତାପରେ କଂଗ୍ରେସ୍ ଦଳ ରେ। ୨୦୨୪ରେ ବରୀ ନିର୍ବାଚନ ମଣ୍ଡଳୀରେ ପରାସ୍ତ ହେଲେ। କି ଗୁଲ ଗଲା ଅବସ୍ଥା। କେଉଁ ଦଳ କୁ ଯିବେ???
You tell true' but time is past
ନବୀନ ବାବୁ ଆଉ କେତେ ଦିନ ମୁଖ୍ୟମନ୍ତ୍ରୀ ପଦ ରେ ରହିଥାନ୍ତେ ? 78 ବର୍ଷ ପରେ ମୁଖ୍ୟମନ୍ତ୍ରୀ ପଦରୁ ଅବସର ନେଲେ l ଏହା ଆଲୋଚନା ର ବିଷୟ ନୁହେଁ l
ଘର ଥିଲା ନା ଜେଲ୍ ଥିଲା ?
Mr.nayak u r right.
Right
Yes
Lenin Mohanty.Sulata deo,Muna khan are destroying BJD party'.
Sri Nayak has told the correct facts about BJD party n their spokesperson.
ସବୁ ଗୋଟେ ଗୋଟେ podcast କରିଦିଅ 😂
Good 👍
ଓଡ଼ିଶାର ବି, ଜେ,, ଡି, ର ନେତାମାନେ ଏ ଅବସ୍ଥା , ଯାହା ଘଟୁଛି ଏହା କଣ ବୁଝି ପାରୁନାହାନ୍ତି, ଏବେବି ଏଭଳି ନିରବ ରହିବାର କାରଣ ଓଡ଼ିଶା ଲୋକକୁଂ ଅଜଣା ନାହିଁ। ଠିକ୍ ବାଟକୁ ଆସନ୍ତୁ ନହେଲେ ପରିସ୍ଥିତି କଣ ହେବ ବୁଝିପାରିବେ ନାହିଁ।
Debasish once again in BJD
ପୁରା ସତ କଥା କହିବାକୁ ଦେବାଶିଷ ବାବୁ ସାହସ କରିଛନ୍ତି I ତାଙ୍କୁ ଅନେକ ଅନେକ ଅଭିନନ୍ଦନ ଆଉ ଧନ୍ୟବାଦ I
Sabu power re bujhiparantunahni
Debasis babu really you are grate as you opened everything thats absolutely right.
ଅତି ସୁନ୍ଦର ଉପସ୍ଥାପନା , ଦେବାଶିଷ ସାର୍ ଙ୍କୁ ନମସ୍କାର।
ଓଡ଼ିଶା ରାଜନୀତିର ବେଲାଳସେନ୍ ଦେବାଶିଷ ନାୟକଙ୍କର ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସମ୍ପର୍କରେ ଅନେକ ଅଜଣା ତଥ୍ୟ ଉଦ୍ଘାଟିତ ।
ଅତି ସୁନ୍ଦର୍ କଥା
ଏ କଥା ସ୍ବୀକାର କରାଯିବ ଯେ ବରୀ ର ବିଧାୟକମାନଙ୍କ ମଧ୍ୟରେ ଦେବାଶିଷ ନାୟକଙ୍କ ସ୍ଥାନ ନିଆରା।
୨୦୦୦ ରୁ ୨୦୧୯ ମସିହା ପର୍ଯ୍ୟନ୍ତ ବରୀର ରାଜନୈତିକ ଇତିହାସରେ ସୁବର୍ଣ୍ଣ ଯୁଗ ଥିଲା। ସେ ସମୟରେ ବିକାଶ ପୁରୁଷ ଥିଲେ ବରୀର ପ୍ରାକ୍ତନ ବିଧାୟକ ତଥା ବରୀର ବିଶ୍ୱକର୍ମା ଦେବାଶିଷ ନାୟକ, ସେପରି କର୍ମବୀର, ସ୍ପଷ୍ଟବାଦୀ ବ୍ୟକ୍ତିତ୍ୱଙ୍କୁ ବରୀ ବାସି ଚୀର ଦିନ ମନେରଖିବେ। LONG LIVE DEBASIS BABU. JAY JAGANNATH
Seba Kari Kari sabu khaiki aachnti.....
Very good sir
ପ୍ୟାରୀବାବୁଙ୍କୁ ଏଇ ଗ୍ରୁପ୍ ଖରାପ କଲେ ।
ଧନ୍ୟବାଦ ଦେବାଶିଷ ବାବୁ🙏ଆପଣଙ୍କ ବିଷୟରେ ବହୁତ ଜଣାଇଲେ l ସତରେ, ନବୀନ ବାବୁଙ୍କୁ ନେଇ ଓଡ଼ିଶାର ଲୋକେ ଆଦୌ ଗର୍ବ ଅନୁଭବ କରିବେ ନାହିଁ, ଯେମିତି ବିଜୁବାବଙ୍କୁ ନେଇ କରନ୍ତି l କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛନ୍ତି ନବୀନ ବାବୁ,ଓଡ଼ିଶା ଇତିହାସରେ l
Seita apna nka chintadhara Shree Naveen Pattnaik always king in ocean of politics.
@jitendrakumarswain23 ନିଶ୍ଚୟ ! ସେଇଟା ବି ଆପଣଙ୍କ ଚିନ୍ତାଧାରା l କିଛି ଅସୁବିଧା ନାହିଁ l
@@pabitramohandas6943 mo chintadhara ebang adha ru adhika nka chintadhara vote percentage dekhantu janiparibe
ସାର୍ ଆପଣ ହେଉଛନ୍ତି ବରି ର ବିଶ୍ଵକର୍ମା ❤
ଅତି ସୁନ୍ଦର ଓ ଖୋଲା ମନରେ ସବୁ ବିଷୟ କହିଛନ୍ତି। ନବୀନ ଙ୍କ ବିଷୟ ରେ ଠିକ୍ କଥା କହିଛନ୍ତି। କର୍ମ ର ଫଳ ଭୋଗୁଛନ୍ତି।
2019 agaru kahiki kahunathile khymata lovi a shabu
A Gentle Man who maintained all secrecy about Party Politics. Thanks Mr. Debashis Sir.
Fantastic statement
ଦୁଇ ଜଣ ପାଳିଆ ଆସିବେ ଲେଲିନ ମହାନ୍ତି ଓ ମୁନା ଖାଁ
Very well explained Sir.🎉
ମୋ ଓଡିଶା ଉକ୍ତି କେବଳ ବିଜୁ ବାବୁ ଙ୍କୁ ଶୋଭା ପାଏ ବି ଜେ ଡି କୁ ନୁହଁ
100 percent right Debasis babu
ଏତେ ନିକଟତର ହୋଇ ଶେଷରେ ଟିକେଟ ବି ଦେଲେନି ।
Sir,time will be came soon.
I am sure you will be bounce back.
Odisha needs a political leader like you sir.
God judge everything.
୧୦୦ କୋଟି ଟଙ୍କାର ଶଙ୍ଖ ଭବନ ନିର୍ମାଣ କରି ତାଜ୍ ହୋଟେଲ ଭଳି ସ୍ଥାନରେ
ରହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Perfect said
ଦେବାଶିଷ ବାବୁ ଧନ୍ୟବାଦ ନିରାଟ ସତ୍ୟ କଥା କହିଚନ୍ତି
Very good podcast
ଦେବାଶିଷ ବାବୁ ଦୁଇଟି ଉଦାହରଣ ବର୍ଷା ପ୍ରିୟଦାର୍ଶନି ଓ ଅମର ଶତପଥୀ ସମ୍ପୂକ୍ତ ମିଶ୍ର ଓ ଭ୍ରୁତହରୀ ମହତାବ ଏହି ଦୁଇଟି ଟିକେଟରୁ ଜଣାଯାଏ ଏହା ବିକ୍ରି ହେଉଥିଲା
Interesting
You have also discussed the present spokespersons of BJD which is 💯 right and it is of bad taste.
Honest leader Debasish babu.we have never heard any scam against him
Debasish sir describe all the real history Dhanybad we like such type of leader.
ଦେବାଶିଷ୍ ବାବୁ ନବୀନ ପଟ୍ଟନାୟକ ପାଣ୍ଡିଆନ କୁ ଭଲ ପାଉଛି ଛାଡୁନି ତୁମ ଭଳି ଭଲ ନେତାଙ୍କୁ ନବୀନ ପଟ୍ଟନାୟକ ଘୃଣା କରିବାରେ କାରଣ କଣ କୁହନ୍ତୁ ଓଡିଶାର ଯୋଗ୍ୟ ନାହିଁନ୍ତି ଭାବୁଛନ୍ତି ତୁମେ ମାନେ ବହୁତ ଅଯୋଗ୍ୟ କି?😂🎉😮❤
Great Debashis babu.....
Thanks for the information contained thanks for the information contained thanks
ବିଜୁ ପଟ୍ଟନାୟକଙ୍କ ପୁଅ ବ୍ୟତୀତ ଅନ୍ୟ ପରିଚୟ କିଛି ନଥିଲା
He was a finest Politician I have ever seen.
Debashish Nayak on Naveen Patnaik.
ବକ୍ତବ୍ୟରେ ସତ୍ୟତା ଏବଂ ଯଥାର୍ଥତାଯେ ପ୍ରଚୁର ପରିମାଣରେ ନିହିତ। ଏହି କଥାଯେ ସମ୍ପୂର୍ଣ୍ଣ ଅନସ୍ବୀକାର୍ଯ୍ୟ। ଅଶେଷ ପ୍ରଣାମ ଏବଂ ଧନ୍ୟବାଦର ଯୋଗ୍ୟ ଆପଣ।
୨୦୧୪ରେ ଟିକେଟ କାଟିଲେ । ଏତେ ନିଜର ହୋଇ ଆଉ ପାଖକୁ ଗଲେନି ।
ରାଜେଶ ଭାଇଙ୍କର ଏକ ସୁନ୍ଦର ସାକ୍ଷାତକାର
S A Good Deed never goes unpunished.
Simplicity is the greatest treasure in Life.
Naveen Patnaik used to say these two teachings.
ଭୋକିଲାକୁ ଖାଦ୍ୟ, ତୃଷିତକୁ ପାଣି ଦେବା ଦେବାଶିଷ ନାୟକଙ୍କର ଜୀବନ ଦର୍ଶନ ।
ଚାଣକ୍ୟ ଓ ଆଉରଙ୍ଗଜେବ ବହି କିଣି ଆଣି ପଢ଼ି ସେହି ଭଳି କାର୍ଯ୍ୟ କରୁଥିଲେ ନବୀନ ପଟ୍ଟନାୟକ ।
Ashok Das pura thik kahile, kahi sebe tamaku gihanaa dele ebe bujhila jai........ame tanka area loka auuuuuuh
Sir ଙ୍କର ବିଜେଡ଼ିକୁ ଆସିବାକୁ ଇଛା ଅଛି
Yes one hand no clap two hand clap is good
You are Good Person Debasish Babu
Good information 😮
True facts explained in details
Good interview. Debasish Babu is an honest personality.
If somebody is bad is bad, if somebody is good is good -- says Debashish Nayak.
ନବୀନ ବାବୁ ଗୋଟେ non descriptive personal, undefined.
Bari bhali banya sampurna jaga ku biswakarma bhali develop karuchhanti, debasis sir
You are absolutely good person.
Nice disclosure of Debasis Babu.
Very good sir thanks
Naveen pattanaik is always hero.....
🙏🏼
Very good person
ଏତେ ଭଲ କଥା କହୁଛନ୍ତି ଦେବାଶିଷ ନାୟକ !
Absolutely right
ବିଜେଡି ଦଳରେ ଯେଉଁମାନେ ଥିଲେ ଆଉ ଏବେ ଅଛନ୍ତି ସମସ୍ତଙ୍କର ଗୋଟେ ସ୍ବପ୍ନ ଓଡିଶା ଆଉ ଓଡ଼ିଆଙ୍କୁ ଲୁଟିବା.
❤❤❤❤ love you sar
Great leader.
ଦେଢ଼ଶ କୋଟି ଟଙ୍କା ଜଣେ ଖାଇଗଲେ ।
God bless you
The Best C. M. was MrNabinPattanayak.
biju babu nka death dilip ray nka ghare hela. Debasish babu bhul kahile j nabin niwas re hela😅
ଜାହା ଏବେ କହୁଛନ୍ତି ଆଗରୁ କହିଲେନି ଡର ଲାଗୁ ଥିଲା
ଆପଣ ଭଲ ରାଜନେତା କିନ୍ତୁ ଦଳ ହାରିଗଲା ପରେ ସବୁ କହୁଛନ୍ତି କେତେ ଭଲ ଗୁଣ ଏ।
2. ବିଜୟ ମହାପାତ୍ରଙ୍କୁ ବାହାର କରିନଥିଲେ ଓଡ଼ିଶାରେ ନବୀନ ତିଷ୍ଠି ପାରି ନଥାନ୍ତେ
3. ୧୫୦ କୋଟି ରହିଗଲା ଆପଣ କହିଲେନି, ଆପଣ ଧୋକା ଦେଲେ କି ନାହିଁ।
4. ସଂସ୍କାର - ଆଜି ହରିଗଲା ପରେ ଗୋହି ଖୋଲିବା କି ସଂସ୍କାର
5. ବୈଯ୍ୟନ୍ତ ପଣ୍ଡା ବେପାର ପାଇଁ ଦଳ ଛାଡ଼ିଲେ
Vala କଥା
2000 ମସିହା ରେ ବିଜେଡି ଦଳ ଗଠନ ହୋଇନଥିଲା,1997 ମସିହା ଡ଼ିସେମ୍ବର 26ରେ ଗଠନ ହୋଇଥିଲା,
Great
ବିଜୁ ବାବୁଙ୍କ ଭାବନା ଓ ଚିନ୍ତାଧାରା ସବୁ ସମୟରେ ରାଜ୍ୟ ତଥା ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ସମର୍ପିତ ଥିଲା. ଏହା ନବୀନ ବାବୁଙ୍କ କ୍ଷେତ୍ରରେ ବିପରୀତ. ଯାହାର ପରିଣାମ ଆଜି ବିଜୁ ଜନତା ଦଳକୁ ଭୋଗିବାକୁ ପଡୁଛି.
ପୂର୍ବର ନବୀନ ବଦଳି ଯାଇଛନ୍ତି କହିଲେ ଦେବାଶିଷ ନାୟକ ।
ଆଉ ଏ Golden History କାନ୍ଥରେ ଲେଖା ହେବ ନାହିଁ କି ସେ ଲିଭାଇ ପାରିବେ ନାହିଁ । -- ଦେବାଶିଷ ନାୟକ
Absolute true fact given by Debasis Sir....bold approach
U are right sir
Sharp ଲୋକ Trap ହେଇଗଲେ ।
ବାହାରେ ଗୋଟେ କଥା, ଭିତରେ ଆଉ ଗୋଟେ କଥା !
ସଵୁ ଠିକ୍ କିନ୍ତୁ ଅର୍ଥ ସଵୁ ସରକାରୀ କାମ ରେ ଲାଗିଛି। ଯେମିତି ସରକାରୀ ମେଡ଼ିକାଲ ରେ ଖାଇବା ରହିବା ବଢିଛି, ସରକାରୀ ସ୍କୁଲ ରେ ପୋଷାକ ବହି ଦିଆ ଯାଇଛି।।। ଯାହା ଓଡ଼ିଶାର ମିନିଷ୍ଟର ଖାଇ ପାରିଲେ ନାହିଁ ସେଥିପାଇଁ ସଚିବାଳୟ କର୍ମଚାରୀ ସହ ସରକାରୀ କର୍ମଚାରୀ ଵୁଝାମଣା ହୋଇ ଏଥର ନିର୍ବାଚନ ହୋଇଛି
Entire interview ରେ ଦେବାଶିଷ ନାୟକ ଥରୁଟିଏ ବି ନବୀନ ପଟନାୟକ ର ସୈତାନ ଚେହେରା କୁ ଉନ୍ମୋଚନ କଲେନି l ବାସ୍ତବରେ ନବୀନ ପଟନାୟକ ଖାଲି ସୈତାନ ନୁହେଁ ବରଂ ଜଣେ ଅପଦାର୍ଥ, ଅଯୋଗ୍ୟ, ହିଂସ୍ର, ମାଇଚିଆ ଏବଂ ପଶୁ ପ୍ରକୃତିର ମଣିଷ l ସେ ଆଦର୍ଶ ପୁରୁଷ ବିଜୁ ବାବୁଙ୍କ ଅଯୋଗ୍ୟ ସନ୍ତାନ ବୋଲି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ପାଖରୁ ବହୁଦୂରରେ l ଯେଉଁ ଲୋକ ଓଡ଼ିଆ କହିବନି, ଓଡ଼ିଆଙ୍କ ସହ ମିଶିବନି, ବସିବନି, ହସିବନି ବା ଏ ମାଟି ସହ ଯାର ସମ୍ପର୍କ ନାହିଁ ସେ ଲୋକ ନିଶ୍ଚୟ ବେଈମାନ ହେବ l ଭାରତ ବର୍ଷ ର ଇତିହାସରେ ଏ ପ୍ରକାର ବେଈମାନ ସୈତାନ କୁ ନିନ୍ଦା କରିବାକୁ ମୋ ପାଖରେ ଭାଷା ନାହିଁ
ସଫଳତା ଯେଉଁ ଲୋକମାନେ ଦେଇଥିଲେ ସେମାନଙ୍କ ପାଇଁ ଦରଜାରେ ତାଲା
ପଡ଼ିଲା ।
ଆପଣ ମାନଙ୍କ ଧାରଣା ଭୁଲ
କାହାକୁ ଦୋଷ ଦିଅନ୍ତୁ ନାହିଁ
.ସବୁର ଦାୟୀ ନବୀନ୍
Thank You Debasis sir .
ଦେବାଶିଷ ବାବୁ ଫୁଟପାଥ ରୁ ଆସିଥିବା ଲୋକର ବିଳାସ ଏମିତି ହୁଏନି ଯେମିତି ରାଜା ଓ ରାଜନୀତିକ ପରିବାର କରୁଛନ୍ତି ଆଜିର ରାଜନୀତିରେ
Nice interview👏
Really Debasis Babu Is A Very Good Man .
Best leder Debasish
Good
ବିଜୁ ପଟ୍ଟନାୟକଙ୍କ ଋଣ ନବୀନଙ୍କ ପାଖରେ ଶୁଝାଇଲେ ଲୋକେ ।
Good person.
ଆଜ୍ଞା ରାଜନୀତି କେବେ କୌଣସି community ର ନୁହେଁ ସାଧାରଣ ପ୍ରଜାର ଆଉ ପ୍ରଜା ଥରେ ବୁଝିଲେ ଆଉ ବୁଝାଇବା ଦରକାର ନାହିଁ,ସମସ୍ତେ ପୂର୍ବ cm ସଙ୍ଗେ individually ମିଶିଥିଲେ ସଂଗଠିତ ଭାବେ ନୁହେଁ ତେଣୁ ସେ ବାଛ ବିଚାର କଲେ। ସବୁ ଦାୟୀ
Bitter truth Sir
Good man
ଓଃ ଏହି ସେ ଦେବାଶିଷ ନାୟକ । ନବୀନ ପଟ୍ଟନାୟକ ଙ୍କ ମୁଖ୍ୟ ମନ୍ତ୍ରୀ ଙ୍କ ସମୟ ରେ ମନ୍ତ୍ରୀ ପଦ ରୁ get out ହୋଇ ଥିଲେ। ତାପରେ ଆଉ ନବୀନ ନିବାସ କୁ ଯାଇ ପାରିଲେ ନାହିଁ।
ବିଜେଡ଼ି ଦଳ ପ୍ରତି ଅଭିମାନ ରଖି ଲେ। ତାପରେ ବିଜେପି, ତାପରେ କଂଗ୍ରେସ୍ ଦଳ ରେ। ୨୦୨୪ରେ ବରୀ ନିର୍ବାଚନ ମଣ୍ଡଳୀରେ ପରାସ୍ତ ହେଲେ। କି ଗୁଲ ଗଲା ଅବସ୍ଥା। କେଉଁ ଦଳ କୁ ଯିବେ???
You tell true' but time is past
ନବୀନ ବାବୁ ଆଉ କେତେ ଦିନ ମୁଖ୍ୟମନ୍ତ୍ରୀ ପଦ ରେ ରହିଥାନ୍ତେ ? 78 ବର୍ଷ ପରେ
ମୁଖ୍ୟମନ୍ତ୍ରୀ ପଦରୁ ଅବସର ନେଲେ l ଏହା ଆଲୋଚନା ର ବିଷୟ ନୁହେଁ l