Katha Deithili Baa Ku // Odia New Comedy // Full 4k Video // Ama Toka // SanuMonu Comedy
ฝัง
- เผยแพร่เมื่อ 8 ก.พ. 2025
- Katha Deithili Baa ku // Odia New Comedy // Full 4K Video // Ama Toka // Sanumonu Comedy
►Cast : SanuMonu , Ladu , Biswa , Subham , Jaga , kunu , Sona , Deep , Kukun ,Dibya , N Anup , Rudra
►Direction & Screenplay :- N ANUP
►Concept :- Ama Toka
►DOP :- Ama Toka
►Ass. Director :- Ama Toka
►Ass. DOP :- Kukun
►Set Designing :- Kulu
►Production Manager :- Khuju
►Makeup :-Kanha
►Camera Equipment :- Ama Toka ( 70084 40059 )
►Light :- Kunu , Kulu ,Rudra
►Poster :- Ama Toka
►Edit & DI :- Ama Toka
►Producer :- Ama Toka
►Banner :- Ama Toka
Special thanks : Soumya . Babuna . Kulu . Bikash Bhai
Full Song Link :- • Feriasa Bapa || ଫେରିଆସ...
This is the Copyright content of Ama Toka Any re-upload (Audio or Video) is strictly prohibited of this content. Legal action will be taken against those who violate the copyright of this content !
#kathadeithilibakuFullVideo
#kathadeithilibakuodiacomedy
#odiacomedykathadeithilibaku
#odianewcomedyVideo
#amatokacomedyVideo
#comedyNewVideo
#comedyvideo
#odiafunnyvideo
#sanumonucomedy
#nanup
#badabouComedy
#fullvideo
#newodiacomedyvideo
#bapa
ସୋନୁ ଭାଇ ଲାଷ୍ଟ ଗୀତ ଟା ବୋବାଲ୍ ହେଇଚି ❤❤🎉 herat ku ଛୁଇଁ ଗଲା
Right 👍
Bhai 😢😢😢😢 deli re
I love you baba❤❤❤❤
Right ❤😢
Mu.bhadrak.pila
ଯୋଉ ଲୋକ comedy କରେ, ଯଦି ସେ ଲୋକେ emotional ହୁଏ,,, ହୁଦୟକୁ ପୁରା ଛୁଇଁଯିବ,,,
,,,
ହୃଦୟକୁ ଛୁଇଁଗଲା ଭାଇ। ତୁମେ ହସେଇ ପାରୁଛ କନ୍ଦାଇ ପାରୁଚ। ଏ କଳା ସମସ୍ତଙ୍କ ପାଖରେ ନଥାଏ।ଭଗବାନ ସବୁବେଳେ ଖୁସିରେ ରଖନ୍ତୁ।
ଜୟ ଜଗନ୍ନାଥ🙏🙏🙏❤️❤️❤️
ଜୟ ମହାଦେବ ସାହା ଭରଷା🙏🙏🙏🙏❤️❤️❤️🙏🙏🙏🙏
ଜୟ ମହାଦେବ ସାହା ଭରଷା🙏🙏🙏❤️❤️❤️
Love from Jagatsinghpur ❤❤❤
ବାପା ମାଆ ଓ ଭଗବାନ କେବଳ ଏହି ସଂସାର ରେ ସତ ଆଉ ସବୁ ନହେଲେ ମିଛ, କେବେବି ନିଜ ବାପା ମାଆ ଙ୍କୁ ଦୁଃଖ ଦିଅନ୍ତୁ ନାହିଁ❤️
ପ୍ରଥମ ତୁ ପାଳନ କରେ ତା ପରେ ଆଉ କାହାକୁ କହିବୁ, ସମସ୍ତେ ବାପା ମା ଙ୍କୁ ଭଲ ପାଆନ୍ତି ଏଇଟା ଏତେ ଜଣେଇବା ଦରକାର୍ ନାହିଁ 😂
କଥାରେ ଅଛି,
ମା ଥିଲା ପୁଅ କାହାକୁ ଡରେନା ।
ବାପ ଥିଲା ପୁଅ ସଭା ରେ ହାରେନା ।।
ଯାହାର ବାପା ନାହାନ୍ତି ସେ ଜାଣିଛି ଜୀବନରେ କଷ୍ଟ କ'ଣ ।
ଛାଡ଼ ସେ କଥା, ଭିଡିଓ ଟା ବହୁତ୍ ସୁନ୍ଦର ହେଇଚି, ହୃଦୟକୁ ଛୁଇଁଗଲା ।
ଆଶା କରେ ଭବିଷ୍ୟତ ରେ ବହୁତ୍ ଆଗକୁ ଯାଅ। God Bless You🙏🙏
ଜୟ ଜଗନ୍ନାଥ🙏🙏
ଭାଈ କନ୍ଦେଇ ଦେଲ 😭😭😭😭ବାପାର ସ୍ଥାନ କେହି ପୁରଣ କରି ପାରିବେନି ଯାହାର ବାପା ଅଛି ସେ ଭାଗ୍ୟବାନ ସତରେ ଭାଈ ତମକୁ ଦିଲ ସେ ସାଲୁଟ
Right answer bro😂😂😂😂
Katha padutie kahila Bhai
Right 👍
💯%thick kahicha bro
Bhai emotional karidela
Flim maker ku sonu bhai apana katidebe😊 ... Last seen is the fabulous😢very immotional nd heart touching..
Masterpiece acting Comedy with emotional ❤❤❤❤❤❤❤❤❤ Jay Jagannath
ବହୁତ୍ ସୁନ୍ଦର୍ କାହାଣୀ ଟିଏ ହୃଦୟ କୁ ଛୁଇଁ ଗଲା 😢 ମୁ ବି ଏଇ ଗୋଟେ ବର୍ଷ ହେବ ମୋ ବାପା ଙ୍କୁ ହରେଇଛି ମୁଁ ଜାଣିଛି ବାପା ଙ୍କ ଅନୁପସ୍ଥିତି ରେ କେତେ ଦୁଃଖ ଲାଗେ । ଧନ୍ୟବାଦ୍ ଭାଇ ଏଇ ଭଳି କାହାଣୀ କରିଥିବା ରୁ । ଗୁଲୁଆ ଭାଇ ଭଳି ଗାଳି ଗୁଲଜ କାହାଣୀ ଠୁ ୧୦୦% ଭଲ ଏଇ କାହାଣୀ 😢
ବହୁତ୍ ସୁନ୍ଦର୍ କାହାଣୀ, ଚିତ୍ତାକର୍ଷକ ଅଭିନୟ, ହୃଦୟସ୍ପର୍ଶୀ ସଙ୍ଗୀତ। ଧନ୍ୟବାଦ୍
ସତରେ ବହୁତ୍ ସୁନ୍ଦର ହେଇଛି 😢😢😢😢😢
ଖାଲି ସୁନ୍ଦର୍ ନୁହେ ବହୁତ୍ ସୁନ୍ଦର୍ ହେଇଚି ଭାଇ ଏମିତି କରିଚାଲ ଧୀରେ ଧୀରେ ମାଡ଼ିଚାଲ
Bapa nka paii gote like ❤
U R the best for ever.....❤ Comedy, emotion, care,love Dil se ❤
ଆମ ଆନନ୍ଦପୁର ରେମ୍ଭାଳ ରେ ଏ ଭିଡ଼ିଓ ସୁଟ ହେଇଛି ❤️ ଧନ୍ୟବାଦ ସୋନୁ ଭାଇ .......
@@ratikantasethi6949 Keonjhar District, Anandapur City, Remal Dam - best place for a picnic in the Winter season!
Keonjhar
Mote v seia lagila ama dam pakare heichi athacha mu janini 😢😢
ଅଳ୍ପ ଦିନ ଭିତରେ ଲମ୍ବା ବାଟ ଚାଲିବାର ଉଦାହରଣ ତମ ପ୍ରୟାସ, good 😊 ଷ୍ଟୋରୀ ଲାଇନ୍ with morals and comedy, u r awesome।❤
ପୃଥିବୀରେ ସବୁଠାରୁ ବଡ ଅଳିଆ ଗଦା ହେଉଛି ମଣିଷ ର ମନ , ଏହାକୁ ଟିକିଏ ପରିଷ୍କାର ରଖନ୍ତୁ ପୁରା ଜୀବନ ଟା ସୁନ୍ଦର ରହିବ❤️ ଜୟ ଜଗନ୍ନାଥ 🙏
ଶେଷ ରେ ଯୋଉ ବାପାଙ୍କ ନା ଗୀତ ବହୁତ୍ ଭଲ 😢 ଯାହାର ବପା ନାହିଁ ସିଏ ବୁଝିବ କେତେ କଷ୍ଟ 😭
ଭଦ୍ରକ ଜିଲ୍ଲାରେ କିଏ କିଏ ଦେଖୁଛନ୍ତି 👍❤️
😂😂 bhai ama toka
ଭଦ୍ରକ ଜିଲ୍ଲା ର ନିକଟବର୍ତ୍ତୀ ଅଞ୍ଚଳ ରୁ ଦେଖୁଛି 😂
ହଁ ଭାଇ ମୁଁ ଦେଖୁଚି
Bhai bhadrak toka😂😂
🙋🏻♂️
ବହୁତ୍ ସୁନ୍ଦର୍ ହୋଇଛି Sanu Bhai ❤❤❤❤
ପ୍ରଥମେ ହସେଇ ଶେଷରେ କନ୍ଦେଇ ଦେଲେ ସାନୁମନୁ ଭାଇ.....
Hmm😢😢😢
ପ୍ରଥମେ ହସେଇ ଶେଷରେ କ୍ରନ୍ଦେଇ ଦେଲେ ସାନୁମନୁ ଭାଇ....❤
Right 😢
Han bhai
Bhai satre akhiru luha asigala😭😭
ଅତି ଚମତ୍କାର ଅଭିନୟ ଏହା କେବଳ ହାସ୍ୟ ନାଟକ ନୁହେଁ ଏକ ହୃଦୟ ସ୍ପର୍ଶ ଓ ହୃଦୟକୁ ଛୁଇଁ ଥିବା ବାର୍ତ୍ତା ।
Last part ବହୁତ୍ ମନ ଛୁଆଁ ହେଇଚି ଭାଇ .... Song was heart touching.... Thanks you ଭାଇ କଣ କହିବି ମୁଁ ଭାଷା ପାଉନି ଲେଖିବାକୁ.....
ବହୁତ ସୁନ୍ଦର ଅଭିନୟ ଆଉ ବହୁତ ସୁନ୍ଦର ଷ୍ଟୋରି 🙏🙏🙏🙏last part satare heart touching 😭😭😭😭
ବହୁତ ସୁନ୍ଦର ଲାଗିଲା sonumonu ଭାଇଙ୍କ ଅଭିନୟ ❤❤
❤❤❤ek number....aeimiti chaluthau....good luck bro
ବାନ୍ଧି ଦେଲ ଭାଇ।। ❤❤❤❤❤🥺😘🥰
ବାପା ଦୁନିଆର ସବୁଠୁ ବଡ଼ ❤
ଖୁବ୍ ସୁନ୍ଦର ଅଭିନୟ👍 ଭଗବାନ ତୁମର ଏମିତି କଳାକୁ ଆହୁରି ଆଗକୁ ନିଅନ୍ତୁ।। ହୃଦୟସ୍ପର୍ଶୀ ❤
ସତରେ ଭାଇ ଆପଣଙ୍କ ର ଏତେ ଭିଡ଼ିଓ ଦେଖିଛି ହେଲେ ଏ ଭିଡ଼ିଓ ତଳେ ସତରେ ହୃଦୟ କୁ ଛୁଇଁଛି ପୁରା ସୁପର ଜୟ ଜଗନ୍ନାଥ
First ହସେଇ last କନ୍ଦେଇ ଦେଲ ସୋନୁ ଭାଇ 😥😥🥺🥺
Great consept. Sanu Manu and the team are always doing the dynamic act.
Heart touching video last time❤❤❤ wow so amazing😢😢😢attractive
ଭିଡିଓ ଶେଷରେ ପୁରା ହୃଦୟ ରେ ବାଜିଲା 😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😮😮😮😢😢😮😮😮😮😮😮😮😮😮😮😮😢😢😢
Bahut bhala lagila au last re kandeidela.....Love you bapa..😘❤❤
ଭାଇ ସତ କହୁଛି song ପୁରା top level ହୋଇଛି ଆଉ superb ଷ୍ଟୋରୀ
Mast thila Bhai 😊 last ku emotional karidela 😢. nice content ❤
Superb 😢😊... love you sanu Bhai ❤❤
Bhai Tama bapa role jeun bhai karuchanti..sabuthu best acting tankara sabu video re awsome bro.😂❤,bhai tanku au tik adhika role diya..
We are from Bargarh ( Gaisilat )❤
Aame swami stri daily dekhu tuma vdo..😊😊
Love you Bapa 😍😍
One of the greatest song must watch till end.....
ବହୁତ ଭଲ ହେଉଛି ମନକୁ ଛୁଇଗଲା ..last ଗୀତ ବହୁତ ଭଲ ❤ ...part 2...ଜଲଦି ପୋଷ୍ଟ କରିବ ଭାଇ ..❤
12:10 mint. Tutunayak dialogue+laddu mutiyaa mix😂😂😂
😂😂😂
Vala heichi ageiiiii chala
ବିନା ସ୍କିପ୍ ରେ କିଏ କିଏ ସବୁ ଦେଖୁଛ ଲାଇକ୍ କର👍🏻👍🏻
ସତରେ ଗୀତଟି ହ୍ରୁଦୟ ସ୍ପରିଶୀ ହୋଇଛି
That's a outstanding performance by everyone ❤❤❤❤
ସାନୁମନୁ, ଭାଇ ବୋବାଲ୍, ହେଉଛି ଏବଂ ଏମିତିକା କର୍ କମିଡି୍ 😄😃😀
bhai aahuri video karichala ,best comedy with best ending like a movei.
Really heart touching video ❤❤❤❤❤❤😢😢😢
No1 comedy 👍👍🤣🤣🤣👍👍👍
Bhai Ama_Toka_Comedy😄 very nice ❤ love you bhai💞🥰💞
ଭାଈ emotional କରିଦେଲ😢😢 heart touching video 😢
ହୃଦୟସ୍ପର୍ଶୀ !!😢😢😢
Nice heart touching 💓💓
The story writing is wonderful ❤❤❤.
Something different emotional with a touch of comedy makes it extraordinary ❤️❤️❤️. Love from Jajpur 🎉🎉🎉❤❤❤
Bhai tama video asila hari ❤❤❤😊 I'm very happy brother ❤
ମୋର ବାପା ମା ଛୋଟ ବଳୁ ନାହାନ୍ତି କେତେ କଷ୍ଟ ମୁ ଜାଣିଚି😢😢 ବହୁତ ଭଲ ଲାଗୁଛି ଭିଡିଓ ଟା ❤
so beautiful story
Athi pai ame odisha bahare rahile bi
Odia comedi dekhuchhu❤
I love my Father ❤❤
Last scene bahut emotional thila bhai ..😢
ହୃଦୟ କୁ ଛୁଇଁଗଲା sanu brou very nice song
So beautiful
କଉ ମାନେ single ଅଛ ହାତ ଟେକ😢😢😂😂
Mu bhaii
🙋🏻
Comedy with emotions...hats off to Sonu vai ❣️
Sanu bhai MST
ଓଡ଼ିଶା ର ସବୁଠୁଁ ପ୍ରସିଦ୍ଧ video dunia ku kichi ବାର୍ତ୍ତା ଦେଲା ty Sonu Bhai amti new new content anuthantu god bless you ❤❤❤❤
Oo bhai mind blowing 👌👌👌👌,kandheidela story🔥🔥 😢😢
First like for Phulbani
Aama ra plb
@@Paburiatoka Plb kuthi
@@Paburiatokamu b rahuchi phulbani re
@@Paburiatoka bhala Katha
@@satyagaming8312 kn pain
6:53 Sanu monu bhai jaha kuho pache chuti ta kintu jabardast heichi ❤😅
Ebeka odia film tharu ,
Bahut volo ,,, excellent 👌👌👌
😖😣😥😭🙏👌ଭାଇ ବହୁତ କଷ୍ଟ ଲାଗୁଚି 😖😣🙏ଏମିତି ଦିନ ଭଗବାନ କାହାକୁ ନ ଦେଖାନ୍ତୁ 🙏😣😭
ଭାଇ ଫାଷ୍ଟ ଏତେ ହସେଇ ଦେଲ ହେଲେ last ରେ ବହୁତ କନ୍ଦେଇ ଦେଲ😢
Sonu Bhai waaaa good video tame Bhai starting re happy and ending re full emotional 😢😢good manibaku padiba Bhai bahuta bhala lagila Bhai au gote video te hau bhai 😢😢
ଭାଇ ସବୁ ଠିକ୍ ଅଛି ବାପା ପୁଅ ଚେହେରା ଅଲଗା ହେବା କଥା ନା
Tu gote Bala janichu
ଯା ହେଉ Sanu ଭାଇ ତମେ ଯେଉଁ ଭିଡ଼ିଓ ରେ ଥିବ ସେ ଭିଡ଼ିଓ ରେ ମଜା ଅଲଗା ପ୍ରକାର ହବ...😅😅😅😅😅
ଭାଈ ଜୟ ଜଗନ୍ନାଥ, ଅତି ସୁନ୍ଦର ଅଭିନୟ ଭାଈ
Bahut sundar concept ❤❤
Ati sundar content...bahut hi badhiya ❤
One of the best….bhai tanaka comedy thu Shari best suit karuchi imotional scene
One of the most beautiful content
Love you brother.....❤
Bahut Sundar heichi 😢❤
ଭାଇ last sen ବହୁତ ବଡ଼ିଆ ହେଇଚି 😭🙏❤️
One of the best comedy ❤❤❤video in odia comedy platform jai jagarnath
Bahut bahut sundar song pura heart' touching Last seen
Bahut sundar kahani thila ❤
Bahut Badhia ama JAJPUR comedian ❤❤❤❤
A constructive comedy video with messages...appreciation must be poured❤
ବହୁତ ସୁନ୍ଦର କାହାଣୀ, ମନକୁ ଛୁଇଁଲା
Oho last seen,😢 location really very heart touching ❤ love you so much vai ❤❤
Bhai emiti video baneile film ra darkar padibani acting super❤❤❤ akhire luha asigala 😭😭😭😭😭 superb acting au gote katha sanga mane love re kete help karanti nikhun bhabe dekhichanti..... excellent 👍 jay Jagannath #amatoka @amatoka
Uff... Last part epic bhai ... outstanding 🥹💝❤️
Bhai story speech less last seen ku 10 thara dekhilini love you bhai ❤❤❤
O bhai bahut maja asi gala e comedy dekhiki ki😂😂😂😂😂😂😂
ଭାଇ Salute ତମକୁ last scene ପାଇଁ...ଯିଏ ହରେଇଛି ସେହିଁ ଜାଣିଛି... 😭🙏🥺
Last Scene was mind-blowing ❤🥺
At first I laughed and finai I Cried....❤😢
Bhai comedy ta pura bobal heichi bhai madichala
ବହୁତ୍ ଭଲ ଲାଗିଲା ।vdo ..😢😢😢