ନବୀନ ଅଭିନୟ କରୁଥିଲେ ଲୋକେ ପାନେ ଦେଲେ | Exclusive Interview With Tara Prasad Bahinipati।OR

แชร์
ฝัง
  • เผยแพร่เมื่อ 22 ก.ย. 2024
  • #ନବୀନ_ଅଭିନୟ_କରୁଥିଲେ_ଲୋକେ_ପାନେ_ଦେଲେ
    କଂଗ୍ରେସ ଖୋଜୁଛି ମୁଖିଆ। ମାର୍କେଟରେ ଉଡ଼ୁଛି ଅନେକ ଲୋକଙ୍କ ନାଁ। ତାରା କହିଲେ, ମୁଖିଆ ପାଇଁ ମୁଁ ନୁହେଁ ଅଯୋଗ୍ୟ। ଦଳ ଚାହେଁ ପଇସାବାଲା ଲୋକ ନିଅନ୍ତୁ ଦାୟିତ୍ବ । ଭଗବାନଙ୍କୁ ଡାକୁଛି, ସପ୍ତଗିରି ହୁଅନ୍ତୁ ପିସିସି ସଭାପତି। କାହିଁକି ବାରମ୍ବାର ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢୁଛନ୍ତି ତାରା ? ନବୀନଙ୍କ ଅଭିନୟ କେମିତି ସରକାରକୁ କଲା ଆଉଟ ? ଆମର ସ୍ବତନ୍ତ୍ର ସାକ୍ଷାତାକାର କାର୍ଯ୍ୟକ୍ରମରେ କଂଗ୍ରେସର ଭେଟେରାନ ନେତା ତାରା ବାହିନୀ ପତି କହିଲେ ଭିତିରି କଥା। ।
    ନବୀନ ଅଭିନୟ କରୁଥିଲେ ଲୋକେ ପାନେ ଦେଲେ । Exclusive Interview With Tara Prasad Bahinipati। Odisha Reporter
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    TH-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #ExclusiveInterview #TaraBahaniPati #Congress #PCC #SaptagiriUlka #OdishaPradeshCongress #NaveenPattnaik #BJPGovernment
    tara prasad bahinipati,
    tara prasad bahinipati address,
    tara prasad bahinipati age,
    tara prasad bahinipati assembly constituency,
    tara prasad bahinipati biography,
    tara prasad bahinipati children,
    tara prasad bahinipati contact number,
    tara prasad bahinipati date of birth,
    tara prasad bahinipati daughter,
    tara prasad bahinipati death,
    tara prasad bahinipati details,
    tara prasad bahinipati election,

ความคิดเห็น • 23

  • @arucharanpradhan5502
    @arucharanpradhan5502 2 วันที่ผ่านมา +13

    ତାରା ସାର୍ ବହୁତ ବହୁତ ଭଲ ବ୍ୟକ୍ତିତ୍ଵ। ତାଙ୍କର ରାଜନୀତି ଜ୍ଞାନ ଅଧିକ ଅଛି କିନ୍ତୁ ବିବେକ ଟିକିଏ କମ୍ ଅଛି। ବିଧାନ ସଭାରୁ ଯାହା ମୁଁ ଦେଖିଲି।

  • @sankarnathmaharana7859
    @sankarnathmaharana7859 2 วันที่ผ่านมา +3

    ରାହୁଲ ଗାନ୍ଧୀ ଯଦି ମୁଖିଆ ତାହେଲେ ଖଡ଼ଗେ କଣ

  • @susantasahoo9544
    @susantasahoo9544 วันที่ผ่านมา +1

    ଗର୍ଭରେ ଅଛନ୍ତି କଂଗ୍ରେସର ସଭାପତି, ଦଶ ମାସ ଦଶ ଦିନ ପରେ ସ୍ତ୍ରୀ ରୋଗ ବିଶେଷଜ୍ଞ ରାହୁଳ ଗାନ୍ଧୀ ଅପରେସନ କରି ସଭାପତି ଜନ୍ମହେବ।

  • @modanmohanpradhan3046
    @modanmohanpradhan3046 2 วันที่ผ่านมา +3

    Right

  • @dhaneswardas548
    @dhaneswardas548 วันที่ผ่านมา +1

    ଗାନ୍ଧୀ ପରିବାର କୁ ନ ଛାଡ଼ିଲେ congress ଉଠି ପାରିବ ନାହିଁ। ଆଉ ଗୋଟିଏ କଥା ଗାନ୍ଧୀ ପରିବାର ବିନା Congress ର ଅସ୍ତିତ୍ବ ନାହିଁ...

  • @PrabinBiswalLovelife
    @PrabinBiswalLovelife 2 วันที่ผ่านมา +1

    ଭାଲୁ ଭାଇ ଭାଲୁ ଭାଇ ଓଡିଶା greet 👍🏼🙏🏼

  • @RamanaSisa333
    @RamanaSisa333 18 ชั่วโมงที่ผ่านมา

    କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ର ନାଗେଶ୍ୱରି ପାହାଡ଼ର ମାଇନିଙ୍ଗ ହେବାକୁ ଯାଉଛି କିନ୍ତୁ ପଟାଙ୍ଗି ବିଧାୟକ କିମ୍ବା ମାନ୍ୟବର ସାଂସଦ ମଧ୍ୟ ସ୍ଥାନୀୟ ଲୋକଙ୍କୁ ସାହାଯ୍ୟ କରୁନାହାନ୍ତି ସ୍ଥାନୀୟ ଲୋକ କମ୍ପାନୀ ବିରୋଧ ରେ ସ୍ୱର ଉଠାଉଛନ୍ତି କିନ୍ତୁ ବିଧାୟକ କିମ୍ବା ସାଂସଦ ଙ୍କ ଦେଖା ମିଳୁ ନାହିଁ

  • @KaliaHikabadi
    @KaliaHikabadi 2 ชั่วโมงที่ผ่านมา

    ଏକତା ହେବାର ଦରକାର

  • @tapasdharua2754
    @tapasdharua2754 2 วันที่ผ่านมา +1

    Only Nana k

  • @LaxmidharSamal-gt1pg
    @LaxmidharSamal-gt1pg วันที่ผ่านมา

    Congress is sleeping and BJD is dancing but voter enjoying, BJP waching.

  • @କଳ୍କୀ
    @କଳ୍କୀ วันที่ผ่านมา +1

    ଅସ୍ମିତା କାନ୍ଦୁଛି ମିଡ଼ିଆ ଆଗରେ...
    ମଇନା ଶୋଇଛି ହାଣ୍ଡିଆ ନିଶାରେ
    😁

  • @bijayamoharana8159
    @bijayamoharana8159 วันที่ผ่านมา

    ମୁଁ ଆଗୁରୁ କହିଦଉଛି କଂଗ୍ରେସ ନେତା ଯଦି 2029 ରେ ବିଜେଡି ସହିତ ମେଣ୍ଟକରିବ ତଳ ସ୍ତର କଂଗ୍ରେସ ଲୋକ ଏମିତି ବିଜେପିକୁ ଭୋଟ ଦେଇ ଚାଲିବେ, କାରଣ ବିଜେଡି କଂଗ୍ରେସକୁ ଦୀର୍ଘ 25 ବର୍ଷ ହେଲା ଭାଙ୍ଗି ଦେଇଛି ଏବଂ 2000ମସିହାର କଂଗ୍ରେସ ଯୁବକ ଆଜି ସେ ବୁଢ଼ା ବିଜେଡି ବର୍ତମାନ ମଲା ଘୋଡା ମଲା ଘୋଡ଼ାକୁ କାନ୍ଧରେ ବୋହି କଂଗ୍ରେସ ନ ନେଉ

  • @PrasantaPattanayak-d8s
    @PrasantaPattanayak-d8s 2 วันที่ผ่านมา +1

    Tarabahinipati seadhinee bhabare bhi jitiparibe kou dala darkar nahi

  • @prafullamohantakumar8941
    @prafullamohantakumar8941 2 วันที่ผ่านมา

    ସ୍ୱପନ ଦେଖୁଚ ମେଣ୍ଟ କରିବ bJD ସହିତ

  • @tapasdharua2754
    @tapasdharua2754 2 วันที่ผ่านมา

    Nana k should be PCC

  • @SurajBag-r2f
    @SurajBag-r2f 5 ชั่วโมงที่ผ่านมา

    Ta o ja hc

  • @dasharathiroutray7176
    @dasharathiroutray7176 2 วันที่ผ่านมา

    Congress sinking day by day

  • @BishnucharanSwain-i7r
    @BishnucharanSwain-i7r วันที่ผ่านมา

    Mohasaya,Tara babu thikikatha kahuchhanti,con.godatananiti bahuta sethipain eia.

  • @crazymecrazy
    @crazymecrazy 19 ชั่วโมงที่ผ่านมา

    One sided confinded development projects benefit provided to bhubaneswar cuttack puri Rourkela urban cities for 65lacs public and bjd state government administration neglected Sambalpur Berhampur two revenue division zones 22districts 4crores hardworking public of the odisha state. Due to negligence of Sambalpur Berhampur two zones 22districts 4crores hardworking public for, for which bjd party failed for 2024-2029 in this term of government. The public want s development under one odisha development plan for 3rdc zones headquarters cities cuttack Sambalpur Berhampur and 30districts headquarters cities 55subdivisions headquarters 314 block s 6798gps to provide equal development services facilities for 53000 villages and villagers. The bjp winner for 2024-2029 because bjp government of India done some major development projects for odisha state, the public wanted to change the government and they had done,

  • @biranchinarayanmahapatra1765
    @biranchinarayanmahapatra1765 2 วันที่ผ่านมา

    TARA BABU JAHA KAHUCHANTI NABIN BABU NKU TAHA THIK BOLI AME BHABIBA KINTU TANKA DALA KAHINKI ODISA RE MUNDA TEKI PARUNAHI TARA BABU TIKE KAHIBE KI