''ନିଜ ରକ୍ତ ଦେଇ ଦେବୀଙ୍କୁ ପୂଜା କରୁ'' | EP 49 | Podcast With Manoj Panda

แชร์
ฝัง
  • เผยแพร่เมื่อ 2 ก.พ. 2025

ความคิดเห็น • 954

  • @srmahalik
    @srmahalik 3 หลายเดือนก่อน +155

    Dear Team, Thank you for these kind of episodes. 🙏

    • @Argusdigital.official
      @Argusdigital.official  3 หลายเดือนก่อน +11

      Thank you

    • @GitanjaliRoutray-e1q
      @GitanjaliRoutray-e1q 3 หลายเดือนก่อน

      ​@@Argusdigital.official😊

    • @RIYA-hg4hj
      @RIYA-hg4hj 3 หลายเดือนก่อน +1

      Well explained....superb...m belong from Islam but too good ...yes God is everywhere​@@Argusdigital.official

    • @ManjulataNayak-ge9mf
      @ManjulataNayak-ge9mf 3 หลายเดือนก่อน

      😅​@@Argusdigital.official

  • @keepsmiling2847
    @keepsmiling2847 3 หลายเดือนก่อน +138

    ମୋ ଜୀବନର ପ୍ରଥମ ଏମିତି ଏକ ଉପସ୍ଥାପନା ଦେଖିଲି, ଯାହାର ପ୍ରଥମରୁ ଶେଷ ଯାଏ ଆଖି, ମନ, ଲାଖି ହୋଇ ରହିଥିଲା । ବହୁତ ବହୁତ ଧନ୍ୟବାଦ Argus Team ଙ୍କୁ ।

  • @Sinusahoowd2dm
    @Sinusahoowd2dm 3 หลายเดือนก่อน +366

    ଏମିତି ଅତିଥି ଆଉ ଏମିତି ଉପସ୍ଥାପକ ଥିଲେ ଆଖି mobile ର scren ଉପରୁ ହଟୁନି । ବହୁତ୍ ବହୁତ୍ ଧନ୍ୟବାଦ ମନୋଜ sir ଙ୍କୁ ଆଣିଥିବାରୁ । ସମସ୍ତଙ୍କୁ ଶୁଭ ଦଶହରା , ମା ସମସ୍ତଙ୍କୁ ନିଜର ପିଲା ଭଳିଆ ଖୁସି ରେ ରଖନ୍ତୁ 🙏🚩💐

    • @Argusdigital.official
      @Argusdigital.official  3 หลายเดือนก่อน +8

      Thank you

    • @Sinusahoowd2dm
      @Sinusahoowd2dm 3 หลายเดือนก่อน +12

      ​@@Argusdigital.officialଏମିତି podcast ଜାରି ରଖନ୍ତୁ ଜୟ ଜଗନ୍ନାଥ ମହାପ୍ରଭୁ 🙏🚩💐

    • @divyanshigahan9451
      @divyanshigahan9451 3 หลายเดือนก่อน +2

      True

    • @biswo_viratian
      @biswo_viratian 3 หลายเดือนก่อน +1

      Thik kahile

    • @nilakantaacharya8156
      @nilakantaacharya8156 3 หลายเดือนก่อน +3

      Excellent presentation 👏

  • @singerjitujena3318
    @singerjitujena3318 3 หลายเดือนก่อน +131

    ଏତେ ସୁନ୍ଦର କମେଣ୍ଟ ଦେଉଛନ୍ତି. ମୋ ଭଳି କିଏ କିଏ କେବଳ କମେଣ୍ଟ ପଢୁଛନ୍ତି 🙏

  • @anjalirout6185
    @anjalirout6185 3 หลายเดือนก่อน +129

    ଏକାଧାରରେ ମା ଙ୍କ ପୂଜକ,ଉପସ୍ଥାପକ,ସମ୍ବାଦ ପାଠକ, ଅଭିନେତା।ଜ୍ଞାନୀ ଅଥଚ ନମ୍ର, ବିନୟୀ ମଣିଷ।

  • @sambitdas5065
    @sambitdas5065 3 หลายเดือนก่อน +127

    ସବୁଠୁ ବଢିଆ episode ଥିଲା sir ମୋନୋଜ sir ଙ୍କ ବାର୍ତ୍ତା ମୁଁ ଭାବୁଛି ସମସ୍ତଙ୍କ ମନକୁ ଛୁଇଁ ଥିବ, ଜୟ ମା କଟକ ଚଣ୍ଡୀ 🙏

  • @mrroutrout600
    @mrroutrout600 3 หลายเดือนก่อน +50

    ମନୋଜ ବାବୁ ଙ୍କୁ ଆଣିଥିବାରୁ ଧନ୍ୟବାଦ୍।ପୁରା podcast ବୋହୁତ ସୁନ୍ଦର।ମା ଙ୍କୁ ଅନୁଭବ କରିହେଉଥିଲା ମନୋଜ ବାବୁ ଙ୍କ କଥାରେ।

  • @purnachandrakumbhar3550
    @purnachandrakumbhar3550 3 หลายเดือนก่อน +149

    Manoj sir ଙ୍କ ଶାଳୀନତା ନମ୍ରତା ଓ ଭଦ୍ରତା ହୃଦୟସ୍ପର୍ଶୀ l କହିବା ଶୈଳୀ ଶ୍ରୁତି ମଧୁର

    • @Sinusahoowd2dm
      @Sinusahoowd2dm 3 หลายเดือนก่อน +1

      Ekdam ସତ କହିଲେ ଆଜ୍ଞା

    • @susmitahati5420
      @susmitahati5420 3 หลายเดือนก่อน +1

      Mati ra manisha tiye

    • @YOUR_MUSIC0
      @YOUR_MUSIC0 3 หลายเดือนก่อน +1

      Are bhai pura thik 😊

  • @jeeneshranjansoy787
    @jeeneshranjansoy787 3 หลายเดือนก่อน +51

    ବହୁତ ସୁନ୍ଦର ଆଲୋଚନା।ପୂଜକ ମହୋଦୟ ଜଣକ ଏକାଧାରରେ ଜଣେ ପୂଜକ, ଉପସ୍ଥାପକ , ଅଭିନେତା ଏବଂ ଶିକ୍ଷାବିତ...ଏ ପରି ଜଣେ ପ୍ରତିଭାକୁ ଲୋକଲୋଚନକୁ ଆଣିଥିବାରୁ ଏ ଚ୍ୟାନେଲକୁ ଶତଧନ୍ଯବାଦ।

  • @sabitabehera8271
    @sabitabehera8271 3 หลายเดือนก่อน +12

    ଓହଃ ଏତେ ସୁନ୍ଦର ଉପସ୍ଥାପନା
    ଆଉ ଏତେ ସୁନ୍ଦର ବାର୍ତ୍ତାଳାପ ମନ ର କୋଣ ଅନୁକୋଣ ଉଲ୍ଲସିତ ହୋଇଗଲା jay ମା 🎉🎉🎉🙏🙏🙏🙏🙏

  • @banditadas2929
    @banditadas2929 3 หลายเดือนก่อน +10

    Ete sundar upastapana 1st time pai mu gote vdo dekhili kichi skip nakari. Bahut sundar.

  • @chinmayaranjanswain5019
    @chinmayaranjanswain5019 3 หลายเดือนก่อน +29

    ବହୁତ ସୁନ୍ଦର ଆଲୋଚନା କଲେ ସଂଗ୍ରାମ ଏବଂ ମନୋଜ ବାବୁ, ଆମେ ଛୋଟ ବେଳୁ ମନୋଜ ପଣ୍ଡା ଙ୍କୁ ଟିଭି ରେ ଦେଖୁଥିଲୁ ବହୁତ ଭଲ ଲାଗେ ତାଙ୍କ ବ୍ୟକ୍ତିତ୍ୱ 🙏🙏ମା ଙ୍କ ବିଷୟରେ ଏତେ କଥା ଜଣେଇଲେ ବହୁତ ବହୁତ ଧନ୍ୟବାଦ, ଜୟ ମା କଟକ ଚଣ୍ଡୀ 🙏🙏

  • @ganeshrout4271
    @ganeshrout4271 3 หลายเดือนก่อน +5

    ମନୋଜ ଭାଇନା ଙ୍କୁ ଏତେ ପାଖରେ ପାଇଁ ବହୁତ ଭଲ ଲାଗିଲା, ଆପଣ ଙ୍କୁ ଅଶେଷ ଧନ୍ୟବାଦ

  • @sarmisthasahoo460
    @sarmisthasahoo460 3 หลายเดือนก่อน +12

    TQ @Argus TV ଏତେ ସୁନ୍ଦର କଥା ...ସୁନ୍ଦର ଭାବନା ରଖୁଥିବା ମଣିଷ ଜଣେ। ଭାରି ଭଲ ଲାଗନ୍ତି ପିଲାଦିନୁ...। ଅନ୍ୟ ପକ୍ଷେ କହିବାକୁ ଗଲେ ଫିଲ୍ମ ଦୁନିଆ ର ସର୍ବଗୁଣ ସମ୍ପର୍ନ୍ନ ପ୍ରେମିକ ଟିଏ ପରି ଲାଗନ୍ତି ।

  • @sandhyaranisahu8637
    @sandhyaranisahu8637 3 หลายเดือนก่อน +9

    ସାର୍ ଆପଣ ଦୁହିଁ ଙ୍କୁ ଅନ୍ତରିକ ପ୍ରଣାମ ଏବଂ ଶାରଦୀୟ ଦୁର୍ଗାପୂଜା ର ଅଭିନନ୍ଦନ ବହୁତ ସୁନ୍ଦର ଅତିଥିଙ୍କ ସହ ଉପସ୍ଥାପନ ଟି ମଧ୍ୟ ବହୁତ୍ ଭଲ

  • @manoramamaharana9428
    @manoramamaharana9428 3 หลายเดือนก่อน +17

    ଉପସ୍ଥାପକଙ୍କ ଉପସ୍ଥାପନା ଶୈଳୀ ସହ ଅତିଥିଙ୍କର ଉତ୍ତର ଶୈଳୀ ଖୁବ୍ ସୁନ୍ଦର ।ଲାଗୁଛି ସତେକି ଦୁଇଜଣ ଉପସ୍ଥାପକ ସମନା ସାମନି |ପାର୍ବଣରେ ମାନନୀୟ ମନୋଜ ପଣ୍ଡାଙ୍କୁ ଆଣିଥିବାରୁ ବହୁତ ଧନ୍ୟବାଦ ଚ୍ୟାନେଲ୍ କୁ 🙏

  • @N_Aditya26
    @N_Aditya26 3 หลายเดือนก่อน +25

    ଅତ୍ୟନ୍ତ ଗୁହ୍ୟ ତଥ୍ୟ
    Goosebumps ଅସୁରେଶ୍ଵର ମା ହରଚଣ୍ଡୀ ପୀଠ❤❤

  • @natkhatashu
    @natkhatashu 3 หลายเดือนก่อน +7

    ମନୋଜ ପଣ୍ଡା ସାର୍ କଂ ଭଳି ପୁରୀ ପଣ୍ଡା ହେଲେ କୌଣସି ଭକ୍ତ ଅସୁବିଧା ରେ ସମ୍ମୁଖୀନ ହେବ ନାହିଁ ଓ ଅତି ସୁନ୍ଦର ଏବଂ ଉଚ୍ଚକୋଟୀର ଚିନ୍ତାଧାରା ଓ ମିଷ୍ଟଭାଷୀ ମଣିଷ ଜଣେ🙏🙏🙏

  • @SoumyaRanjanSahooSonu-w9c
    @SoumyaRanjanSahooSonu-w9c 3 หลายเดือนก่อน +8

    ସତରେ ଶ୍ରୀ ' ମନୋଜ ପଣ୍ଡା ' ହେଉଛନ୍ତି ମହାନ ବ୍ୟକ୍ତିତ୍ଵ ର ଏକ ପରମ ଉଦାହରଣ। ସେ ଏକାଧାର ରେ ଅନେକ କଳା ର ଅଧିକାରୀ । ସେ ମଧ୍ୟ କଟକ ର ଶ୍ରୀ କଟକ ଚଣ୍ଡୀ ମାଆ ଙ୍କ ଭକ୍ତ ବା ସେବକ । ଏତେ ସବୁ ଦିବ୍ୟ ଗୁଣ , ଜ୍ଞାନ ଏବଂ ଗର୍ବ ସହ ଅହଙ୍କାର ଶୂନ୍ୟ ଚରିତ୍ର ମାନବ ଜାତି କୁ ମହତ୍ ଶିକ୍ଷ୍ୟା ଅଟେ। ମାଆ ହିଁ ଭକ୍ତ ର ଭକ୍ତ ହେଉଛି ମାଆ ଙ୍କର। ଜୟ ମା 🙏🪷❤️🥰

  • @pattnayak157
    @pattnayak157 3 หลายเดือนก่อน +60

    ବହୁତ୍ ସୁନ୍ଦର୍ ବାର୍ତ୍ତାଳାପ , ଉପସ୍ଥାପକଙ୍କ ସହିତ, ଅତିଥି ଏବଂ ଅର୍ଗସ୍ ମିଡ଼ିଆ ର ସମସ୍ତ କର୍ମକର୍ତ୍ତା ଏବଂ ସମଗ୍ର ବିଶ୍ୱବାସୀଙ୍କୁ ମୋ'ର ପ୍ରଣାମ ଏବଂ ଶାରଦୀୟ ଦୁର୍ଗାପୂଜା ର ହାର୍ଦିକ ଅଭିନନ୍ଦନ ଜଣାଉଛି।

    • @Argusdigital.official
      @Argusdigital.official  3 หลายเดือนก่อน +3

      Thank you

    • @papundandasena7901
      @papundandasena7901 3 หลายเดือนก่อน

      ​@@Argusdigital.officialତମେ ପରା ବିଜେପି ର ଚାଟୁକାରୀ ଦେଶ ର ତୁମେ ପୁଣି ଚତୁର୍ଥ ସ୍ତମ୍ଭ ଛି ତୁମକୁ ଟିକିଏ ଲଜ୍ଜ୍ୟା ଲାଗୁ ନାହିଁ ଛି ତୁମ 😅😅😅😅😅😅

  • @layatmita7527
    @layatmita7527 3 หลายเดือนก่อน +8

    ମନୋଜ ସାର ଖୁବ ସୁନ୍ଦର କଥା ଆପଣଙ୍କ ର 🙏🙏🙏🙏

    • @sushamaparija3551
      @sushamaparija3551 3 หลายเดือนก่อน

      ମନୋଜ ଭାଇନା ଙ୍କ କଥା ଶୁଣି ଆଖି ରେ ଲୁହ ଆସିଗଲା। ସତରେ ମାଆ ଙ୍କ ଆଶୀର୍ବାଦ ରହିଛି ତାଙ୍କ ଉପରେ। ସଂଗ୍ରାମ ବାବୁ ଙ୍କର ସୁନ୍ଦର ଉପସ୍ଥାପନା ମନଛୁଆଁ। ଦୁହିଁଙ୍କୁ ପ୍ରଣାମ।

  • @Riteahdutta5567
    @Riteahdutta5567 3 หลายเดือนก่อน +4

    god is everywhere but to feel the existence of god ଆମକୁ ମନ୍ଦିର ଯିବାକୁ ପଡିବ
    Epic line sir 🙏🏻🙏🏻🙏🏻🙏🏻
    ଜୟ ମା 🙏🏻🙏🏻🙏🏻🙏🏻

  • @Truptimayee_Ruby
    @Truptimayee_Ruby 3 หลายเดือนก่อน +32

    ମୋତେ ବହୁତ୍ ହି ପସନ୍ଦ ଲାଗନ୍ତି ମନୋଜ ମିଶ୍ର ସାର୍,,great personality 😊

    • @prasantkumarcreations
      @prasantkumarcreations 3 หลายเดือนก่อน +1

      Manoj Panda ... Mishra nuha

    • @Truptimayee_Ruby
      @Truptimayee_Ruby 3 หลายเดือนก่อน +1

      @@prasantkumarcreations sorry vai ,monoj panda great personality 🙏

  • @sitaaram_Creations_1982
    @sitaaram_Creations_1982 3 หลายเดือนก่อน +6

    ଉଭୟ ଦୁଇ ବିିଶିଷ୍ଟ ଗୁଣର ଅଧିକାରୀ ବଡ଼ ଭାଇ ଦ୍ଵୟଙ୍କୁ ପ୍ରଣାମ,,ଜୟ ସୀତାରାମ 🙏

  • @singerjitujena3318
    @singerjitujena3318 3 หลายเดือนก่อน +30

    ଏତେ ସୁମଧୁର ବାର୍ତ୍ତାଳାପ. ମୁଁ କେବେ ବି ଶୁଣିନଥିଲି. ମୋତେ ବହୁତ ଭଲ ଲାଗୁଛି. ସବୁଦିନ ଏମିତି ଶୁଣିବାକୁ ମିଳନ୍ତା କି.. ଜୟ ମା ଦୁର୍ଗା 🙏

  • @sunshinemeryrashmi3738
    @sunshinemeryrashmi3738 3 หลายเดือนก่อน +10

    ଦୁଇ ସାର୍ ଙ୍କର ବାର୍ତ୍ତାଳପ ଅତ୍ୟନ୍ତ ହୃଦୟସ୍ପର୍ଶୀ ଥିଲା ।ଆଉ ମା'ଙ୍କର ଉପସ୍ଥିତି ବି ଅନୁଭବ ହେଲା ।ଜୟ ମା' ଦୁର୍ଗା🙏🙏🙏

  • @theodishabloggerjk
    @theodishabloggerjk 3 หลายเดือนก่อน +18

    ଜଣେ ଶିକ୍ଷିତ ଲୋକ ର ପରିଚୟ ସବୁବେଳେ ଦେଇଥାନ୍ତି ମନୋଜ ସାର, କେତେ ସୁନ୍ଦର ଉପସ୍ଥାପନା ଏ ଭଳି ଅତିଥି ଯଦି ସବୁବେଳେ studio କୁ ଆସନ୍ତି କେବଳ ଛୋଟ ପିଲା ନୁହଁ ବଡ ଲୋକ ବି କିଛି ନିଶ୍ଚିନ୍ତ ଭାବେ ଶିଖିବେ 🙏 ଜୟ ଜଗନ୍ନାଥ 🙏

  • @jsmjjbiswaray7852
    @jsmjjbiswaray7852 3 หลายเดือนก่อน +3

    ଆପଣ ଦୁଇଜଣଙ୍କୁ ହୃଦୟରୁ ବହୁତ୍ ସାଧୁବାଦ୍🙏। ଆଉ ଏହି ମିଡ଼ିଆ ସଂସ୍ଥାକୁ ବି ସାଧୁବାଦ୍ ଜଣାଉଛି 🙏

  • @atithimediacreations7791
    @atithimediacreations7791 3 หลายเดือนก่อน +70

    ସଂଗ୍ରାମବାବୁ ସୁନ୍ଦର ବ୍ୟକ୍ତିତ୍ୱଙ୍କୁ ଆଜି ଭେଟିଦେଲେ ଅର୍ଗସ tv ରେ ବହୁତ ଭଲ ଲାଗିଲା କିଛି ଅଭିଜ୍ଞତା ଲୋକମାନଙ୍କୁ ସୁନ୍ଦର ଭାବରେ ବର୍ଣ୍ଣନା କଲେ ମନୋଜ ବାବୁ ସମସ୍ତଙ୍କୁ ଶାରଦୀୟ ଅଭିନନ୍ଦନ 🙏🙏🙏

  • @MunaBhai-qh9fl
    @MunaBhai-qh9fl 3 หลายเดือนก่อน +6

    ଜୟ ମା କଟକ ଚଣ୍ଡୀ ମାତୁମ ଚରଣ ତଳେ ମୋର କୋଟି କୋଟି ପ୍ରଣାମ ମା ସମସ୍ତ ଭକ୍ତ ମାନଙ୍କୁ ଘଣ୍ଟ ଘୋଡାଇ ରଖନ୍ତୁ ମା 🙏🏻🙏🏻🙏🏻🌺🚩

  • @balabhadramohakud2935
    @balabhadramohakud2935 3 หลายเดือนก่อน +2

    ବହୁତ ସୁନ୍ଦର ଉପ୍ଥାପନା ସଂଗ୍ରାମ ବାବୁ ଏବଂ ମୋନାଜ୍ ନାନା

  • @bibhisanmali7446
    @bibhisanmali7446 3 หลายเดือนก่อน +22

    Bahut sundhar alochana jai maa Cuttack chandi

  • @SamalChana
    @SamalChana 3 หลายเดือนก่อน +2

    ଆପଣଙ୍କୁ ଦେଖି ବହୁତ ଖୁସି ଲାଗିଲା ବହୁତ ଦିନ ପରେ 🙏

  • @ranjankumarnayak1211
    @ranjankumarnayak1211 3 หลายเดือนก่อน +22

    ଧନ୍ୟ ମନୋଜ ବାବୁ ❤ ,ଆପଣଙ୍କ ଜ୍ଞାନ ମହାନ ।ମା କୁ ,ପୁଜିଲେ ବାପାଙ୍କୁ ପାଇବ ଓ ମା ବାପା ଙ୍କୁ ପୁଜିଲେ ଭଗବାନ ଙ୍କୁ ପାଇହେବ ।ସତ୍ୟ କଥା

  • @sujatakhuntia6897
    @sujatakhuntia6897 3 หลายเดือนก่อน +2

    ବହୁତ୍ ବହୁତ୍ ଧନ୍ୟ ବାଦ ଆଉ ଥରେ ଡାକନ୍ତୁ ଆଉ କିଛି ମା ଙ୍କ ବିଷୟ ରେ ଆଲୋଚନା ପାଇଁ

  • @pratimanayak5637
    @pratimanayak5637 3 หลายเดือนก่อน +5

    ବହୁତ ସୁନ୍ଦର ଆଲୋଚନା ପାଇଁ ଅର୍ଗସ ଟିଭି କୁ ଅନେକ ଅନେକ ଧନ୍ୟବାଦ, ହିନ୍ଦୁ ଧର୍ମର ସମ୍ମାନ ରକ୍ଷା ତଥା ଆମ ଧର୍ମ ରେ ଥିବା ଜାତିପ୍ରଥା ଓ ବଳିପ୍ରଥା ପରି କୁସଂସ୍କାର କୁ ଧ୍ବଂସ କରିବା ପାଇଁ ଆପାନଙ୍କ ଟିଭି ଚ୍ୟାନେଲ କେବଳ ସମର୍ଥ ହୋଇପାରିବ ବୋଲି ମୋର ଅନୁରୋଧ,ଆଶା ଓ ବିଶ୍ବାସ,

  • @purbipattnayak7553
    @purbipattnayak7553 3 หลายเดือนก่อน +1

    Manoj sir apanka pakha re mun natamastaka ! Emiti pujaka kotiye re gotiye !!! Proud of u sir n really grateful by having you as Cuttackia ,🙏

  • @srinivaschoudhury7988
    @srinivaschoudhury7988 3 หลายเดือนก่อน +3

    ଶାରଦୀୟ ଶୁଭେଚ୍ଛା ସଂଗ୍ରାମ ବାବୁ। ମନୋଜ ଭାଇନାଙ୍କ ବ୍ୟକ୍ତିତ୍ଵ ଓ ତାଙ୍କ ଜୀବନଶୈଳୀ ସମାଜ ପାଇଁ ଦୃଷ୍ଟାନ୍ତ। ମାଁ କଟକ ଚଣ୍ଡୀଙ୍କ ପ୍ରମୁଖ ପୂଜକ ଭାବେ ସକଳ ଜନମାନସର ନିତ୍ୟ କଲ୍ୟାଣ ପ୍ରାର୍ଥନା କରୁଥିବା ମନୋଜ ଭାଇନାଙ୍କୁ ଅନେକ ଅନେକେ ନମସ୍କାର ଓ ଶାରଦୀୟ ଶୁଭେଚ୍ଛା। ଜୟ ମାଁ କଟକ ଚଣ୍ଡୀ

  • @benudharabastia8838
    @benudharabastia8838 3 หลายเดือนก่อน +2

    ମନୋଜ ଭାଇ ଙ୍କ ଉପସ୍ଥାପନ ଅତିସୁନ୍ଦର

  • @sasmitadatta8819
    @sasmitadatta8819 3 หลายเดือนก่อน +5

    ବହୁତ ଭଲ ଲାଗିଲା ମନୋଜ ବାବୁଙ୍କ କଥା ଶୁଣି।। ଜୟ ଜଗନ୍ନାଥ 🙏

  • @daleigurujichatashali3864
    @daleigurujichatashali3864 21 วันที่ผ่านมา

    ବାଃ ମୋତେ ଲାଗିଲା ଦୁଇ ଜଣ ସାହିତ୍ୟିକ , ନିଃସ୍ୱାର୍ଥପର, ଜ୍ଞାନୀ , ସମାଜ ସଂସ୍କାରକଙ୍କ ମଧ୍ୟରେ ବାର୍ତ୍ତାଳାପ । ଜଣେ ବ୍ରାହ୍ମଣ ର କର୍ତ୍ତବ୍ୟ ଜଣେ ସେବକର କର୍ତ୍ତବ୍ୟ ଜଣେ ଜଣେ ଭକ୍ତର କର୍ତ୍ତବ୍ୟ କଣ ରହିବା ଦରକାର ତାହା ଜାଣି ସୁଧା ଏହିପରି ଘୃଣ୍ୟକର୍ମ କରିବା ଆମ ସମାଜ ପାଇଁ ଏକ ଦୁଃଖର ବିଷୟ । ଧନ୍ୟବାଦ ଆପଣଙ୍କୁ ।

  • @soujanyanayak419
    @soujanyanayak419 3 หลายเดือนก่อน +3

    ଆହା, ଏତେ ସୁନ୍ଦର ଉପସ୍ଥାପନା।

  • @subhashreemishra578
    @subhashreemishra578 3 หลายเดือนก่อน +2

    ବହୁତ ସୁନ୍ଦର ଉପସ୍ଥାପନା, ଦୁଇ ଜଣ ବହୁତ ଜ୍ଞାନୀ 🙏, ଜୟ ମା କଟକ ଚଣ୍ଡୀ 🙏🙏

  • @adfilm_creators
    @adfilm_creators 3 หลายเดือนก่อน +8

    I've had the pleasure of knowing him for years, and I can confidently attest that he's an exceptional individual with a remarkable personality. He's a man of his word, renowned for his dedication, honesty, and inspiring demeanor. His exceptional character and thoughtful words have made a lasting impact on those around him.

  • @Gurubachan688
    @Gurubachan688 3 หลายเดือนก่อน +2

    True person. An worshiper of Maa Chandi really a person of purity. We acquire a great wealth of blessings by seeing great man Mr Manoj Panda.

  • @ZipuAvilasha
    @ZipuAvilasha 3 หลายเดือนก่อน +41

    ଜଗତସିଂହପୁର ଜିଲ୍ଲାର ଗର୍ବ ହେଉଛି ମା ସାରଳା ଙ୍କ ମନ୍ଦିର ଏବଂ କିନ୍ତୁ ଆଜି ଜଗତସିଂହପୁର ର ମାନ ହ୍ରାସ କରୁଥିବା ମନ୍ଦିର ମଧ୍ୟ ସାରଳା ମନ୍ଦିର, ମା ଙ୍କ ନାମରେ ସେଠାରେ ଭକ୍ତ ମାନଂକୁ ଶୋଷଣ ଏବଂ ଖରାପ ବ୍ୟବହାର ପାଇଁ ଆଜି ସବୁଠି ନିନ୍ଦିତ 😌😌...

    • @RajalaxmiSahoo-m6l
      @RajalaxmiSahoo-m6l 3 หลายเดือนก่อน +5

      Thhik kahicha bhai,mandira re entry karu karu Tama ghara kouthi,kothy asicha emiti pachari pachari Tama munda khaidebe panda mane😞😞

    • @simplebanty3048
      @simplebanty3048 3 หลายเดือนก่อน

      Don't say like that 🥺🙏🏻sata hele bi kharap laguchi

    • @JANMENJAYA
      @JANMENJAYA 3 หลายเดือนก่อน

      Se sei maa ra Lila sabu... Taa Maya taku Jana

    • @Nicet_computer_education.
      @Nicet_computer_education. 3 หลายเดือนก่อน

      Right 👍

    • @subhakantalenka903
      @subhakantalenka903 3 หลายเดือนก่อน

      ସତ କହିଲେ ଭାଇ ବହୁତ ଖରାପ୍ ବ୍ୟବହାର କରାଯାଏ ମା ଶାରଳା ଙ୍କ ମନ୍ଦିର ରେ ମୋର ମା ବହୁତ ପ୍ରିୟ ମୁଁ ଛୁଆଁ ବେଳୁ ମୋ ମା ସହ ମା ଙ୍କ ମନ୍ଦିର ଯାଏ ହେଲେ ଏବେ ଡର ଲାଗୁଛି ଯିବାକୁ ଥରେ ଯାଇଥିଲି ଫୁଲ ମାଳ ଟେ କିଣିବି ବୋଲି ସେ କହୁଛି କଟକ ରୁ ଆସିଛ ସେଠିକି ଯାଅ ସେ କହୁଛି ସେଠିକି ଏମିତି ହେଇକି ଛିଡ଼ା ହେଲି କହିଲି ସେ ଫୁଲ ବିକାଳି ମାଉସୀ ଙ୍କୁ ମାଉସୀ ୧୦୦ ଯାଗାରେ ୨୦୦ ଦେବି ମୋତେ ସେ ମନ୍ଦାର ବେଲପତ୍ର ତୁଳସୀ ମିଶା ମାଳଟେ ଦିଅ ସେ ଜମା ଦେଲେ ନାହିଁ କହିଲେ କଟକ ରୁ ଆସିଛ କଟକ ର ଅଲଗା ଫୁଲ ବାଲା ତମେ ସେଠିକି ଯାଅ ଏମିତି ହେଇକି ମନ ଦୁଃଖରେ ଆସିଲି ଭୋଗ କିଣିଲି ସେଠାରେ ବି ପ୍ରଥମେ ଟିକେଟ କାଟିବାକୁ ପଡ଼ିଲା ହଉ ମା କୁ ଦେଖିବି ଏମିତି ଭାବୁ ଥାଏ ମନବି କଷ୍ଟ ଥିଲା ଇଚ୍ଛା ଥିଲା ସେ ମନ୍ଦାର ବେଲପତ୍ର ତୁଳସୀ ମିଶା ମାଳ ଟେ ମା ପାଇଁ ନେଇଥାନ୍ତି ହେଲାନି‌ ଯାହା ମା ର ଇଚ୍ଛା ଏମିତି ଭାବି ମନ୍ଦିର ଭିତର କୁ ଗଲି ଯେହେତୁ ମା ସହିତ ମନ୍ଦିର ସହିତ ଛୋଟ ବେଳୁ ସମ୍ପର୍କ ଆଉ ମୋ ମା ଜଗତସିଂହପୁର ର ଝିଅ ମା ଶାରଳା ଙ୍କ ଭକ୍ତ ମା ସହ ବହୁତ ଥର ଯାଇଛି ମା ଙ୍କ ଦର୍ଶନ ପାଇଁ ସେ ସବୁ ସମୟ ମୋ ଆଖି ଆଗରେ ନାଚି ଗଲା ଆଉ ମନ୍ଦିର ରେ ମା ଙ୍କୁ ଦେଖି ବହୁତ ଜୋରରେ କାନ୍ଦିଲି ଆଉ ମା ଙ୍କୁ କହିଲି କ'ଣ ଭୁଲ୍ କରିଲି ମା ଏତେ କମ୍ ବୟସରୁ ମୋ ପାଖରୁ ମୋ ମା କୁ ନେଇ ଗଲୁ ଆଜି ପୁଣି ଏତେ ବର୍ଷ ପରେ ତୋ ଡୋରି ଲାଗିଲା ମୋ କଥା ତୋର ମନେ ପଡିଲା ଏମିତି କହିକି କାନ୍ଦୁଥାଏ ହଠାତ୍ ପୁଜକ କହିଲେ ଏଠି ଗହଳି କରନି‌ ଯାହାର ପୁଜା ସରିଲା ବାହାରକୁ ଯାଅ ହେଲେ ମୁଁ ତ ପୁଜା କରିନି ନନା ଙ୍କୁ କହିଲି ନନା ମୋର ପୁଜା କରିଦିଅ ନନା କହିଲେ କୋଉଠୁ ଆସିଛ ମୁଁ କହିଲି କଟକ ରୁ ନା ପୁଜା ହେଇ ପାରିବନି ତମ ନନା ଙ୍କୁ ଡାକ ଆମ ନନା କିଏ ମୁଁ ଜାଣିନାହିଁ ମା ଗଲା ପରେ ମୁଁ ଆଉ ଆସିନାହିଁ ବହୁତ ବର୍ଷ ପରେ ଆସିଛି ମା କୁ ଦେଖି କହିଲି ମା ତୋର କ'ଣ ଇଚ୍ଛା କାହିଁକି ମୋତେ ଏଠି ହଇରାଣ କରିବା କୁ ଡୋରୀ ଲଗେଇ ଆଣିଲୁ ଏମିତି ମା କୁ ଅନେଇ କି ରହିଥାଏ ହଠାତ୍ ଜଣେ ପୂଜକ ଆସି କହିଲେ ଦିଅ ଭୋଗ ଦିଅ ମୁଁ ଚମକି ପଡ଼ି ମା କୁ ଅନେଇ ଥାଏ ନନା ପୁଜା କଲେ ମା ଙ୍କ ଗଳା ରୁ ସେଇ ମନ୍ଦାର ବେଲପତ୍ର ତୁଳସୀ ମିଶା ମାଳ ଟେ ଆଣି ମୋ ଗଳା ରେ ପକେଇ ଦେଲେ ଚନ୍ଦନ ସିନ୍ଦୂର ଲଗେଇ ଦେଇ ମା ର ମିଠା ପାଦୁକ ଦେଲେ ଏ ସବୁ ପରେ ମୋ ନଜର ମା ମୁଁହରୁ ହଟୁ ନଥିଲା ମତେ ଏମିତି ଲାଗୁଥିଲା ଯେମିତି ଯାହା ବି କିଛି ହେଲା ସେ ସମୟରେ ସବୁ ମା ର ଇଚ୍ଛା ରେ ହେଲା ସେ ହିଁ ମୋ ପାଇଁ ସେ ପୂଜକଙ୍କୁ ପଠେଇ ଥିଲା ଆଉ ସବୁଠୁ ବଡ଼ କଥା ତାର ସେ ଛଡ଼ା ମାଳ ଯାହା ମୋର ଇଚ୍ଛା ଥିଲା ତାକୁ ଦେବାକୁ ସେ ମୋ ଗଳାରେ ଦେଇ ସେଦିନ ମୋତେ ଏ ପ୍ରମାଣ ଦେଲା କି ମୁଁ ଏ ଦୁନିଆ ରେ ମା ଛେଉଣ୍ଡ ନୁହେଁ ମୋ ମା ସେଇ ମନ୍ଦିରରେ ବସିଛି ମା ଶାରଳା ଭିତରେ ସେଦିନର କଥା ଭାବି ଦେଲେ ଆଖିରେ ଲୁହ ଆସିଯାଉଛି ସେବେଠାରୁ ମୋତେ ଲାଗେ ମୋ ମା ମୋ ମା ଶାରଳା ଭିତରେ ଲିନ ହେଇଯାଇଛି 😢🙏🙏🙏🙏

  • @BapinaBiswal-xh2tk
    @BapinaBiswal-xh2tk 3 หลายเดือนก่อน +2

    ମନୋଜ ପଣ୍ଡା ଜଣେ ହେଉଛନ୍ତି ଭଲ ଅଭିନେତା ସହ ଭଲ ଉପସ୍ଥାପକ ଓ ଜ୍ଞାନୀ ମଣିଷ ❤️🙏

  • @srustimishra7346
    @srustimishra7346 3 หลายเดือนก่อน +11

    Such a polished,well behaved, multi talented man,Manoj sir is!!🙏

  • @ShantiBishi-gq6cb
    @ShantiBishi-gq6cb 2 หลายเดือนก่อน

    Today's podcast with Manoj Sir is very memorable n heart touching. ବହୁତ ଭଲ ପ୍ରଶ୍ନ ଟିଏ ସଂଗ୍ରାମ ସାର୍ ରଖିଛନ୍ତି।ମନୋଜ ସାର୍ next time ରେ ତାର ଉତ୍ତର ରଖିବେ ବୋଲି ଆଶା।🙏🏼🙏🏼

  • @baimukhi3660
    @baimukhi3660 3 หลายเดือนก่อน +5

    କଥା ଗୁଡିକ ବହୁତ ସୁନ୍ଦର। ସମ୍ବାଦ ବା କଥୋପକଥନ ରେ ଟିକିଏ ବି ବିଭ୍ରାଟ ନାହଁ। ବଡ଼ ଆଶ୍ଚର୍ଯ୍ୟ ଲାଗୁଛି ଦୁଇ ଜଣଙ୍କ ର ତାଳମେଳ କିପରି ରହିଛି

  • @JayBharat-w4e
    @JayBharat-w4e 3 หลายเดือนก่อน +3

    ପ୍ରକୃତ ସେବକ ଭକ୍ତ 🙏 ମୋହ ମାୟା ଲୋଭ ନିର୍ବିଶେଷରେ କେବଳ ସମର୍ପଣ

  • @jyostnamohapatra8839
    @jyostnamohapatra8839 3 หลายเดือนก่อน +7

    Dhanyabad Arugs team jibanta pratibhaku anithibaru
    Maa Cuttack chandi bisayare bahut kichi pailu🙏🙏

  • @Dkl-queen-heart
    @Dkl-queen-heart 16 ชั่วโมงที่ผ่านมา

    Emiti episode najar hatuni... Thank you thank you all of you heartly

  • @deepakkumarsahoo5597
    @deepakkumarsahoo5597 3 หลายเดือนก่อน +6

    Bahut bhala lagila, l loved it, JAi MAA CUTTACK CHANDI.

  • @GopasundarSamarth
    @GopasundarSamarth 3 หลายเดือนก่อน +1

    ପ୍ରଭୂ ଯାହା କହିଲେ ମାଙ୍କୁ ଉଲଗ୍ନ କରି ଗାଧେଇଲେ ଲାଜ କାଇଁକି ଏୟା ହିଁ ତୋ ସେବା 🙏💐🕉️💐🙏

  • @iambekarartist
    @iambekarartist 3 หลายเดือนก่อน +4

    ❤ ଇଛା ହେଉଥିଲା ଆହୁରି ଶୁଣିବାକୁ

  • @priyambadamohanty5398
    @priyambadamohanty5398 3 หลายเดือนก่อน +1

    Nana khali camere samna re nuhe ..real re bahut great personality... very down to earth person...maa nkara krupa apananka upare sada sarbada thau...jay maa🙏🙏🙏

  • @ଓଡ଼ିଆପୁଅ-ଠ7ମ
    @ଓଡ଼ିଆପୁଅ-ଠ7ମ 3 หลายเดือนก่อน +5

    ମୁ ଏତେ guest ଦେଖିଛି l କିନ୍ତୁ ଏମିତି ଏତେ ସୁନ୍ଦର guest କେବେ ଦେଖିନି l ବହୁତ ବହୁତ ସୁନ୍ଦର 🙏🙏🙏

  • @Odishaorg
    @Odishaorg 3 หลายเดือนก่อน +2

    ଏହି ଭଳି ସୁନ୍ଦର ଉପସ୍ଥାପନା ପାଇଁ ସମସ୍ତଙ୍କୁ ଧନ୍ୟବାଦ.
    ସନାତନ ବୈଦିକ ଶାସ୍ତ୍ରରେ ବଳି ପ୍ରଥାକୁ ନେଇ କୌଣସି ଯୁକ୍ତି ଯୁକ୍ତ ବା ପ୍ରାମାଣିକ ସତ୍ୟତା ନାହିଁ.
    କିନ୍ତୁ ତନ୍ତ୍ର ଶାସ୍ତ୍ରରେ ବଳି ର ବିଭିନ୍ନ ଉପଯୋଗୀକ ପ୍ରମାଣ ରହିଛି.

  • @silentframe2065
    @silentframe2065 3 หลายเดือนก่อน +47

    ଏତେ podcast ଦେଖିଚି କିନ୍ତୁ ଏହି podcast ଏତେ ସୁନ୍ଦର ଥିଲା ❤ ସଂଗ୍ରାମ ଭାଇ ଆଉ ମନୋଜ sir ଦୁଇ ଜଣକ କଥା ଶୈଳୀ ଏତେ ସୁନ୍ଦର ଏତେ ବଢିଆ ଯେ 38 mins ra podcast ଜଣା ପଡିଲାନି ଏତେ ସମୟ ବିତିଗଲା ବୋଲି ❤

    • @imnksahu17
      @imnksahu17 3 หลายเดือนก่อน +1

      Same Bhai

    • @Argusdigital.official
      @Argusdigital.official  3 หลายเดือนก่อน +2

      Thank you

    • @Drxsjena
      @Drxsjena 3 หลายเดือนก่อน

      38min bahut kamigala minimum 60min darkar thila ebhali proadcast mo life re first in odia.. Manoj sir jane bhadra loka tanka ra talking power mate bahut bhala lage

    • @SasmitaSwain-eh7xb
      @SasmitaSwain-eh7xb 2 หลายเดือนก่อน

      Mote bahut bhala lagila

  • @sujatabehera6968
    @sujatabehera6968 18 วันที่ผ่านมา

    Seita mora gote tiki bhauni ta this line is Hart touching👏👏👏👏👏🙏🙏🙏🙏

  • @ramachandramishra8377
    @ramachandramishra8377 3 หลายเดือนก่อน +2

    Very nice and gentle conversation between two far better than valgur news of o tv , jay maa cuttack Chandi

  • @SasmitaSahoo-qf2bh
    @SasmitaSahoo-qf2bh 2 หลายเดือนก่อน

    ବହୁତ୍ ହିି ସୁନ୍ଦର ଅଧ୍ୟାୟ ଥିଲା। ଆହୁରି ଅଧିକା ସମୟ ଯାଏଁ ଚାଲିଥିଲେ ଆହୁରି ଭଲ ଲାଗି ଥାନ୍ତା ମନ ହଟୁ ନଥାଏ ଏତେ ଭଲ ଲାଗିଲା। 😊
    ଅନୁରୋଧ କରୁଛୁ କି ଏମିତି ଆଧ୍ୟାତ୍ମିକ କଥା ଉପରେ କାର୍ଯ୍ୟକ୍ରମ ଟି ଚଳାନ୍ତୁ ଦେଖିବେ ଆପଣ ଙ୍କ କାର୍ଯ୍ୟକ୍ରମ କେମିତି ଆଗକୁ ଯିବ। Thank you so much🙏🏻 ଏହି ep-49 podcast pain 😊
    And Thank you so much Manoj sir🙏🏻 ଆପଣ ଙ୍କର ଏହି ସୁନ୍ଦର ଶିକ୍ଷଣୀୟ କଥା ପାଇଁ। 😊
    ଜୟ ମା କଟକ ଚଣ୍ଡୀ 🙏

  • @suvadas502
    @suvadas502 3 หลายเดือนก่อน +9

    You are very clever
    Right time re Manoj Babu nku Anithibaru bahut Dhanyavaad
    Jay maa🙏🙏🙏

  • @chikukhusicreations9488
    @chikukhusicreations9488 7 วันที่ผ่านมา

    ଭାଇନା ଙ୍କ କଥା ସତରେ ହୃଦୟ ସ୍ପର୍ଷୀ
    ମନରେ ଦୁଃଖ ରୂପକ ଖୁସି ଆସିଯାଇଛି କେତେ ସୁନ୍ଦର ବାର୍ତ୍ତା ସତରେ
    ମାଆ ମଙ୍ଗଳା ଆପଣକୁ ପାନତକନିରେ ଢାଙ୍କି ରଖିଛନ୍ତି
    🙏🏻🌺ଜୟ ମା ମଙ୍ଗଳା 🌺💓

  • @purnachandrapradhan9799
    @purnachandrapradhan9799 3 หลายเดือนก่อน

    Alochya bishayati bahut bahut badhia lagila..Aeithi Maa nkara puja ,hindu bhakta & bhakti..manabikata , sahitya, darshan,kala, sashtra, gyana, puja parampara ityadira sammishrana dekhibaku milila ..Both are great personality...🙏

  • @prafullakumarmallik7515
    @prafullakumarmallik7515 3 หลายเดือนก่อน +4

    ବହୁତ ସୁନ୍ଦର ସାକ୍ଷାତକାର। ସାକ୍ଷାତକାର ନୁହେଁ ତ ଜୀବନୀୟ ଆଲୋଚନା। ସଂଗ୍ରାମ ବାବୁ ଆପଣଙ୍କର ପ୍ରତିଟି ଉପସ୍ଥାପନା ବିଲକୁଲ ନିଆରା। ଢେର୍ ସାରା ବଧାଇ।

  • @Rashmi-7003
    @Rashmi-7003 3 หลายเดือนก่อน +1

    ବହୁତ୍ ଖୋଲା ହୃଦୟର ମଣିଷ ଟିଏ ❤ଆଜିର podcast ଟି ବହୁତ୍ ଭଲ ଲାଗିଲା 🎉

  • @mohinisankarsatpathy2509
    @mohinisankarsatpathy2509 3 หลายเดือนก่อน +13

    ଛେଳି, ମଇଁଷିଙ୍କର ଜୀବନ ଅଛି, ମାଛର ଜୀବନ କ'ଣ ସେମାନଙ୍କ ଠାରୁ ଭିନ୍ନ ?
    ବଳି ବନ୍ଦ କରାଗଲା ଅମାନୁଷିକ ଭାବରେ ଜୀବ ହତ୍ୟା ନ କରିବାକୁ l ମାଛବଳି କ 'ଣ ବଳି ନୁହେଁ ? ମାଛ କ'ଣ ମାଆର ସନ୍ତାନ ନୁହେଁ ? ସତରେ ମା' ରକ୍ତପିପାସୁ ?
    କାର୍ତ୍ତିକ,ମାଘ ଧର୍ମ ମାସ ବୋଲି କିଛି ଲୋକ ଆମିଷ ଭୋଜନକୁ ନା କରନ୍ତି l ଅନ୍ୟ ମାସରେ ଆମିଷ ନ ହେଲେ ନ ଚଳେ l ସେଇ ମାସଗୁଡିକ କ 'ଣ ଅଧର୍ମ ମାସ ? ଜିହ୍ୱା ଲାଳସା କ'ଣ ନ କରେ ସତେ !
    ହେ ମା' ! ମଣିଷର ଜ୍ଞାନ ବିବେକ ପରିସରକୁ ଟିକେ ତ ବୃଦ୍ଧି କର ! ଜୟ ମା' ଦୁର୍ଗେ !

    • @Maamohini2563
      @Maamohini2563 3 หลายเดือนก่อน +2

      thik kahile kintu pahela kasei dokan machha Market banda heu

    • @biswajeetnayak7519
      @biswajeetnayak7519 3 หลายเดือนก่อน

      😂😂​@@Maamohini2563

    • @RakeshXyoutube
      @RakeshXyoutube 3 หลายเดือนก่อน

      Be vegan 💚

    • @jyotiranjanswain869
      @jyotiranjanswain869 3 หลายเดือนก่อน

      Right 👍

    • @AbKaFan
      @AbKaFan 28 วันที่ผ่านมา

      😞😞

  • @rahulmohanty7297
    @rahulmohanty7297 3 หลายเดือนก่อน

    ଅତୀବ ସୁନ୍ଦର ଆଲୋଚନା..ଧନ୍ୟବାଦ ହୃଦୟରୁ

  • @debabratamishra9633
    @debabratamishra9633 3 หลายเดือนก่อน +10

    ମନୋଜ ପଣ୍ଡା ଜଣେ ସୁନ୍ଦର ବ୍ୟକ୍ତିତ୍ଵର ଅଧିକାରୀ ❣️🌹🙏👌👏

  • @smruti8888
    @smruti8888 3 หลายเดือนก่อน

    One of the most knowledgeable Interview ever seen in my Life.
    And Manoj Sir...what a personality of Modesty and Wisdom. Needless to say he is truly Multitalented.
    Thank you very much Sangram Sir for this unique initiation🙏
    Liked the questionnaire very much.

  • @niharranjanmohanty3378
    @niharranjanmohanty3378 3 หลายเดือนก่อน +10

    ବହୁତ ସୁନ୍ଦର ନୀତି କାନ୍ତି ର ନିୟମ
    ଉଭୟ ଙ୍କୁ ସୁଦୁର ପ୍ରଣାମ

  • @SumatiPila
    @SumatiPila 3 หลายเดือนก่อน +1

    ବହୁତ ସୁନ୍ଦର କଥା ଜାଣିବାକୁ ପାଇଲି,

  • @sabitarani6363
    @sabitarani6363 3 หลายเดือนก่อน +5

    ଧନ୍ୟବାଦ ଆପଣଦୁଇଜଣକୁ, ଅନେକ ତଥ୍ୟ ପ୍ରଦାନ କରି ଅଛନ୍ତି ।

  • @srk4004
    @srk4004 3 หลายเดือนก่อน +2

    ସତରେ ସଂଗ୍ରାମ ସାର ଏଇ ପୋଡକାସ ଟି ହୃଦୟ କୁ ଛୁଇଁ ଲା

  • @sudhansusekharnayak78
    @sudhansusekharnayak78 3 หลายเดือนก่อน +46

    ଏଇଠୁ ଥାଇ ମା କଟକ ଚଣ୍ଡୀ ଙ୍କ ସହିତ ଗୁରୁ sj ମନୋଜ ପଣ୍ଡା ଙ୍କୁ ପ୍ରଣାମ କରୁଛି

    • @jyotsnaranipanda2613
      @jyotsnaranipanda2613 3 หลายเดือนก่อน

      ମୁଁ ମଧ୍ୟ ଏଇଠୁ ମା ଙ୍କୁ ଓ ମନୋଜ sir ଙ୍କୁ ମୋର ବିନମ୍ର ପ୍ରଣାମ ଜଣାଉଛି

  • @SwapnaSingh-qm2cj
    @SwapnaSingh-qm2cj 16 วันที่ผ่านมา

    Sangram babu ei talk show ta bahuta bhala lagila. Mu Manoj panda babu urf nana nku bahuta like kare bahuta purbaru. Tankara katha kahi bahar saili abhinaya ta sahita Maa nka pujaka hisabra mu tanku bahuta like kare. Tanka bisayare mu kana kahibi chinta kariparuni. I am a grate fan of Monoj pand. Maa mandira ku jebe jae nana nku dekhidele hata ape ape uthiase . Kebe samna samni hoini tathapi asa achhi thare tanka sahita khatha hebapain. Satare sangram babu tanku dekhi dete manare babuta bhakti asinae. Mu emotional hoi kana sabu lekhi deichi manara katha khyama karibe.

  • @anupamakar129
    @anupamakar129 3 หลายเดือนก่อน +7

    Sir,Apananku moro koti pranam.....maa apananku sabubele bholo re rakhi thantu....

  • @KabitaDas-zx9wy
    @KabitaDas-zx9wy 3 หลายเดือนก่อน +2

    ବହୁତ୍ ସୁନ୍ଦର୍ ଉପସ୍ଥାପନା ଭଲ ଲାଗିଲା episode ଟି

  • @pradeepchoudhury4313
    @pradeepchoudhury4313 3 หลายเดือนก่อน +3

    ଓଡିଶା ର ସବୁଠୁ ଜ୍ଞାନୀ ପୂଜକ

  • @LuishatripathyBS__
    @LuishatripathyBS__ 3 หลายเดือนก่อน

    Dear team , really grateful for this episode. I could have never thought of this man as one of the best guests.Beautiful presentation

  • @somyanetrajena9087
    @somyanetrajena9087 3 หลายเดือนก่อน +15

    Very talented person❤Manoj panda

  • @Nkalyani5518
    @Nkalyani5518 3 หลายเดือนก่อน +2

    Bahut decent and honest person really great episode

  • @akbikaacharjya9851
    @akbikaacharjya9851 หลายเดือนก่อน

    Good presentation. mind blowing.jai MAA 🙏

  • @chinmayaranjanswain5019
    @chinmayaranjanswain5019 3 หลายเดือนก่อน +3

    ଧନ୍ୟବାଦ argus ଟିଭି🙏🙏

  • @ranjankumarsahoo6326
    @ranjankumarsahoo6326 2 หลายเดือนก่อน

    thanks to argus ..for this type of episode ....manoj panda a real human being ...jay maa chandi 🙏🙏🙏🙏🙏🙏

  • @SanjayMahakul-k5n
    @SanjayMahakul-k5n 3 หลายเดือนก่อน +3

    🙏🙏🙏-ଅତି ସୁନ୍ଦର ମୁହୂର୍ତ

  • @sunitranjandash593
    @sunitranjandash593 2 หลายเดือนก่อน

    ଅତି ସୁନ୍ଦର।

  • @Babulabehera
    @Babulabehera 3 หลายเดือนก่อน +10

    Best actor for Lord Rama Character,Request Odia producers to make a movie on Lord Rama and take Manoj Babu as lead character….hope the film will definitely run successfully

  • @swarupmishra.audiovestibular
    @swarupmishra.audiovestibular 3 หลายเดือนก่อน

    Wah... What an episode.... Never ending... Plz continue like this... Proud of u bhai🙏

  • @tapanpanda5870
    @tapanpanda5870 3 หลายเดือนก่อน +4

    ...ସାର୍ଥକ ଅଧ୍ୟାୟ 🎉❤🎉

  • @funnytravel1991
    @funnytravel1991 3 หลายเดือนก่อน +1

    ଏତେଦିନପାରେ ମୋ ମନକୁ ଛୁଇଁଲା ପରି ଅଧ୍ୟାୟ ଦେଖିବାର ସୁଯୋକ ଦେଇଥିବାରୁ argus news କୁ ଧନ୍ୟବାଦ 🙏

  • @laxmidhar628
    @laxmidhar628 3 หลายเดือนก่อน +52

    Ehi bhali guest aau host rahile
    Video ru bahut sikhibaku mille.

    • @Argusdigital.official
      @Argusdigital.official  3 หลายเดือนก่อน +7

      Thank you

    • @prasannkumardash1951
      @prasannkumardash1951 3 หลายเดือนก่อน +4

      କୋଟି କୋଟି ପ୍ରଣାମ ମନୋଜ ନନା। ବହୁତ ଭଲ ଲାଗିଲା ସାକ୍ଷାତ କାର ଅନେକେ ଉଚ କୋଟି ର ମୂଲ୍ୟ ବାନ ପ୍ରଶ୍ନ ଉତ୍ତର ଥିଲା
      ମୁଁ ଜଣେ ପୂଜକ ଏକ ରାଧା କୃଷ୍ଣଙ୍କ ମନ୍ଦିରର ମୋରପିଲାବେଳ ପ୍ୟାରୀ ମୋହନ ଏକାଡେମୀ ସ୍କୁଲ୍ ଥିଲା ଏବେ ଗାଁ ପାଟକୁରା (ବେଡାରି)
      ପ୍ରଣାମ ନନା

  • @SantoshMahanty-p2t
    @SantoshMahanty-p2t 2 หลายเดือนก่อน

    Bahut badhiya Podcast with Pandit Manoj Panda.

  • @kumudinimohapatraHEHE
    @kumudinimohapatraHEHE 3 หลายเดือนก่อน +6

    Jay Maa Cuttack Chandi 🌷 🙏

  • @pratimapravash2321
    @pratimapravash2321 3 หลายเดือนก่อน +1

    A podcast tiku dekhila pare maa nka bisayare kichi janila pare, akhi bhiji jauchi, loma tankuri uthuchi Manoj pujaka nka bhaba bhara bartalapa re
    Maa🙏🙏🙏🙏🙏🙏🙏🙏

  • @gugulsony2957
    @gugulsony2957 3 หลายเดือนก่อน +4

    ମୁଁ ଏ episode ବହୁତ ବାର ଦେଖୀବା ପରେ ବି ବାର ବାର ଦେଖିବାକୁ ଇଛା ହେଉଛି

  • @ganeswarsahu0258
    @ganeswarsahu0258 2 หลายเดือนก่อน

    Ehi episode ti heart 💓 chhuingala
    ❤❤❤

  • @JayantibeheraJagruti
    @JayantibeheraJagruti 3 หลายเดือนก่อน +3

    Very spiritual episode🙏🙏🙏🙏🙏l can't control my tears 😢