This Lady is Half Knowledged She is against democracy . She wants not to question but just to blindly believe. Is This Lady is blind and deaf ? What the Hell She is bringing Pakistan Mohamad Ali Jena , Is She doesn't have knowledge about Khosal Rajya .
Everyone is motivated by this. More views and subscribers.🤔 Manoj Mishra What is being said is true. Because everyone says that this is not the era of 19, this is the era of 2024. think clouds😀 You all feel that by highlighting it like this you are enhancing Odia identity. If you feel like this then you are crazy. 😂😂😂😂
Podcast re thik prasna pachara jaichi manoj ku.Ajj kali juga badalichi ta mane nuhen ame atita ku bhulijiba.Jadi ajika samaj ku atita ra samaj sahita tulana karajiba tahele atita ra samaj nari ku besi samman deichi.Karana setebele Nari dharsana heunathila ebe daily daily ghatuchi.Aji kali Maa ghia,Madurchod bhali matru haran sabda khulam khulla kuha jauchi .Esabu kana nari mananka apaman nuhen.Ei bisayare manoj mishra kain pati kholuni.
ODIA sahitya change kariba pain chesta karantu nahi kounashi adhikar nahi kahare change kariba pain'...randipua ananta mane sashana bahare Odia byakarana padha then janipariba
Manoj Sir. I can understand the point you want to highlight. I am with you and support you 100%. The people who blames you, I would like to tell them that they are not accepting reality as well as lack of understanding issue on current situation. Manoj Sir kindly continue your great work.
Appreciate Manoj Mishra.., 👏👍 he said one thing that we should change according to time, but she repeated again and again that you are allegation about Fakir Mohan Senapati and you will go to the controversy, but what's the actual point Manoj sir already told. But she don't know what the channel thumbnail was written,(Also she is a writer, she doesn't know about it).. that's not disrespect for him madam...?
Banasmita ma'am prathame apana sunibara dharjya rakhantu.. Manoj sir jaha kahuchhanti apana bujhiki b abujha..Thik ku dabeidele seita bhul hei jibani.. Manoj sir jeun jinisaku neiki e statement deichhanti..se parabarti pidhi ra bhala paein e jinisa kahichhanti.. I am with you Manoj sir..😊 Bhala kamare badha ase..kintu safalata mile .... Bhagaban apananku sahas diantu🙏
What a discussion ought to be!! I had never watched a podcast from Odisha before. Cheers for Banasmita and impressed with the research work done by Manoj Mishra. He has so many valid points.
I agreed with Manoj Mishra sir bcz I like the every point. Keep it up Manoj sir 😀💯👍🏻. Au haa sata kahile na samastinku badhe taw sabu director and producer tanka against re.loke hua taw ebe bhul kahuchanti Manoj Mishra sir nku but after few year they will realise actually Manoj Mishra was right.
Randi savda ra byabahar kahani re maulikta rakshya kariba paini nihati avashyak...e chalachitra gota kahani upare adharit, tenu se samay ra bhasha na rahile kahani ra maulikta nashta heba.....
Ea tu nai to khali east west odisha mindset kahuchi..ki se sabu beke thikkk. Bolo..but nuhe. .kichi na padhiki kahi li drama darkar....kete padhicha re tume tanka lekha sabu...
"ଫକୀରମୋହନ ଜଣେ କପି ଲେଖକ କି? " ..... ଏହି ପ୍ରଶ୍ନ ଟି ଯେତେବେଳେ ସାକ୍ଷାତକାର ମହୋଦୟା ସାକ୍ଷାତ୍କାରୀ ଙ୍କୁ ପଚାରିଲେ ତାଙ୍କର ସିଧା ସଳଖ ଉତ୍ତର "No" ଆସିଥିଲା ତା ପରେ ବି Club Bhubaneswar youtube channel ର ଯେଉଁ ବ୍ୟକ୍ତି ଏହି video ଟି କୁ upload କରିଛନ୍ତି ସେ thumbnail re ଲେଖିଛନ୍ତି ଯେ "ମନୋଜ ମିଶ୍ର କହିଲେ:- ଫକୀର ମୋହନ ସେନାପତି ଜଣେ ସାହିତ୍ୟ ଚୋର " ଏବଂ video title ରଖିଛନ୍ତି "ଫକୀର ମୋହନ ଙ୍କୁ କହିଲେ କପି ଲେଖକ"..... ତାହେଲେ ଏଠି ଫକୀର ମୋହନ ଙ୍କୁ ଅସମ୍ମାନ କରୁଛି କିଏ ?
ଦ୍ଵିତୀୟ କଥା ହେଲା ଉଭୟ thumbnail au video title re ଫକୀରମୋହନ ସେନାପତି ଙ୍କ ର ବନାନ୍ କୁ *ଫକିରମୋହନ ସେନାପତି* ବୋଲି ଲେଖିଛନ୍ତି । ତାହେଲେ "ଓଡ଼ିଆ ଅସ୍ମିତା କୁ କିଏ ଅସୁରକ୍ଷିତ କରୁଛି ?" ତାହା ଏଥିରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି। 13:27
Right👍
Apana bujhiparinahanti tanka reaction kemiti ea kie what is the contribution to odisha of this person
ଠିକ୍ କଥା କୁ ଧରିଛ ଭାଇ ❤
ବିଲକୁଲ୍ ଠିକ
Right... Targeted interview
ଅଳ୍ପ ବିଦ୍ୟା ଭୟଙ୍କର ତେଣୁ ଆପଣ ଏଭଳି ବ୍ୟକ୍ତିଙ୍କ ପାଇଁ ଆଜି ଓଡ଼ିଆ ଭାଷା ବିପଦରେ, ଓଡ଼ିଆ ଭାଷାର ଜନକ ଓ ଶ୍ରଷ୍ଟା ଭକ୍ତକବି ମଧୁସୁଦନ ରାଓ, ଫକୀର ମୋହନ ସେନାପତି, ରାଧାନାଥ ରାୟ, ଗଙ୍ଗାଧର ମେହେର,ଙ୍କ ଭଳି ମହାନ୍ କବିମାନଙ୍କ ଲେଖାକୁ ସମାଲୋଚନା କରିଵା ହାସ୍ୟାସ୍ପଦ।ଏହା ସ୍ଵଳ୍ପ ଜ୍ଞାନର ପରିଚୟ ଅଠର ଶହ ଅନେଶ୍ବତ ମହିହା ରେ ଲେଖାଯାଇ ଥିବା ଗଳ୍ପ କୁ ଦୁଇ ହଜାର ଚବିଶ ମସିହାରେ ସମାଲୋଚନା କରିବା ଉଚିତ୍ କି।ସତରୀ ବର୍ଷ ତଳେ ଦିଆଯାଇଥିବା ଆପଣ ଙ୍କ ବାପାଙ୍କ ନାଁ ଯଦି ଭଲ ନ ଲାଗୁଛି ତାଙ୍କ ନାଁ କୁ ବଦଳେଇ ପାରିବେ କି। ଓଡିଆ ଭାଷା ଆନ୍ଦୋଳନର ମହାରଥୀ ମାନଙ୍କୁ ଏହା ଅପମାନ କୋୖଣସି ସାହିତ୍ୟ ପ୍ରେମୀ ଏହାକୁ ଗ୍ରହଣ କରିବେ ନାହିଁ।
Murkha manaka saha kathahalaa bepad
ଓଡ଼ିଆ ଭାଷା ସାହିତ୍ୟ କୁ ଭଲପାଇବା ର ମାନେ ଏଇଆ କଦାପି ନୁହଁ କି ଯଦି କିଛି ଶବ୍ଦ ଆମ ସମାଜରେ ବ୍ୟବହାରିକ ରୁପରେ ଗ୍ରହଣୀୟ ହେଇ ପାରୁ ନାହିଁ ତା ସତ୍ତ୍ୱେ ତାକୁ ସମାଲୋଚନା କରିବା ନାହିଁ, କେବଳ ଏଥି ପାଇଁ କି ସେଇ ସବୁ ଆମର ପ୍ରସିଦ୍ଧ ସାହିତ୍ୟକ ମାନେ ତାଙ୍କର ଗଳ୍ପ ଉପନ୍ୟାସ ରେ ସ୍ଥାନ ଦେଇ ଥିଲେ
@dibyajyotin ଶହେ ପଚିଶ ବର୍ଷ ଯେଉଁ ଶବ୍ଦ ଗ୍ରହଣୀୟ ହୋଇ ଆସୁଥିଲା ଓ ରାଣ୍ଡିପୁଅ ଅନନ୍ତା ଗଳ୍ପ ଟିକୁ କେତେ ଜ୍ଞାନି ଗୁଣି ବିଦ୍ୱାନ ଓ ସାହିତ୍ୟ ପ୍ରେମୀ ପଢ଼ିଛନ୍ତି ତା'ର ହିସାଵ ଆମ ପାଖରେ ନାହିଁ।ଏ ପର୍ଯ୍ୟନ୍ତ ଗଳ୍ପ ଟିର ନାମ କରଣ ବା ବିଷୟ ବସ୍ତୁ ଉପରେ କେହି ପ୍ରଶ୍ନବାଚୀ ସୃଷ୍ଟି କରି ନାହାଁନ୍ତି। ଲାଗୁଛି ଉଦ୍ଧେଶ୍ୟ ମୁଳକ ଭାବରେ ବ୍ୟାସକବି ଫକୀରମୋହନ ଙ୍କ କାଳଜୟୀ ରଚନା ର ଅର୍ଥ କୁ ଅନର୍ଥ କରା ଯାଇ ସାହିତ୍ୟ ପ୍ରେମୀ ଙ୍କ ମନରେ ଭ୍ରମ ସୃଷ୍ଟି କରିବା ର ପ୍ରୟାସ ଗ୍ରହଣୀୟ ନୁହେଁ। ଏଭଳି ବକ୍ତବ୍ୟ ଆକ୍ରୋଶ ମୁଳକ ଓ ବ୍ୟକ୍ତିଗତ ବୋଲି ପ୍ରତ୍ୟେକ ହେଉଛି ଏହା ସାର୍ବଜନୀନ ଓ ସୁଦୁର ପ୍ରସାରୀ ନୁହେଁ ଏହା ଓଡିଆ ସାହିତ୍ୟ ର ସାରସ୍ଵତ ସାଧକଙ୍କ ପ୍ରତି ଅପମାନ ଵୋଲି ମୁଁ ଭାବୁଛି।
ଆଜ୍ଞା 🙏🙏 ଚମତ୍କାର୍
Right sir
ଏହି writer ଅଯଥା issue ତିଆରି କରୁଛନ୍ତି, react କରୁଛନ୍ତି, ଓ ନିଜେ ନିଜ ଚିନ୍ତା ବ୍ୟକ୍ତ କରି ବିଷମତା ସୃଷ୍ଟି କରୁଛନ୍ତି ।
Right kahuchha 😮😮😮
ମୋ ବାଳ ଟା ବୁଝିଲୁ ତୁ
This Lady is Half Knowledged She is against democracy . She wants not to question but just to blindly believe. Is This Lady is blind and deaf ? What the Hell She is bringing Pakistan Mohamad Ali Jena , Is She doesn't have knowledge about Khosal Rajya .
I will make a Video on Her.
@@globaltvindialive just go and make man
ଗୋଟିଏ କଥା କୁ କେତେଥର ପଚlରୁଚ madam,, ବୁଝି ପାରୁନ କି ମନୋଜ ମିଶ୍ର ଯାହା କହୁଛନ୍ତି, ରାଣ୍ଡି word ଟା ତୁମକୁ ଭଲ ଲାଗୁଚି ବୋଧେ
Badhia bhai...tume bhala samman daucha nari nku..tuma comment ru tuma manasikata jana paduchi
@phimathematics157 କଣ ଟା ଅସମ୍ମାନ କଲି କି ?
Tume kahucha naa se word ta tanku bhala laguchi boli...eita asamman nuha ki
@@phimathematics157 ohh ଆଛା ଏବେ randi word ଟା ବାଧିଗଲା ନା 🤣 ତାହାଲେ randi word କୁ ଏତେ support କରୁଚ କାହିଁକି
@@phimathematics157 kn hela sethu
ମ୍ୟାଡମ ଆପଣ ଓଡ଼ିଆ ଅସ୍ମିତା କୁ ବଞ୍ଚାଇବା କୁ ଚେଷ୍ଟା କରନ୍ତୁ, ଓଡିଆ ଭାଷା ସହିତ ଛୋଟ ମୋଟ ଇଂଲିଶ ଭାଷା (ବିଦେଶୀ)ର ପ୍ରୟୋଗ ଶୋଭାପାଏ ନି,
ଇଣ୍ଟର୍ଭିୟୁ କରୁଥିବା ବ୍ୟକ୍ତି ବୁଝିଯାଆନ୍ତୁ ଯେ ମନୋଜ୍ ବାବୁ ଉଚିତ୍ ଭାବେ ଉତ୍ତର୍ ଦେଇଛନ୍ତି
ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି , ଚଳଚ୍ଚିତ୍ର ବିଷୟରେ ଆଲୋଚନା ସମୟରେ ଇଂରାଜୀ ଭାଷା ବ୍ୟବହାର ଅପେକ୍ଷା ବେଶୀ ଓଡ଼ିଆରେ ଆଲୋଚନା ହେବା ଆବଶ୍ୟକ ଥିଲା 😅 ପ୍ରଥମେ ଜଣେ ଓଡ଼ିଆ ହିସାବରେ ଏବଂ ଦ୍ୱିତୀୟରେ ଜଣେ ଓଡ଼ିଆ ଲେଖିକା ହିସାବରେ...
ମହାଶୟା, ଓଡ଼ିଆ ସାହିତ୍ୟର ମୁଖ୍ୟ ପୂରୋଧା କଥାସମ୍ରାଟ ବ୍ୟାସକବି ଫକୀରମୋହନଙ୍କ 'ରାଣ୍ଡିପୁଅ ଅନନ୍ତା' - ଏହା ଏକ ଗଳ୍ପ । ଏହା ଉପନ୍ୟାସ ନୁହେଁ... ଦୟାକରି ଆଗକୁ ଧ୍ୟାନ ଦେବେ 😡
@@samrat_samrangyi9098 ଭଲ point ଟେ ଧରିଛନ୍ତି
Unfit interviewer
Micho gata nuhe lo chuli agaru stri kahuthile ebe kn maikina kahithante sala choro
Bapa chheunda pua ananta rakhajau
ରାଣ୍ଡୀ ରହିବା ଠିକ୍ 35:17
ମୁଁ ଜଣେ କଟକ ଜ଼ିଲ୍ଲା ର ବାସିନ୍ଦା, ଏଠି ନ୍ୟାୟ ହିସାବରେ ମନୋଜ ମିଶ୍ର ଠିକ କହୁଛନ୍ତି
Personal life ରେ ମନୋଜ ମିଶ୍ର କଣ ସେଇଟା ଜାଣିବା ଦରକାର ନାଇଁ ମୋର ,
କିନ୍ତୁ ସିଏ ଯାହା କହୁଛି ସେଥିରେ ମୁ agree କରୁଛି
ଗୋଟେ ଗୋଟେ point କୁ ଭଲ ରେ ବୁଝେଇ ବାକୁ ଚେଷ୍ଟା କରିଛନ୍ତି
I support manoj mishra
How does his personal life matter?? Do we really know whose fault was there in married life ? We must not enter into personal life
Everyone is motivated by this.
More views and subscribers.🤔
Manoj Mishra What is being said is true. Because everyone says that this is not the era of 19, this is the era of 2024. think clouds😀
You all feel that by highlighting it like this you are enhancing Odia identity. If you feel like this then you are crazy.
😂😂😂😂
o acha personal life cigaret tanu thiba loka point bujhae cigaret tana ni re right concept
ମୁଁ ଜାଣିନି ମନୋଜ ମିଶ୍ର ଭୁଲ୍ କି ଠିକ୍ କିନ୍ତୁ ରାଣ୍ଡି ଶବ୍ଦଟି ଟିକ୍ ନୁହେଁ ଏବେର ସମୟରେ.
True
ତୁ ତୋ ମା କୁ ବି ଚିହ୍ନି ନଥିବୁ
You are right
ବାପଛେଉଣ୍ଡ ଅନନ୍ତା ହେଉ
ଏ move ଏବେକାର ଷ୍ଟୋରୀ ନୁହେଁ
ଏ ବ୍ୟକ୍ତିଜଣକ ତର୍କରେ ଦାମ ଅଛି ....
Very good sir🙏🏿and Dada 🙏🏿🙏🏿
@@dhrutarastrasahu4476 seee kaunasi kabi to bhul kahunahanti only this word
Right 👍👍👍👍
ମନୋଜ ସାର୍ ଙ୍କର ଯୁକ୍ତି ରେ ଦମ୍ ଅଛି❤
ମୁଁ Manoj mishra ଙ୍କ କଥାରେ ରାଜି କାରଣ ମୋ ମତରେ ମଧ୍ଯ ଏବେକାର ସମୟକୁ ଦେଖି " ରାଣ୍ଡି " ଶବ୍ଦ ଟିକୁ ପରିବର୍ତ୍ତନ କରିବା ଦରକାର । କିନ୍ତୁ ସେ Odisha ବିଭାଜନ ଉପରେ ନକହି ଓଡ଼ିଶାର ସମସ୍ତ ଜିଲ୍ଲାର କେମିତି ଉନ୍ନତି ହେବ ସେ ଉପରେ ସରକାର ଙ୍କୁ କୁହନ୍ତୁ।
ଜୟ ଜଗନ୍ନାଥ ❤
ଫକୀର ମୋହନ ଯାହା ଲେଖିଛନ୍ତି ତାହା ସେତେବେଳର ଭାଷାକୁ ନେଇ ଲେଖିଛନ୍ତି ଓ
ପ୍ରୟୋଜନିୟତାକୁ ନେଇ ଲେଖିଛନ୍ତି୍।ତାହା 'ରାଣ୍ଡି ପୁଅ'ହେଉ ବା ଲୋ ରେବୀ,ଲୋ ଚୂଲି....ଇତ୍ୟାଦି।ଏହାଦ୍ଵାରା ଆମେ ସେତେବେଳର ଭାଷା , ସଂସ୍କୃତି,ସାହିତ୍ୟ ଇତ୍ୟାଦି ବିଷୟରେ ଜାଣିପାରିବା। ଆଜି ଆମେ କାହାକୁ କ'ଣ କହିବା ତାହା ଆମର ବିଷୟ। ପ୍ରତ୍ୟେକ ସାହିତ୍ୟିକ କାହାର ନା କାହାର ଲେଖାକୁ ଅନୁସରଣ କରିଥାନ୍ତି।ଏହା ସମସ୍ତେ ଜାଣିବା ଉଚିତ।
ହଉ ଲୋ ରାଣ୍ଡି ପୁଅ@@jatindrabarik9271
ତୁ ଗୋଟେ ତା ଭଳିଆ ପାଗଳ ,
ନା ନା...
ଆଗ କାଳ ରେ.. ଆମ ଜେଜେ , ଜେଜେମା ଙ୍କ ନା' ସବୁ ଯେମିତି ଦିଆ ଯାଉଥିଲା । ଏବେ ସେମିତିଆ ନା ଦେଲେ ଲୋକ ହସିବେ....
ତା ମାନେ.. ତତେ ଯଦି ଅବିକା କିଏ ତୋ ଜେଜେ ଜେଜେମା...
ନା ପଚାରିବେ.. ତୁ ତାକୁ ବଦଳେ କି କହିବୁ ତ?????????😡😡😡😡😡🤬🤬🤬🤬
Tate kahiki mo time waste 🥱@@prithvirajnaik6100
କଣ ମହାଶୟା ସତ କହିଲେ ଆପଣ ଜଣେ ଲେଖିକା 😂😂. ପ୍ରଥମେ ଆପଣ ଆମ ଓଡ଼ିଶା ର ଏତେ ବଡ଼ କବି ଙ୍କ ନା କୁ ଭୁଲ୍ ଲେଖୁଛନ୍ତି। ଆଉ ଏଠି ହୁଁ ହୁଁ କରିକି ମନୋଜ୍ ଆଜ୍ଞା ଙ୍କ ସହ ଯୁକ୍ତି ବି ଠିକ୍ ସେ କରି ପାରୁନାହାନ୍ତି। ଆଉ ଗୋଟେ ଅତିଥି କୁ କି ପ୍ରକାର ର ସମ୍ମାନ୍ ଦିଆଯାଏ ଆପଣଙ୍କୁ ଆପଣଙ୍କ ଘର ଲୋକ ସିଖାଇନାହାନ୍ତି। ସିଏ ପ୍ରତି ଥର କହୁଛନ୍ତି ମୁଁ କବିଙ୍କୁ କିଛି କହିନି କହିନି କିନ୍ତୁ ଆପଣ ଜଣେ ଅବିବେକୀ ମଣିଷ କରିବେ ବା କଣ😂 । ଆଉ ଶେଷରେ କହୁଛି ଅବିବେକୀ ମଣିଷ କେବେ ହେଲେ ଜଣେ ଭଲ ଲେଖିକା ବା କବି ହେଇପାରେନା ।ତାଙ୍କୁ ପ୍ରଣାମ କରନ୍ତୁ ତାଙ୍କ ପାଇଁ ଆପଣଙ୍କ ଚ୍ୟାନେଲ ଟା ସମସ୍ତେ ଜାଣିଲେ।
Wahhhhhhh....What a statement..👍👍💯💯👌👌👌👌👌
Wow wow.... What a comment
I like it👍👍 💯
ଦୀର୍ଘ podcast ର ମାତ୍ର 17 ମିନିଟ ଦେଖିବା ମଧ୍ୟରେ ଜଣା ପଡିଗଲା Anchor ମହାଶୟା ଶୁଣିବାକୁ ନୁହେଁ, ନିଜସ୍ୱ କିଛି Agenda ନେଇ କେବଳ ଶୁଣାଇବାକୁ ଆସିଛନ୍ତି
Yes she is doing that unbale understand the topic
Right Bhai
Right
I think she has some personal agenda against manoj...she has to work more if she wants to be an anchor.. Just a regular viewer I am
Podcast re thik prasna pachara jaichi manoj ku.Ajj kali juga badalichi ta mane nuhen ame atita ku bhulijiba.Jadi ajika samaj ku atita ra samaj sahita tulana karajiba tahele atita ra samaj nari ku besi samman deichi.Karana setebele Nari dharsana heunathila ebe daily daily ghatuchi.Aji kali Maa ghia,Madurchod bhali matru haran sabda khulam khulla kuha jauchi .Esabu kana nari mananka apaman nuhen.Ei bisayare manoj mishra kain pati kholuni.
ମନୋଜ ମିଶ୍ର ଙ୍କ ଯୁକ୍ତି ୧୦୦% ଠିକ୍
I support manoj mishra..
The lady thought she is oversmart😂😂😂
ଏ ମାଡାମ ଟା ଟାଉଟର ବଳି ଲାଗୁଛି
Comment ନ କରି ରହି ପାରିଲିନି....ଗୋଟିଏ କଥା ଖାଲି କହିବି madam ଆପଣ ପୁରା 'ନଛୋଡ଼ ବନ୍ଧା'😂
Manoj bhai❤
ଏ ମହାଶୟା ଜଣେ ଲେଖିକା ?। ଗଳ୍ପକୁ କହୁଛନ୍ତି ଉପନ୍ୟାସ....କାହିଁ ସେଇ ଆମର ଆତ୍ମାଙ୍କୁ ନେଇ ଏମିତି ଆଉ ନିନ୍ଦିତ କରୁଛ 😢😢
ମନୋଜ ମିଶ୍ର ଏବେ ସମୟର କଥାକୁ ନେଇ କହୁଛନ୍ତି ସେଇଟା ଭାବିବାକୁ ଚେଷ୍ଟା କର
Ebe samaya ra story re film heuni.Setebela ra story re film heuchi tenu name bi setebela ra diajaichi.
@debasmitaparida2072 ସେଇଟା ଠିକ୍ କିନ୍ତୁ ସେ ନାଁ ଗ୍ରହଣୀୟ କି ଏବେ କା ସମୟରେ
Manoj Mishra kou cyarectar karuchhanti move re se bhuli jauchhanti @@ArupaSahu-me7nr
Right kahuchha❤❤
ମହାଶୟାଙ୍କର ଶୁଣିବା ଏବଂ ବୁଝିବା ଶକ୍ତି କମ୍ । ମହାଶୟା ଲେଖିକା କମ୍ ଗଣମାଧ୍ୟମ ର ଉପସ୍ଥାପିକା ଭାବେ ଚିନ୍ତା ଧାରା ରଖୁଛନ୍ତି। ବାରମ୍ବାର ଗୋଟିଏ ପ୍ରଶ୍ନ କରିଛନ୍ତି।
😂😂😂jhio ta bujhini explanation
😂😂
ମନୋଜ ମିଶ୍ରଙ୍କ ଧର୍ଯ୍ୟକୁ ମାନିବାକୁ ପଡିବ, କିନ୍ତୁ ଲେଖିକା ବନସ୍ମିତା କହିଲେ ରାଣ୍ଡିପୁଅ ଅନନ୍ତା ଗଳ୍ପକୁ ଉପନ୍ୟାସ କହିଲେ ।
ଠିକ କହିଲେ ସାର
ମୋନଜ ମିଶ୍ର ତୋ ମା'କୁ ଗେଇଛି ନା କଣ
ବହୁତ ଦିନ ପରେ ଓଡିଆ ସାହିତ୍ୟକୁ ଲୋକଲୋଚନକୁ ଏବଂ ଲୋକ ଚର୍ଚା କୁ ଆଣିପାରିଥିବାରୁ ମନୋଜ ବାବୁଂକୁ ଧନ୍ୟବାଦ୍ ।
But ସମସ୍ତ ସାହିତ୍ୟିକ ମାନଙ୍କୁ ଭୁଲ୍ କହିବା ବି ଭୁଲ୍, ନିଜେ ଗୁଟେ ଉପନ୍ୟାସ ଲେଖିପାରିବେନି, ଆଉ ଜଣଙ୍କୁ ଭୁଲ୍ କରିବେ
Manoj kn gote kadhuaa odishare
You are wrong bro
mahan
Mam ଆପଣଙ୍କୁ ସବ୍ୟସାଚୀ ମହାପାତ୍ର କେତେ ପଇସା ଦେଇଛନ୍ତି ଏତେ negative questions କଣ ପାଇଁ
ପ୍ରଶ୍ନ ପଚାରୁଥିବା ମହିଳାଙ୍କର ସବୁପ୍ରଶ୍ନର ଉତ୍ତର ଦେଇସାରିବାପରେମଧ୍ୟ ଅଯୁକ୍ତିକର
ପ୍ରଶ୍ନ ପଚାରି ସମୟନଷ୍ଟକରୁଛନ୍ତି କାରଣ
ଚେଷ୍ଟା କରୁଛନ୍ତି ମନୋଜମିଶ୍ରଙ୍କ ମୁହଁ ବନ୍ଦକରିବାକୁ 😂😂କାରଣ ଆଉ ପ୍ରଶ୍ନ ନାହିଁ ପଚାରିବାକୁ
@@somanathmahakud5555 ପୁରା ସତ କଥା
th-cam.com/video/pb5K8a8xabY/w-d-xo.htmlsi=VAs3y9uC5pE9uH-v
Sata katha
Right
Yes ❤❤❤❤
ମନୋଜ ମିଶ୍ର କଥା ବୁଝିବାକୁ ଚେଷ୍ଟାକର,ସିଏ କ'ଣ କହୁଛନ୍ତି!ତାଙ୍କ କହିବା ହିସାବରେ ଲେଖକ କୁ ନିନ୍ଦା କରୁନାହାନ୍ତି ସେ,ସେ କହୁଛନ୍ତି ଜେନେରେସନ୍ ଚେଞ୍ଜ୍ ହେବା ଅନୁସାରେ ଏଇ ରାଣ୍ଡି ଭାଷା ଟା ଏବେ ପାଇଁ ଠିକ୍ ନୁହେଁ ।ତାକୁ ଜାଣି ଶୁଣି ଏ ଝିଅ ଏମିତି ପ୍ରଶ୍ନ କରୁଛି।ପାଗିଳି ରିପୋର୍ଟର୍ ଟା ଇଏ।
ODIA sahitya change kariba pain chesta karantu nahi kounashi adhikar nahi kahare change kariba pain'...randipua ananta mane sashana bahare Odia byakarana padha then janipariba
Adha odia Khandi english kahuthiba ajira a generation kn bujhibe fakirmohan nku.
ଜେନେରେସନ୍ ନାଁ ରେ ସେ ଏପରି ମନ୍ତବ୍ୟ ଦେବା କେତେଦୂର ଯଥାର୍ଥ??
Bahut jathartha@@jitendranahak2681
ମନୋଜ ମିଶ୍ର ଙ୍କୁ ଜଣେ ସାଧାରଣ ମଣିଷ ବୋଲି ଭାବିକି ପ୍ରଶ୍ନ ପଚାରିବାର ଭୁଲ କରନ୍ତୁ ନାହିଁ, ସେ କହିଥିବା ଯୁକ୍ତି ପ୍ରମାଣିତ କରିବାର ଦକ୍ଷତା ରଖନ୍ତି
Bala
Bala na
Manoj mishra ଜାଣିନାହାନ୍ତି କାହାକୁ କେମିତି sanman କରାଯିବ... ଜଣେ ଲେଖକ ନିଜ ପାରିପାର୍ଷିକ ପରିସ୍ଥିତି ଦେଖି ଲେଖିଥାନ୍ତି...
କିନ୍ତୁ ନିଜେ ଆଧୁନିକ ହେଇଗଲା ମାନେ ନୁହଁ ପୂର୍ବ ଲେଖକ ମାନେ ଜାଣି ନଥିଲେ....ବୋଲି ଷ୍ଟେଟମେଣ୍ଟ ଦବା...
କିନ୍ତୁ ସଂମାନନୀୟ ଲୋକଙ୍କୁ ସମାଲୋଚନା କରିବା ଠିକ ନୁହଁ....
ମ୍ୟାଡାମ୍ ଜଣଙ୍କ କଥା କଥା ଇଂରାଜୀ କହୁଛନ୍ତି। କ'ଣ ଏହା ଓଡ଼ିଆ ଅସ୍ମିତା। ଇଂରାଜୀ ଅସ୍ତିତ୍ବ ଓଡ଼ିଶାରୁ ହଟିବ । ଇଂରେଜ ମାନଙ୍କୁ କେବେ ହିନ୍ଦୀ କହିବାର ଦେଖିଛ ଭଉଣୀ। ଭାରତୀୟ କାଗଜ ପତ୍ରର ଆରମ୍ଭ କରି ସବୁଥିରେ ଇଂରାଜୀ ର ଛାପ ତାଙ୍କ ଭାଷାକୁ ଆଜି ଯାଏ ଆମେ ବୋଝ ଭଳି ବୋହି ଆସୁଚୁ ଆମେ କାହିଁକି। ଓଡ଼ିଆ ଭାଷା ଆଜି ବୁଡିବାକୁ ବସିଲାଣି। ଓଡ଼ିଶାରେ ହିନ୍ଦୀ ଭାଷାକୁ ତୃତୀୟ ରେ ରଖାଯାଇଛି କିନ୍ତୁ। ସେ ବିଦେଶୀ ଚୋର ଙ୍କ ଭାଷାକୁ ଦ୍ୱିତୀୟ ଭାଷା ରେ ରଖିଛନ୍ତି। ଲାଗେ ବେଳେ ବେଳେ ଇଂରାଜୀ ଦିନେ ବୋଧେ ଆମ ମାତୃଭାଷା ହୋଇଯିବ । ଆଉ ଓଡ଼ିଆ ପୁଅ ଗ୍ରହଣ କରିନେବ ।🙏🏻
Puri re odia bhasa kam bangali adhika lage, odisha ra sahara mananka re hindi au english besi odia bhasha ta ghanti hoi galani
@nutanbehera7598 ନିଜ ହାତରେ ଆମେ ନିଜ ଭାଷାକୁ ବୁଡାଉଛେ । ପରେ ଓଡ଼ିଆ କହିଲେ କେହି ବୁଝିବେନି ।
"ରାଣ୍ଡିପୁଅ ଅନ୍ତା" ଗଳ୍ପର ନାମକରଣ ଗଳ୍ପଟିର ମୁଖ୍ୟ ଚରିତ୍ର ପ୍ରତି ପ୍ରୟୋଗ ହୋଇଥିବା ଏକ ବିଶେଷଣ ଶବ୍ଦ ଏବଂ ଗଳ୍ପତିର ନାମ ହିଁ ଗଳ୍ପର ଆଭିମୁଖ୍ୟ ଓ ନାଟକୀୟ ଅନ୍ତ ଦୃଷ୍ଟିରେ ସଠିକ୍ ଶବ୍ଦ। ଏହା କୌଣସି ମହିଳାଙ୍କ ଉଦ୍ଦେଶ୍ୟରେ ପ୍ରୟୋଗ ହୋଇନାହିଁ।
Right
ରାଣ୍ଡି ଗୋଟେ ଖାଣ୍ଟି ଓଡ଼ିଆ ଶବ୍ଦ , ଗାଉଁଲି ଓଡ଼ିଆ ଭାଷା ରେ ଏମିତିକା ବହୁତ ଶବ୍ଦ, ଢଗ, ଢମାଳି ଅଛି ଯୋଉଟା ସହର ର ଲୋକ ଙ୍କୁ ଖରାପ ଲାଗେ | ଫକୀର ମୋହନ ସେନାପତି ଙ୍କ କାଳଜୟୀ ଚରିତ୍ର ଅନନ୍ତ ଗୋଟେ ନିପଟ ଗାଉଁଲି ମଣିଷ ,ତେଣୁ ତାକୁ ଗାଉଁଲି ଭାଷା ରେ ରାଣ୍ଡି ପୁଅ ନ ଡାକି ଆଉ କଣ ବିଧବା ପୁତ୍ର ଡାକି ଥାନ୍ତେ କି ?😂..
Thumbnail is misleading so.....plzzz remove it ,Manoj Mishra is absolutely Right 👍🏻👍🏻👍🏻
ପୁରୀରେ ଲକ୍ଷ୍ୟ ଲକ୍ଷ୍ୟ ହବିଷ୍ଯାଳୀ କାର୍ତିକ ମାସ ରେ ପୂଜାପାଠ କରୁଛନ୍ତି. ଛୋଟ ଛୁଆ ଟି ଫିଲ୍ମ ଦେଖି ଯେତେବେଳେ ପଚାରିବ ଏମାନେ କଣ ରାଣ୍ଡି..କଣ ଉତ୍ତର ଦିଆଯିବ ତାକୁ????
Right❤
Correct 💯💯
Right 👍👍👍
Right
Manoj mishra is perfectly right,a big fan of manoj mishra
ମନୋଜ୍ ମିଶ୍ର ଜଣେ ବହୁତ ଭଲ ମଣିଷ। । ଓଡ଼ିଆ ସିନେମା ଜଗତ ପାଇଁ ବହୁତ୍ ଲଢ଼ୁ ଛନ୍ତି , ମୁଁ ଆଜି ଜୟେଁ କାହାକୁ ଦେଖି ନ ଥିଲି ଓଡ଼ିଆ ସିନେମା ପାଈଁ ଏତେ ବ୍ୟସ୍ତ ହେବାର, ଓଡ଼ିଆ ସିନେମା କେମିତି international ରେ ନାଁ କରିବ ସେଥି ପାଇଁ ଲଢ଼ୁ ଛନ୍ତି ।
ତାମିଲ୍ ସିନେମା ଯେମିତି ଭଲ ହେଉଛି.... ହିନ୍ଦୀ ସିନେମା ଭି ଆଜି କାଲି ଭଲ ଲାଗୁନି ।
ତାମିଲ୍, ତେଲୁଗୁ ସିନେମା ଯଦି ଏତେ ଭଲ କରି ପାରିବେ ତାହା ହେଲେ ଆମ ଓଡ଼ିଆ ଭାଷାର ସିନେମା କାହିଁକି ଭଲ ହେବ ନାହିଁ ।
ମୋନୋଜ୍ ବାବୁ ଯେଉଁ ଲଢେ଼ଇ ରେ ଚାଲିଛନ୍ତି ଦିନେ ଆମ ଓଡ଼ିଆ ସିନେମା ଆନ୍ତର୍ଜାତୀୟ ରେ ନାମ କରିବ ।
Best of luck ମନୋଜ୍ ଭାଇ ମୁଁ ତମ ସହିତ ଅଛି । God bless you ❤️
Jadi se prasaya karuchanti to kon pai randi pua ananata ku oppose karuchanti atleast cinema dekhiki
ବର୍ତ୍ତମାନ ସମୟରେ 'ରାଣ୍ଡି' ଶବ୍ଦକୁ ବ୍ୟବହାର କରାଯିବା ଉଚିତ୍ ନୁହେଁ, ମନୋଜ ମିଶ୍ର ଏହି କଥା କହୁଚି ବୋଲି ତାଙ୍କୁ ଏତେ ପ୍ରଶ୍ନ,,,, ଅଦାଲତ କହି ଦେଲେ ସମସ୍ତେ ଚୁପ୍ ହୋଇ ଯାଆନ୍ତେ, ମନୋଜ ମିଶ୍ର କୁ ବୁଝିବାକୁ ସମସ୍ତେ ଚେଷ୍ଟା କରନ୍ତୁ, ତାଙ୍କୁ ହଇରାଣ କରନ୍ତୁ ନାଇ ❤
Totally agree with you 💯💯
ଏଠି ଯୋଉ ଗବଗାଣ୍ଡୁ ମାନେ ରାଣ୍ଡି ଶବ୍ଦ କୁ ନେଇ ଆପତ୍ତି କରୁଛନ୍ତି , ସେମାନେ ବୁଝିବା ଦରକାର ଯେ ରାଣ୍ଡି ଗୋଟେ ଖାଣ୍ଟି ଓଡ଼ିଆ ଶବ୍ଦ , ଗାଉଁଲି ଓଡ଼ିଆ ଭାଷା ରେ ଏମିତିକା ବହୁତ ଶବ୍ଦ, ଢଗ, ଢମାଳି ଅଛି ଯୋଉଟା ସହର ର ଲୋକ ଙ୍କୁ ଖରାପ ଲାଗେ | ଫକୀର ମୋହନ ସେନାପତି ଙ୍କ କାଳଜୟୀ ଚରିତ୍ର ଅନନ୍ତ ଗୋଟେ ନିପଟ ଗାଉଁଲି ମଣିଷ ,ତେଣୁ ତାକୁ ଗାଉଁଲି ଭାଷା ରେ ରାଣ୍ଡି ପୁଅ ନ ଡାକି ଆଉ କଣ ବିଧବା ପୁତ୍ର ଡାକି ଥାନ୍ତେ କି ?😂 ମନୋଜ ମିଶ୍ର ଙ୍କ ଓଡ଼ିଆ ଭାଷା ଓ ସାହିତ୍ୟ ର ଜ୍ଞାନ ବହୁତ କାମ, ତେଣୁ ତାଙ୍କ ବାଚାଳାମି କୁ ଗମ୍ଭୀରତା ର ସହ ନିଆଯିବା ଅନୁଚିତ |..
ମନୋଜ ମିଶ୍ର ଯାହାବି କହିଛନ୍ତି ଠିକ୍ କହିଛନ୍ତି
ରାଣ୍ଡୀ ଶବ୍ଦ ହଟାଯାଉ
ଘୁଡ଼ାଗେହି ଦେଖନ୍ତୂ କିମିତି intro ଦେଇଛି 🎉😂
ଟାଇଟଲ୍ ରେ ଫକୀରମୋହନ କୁ ଫକିର ମୋହନ ଲେଖି ଚ୍ୟାନେଲ ଭଲ ସମ୍ମାନ ଦେଉଛନ୍ତି
Thik Semiti headline kahinki dele kahinki lekhileni byasakabi chhadileni
ଭାଇ ଏଇଟା ହେଉଛି ଏହି ଚେନେଲ ର ଓଡ଼ିଆ ଓସ୍ମିତା ଶଳା ଝାଟିଆ ଚେନେଲ କୁ ଝାଟିଆ ଝିଅ
ଥମ୍ବ୍ନେଲ୍ ବଦଳାନ୍ତୁ; ମନୋଜ୍ ବାବୁ ଠିକ୍ କହୁଛନ୍ତି
ଓଡ଼ିଆ ଭାଷା ଉପରେ ପୋଡକାଷ୍ଟ। ହେଲେ ଉପସ୍ଥାପିକା ମହାଶୟା ଏତେ ଇଂରାଜୀ ଦେଖେଇ ହେଉଛନ୍ତି କ'ଣ ପାଇଁ...
ମୁଁ ମଧ୍ୟ ଏଇୟା କହିବାକୁ ଚାହୁଁଥିଲି
Exactly puni fata pant jeans jacket pindhi odia bhasa sahitya ku uparaku nebaku katha kahuchhanti 😅
@@puspanjali6765😂
Arrogant anchor .. bad behaviour with monoj Mishra
‘Randi’ this word is not acceptable in this generation. That’s why! I think people of Odisha will be understand Manoj Mishra
👍👍👍👍
Manoj Mishra nka katha re dam achhi
ଯଦି ଏ writer madam ନିଜ ବହିରେ ରାମାୟଣ ଉପରେ ପ୍ରଶ୍ନ ଉଠାଇଛନ୍ତି ବୋଲି ମନୋଜ ମିଶ୍ର ଙ୍କ ସାମନା ରେ ମାନୁଛନ୍ତି, ତେବେ ମନୋଜ ମିଶ୍ର କାହିଁକି ପ୍ରଶ୍ନ ଉଠାଇ ପାରିବେ ନାହିଁ? ଏହି writer madam ନିଜକୁ know-all ବୋଲି ଭାବୁଛନ୍ତି । ଓଡ଼ିଆ ଲେଖିକା ଭାବେ ବେଶୀ ଓଡ଼ିଆରେ କଥା କହିଲେ ଭଲ ହୁଅନ୍ତା । ଏହି pod cast ରେ ପ୍ରଶ୍ନ କର୍ତ୍ତା ଯାହାକୁ ସାକ୍ଷାତକାର ପାଇଁ ଡାକିଛନ୍ତି, ତାଙ୍କର ଚିନ୍ତନ, ଜ୍ଞାନ ବିଷୟରେ ଆଲୋଚନା ଓ ଗଠନ ମୂଳକ ଚିନ୍ତା, academic discussion ହେଲେ ଭଲ ହୁଅନ୍ତା । ପ୍ରଶ୍ନ କର୍ତ୍ତା ଅଯଥା ଯୁକ୍ତି କରୁଛନ୍ତି, ଅଯୁକ୍ତିକର କଥା କହୁଛନ୍ତି, ବହୁତ୍ ତରତର ହଉଛନ୍ତି । ମୁଁ ଭାବୁଛି, ମନୋଜ ମିଶ୍ର ଜଣେ ଭଲ ମଣିଷ ଓ progressive mindset ର ଲୋକ । ସେ ଠିକ୍ କଥା କହୁଛନ୍ତି । ଓଡ଼ିଆ ଲେଖକ ଲେଖିକା କେବେ ସାହିତ୍ୟ ରେ ନୋବେଲ ପାଇବେ ଆମେ ଅପେକ୍ଷା କରିଛୁ ।
Right
I agree n appreciate your comment...👌👌
ଏଠି ଯୋଉ ଗବଗାଣ୍ଡୁ ମାନେ ରାଣ୍ଡି ଶବ୍ଦ କୁ ନେଇ ଆପତ୍ତି କରୁଛନ୍ତି , ସେମାନେ ବୁଝିବା ଦରକାର ଯେ ରାଣ୍ଡି ଗୋଟେ ଖାଣ୍ଟି ଓଡ଼ିଆ ଶବ୍ଦ , ଗାଉଁଲି ଓଡ଼ିଆ ଭାଷା ରେ ଏମିତିକା ବହୁତ ଶବ୍ଦ, ଢଗ, ଢମାଳି ଅଛି ଯୋଉଟା ସହର ର ଲୋକ ଙ୍କୁ ଖରାପ ଲାଗେ | ଫକୀର ମୋହନ ସେନାପତି ଙ୍କ କାଳଜୟୀ ଚରିତ୍ର ଅନନ୍ତ ଗୋଟେ ନିପଟ ଗାଉଁଲି ମଣିଷ ,ତେଣୁ ତାକୁ ଗାଉଁଲି ଭାଷା ରେ ରାଣ୍ଡି ପୁଅ ନ ଡାକି ଆଉ କଣ ବିଧବା ପୁତ୍ର ଡାକି ଥାନ୍ତେ କି ?😂 ମନୋଜ ମିଶ୍ର ଙ୍କ ଓଡ଼ିଆ ଭାଷା ଓ ସାହିତ୍ୟ ର ଜ୍ଞାନ ବହୁତ କାମ, ତେଣୁ ତାଙ୍କ ବାଚାଳାମି କୁ ଗମ୍ଭୀରତା ର ସହ ନିଆଯିବା ଅନୁଚିତ |..
ମାଡାମ ମୁଁ ବି ଜଣେ ଓଡ଼ିଆ ସାହିତ୍ୟ ହନର୍ସ ରଖିକି ପାଠ ପଢିଥିବା ବ୍ୟକ୍ତି ଓଡ଼ିଆ ସାହିତ୍ୟ ରେ 100 ବର୍ଷ ତଳେ ବି ଯେଉଁ ଭଲ ଶବ୍ଦ ବ୍ୟବହାର କରାଯାଉଥିଲା ଏବେ ସେ ଭାଷା ପ୍ରାୟ ନାହିଁ ବା ଆମେ ଅଂଜ୍ଞ ନୁହନ୍ତି କିନ୍ତୁ ସେ time ରେ ଯେଉଁ ଖରାପ ଭାଷା ବି ବ୍ୟବହାର କରାଯାଉଥିଲା ସେ ଭାଷା ଏବେକା ଯୁଗରେ use ହେଉନି ବାସ କହିବା କଥା ଯେ ଇତିହାସ କୁ ଇତିହାସ ରଖିବା ସନମାନ ଜଣେଇ ଯଦି ଏ ଯୁଗରେ ଏ ପରି ଭାଷା ଅପଭ୍ରଶ ହେଇଚି ତେଣୁ କେହିବି କୌଣସି ବ୍ୟବହାର କରୁନାହାନ୍ତି ତେଣୁ ସେ book ବା ସିନେମା ରେ ରହିବା ଉଚିତ ଆଉ କୌଣସି writer ସେ ଭାଷା କୁ ବ୍ୟବହାର ନ କରନ୍ତୁ ଏ ଯୁଗରେ ଏବଂ ଯାହା ଅଛି ସେ ଯୁଗରୁ ତାକୁ ସନମାନ ଦେଇ ରଖିବା ଉଚିତ ମୋ ମତ ଏହା
Right 👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍
ଏଠି ଯୋଉ ଗବଗାଣ୍ଡୁ ମାନେ ରାଣ୍ଡି ଶବ୍ଦ କୁ ନେଇ ଆପତ୍ତି କରୁଛନ୍ତି , ସେମାନେ ବୁଝିବା ଦରକାର ଯେ ରାଣ୍ଡି ଗୋଟେ ଖାଣ୍ଟି ଓଡ଼ିଆ ଶବ୍ଦ , ଗାଉଁଲି ଓଡ଼ିଆ ଭାଷା ରେ ଏମିତିକା ବହୁତ ଶବ୍ଦ, ଢଗ, ଢମାଳି ଅଛି ଯୋଉଟା ସହର ର ଲୋକ ଙ୍କୁ ଖରାପ ଲାଗେ | ଫକୀର ମୋହନ ସେନାପତି ଙ୍କ କାଳଜୟୀ ଚରିତ୍ର ଅନନ୍ତ ଗୋଟେ ନିପଟ ଗାଉଁଲି ମଣିଷ ,ତେଣୁ ତାକୁ ଗାଉଁଲି ଭାଷା ରେ ରାଣ୍ଡି ପୁଅ ନ ଡାକି ଆଉ କଣ ବିଧବା ପୁତ୍ର ଡାକି ଥାନ୍ତେ କି ?😂 ମନୋଜ ମିଶ୍ର ଙ୍କ ଓଡ଼ିଆ ଭାଷା ଓ ସାହିତ୍ୟ ର ଜ୍ଞାନ ବହୁତ କାମ, ତେଣୁ ତାଙ୍କ ବାଚାଳାମି କୁ ଗମ୍ଭୀରତା ର ସହ ନିଆଯିବା ଅନୁଚିତ |..
Right👍👍
Manoj mishra is correct
ତୁ ମା__ଆ କୋଉଠୁ?? ପଶ୍ଚିମ ଓଡ଼ିଶା ରୁ କି??
Manoj mishra is ✅
ମୁଁ ଭିଡିଓ ଶେଷ ପଯ୍ୟନ୍ତ ଦେଖିଲି 1 ଘଣ୍ଟା 4 ମିନିଟ । ମନୋଜ ମିଶ୍ର ଯାହା କହୁଛନ୍ତି ସମ୍ପୁର୍ଣ୍ଣ 100% ସତକଥା କିନ୍ତୁ ଏ ଲୋକ ମାନେ ମନୋଜ ମିଶ୍ର ଙ୍କୁ ସାପୋର୍ଟ କରିବେ ନାହିଁ । କାରଣ ଇତିହାସ ସାକ୍ଷୀ ଅଛି ସବୁବେଳେ ବଡ଼ଲୋକ ଙ୍କୁ ହିଁ ଏ ଲୋକମାନେ ସାପୋର୍ଟ କରନ୍ତି ସେ ଭୁଲ ହେଉ ନା କାହିଁକି । ତମେ ଯଦି କହିଲ ଉଲଟା ତୁମକୁ ଏ ଲୋକ ମାନେ ଭକୁଆ ଭାବନ୍ତି । ଏମିତି କି ମୁଁ full video ଦେଖିଲା ପରେ ଜାଣିଲି ଯେ ସବୁ ଜାଣି ମଧ୍ୟ ଆପଣଙ୍କୁ ସୋପଟ କରିବା କୁ ନାରାଜ । ମୋ ମତ ଦେଲି ଯିଏ ସତକଥା କହିଲା ସେ ଅସୁବିଧା ରେ ପଡିଲା ।
ତୁ ବାଳ ଜାଣିଚୁ
I agree with you sir ❤
Tu sala ta gote mrukhs
100 percent correct
Manoj sir pura thik kahuchanti
ମହିଳା ଜଣକ କେମିତି ନା କେମିତି ମନୋଜ ରାଗି ଯାଆନ୍ତୁ ଓ ୟୁଟୁବ ଚେନାଲ ଟା ପପୁଲାର ହୋଇଯାଉ ଵୋଲି ଚାହୁଁଛି ହେଲେ ମନୋଜ ଶାନ୍ତି ରେ ସବୁ ଯବାବ ରଖିଲେ
ଠିକ୍
ସିନେମା ରେ ଏବେ ଏହି ନାଁ ଟା ଗ୍ରହଣୀୟ ନୁହେଁ।
Manoj Mishra bahut HAL
Odia Randeep Ananda hata jao
22:01 ଫକୀର ମୋହନଙ୍କ ସାହିତ୍ୟର ଭାଷା ଏବେବି ଉତ୍ତର ଓଡ଼ିଶା ବାସୀଙ୍କ ମୁହଁରେ ଜୀବିତ। କେହି ବୁଝପାରୁନାହିଁ କି କହୁନାହାନ୍ତି ନୁହ,ତମେ ଏକା ଜଣେ ଯିଏ ବୁଝିବାକୁ ପ୍ରୟାସ କରିନାହ।
ମନୋଜେ ମିଶ୍ର always right👍
ମନୋଜ ମିଶ୍ର ସାର୍ ପୁରା ଠିକ୍ କହୁଛନ୍ତି ଭଲ କରି ବୁଝିବାକୁ ଚେଷ୍ଟା କର ।❤❤❤ ସାମ୍ବାଦିକା ମହୋଦୟା ଓଡ଼ିଆରେ କହିବା ଛାଡ଼ି ବେଶି ଇଂରାଜୀ ରେ କହୁଛନ୍ତି । ସାମ୍ବାଦିକା ମହୋଦୟା ଆକ୍ଷେପ କରି କହୁଛନ୍ତି । ଅଭିଜ୍ଞତା ର ଅଭାବ ଅଛି ।
ସମ୍ପୂର୍ଣ୍ଣ ରୂପେ ଓଡ଼ିଶା କୁ ନଷ୍ଟ କରିସାରିଲେଣି ଆଜିକାର ତଥା କଥିତ କଳାକାର ମାନେ। ଆଜିକାର କଳାକାର ମାନେ ବହୁତ୍ ବଡ଼ ବଡ଼ ଉଚ୍ଚ ଶିକ୍ଷା ଅନୁଷ୍ଠାନ ରୁ ପଢ଼ି କରି ଆସିଲେ ବି ପୂର୍ବ ସୂରି କଳାକାର (ସୁଜାତା ଆନନ୍ଦ, ଦୁଃଖୀରାମ ସ୍ୱାଇଁ, ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ପ୍ରଶାନ୍ତ ନନ୍ଦ, ହେମନ୍ତ ଦାସ, ମହାଶ୍ୱେତା ରାୟ, ଅପରାଜିତା ମହାନ୍ତି, ଶ୍ରୀରାମ ପଣ୍ଡା, ମିହିର ଦାସ, ଅନିତା ଦାସ, ଦେବୁ ବୋଷ, ସିଦ୍ଧାନ୍ତ ମହାପାତ୍ର, ରଚନା ବାନର୍ଜୀ ଏମିତି ଅନେକ) ମାନଙ୍କର ପାଦ ଧୂଳିକୁ ବି ସରି ହେବେ ନାହିଁ। ତଥାପି ସବୁ କଥାରେ ସୂତା ରୁ ଖିଅ କାଢିବା ଅଭ୍ୟାସ ହୋଇଗଲାଣି।
ରାଣ୍ଡି ଏକ ଅର୍ଥ ବୋଧକ ଶବ୍ଦ ଯାହାକୁ ପରବର୍ତୀ ସମୟରେ କିଛି ମୂର୍ଖ ମାନେ ଖରାପ ଅର୍ଥ ରେ ପରିବର୍ତ୍ତନ କରିଛନ୍ତି। ରାଣ୍ଡି ର ପ୍ରକୃତ ଅର୍ଥ ହେଉଛି "ଅଣ୍ଡା ରହିତ ରାଣ୍ଡି" ଅର୍ଥାତ୍ ସ୍ତ୍ରୀ ଗର୍ଭବତୀ ଥିବା ସମୟରେ ଯଦି ସ୍ୱାମୀର ମୃତ୍ୟୁ ହୁଏ ତେବେ ସେ ନାରୀ କୁ ରାଣ୍ଡି କୁହାଯାଏ। ଯାହା କି ବ୍ୟାସ କବି ଙ୍କ ସମୟରେ ହୁଏତ ପ୍ରଚଳିତ ଥିଲା। ତେଣୁ ଅଯଥା କଥା କୁ ବଡ଼ କରିବା ଠିକ୍ ନୁହେଁ କି ଆମ ଗଳ୍ପ ଉପନ୍ୟାସ କୁ ଦାଣ୍ଡରେ ପକାଇବା ଠିକ୍ ନୁହେଁ 🙏🙏🙏🙏🙏
ଏଠି ଯୋଉ ଗବଗାଣ୍ଡୁ ମାନେ ରାଣ୍ଡି ଶବ୍ଦ କୁ ନେଇ ଆପତ୍ତି କରୁଛନ୍ତି , ସେମାନେ ବୁଝିବା ଦରକାର ଯେ ରାଣ୍ଡି ଗୋଟେ ଖାଣ୍ଟି ଓଡ଼ିଆ ଶବ୍ଦ , ଗାଉଁଲି ଓଡ଼ିଆ ଭାଷା ରେ ଏମିତିକା ବହୁତ ଶବ୍ଦ, ଢଗ, ଢମାଳି ଅଛି ଯୋଉଟା ସହର ର ଲୋକ ଙ୍କୁ ଖରାପ ଲାଗେ | ଫକୀର ମୋହନ ସେନାପତି ଙ୍କ କାଳଜୟୀ ଚରିତ୍ର ଅନନ୍ତ ଗୋଟେ ନିପଟ ଗାଉଁଲି ମଣିଷ ,ତେଣୁ ତାକୁ ଗାଉଁଲି ଭାଷା ରେ ରାଣ୍ଡି ପୁଅ ନ ଡାକି ଆଉ କଣ ବିଧବା ପୁତ୍ର ଡାକି ଥାନ୍ତେ କି ?😂 ମନୋଜ ମିଶ୍ର ଙ୍କ ଓଡ଼ିଆ ଭାଷା ଓ ସାହିତ୍ୟ ର ଜ୍ଞାନ ବହୁତ କାମ, ତେଣୁ ତାଙ୍କ ବାଚାଳାମି କୁ ଗମ୍ଭୀରତା ର ସହ ନିଆଯିବା ଅନୁଚିତ |..
Manoja Mishra good porsan bhala kathata kahi le❤❤
Manoj Sir. I can understand the point you want to highlight. I am with you and support you 100%. The people who blames you, I would like to tell them that they are not accepting reality as well as lack of understanding issue on current situation. Manoj Sir kindly continue your great work.
ମନୋଜ ମିଶ୍ର right 👍 ଅଛନ୍ତି।
Appreciate Manoj Mishra.., 👏👍
he said one thing that we should change according to time, but she repeated again and again that you are allegation about Fakir Mohan Senapati and you will go to the controversy,
but what's the actual point Manoj sir already told.
But she don't know what the channel thumbnail was written,(Also she is a writer, she doesn't know about it).. that's not disrespect for him madam...?
I agree with you 👍🏻🙏🏻
Right 👍💯
ଆପଣ ଓଡ଼ିଆ ଭାଷା ଉପରେ ଆଲୋଚନା କରୁନ୍ତି କିନ୍ତୁ ଇଂରାଜୀ ବେଶୀ କହୁଛନ୍ତି ଓଡ଼ିଆ ଅସ୍ମିତା କୁ ଅପମାନ ହେଉନାହିଁକି?
ରାଣ୍ଡିପୁଅ ଅନନ୍ତା ସିନେମାର ନାଁ କୁନ୍ତୀ ପୁଅ ଅନନ୍ତା ହେଲେ ଭଲ ହୁଅନ୍ତା ।
Mun suicide karuchi 😂😂
Anu pua Ananta
ବାପଛେଉଣ୍ଡ ଅନନ୍ତା ହେଲେ କିଛି ଅସୁବିଧା ନାହିଁ ।
Manoj Mishra Dada is updated, please understand his feelings ❤
ଏ ଉପସ୍ଥାପିକା ମହାଶୟା ଙ୍କ ବୁଝିବା ଶକ୍ତି 0.ମନୋଜ ମିଶ୍ର କହୁଛନ୍ତି ବାର ବାର... ଗୋଟେ କଥା.. କିନ୍ତୁ ଏ ବୁଝି ପାରୁନି
@@iamkumar9712 ତାକୁ ଦୋଷୀ ସଜାଇବା କୁ ବାଧ୍ୟ କରୁଚି
Yaku Sabu unsubscribe kara ...faltu journalist...Bujhiba Shakti 0 ...view pain kemiti mithya heading deichi ..Manoj Mishra ku kemiti feel laguthiba
Yaku samste unsubscribe kara ..faltu journalist...micha heading dei kemiti loka nku micha re bhua bulauchi.. Manoj Mishra ku kemiti laguthiba
ଆଙ୍କର ମ୍ୟାଡମ୍ ଙ୍କ ମନ ରେ ଆଞ୍ଚଳିକ ବୈଷମ୍ୟ ର ବିଶ ଭରି ରହିଛି ।
ଫକିର ମୋହନ ଜନ ବହୁଳ ଉପକୁଳ ଓଡ଼ିଶା ର ହୋଇ ଥିବା ସେ ମନୋଜ କୁ ଦୋଶୀ ସଜାଇ ଲୋକ ଙ୍କ ଠାରୁ ବାହାବା ନେବା ପାଇଁ ଚେଷ୍ଟିତ
Manoj Mishra ଏତେ ସୁନ୍ଦର ଯୁକ୍ତି ର ଯୁକ୍ତିଯୁକ୍ତ କଥା କହିଲେ ଆମ ଲୋକ ମାନଙ୍କୁ ଅତି ସୁନ୍ଦର୍ ଭାବେ ବୁଝା ପଡ଼ିଯାଇଛି କିନ୍ତୁ madam ଜଣକ ବୁଝିପାରୁ ନାହାନ୍ତି? She is kownig everything but she wants to controversy..
Right 👍👍
We Should ask one thing, Can anyone called Randi in today's world ?
Manoj ମିଶ୍ର... ମୁଁ ତୁମ ସହ ଅଛି
ତା ବାଣ୍ଡ ଧରିକି ଵୁଲ
ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ରେ ରାଣ୍ଡୀ ପୁଅ ଅନନ୍ତା ର ଅର୍ଥ ଦେଖନ୍ତୁ। ତା'ପରେ ରାଣ୍ଡୀ ଶବ୍ଦ ଉପରେ ଆଲୋଚନା କରିବେ
Monoj sir respect button ✅
ତ ବାଣ୍ଡ ନା
Thanks monoj Mishra
ଏହି writer madam କଣ କଣ ଲେଖିଛନ୍ତି? ୟାଙ୍କୁ ମୁଁ ଜମା ପଢ଼ି ନାହିଁ । ୟାଙ୍କର interview conduct କରିବାର ଶୈଳୀ ଜମାରୁ ଭଲ ଲାଗୁ ନାହିଁ । ଜମା thought provoking ଓ informative ନୁହଁ। ଇଏ ନିଜେ egoistic ଓ ବିଦ୍ରୋହୀ ଭଳି ଲାଗୁଛନ୍ତି। କେବଳ ମନୋଜ ମିଶ୍ର ଙ୍କ ପରି ଜଣେ thinker ଅଛନ୍ତି ବୋଲି ଏହି programme ଟି ଦେଖିଲି ।
👍👍👍👍
Manoj da 👌
Anchor is silent by the rapid and explained by Manoj, strong reply to anchor 😂😂
Anchor Silent heijauchi karana murkha nku bujhei hebani Sethipain chup rahuchi.
U r right bro ❤
@@debasmitaparida2072 Tu ghoda gehi thik se dekhinu .
Au gote murkha
True💯💯💯💯
Banasmita ma'am prathame apana sunibara dharjya rakhantu.. Manoj sir jaha kahuchhanti apana bujhiki b abujha..Thik ku dabeidele seita bhul hei jibani.. Manoj sir jeun jinisaku neiki e statement deichhanti..se parabarti pidhi ra bhala paein e jinisa kahichhanti..
I am with you Manoj sir..😊
Bhala kamare badha ase..kintu safalata mile ....
Bhagaban apananku sahas diantu🙏
ଯଦି ଆପଣ ନାରୀ ଙ୍କୁ ସଂମାନ ଦେଉଛନ୍ତି
ତାହେଲେ ଫିଲ୍ମ ରେ କଣ ପାଇଁ ରେଫ ସିନ ରଖୁଛନ୍ତି
ଆଜିକାଲି ଝିଅ ରେଫ ସିନ ଦେଖି କଣ ଶିଖିବେ
ୟେ ଭି ତ ବନ୍ଦ କରିଦେବା କଥା
Bhai tame kia hooo
If he respect women then he wouldn't make affairs with many girls. And he is just a divider not a wellwisher .
Point achhi
You are absolutely correct
Au sei rape scene nije Manoj mishra karichi.au athi gyana dauchi
Nice Manoj Sir👍
ଟିକେ view ଆଶାରେ ମନୋଜ ମିଶ୍ର ଯାହା କହିନାହାନ୍ତି କହିଛନ୍ତି ବୋଲି ଲେଖିଛ।
Right ✅️
ମନୋଜ ଭାଈ ସୁଧରି ଯିବାରୁ ମୁଁ thank you ମନୋଜ ମିଶ୍ର 🙏
ବନସ୍ମିତା ଜଣେ ଚରଣୀ 😊😊
Monaj babu you are too good and banasmita maam also admit that you are right.
What a discussion ought to be!! I had never watched a podcast from Odisha before. Cheers for Banasmita and impressed with the research work done by Manoj Mishra. He has so many valid points.
ପ୍ରଶ୍ନ ପଚାରିଲେ ଡ଼ରୁଛି କାଁହି
Monoj mishra ❤Bujhiparuni❌
Ghodag*hi😂 madam bujhiparuni✅
Logically manoj sir 100% correct
Ta bao bia
ବିଶିଷ୍ଟ ଲେଖିକା Banasmita ରାଣ୍ଡି ପୁଅ ଅନନ୍ତା ଗଳ୍ପକୁ ଉପନ୍ୟାସରେ ପରିବର୍ତ୍ତନ କରିଦେଲେ ।।।।।।ଏହି ଲେଖିକା ଜଣକ କେଉଁ ଲାଇବ୍ରେରୀ ରୁ ଫକୀରମୋହନ ଙ୍କ ଉପନ୍ୟାସ ରାଣ୍ଡି ପୁଅ ଅନନ୍ତା ପଢ଼ିଛନ୍ତି ।
ଏମାନଙ୍କୁ ଖାଲି view ଦରକାର . କିଛି ନ ଜାଣି । ଲୋ ଗାତ....ବୋଲି ଲେଖା ଯାଇନି ...ବୋଧେ .....
@@bharatmeher9598 ଏ ଲେଖିକା ମହାଶୟା ଜାଣିବା କଥା ଜଣେ ଲେଖକ ଗୋଟେ ଲେଖା କାହିଁକି ଲେଖେ କେଉଁ ଉଦ୍ଦେଶ୍ୟ ନେଇ ଲେଖେ ସେ ତା ଲେଖା ମାଧ୍ୟମରେ ସମାଜକୁ କି ବାର୍ତ୍ତା ଦେବାକୁ ଚାହେଁ ଏସବୁ ପ୍ରଥମେ ଜାଣନ୍ତୁ ଦୟାକରି 😢
Murkha nku upanyasa milibani
Kichi janini se, taku question kariba bi aseni!
Thanks mr Manoj for your clarification
ଉଦେଶ୍ୟ ମୂଳକ ଭାବରେ ଟାର୍ଗେଟ କରୁଛ ମାଡାମ
I agreed with Manoj Mishra sir bcz I like the every point. Keep it up Manoj sir 😀💯👍🏻. Au haa sata kahile na samastinku badhe taw sabu director and producer tanka against re.loke hua taw ebe bhul kahuchanti Manoj Mishra sir nku but after few year they will realise actually Manoj Mishra was right.
ପୂରା ଠିକ୍ କହୁଛନ୍ତି ମନୋଜ୍ ବାବୁ
ଯୁଗ ବଦଳି ଗଲାଣି ଆମ କୁ ମଧ୍ୟ ବଦଳି ବାକୁ ପଡିବ
Manoj Misha ❤❤❤
I Support Manoj Mishra for his valuable thing in the controversey
A anchor କିଛି ଜାଣିନି , monoj sir ଙ୍କୁ blame କରୁଛି । Sir ଏମିତି ଲୋକ କୁ bite ଦିଅନ୍ତୁ ।
After this podcast, I agree with Manoj mishra👍💯
Manigali Re Bhai Manoj Misha Ku Full Support Manoj Mishra Ku
ସମ୍ଭାଡଦିକା ମାଡାମ ରାଧାନାଥ ସେଇ ଲେଖକ ଯିଏ କି ନିଜର କାବ୍ୟ ପାର୍ବତୀ ରେ ପିତା ଓ଼ ପୁତ୍ରୀ ର ଶାରୀରିକ ସମ୍ପର୍କ କୁ ସ୍ଥାନ ଦେଇ ଓଡିଶା ର ସମସ୍ତ ପିତାଙ୍କୁ ଓ଼ ଝିଅ ମାନଙ୍କୁ କଷ୍ଟ ଦେଇଛନ୍ତି
ହେଲେ ଗଙ୍ଗାଧର ମେହେର ସେଇ ତପସ୍ୱିନୀ କାବ୍ୟ ରେ ନାରୀ କୁ ସମ୍ନାନ ଦେଇ ନାରୀକୁ ଚିର ବନ୍ଦନୀୟା ଓ଼ ପ୍ରମ ମୟୀ ସ୍ନେହ ମୟୀ ଭାବରେ ଗଢ଼ିଛନ୍ତି
He is absolutely right. Pure clean water like truth..
How do you know?
ମନୋଜ ମିଶ୍ର ୧୦୦ ପ୍ରତିଶତ ଠିକ୍ କହୁଛନ୍ତି, ସେ କୌଣସି କବି କୁ ଭୁଲ୍ କହୁନାହାନ୍ତି ରାଣ୍ଡି ଶବ୍ଦ ଏ ସମୟେ ବ୍ୟବହାର ହେବା କଥା ନୁହ। I'm with Monoj Mishra sir ❤ Respect man
Randi savda ra byabahar kahani re maulikta rakshya kariba paini nihati avashyak...e chalachitra gota kahani upare adharit, tenu se samay ra bhasha na rahile kahani ra maulikta nashta heba.....
Monaj mishra is always right n perfectly said 🙌🏻, but this journalist is very forced to Manoj Mishra for say you're wrong! 🤨
Ea tu nai to khali east west odisha mindset kahuchi..ki se sabu beke thikkk. Bolo..but nuhe. .kichi na padhiki kahi li drama darkar....kete padhicha re tume tanka lekha sabu...
ମନୋଜ ବାବୁ ଠିକ କହୁଛନ୍ତି ଚିରନ୍ତନ ସତ୍ୟ 👌
ମନୋଜ ମିଶ୍ର ଙ୍କ କଥାକୁ କେହି ବୁଝିପାରୁ ନାହାନ୍ତି.... ପଛରେ ଭୁଝିଲା ବେଳକୁ କିଛି ନ ଥିବ... ସେଥିପାଇଁ ଓଡିଶା ଆମ ଦେଶର ସବୁ ରାଜ୍ୟ ଭିତରେ ଶେଷ ରେ ରହିଚି..... ଯିଏ ଭଲ କଥା କହିବ ତାର ଗୋଡ଼ ଟାଣିବା ଆମ ଓଡ଼ିଆ ଙ୍କ ପ୍ରକୃତି.... ସମୟ ଆସିବ ମନୋଜ ମିଶ୍ର ହିଁ ଠିକ ବୋଲି ଭାବିବେ.....
ଆଜି ର ସମାଜ ରେ ନୂଆ ପିଢ଼ି ଙ୍କୁ ସବୁ ଉପନ୍ୟାସ,ଗଳ୍ପ, ସତ୍ୟତିକ ବିଷୟରେ ଜଣା ଇବା ଜରୁରୀ,କାରଣ ପଢ଼ିଲେ ଯେତିକି ମନେ ରୁହେନି,ତାହା ଫିଲ୍ମ ରେ ଦେଖିଲେ ମନେ ରୁହେ
କାଲି ମନୋଜ ପାଗଳ କହିବ- ମହାଭାରତ ରୁ ଦ୍ରୌପଦୀ ର ପାଞ୍ଚ ପତି ଥିବା କଥା କୁ ବାଦ ଦିଅ ଯାଉ ଓ ନୂଆ ମହାଭାରତ ଲେଖା ଯାଉ, କାରଣ ଏଇଟା ଆଜି ର ସମାଜ ରେ ଗ୍ରହଣୀୟ ନୁହଁ | ସାହିତ୍ୟ ହଉଚି ସମାଜ ର ଦର୍ପଣ ଭଳିଆ , ଫକୀର ମୋହନ ତାଙ୍କ ସମୟ ଓ ସମାଜ ର ବାସ୍ତବିକତା କୁ ନିଜ ରଚନା ରେ ପ୍ରତିବିମ୍ବିତ କରାଇବା କଣ ଭୁଲ ଥିଲା କି ? ଫକୀର ମୋହନ ଙ୍କ କାହାଣୀ ଉପରେ ଚଳଚ୍ଚିତ୍ର ନିର୍ମିତ ହେଉଛି, ତେଣୁ ସେ ସମୟର ବାସ୍ତବିକତା କୁ ଚିତ୍ରଣ କରିଥିବା ଶବ୍ଦ କୁ ନେଇ ଏତେ ତୁମ୍ବି, ତୋଫାନ କାହିଁକି?..
ପ୍ରଥମେ ଆପଣ ଅଯଥା ଯୁକ୍ତି କରୁଛନ୍ତି, ପ୍ରକୃତ ଉତ୍ତର ପାଇବା ପରେ ଜଣେ ସାହିତ୍ୟିକ ବୋଲି ପରିଚୟ ଦେଇ ଏତେ ଇଂରାଜୀ କାହିଁକି କଣ ଶିକ୍ଷା ଗଡ ଯୋଗ୍ୟତା ଅଧିକ ବୋଲି ନ ମୂର୍ଖତା ଦେଖାଉଛନ୍ତି , ଏମିତି ରେ ତ କଥା କୁ ଉଲ୍ଟା ବୁଝି ବାକୁ ଚେଷ୍ଟା କରୁଛନ୍ତି । ଟିକେ trp ru ଦୂର ରେ ରୁହନ୍ତୁ