ଆଦିବାସୀ ଆଶ୍ରମ ବିଦ୍ୟାଳୟ ଛାତ୍ରୀଙ୍କ ଗୀତ ଭିଡିଓ ଭାଇରାଲ୍ / ଭାରତୀ ମାଝୀ

แชร์
ฝัง
  • เผยแพร่เมื่อ 27 ธ.ค. 2024

ความคิดเห็น • 886

  • @PayalDurga-r2z
    @PayalDurga-r2z 4 หลายเดือนก่อน +51

    ଧନ୍ୟବାଦ.ମୋର ଛୋଟ ଭଉଣୀ.ଭଗବାନ ତୁମକୁ.ବହୁତ ସୁନ୍ଦର କଣ୍ଠ ଦେଇଛନ୍ତି.
    ମା ସରସ୍ୱତୀ ଙ୍କ ଆଶ୍ରିବାଦରୁ.ମା ବାପାଙ୍କ ଆଶ୍ରି ବାଦରୁ.ତମେ ଦିନେ ବହୁତ ବଡ଼ ଗାୟିକା ହବ.ଈଶ୍ୱର ତୁମର ମସ୍ତକରେ.ସଦା
    ସର୍ବଦା.ହାତ ରଖି ଥାନ୍ତୁ.ମୁଁ ଈଶ୍ୱର ଙ୍କୁ ତମ ପାଇଁ.ପାର୍ଥନା କଲି.ଜୟେ ଜଗନ୍ନାଥ

  • @philipsabar2
    @philipsabar2 ปีที่แล้ว +28

    ମାନି ଗଲି ଭଉଣୀ ତମ ସ୍ୱର ବହୁତ୍ ସୁନ୍ଦର ଗୀତ ଟିଏ

  • @sahityagara5108
    @sahityagara5108 3 ปีที่แล้ว +79

    ଚମତ୍କୃତ କଣ୍ଠସ୍ୱର....ଭଗବାନ କରନ୍ତୁ କଳାର ପ୍ରଦର୍ଶନ ପାଇଁ ମଞ୍ଚ ମିଳୁ ଏ ଭଉଣୀଙ୍କୁ 👌👌💐🥰

  • @manoharmajhi2594
    @manoharmajhi2594 4 หลายเดือนก่อน +55

    ବହୁତ ସୁନ୍ଦର କଣ୍ଠ. ଭଗବାନ ଆଶୀର୍ବାଦ କରନ୍ତୁ

  • @ajayamohanty533
    @ajayamohanty533 4 หลายเดือนก่อน +37

    ସୁନ୍ଦର, ଅତି ସୁନ୍ଦର l ଭଗବାନ ଏ ଝିଅକୁ ବହୁତ ଉପରକୁ ନିଅନ୍ତୁ l ଏ ଗୀତର ରଚୟିତାଙ୍କୁ ପ୍ରଣାମ l

  • @balkrishnabissoyi6978
    @balkrishnabissoyi6978 4 หลายเดือนก่อน +36

    ବହୁତ ସୁନ୍ଦର କଣ୍ଠସ୍ୱର, ଆଗକୁ ଗାଇବା ଜାରି ରଖ ନିଶ୍ଚୟ ସଫଳ ହେବ

  • @sissis8654
    @sissis8654 4 หลายเดือนก่อน +31

    ବହୁତ ସୁନ୍ଦର ଗତଟି, ଶମସ୍ଥ ଙ୍କ ପାଖରେ ପହଞ୍ଚି ପାରିଛି ଓ, ଅତିସୁନ୍ଦର

  • @hemantabiswal2493
    @hemantabiswal2493 4 หลายเดือนก่อน +23

    ବହୁତ ସୁନ୍ଦର କଣ୍ଠ ସ୍ୱର ଭଉଣୀ ମାଁ ସରସ୍ଵତୀ ଙ୍କ କୃପା ଆଗକୁ ବଡିଚାଲ

  • @kumarmanimalaj9526
    @kumarmanimalaj9526 3 ปีที่แล้ว +28

    ବହୁତ ବଢିଆ ଗାଇଲୁ ବେଟା...👌👌👌👌👌👌👌👌ବହୁତ ବହୁତ ସୁନ୍ଦର ସ୍ୱର 👌👌👌👌👌

  • @gobindachandramohanty8439
    @gobindachandramohanty8439 4 หลายเดือนก่อน +20

    ବହୁତ ବହୁତ ଧନ୍ୟବାଦ ସହିତ ଜଗନ୍ନାଥ ପାଖରେ ପ୍ରାର୍ଥନା କରୁଛି ଭବିଷ୍ୟତ ଉଜ୍ଜ୍ୱଳ ହେଉ ।

  • @UmabharatiMajhi-ry5hd
    @UmabharatiMajhi-ry5hd ปีที่แล้ว +28

    ବହୁତ୍ ବହୁତ୍ ସୁନ୍ଦର୍ ଗୀତ ଗାଉଛ ଭଉଣୀ..... ଭଗବାନ୍ ଆସିର୍ ବାତ୍ କରନ୍ତୁ ତୁମେ ଭାବିଶ୍ୱତରେ ଗୋଟେ ଭଲ ଗାୟିକା ହୁଏ ।

  • @jaganathatripathy8203
    @jaganathatripathy8203 4 หลายเดือนก่อน +54

    ସୁନ୍ଦର ଭା ବରେ ଗୀତଟି ବୋଲୁଛି ଭାଗବାନ କରନ୍ତୁ ଭଲସିଙ୍ଗର ହୋଇ ବାହାରୁ ଶୁଭେଚ୍ଛା 🎉🎉🎉🎉

  • @rembogaming4194
    @rembogaming4194 4 หลายเดือนก่อน +8

    ଅତି ସୁନ୍ଦର କଣ୍ଠ ଭାରତ ମା ର ସନ୍ତତି ଭାରତୀ ମାଝୀ ଆଦିବାସୀଙ୍କ ଗର୍ବ ଓ ଗୌରବ ଭଗବାନ ଓ ଆଦିବାସୀ ଙ୍କ ଦେବା ଦେବି ଙ୍କ ଆଶୀର୍ବାଦ ତୁମ ଉପରେ ଥାଉ ବୋଲି ଭଗବାନ ଙ୍କ ପାଖରେ ମୋର ଅରଦଳୀ 🙏🙏🙏

  • @iswarmahanta9662
    @iswarmahanta9662 4 หลายเดือนก่อน +26

    ଖୁବ ସୁନ୍ଦର କଣ୍ଠଶ୍ୱର ପାଇଛ ଝିଅ ଆଗାମୀ ସମୟରେ ଜଣେ ଭଲ ଗାୟିକା ହୋଇପାରିବ

  • @sabirsingh3597
    @sabirsingh3597 10 วันที่ผ่านมา +1

    ଖୋଲା ହୃଦୟରେ ଭାରତୀ ଗୀତ ଗାଇ ସମସ୍ତଙ୍କ ମନ ଜିଣି ପାରିଛନ୍ତି 💐

  • @BikashDeogam-f8p
    @BikashDeogam-f8p 4 หลายเดือนก่อน +116

    ମନ ଛୁଆ ଗୀତ ଗାଇଛି ଭାରତୀ ମାଝୀ ଧନ୍ୟବାଦ ❤❤❤❤❤

  • @ratanmajhi4759
    @ratanmajhi4759 4 หลายเดือนก่อน +4

    ବାଳିକା ଗୀତ ଟିକୁ ସୁନ୍ଦର ଭାବେ ପରିବେଷଣ କରି ଥିବାରୁ ଧନ୍ୟବାଦ୍ ଶ୍ରୀ ରତନ ମାଝୀ ଉପ ସଭାପତି ଜିଲ୍ଲା ଜନ ଜାତି ସୁରକ୍ଷା ମଞ୍ଚ ନବରଙ୍ଗପୁର ତଥା ରାଜ୍ୟସ୍ତରୀୟ ଜନ ଜାତି ପ୍ରତିଭା ସମ୍ମାନୀତ।

  • @purandarkisan6289
    @purandarkisan6289 ปีที่แล้ว +8

    Bhari badhia Bharati majhinka galare sabudine Maa saraswati basithau Jay Maa saraswati very good voice Bharati saraswti always blessing to you .

  • @kidskatunachanala7181
    @kidskatunachanala7181 4 หลายเดือนก่อน +13

    ଅଶେଷ ଅଶେଷ ଧନ୍ୟବାଦ୍ | ଆଗାମୀ ଭବିଷ୍ୟତ ଉଜ୍ଜଳମୟ ହେଉ , ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ।

  • @gangarampradhan1707
    @gangarampradhan1707 4 หลายเดือนก่อน +21

    ଧନ୍ୟବାଦ ଝିଅ ଭଲ ଗାଉଛୁ। ଭଗବାନ ତୋର ମଙ୍ଗଳ କରନ୍ତୁ।

    • @GajendraMajhi-y4h
      @GajendraMajhi-y4h 4 หลายเดือนก่อน

      ମା ମଗଳକରୁତୁ

  • @srikantagharai8325
    @srikantagharai8325 3 ปีที่แล้ว +16

    ସୁଲଳିତ କଣ୍ଠ ଅତି ମଧୁର ଗାୟନ😊🍫🍫

  • @Jugbalgond7777
    @Jugbalgond7777 4 หลายเดือนก่อน +7

    🌅ବହୁତ ସୁନ୍ଦର ସ୍ବରରେ ଗୀତକୁ ଗାଇଛନ୍ତି ମୋର ସାନ ଭଉଣୀଙ୍କୁ ଭଗବାନଙ୍କର ଆର୍ଶୀବାଦ ରହୁ 🙏 ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌺🌺🌺🐚🐚🔱🕯️

  • @daktarmunda6112
    @daktarmunda6112 4 หลายเดือนก่อน +226

    ଝିଅ ଲୋ ତୋର ଭବିଷ୍ୟତ ଉଜ୍ଜ୍ୱଳମୟ ହେଉ।ମା ଶାରଦା ତୋ କଣ୍ଠରେ ବିରାଜମାନ କରିଛନ୍ତି।ତୁ ଟିକିଏ ଚେଷ୍ଟା କଲେ ଜଣେ ସୁନାମଧନ୍ୟ ସଙ୍ଗୀତଜ୍ଞ/କଣ୍ଠଶିଳ୍ପୀ ହୋଇ ପାରିବୁ । ଭଗବାନଙ୍କ ନିକଟରେ ମୋର ଅଳି ରହିଲା ସେ ତୋତେ ଘଣ୍ଟ ଘୋଡେ଼ଇ ରଖି ଥାଆନ୍ତୁ, ଦୀର୍ଘ।ୟୁ କରନ୍ତୁ।

    • @pradeepbabiworld4559
      @pradeepbabiworld4559 4 หลายเดือนก่อน +7

      Thank you dada

    • @banijayaramnayak3699
      @banijayaramnayak3699 4 หลายเดือนก่อน +2

      Nice Nice Nice Nice🎉🎉🎉🎉🎉🎉
      🎉🎉🎉🎉🎉🎉🎉🎉🎉🎉🎉🎉🎉🎉

  • @swapnabhattacharya3622
    @swapnabhattacharya3622 4 หลายเดือนก่อน +20

    ବହୁତ ସୁନ୍ଦର ଭାବରେ ଗାଇଲ। ଗିତ ଭଲରେରୁହ

  • @rajivtandi6009
    @rajivtandi6009 4 หลายเดือนก่อน +6

    ବହୁତ୍ ବଢିଆ କଣ୍ଠ . ଭବିଷ୍ୟତ ତୋର ଉଜ୍ଜ୍ୱଳ ମୟ ହେଉ ଝିଅ

  • @bipinbiharikhamari1925
    @bipinbiharikhamari1925 4 หลายเดือนก่อน +7

    ବହୁତ ସୁନ୍ଦର ଭାରତ ଦେଶ ମାତୃକାର ବନ୍ଦନା 👌👌👌👌👌

  • @PremVlogs5945
    @PremVlogs5945 หลายเดือนก่อน

    ବହୁତ୍ ବଢିଆ ଅତି ସୁନ୍ଦର୍ ଗୀତ। ଆଗକୁ ବଢିଚାଲ। ଭଗବାନ ତୁମକୁ ଆଶୀର୍ବାଦ ଦିଅନ୍ତୁ। ଜୟ ଜଗନ୍ନାଥ 🙏🙏

  • @salilsahu7967
    @salilsahu7967 ปีที่แล้ว +4

    Excellent sweet voice. The voice of this sister is better than any Odia singer. Wish all success sister, carry on and blessing of God will be upon you for ever. Your song touches heart,

  • @Justview766
    @Justview766 4 หลายเดือนก่อน +29

    All the best sister 👍🏻
    ୨୦୨୪ ରେ କିଏ କିଏ ସବୁ ଏହି ଗୀତକୁ ଶୁଣୁଛନ୍ତି Like 👍🏻 କରନ୍ତୁ ।

  • @jatidipa2238
    @jatidipa2238 ปีที่แล้ว +10

    ବହୁତ ସୁନ୍ଦର କଣ୍ଠ

  • @jasodamajhi6914
    @jasodamajhi6914 4 หลายเดือนก่อน +8

    ଖୁବ ସୁନ୍ଦର ସ୍ୱର ଭଉଣୀ ଆହୁରି ଆଗେଇ ଯାଅ...

  • @anadipradhan7181
    @anadipradhan7181 4 หลายเดือนก่อน +1

    ଅତି ସୁନ୍ଦର । ବହୁତ ବହୁତ ଧନ୍ୟବାଦ୍। ବହୁତ ଆଗକୁ ଯାଅ ଭାରତୀ ମାଝୀ।

  • @AntaryamiMohanty-pu9sb
    @AntaryamiMohanty-pu9sb 4 หลายเดือนก่อน +2

    Heart touching voice,Mama God bless you mama,Banara Malli fula,Pujare lagiba darkar,

  • @haribandhubhoi1212
    @haribandhubhoi1212 4 หลายเดือนก่อน

    ହୃଦୟକୁ ଛୁଇଁ ଗଲା ଭଉଣୀ ବଉତ୍ ସୁନ୍ଦର ଗୀତ । ଜୟ ଶ୍ରୀ ରାମ

  • @DambarudharBag-mp6hu
    @DambarudharBag-mp6hu 4 หลายเดือนก่อน +6

    ଭଗବାନ୍ କରନ୍ତୁ ଆପଣ ଆମ ଓଡ଼ିଶା ରାଜ୍ୟ ରେ ଭକ୍ତି ସଙ୍ଗୀତ ପରିବେଷଣ କରି ସମସ୍ତଙ୍କ ମନ ଧ୍ୟାନ କୁ ଭଗବାନ୍ ଙ୍କ ଶ୍ରୀଚରଣ ରେ ଲୀନ କରିବାରେ ସହଯୋଗୀ ହୁଅ 🙏 God bless you sister❤ ନିଜ ସୁଲଳିତ କଣ୍ଠ ସ୍ୱର କୁ ଭକ୍ତି ସଙ୍ଗୀତ ରେ ଉପଯୋଗ କରନ୍ତୁ ଏତିକି ବିନତି ମୋର🙏

  • @budhuram692
    @budhuram692 4 หลายเดือนก่อน +1

    ସୁମଧୁର ସନ୍ଗିତ ଆମ ଆଦିବାସୀ ଝିଅ ଆମ ଜିଲ୍ଲା ପାଇଁ ଏଵ଼ଂଆମ ଦେଶ ପାଇଁ ଗୈାରବ । ଧନ୍ୟବାଦ ଭଉଣୀ ।

  • @AratiMajhi-w9n
    @AratiMajhi-w9n 4 หลายเดือนก่อน +4

    ବହୁତ ସୁନ୍ଦର ଗୀତ ଭଉଣୀ

  • @ଟୁନୁଖଡିଆ-s8e
    @ଟୁନୁଖଡିଆ-s8e 2 หลายเดือนก่อน

    ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଉଛୁ ଆଜି ଆଦିବାସୀ ର ଭଉଡନି ❤❤❤❤❤❤ ଜୟ କେନ୍ଦୁଝର

  • @KasturikumbharSovitkumar
    @KasturikumbharSovitkumar ปีที่แล้ว +7

    ବହୁତ ସୁନ୍ଦର କଣ୍ଠ ଭଉଣୀ

  • @JakaMunda-uc7yk
    @JakaMunda-uc7yk 4 หลายเดือนก่อน +1

    ମନା ଛୁଆଁ ଗୀତ ଗାଇଛି ଭାରତୀ ମାଜି ଧନ୍ୟବାଦ୍ ଜଣାଉଛୁ

  • @rabindranathjena6052
    @rabindranathjena6052 4 หลายเดือนก่อน +16

    ଭଗବାନ ତୋତେ ଆଶୀର୍ବାଦ କରାନ୍ତୁ l ଏଇଥିରେ ଚେଷ୍ଟା କର ମାଆ l

  • @literature_lover70
    @literature_lover70 ปีที่แล้ว +6

    ହୃଦୟକୁ ଛୁଇଁଗଲା 👌

  • @dineshmajhi5908
    @dineshmajhi5908 หลายเดือนก่อน

    ବହୁତ ସୁନ୍ଦର କଣ୍ଠ ସ୍ୱର ଭଉଣୀ।ପ୍ରୟାସ ଜାରି ରହୁ

  • @LalitMajhi-pv6bv
    @LalitMajhi-pv6bv 4 หลายเดือนก่อน +1

    Bahut bhala Gita tia hoechi bhauni bhagaban tumara mangala karantu

  • @lijapulei9778
    @lijapulei9778 4 หลายเดือนก่อน +3

    Osam ❤❤❤❤🙏🙏🙏👍👍👍👍👍❤️🥰🥰 ହୃଦୟ କୁ ଛୁଇଁ ଗଲା 🎉🎉🎉🎉

  • @dushasandigal5561
    @dushasandigal5561 4 หลายเดือนก่อน

    ବହୁତ ସୁନ୍ଦର ଗୀତ ଭଉଣୀ Good bless you

  • @anitaoram1173
    @anitaoram1173 4 หลายเดือนก่อน +2

    Bhauni God bless you my sunki lomatankuri uthi jauchhu heart touching song bhauni agare tume bahut bhal singar baniba bhauni God ku dua karuchhi

  • @kesharijal-6662
    @kesharijal-6662 4 หลายเดือนก่อน +1

    Bahut sundar geet bahut val voice Achhe 👍tumar voice Aau geet ra patern ke bahut bahut salam🙋🙏

  • @mainamarandi4740
    @mainamarandi4740 4 หลายเดือนก่อน +3

    ଏଇ ଗୀତ ଗାଇ ତୁମେ first prize ବି ଆଣିଥିଲ, ଆଉ ତୁମ ସହିତ ମୋର ଭେଟ ହୋଇଥିଲା EMRS Keonjhar re, ବହୁତ ସୁନ୍ଦର ଗାଇଲ ଭଉଣୀ, ଗୀତ ଟି ହୃଦୟ କୁ ଛୁଇଁଲା,❤❤❤❤❤

    • @mainamarandi4740
      @mainamarandi4740 4 หลายเดือนก่อน +1

      @Nk_officialvlog143 Harichandan pur

  • @dsa1talents20
    @dsa1talents20 3 ปีที่แล้ว +7

    Melodious voice.. Great👏👏👏👏

  • @Lipsitarathore89
    @Lipsitarathore89 4 หลายเดือนก่อน +1

    Ma saraswati bless you to Good and bright future. Alot of thanks to you

  • @sushantahembramofficial
    @sushantahembramofficial 4 หลายเดือนก่อน +10

    ଅତି ସୁନ୍ଦର

  • @KartikJena-we5oj
    @KartikJena-we5oj 4 หลายเดือนก่อน +1

    Very 👍 good ଅତୀ ସୁନ୍ଦର କଣ୍ଠ ଧନ୍ୟବାଦ୍

  • @JubinkumarBhoi
    @JubinkumarBhoi 4 หลายเดือนก่อน +2

    ବହୁତ ସୁନ୍ଦର ଗାଉଛ ଭଉଣୀ

  • @ashokpadhan4139
    @ashokpadhan4139 4 หลายเดือนก่อน +7

    Excellent singing tone.Jai Shree Ram.

  • @purandarkisan6289
    @purandarkisan6289 ปีที่แล้ว +1

    Very nice voice give you Maa saraswati I Sri purandar majhi sbpur pray to beenapani always stay with you Jay Maa saraswati 👍 👌.

  • @majhiyatudu794
    @majhiyatudu794 4 หลายเดือนก่อน

    ଏ ମନଛୁଆଁ କଣ୍ଠସ୍ୱର ପାଇଁ ଅଶେଷ ଧନ୍ଯବାଦ ।

  • @nayanapradhan595
    @nayanapradhan595 4 หลายเดือนก่อน +1

    Bahuta bhala gaucha maa thank you bhagaban tamaku bahuta agaku niantu chamatkar

  • @kamallochannayak9660
    @kamallochannayak9660 4 หลายเดือนก่อน +1

    Om Maa Saraswati Mahamayee Bidye Komolochani Mamo Kantam Sada Batu Bakyadebi Namostu te.... ..Kamal Lochan Nayak HM Koraput ,Thanks Girl Ago ku Badha ,

  • @dineshmajhi6277
    @dineshmajhi6277 4 หลายเดือนก่อน

    ❤❤ ଭାରତୀ ତୁମେ ବହୁତ ସୁନ୍ଦର ଗୀତ ଗାଉଛ ଆହୁରି କେମିତି ସୁନ୍ଦର ଗାଇ ପାରିବ ସେ ପ୍ରତି ଧ୍ଯାନ ଦିଅ ❤❤❤

  • @Premanidhibhoi
    @Premanidhibhoi 4 หลายเดือนก่อน +1

    Bahut Sundar desa bhakti Gita. Very very 👍

  • @SunilBadanayak-z5f
    @SunilBadanayak-z5f 4 หลายเดือนก่อน

    ବହୁତ୍ ବହୁତ୍ ଧନ୍ୟବାଦ୍ ଭଉଣୀ ସବୁବେଳେ ସେମିତି ଗୀତ ଗାଇତା 🙏🙏🙏🥰🥰🥰👍👍👍

  • @mangalsinghchatar6869
    @mangalsinghchatar6869 4 หลายเดือนก่อน +3

    Very very nice voice ST sister ❤agaku semiti jari rakha

  • @chatrusantanuboss491
    @chatrusantanuboss491 3 ปีที่แล้ว +5

    ଅତି ସୁନ୍ଦର ।

  • @BijaykumarMurmu-f2d
    @BijaykumarMurmu-f2d 4 หลายเดือนก่อน

    ବହୁତ ସୁନ୍ଦର ଗୀତ ଗାଇଲ ଭଉଣୀ ବହୁତ ବଢିଆ ଲାଗିଲା ଧନ୍ୟବାଦ୍😮😮😮😮❤❤

  • @benudharanti5195
    @benudharanti5195 4 หลายเดือนก่อน +3

    ଜୟ ଆଦିବାସୀ ଜୟ ଭୀମ.. 🇮🇳

  • @anandachandrapati9815
    @anandachandrapati9815 4 หลายเดือนก่อน +1

    Bharati Majhi Best of Luck, acpati,

  • @PhulchandGond-o6j
    @PhulchandGond-o6j 4 หลายเดือนก่อน

    Thank you bauni bharat Mata ra Gita suni Kushi lagila aau emiti chesta kar bahut aago ku jibu very good 👍

  • @user-uu4ub7ze1b
    @user-uu4ub7ze1b 4 หลายเดือนก่อน +3

    Bahut sundar jhia. God bless you

  • @Sitalhansdaofficialchanel2024
    @Sitalhansdaofficialchanel2024 4 หลายเดือนก่อน

    Wow bht sundar lagila ai Gita mara bht pasand bht gaauthili

  • @pramilabhoi2501
    @pramilabhoi2501 4 หลายเดือนก่อน +1

    🎉God bless you bhauni bahut sundar swara

  • @nikitasa251
    @nikitasa251 3 หลายเดือนก่อน

    ଭାରତି ଭଉଣୀ ବହୁତ ସୁନ୍ଦର ଗୀତ ଗାଉଛି ଧନ୍ୟବାଦ

  • @dhemaraita5807
    @dhemaraita5807 4 หลายเดือนก่อน +2

    ଅତି ଉତ୍ତମ, ଭଗଵାନ ମଗଂଳ କରନ୍ତୁ 💐

  • @panditnayak293
    @panditnayak293 4 หลายเดือนก่อน

    ଧନ୍ୟବାଦ୍ ଝୀଅ , ଖୁବ୍ ଆଦର ସହକାରେ ଶୁଭ କାମନା କରୁଛି

  • @garudsaraf6927
    @garudsaraf6927 4 หลายเดือนก่อน

    ତମ କଣ୍ଠରେ ମା ଶ୍ରୀ ସରସ୍ଵତୀ ବିରଜମାନ କରିଛନ୍ତୀ ବହୂତ ଭଲ ସନ୍ଗିତ ❤🙏

  • @Kp-zc3jh
    @Kp-zc3jh 4 หลายเดือนก่อน +5

    ଭଗବାନଙ୍କ ଆଶିବାଦ ହେଉ ଯେପରି ଆଗକୁ ଯିବା ପାଇ

  • @Chiranjibi-by4tx
    @Chiranjibi-by4tx 4 หลายเดือนก่อน +1

    ସଂଗୀତରେ ନିହାତି ଆଉ ଟିକେ ଟ୍ରେନିଂ ନେଇ ଆଗକୁ ଯିବାକୁ ଚେଷ୍ଟା କର.. ବହୁତ ସୁନ୍ଦର କଣ୍ଠ ସ୍ବର

  • @Pradip5550
    @Pradip5550 4 หลายเดือนก่อน

    ଆପଣଙ୍କର ବହୁତ୍ ସୁନ୍ଦର୍ ଗୀତ କଣ୍ଠ ଭଉଣୀ

  • @add__love
    @add__love หลายเดือนก่อน

    Jie lekhichi bohut bohut thanks pratek ti ward , beutifuly au hrudaya chhuan

  • @anantadharua56
    @anantadharua56 4 หลายเดือนก่อน +1

    ବହୁତ ସୁନ୍ଦର ମଧୁର କଣ୍ଠ

  • @JamunamaniSingh-y5h
    @JamunamaniSingh-y5h 4 หลายเดือนก่อน

    Very well song heart touching bless you God johar....

  • @LolitaMajhi-u9z
    @LolitaMajhi-u9z 3 หลายเดือนก่อน

    Gita suniki Mora hudhyasapti hei gol bahut sundhar singer I like the song bhauni

  • @kishorsahoo3034
    @kishorsahoo3034 4 หลายเดือนก่อน +3

    ବଣ ମଲ୍ଲୀ! ମା ତୁମ ଭବିଷ୍ୟତ ଉଜ୍ଜ୍ୱଳ ଆଲୋକମୟ ହେଉ।

  • @STUDYTECHNO-q2f
    @STUDYTECHNO-q2f 4 หลายเดือนก่อน

    May God bless you Maa! You have got a unique voice.

  • @majhibhai8346
    @majhibhai8346 4 หลายเดือนก่อน +2

    God bless you Sister.... happy raksha Bandhan 🎉🖐️

  • @puspanjalisuna9856
    @puspanjalisuna9856 22 วันที่ผ่านมา +1

    Nice Gita beta God bless you

  • @prahladjhankar3441
    @prahladjhankar3441 4 หลายเดือนก่อน

    Very good Bharati sister god bless you go ahead thank you.

  • @jibankumarsunamudi6310
    @jibankumarsunamudi6310 ปีที่แล้ว +2

    Wondarfull Song & Sweet Voic 🙏🙏🙏🙏👌👌👌👏👏👏👏🌈🌈🌈🌈

  • @mahendramajhi8409
    @mahendramajhi8409 4 หลายเดือนก่อน

    Bahut Sundara gita ❤❤mara asa tame agaku agaku badhi chala au deshara nama rakha God bless you sister

  • @purandarkisan6289
    @purandarkisan6289 4 หลายเดือนก่อน

    Bahut badhia gauchos Bharati majhi madichala adbasir na rakhba sister purandar majhi always blessing Maa saraswati you try good reading ok Maa samle sabubele tumar pakhe pakhe achhe.

  • @uditkumarmajhi4754
    @uditkumarmajhi4754 4 หลายเดือนก่อน +3

    Very beautiful voice i like this song very much ❤🎉

  • @TunaDanak
    @TunaDanak 4 หลายเดือนก่อน +1

    Good song❤❤❤❤❤❤ god bless you bharati majhi

  • @Adibasilifestyle2022
    @Adibasilifestyle2022 4 หลายเดือนก่อน

    Wow very beautiful and sweetnes heart touching song thank you sister

  • @nirupamavlogsandfood
    @nirupamavlogsandfood 4 หลายเดือนก่อน +2

    ବହୁତ୍ ସୁନ୍ଦର ❤❤❤ ଭଗବାନ ମଙ୍ଗଳ କରନ୍ତୁ

  • @anatakishorrout9070
    @anatakishorrout9070 4 หลายเดือนก่อน +1

    May God bless you. Thank you. (Ananta sir.,)Gosigan
    Rajanagar.

  • @BloggerKaparaMurmu
    @BloggerKaparaMurmu 4 หลายเดือนก่อน +2

    ସୂର ବହୁତ ଭଲ ଲାଗୁଛି ଭାରତୀ ମାଝୀ

  • @Deben.-j8e
    @Deben.-j8e หลายเดือนก่อน

    ଅତି ସୁନ୍ଦର ହଇଛି ଏ ଗୀତ 👌👌👌👌👌👌👌👌👌👌

  • @sunilbhoi-vo4no
    @sunilbhoi-vo4no 4 หลายเดือนก่อน +1

    ❤❤❤ ,,,,, ଵୁହୁତ ଭଲ ଲାଗୁଛି
    ବହୁତ ସୁନ୍ଦର କଣ୍ଠ ❤❤

  • @Ratnakarzayn-te7dy
    @Ratnakarzayn-te7dy 4 หลายเดือนก่อน +2

    Adivasi Power ❤🇮🇳✊

  • @kailashharijan6771
    @kailashharijan6771 4 หลายเดือนก่อน +1

    ଅତି ସୁନ୍ଦର ଭାବରେ ସଂଗୀତ❤❤❤