Sir Bhata great khaila kirtan nai karan se kesio master school pilanku sikhasan opera re Male singer ❤ love you sir aji dekhi kari bahuta khusi lagi gala🙏🙏
Bahut badiha lagla .. guru shree sudarma Dash nku 🙏🙏🙏🙏prarut re kirtan kenta hebar katha j val se bujhale sunikari man vitre aape aape vakti jagrat heijauchhe . Samaste kirtan ra prakrut artha bujhikari kirtan kale krushna nam ta ahuri val se prachar heiparta...
Hare krishna
Great episode of kirtan world
Superb episode....
Two legends are in a frame.. 🙏🙏
🙏
🙏🙏🙏🙏 salute guruji
Jay jagannath🙏🙏 o
ବହୁତ ସୁନ୍ଦର ଲାଗିଲା। ସୁଧର୍ମା ସାର୍ ଙ୍କୁ ମୋର ପ୍ରଣାମ।
Emotional episode
ଗୁରୁବିନା ଜୀବନ ମୁଲ୍ଯ ହୀନ
ଅତିସୁନ୍ଦର ଭାଇ
ଗୁରୁଙ୍କ ପାଦ ତଳେ କୋଟି କୋଟି ପ୍ରଣାମ |
ଯାହାଙ୍କ ସ୍ୱର ଶୁଣିଲେ ହୃଦୟ ଆପେ ଆପେ ଭକ୍ତିଭାବ କୁ ଚାଲିଆସିଥାଏ |
गुरु ब्रम्हा गुरु विष्णु गुरु देव महेश्वर गुरु साक्षात परम ब्रह्म तसमे श्री गृभये नमः गुरु कंकर गुरु मिलन बहुत सुंदर कोटि कोटि नमन
Sir Bhata great khaila kirtan nai karan se kesio master school pilanku sikhasan opera re Male singer ❤ love you sir aji dekhi kari bahuta khusi lagi gala🙏🙏
କୀର୍ତ୍ତନ ଜଗତ୍ ର ସମ୍ରାଟ ଙ୍କୁ ଶତଶତ ନମସ୍କାର ।🙏🙏🙏🙏🙏
ବିନା ମୁଲ୍ୟେ ହରିନାମ
କି କୀର୍ତ୍ତନ ଧାରା ମାଧ୍ୟମରେ କୀର୍ତ୍ତନ କେ ଆରକେଷ୍ଟ୍ରା ଲେଖେ କରିକରି
ହଜାର ହଜାର ଭାଗ କରବାର ଟା ଭଲ ଆଏ ଯେ ଇ ବାବଦରେ ଦୁଇପଦ କହେବେ ?
ଧନ୍ୟବାଦ ଗୁରୁଦେବ
Hruday ku chhuigala guru au sikhya 😊😊
ଗୁରୁଙ୍କ ଗୁରୁ ପୂଜା ବହୁତ୍ ବହୁତ୍ ଭବଭକ୍ତି ପୂର୍ଣ୍ଣ
bahut sunder drushya chhabitie dekheithibaru apanku bahut dhanyabad sushanta babu
ଏହି ସାକ୍ଷାତକାର ଭକ୍ତି କିର୍ତନ କୁ ଆହୁରି ଆଗକୁ ନେଇଯାଉ।
🙏🙏🙏👌
ବହୁତ୍ ବହୁତ୍ ଧନ୍ୟବାଦ୍ ଆଜ୍ଞା
Jay ଜଗନ୍ନାଥ 🙏
Guru pada tale juhar
ଗୁରୁ ଶ୍ରୀ ସୁଧର୍ମା ଦାସ ଙ୍କୁ ସାକ୍ଷାତ ଦଣ୍ଡବତ ଏବଂ ନମ୍ଃ
🙏🙏guru sri
ପଣାମ, ସୁଧର୍ମା ଗୁରୁଜୀ।ଆପଣଙ୍କ ଘର ବରଗଡ ଜିଲ୍ଲାରେ ଜାଣି ଖୁସି ହେଲି।🙏🙏
ହରେ କୃଷ୍ଣ
Radhey Radhey Radhey 🙏🙏🙏
ବହୁତ ସୁନ୍ଦର ଉପସ୍ଥାପନା ଆଉ ଭଲ ପ୍ରୋଗ୍ରାମ ଟେ କଲ ଭଣଜା.....
Sat sat naman guru dev
Jai shri krishna Jai shri Radhe Radhe
ଗୁରୁ ବିନା ମୁକ୍ତି ନାହିଁ, ସଙ୍ଗସାରେ କିର୍ତ୍ତ କୁ ମନୋରଞ୍ଜନ ଭାଵୁଛନ।ଭକ୍ତ ହୃଦୟରେ ଭାବ ଭକ୍ତି ସ୍ଵର। ଭରିଉଠେ
ଗୁରୁ ଙ୍କ କୃପାରହିଥାଉ
Jaya Jaya radhe krishna
Time 20.00 ର ଦୃଶ୍ୟ ଆଖିରୁ ଲୁହ ବାହାରି ଗଲା ଭାଇ ।
Bahut achha video
जय जगन्नाथ महाप्रभु🙏🙏🙏
Kirtan video album Te karajau Das gurujinka kanthare samastanka pakhaku pahanchi pariba. ❤❤❤❤
Jaya jagannath
କୀର୍ତ୍ତନ ର ପ୍ରକୃତ ଧାରା କୁ ଆପଣ ବଜାୟ ରଖିଛନ୍ତି । ଅନ୍ୟମାନେ କୀର୍ତ୍ତନ ଧାରା ନାମରେ ଅର୍କେଷ୍ଟ୍ରା କରୁଛନ୍ତି
Pura right katha kahele bhai.au ladies kirtan jn kisam karu6n j .........
ଉପସ୍ଥାପନା ଠିକ ଲାଗୁନି ଭାଇ ଆଗ ନିଜର କଥା କୁ ଶୁଦ୍ଧ କର
Thank you. ...ame ta nijar bhul k jani ni paru dada apan mane tk enta kahile agke sudharibar k chesta karmu ...thank you
Jay shree gurudev,, apananka pada tale koti koti pranam janauchi guru bapa 🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Jai jagannath swami
ମୋର୍ ଭଗବାନଙ୍କ ପାଖେ ଗୁହାରି ସବୁବେଳେ ଗୁରୁ ଶ୍ରୀ ସୁଦ୍ରମା ଦାସ କୁଂ ଭଲଭାବେ ରଖିଥାଉନ୍ ଆଉ ଆମର୍ ଉପରେ ତାଙ୍କର ଆଶୀର୍ବାଦ ଥାଉ
ସୁଶାନ୍ତ ଭାଇ ବହୁତ୍ ଧନ୍ୟବାଦ ଏମିତି ସାକ୍ଷାତକାର ଲାଗି
Prakrit guru kebala ❤❤
Guru puja dekhi luha asigala guruji pranam samaj ku bahut bhal message
ଅତି ସୁନ୍ଦର ଉପସ୍ଥାପନା ଅତି ଉଚ୍ଚକୋଟୀର ଧନ୍ୟବାଦ ଜ୍ଞାପନ କରୁଛି ଆପଣଙ୍କ ଉପସ୍ଥାପନା ପାଇଁ
ବହୁତ ସୁନ୍ଦର ଭଜନ ଗlୟକ ଏବଂ ବହୁତ ସୁନ୍ଦର ଉପସ୍ଥାପନା 🙏🙏🙏
Jai shreeram
Odisha ra 1no gayak
Guru Shree Sudrama Das.
ମୁଁ ଆପଣଙ୍କ ଉପସ୍ଥାପନା ଏବଂ କଣ୍ଠସ୍ୱର ଶୁଣି ମତେ ଲାଗେ ଏଇଟା ମୋର ନିଜଶ୍ଵ ମତ ମତେ ଲାଗୁଚି ଆପଣଙ୍କ ଠାରେ ଚୈତନ୍ୟ ମହାପ୍ରଭୁଙ୍କ ଅଂଶ ରହିଛି ଏହା ମୋର ଅନ୍ତର ଆତ୍ମାର କଥା
କେନ ଗାଁ ର ଆଉ ମୋବାଇଲ ନମ୍ବର ଟା ଦିଅ
Heart touching
ସୁଶାନ୍ତ ଦାଦା ଇ ଭିଡିଓ ଟା ମୋର୍ ହୃଦୟ କେ ପୁରା ଛି ଦେଲା 😭🙏👍👌😭🙏🙏👍❤️🙏🙏👍👌
ବହୁତ ସୁନ୍ଦର 🙏🙏🙏🙏
ବହୁତ ସୁନ୍ଦର ଆଜ୍ଞା
Thank you. ..please share
ସେହି ଗୁରୁଦେବ ପାଦେ ମୋର କୋଟି ପ୍ରଣାମ🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Pachim odisha ra gourab a🙏🙏
ରାଧେ ରାଧେ ଗୁରୁ ଜି 🙏🙏🙏
ସୁଶାନ୍ତ ଦାଦା ଜୁହାର, ଜାହାକେ ସଭେ ଖୁଜୁ ପାଇ ଗଲେ, ଦାଦା ଇ ଉପସ୍ଥାପନ ମନ କୁ ଛୁଇଁ ନେଲା
ବହୁତ ବହୁତ ଧନ୍ଯବାଦ । ଏତକି ଅନୁରୋଧ ଭିଡିଓ କେ ସେଆର୍ କରୁଁ ।
Ladies kirtan bagir guru
Bahut khusi lagla Sushant da guru Sri sudarma sir nku dekhi 🙏🙏💞💞
Jay sri Raam
Guru🙏
ଭେରି ଇମୋସନାଲ ଏପିସୋଡ,ଗୁରୁ ସର୍ବତ୍ର ପୂଜୀତେ ।
🙏🙏🙏
ବହୁତ ବଢ଼ିଆ ଲାଗିଲା ଧନ୍ୟବାଦ ଭାଇ
👍
Very very very nice susanta dada
Jai jagannath swami krupakara Prabhu
Guru sudharma dash you are the great I can’t believe this is happening nowadays. when I saw this I feel as if I am in Vaikuntha with God Srikrisna.
ସତ୍ ସତ୍ ନମନ୍ ଗୁରୁଦେବ୍, ଜୟ ଜଗନ୍ନାଥ ।
Sushant sir aapanku anurodh ki aapanka channel madhyam re Guru sree Ghanashyam Nag nkar program tike dekhate bele bhal heta
Sri Sudharma guru ji nka mobile no diantu
ସେହି ଗୁରୁଦେବ ଙ୍କ ପାଦେ ମୋର କୋଟି କୋଟି ପ୍ରଣାମ 🙏🙏🙏🙏🙏🙏🙏🙏🙏
Tilak dash panchdhar kirtan tahaku tk show re nia dada
କୀର୍ତନ ର କଥା ନି କହନା ଭାଇ ସାର ତ ଠିକ କଥା କହିଲେ ଟୁକେଲ କୀର୍ତନ ବାହାର ଲା ଦିନୁ ସବୁ ଖରାବ ହେଲା କୀର୍ତନ ନିଁହେବାର ଦଣ୍ଡ କରୁଛନ
କିର୍ତ୍ତନର ଭାବ, ଭକ୍ତି, ପ୍ରେମ, ଆଧ୍ୟାତ୍ମିକ ବିଷୟରେ ଅନେକ କିଛି ଜାଣିହେଲା.....Really heart touching
My fevorite Udanda kirtan gayak Sudharma Das 🙏👍👌🙏👍👌
Guru shree sudharma is the great.
Gurujii super gayak sir 👏👏👏👏
Thank you
Nyc dada
Bahut bhav khayshan ho aame taku sanvar bahut prayash kalu
Really Das sir Top most kirtan Singer in odisha
ତିଲକ ଦାଶ ଆଉ ନିତ୍ୟାନନ୍ଦ ଭୋଇ ସାଂଗେ ସାକ୍ଷାତ୍ ହେଇକରିଁ ତାକର୍ ମନର କଥା ଟିକେ ଆମର୍ ଦର୍ଷକ୍ ମାନକୁ ସେୟାର୍ କର୍ଲେ ଭଲ୍ ହେତା ଆଜ୍ଞା lll ଜୟ ଜଗନ୍ନାଥ ଜୟ ମାଁ ସମଲେଶ୍ଵରୀ lll
Sure karma ...
Tilak Das sange katha hema k dada?
ବହୁତ୍ ବଢିଆ ହେବା ମୋର୍ ଭାଇ
Hmm
Kirtan World ra Legend......
Radhe Radhe🙏🙏🙏
Radhe shyaam
very nice guru ji radhe radhe
Jay Jagannath
Guru Sri sudharma dash nk gurunka ganr naa ta kana tk kahebe jaldi
Jai jagnnath Mahaprbhu 👏👏👏
Nice dada
Mor akhinru pani bahari gala....
Jay Radhe
Bahut badiha lagla .. guru shree sudarma Dash nku 🙏🙏🙏🙏prarut re kirtan kenta hebar katha j val se bujhale sunikari man vitre aape aape vakti jagrat heijauchhe . Samaste kirtan ra prakrut artha bujhikari kirtan kale krushna nam ta ahuri val se prachar heiparta...
Thank you so much. .please share
1 ଘଣ୍ଟା ଭିଡ଼ିଓ ହେଇଥିଲେ ଭଲ ହୋଇଥାନ୍ତା।
🙏🙏🙏 ଜୟ ଜଗନ୍ନାଥ 🙏🙏🙏 ଜୟ ମାଁ ସମଲେଇ 🙏🙏🙏 💞
Jaya jagannath 🙏🏼🙏🏼🙏🏼🙏🏼🙏🏼
Radhe radhe🙏🙏🙏🙏🙏🙏
Guru ta bhakti kirtan chain Kari disco kirtan karuchan
Jay gurudev 🙏🙏🙏