ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
Jai Jagannath same 🙏🙏🙏🙏🙏🙏
🌷ଜଯୂପଞସଖା 🌷ଶୀମନନାରାଯୃଣ 🌷
❤️🙏🙏🙏❤️
ଜୟ 🌴🚩ଶ୍ରୀ 🚩🌴ପଞ୍ଚସଖା 🌴🚩🚩🌴ଜୟ🚩🌿 ଶ୍ରୀ🌴🚩 ମାଳିକା🚩🍀 ବଚନ 🚩🍀ଜୟ 🌿🚩ମାଁ 🌿🚩ତାରା 🚩🌿ତାରିଣି🚩🌴
ପ୍ରଣାମ🌿🌱 ଗୁରୁ 🌱🌿ଦେବ 🌿🌱🙏🙏🙏
" କଳି ର ଅନୀତି ଦେଖି ଲକ୍ଷ୍ମୀ ପତି କ୍ଷେତ୍ରୀୟ କୂଳ ରେ ଜନ୍ମ ମ୍ଲେ ଛ ସଂହାରିବି ଭକ୍ତଙ୍କୁ ରଖିବି ନ ରହିବେ ଦାନବ ଗଣ ଭଣ୍ଡ ପାପୀ ତପି ହେଲେ ବଛା ବଛି ହେଲିମୁ କଳକୀ ରାଜନ, ପରୀକ୍ଷା କରିବି ମ୍ଲେ ଛ ନାଶୁଥିବି ନ ଜାଣିବେ ଯୋଗୀ ଗଣ ଭକ୍ତ ଙ୍କ ସାଙ୍ଗରେ ଲୀଳା କରୁ ଥିବି ଗୃହସ୍ଥ ଧର୍ମ ରେ ରହି, ମୋହର ମାୟା ରେ ମୋତେ ନ ଚିହ୍ନିବେ ଦଉଥିବି ଅପମାନ ସବୁ ଦେବ ନାରୀ ମୋତେ ଛନ୍ତି ବରି ମୁକତି ଲଭି ବା ପାଇଁ, ବ୍ରହ୍ମା, ବିଷ୍ଣୁ, ଶିବ କଳାକୁ ଧରି ମ୍ଲେ ଛ ନାଶୁ ଥିବି କଳକୀ ହରି, ଚଉଷଠି ଯୋଗନୀ କୁ ମୁଁ ଦେବି ଆଦେଶ ନରଦତ୍ତ କୁ କରିବ ନାଶ, ନାରୀ ରୂପେ ଯୋଗ୍ନି ଜନ୍ମ ଲଭିଲେ ପୁରୁଷ କୁ ନାରୀ ଆକୃଷ୍ଟ କଲେ ମାୟାରେ ପଡ଼ିବେ ମାନବ ଗଣ ନିଶ୍ଚେ ନାଶ ଯିବେ ଯୁବକ ଜନ, କଳା ଗିରୀ ଠାରେ ଗୁପତେ ଥିବି ଜ୍ଞାନ ଖଡ଼ଗ ହସ୍ତରେ ଧରିବି, କଳା ଅଶ୍ଵ ମୋର ସାରଥୀ ହେବ ପାପୀ ତପି ମ୍ଲେ ଛ ବିନାଶ ଯିବ " ସାଧୁ ବାବାଙ୍କ ନିଶୃତ ବାଣୀ 🙏🙏🙏 ଜୟ କଳକୀ ରାମ 🙏🙏🙏
କ୍ଷେତ୍ରୀୟ ଶବ୍ଦ ତତ୍ତ୍ୱ ପୂର୍ଣ୍ଣ ର ଲେଖା କାରଣ ଜ୍ଞାନର ଖଡ୍ଗ ଯେହେତୁ ଶ୍ରୀ ଶ୍ରୀ ଶ୍ରୀ କେଶବ ସୁନ୍ଦର ଧରିଛନ୍ତି ଏ ଯୁଗରେ ସେ କାହାକୁ ନିଜେ ବଧ କରିବେ ନାହିଁ।ସତ୍ୟ ,ଶାନ୍ତି ,ଦୟା ,କ୍ଷମା ।ଶଙ୍ଖ ,ଚକ୍ର ,ଗଦା ,ପଦ୍ମ ।ବ୍ରାହ୍ମଣ ,କ୍ଷେତ୍ରୀୟ ,ବୈଶ୍ୟ ,ଶୁଦ୍ର ।ମୁଖ ,ବାହୁ ,ହୃଦୟ ,ପାଦ।ପାଳିପଡିଛି ଶୁଦ୍ର କୂଳରେ ଲୀଳା କରିବା ପାଇଁ ,ଧର୍ମ ହେଲା କ୍ଷମା ।ଚିନ୍ହ ହେଲା ପଦ୍ମ ।ପଦ୍ମରେ ଭଗବାନ କାହାକୁ ବଦ୍ଧ କରିବେ ନାହିଁ।ଜ୍ଞାନ ଅସ୍ତ୍ର 'ଚରମ' ଶାସ୍ତ୍ର ବା ଜ୍ଞାନ ଖଡ୍ଗ ଦ୍ୱାରା ଜୀଵ ଭିତରେ ଥିବା ମ୍ଳେଚ୍ଚ ତ୍ୱକୁ ବା ପ୍ରକୃତିକୁ ବଦଳାଇ ଦେବା ପାଇଁ ସୂତ୍ର ପ୍ରଦାନ କରିଛନ୍ତି ।ଯାହା ଯୁଗ ଯୁଗ ଧରି ମ୍ଳେଚ୍ଚ ସୃଷ୍ଟି ହେବେ ନାହିଁ ।ତେଣୁ କଳି ଯୁଗର ଅବତାରୀ ବ୍ରହ୍ମ ଶ୍ରୀ ଶ୍ରୀ ଶ୍ରୀ କେଶବ ଚନ୍ଦ୍ର କୌଣସି ଜୀବକୁ ନିଜେ ବଦ୍ଧ କରିବେ ନାହିଁ।କ୍ଷମା ଗୁଣ ଦ୍ୱାରା ସେ ସକଳ ଜୀବକୁ ମୁକ୍ତିର ବାଟ ବତାଇ ଦେଲେ ଯାହା ଏ ଯୁଗରେ ଯାହା ଥିଲା ଅସମ୍ଭବ ତାହା ସମ୍ଭବ ହେଲା ।ସହଜ, ସରଳ ,ସ୍ୱଳ୍ପ ସମୟ ଭିତରେ ଜୀଵ ଉଦ୍ଧାର ପାଇଁ ମୁକ୍ତି ମୋକ୍ଷ ନିର୍ବାଣ ର ସୂତ୍ର ବତାଇ ଜୀଵ ଭିତରେ ଥିବା ଅଜ୍ଞାନତା ବା ମ୍ଳେଚ୍ଚ ସ୍ୱଭାବକୁ ସଂହାର କଲେ ଜ୍ଞାନ ଖଡ୍ଗ ଦ୍ୱାରା ।
"ଧର୍ମ ପ୍ରତିଷ୍ଠା ପାଇଁ କ୍ଷମା ହୋଇପାରିବ ନାହିଁ। ପରମ ଶକ୍ତିମାନ ପ୍ରଭୁ ସତ୍ୟ ଯୁଗରେ ଧର୍ମ ପାଇଁ ହିରଣ୍ୟ କ୍ଷ ଦତ୍ତକୁ ବଧ କରି ସତ୍ୟ ସନାତନ ଧର୍ମ ପ୍ରତିଷ୍ଠା କରିଥିଲେ। ତ୍ରେତୟା ରେ ପ୍ରଭୁ ଶ୍ରୀରାମ ଚନ୍ଦ୍ର ସତ୍ୟ ସନାତନ ଧର୍ମ ପାଇଁ ତ୍ରିଲୋକ ବିଜୟୀ ଲଙ୍କେଶ ରାବଣ ଓ ତାଙ୍କ ବଂଶଜ କୁ ବଧ କରି ଧର୍ମ ପ୍ରତିଷ୍ଠା କରିଥିଲେ। ଦ୍ଵାପର ଯୁଗରେ ପରମ ଅବତାରୀ ପ୍ରଭୁ ଶ୍ରୀକଷ୍ଣ କଂସ ବଧ କରିଥିଲେ ଓ ମହାଭାରତ ଯୁଦ୍ଧରେ କୌରବ ଙ୍କ ବଂଶ ଧ୍ଵଂସ କରି ସତ୍ୟ ସନାତନ ଧର୍ମ ପ୍ରତିଷ୍ଠା କରିଥିଲେ। କଳି ଯୁଗରେ ପ୍ରଭୁ କଳକୀ ରାମ ଧର୍ମ ପାଇଁ କରିବେ ନାହିଁ। ମ୍ଲେ ଛ ସଂହାରୀ ଜ୍ଞାନ ରୂପକ ଅସ୍ତ୍ର ରେ ଧର୍ମ ପ୍ରତିଷ୍ଠା କରିବେ"।🙏🙏🙏 ଜୟ କଳକୀ ରାମ 🙏🙏🙏
@@chandramanimajhi1162 ପୂର୍ବ ଯୁଗକୁ ଆପଣ ବର୍ତ୍ତମାନରେ କାହିଁକି ରଖୁଛନ୍ତି?ରାମ ରୂପ, ରାମ ଙ୍କ ଲୀଳା ପୁନରାବୃତ୍ତି ଦ୍ୱାପର ଯୁଗରେ ହୋଇନି କି ଦ୍ୱାପର ଯୁଗର ଲୀଳା କଳି ଯୁଗରେ ହେବନି।ପୂର୍ବ ଯୁଗ ମାନଙ୍କରେ ହାତ ଗଣତି କେତେଜଣ ରାକ୍ଷସ ଥିଲେ ସେ ସମୟ ପାଇଁ ବଦ୍ଧ ର ଆବଶ୍ୟକ ଥିଲା।ଭାଗବତ କୁହନ୍ତି ,ମାଛ ମାଉଁସ ସୁରା ପାନ ଏ ସବୁ ଅସୁର ଭୋଜନ ।ତେବେ କଳି ଯୁଗରେ ଅସୁର ଗଣି ପାରିବକି? ଆକୃତିରେ ପୂର୍ବ ଯୁଗ ପରି କଳିଯୁଗର ଅସୁର ନାହାଁନ୍ତି। କଳି ଯୁଗର ଅସୁର ହେଉଛି ପ୍ରକୃତିରେ ଅସୁର।ତେଣୁ ସେମାନଙ୍କୁ ଗଣି ପାରିବେକି?ଭାଗବତ କୁହନ୍ତି ।ତୁ ନାଥ ପରମ ଦୟାଳୁ ।ତେଣୁ କଳି ଯୁଗର ଅସୁର ଆକୃତତିରେ ଅସୁର ନୁହଁନ୍ତି।ସେମାନେ ପ୍ରକୃତିରେ ଅସୁର ।ତେଣୁ କଳିଯୁଗର ଅବତାର ସଂହାର କାହିଁକି କରିବେ? ସେ ଜୀବର ପ୍ରକୃତିକୁ ଜ୍ଞାନ ଅସ୍ତ୍ର ଶ୍ରୀ ଚରମ ଅସ୍ତ୍ର ଦ୍ୱାରା ବିନାଶ କଲେ କରୁଛନ୍ତି କରୁଥିବେ।
@@jariakuliaspiritualchannel3865bhai tuma comment suniki bhari hasa laguchhi. Tuma kahiba katha ramanka,krushnanka lila kebala se juga pain se jugar lokanka pain thila. Tame ebe gita bhagabata kahinki padhuchha se bi se jugara.
"ପ୍ରଭୁ ବିଷ୍ଣୁ ସତ୍ୟ ଯୁଗ, ତ୍ରେତୟା ଯୁଗ, ଦ୍ଵାପର ଯୁଗ ରେ ଅବତାରୀ ହୋଇ ଅନେକ ଭକ୍ତି ପୂତ ନାରୀ ମାନ ଙ୍କୁ କଥା ଦେଇଥିଲେ। ପ୍ରତୀକ୍ଷା ରତ ସ୍ଵାଧୀମାନ ଙ୍କ ସହିତ ପ୍ରଭୁ କଳକୀ ରାମ ଙ୍କ ମିଳନ କେବେ ହେବ ଓ କଳି ଯୁଗରେ ପ୍ରଭୁ କଳକୀ ରାମ ସହସ୍ର ନାରୀ ଙ୍କୁ ସ୍ତ୍ରୀ ରୂପେ ଗ୍ରହଣ କେବେ ପ୍ରଭୁ କଳକୀ ରାମ ଲୀଳା ଆରମ୍ଭ କରିବେ?"🙏🙏🙏 ଜୟ କଳକୀ ରାମ 🙏🙏🙏
କୋଉ ଶାସ୍ତ୍ରରେ ଆପଣ ପଢ଼ିଛନ୍ତି ଯେ କଳି ଯୁଗର ଭଗବାନ ପୂର୍ବ ଯୁଗରେ ଭକ୍ତି ପୂତ ନାରୀ ମାନଙ୍କୁ କଥା ଦେଇଥିଲେ ସେମାନଙ୍କୁ ସ୍ତ୍ରୀ କରିବେ କଳି ଅବତାର ବା କଳ୍କୀ ଅବତାରରେ ।ଶାସ୍ତ୍ର ଗୁରୁ କରି ପଢ଼ ତେବେ ଯାଇ ବୁଝି ପାରିବ।
Pramod Bhai bhagban ku janibaku brmhakumari asram jaantu Satya parichaya janatu
କେତେବେଳେ ଟିକେ time ବାହାର କରି ସ୍ବର୍ଣ୍ଣକ୍ଷେତ୍ର ମାହାଙ୍ଗା ଆସନ୍ତୁ।ପୃଥିବେରେ ଯେତେ ସମ୍ପ୍ରଦାୟ ଅଛି ସେ ସମସ୍ତ ସମ୍ପ୍ରଦାୟର ଉତ୍ସ ପୁରୁଷଙ୍କୁ ଦେଖିଯିବେ।
ଜୟ ଜଗନ୍ନାଥ
ॐ ଜୟ ଜଗନ୍ନାଥ ଜୟ ପଞ୍ଚସଖା କି ଜୟ
Jay Jagannath,
Jaya kalki keshaba narayana ame khoji khji aji pakhare pai dhanya helu prabhu mahangarre achanti ame ade sade buluchu
Jay guru saymi🙏🙏🙏🙏🙏
Omm kesabaya namha guruswami charama natha ki jay
ଜରିଆ କୁଞ୍ଜ ବିହାରୀ କି ଜୟ l ଗୁରୁସ୍ଵାମୀ 🙏
Guruswami🙏🙏🙏charamanatha ki jay🙏🙏🙏
Guruswami 🙏
Jay jaganath Jay shree Achutananda Jay pancha sakha
Ate pakhare bhagawana janma neichhanti ame khojuchhu he prabhu amaku sarana ku nia prabhu.
Jaya Jagannath he keshab
Jay guru swami
Dhanya heli prabhu ete ade khoji khoji apana mo pakhare kintu mu ete hatabhaga stula sarira darshana kariparili nahi he prabhu keshab kshyama kara
Bhai guruswami dukakaribara kichinahi jadi apana stulare jadi darsana kariparilani tebe ebebi samaya achi mahanga jaantu dhara niaantu oo sukhmare darsana karantu omm kesabaya namaha
Guruswami
Superb