ଗୁରୁଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ଘୋଷଣା ରାଜ୍ୟସ୍ତରୀୟଗୁରୁଦିବସ ଉତ୍ସବରେ ବଡ଼ଘୋଷଣା ଏବେ ପ୍ରାଥମିକଶିକ୍ଷା ଓ ଶିକ୍ଷକ

แชร์
ฝัง
  • เผยแพร่เมื่อ 18 ก.ย. 2024
  • ଗୁରୁଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ଘୋଷଣା ରାଜ୍ୟସ୍ତରୀୟଗୁରୁଦିବସ ଉତ୍ସବରେ ବଡ଼ଘୋଷଣା ଏବେ ପ୍ରାଥମିକଶିକ୍ଷା ଓ ଶିକ୍ଷକ
    #rashmitube

ความคิดเห็น • 59

  • @mahendrasamalmuna4232
    @mahendrasamalmuna4232 13 วันที่ผ่านมา +10

    ଗୁରୁ ଦିବସରେ ଗୁରୁଙ୍କୁ ସମ୍ମାନ କରିବା ପାଇଁ ପ୍ରାଥମିକ ଶିକ୍ଷକ ଦୁଃଖ ଦୂର କରିବାକୁ ପଦକ୍ଷେପ ନେବା ଉଚିତ।ଦରମା ଅନ୍ୟ ରାଜ୍ୟ ଗୁଡ଼ିକ ପରି ଗ୍ରେଡପେ ବୃଦ୍ଧି କରନ୍ତୁ,,,

  • @GeetajiBehera
    @GeetajiBehera 13 วันที่ผ่านมา +12

    ପ୍ରତେକ ପ୍ରାଥମିକ ବିଦ୍ୟାଳୟ ରେ ପିଅନ ଦିଅନ୍ତୁ

  • @balaramjena1957
    @balaramjena1957 11 วันที่ผ่านมา

    ଧନ୍ୟବାଦ୍ ଗୁରୁ ଦିବସ ର ନୂତନ ପ୍ରଚଳନ ପାଇଁ। ଗୁରୁ ଶିଷ୍ୟର ସମ୍ପର୍କ କୁ ବୃଦ୍ଧି କରନ୍ତୁ ଏବଂ ସରକାରୀ ସ୍କୁଲରେ ପାଠପଢା ପାଇଁ ଲୁକଙ୍କ ବିଶ୍ୱାସ କମି ଯାଉଛି ତାକୁ ରକ୍ଷା କରିବାକୁ ପଦକ୍ଷେପ ନିଅନ୍ତୁ।

  • @d.kpradhan5696
    @d.kpradhan5696 13 วันที่ผ่านมา +2

    ଆଜି ଶିକ୍ଷକ ରାଜ ରାସ୍ତାରେ,😢

  • @sivaprasadjena2407
    @sivaprasadjena2407 13 วันที่ผ่านมา +3

    ଗୁରୁ ସବୁବେଳେ ଚିନ୍ତାରେ ରହିଲା କେବେ ରାଜରାସ୍ତାକୁ ଯିବ ବା କେଉଁଦିନ କୋର୍ଟକୁ ଯିବ l ତା ମନକୁ ପାଠ ପଢା ଚିନ୍ତା ଆସୁନାହିଁ l ପିଲାଙ୍କର ପାଠ ପଢ଼ା କେମିତି ହେବ l ନିପୁଣ ଓଡ଼ିଶା କେମିତି ସମ୍ଭବ ହେବ l 🙏

  • @jagatanandsagar5879
    @jagatanandsagar5879 13 วันที่ผ่านมา +8

    ଭାଷଣ ଭାଲ ଦେଇଛ ହେଲେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷମାନଙ୍କୁ 4200 GP ଦିଆଯାଉ l ଶିକ୍ଷକ ଜାତି କୁ ଯଦି ଭାଲ ପାଉଛ ହେଲେ l

  • @Sweetjyoti-z4w
    @Sweetjyoti-z4w 13 วันที่ผ่านมา +3

    JTs ku regular karajau.. 😢😢😢

  • @sanjaykumarmuduli6162
    @sanjaykumarmuduli6162 13 วันที่ผ่านมา

    Very pleasing & inspiring eloquence by our new ministers. Proud of u.

  • @bikrambarik8257
    @bikrambarik8257 13 วันที่ผ่านมา +2

    ସବୁକଥା ଠିକ୍ ଅଛି ହେଲେ jts scamatic ରେ ଶିକ୍ଷିତ, ତାଲିମ୍ ପ୍ରାପ୍ତ ବେକାର ଶିକ୍ଷକ ମାନଙ୍କ ବେକାରୀ ଭତ୍ତା ଏଥର କେତେ କରାଯିବ???? ସେଇ Rs.11200 କି ??? ମାନେ ଦିନକୁ 361 ଟଙ୍କା ??? ୱାଉ କି ବାର୍ତ୍ତା ଦେଉଛନ୍ତି ସରକାର।

  • @santoshsatapathy4249
    @santoshsatapathy4249 13 วันที่ผ่านมา +1

    Nature is best teacher

  • @BijaykishoreBeura
    @BijaykishoreBeura 13 วันที่ผ่านมา +4

    Primary teacher nku salary nahi Duty pean, clerk, teacher etc

  • @sureshchandradas88
    @sureshchandradas88 13 วันที่ผ่านมา +1

    Excellent speech suryawanshi Suraj ji ❤

  • @manojmohapatra798
    @manojmohapatra798 13 วันที่ผ่านมา +3

    ଭଲ ମୂଖ୍ଯ ମଂତ୍ରୀ ନବକୃଷ୍ଣ ଚୌଧୁରୀ କଂ ପରି ବିଇଡ଼ି ଟିଚର୍ସ କୁଂ ବିଇଡ଼ି scale ଦିଅନ୍ତୁ ଏତିକି ବିନତୀ

  • @subaschandrapradhan2201
    @subaschandrapradhan2201 13 วันที่ผ่านมา +2

    please count 6 years contractual periods

  • @dronacharyabhaisal7964
    @dronacharyabhaisal7964 12 วันที่ผ่านมา

    ତୁଳସୀ ଦାସ ଭାଇ U right

  • @mahendrasamalmuna4232
    @mahendrasamalmuna4232 13 วันที่ผ่านมา +1

    ବିଧାନସଭା ପ୍ରଶ୍ନ କରିଛନ୍ତି କିନ୍ତୁ କରିବା ସମୟରେ ଚୁପ୍,,,, କାହିଁକି,,,, ସେ ପ୍ରଶ୍ନର ଅର୍ଥ କ'ଣ,,,,,

  • @sujatasarkar1530
    @sujatasarkar1530 13 วันที่ผ่านมา +2

    Besi kasta primary lable re hauchhi...

  • @r.j1778
    @r.j1778 12 วันที่ผ่านมา

    ଗୁରୁ ଦିବସରେ ଗୁରୁଙ୍କୁ ନା।

  • @dronacharyabhaisal7964
    @dronacharyabhaisal7964 12 วันที่ผ่านมา

    ଜଣେ ଜଣେ OPS ଶିକ୍ଷକ ଙ୍କୁ 33 ବର୍ଷ ରୁ ଅଧିକ ହେଲାଣି କାହାର 35-36-39 ସେମାନେ ନିଜେ କହୁଛନ୍ତି ବାପା ରେ କେବେ
    ଅବସର ହେଲେ ବିଶ୍ରାମ ମିଳବା ଆଉ ସ୍କୁଲ ରେ ରହିବାକୁ ଭଲ ନେଇ ଲାଗୁଛି ବୋଲି
    ତେଣୁ ସରକାର ଏଥି ପ୍ରତି ଧ୍ୟାନ ଦେବା କଥା
    ଆଉ ଯେଉଁ ସାର ମାନଙ୍କୁ 33 ଚାକିରୀ ହୋଇ ଗଲାଣି, ସେମାଙ୍କୁ ଅବସର ଦେଇ ଦେବା କଥା ଓ ଵର୍ତ୍ତମାନ ଯାହାର ବୟସ
    40 ରୁ ଅଧିକ ଵା 50-55-58 ବର୍ଷ ହେଲାଣି ସେମାନେ କମ ଦରମାରେ ଖଟି ଖଟି ରେଗୁଲାର କିମ୍ବା ପ୍ରମୋସନ ହେଇ ପଟୁ ନାହାନ୍ତି, ଏହି କନିଷ୍ଠ ସାର ମାନଂକୁ ଗ୍ରେଡେସନ ର ମାନ୍ୟତା ଦେଇ ସେମାଙ୍କର ଚାକିରୀ କୁ 62 ରୁ 65 ବର୍ଷ କୁ ସମୟ ବୃଦ୍ଧି କରିବା କଥା 🙏 🙏🙏

  • @sknayak2743
    @sknayak2743 12 วันที่ผ่านมา

    ଗୁରୁ ଦିବସରେ ଗୁରୁଜୀ ଓ ଗୁରୁମା ମାନଙ୍କ ପାଇଁ ନୂଆ କ'ଣ ଘୋଷଣା କଲେ? ପ୍ରାଥମିକ ଶିକ୍ଷକ ମାନଙ୍କ ପଦୋନ୍ନତି ଓ ବଦଳି ପ୍ରକ୍ରିୟାରେ କେବେ ସୁଧାର ଆସିବ? କ'ଣ ପରିବର୍ତ୍ତନ କରିବେ?

  • @anantgopalrout6425
    @anantgopalrout6425 13 วันที่ผ่านมา

    Ok

  • @arjunpanda5389
    @arjunpanda5389 13 วันที่ผ่านมา +1

    Rs 13500 per month teacher educators in DIETS of odisha. Commissioner and minister think about them. They are working since 2012.

  • @dolamanisahu3896
    @dolamanisahu3896 13 วันที่ผ่านมา

    ସବୁ Department re regular appoinment ହେଉଛି Elementary Teacher କୁ କାହିଁକିଏତେ ଅଣ ଦେଖା contractual (schematic) appoinment ଦିଆହେଉଛି,ବିଚିତ୍ର ଚିନ୍ତା ଧାରା

  • @manoranjansahu202
    @manoranjansahu202 13 วันที่ผ่านมา +2

    Kebe aau sikshya khetraku parivartan Kariba ..Khali Katha.....Kathare peta puribani.........

  • @dinabandhudash1896
    @dinabandhudash1896 13 วันที่ผ่านมา +1

    ସମାଜର ମାନଦଣ୍ଡ ହେଉଛି ଶିକ୍ଷା!ତେଣୁକରି ପବିତ୍ର ଦିବସରେ ଗୁରୁ ମାନଙ୍କ ଦାବି ବିଚାରକୁ ନେଇ ସନ୍ତୁଷ୍ଟ କରାଇଲେ ଶିକ୍ଷାର ମାନ ବୃଦ୍ଧି ହେବାସଙ୍ଗେ ରାଜ୍ୟରେ ପ୍ରଗତି ଆଗକୁ ଆଗକୁ ମାଡି ଚାଲିବ,ଏଥିରେ ସନ୍ଦେହ ନାହିଁ!

  • @sasmitapatra1976
    @sasmitapatra1976 13 วันที่ผ่านมา +1

    Mam please abolish contractual system from primary education..🙏🙏🙏

  • @Jalibarik189
    @Jalibarik189 13 วันที่ผ่านมา +2

    CM nkara katha adhika kama kam😅😅😅

  • @BijaykishoreBeura
    @BijaykishoreBeura 13 วันที่ผ่านมา +2

    Sarkar c. T. Teachernku 2200 G. P. DiaB. Ed. Nku 4200 G. P. Dia Danda jukta kara kemiti sikhya success nahaba dekhiba BJ D tharu copy kale kichi lava nahi.

    • @nirmalhial9429
      @nirmalhial9429 13 วันที่ผ่านมา +1

      Equal pay for equal work.

  • @jadabanandadas473
    @jadabanandadas473 13 วันที่ผ่านมา +1

    Teacher mananku kana dela kuha.ops kebe lagu kariba kuha.

  • @ramachandradashekamba5765
    @ramachandradashekamba5765 13 วันที่ผ่านมา

    We want ops

  • @dillipdehuri9
    @dillipdehuri9 13 วันที่ผ่านมา

    ଆଜିର ପବିତ୍ର ଗୁରୁ ଦିବସ ଅବସରରେ ଆପଣଙ୍କ ସରକାର ଗୁରୁ ମାନଙ୍କୁ କ'ଣ ଭେଟି ଦେଲ ? କେବଳ ପ୍ରତାରଣା । ଆମେ ସମସ୍ତେ ଭୁଲ କରିଦେଲୁ ଆପଣଙ୍କ ଦଳକୁ ଭୋଟ ଦେଇ ।

  • @Wwehitsmatches1
    @Wwehitsmatches1 13 วันที่ผ่านมา

    କିଛି ହେବ ନାହିଁ ଓଡ଼ିଶାରେ 17 years ହେଲା ଯେତେ ବି +2,+3 କଲେଜ ରେ ଏବେ ଯାଏଁ GIA policy ଲାଗୁ କରାଯାଇ ନାହିଁ ଆଜି ପରି ଦିନ ରେ ଓଡ଼ିଶା ର ମୁଖ୍ୟ ମନ୍ତ୍ରି ଶ୍ରୀ ମୋହନ ମାଝୀ ଆଉ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କୁ ଲଜ୍ଜ୍ୟା ଲାଗିବା କଥା ଯେ କିଛି ନ ଜାଣିଲା ପରି ଚୁପ୍ ଅଛନ୍ତି

  • @prakashchandramuduli1319
    @prakashchandramuduli1319 13 วันที่ผ่านมา

    ସଂଗୀତ ଓ କ୍ରୀଡା ଶିକ୍ଷକମାନଙ୍କୁ କେବେ ରେ ଗୁଲାର କରିବେ ଓ ଦରମା କେବେ ବଢାଇ ବେଟିକେ କହିବେ କିଏ

  • @tulusirdaspattanayak5671
    @tulusirdaspattanayak5671 13 วันที่ผ่านมา +1

    ଆଉ କେହି ଲୟାର ପିଏମଜି ଯିବ ନାହିଁ ରେ। ସେହି କାଗଜ କଲମରେ ଯାହା କଥା ବାର୍ତ୍ତା। ସୋମବାର ମୁଖ୍ୟମନ୍ତ୍ରୀ ଙ୍କୁ ବାଲାଜୀ ନଡ଼ିଆ ତେଲ ନେଇ ମାଲିସ କରିବ।ଓଟିଇଟି କ୍ଲିଏର ଅଛି ତ ଆଗକୁ ଚାଲ ନ ହେଲେ ଏକ୍ସ କାର୍ଡାର ହୋଇ ରହିଯିବ।
    ଏହି ବର୍ଷ ଯେଉଁ ପିଲା ଜେଟି ସ୍କିମାଟିକ ରେ ଚାକିରି ପାଇବେ ସେହିମାନେ ଓଟିଇଟି।ଓଏସଟିଇଟି ଏମ ଏ ସାଇନ୍ସ ପାସ୍ କରି ବାହାର ଜିଲ୍ଲା ରେ ନିଯୁକ୍ତି ପାଇବେ 13500 ଦରମା ରେ।
    ପିଏମଜି ରେ ଯିଏ ମାଇକ ଛଡ଼ାଇ ଭାଷଣ ମାରୁଥିଲା ତାର ଅବସ୍ଥା ବର୍ତମାନ ନୀଳ ବର୍ଣ୍ଣ ଶୃଗାଳ। ଏହାରି କଥାରେ ମାଝୀ ଲୋକ ମିଛ କୁହନ୍ତି ନାହିଁ ବୋଲି ଯେଉଁ ବିଶ୍ବାସ ଥିଲା ମୋର ଭାବନା ପୁରା ହଟିଗଲା। ଏଣୁ 2029 ପର୍ଯ୍ୟନ୍ତ ଯେତେ କଷ୍ଟ ହେଉଛି ଦାନ୍ତ କାମ୍ବୁଡି ପଡିଥାଅ।
    2029 ରେ ପୁଣି କିଛି ପ୍ରତିଶୃତି ଆଶା ମିଳିବ 😅😅😅😅

  • @gitanjalisethi3985
    @gitanjalisethi3985 13 วันที่ผ่านมา

    Aita childrens day heba katha.

  • @jadabanandadas473
    @jadabanandadas473 13 วันที่ผ่านมา +1

    Teacher mananka pain kichhi nanhi.

  • @BrajaPradha
    @BrajaPradha 13 วันที่ผ่านมา

    ❤add general bed in SSD recruitment in hindi and sanskrit though we have passed osstet in both subjects kindly cm sir and sme minister sir take necessary action to add it in advertisement wait for it

  • @kalicharanrana7378
    @kalicharanrana7378 12 วันที่ผ่านมา

    Kamare naheu pachhe kathata sunibaku bhalalagila

  • @ayushhealthfitness6089
    @ayushhealthfitness6089 13 วันที่ผ่านมา +1

    Sabuta heba je teacher manankor byubostha salary, PENSON ,gadi ta thik driver nka byubostha helesina gadi nirapod,re chaliba kete asha protikhya, protisruti re rahiba rahigola

  • @SMITADAS-zw9cd
    @SMITADAS-zw9cd 13 วันที่ผ่านมา

    Sir pilanka course re Barnnabodha samil karajau.

  • @akhilamohapatra8718
    @akhilamohapatra8718 13 วันที่ผ่านมา

    M. M actually is not real teacher but actually you are not education minister

  • @sribatsakumarnath9806
    @sribatsakumarnath9806 13 วันที่ผ่านมา

    Odisha re Primary teachers mananka abastha sochaniya....na darama na sanmana....manasika nirjyatana dia jauchhi

  • @shesanandabehera8878
    @shesanandabehera8878 13 วันที่ผ่านมา

    Nothing for primary teachers

  • @BijaykishoreBeura
    @BijaykishoreBeura 13 วันที่ผ่านมา

    Master ta darila pilanku harana gunana kemiti heba

  • @satyabanghosh9393
    @satyabanghosh9393 12 วันที่ผ่านมา

    , mari. Adarnia mukhyamantri ajaka jamanemay. Homari. Govt adarsha guru ko depat sha nikal dati hay

  • @Rjgrjg1234
    @Rjgrjg1234 13 วันที่ผ่านมา

    Ethire bada kichi nhi

  • @sanjaykumarmuduli6162
    @sanjaykumarmuduli6162 13 วันที่ผ่านมา

    Gurudakshina kahin ?
    Elementary teachersnka prati baimatruka monobhab Nabin ra ta thila,aha Mohan babunku bi gharilani bodhe ..agatharaku au Saarkaar asiba ta ?

  • @manaranjansethi3464
    @manaranjansethi3464 13 วันที่ผ่านมา

    ଗାଲୁଆ କଥା କହି ଖାଲି ସମୟ ବର୍ବାଦ କରୁଛ ଶିକ୍ଷକ ମାନଙ୍କର ଅଭିଶାପ ପଡିବ ତୁମ ଉପରେ

  • @sujatasarkar1530
    @sujatasarkar1530 13 วันที่ผ่านมา

    Teacher madhyare bhedabhaba karidele kichhi heba nahi...kie 4200 ta kie2200....

  • @renubalamohapatra7437
    @renubalamohapatra7437 13 วันที่ผ่านมา

    ଗୁରୁଙ୍କୁ କି ଉପହାର ଦେଲେ।

  • @santoshsatapathy4249
    @santoshsatapathy4249 13 วันที่ผ่านมา

    Siksha ra unnati nahin ta deshara unnati nahin

  • @BijaykishoreBeura
    @BijaykishoreBeura 13 วันที่ผ่านมา

    Sikhya bebasta curect but 4200 G. p. Nahi

  • @Hhuhvihbhibhill
    @Hhuhvihbhibhill 13 วันที่ผ่านมา

    Bjp Bhasan debare 1 Number 😊

  • @Maharajvlogs90
    @Maharajvlogs90 13 วันที่ผ่านมา

    Khali bhasana re paribartan asibani..Guru nku Guru ra samman au sathik parishramik na milile kau hisab re tanka thu Quality education ra asa karuchanty. Centre Paisa full pay ra dauchi.. Primary teacher nku ete kam salary kahinki...Tanka haq kie kahuchi...Odia ashmita re ei katha guda asuni bodhe😢

  • @BijaykishoreBeura
    @BijaykishoreBeura 13 วันที่ผ่านมา

    Sarkaar kahuchhi bila bachhana khali fasala kata

  • @BijaykishoreBeura
    @BijaykishoreBeura 13 วันที่ผ่านมา

    Sarkaar kahuchhi bila bachhana khali fasala kata