FULL JATRA - AAKHI ABUJHA KU LUHA ABUJHA - NEW SUPERHIT - ଆଖି ଅବୁଝାକୁ ଲୁହ ଅବୁଝା - କୋଣାର୍କ ଗଣନାଟ୍ୟ

แชร์
ฝัง
  • เผยแพร่เมื่อ 15 ก.ย. 2024
  • FULL JATRA - AAKHI ABUJHA KU LUHA ABUJHA - KONARK GANANATYA
    ( ଆଖି ଅବୁଝାକୁ ଲୁହ ଅବୁଝା - କୋଣାର୍କ ଗଣନାଟ୍ୟ)
    ARTIST:
    Daitari Panda
    Rati
    Jitendra
    Mituna
    Nalini
    Jaga Panda
    Basant Sahu
    Sridhar
    Puja
    Muna
    Rupa
    Pada - Comedy
    Muna - Comedy
    Runu - Comedy
    Kelu - Comedy

ความคิดเห็น • 858

  • @mantucreations2250
    @mantucreations2250 5 หลายเดือนก่อน +84

    ଯାହା ଆଜି ଦୁନିଆ ରେ ଘଟିଯାଉଚି ତାହା ଏହି ନାଟକ ମାଧ୍ୟମ ରେ ପ୍ରଦର୍ଶନ କରିବା ପାଇଁ କୋଣାର୍କ ଗଣନାଟ୍ୟ କୁ ଅଶେଷ ଅଶେଷ ଧନ୍ୟବାଦ

  • @user-ml3lv1ur3w
    @user-ml3lv1ur3w 7 หลายเดือนก่อน +9

    କୋଣାର୍କ ଗଣନାଟ୍ୟ ର ସବୁ ନାଟକ super hit ବହୁତ୍ ସୁନ୍ଦର୍ ନାଟକ ବହୁତ୍ ସୁନ୍ଦର୍ ଅଭିନୟ ଜୟ ଯାତ୍ରା ପାଟି ଜୟ ହୋ Jay ho। Jay ହୋ

  • @arabindabehera95
    @arabindabehera95 9 หลายเดือนก่อน +4

    ସ୍ମିତହାସ୍ୟ ର ସହ ଜୀବନ ର କଣ୍ଟକିତ ପଥକୁ ଅତିକ୍ରମ କରିବାକୁ ଚେଷ୍ଟିତ
    ନା ମନରେ ଅଛି କିଛି ପାଇବାକୁ ପ୍ରତ୍ୟାଶା
    ନା ହୃଦୟର ରେ ଅଛି କିଛି ହରେଇବାର ଭୟ.
    ଏଇ ତ ଜୀବନ
    #ଜୀବନ
    #ଯାଯାବର

  • @royalbikascreation5846
    @royalbikascreation5846 6 หลายเดือนก่อน +23

    ଏବେ ଓଡ଼ିଆ ଜଗତ ରେ କେବଳ ଭଲ ଭଲ ନାଟକ ରାଜ କରିବ ।। ବହୁତ୍ ସୁନ୍ଦର୍ କାହାଣୀ ।। Love you all konark team

  • @ajayasandhibigraha3677
    @ajayasandhibigraha3677 9 หลายเดือนก่อน +24

    🌹👫🌹 ଅଭିନୟ,,,,ଅଭିନୟର ଅନ୍ୟନାମ ଆନନ୍ଦ ✍️ ଯଦି, ଜଣେ କଳାକାର 👩‍🌾ତା କଳାରେ ବା ଅଭିନୟରେ 🧎🏻‍♀️ଦର୍ଶକ ମାନଙ୍କ ହୃଦୟକୁ ଛୁଇଁ ପାରିଲା 💖 ସେ ହିଁ ପ୍ରକୃତ କଳାକାର 👍 ଜୟ ଜଗନ୍ନାଥ 🙏🙏🙏ଜୟ କଳା 🎪 ଯୁଗେ ଯୁଗେ ରହୁ କଳାର ଆଦର ✍️🌹✍️

  • @NakulKuMudi
    @NakulKuMudi 7 หลายเดือนก่อน +21

    ସମସ୍ତ କଳାକାର ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ,ମୋ ଭଳିଆ ନିଷ୍ଟୁର ମଣିଷ ଆଖିରୁ ଲୁହ ଆଣିଦେଲା।ଆଜି ପ୍ରାୟ ଘରେ ଘରେ ଏ ନାଟକ ଆରମ୍ଭ ହେଇଗଲାଣି।

  • @saratmohanty239
    @saratmohanty239 หลายเดือนก่อน +5

    ବହୁତ ସୁନ୍ଦର ନାଟକ କୋଣାର୍କ ଗଣନାଟ୍ୟ ର ସବୁ ବହି ଭଲ ଲାଗିଲା ❤❤❤❤❤❤❤❤❤

  • @sudarsankhatua7491
    @sudarsankhatua7491 7 หลายเดือนก่อน +5

    Ei natak ama gaan re 2022 re heithila,ebe b dekhile barambar dekhibaku ichha hue, powerful story, versatile actor Daitary Panda Sir

  • @user-ny6hu6gq4b
    @user-ny6hu6gq4b 18 วันที่ผ่านมา +4

    ବହୁତ ସୁନ୍ଦର ହେଇଛି

  • @ramakantasahoo3488
    @ramakantasahoo3488 8 หลายเดือนก่อน +28

    ସୁପରହିଟ୍ ନାଟକ ଆଖି ଅଭୁଜା ଲୁହ ଅଭୁଜା ଏଇ ନାଟକ ଦେଖି ଲୁହ ପଳେଇ ଆସିଲା😭😭😭😭😭😭ଧନ୍ଯବାଦ

  • @dhrubacharannayak6012
    @dhrubacharannayak6012 5 หลายเดือนก่อน +18

    ଏକ ହୃଦୟସ୍ପର୍ଶି ନାଟକ... ଏହି ନାଟକ ଦେଖିଲା ମାତ୍ରେ ଆଖିରେ ଲୁହ ଆସିଯାଉଛି.. ଅତି ସୁନ୍ଦର ଅଭିନୟ 😢

  • @dipunnaik2827
    @dipunnaik2827 9 หลายเดือนก่อน +74

    କୋଣାର୍କ ଯାତ୍ରା ନାଟକ ସବୁବେଳେ superhit ❤️👍👍👍👌👌

  • @satyaartcreations8186
    @satyaartcreations8186 8 หลายเดือนก่อน +36

    ବହୁତ ସୁନ୍ଦର ଅଭିନୟ ବହୁତ ସୁନ୍ଦର କାହାଣୀ ଯେତେ ଦେଖିଲେ ବି ମନ ବୁଝୁନି ବର୍ତ୍ତମାନ ସମାଜ ରେ ଯାହା ଘଟୁଛି ନାଟକ ମାଧ୍ୟମ ରେ ପରିବେଷଣ କରି ସମାଜ କୁ କିଛି ବାର୍ତ୍ତା ଦେଇଥିବାରୁ କୋଣାର୍କ ଗଣନାଟ୍ୟ କୁ ଅଶେଷ ଅଶେଷ ଧନ୍ୟବାଦ ❤

  • @sridharasenapati2710
    @sridharasenapati2710 9 หลายเดือนก่อน +87

    ସମସ୍ତଙ୍କ ର ଅଭିନୟ ବହୁତ୍ ଭଲ ଲାଗିଲା, ନାଟକ ଆରମ୍ଭରୁ ଶେଷ ଯାଏଁ କାହାରି ଆଖିରେ ଲୁହ ସାରିଲାଣି, ବେଶୀ ଭଲ ଲାଗିଲା ସାନ ଭାଇ ଆଉ ମହୁରିଆ ସଙ୍ଗାତ ଙ୍କ ଚରିତ୍ର, , ଲେଖକ ଙ୍କୁ ମଧ୍ଯ ବହୁତ୍ ଧନ୍ୟବାଦ୍

    • @mamatamuduli8103
      @mamatamuduli8103 6 หลายเดือนก่อน +6

      🎉

    • @sangeetagiri9907
      @sangeetagiri9907 6 หลายเดือนก่อน

      ​@@mamatamuduli81033:02:34

    • @jagannathDas-bc4pt
      @jagannathDas-bc4pt 4 หลายเดือนก่อน +3

      Bhala lagilani. 😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂

    • @BabinaSahoo-yx1uk
      @BabinaSahoo-yx1uk 4 หลายเดือนก่อน

      ​@@jagannathDas-bc4pt1:07:49

    • @anilmuduli3769
      @anilmuduli3769 4 หลายเดือนก่อน

      😊q😊😊q😊😊​@@mamatamuduli8103

  • @creative..
    @creative.. 9 หลายเดือนก่อน +20

    ଫିଲ୍ମ ଇଣ୍ଡଷ୍ଟ୍ରି ବନ୍ଦ ହେବା ଉଚିତ ଯାହା ସବୁ ଡ୍ରାମା ଚାଲିଛି. ଅପେରା ହି ଭଲ

  • @pikulifestyle2023
    @pikulifestyle2023 9 หลายเดือนก่อน +11

    ଜୟ ପାତାଳୀ ଶ୍ରୀକ୍ଷେତ୍ର ମାଟି. . . .

  • @SanjayakumarDas-l9d
    @SanjayakumarDas-l9d 9 หลายเดือนก่อน +18

    ଏତେ ଦିନ ପରେ ବହୁତ ବଢିଆ ଯାତ୍ରା ଧନ୍ୟବାଦ

  • @subhransusekhar7774
    @subhransusekhar7774 9 หลายเดือนก่อน +8

    ଦୈତାରି ପଣ୍ଡା ଙ୍କ ସଂଳାପ ବଡ଼ଭାଇ ବାପା ସମାନ,ଆଜି ଏ ବାକ୍ୟ ର ମହତ୍ତ୍ବ ଭୁଲିଗଲେଣି।

  • @3DAnimation-e1v
    @3DAnimation-e1v 9 หลายเดือนก่อน +6

    Vhahuta dinara Apakhay ra Anta ghatila super jatra 🙏🏻🙏🏻🙏🏻🙏🏻 Jay Jagannath

  • @uttammurmu2730
    @uttammurmu2730 9 หลายเดือนก่อน +6

    Super hit nataka ❤❤No-1 jatra party konark Ganantya my favorite❤❤❤❤❤❤

  • @KaluDalai-xy1un
    @KaluDalai-xy1un 6 วันที่ผ่านมา +1

    Bahuta sundar kahani bahut sundar abhinaya akhiru luha roki hauni.

  • @sudarsan0143
    @sudarsan0143 8 หลายเดือนก่อน +21

    ଆଜି ସୁଦ୍ଧା ଯାତ୍ରା ଦୁନିଆରେ ଘର କାହାଣୀ ଅଛି ଆଉ ଏମିତି ରହିଥିବ!

  • @HyderabadDeccantours
    @HyderabadDeccantours 5 หลายเดือนก่อน +4

    Konark Gana Natya ra sabhi person ku bahut dhanyavaad
    God bless you

  • @satyasaientertainment7009
    @satyasaientertainment7009 9 หลายเดือนก่อน +9

    Mu Daitari panda nka bada prasansaka❤
    Konark Gananatya Best❤

  • @Subash-yf4gl
    @Subash-yf4gl 9 หลายเดือนก่อน +8

    ଅତି ସୁନ୍ଦର ଯାତ୍ରା ଭଲ ଲାଗିଲା ଧନ୍ୟବାଦ୍

  • @TunaPadhan-c8u
    @TunaPadhan-c8u 9 หลายเดือนก่อน +7

    ଅପେକ୍ଷା ର ଅନ୍ତ ହେଲା ବଉ beautiful jatra Ilove it

  • @papujena391
    @papujena391 9 หลายเดือนก่อน +14

    Konarka gananaty........ Sabuthu best rahichi.......agaku
    ....
    ..
    .
    .
    .
    .
    Amiti rahiba ❤❤❤❤❤❤❤

  • @lipusubhasmart9951
    @lipusubhasmart9951 9 หลายเดือนก่อน +13

    ବହୁତ ଦୁଃଖ ଲାଗିଲା ଖୁବ୍ ସୁନ୍ଦର ନାଟକ ଟିଏ

  • @ultimatekailashh2
    @ultimatekailashh2 9 หลายเดือนก่อน +39

    ଅତି ଉଚ୍ଚକୋଟୀର ନାଟକ,କାହାଣୀ ଶେଷରେ। ମୋ ଆଖିରେ ଲୁହ ଆସିଗଲା 😢😢 ଧନ୍ୟବାଦ୍

  • @debashishbhuyan6251
    @debashishbhuyan6251 7 หลายเดือนก่อน +4

    Bahut sundar Story avinaya bi bahut sundar

  • @durgaprasadhota
    @durgaprasadhota 9 หลายเดือนก่อน +17

    ଧନ୍ୟ ବାଦ big odia ଯାତ୍ରା all।।
    ଅତି ସୁନ୍ଦର ଯାତ୍ରା।।Jay Jagannath 🙏🙏

  • @sribatsamahalik2951
    @sribatsamahalik2951 9 หลายเดือนก่อน +8

    ଏ ନାଟକର ଲେଖାକୁ ଅନେକ ଅନେକ ଧନ୍ୟବାଦ୍

  • @bibhutibhusanparida1637
    @bibhutibhusanparida1637 9 หลายเดือนก่อน +22

    Sana bhai character super se upper.. no word..

  • @jitendran2661
    @jitendran2661 6 หลายเดือนก่อน +5

    ବହୁତ୍ ସୁନ୍ଦର ନାଟକ ଆପଣ ମାନଙ୍କୁ ଜଗନ୍ନାଥ ଭଲରେ ରଖିଥାନ୍ତୁ ଜୟ ଜଗନ୍ନାଥ

  • @anandabehera2685
    @anandabehera2685 9 หลายเดือนก่อน +4

    Superhit natak Aakhi abujha ku luha abujha ❤❤👌👌👌👌💐💐💐💐💐

  • @PintuSingh-cz7se
    @PintuSingh-cz7se 9 หลายเดือนก่อน +17

    Dr Dipak Jena sir u r great writer... 2nd ananta ojha of jollywood...

    • @gaganbiharinayak8713
      @gaganbiharinayak8713 6 หลายเดือนก่อน

      Dr.Deepak Jena ଙ୍କୁ ମୋର ହୃଦୟରୁ କୋଟି କୋଟି ପ୍ରଣାମ ଏମିତି ଏକ ଯୁଗପୋଯୋଗୀ ନାଟକ ଭେଟି ଦେଇ ସାମାଜିକ ନ୍ୟାୟ ନିୟମକୁ ସଶକ୍ତ କରି ଏକ ସମାନତା ମୂଳକ ସମାଜ ତିଆରି କରିଛନ୍ତି । ସମାଜରେ ରାଜତ୍ଵ କରୁଥିବା ଛୁଆଁ ଅଛୁଆଁ ଭେଦଭାବ ଏକ ସୁସ୍ଥ ସମାଜର ଅଭିଶାପ । ଯାହାକୁ ନିରାକରଣ ପାଇଁ କୌଣସି ରାଜନେତା ଓ ଶାସକ କି ପ୍ରଶାସକ ସଫଳ ନ ହୋଇ ଥିବା ବେଳେ, ଏହି ନାଟକ ଟି ସାମାଜିକ ବାସନ୍ଦର ସଫଳ ରୂପାୟନ । ଏହି ନାଟ୍ୟକାରଙ୍କୁ ଯେତେ ବଡ ଉପାଧି କି ପୁରସ୍କାର ଦେଲେ ବି କମ୍ ପଡ଼ିବ । କିନ୍ତୁ ବିଚାରକୁ ନ ନେବା ବଡ ପରିତାପର ବିଷୟ । ଆମେ ଜାଣୁ ସଭ୍ୟ ହିନ ରାଜ୍ୟ ହୋଇ ଗଲାଣି । ସେଥିପାଇଁ ବୋଧେ ଅବହେଳାର ଶିକାର ହେବାକୁ ପଡୁଛି ।
      ଧନ୍ୟବାଦ୍ ।

  • @banikalyan3811
    @banikalyan3811 8 หลายเดือนก่อน +16

    ବହୁତ ବହୁତ ସୁନ୍ଦର ନାଟକ.... ଯେତେ ନାଟକ ମୁଁ ଦେଖିଛି. ତା ଭିତରୁ ଏଇ ନାଟକ ମୋତେ ସବୁଠୁ ବେଶୀ ଭଲ ଲାଗିଲା....

    • @user-uj8zm2pe9s
      @user-uj8zm2pe9s 4 หลายเดือนก่อน +1

      9
      😃😃😄😁😅😂🤣😭😭😉😙😚😘🥰🤩🤩🥳😈😈😈

  • @chandrabiswal9411
    @chandrabiswal9411 15 วันที่ผ่านมา +1

    ଜୀବନ୍ତ ଅଭିନୟ ଦେଖିବାକୁ ଭାରି ଭଲ ଲାଗୁଛି

  • @raghunathasethi9866
    @raghunathasethi9866 9 หลายเดือนก่อน +4

    Jay 🙏ଜଗନ୍ନାଥ🚩 ସାର ବହୁତ ଧନ୍ୟବାଦ 👍👍👍👍👍👍👍

  • @Captain85873
    @Captain85873 9 หลายเดือนก่อน +7

    ବହୁତ ଭଲ କାହାଣୀ l ପୁରୁଣା ଫିଲ୍ମର ପାରିବାରିକ କାହାଣୀ ଭଳି ଏତେ ଦିନ ପରେ ହୃଦୟରୁ ଭଲ ଲାଗିବା ଭଳି କାହାଣୀ l ନାଟକର ସମସ୍ତ ଚରିତ୍ରଙ୍କ ଅଭିନୟ ଅତି ସୁନ୍ଦର ❤❤

  • @corruption849
    @corruption849 9 หลายเดือนก่อน +8

    Kartika purnima re ama gaon re heithila.. Hit hela nataka .. Director-- Rabindra dash( tulu sir)

  • @rinkudalua5217
    @rinkudalua5217 9 หลายเดือนก่อน +23

    ସତରେ ଆଖିରୁ ଲୁହ ଆସିଗଲା
    ଯେଉ ନାଟକରେ ଆଖିରୁ ଲୁହ ନ ଆସିବ ସେ ନାଟକ ମୋ ପାଇ ଭଲ ନୁହ
    କୋଣାର୍କ ଗଣନାଟ୍ୟ ର ସମସ୍ତ କଳାକାର ମାନଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଏ ଭଳି ନାଟକ ପରିବେଷଣ କରିଥିବାରୁ ❤❤❤❤❤❤

  • @BiswajitNathNath-di5ep
    @BiswajitNathNath-di5ep 9 หลายเดือนก่อน +11

    ସୁନ୍ଦର୍ ଅଭିନୟ ଦଇତାରୀ ନନା, ❤

  • @prakashchandrapanda3463
    @prakashchandrapanda3463 9 หลายเดือนก่อน +5

    Thank u bahut dinaru apekhya karithili

  • @chandrakantsingh4858
    @chandrakantsingh4858 9 หลายเดือนก่อน +12

    ବହୁତ ବହୁତ ଧନ୍ୟବାଦ big odia jatra ❤❤❤❤

  • @pramodsamal9572
    @pramodsamal9572 9 หลายเดือนก่อน +4

    A nataka ku bahut dina hela wait karithili jaha hau a nataka dekhiba ra sujag milila❤❤❤❤❤

  • @balabhadramaharana9452
    @balabhadramaharana9452 9 หลายเดือนก่อน +37

    କୋଣାର୍କ ଗଣନାଟ୍ୟ ର ଏହା ଏକ ସୁପରହିଟ୍ ନାଟକ । ସବୁ କଳାକାରଙ୍କର ଅଭିନୟ ବହୁତ ସୁନ୍ଦର ।

  • @shesadevbhoi9291
    @shesadevbhoi9291 9 หลายเดือนก่อน +5

    ବହୁତ ଦିନ ପରେ.. ଦେଲେ.. Sir.. 🙏🙏🙏 ଅନେକ ଅନେକ ଧନ୍ୟବାଦ 🙏🙏

  • @ranjitkumarsa8885
    @ranjitkumarsa8885 5 หลายเดือนก่อน +1

    Younger brother's😢😢 acting is marvellous

  • @dinbandhupanda2001
    @dinbandhupanda2001 9 หลายเดือนก่อน +22

    ଅତି ସୁନ୍ଦର, ଉଚ୍ଚ କୋଟୀର ତଥା ଶିକ୍ଷ୍ୟାପ୍ରଦାନ କାରୀ ନାଟକ
    ସମସ୍ତ କଳାକାରଙ୍କୁ ଆନ୍ତରିକ ଧନ୍ୟବାଦ୍ 🙏

  • @jayaprakash4006
    @jayaprakash4006 9 หลายเดือนก่อน +42

    ବହୁତ ଧନ୍ୟବାଦ ଓଡ଼ିଆ ଯାତ୍ରା ସଂସ୍କାର କୁ ବଞ୍ଚାଇ ରଖିି ଥିବାରୁ ❤❤ ।

    • @gaganbiharinayak8713
      @gaganbiharinayak8713 7 หลายเดือนก่อน

      36:45 ସଂସ୍କାର ବଞ୍ଚିଲା କି କୁସଂସ୍କାର ବଢିଲା । କେବେ କୋଉ ଢୋଲିଆ ଅଇଁଠା ଖାଇବା ଦେଖିଛ। ନାଇଁ ନା, ସେଇଟା ଯୋଡିବା ନାଟ୍ୟକାର ଚତୁରୀ । ଅବଶ୍ୟ ହିନ୍ଦୁ (ଧୋଲିଆ ଜାତି)ଙ୍କୁ ଛାଡି ଅନ୍ୟ ସମ୍ପ୍ରଦାୟରେ ବାହା ହେବା ଠିକ୍ ନୁହେଁ । ଢ଼ୋଲିଆ ଙ୍କୁ ବଡ ଘର ଝିଅ/ସ୍ତ୍ରୀ ବାହା ହେଲେ ଅପସଂସ୍କୃତି ଯାହା ଛୁଆଁ ଅଛୁଆଁ ଦୂରେଇ ଯିବ । ନୁଆ ଏକ ସୁସ୍ଥ ସଂସ୍କାର ସମାଜ ଗଢି ହେବ । ନାତ୍ୟକର ଙ୍କୁ ଅଶେଷ ଧନ୍ୟବାଦ୍ ।

  • @goodartitude.9917
    @goodartitude.9917 9 หลายเดือนก่อน +17

    ସତରେ ଏ ନାଟକ ରେ ଗୋଟେ ଯାଦୁ ଅଛି ଯେତେ ଦେଖିଲେ ବି ମନ ବୁଝୁନି 😢ମୋ ଆଖି ରୁ ଲୁହ ବି ସୁକୁନି.. 😥😭😥😭

  • @bulunayak524
    @bulunayak524 หลายเดือนก่อน +1

    Nice coriography..
    Thank you all artist & konark gananatya...

  • @rakeshpalei493
    @rakeshpalei493 6 หลายเดือนก่อน +3

    What a beautiful story. Great Rani Didi. Really now a days a girl suffering so many obstacles . I learned from this story we have to very strong in physically and mentally also because when problems will come you don't know. JAY JAGANNATH

  • @ganeshnayak90324
    @ganeshnayak90324 9 หลายเดือนก่อน +5

    ବହୁତ ଭଲ ଲାଗିଲା ଯାତ୍ରା🙏🙏

  • @bkdas7544
    @bkdas7544 9 หลายเดือนก่อน +8

    Natakatiku jete prashansa kalebi kam heba...samasta kalakar..sangitakar...lekhak mahashaya... nirdeshank mahasay...samastanku ashesh ashesh dhanyawad 🙏🌹

  • @goodartitude.9917
    @goodartitude.9917 9 หลายเดือนก่อน +39

    ଏତେ ଦିନର ଅପେକ୍ଷା ର ଅନ୍ତ ଘଟିଲା Finally ଆଜି ଦେଖିଲି ବହୁତ ଖୁସି ଲାଗିଲା ବହୁତ ଧନ୍ୟବାଦ BIG ODIA ଯାତ୍ରା.. 🙏

  • @Sangramcreations6371
    @Sangramcreations6371 หลายเดือนก่อน

    Bhai atedina pare gote hrudaya ku chuinla pari natak te padarsita heichhi
    Heart touching jatra te 👌👌👌🙏🙏👍👍👍

  • @nabakishoredas143
    @nabakishoredas143 5 หลายเดือนก่อน +2

    ଭାଉଜ ଓ ସାନ ଦିଅର acting ବହୁତ ଭଲ ଲାଗିଲା

  • @ganeswarmahakud3156
    @ganeswarmahakud3156 8 หลายเดือนก่อน +7

    ଅତି ସୁନ୍ଦର ନାଟକ 👌 ଜୟ ଜଗନ୍ନାଥ 🙏🙏🙏

  • @jagabandhumalikjaga462
    @jagabandhumalikjaga462 9 หลายเดือนก่อน +8

    ବହୁତ ଦୁଃଖ ଭରା ଷ୍ଟୋରି, ବହୁତ ଭଲ ଲାଗିଲା ଏ ଜାତ୍ରା ,,,,
    Love form..... Jagatsingpur.....Erasama..... Pokhariapada

  • @shibaprasadpodh5308
    @shibaprasadpodh5308 9 หลายเดือนก่อน +15

    ବହୁତ୍ ସୁନ୍ଦର୍ ❤ଧନ୍ୟବାଦ୍ , ସମ୍ବଲପୁରୀ କପଡା ପାଇଁ ପେଣ୍ଡାଲ୍ ବି ସୁନ୍ଦର୍

    • @user-uj8zm2pe9s
      @user-uj8zm2pe9s 4 หลายเดือนก่อน +1

      ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @sudhansunayak1747
    @sudhansunayak1747 9 หลายเดือนก่อน +3

    Bahut badhiya haeichi hudaya sparsi 😂❤

  • @nishakarpradhan5151
    @nishakarpradhan5151 9 หลายเดือนก่อน +2

    ବହୁତ ଭଲ ଲାଗୁଛି ଧନ୍ୟବାଦ୍ ଜଣାଉଛୁ ❤

  • @kunallenka9621
    @kunallenka9621 9 หลายเดือนก่อน +2

    Ete dukhha,,, mu jane jarra prmi apekhya karithhili ei kahani dekhhibi boli sabu kala kar vl avinaya karichhanti daitari sir supar nalini appa 🙏🙏🙏🌹🌹🌹❤❤

  • @pratapchandramoharana104
    @pratapchandramoharana104 7 หลายเดือนก่อน +2

    I have seen this drama thrice.jai konark.congratulatin to the artists.

  • @debi_prasad_o24
    @debi_prasad_o24 9 หลายเดือนก่อน +3

    Super Hit Natak ❤
    I love Konarka Gananatya ❤🎉

  • @abhimanyusenapati2853
    @abhimanyusenapati2853 9 หลายเดือนก่อน +3

    One of the best jatra party konark gananatya
    Bhart bhusan deo sir ( paku Babu)

  • @tripatipanigrahy8141
    @tripatipanigrahy8141 9 หลายเดือนก่อน +7

    Finally asi gala thanks❤😮🎉😅😂😊

  • @prasadcreation8770
    @prasadcreation8770 9 หลายเดือนก่อน +7

    ଲୁହ ଆସିଗଲା😢😢😢😢

  • @chitralekhamallick5187
    @chitralekhamallick5187 หลายเดือนก่อน

    Ae natak re yuba samaj pain bahut shikhysniya katha bastu rahichhi tenu kalakar vai mananku dhanyabad yuba samaj dekhiba nihati jaruri

  • @mahendrakhara4985
    @mahendrakhara4985 9 หลายเดือนก่อน +3

    ଅପେରା ବହୁତ ବଡ଼ିଆ ଅଛି ❤❤❤

  • @akashpradhan4160
    @akashpradhan4160 9 หลายเดือนก่อน +11

    Best story , Congratulations 🎉🎉🎉 Rebel Daitary Panda

  • @prasantasamal4606
    @prasantasamal4606 9 หลายเดือนก่อน +2

    konark gananatya all artist my favorite

  • @PIKALSINGH-p7k
    @PIKALSINGH-p7k 8 หลายเดือนก่อน +3

    I Love Kanark Gananatya

  • @Prasant216
    @Prasant216 9 หลายเดือนก่อน +16

    ଏତେ ଦିନର ଅପେଖ୍ୟା ର ଅନ୍ତ ଘଟିଲା ❤

  • @nilamadhaba434
    @nilamadhaba434 9 หลายเดือนก่อน +10

    ଅତୀ ସୁନ୍ଦର ନାଟକ ଟି 👍 କିନ୍ତୁ ଦୈତାରୀ ପଣ୍ଡା ନାଟକର ଗୋଟିଏ ଜାଗାରେ ତାଙ୍କର ଚରିତ୍ର ବଡ଼ ଭାଇ ଜାଗାରେ ଡାଇଇଲୋଗ ସାନ ଭାଇ ବୋଲି ସେ କହିଛନ୍ତି 😜 ୨୨ ମିନଟ୍ ୩୩ ସେକେଣ୍ଡରେ ଶୁଣନ୍ତୁ ଦାୟକରି 😂

    • @AjaySahu-iw6jm
      @AjaySahu-iw6jm 9 หลายเดือนก่อน

      Ri8

    • @nilamadhaba434
      @nilamadhaba434 4 หลายเดือนก่อน

      ମିଟୁନା ମେଡାମ୍ ପୁଣି ୨ ଘଣ୍ଟା ୨୧ ମିନାଟ୍ ୦୫ ସେକେଣ୍ଡରେ ଡାଇଲୋଗ୍ ସଙ୍କରା ନାୟକ ର ସାନ ଭଉଣୀ ଜାଗାରେ ସାନ ବୋହୁ ବୋଲି କହିଛନ୍ତି ପୂଜା ଙ୍କୁ 😜

  • @harekrushna713
    @harekrushna713 9 หลายเดือนก่อน +1

    Ete dina pare apekhyara anta ghatila superrr se uperrr

  • @sanjaykumarjena395
    @sanjaykumarjena395 9 หลายเดือนก่อน +4

    Beautiful. Actor. Beautiful. Jatra👃👃👃👃👃

  • @ritanjalidas6823
    @ritanjalidas6823 9 หลายเดือนก่อน +2

    ଅତି ସୁନ୍ଦର କାହାଣୀ କୁ ଅଭିନୟ......

  • @bishnucharannahak9944
    @bishnucharannahak9944 9 หลายเดือนก่อน +4

    Beautiful jatra🎉😂😂❤🎉🎉😮❤

  • @satyabratdas1904
    @satyabratdas1904 9 หลายเดือนก่อน +5

    So excited ei jatra dekhiba pai

  • @BalabhadraNarayanPatra-kh4bn
    @BalabhadraNarayanPatra-kh4bn 9 หลายเดือนก่อน +6

    Very nice

  • @stitisworld8805
    @stitisworld8805 9 หลายเดือนก่อน +15

    ଚମତ୍କାର ସଂଳାପ Written by our Deepak sir

    • @gaganbiharinayak8713
      @gaganbiharinayak8713 6 หลายเดือนก่อน

      ନାଟ୍ୟକାର କିଏ? କେବଳ ଦୀପକ ସାର୍ ଲେଖିଲେ ? ପୁରା ନାମ କଣ ବହି କେଉଁଠି ମିଳୁଛି ?

    • @stitisworld8805
      @stitisworld8805 6 หลายเดือนก่อน

      @@gaganbiharinayak8713 ଜାଣିନି ଆଜ୍ଞା...

    • @DeepakKumar-rn7nr
      @DeepakKumar-rn7nr 6 หลายเดือนก่อน

      Hy

  • @lifestylejaga8144
    @lifestylejaga8144 8 หลายเดือนก่อน +4

    ମୋ ବନ୍ଧୁ ମାନେ ଏମିତି ଯାତ୍ରା ଯେତେ ଦେଖିଲେ ଵି ମନ ବୁଝୁନି ଆଖିରୁ ଲୁହ ଆସୁଛି ହେରି 🎉🎉❤all the best 👍👍

  • @a1unboxing416
    @a1unboxing416 8 หลายเดือนก่อน

    ବହୁତ ସୁନ୍ଦର କାହାଣୀ, ହେଲେ ସିଙ୍ଗର aao ଯିଏ ବାଜା ବଜାଉଛନ୍ତି 🙏🙏🙏🙏🙏🙏🙏ବହୁତ sunder

  • @ajaydas8953
    @ajaydas8953 9 หลายเดือนก่อน +2

    Bahu dinar apekhara ATA ghatichhi Thanks

  • @prashantanayak560
    @prashantanayak560 9 หลายเดือนก่อน +6

    ❤❤❤ଖୁବ୍ ସୁନ୍ଦର ❤❤❤

  • @maniklalpal8140
    @maniklalpal8140 9 หลายเดือนก่อน +10

    The great nice jatra
    All performance actor
    And very very musician
    Thank u all

  • @jagabandhupradhan8184
    @jagabandhupradhan8184 หลายเดือนก่อน

    It's my personal feelings..
    Start with tear and end with tear...

  • @kahnucharannayak123
    @kahnucharannayak123 9 หลายเดือนก่อน +1

    Konark is konark super hit natak I love konark

  • @satyashreenayak3953
    @satyashreenayak3953 9 หลายเดือนก่อน +4

    Konarak gana natya no 1❤❤❤

  • @soumyaranjandash1361
    @soumyaranjandash1361 9 หลายเดือนก่อน +26

    ବହୁତ ସୁନ୍ଦର କାହାଣୀ..... କିନ୍ତୁ ରୂପା ଚରିତ୍ର ମାଧ୍ୟମରେ ଅନେକ ପ୍ରତିଶୋଧ ନିଆ ଯାଇଥିଲେ ଆହୁରି ସୁନ୍ଦର ଲାଗି ପାରିଥାନ୍ତା....... ଦର୍ଶକ ମନ ତ😊😊😊😊

    • @uditsahoo8957
      @uditsahoo8957 8 หลายเดือนก่อน

      😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅t😅😅😅😅😅😅😅😅😅😅😅😅😅😅😅😅😅😅😅t😅😅😅😅😅

  • @soumyabehera589
    @soumyabehera589 9 หลายเดือนก่อน +55

    ଏତେ ଦିନର ସ୍ବପ୍ନ ଆଜି ପୂରଣ ହେଲା। ଧନ୍ୟବାଦ ❤❤

  • @SatyajitPadhan-c3n
    @SatyajitPadhan-c3n 9 หลายเดือนก่อน +4

    Bahut Dina pare konark gananatya Ra new full jatra upload karithibaru thanks

  • @rjsarangi1748
    @rjsarangi1748 9 หลายเดือนก่อน +6

    What a story.... Fully emotional 😭...
    Konarak all time favourite ❤

  • @ranjitpradhan8841
    @ranjitpradhan8841 2 หลายเดือนก่อน +1

    ଲାଗିଲା..ଯାତ୍ରା ଏବେ ବି ବଂଚିଛି..

  • @dev...9778
    @dev...9778 3 หลายเดือนก่อน

    ୱାଉ ଅତି ସୁନ୍ଦର ଭାବରେ ନାଟକଟି ଖେଳିଛନ୍ତି❤
    ଅତି ସୁନ୍ଦର ମେସେଜ ଟିଏ ଦୁନିଆଁ ପାଇଁ

  • @user-vd4zd5xj4x
    @user-vd4zd5xj4x 8 หลายเดือนก่อน +1

    Outstanding

  • @krupasindhuswain7051
    @krupasindhuswain7051 9 หลายเดือนก่อน +2

    Bhut vala lagila 🎉🎉🎉🎉