Mo childhood katha Mane paadi gaala Sunday re 4pm re eei movie ghara pura full thae misiki sabu dekhu.. kuade gaala se dina Thnk u so much eei movie upload Kariba pain bohut din hela khoju thili
Mihir das Sidhant Mohapatra Rachana banerjee always superstar of odia film industry. No one can take his place. Legend always legend. Such a beautiful movie ❤❤❤🙏🙏🙏👌👌👌
Eei movie mo childhood memories moro eve bi mane axhi sete bele DVD video ghare aage lageiki eei movie ame samaste dekhi thilu kuade gaala se sabu dina .. miss my childhood so much ❤
Mora piladinar sabuthu best odiafilm.....se piladine e movie dekhibaku luchiki kaha kaha ghare dekhibar Maza alaga thila.kouthi video chalile b aame jibar dekhibaku.aau Sidhant Ra gulugulia chehera dekhibaku aame pagal thilu.....e time ru start thila Sidhant sir nka era
Mu dekhuchi 2024 re ❤❤❤ Odia movie dekhibaku manahauthila jetebele emane thile 😢 miss you bijay sir mihir sir au shidanta sir hero thile bhala laguthila ❤ I love you shidanta sir
ଭାଇ ହେଲା ଭଗାରି ମୋଭି 2024 ରେ ଜୋଉମାନେ ଦେଖୁଛନ୍ତି ଗୋଟେ ଲାଇକି୍ ହେଇଯାଉ ❤❤❤🎉❤❤❤
ଆରେ ଭାଈ 2024 ଅପଲୋଡ଼ ହେଇଜି ଆଉ କଣ ନା ha ha ha ha ha ha 🎉🎉🎉🎉2024🎉🎉
କିଛି ବୁଝୁଛ ନା like ଖୋଜୁଚ
😂 best movie
Murkha ta ki tu
@@hinditegvdo9772ମୁଁ ମୁର୍ଖ ଆଉ ତୁ ଭଲଟା ନାଁ କଣ
ବହୁତ ବଢିଆ ଫିଲ୍ମ ପିଲାଦିନେ ଗାଁ ଦାଣ୍ଡରେ ଅଖା ପାରି ଭିଡ଼ିଓ ଦେଖିଥିଲି ଆଜି ପୁଣି ସେଇ ଫିଲ୍ମ ଦେଖୁଚି
Mu bi same dekhutheli
Right
👌
Mor bi same bhai
Bhai kn kahila mo sabu puruna katha mane padigala
ଆରେ କାହିଁ ସେ ଦିନ କାହିଁ ଏମିତି ମନଲୋଭା ଓଡ଼ିଆଚଳଚ୍ଚିତ୍ର 😢 ଯେଉଁ ଫିଲ୍ମର CD ,DVD,VCD, ଗାଁ ଦାଣ୍ଡରେ ଟଙ୍କା ଆଦାୟ କରି ଚାଉଳ ବିକ୍ରି କରି ସକାଳ ଯାଏଁ ଚାତକ ଭଳି ଅନେଇ ଦେଖୁ .... ସତରେ କୁଆଡ଼େ ହଜିଗଲା ସେ ଦିନ ଆଉ ସେ ଫିଲ୍ମ୍......ହେ ସମୟ ଫେରେଇ ଦେ ମୋ ପିଲାଦିନ 😭😭🙏🙏🙏
Ketebele sidhant bahariba chanhi basuthulu
Sabu sei youtube asiba paratharu sabu badligla 😢😢😢
କେବଳ ସିଦ୍ଧାନ୍ତ. ଆଉ ରଚନା. ଅନୁ ଏମାନଂକୁ ଅନାଇ ବସିଥିଲୁ 😢😢😢
Right
😢😢😢😢😢se Dina au nai ki feri bani
ସ୍କୁଲ ରୁ ଛୁଟି ହୋଇ ଆସି , ଟିଭି ଆଗରେ ବସି ପରିବାର ଆଉ ସାଙ୍ଗ ସାଥୀ ଙ୍କ ମେଳେ ବସି ଓଡ଼ିଆ ପୁରୁଣା ଫିଲ୍ମ ଦେଖିବା ର ମଜା ସବୁଠୁଁ ଅଲଗା....😊❤
Sata katha se Dina au feribani hele bahut mane pade😢😢😢
Right katha
Hn bhai tame thik kahucha pila bele dekhibaku bhala lage
Vai se samay nahi dukha laguchhi
Se puruna dina aau feribani😢😢😢😢
କିଏ କିଏ ପୁରୁଣା ଫିଲ୍ମ ଦେଖି ବାକୁ ଭଲ ପାଅ 🥰🥰👌❤️❤️
Mu dekhiba ku val paye old is gold all time moment
ମୋତେ ଭଲ ଲାଗେ
Mote
ପୁରୁଣା ହେଲେବି ସତ ଅଛି
Mu
1:39:13👍ହୃଦୟକୁ ଚହଲାଇ ଦେଲା ଭଳି ଓଡ଼ିଆ ଫିଲ୍ମଟିଏ : ଭାଇ ହେଲା ଭଗାରୀ❤❤❤
ଏଇ ପୁରୁଣା ଭିଡ଼ିଓ କୁ ଉପଲୋଡ କରିଥିବାରୁ ଧନ୍ୟବାଦ..... ଖୁବ ସୁନ୍ଦର....👍🏽👍🏽👍🏽👍🏽👍🏽
super
ଜଣ😊😅😊
ଜୀବନ ରେ ଦିନେ ଏମିତି ସିନେମା ଦେଖିଥିଲି ଭାବିଲେ ଆଖିରେ ଲୁହ ଆସି ଯାଉଛି ❤❤❤ ସତରେ old is Gold
ଭାଇ ଏ ଫ୍ଲିମ ଦେଖିଲେ ଛୋଟ ବେଳ କଥା ମନେ ପଡିଯାଉଛି ଏକା ସଙ୍ଗେ ବସିକି ଟିଭି ଦେଖିବ କେତେ ଜେ ମଜା ଯେ ଦେଖିଚି ସେ ହିଁ କହିପାରିବେଏ ଅମେତି ସମୟ ଆଉ ଆସିବେନି 😢🙏
ଠିକ୍ କହିଲ
@@subhakantdas1488jbhjuuujuukii
Hmm bhai
ମନେ ପଡିଲେ ଦୁଃଖ ଲାଗେ.wo din v kya din the 😢
Satare 😮😮
ବିଜୟ ମହାନ୍ତି.. ମିହିର ଦାସ .. ମହାପାତ୍ରଙ୍କ ଯୋଡ଼ି ଥିଲେ ବହୁତ ସୁନ୍ଦର ପ୍ରଦର୍ଶନ କରିଥିଲେ ସେହିପରି ଏବେ ଆଉ ଯୋଡ଼ି ମିଳୁନାହାନ୍ତି 🎉🎉🎉🎉❤❤❤❤
ବହୁତ୍ ଦିନରୁ ଖୋଜୁଥିଲି my favourite movie... thanks bro....
Wwww
Aji jae kebe bi kehi upload hoinathila kali hela
My favour also
Ame educated hele bi 90 age ra movie dekhiba darkar😢
Same also
2025 ରେ କିଏ ଦେଖୁଛ
Me
Mu dekuchi ❤
Old is gold ଭାଇ ଯେତେ କୁହ ଆମ ଦିନର ସିନେମା ଆମ ପାଇ ସିନେମା ନଥିଲା ଆମ ଜୀବନ ଥିଲା ଆଉ ଯୋଉଥିରେ ବିଜୟ ମହାନ୍ତି ,ମେହିରି ଦାଶ ଓ ମୁନା ଭାଇ ଅଛନ୍ତି ସେ ସିନେମା ଫୁଲ୍ ବୋବାଲ
Satare bhai
❤❤❤❤
Sara Katha Kahile bhul
ମୁଁ ଏ ଫିଲ୍ମ ପାଈଁ ମୁଁ ବହୁତ୍ weat କରିଥିଲି. ମୁଁ youtube ରେ ବହୁତ୍ ଥର ସର୍ଚ୍ଚ କରିଥିଲି but ଆସିନଥିଲା. Thank you big odia cinema.
Same to you bro
Ei movie bahut dinu khojuthili finally miligala thank you so much 😊😊... Kahaku bina search re miligala like kara 😊😊
😊😊 mote miligala
😊😊 mote miligala
Mate b 😅
ଭାଇ ହେଲା ଭଗାରି ଫିଲ୍ମି2025 ରେ କିଏ କିଏ ଦେଖୁଛନ୍ତି ଗେଟେ ଲାଇକ୍ ହେଉ old is gold❤🎉💯🤟😊
ବହୁତ୍ ଦିନର ଅପେକ୍ଷା ର ଅନ୍ତ ଘଟିଲା ❤ ଧନ୍ୟବାଦ୍ 2025 ରେ କିଏ କିଏ ଦେଖୁଛ
ଓଡିଆ ପୁରୁଣା ମୋଭି କାହା କାହା କୁ ଦେଖିବାକୁ ଭଲ ଲାଗେ ଆଇ ♥️ ଓଡିଆ ମୁଭି
ଧନ୍ୟବାଦ ♥️ ଏହି ଫିଲ୍ମ ର ଅପେକ୍ଷା ଥିଲା. 🤗
ଛୋଟ ବେଳେ ବୁରା ପକେଇ ଦାଣ୍ଡ ଘର ରେ ଦେଖିଥିଲି ଅତି ସୁନ୍ଦର ପାରିବାରିକ ଫିଲ୍ମ ❤❤❤
ଓଡ଼ିଆ ସୁପରହିଟ ଚଳଚ୍ଚିତ୍ର ❤
୧୭ନଭେମ୍ବର ରେ କେଉଁ ମାନେ ଦେଖୁଚ👍
😊
Mu tame dekhuna ki
ଏଇ ଫିଲ୍ମ ଦେଖିଲେ ପିଲାଦିନ କଥା ମନେ ପଡ଼ିଯାଉଛି , କେତେ ଅଭୁଲା ସେଦିନ ସତରେ ନା , ଫିଲ୍ମ ପାଇଁ ଲାଇକ୍ ହେଇଯାଉ ❤❤❤❤❤
Sidhanta bhai ❤❤ ... Odisha last super star
ଆମ ଯାଜପୁର ଜିଲ୍ଲାର କୋଉ ମାନେ ଦେଖୁଛନ୍ତି 👍 କରନ୍ତୁ ❤❤❤
ସିଦ୍ଧାନ୍ତ ଭାଇ ଏହି ଫିଲ୍ମ କଳା ବେଳେ ମୁଁ ଜନ୍ମ ହେଇନଧିଲି
ଆଜି କିଏ ଦେଖୁଚ like କର 🙋♂️
ମିହିର ଦାସ, ବିଜୟ ମହାନ୍ତି , ସିଦ୍ଧାନ୍ତ ମହାପାତ୍ରଙ୍କ ପରି କଳାକାର ଆଉ ଗଢା ହେଇ ପାରିବେନି 😢
Bijay panda nuhe bijay mohanty..
ବିଜୟ ପଣ୍ଡା କିଏ?
@@raajmishra8008 sry ଲେଖା mistake
@@chandanff1111 sry lekha mistake
Right
ଏ cinema ର ସମସ୍ତ କଳାକାର ଜୀବନ୍ତ ଆଉ କାଳଜୟୀ ଅଭିନୟ କରିଛନ୍ତି
Sidhant jaha kahuthile seya hela dine superstar hebi boli gita achhi ethi sataku sidhant superstar hele au rahibe sabudin
Right 👍👍
😅❤❤❤@@BhagyalataGouda-y1w
ମୁଁ କମେଣ୍ଟ ପଡ଼ିବାକୁ ଆସିଛି,,, ପୁରୁଣା ସିନେମା କୁ କେମିତି କା ଭଲ ପାଇବା ଦିଆଯାଇଛି ତାହା ଦେଖୁଚି ❤❤❤
ଭଦ୍ରକ ଜିଲ୍ଲାରୁ କିଏ କିଏ ଦେଖୁଛ ଲାଇକ୍ କରନ୍ତୁ 👍👍👍❤❤❤
Mu dekhuchi🙋
17 ନଭେମ୍ବର ରେ କିଏ ଦେଖୁଛ 😂😂😂
🖐️🖐️🖐️🖐️🖐️🖐️🖐️🖐️🖐️🖐️🖐️🖐️🖐️🖐️🖐️🖐️🖐️🖐️🖐️🖐️🖐️🖐️🖐️🖐️🖐️🖐️🖐️🖐️🖐️🖐️🖐️🖐️
Mu
18 ନଭେମ୍ବର 🥰
18 November
22 nov
ବହୁତ୍ ବଢିଆ ଲାଗିଲା ଫିଲ୍ମ ମୁ ବହୁତ୍ ଥର ଦେଖିଚି , ଭାଇ ହେଲା ଭଗାରି ,
ସିଦ୍ଧାନ୍ତ ମହାପାତ୍ର ଙ୍କ ଦିଗ ବଦଳେଇ ଦେଲା ଏହି ଚଳଚିତ୍ର
Sidhant hit movie ❤
ସତରେ ମା ପେଟରୁ ହିଁ ଭଗାରୀ ଥାନ୍ତି 😭😭
Bilkul thik
ଧନ୍ୟବାଦ୍ big Oriya cinema ,ଏଇ ପରିକା ସିନେମା ଦଖିଲେ ଆମ ପିଲାଦିନ କଥା ମନେ ପଡ଼ିଯାଏ, ଆଶା କରୁଛିକି ତୁମ channel ଆହୁରି ଆଗକୁ ବଢ଼ୁ, ଜୟ ଜଗନ୍ନାଥ🙏💐🙏
19 ନଭେମ୍ବର ରେ କିଏ ଦେଖୁଛି
Mu kete dina hela apekhya karitili hele aji Full movie dekhibaku milila❤thanks big odia sinema
25ନଭେମ୍ବର ରେ କିଏ କିଏ ଦେଖୁଛ🤞👍👍👍👍👍
Bahut bahut bahut sundar all artists super star ❤❤and film super duper uper ❤❤❤❤
ଏ ଫିଲ୍ମ ସତରେ ବହୁତ ହୃଦୟ ସ୍ପର୍ଶି ଥିଲା.. ଆଖିରେ ଲୁହ ଆସି ଯାଏ.. ପାରିବାରିକ ଫିଲ୍ମ ଥିଲା.. ❤️❤️
Kete thara search 🔎 karichi tk dekhibi boli😢🎉🎉 TQ so much..sir..😊
ଆଉ କଣ ସେ ପୁରୁଣା ଫିଲ୍ମ ଆସିବନି 😢 ସତରେ କେତେ ସୁନ୍ଦର ଥିଲା ସେ ଦିନ❤😢😢 ଫେରି ଅସନ୍ତକି😢
Bahut dinara apekhya aji anta hela..tq ❤️❤️🥰 for uploading
କିଏ କିଏ ଦେଖୁଛନ୍ତି ଆଉ ଏକ 👍👍👍 କରନ୍ତୁ 🙏🙏🙏💔
Alls actor and actress really nice acting 😊😊..... thank you for this movie 😊😊😊😊😊
Satare aji a movie dekhi bahutu khusi naguchi ❤❤
ସେ ବେଳର ପୁରୁଣା କଳାକାର ମାନେ ହୁଏତ ନାହାନ୍ତି ହେଲେ ତାଙ୍କ ଦ୍ୱାରା ନିର୍ମିତ ଫିଲ୍ମ ସବୁ ଚିରଦିନ ପାଇଁ ଅମର ହେଇକି ରହି ଯାଇଛି 🙏🏻ଏବେ ବି ମନେ ପଡ଼ନ୍ତି ବିଜୟ ମହାନ୍ତି 😭ମିହିର ଦାସ 😭😢😢😢
1:39:57 sata katha thila au se sata katha hin kahithile❤❤❤
ଆଜି କିଏ କିଏ ଦେଖୁଛ 👍 କର
ମୁଁ ଦେଖିଛି
କେଜାଣି କାଇଁକି ମଣିଷ ଏତେ advance ହେଲା ପରେ ବି ଏ ସବୁ ଫିଲ୍ମସ ଦେହରେ goosebumps ଆଣୁଚି ଆଉ ଥରେ ଭୁଲ ରେ ଦେଖିବା ଷ୍ଟାର୍ଟ ହେଲେ ଅଧାରେ ଛାଡି ହଉନି..... Thanks to all talented actors in that day
Sidhanta
Bijay mohanty
Mihir das
🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼
Mo childhood katha Mane paadi gaala Sunday re 4pm re eei movie ghara pura full thae misiki sabu dekhu.. kuade gaala se dina
Thnk u so much eei movie upload Kariba pain bohut din hela khoju thili
( 27 ) I m PhD Scholar Student ..... Now I m watching this movie ❤❤❤❤
Mihir das
Sidhant Mohapatra
Rachana banerjee always superstar of odia film industry. No one can take his place. Legend always legend. Such a beautiful movie ❤❤❤🙏🙏🙏👌👌👌
ଏବେ କିଏ କିଏ ଫିଲ୍ମ ଦେଖୁଛ ❤❤❤
Supar hit movie thanks bhai
ଏମିତି ଆହୁରି ଭିଡିଓ ଗୁଡା ku ଆଣିବାକୁ ଅନୁରୋଧ ଭାଇ❤❤❤
Film dekhi ki mu pura kandi pakeili Bhai haha kuho poche old is gold....jau mane sahamata like Karo plz❤❤❤❤❤
ସତରେ ଭଲ ପାରିବାରିକ ଚଳଚ୍ଚିତ୍ର ବର୍ତ୍ତମାନ ଏମିତି ଚଳଚ୍ଚିତ୍ର ନିର୍ମାଣ ହେଉନାହିଁ ଏହା ପରିବାରର ସମସ୍ତେ ଦେଖିପାରିବେ ,ବହୁତ ଦିନ ପରେ ଦେଖିବାକୁ ମିଳିଲା ,ଏହା ବାସ୍ତବିକ ଜୀବନରେ ଆସିଥିବା କାହାଣୀ ଉପରେ ଆଧାରିତ ଧନ୍ୟବାଦ୍।
24 r kia dekhicha like kr
କିଏ କିଏ ପୁରୁଣା ଫିଲ୍ମି ଦେଖିବାକୁ ଭଲ ପାଅ like କର ❤️🥰
17 November re kie kie dekhucha
Mun dekhuchi bhai
Mu dekhuchi
@@SangitaPadhan-h3b ,👍
@@SangitaPadhan-h3b Hi
18 re
ବଢିଆ ଫିଲ୍ମ ଦେଖିଲେ ଆଖି ଲୁହ ରେ ଭରିଯିବ
Gotia toka sidhanta bhai pura ghantuthila ❤❤❤ super 👌 block boster movie ❤❤❤
ବହୁତ ଦିନ ରୁ ଖୋଜୁଥିଲି ଧନ୍ୟବାଦ 🙏
17 November ରେ କିଏ ଦେଖୁଛ 😊😊
କିଛି ଦିନ ତଳେ ଖୋଜୁଥିଲି ଏ movie ଏବେ ଆସିଛି TH-cam re tq
VCD DVD player re dekhi thilu missing old days really family story flims ❤❤❤
କେଉଁ ମାନେ ବିଜୟ ମହାନ୍ତିଙ୍କ ବଡବାପା role କୁ miss କରୁଛନ୍ତି?
ଆମେ ଗାଁ ଗଣେଶ ପୂଜା ରେ ମେଢ଼ ଆଗରେ ଏମିତି କା ବହୁତ୍ ଫିଲ୍ମ ସକାଳ ପର୍ଯ୍ୟନ୍ତ ଚାତକ ଭଳି ଦେଖୁଥିଲୁ,,,,କେଜାଣି କୁଆଡେ ହଜିଗଲା ସେ ପୁରୁଣା ଦିନ ଆଉ ସେ ପୁରୁଣା ସଂସ୍କାର ର ଫିଲ୍ମ,,,,ବହୁତ୍ ମାନେ ପଡୁଛି,,,,😢😢😢😢😢
ବହୁତ୍ ଭଲ ହେଲା ବହୁତ୍ ଦିନ ହେଲା ଖୋଜୁଥିଲି
December 2 ରେ କିଏ କିଏ ଦେଖୁଛନ ?
Thank you so much sir and beautiful family my favourite movie 👍👍👍💞💞💞👌👌
21 November 24 re mu dekhuchhi.... Bahut sundar chalachitra tia..... ❤❤❤❤
Odia movie bahuta bhalalagila sridhanta mahapatar nka ❤❤❤👍👍
Sidhant bhai ra pratham movie ❤❤❤ ... Sabu actor and actress.. real acting movie ❤❤❤
Eei movie mo childhood memories moro eve bi mane axhi sete bele DVD video ghare aage lageiki eei movie ame samaste dekhi thilu kuade gaala se sabu dina ..
miss my childhood so much ❤
ସେତେ ବେଳେ ର ଓଡ଼ିଆ movi super duper ବମ୍ଫର hit ଥିଲା ଦେଖି ବାକୁ ବହୁତ୍ ଭଲ ଲାଗୁ ଥିଲା ଅତି ସୁନ୍ଦର୍ ଫିଲ୍ମ୍
ଓଡ଼ିଆ ସୁପର ହିଟ ଫିଲ୍ମ
Old os gold ❤hands up to all artists ❤🙏
Old movie my favourite 🎉🎉🎉
Mu bahut miss karuthili a film ku finally aasigala ❤❤❤❤puruna film is all time best ❤❤❤❤🎉🎉
Thank u so much bhai🙏🙏
2025 ରେ ଏ ସିନେମା କିଏ ଦେଖୁଛ ❤❤❤
Please Upload these movies
ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ
ସୁନା ହରିଣୀ
ଲାଲ ଟୁକୁ ଟୁକୁ ସାଧବ ବୋହୂ
Wrong Number
ନାରୀ ନୁହେଁ ତୁ ନାରୟଣୀ
କ୍ରିଷ୍ଣା କବେଁରି
କେଉଁ ଦୁନିଆ ରୁ ଆସିଲ ବନ୍ଧୁ
Satare aji bi ehi cinema release hue naa public dekhibe ❤❤❤❤❤❤❤❤❤❤❤❤
Sure bhai
ବହୁତ୍ ଦିନ ହେଲା ଖୁଜୁଥିଲି
ଏହି film ଆଗରୁ କିଏ କିଏ ଦେଖିଛ 👍👍👍
ଏତେ ଦିନ ପରେ ମୋଭୀ ଦେଖି ବାକୁ ମିଳିଲା
Very nice movie ❤❤❤❤❤
Bhai please Asuchi mo kalia suna hd film upload kara
Honor request 😢😢😢
😊😊
Hu
Mora piladinar sabuthu best odiafilm.....se piladine e movie dekhibaku luchiki kaha kaha ghare dekhibar Maza alaga thila.kouthi video chalile b aame jibar dekhibaku.aau Sidhant Ra gulugulia chehera dekhibaku aame pagal thilu.....e time ru start thila Sidhant sir nka era
Bahut bahut dhanyawad
My favourite film bahuta dina heba ଖୋଜୁ thili youtube re thank you so much ❤❤❤❤
I guess Sidhant Sir ka 3rd movie
1st Shradhanjali, pathara khasila bada deulu then bhai hela bhagari
20 November କିଏ କିଏ ଦେଖୁଚ ❤❤
Hi se pruna movei ajibi mane padijauchi nice movei🎉🎉🙏🙏🙏
Mu dekhuchi 2024 re ❤❤❤ Odia movie dekhibaku manahauthila jetebele emane thile 😢 miss you bijay sir mihir sir au shidanta sir hero thile bhala laguthila ❤ I love you shidanta sir
ବହୁତ୍ ସୁନ୍ଦର୍ ଆମ ପୁରୁଣା ଓଡ଼ିଆ ସିନେମା ❤