Adhar card re number add achhi adreess re village name nahi apply kale kan asubidha heba ki adress update kale centre wale kahuchhanti 1month lagiba au jeu bhida kan. Karibu
Most of csc points are taking more money than fixed by government. Please take action against them. Make an interview from csc chief with respect to adhaar service price.
ଆଧାର କେନ୍ଦ୍ର ରେ ଯେଉଁଭଳି ଭିଡ ହେଉଛି ମତେ ଲାଗୁଛି ମୋହନ ମାଝୀ ସରକାର ସୁଭଦ୍ରା ଯୋଜନା ପଇସା ସେଠାରୁ ହିଁ ପାଇଯିବ
free for apply sir
@@DailyDoseprabir ହଁ ଭାଇ ସୁଭଦ୍ରା ଯୋଜନା free re apply ହେବ କିନ୍ତୁ ଆଧାର କାର୍ଡ ସହ ମୋବାଇଲ ନମ୍ବର link ଥିବା କୁ ପଡ଼ିବ ଆଉ ଆଧାର କାର୍ଡ ସହ ମୋବାଇଲ ନମ୍ବର link ତ ମାଗଣା ରେ ହେଉନାହିଁ
😂😂👍
@@MukeshKumarSahu-gw4sq50rs thila ebe 100 neuchanti
Are bhai aadhar Card enrollment kala bele mobile number link kahinki kari nahanti semane
ଆଧାର ଅପଡେଟ କଲାପରେ ପିତା କିମ୍ବା ସ୍ବାମୀଙ୍କର ନାମ କଟି ଯାଉଛି ।ପୁଣି ତାକୁ entry କରିବାକୁ ହେଲେ ବିଳମ୍ୱ ହେବ ସଙ୍ଗେ ଅନେକ ସମସ୍ୟା ଦେଖାଯାଉଛି ।ମୋର ପ୍ରଶ୍ନ ଆପଣଙ୍କ ମାଧ୍ୟମରେ ସୁଭଦ୍ରା ଯୋଜନାରେ ଏବେ କାହା ନାମ ଦେଇ ଫର୍ମ ପୂରଣ କରାଯିବ ।ସ୍ବାମୀ କିମ୍ବା ପିତା ।
Right question kari⁶
Saita habani kebala maa na rahuchi
ମୁ ବି ଏଇ ସମସ୍ୟାରେ ସମ୍ମୁଖୀନ ହେଇଛି
Update kale kana pai Name katiba. Ame to karuchu kai katu nahi.
@@sujit_sahoo only mobile no link kale katijauchhi
ବେପାର ଆରମ୍ଭ ହେଇଗଲା
😂😂
ବୋଦା କୁ ଚୋଦା ଶିଖାଅ ନାହିଁ😂 ଆମେ ଜନ ସେବା କରି ଏମିତି ହଜାରେ ଫର୍ମ apply କରି ବାଳ ପାଚି ଗଲାଣି😂 ଏ ଗୋଟେ ଫର୍ମ ଦେଖାଉଛନ୍ତି😂
Katha ta a kahila
Bhai dhanya re tuma chabiku
😂😂😂😂
Lokakka seva
@@AnnapurnaJena-h5dozs 6:55 ja wdnk 7:04 sl😅
ଅଙ୍ଗନୱାଡି ରେ ବେଶୀ ଅସୁବିଧା କରୁଛନ୍ତି ଆଧାର ଟିକେ ଭୁଲ୍ ଥିଲେ ଫର୍ମ ଦେଉନାହାନ୍ତି
୧ - ଆଧାର କାର୍ଡ ରେ ଓଡ଼ିଆରେ ନାମ ଭୁଲ୍ ଥିଲେ ଅଙ୍ଗନୱାଡ଼ି ଦିଦି ଫର୍ମ ଦେଉନାହାନ୍ତି
୨ - ଆଧାର ରେ ମୋବାଇଲ ନୋ ଲିଙ୍କ ନଥିଲେ ଫର୍ମ ଦେଉନାହାନ୍ତି
ଏହା ବିଷୟ ରେ ଗୋଟେ ପ୍ରେସ କନଫରେନ୍ସ ରଖନ୍ତୁ ଫର୍ମ କିପରି ଲୋକ ପାଇବେ ,
Colour Xerox karinia
ଫର୍ମ ଫିଲପ୍ କଲାପରେ ଦଉ ନାହାନ୍ତି ସେ ନିଜେ CSC ସେଣ୍ଟର୍ ରେ ଦେଉଛନ୍ତି । ତାଙ୍କର share ଅଛି କି online ରେ
Adhar no jou mobile no link ochhi bank account re bi sehi mobile no link hethiba darkar boli anganwadi didi kahuchhonti.nohele form dounahanti.
Mobile no link ବାଧ୍ୟତାମୂଳକ ନୁହେଁ
Tollfree ନମ୍ବର ଲାଗୁନି bjp ପୁରା ମିଛ କହୁଚି
Laguchi tu michha kahuchu
Mun ta karothili laguchi Tu galua
@@PrativaJena-ps5zg ବାଳ ଲାଗୁଛି କାହିକି ମିଛି ତୁ କହୁଛୁ
Laguchi bhai
Bele bele laguchi
ଓଡିଶାବାସୀଙ୍କୁ ଭୁଆଁ ବୁଲାଇବା ଯୋଜନା
Bjd ଗନ୍ଧ ବାହାରୁଚି ତୋରି ଠାରୁ
Tu apply karna kie kahuchi ki karibaku
Aponanku tamil pandu ra bag 🛍️ jojona right rahibo
ସାର ଟ୍ରୋଲ ଫ୍ରି ନମ୍ବର ଲାଗୁନି କାହିକିଁ ଦେଖ
😂😂😂😂lagibani hajar hajar loka
Bhuli ja bhai
ଜଣେ ବିବାହିତା ମହିଳାଙ୍କର ଆଧାର କାର୍ଡରେ ସ୍ୱାମୀଙ୍କ ନାମ ନ ଥାଇ ବାପାଙ୍କ ନାମ ଓ ସ୍ୱାମୀଙ୍କ ଘରର ଠିକଣା ନ ଥାଇ ବାପାଙ୍କ ଘରର ଠିକଣା ଅଛି। ତେବେ ସୁଭଦ୍ରା ଯୋଜନା ଫର୍ମ ପକାଇବା ପାଇଁ କୌଣସି ଅସୁବିଧା ହେବ କି ?
No
No problem. ବାପା ନାମ or ସ୍ୱାମୀଙ୍କ ନାମ ଯେ କୌଣସି ଗୋଟେ ହେଲେ ଚଳିବ
ଯେଉଁ ଝିଅ ମାନେ ନୂଆ କରି ବିବାହ କରିଛନ୍ତି ସେମାନେ କେମିତି ପାଇବେ ଶାଶୁ ଘରେ
ସେମାନଙ୍କୁ ସୁଭଦ୍ରା from ଦେଉନାହାନ୍ତି ରାସନ କାର୍ଡ ପିଛା ଗୋଟେ from ଦେଉଛନ୍ତି
ଅଙ୍ଗନ ବାଡ଼ି କୁ ମାଗ
@@DMSTATUS-t2n ଦେଉନାହାନ୍ତି ଭାଇ
Aa ye ke nite ke,,angana badi,Dede,ku,bodhe,,teke,darakar,heuche,,😕kana,nija,gharu,Paisa,dauchi,,
ଜନ ସେବା କେନ୍ଦ୍ର ରେ ଫର୍ମ ଗୋଟିଏ କୁ କୋଡ଼ିଏ ଟଙ୍କା ନେଉଛନ୍ତି
Free re haba
Bala heba @@sujit_sahoo
Thank you,,,
ଆରଏସରକାର ତ ଦିକୁଦିନ ଗୋଟେ ଗୋଟେ କଥା କହୁଛି ତାପରେ ଜନସେବା କେନ୍ଦ୍ର ବାଲାତ ଆହୁରି ଭାଉ ଦେଖା ଉ ଛ ନ୍ତି
ଆଜି ଇଲେକ୍ସନ ହେଲେ BJP ପକ୍କା ହାରିବ l
Semiti hele tike bholo heithanta.anastha prastabo aniheboni
Thanks bhauni
Very good job sir.
Nice
ଓଡ଼ିଶାରେ 60% ଲୋକଙ୍କ ଆଧାର ରେ ତ୍ରୁଟି ଅଛି ବିଜେପି ମହନ ସରକାର ଜାଣିବା କଥା ଯେଁଉ ମା ମାନେ ପାଠ ପଢ଼ି ନାହାନ୍ତି ତାଙ୍କ ପାଖରେ ସ୍କୁଲ ସାର୍ଟିଫିକେଟ ନାହିଁ ସେ ମା ମାନେ କେମିତି ଆଧାର ରେ ବୟସ କିମ୍ବା ନାମ ତ୍ରୁଟି ସୁଧାରିବେ।।।
Absolutely true 💯
ଜନସେବା କେନ୍ଦ୍ର ଉପରେ ଚଢ଼ାଉ ହେଉ ଲୋକ ମାନଙ୍କୁ ଗା ମାରୁଛନ୍ତି
aau asibo nahi ae sarkar 2029 re.... Bhul heigala aani
Thanks
ବହୁତ୍ ହଇରାଣ୍ ଫାଲତୁ
😂😂😂😂
Great news
Great news 👍
Good job sir
ଭାଇ ମାନେ ଆଧାର କାର୍ଡ ଚାର୍ଜ 50 ruppes ଅଚ୍ଛି ଯଦି କୌଣସି ଜାଗା ରେ 50 ରୁ ଅଧିକା
ନିଅନ୍ତି ଦୟାକରି 1947 helpline ରେ କଲ୍ କରି ଅଭିଯୋଗ କରାନ୍ତୁ 🙏🙏🙏
ଖାଲି ଆଧାର ନମ୍ୱର୍ ଦେଲେ , ତା ସହିତ ବ୍ୟାଙ୍କ୍ ଆକାଉଣ୍ଟ ନମ୍ୱର୍ ଦେଲେ ଅସୁବିଧା କଣ ହେବ ?
Super bhai
Thank you sar
Thanks nice yojana
Real talk 😮
Good news
ବାଳ ଧନ୍ଦା
ଆଜି ଯାଏଁ କଅଣ ପାଇଁ ବସିଥିଲେ. ଆଧାର ସବୁବେଳେ ଅପଡେଟ କରିବାକୁ ଆଡଭର୍ଟାଇଜ କରିଛନ୍ତି
ବାଳ ନା
ଆରେ ଭାଇ ସରକାର ଯାହା ଦଉଛି ତାଙ୍କର ନେତା ପେଟ ପୁରୁନି ଆମ ଗରିବ ପେଟରେ ପଡିବା ସ୍ବପ୍ନ
ଖାଲି ଗୋଟେ ମନକୁ ବୁଝେଇ ମିଳୁ ନ ମିଳୁ ପକେଇଦିଅ😢
Right
csc vle mane strick kaleni
100 tanka demand karuchhanti
Good
good
Sir 2 /3 minuitre kau form applay helani. Srver issue haba
Bank account re bi same mobile no add koriba nohati darkar ki?
ସାଧାରଣ computer ଦୁକାନ ରେ
ହବ ki sar csc id ନାହିଁ
ସବୁ ଜାଗାରେ ନେଉଛନ୍ତି ଆମ ବାଲେଶ୍ଵର ଜିଲ୍ଲାର ଖଇରା ବ୍ଲକ ବାଙ୍କିତିରାରେ ନେଉଛନ୍ତି
I m here☝️☝️
Sir,
First under development aera gudi ku tk devloped korontu..
.
Aji jae bi amiti aera ochhhi jouthi thik road kotha ta chhadontu electricity bi nai
ସାର୍ ଆଧାର କାର୍ଡ ରେ ପିତା ଙ୍କ ନାମ କଟି ଯାଇଛି କିଛି ଅସୁବିଧା ହବକି
Ok
Adhar card re date of birth au mobile number link nhoithile subhadra yojana re apply kari heba ki
Kou dina parjyanta date achhi.. apply karibaku
OTV super michua
Adhar card re number add achhi adreess re village name nahi apply kale kan asubidha heba ki adress update kale centre wale kahuchhanti 1month lagiba au jeu bhida kan. Karibu
Sir aadhar re husband/father name nahi ta kemiti apply karibu
Adhar re husband name nathile father name thae
Kichhi nahi
Na nai @@risu_suni
Kichhi problem heba ni@@jaga3320
@@jaga3320maa na achi ta
Adhar card saha mobile number link thile ka apply kori hebo ki
Jie odisha bahare rahuchi se kemiti apply kariba kahuna kn pai ame kn odia nunha ki
Locate nearest csc centre to you.
You will get subhadra form from subhadra website.
ସାର୍ ଫର୍ମ ମିଳୁନାହିଁ
Tk apekshya kara CM reply karibe
କେବଳ ମିଛ କଥାକହି ଲୋକଙ୍କୁ ହଇରାଣ କରୁଛ ପ୍ରତ୍ୟେକ ଦିନ ନୂଆ ନୂଆ କଥାକହି ଲୋକଙ୍କୁ ପାଗଳ କରୁଛ କେତେବେଳେ ରାସନ କେତେବେଳେ ସୁଭଦ୍ରା କେତେବେଳେ ଆଧାର କେତେବେଳେ କେଉଁ ଯୋଜନା
Customer service point apply pai fee niyajibaki
ସାର୍ ଯେଉ ହେଲ୍ପ ଲାଇନର ନଂ କହିଚନ୍ତି ୧୪୬୭୮
ଏହି ନଂ ରେ call ଲାଗୁନାହିଁ
ଭୂ ଲୁ ନଂ କହୁଚି
ଜନ ସେବା କେନ୍ଦ୍ର ନା ରେ ଜନତା ଙ୍କୁ ଠକୁ ଚନ୍ତି ଗୋଟେ ଫର୍ମ କୁ upload କରିବାକୁ 200 ଠୁ 500 ଯାଏ ଲୁଠୁଛନ୍ତି ୟା ପାଇଁ କଣ କରନ୍ତୁ Sir 🙏
Aadhar centre pain lakhya lakhya tanka kn pain neucho
Sir jou womens odisha bahare achhanti se kemiti apply karibe
Sir gote form jadi bhul hela. Tebe kn karibu janeibe
ସୁଭଦ୍ରା ର କିଛି ପର୍ସେଣ୍ଟ ଓଡ଼ିଶା ସରକାର ପାଇବ CSG ସେଣ୍ଟର ରୁ ପାଇବେ।
Documents ସବୁ କଣ ଦରକାର income certificate ଦରକାର କି sir
Registration pain 250 Tonka neuchonti ???...
Adhar Card re recent address nathile kn subhadhra yojana apply karihabani
Ama gaon re kete tarikh camp karibe
Adhar centre ku jai jai aga 500 kharcha hau ta pare dekha jiba kan hauchi aau😂😂😂😂😂
Aadhar re print gote mob no au link thile au gote mobile no kana haba
21 year Unmarried jhio apply kori paribe ki sir
Yes
Sabu Adhar Senter Re Chadhau kara jau 200 ru 220 nauchanti
Mo tharu aji nia gala CSC centre Bhomikhal re 200 only biometric pani so request to govt this is not like a good process so action this matter
Tu kana pai paisa dau thilu. Free re hauchi
Magiha apply ta heini to pakharu kemiti nela 200/-
Hmm, biomatric correction aama gaon re pii 200rupees
@@manaswineerayasingh9618 Boimatric correction official charge only ₹100. Tu kana pai dau thilu 200. Laguchi tara adhika paisa achi bodhe
Govt app kimba website lunch kaleni beneficiary nije ba kaha madhye mare mobile re apply Kari parithanta mobile online taku active karantu
janaseba kendra re form deposite kale janaseba kendra ku kete tanka deba pain padiba???
If some Bangladeshi nationals take form and register, they will also get the benefits of subhadra ? Ask this question.
ଜନ ସେବା କେନ୍ଦ୍ର ବହୁତ ହଇରାଣ କରୁଛନ୍ତି
Ration card na thile income certificate lgiba na nahi
Lagiba
Lagiba nahin
ଲାଗିବ
Most of csc points are taking more money than fixed by government.
Please take action against them.
Make an interview from csc chief with respect to adhaar service price.
ଓଡ଼ିଆ / English se fillup hoga kya
ଯୋଉ ଜନ ସେବା କେନ୍ଦ୍ର ପଇସା ମାଗୁଛନ୍ତି
ସେମାନଙ୍କ ପାଇଁ କଣ ପଦପେକ୍ଷ ନିଆ ଯିବ ଟିକେ କହିବେ
10 tanka daba auu ama pakhaku asa bhai
Bala heba
Why only CSC who is not taken CSC those also apply by web portal why divert media
ସାର୍ ପରିବାର ରୁ କେତେ ଜଣ ପାଇପାରିବେ
Sir mora Id band heinaichi kemiti karibi sir mor block patrapur dist ganjam
Nija panchayata। ,na je kounasi jagare applay karile heba ,
ସୁଭଦ୍ରା ଯୋଜନା ଦେବିତ୍ କାର୍ଡ ଦେବେ
ପହଙ୍ଗା ଗ୍ରାମ ପଞ୍ଚାୟତ ଥାନା ନିଆଳି ଜିଲା କଟକ ଆଧାର କେନ୍ଦ୍ର ନାହିଁ ଲୋକ ୫ କିମି ଦୂରକୁ ଯାଉଛନ୍ତି।
AADHAR,INCOME,RESIDANCE,MARRIGE,BHATTA ALL ARE KANTA NO TWO WHEELER OWNER TOO 🙏🏻🙏🏻🙏🏻🙏🏻🙏🏻🙏🏻🙏🏻
Sabu loka ku karidaba khushi subhadra jojanaa
English re varile heba k sir
Apply ପାଇଁ ଟଙ୍କା ନେଉଛନ୍ତି
ବାଳ ଧନ୍ଦା କରୁଛ ଗୋଟେ, ଆଜି ନହେଲେ କାଲି କାଲି ନହେଲେ ପହରଦିନ କହିଦେଉଛ ବହୁତ ସହଜ MG 😠
Bal jojana
Got a form Jadirijecthoijie Abedenkarikankaripariba
Aadhaar card re c/o w/o nathile kan heba subhadra mininapare ithink
Are aga adhar center per panchayat re khola jau
Right decision right step
Mobil re kemiti heba kahile samastaku subidha hb
ବର୍ତମାନ ପର୍ଯ୍ୟନ୍ତ କେନ୍ଦୁଝର ରେ ସୁଭଦ୍ରା ଫର୍ମ ପହଂଚି ପାରିନାହିଁ
ବାଳ ସରଳ ଉପାୟ ରହିଛି
Free apply
ସାର୍ ଏହା swuechhata ରେ ଦେବେ ନା ପଦ ତଳେ ପଡିବାକୁ ପଡିବ
Last date 9 ate short time re kn haba
ବତା ମିଳୁଥିବା ଲୋକଙ୍କ ପାଇଁ ୟେ ସୁବିଧା ଉପଲବ୍ଧ କି sir
ସାର୍ ଆମ ଗାଁ କୁ ଆମ୍ବୁଲାନସ୍ ଆସିପାରିଲା ନାହିଁ