ତମର କଂଗ୍ରେସ ପ୍ରତି ଯେତିକି ଶ୍ରଦ୍ଧା, ଭାବ ରହିଛି, ସୋନିଆ ରାହୁଲ ଙ୍କ ନାହିଁ ତମର କଂଗ୍ରେସ ପ୍ରେମ, ମୂଲ୍ୟ ହୀନ, କେନ୍ଦ୍ର ପାଇଁ Ur the proud of Odisha as compared with Naveen Patnaik So I ❤ ସୁର ସାର୍ 🙏💙🙏
You are the real hero of Odisha. As a BJD lover I like your personality. Cong. Mean Sura Raout.... ..... Only a single person who can win in congress. Brave man who doesn't hesitate to tell the truth so openly.
ସୁର କୁବହୁତ ଆଗରୁ ବହିସ୍କାର କରିବାର ଥିଲା
ଡେରିରେ ହଉ ପଛେ କଂଗ୍ରେସ କୁ ସଦ ବୁଧି ମିଳିଲା
ଏଥର ସୁର ନଙ୍ଗଳା ହେଇ ବୁଲିବ କଂଗ୍ରେସ ରୁ ଗୋଇଠାମାଡ଼ ଖାଇ BJD ର ଅଇଁଠା ପତ୍ର ଚାଟିବ
ଠିକ୍ ହେଇଚି 😂😂😂
@@sanjaykumarbehera3771sura aja tm ethara gala 😅😅😅😊😊😅
ମନ୍ମଥ ରାଉତରାୟ ହାରିଲେ ସୁର ବୁଦ୍ଧି ଶିଖିବ
ଶିଖିବ କଣ ମରିଵ
Hariba sure
ୟାକୁ ଆଗରୁ ବହିସ୍କାର କରିବାର ଥିଲା ।
ଖୁବ୍ ସୁନ୍ଦର ନିଷ୍ପତି
ଏବେ ପୁଅ ପାଇଁ ପ୍ରଚାର କର ଆଉ କିଛି ଅସୁବିଧା ନାହିଁ
ଅଲଜ୍ୟାଙ୍କ ମୁଁହ ଟାଣ
ପୁଅ ଯଦି ଜିତିବାର ଦମ୍ ଥିଲା ଶଳା ତୁ କଂଗ୍ରେସ ରୁ ଟିକେଟ ଆଣି ଜୀତାବେ ,ଶଳା ନାଟକ କରୁଚୁ କେତେ ଟଙ୍କା ଡ଼ିଲ କରିଛୁ ଶଳା
ଏଇଟା ର କଥାବାର୍ତ୍ତା ଠିକ୍ ନାହିଁ, ଅସଭ୍ଯ ଟେ।
ବଢ଼ିଆ କଲେ ଶଳା ନବୀନ ପ୍ରଚାର କରୁଛି
Good action by Congress
ନିଜ ଛେପ ଏଥିର ନିଜ ଉପରେ ପଡ଼ିବ
ସମୟ ଆସିଗଲା କାରଣ ତୁମର ଆଉ
କଂଗ୍ରେସ ଉପରେ ଭରସା ନାହିଁ
Right step
Bhala heichi
ହଉ କାଲି ସକାଳୁ ନେଳିଆ ଗାମୁଛା ଖଣ୍ଡେ ପକାଇ ନବୀନ ନିବାସ କୁ ଯାଇ ମିଶିଯାଅ
Good advice 😂😂😂
ହସ ଲାଗୁଥିଲେ ବି ଠିକ ସେ ହସି ବି ପାରୁନ ହୋ ସୁର ବାବୁ 😂ଏବେ ଜୋର ସୋର ଶଙ୍ଖ ଫୁଙ୍କ ପୁଅ ସାଥିରେ 😅
Thik heichi
ଲଜ୍ଜାହୀନ ମଣିଷ।
Good👍👍👍👍
ଏମିତି ଅଲାଯୁକ ପୃଥିୀପୃଷ୍ଟରେ ବିରଳ
ଭଲ ହେଇଛି
ବାପା ପୁଅ ଡ୍ରାମା ମାହାଙ୍ଗା ପଡ଼ିଲା
100 percent correct decision.
You shout like this.
ପୁଅ ଙ୍କ କ୍ଷମତା ଲୋଭ ପାଇଁ ବାପା ର ସମ୍ମାନ ଗଲା। କୂଳକୁ କରମଙ୍ଗା ଜାତ ହେଲେ।
Are bhai bapa ta gmara
It's the strategy to seek sympathy from voters.
Good
ଆ...ଥୁ ଏବେ ସରିଗଲା
Alajuka ta
ତମ ପୁଅ ଯଦି ତମରି ମାଟିରେ କଂଗ୍ରେସ ତରଫରୁ ଠିଆ ହେଇ ଥାଆନ୍ତା, ତମର ଓ ତମ ପରିବାର ର ସମ୍ମାନ ରହି ଥାଆନ୍ତା
ଆଉ ଜିତିଥାନ୍ତା ବି ଜଟଣୀ ବିଧାୟକ ଭାବେ
Ohh bahut badhia News😘
Tik haichi
ରାଜନୀତି cariour finished
ଏଥିରେ ସୁର ଭାଇ ଙ୍କ ର କୌଣସି ଭୁଲ୍ ନାହିଁ। ତାଙ୍କୁ ବଳପୂର୍ବକ ପାର୍ଟି ରୁ ବହିଷ୍କାର କରାଯାଇଛି।
କୋଉ ବାପା ଚାହିବନି ପୁଅ ର ମଙ୍ଗଳ ପାଇଁ, ରାଜନୀତିରେ ସବୁକିଛି ସମ୍ଭବ ❤❤❤
ଜୟ କଂଗ୍ରେସ 👍👍👍👍
ଅଜା ମନ ମରିଯାଇଛି ମୁହଁ ମଉଳି ଯାଇଛି... କି କଥା ଏଗୁଡ଼ାକ ତେମେ କଂଗ୍ରେସ କୁ ଜପାମାଳି କରିଛ ବୋଲି କହିବ, ତମ ରକ୍ତ ଲୁହ, ଝାଳ ସବୁଠି କଂଗ୍ରେସ ଭର୍ତି ବୋଲି ଭେଳିକି କରିବ ଏଣେ ପୁତ୍ର ମୋହ ବଶ ରେ ତାଙ୍କୁ ଥଇଥାନ କରିବାକୁ ଭିନ୍ନ ଦଳ, ଦଳପତି ତଥା ଗୁମାସ୍ତା ଚପରାଶି ଙ୍କ ସ୍ତବ ପାଠ କରିବ.... ଯେଉଁ ଦଳ ତୁମକୁ ପରିଚୟ ଦେଇଛି ତାର ଦୁର୍ଦ୍ଦିନ ରେ ବିଶ୍ଵାସଘାତ କରିବ.... ତମ ସୁବିଧାବାଦୀ ଦୋମୁଣ୍ଡିଆ ଦୋନାବୁଡିଆ ନୀତି କୁ ଏ ଆଇ ସି ସି ଆଉ କଣ ଶିରିପା ପିନ୍ଧେଇ ପଟୁଆର ରେ ବୁଲାନ୍ତା...
ତ୍ୱରିତ ନିଲମ୍ବନ ହିଁ ତମ ପ୍ରତି ଯଥାର୍ଥ ସମ୍ମାନ ଓ ପୁରସ୍କାର... ଆଉ ଅଧିକ ବାଚାଳାମି ନକରି ଶାନ୍ତିରେ ବିଶ୍ରାମ ନିଅ
Badhia heichhi
Sura is best leader
ତମର କଂଗ୍ରେସ ପ୍ରତି ଯେତିକି ଶ୍ରଦ୍ଧା, ଭାବ ରହିଛି, ସୋନିଆ ରାହୁଲ ଙ୍କ ନାହିଁ
ତମର କଂଗ୍ରେସ ପ୍ରେମ, ମୂଲ୍ୟ ହୀନ, କେନ୍ଦ୍ର ପାଇଁ
Ur the proud of Odisha as compared with Naveen Patnaik
So I ❤ ସୁର ସାର୍ 🙏💙🙏
Good decision
Bjd office re kia thila......😂
Choro munha goja😂😂😂
ଘର ଥରେ ଭାଙ୍ଗିଲେ ସଜାଡି ହେବା କଷ୍ଟକର।
Puni start kala jokering😅
ଅଜାଗା ଘା ନା ଦେଖି ହେଊଛି ନା ଦେଖେଈ ହଊଛି
Beautiful
ଅତି ଗର୍ବେ ଲଙ୍କା ହତ
ସୁର ଭାଇ କଥାକୁ ଓଡ଼ିଶାର ଜନସାଧାରଣ ଧରନ୍ତୁ ନାହିଁ , ସୁର ଭାଇ ଆମର ପୁତ୍ର ମୋହ ଏବଂ ବୟସାଧିକ କାରଣରୁ ପାଗଳ ହୋଇ ଗଲେଣି !!! ପାଗଳ ର କଥା ପାଣିର ଗାର ବୋଲି ସବୁକିଛି ଭୂଲି ଯାଆନ୍ତୁ ।
ଖଗ୍ ଡେ ନୁହଁ ଖଡ୍ ଗେ😂😂😂😂😂😂😂😂 କିଛି ମାସ ତଳେ mallikarjun khadge bhubaneswar ଆସିଥିଲେ ସୁର ବୁଢ଼ା ଭାରି ସ୍ବାଗତ କରୁ ଥିଲା ଏଇନେ ନାଁ ଭୁଲି ଯାଉଚି ଧନ୍ୟରେ ପୁତ୍ର ମୋହ ହାହା ହାହା ହାହା 😂😂😂😂
You are the real hero of Odisha. As a BJD lover I like your personality. Cong. Mean Sura Raout.... ..... Only a single person who can win in congress. Brave man who doesn't hesitate to tell the truth so openly.
Bhala Heichhi
Sir I support you you are the firebrand leader of the Congress party 60 years strong iron leader
Right decision
Good dession Aicc❤@
Sura bhai jindabad❤
Sura bhai is great 😊
ସତ୍ଯ ମେବ ଜୟତେ🚩🚩🚩 ଏଇ ଚ୍ୟାନେଲ ର ଏମିତି ଅବସ୍ଥା ହବ ଦିନେ 🚩🚩🚩🚩
ଯାହା ହୋଇଛି ଭଲ ହୋଇଛି ଦଳ ବିରୋଧି ମାନଙ୍କୁ ବିଦା କରିବା ଦରକାର
As an Indian you should say I shall work for my India, not for congress
Best political leader of the world
Tama paini tama pua jemiti aaga.. Congress high command paini semiti Congress dala aaga.
Tenu Congress ra decision ti swagata jogya..
ମାସେ ଆଗରୁ ହେବାର ଥିଲା.
ଭଲ୍ କରିଲା କଂଗ୍ରେସ
Decision is appropriate.
Vhala heichi budha ku bahara Kari deichi😂😂😂😂
Very good discussion AICC
Jenuine person
Good job congress team😊
My sincere admiration for your 60 yrs quality work as a political leader 🎉🙏
Bhala heichi 😅😅😅
ସୁର ବାବୁ ଅବସର ନେଲା ପରେ ବଡ଼ ପୁଅକୁ କଂଗ୍ରେସ ଟିକଟ ରେ ଠିଆ କରିଥିଲେ ଭଲ ହେଇଥାନ୍ତା
ନଟିଆ ଭାଇ ଜିନ୍ଦା ବାଦ୍
Right decision😂😂😂😢😅😅
Sura Bhai great..🎉🎉
Belajya
Great person everybody love him❤
Pakka Congress hauchhanti sura Bhai
Family sara sabu haribeee
Badhiya heichi…
Good step by Odisha Congress.......
Badhia hoichhi congress disison
Good decision taken
Thik karichi..AICP
Right .
good decision by Congress respect
ସୁର ଭାଇ ଆପଣଙ୍କ ଘର 🏠 ପରିବାର ଗୋଟାଏ ଗୋଟିଏ ଦଳରେ ଲଢ଼ିବେ ଆପଣଙ୍କ ପରିବାରରୁ ଜିଏ ହେଲେ ଜଣେ ଜିତିବ ତମଘରେ ସବୁ ବେଳେ ଜାଗର ହଵ
ବହୁତ୍ ଭଲ ହେଲା ଏବେ ବୁଉଲୁ ଯାଆ
Bhala heichhi
ବାୟା ହେଇ ଯାଇଛି
100% hariba sura pua. Jay jagannath
Very good
He is most happiest person for this action . Chora e thara openly pua pain kama kariba. Tautara
ନିର୍ଲଜ ହସ..... ନବୀନ ପଟ୍ଟନାୟକ ସହିତ ଯୋଗସୂତ୍ର ଧର ତମେ ନିଜେ l କଂଗ୍ରେସ ରେ ରହି ପୁଅ କୁ bjd ରେ ଭୋଟ୍ ଦବାକୁ କହିବ.... ଏହା କୀ ଶୃଂଖଳା????? ତମେ କିଛି ନ କହି ଘରେ ବସିଲନି ???
ଭଲ ନାଟକ ହସଟା ପୁରା ରାବଣଜିକା
Thik heichi mgh ku
ମା ନା ବୋଉ ହେ
Bjd ku ଆସ sir🙏🙏🙏
At last, jocker suspended 😂😂😂
Good decision by Congress
ହଁ... ଖଣ୍ଡାୟତ ଲୋକଙ୍କର extra ହାଡ଼ ଖଣ୍ଡେ ଥାଏ, ଲୋକେ ଯାହା କୁହା କୁଇ ହୁଅନ୍ତି ଶୁଣୁଛି...
କେତେ ନମ୍ବର ବେହିଆ ଏମାନେ , ଏମାନଙ୍କ କଥାରେ କିଛି ମୂଲ୍ୟ ନାହିଁ,ଛି, ଛି, ଛି।।