ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
କିଏ କିଏ ସିଦ୍ଧାନ୍ତ ମହାପାତ୍ରଙ୍କୁ ପସନ୍ଦ କରୁଛନ୍ତି ଲାଇକ୍ କରନ୍ତୁ ❤
Our love to Siddhant Mohapatra ❤
ସିଦ୍ଧାନ୍ତ ମହାପାତ୍ର ଙ୍କୁ ମୁଁ ଏଥିପାଇଁ ଭଲପାଏ, ସେ ଜଣେ ସରଳ, ସୁନ୍ଦର ସବୁବେଳେ ହସ ହସ ମୁହଁ ଏବଂ ତାଙ୍କ କଥା କହିବା ଶୈଳୀ ବହୁତ ପ୍ରଭାବିତ କରେ !ଆଉ ସିନେମା ବିଷୟରେ କହିଲେ, ରାତି ପାହିଯିବ, ସେ ଯେତିକି ସିନେମାରେ ଅଭିନୟ କରିଛନ୍ତି, ଖାସ କରିକି ୧୬୦ ଟି ସିନେମାରୁ ୧୧୦ ଟି ଚଳଚ୍ଚିତ୍ର ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ପ୍ରଥମ ଓଡ଼ିଆ ହିରୋ ହଉଛନ୍ତି ସିଦ୍ଧାନ୍ତ Sir 🙏
Interview ନେଉଥିବା ଭାଈ ଜଣଙ୍କ ବହୁତ ଭଲ ଲାଗୁଛନ୍ତି, କଥା କହିବା ଶୈଳୀ ଏବଂ ଅତିଥିଙ୍କ ବିଷୟରେ ସମ୍ପୂର୍ଣ ବିବରଣୀ ରଖି Intetview ନେଉଛନ୍ତି, ସେଥିପାଇଁ ଦେଖିବାକୁ ଭଲ ଲାଗୁଛି..ଜାରି ରଖନ୍ତୁ, ଆଗାମୀ ଦିନରେ ଜଣେ ଭଲ ସାମ୍ବାଦିକ ଭାବରେ ଓଡ଼ିଶାରେ ପ୍ରତିଷ୍ଠିତ ହୋଇପାରିବେ..
Odia cinema na chalibaara sabuthu mukhya karana heuchi, ichha shakti ra ghor abhaav....south movie gudiku copy kari odia movie baneile , taha flop heba swabhavik.... secondly, actor aau actress manankara acting, odia viewers mananku bandhi rakhi bare fail hoichi....khanti odia kahiba badalare semane hindi misa odia kahu chanti.
ନାଇଁ ୟାର ମୁଖ୍ୟ କାରଣ ଓଡ଼ିଶାରେ ସିନେମା ହଲ ଅଭାବ..ଆଛା ଭାଈ ପରବ ସିନେମା ଆମ ସଂସ୍କୃତି, ପରମ୍ପରା ଏବଂ ଭାଇଚାରା କୁ ନେଇ ହୋଇଛି, ତଥାପି ସମସ୍ତେ ଦେଖିପାରୁ ନାହାନ୍ତି.. ଏ ସିନେମା ଆଜି ବି ଓଡ଼ିଶାରେ ବହୁତ ଜାଗାରେ ରିଲିଜ ହୋଇନି, ଅନୁଗୁଳ, ମୟୁରଭଞ୍ଜ ଜିଲ୍ଲାରେ ରିଲିଜ ହୋଇନି, ପୁରୀରେ ସିନେମା ହଲ ନଥିବାରୁ ସେମାନେ ଭୁବନେଶ୍ୱର ଆଉ ବ୍ରହ୍ମପୁର ଆସି ଦେଖୁଛନ୍ତି, କିନ୍ତୁ ସମସ୍ତେ ଦେଖିବେନି ନା..ଆଛା କହିଲେ ଆପଣଙ୍କ ଜିଲ୍ଲାରେ କେତୋଟି ହଲ ଅଛି ଆଉ ଆପଣଙ୍କ ବ୍ଲକରେ କେତୋଟି ହଲ ଅଛି..South କଥା ଯୋଉ କହିଲେ, ହାଇଦ୍ରାବାଦ ରେ ୫୦୦୦ ହଜାର ସିନେମା ହଲ ଅଛି, ଆମେ ଚଉଦ ଜନ୍ମ ନେଲେବି ଆମ ପକ୍ଷରେ ସମ୍ଭବ ହେବନି, ହାଇଦ୍ରାବାଦ ସିଟିରେ ଯଦି ୫୦୦୦ ସିନେମା ହଲ ଅଛି, ତେବେ ପୁରା ଆନ୍ଦ୍ରପ୍ରଦେଶ ରେ କେତେ ହଲ ଥିବ ଅନୁମାନ କରନ୍ତୁ..South ରେ ବର୍ଷରେ ପ୍ରାୟ ୧୦୦ ଟି ସିନେମା ହୁଏ, ସବୁ ସିନେମା କଣ ପୁଷ୍ପା ଭଳି ହିଟ ହଉଛି ବୋଲି ଆପଣ ଭାବୁଛନ୍ତି.. ଜମା ନୁହଁ ସେମାନଙ୍କ ବି ୫ ରୁ ୭ ଟି ସିନେମା ହିଟ ହଉଛି..ସେମାନେ ଯୋଉ ସିନେମା ହିନ୍ଦୀରେ କରୁଛନ୍ତି, ସେ ସିନେମା ପୁରା ଭାରତର ଲୋକ ଦେଖୁଛନ୍ତି, ସେଥିପାଇଁ ସିନେମା ଆଉ ଟିକେ ପପୁଲାର ହଉଛି..ଆଉ ବାକି ସିନେମା ତାଙ୍କର ହିଟ ନହେଲେ ବି ପ୍ରଡୁସର ଙ୍କ ହାତକୁ ବାଜେନି, କାରଣ ସିନେମା ହଲ ପ୍ରବଳ..
କିଏ କିଏ ସିଦ୍ଧାନ୍ତ ମହାପାତ୍ରଙ୍କୁ ପସନ୍ଦ କରୁଛନ୍ତି ଲାଇକ୍ କରନ୍ତୁ ❤
Our love to Siddhant Mohapatra ❤
ସିଦ୍ଧାନ୍ତ ମହାପାତ୍ର ଙ୍କୁ ମୁଁ ଏଥିପାଇଁ ଭଲପାଏ, ସେ ଜଣେ ସରଳ, ସୁନ୍ଦର ସବୁବେଳେ ହସ ହସ ମୁହଁ ଏବଂ ତାଙ୍କ କଥା କହିବା ଶୈଳୀ ବହୁତ ପ୍ରଭାବିତ କରେ !
ଆଉ ସିନେମା ବିଷୟରେ କହିଲେ, ରାତି ପାହିଯିବ, ସେ ଯେତିକି ସିନେମାରେ ଅଭିନୟ କରିଛନ୍ତି, ଖାସ କରିକି ୧୬୦ ଟି ସିନେମାରୁ ୧୧୦ ଟି ଚଳଚ୍ଚିତ୍ର ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ପ୍ରଥମ ଓଡ଼ିଆ ହିରୋ ହଉଛନ୍ତି ସିଦ୍ଧାନ୍ତ Sir 🙏
Interview ନେଉଥିବା ଭାଈ ଜଣଙ୍କ ବହୁତ ଭଲ ଲାଗୁଛନ୍ତି, କଥା କହିବା ଶୈଳୀ ଏବଂ ଅତିଥିଙ୍କ ବିଷୟରେ ସମ୍ପୂର୍ଣ ବିବରଣୀ ରଖି Intetview ନେଉଛନ୍ତି, ସେଥିପାଇଁ ଦେଖିବାକୁ ଭଲ ଲାଗୁଛି..
ଜାରି ରଖନ୍ତୁ, ଆଗାମୀ ଦିନରେ ଜଣେ ଭଲ ସାମ୍ବାଦିକ ଭାବରେ ଓଡ଼ିଶାରେ ପ୍ରତିଷ୍ଠିତ ହୋଇପାରିବେ..
Odia cinema na chalibaara sabuthu mukhya karana heuchi, ichha shakti ra ghor abhaav....south movie gudiku copy kari odia movie baneile , taha flop heba swabhavik.... secondly, actor aau actress manankara acting, odia viewers mananku bandhi rakhi bare fail hoichi....khanti odia kahiba badalare semane hindi misa odia kahu chanti.
ନାଇଁ ୟାର ମୁଖ୍ୟ କାରଣ ଓଡ଼ିଶାରେ ସିନେମା ହଲ ଅଭାବ..
ଆଛା ଭାଈ ପରବ ସିନେମା ଆମ ସଂସ୍କୃତି, ପରମ୍ପରା ଏବଂ ଭାଇଚାରା କୁ ନେଇ ହୋଇଛି, ତଥାପି ସମସ୍ତେ ଦେଖିପାରୁ ନାହାନ୍ତି.. ଏ ସିନେମା ଆଜି ବି ଓଡ଼ିଶାରେ ବହୁତ ଜାଗାରେ ରିଲିଜ ହୋଇନି, ଅନୁଗୁଳ, ମୟୁରଭଞ୍ଜ ଜିଲ୍ଲାରେ ରିଲିଜ ହୋଇନି, ପୁରୀରେ ସିନେମା ହଲ ନଥିବାରୁ ସେମାନେ ଭୁବନେଶ୍ୱର ଆଉ ବ୍ରହ୍ମପୁର ଆସି ଦେଖୁଛନ୍ତି, କିନ୍ତୁ ସମସ୍ତେ ଦେଖିବେନି ନା..
ଆଛା କହିଲେ ଆପଣଙ୍କ ଜିଲ୍ଲାରେ କେତୋଟି ହଲ ଅଛି ଆଉ ଆପଣଙ୍କ ବ୍ଲକରେ କେତୋଟି ହଲ ଅଛି..
South କଥା ଯୋଉ କହିଲେ, ହାଇଦ୍ରାବାଦ ରେ ୫୦୦୦ ହଜାର ସିନେମା ହଲ ଅଛି, ଆମେ ଚଉଦ ଜନ୍ମ ନେଲେବି ଆମ ପକ୍ଷରେ ସମ୍ଭବ ହେବନି, ହାଇଦ୍ରାବାଦ ସିଟିରେ ଯଦି ୫୦୦୦ ସିନେମା ହଲ ଅଛି, ତେବେ ପୁରା ଆନ୍ଦ୍ରପ୍ରଦେଶ ରେ କେତେ ହଲ ଥିବ ଅନୁମାନ କରନ୍ତୁ..
South ରେ ବର୍ଷରେ ପ୍ରାୟ ୧୦୦ ଟି ସିନେମା ହୁଏ, ସବୁ ସିନେମା କଣ ପୁଷ୍ପା ଭଳି ହିଟ ହଉଛି ବୋଲି ଆପଣ ଭାବୁଛନ୍ତି.. ଜମା ନୁହଁ ସେମାନଙ୍କ ବି ୫ ରୁ ୭ ଟି ସିନେମା ହିଟ ହଉଛି..
ସେମାନେ ଯୋଉ ସିନେମା ହିନ୍ଦୀରେ କରୁଛନ୍ତି, ସେ ସିନେମା ପୁରା ଭାରତର ଲୋକ ଦେଖୁଛନ୍ତି, ସେଥିପାଇଁ ସିନେମା ଆଉ ଟିକେ ପପୁଲାର ହଉଛି..
ଆଉ ବାକି ସିନେମା ତାଙ୍କର ହିଟ ନହେଲେ ବି ପ୍ରଡୁସର ଙ୍କ ହାତକୁ ବାଜେନି, କାରଣ ସିନେମା ହଲ ପ୍ରବଳ..