ପ୍ରାରବ୍ଧ କଟିବ କେମିତି ? Bhitiri Katha 101 | Narayan Mishra | କଲା କର୍ମରୁ ମୁକ୍ତି ପାଇଁ କରନ୍ତୁ ୩ଟି ଉପାୟ

แชร์
ฝัง
  • เผยแพร่เมื่อ 2 ต.ค. 2024
  • ଏଥର ନାରାୟଣ ମିଶ୍ରଙ୍କ ଭିତିରି କଥା ହେବ ଏକ ଆଧ୍ୟାତ୍ମିକ ପରିବେଶ,
    ଯାହା ଆପଣଙ୍କୁ ସତ ମାର୍ଗରେ ଚାଲିବ ପାଇଁ ପ୍ରେରଣା ଦେବ | ଏହି ଭିଡ଼ିଓ ମାଧ୍ୟମରେ ଆପଣ ପାଇ ପାରିବେ ଜୀବନ ବଞ୍ଚିବାର ସରଳ ମାର୍ଗ ?
    ଆପଣଙ୍କ ମନରେ ଥିବା ସବୁ ପ୍ରଶ୍ନର ସମାଧାନ ପାଇବେ ଏହି ଭିଡ଼ିଓରୁ |
    ଯଦି ଆପଣଙ୍କ ଜୀବନର କିଛି ସମସ୍ୟାର ସମାଧାନ ନେଇ ମନରେ ପ୍ରଶ୍ନ ଥାଏ
    ଭିଡ଼ିଓ କମେଣ୍ଟରେ ପଚାରିଲେ ଆଗାମୀ ଅଧ୍ୟାୟ ଗୁଡିକରେ ଏହାର
    ସରଳ ଉପାୟ ପାଇ ପାରିବେ |
    ଭିଡ଼ିଓଟି ଧ୍ୟାନର ସହ ଦେଖନ୍ତୁ ଆଉ ନିଜ ଜୀବନରେ ଏହାକୁ ଅନୁସରଣ କରନ୍ତୁ
    ଜୟ ଜଗନ୍ନାଥ
    ----------
    Narayan Mishra
    Bhitiri Katha
    Odisha 365
    ----------
    Prarabdha Karma
    #prarabdha #bhitirikatha #narayanmishra #odisha365

ความคิดเห็น • 242