ECIଙ୍କୁ ଭେଟିବା ପଛର କାରଣ ବାବଦରେ BJDର ପ୍ରେସମିଟ୍ | BJD Press Meet BJD | Nandighosha TV

แชร์
ฝัง
  • เผยแพร่เมื่อ 25 ธ.ค. 2024

ความคิดเห็น • 148

  • @aloksahu5659
    @aloksahu5659 2 วันที่ผ่านมา +56

    ଓଡ଼ିଶାରେ ନୁହଁ ସବୁ ରାଜ୍ୟ ରେ EVM ଜାଲିଆତି ଚାଲିଛି। ବେଲେଟ୍ ପେପର ରେ ହି ନିର୍ବାଚନ ହେବାକଥା

    • @DulceMaria25723
      @DulceMaria25723 วันที่ผ่านมา

      Gurudev 🙏 Aap k knowledge to Kamal k hain

    • @sushantakumar3045
      @sushantakumar3045 วันที่ผ่านมา

      Correct

    • @Economics365
      @Economics365 วันที่ผ่านมา

      all coward opposition parties must boycott evm completely first

    • @Economics365
      @Economics365 วันที่ผ่านมา

      ​@@DulceMaria25723I know since 2019 general election

  • @arunaprasad341
    @arunaprasad341 2 วันที่ผ่านมา +46

    ବିଜେପି (ଭାରତୀୟ ଜାଲିଆତି ଦଳ)

  • @MrSwarajdas
    @MrSwarajdas วันที่ผ่านมา +26

    ସାରା ଭାରତରେ ଏବଂ ଓଡ଼ିଶାରେ ଇଭିଏମ ଗଡବଡି ହେଇଛି

  • @pradeepjena3595
    @pradeepjena3595 วันที่ผ่านมา +13

    ଜୟ ଶ୍ରୀ ଜଗନ୍ନାଥ 🙏🙏🙏🚩ଜୟ ହେଉ ବିଜେଡି ଜିନ୍ଦାବାଦ ନବୀନ ପଟ୍ଟନାୟକ ଜିନ୍ଦାବାଦ 🙏🌹❤️💎🚩

  • @umeshchandrajena3506
    @umeshchandrajena3506 วันที่ผ่านมา +24

    ନିଶ୍ଚୟ ଜାଲିଆତି ହୋଇଛି ଏହାର ତଦନ୍ତ ହେବା ନିହାତି ଦରକାର

    • @DulceMaria25723
      @DulceMaria25723 วันที่ผ่านมา

      Han toh kr na karta Kyu nhi😂

  • @pkpanda1371
    @pkpanda1371 2 วันที่ผ่านมา +24

    ବ୍ୟାଲେଟ paper ରେ ଗଡ଼ ବଡ଼ି ହୋଇଚି। ବିଜେପି ଦଳ ଗଡ଼ ବଡ଼ି କରି ଓଡ଼ିଶା ରେ ନିର୍ବାଚନ ଜିତିଛି। ସନ୍ଧେହ ହେଉଚି।
    ନିର୍ବାଚନ ଆଗରୁ ଓଡ଼ିଶା ବିଜେପି ଗ୍ୟାରେଣ୍ଟି ଦେଇ କହୁ ଥିଲା ଆମେ ଜୀତିବୁ। ବିଜେଡ଼ି ଦଳ ବି କହୁ ଥିଲା _ଆମେ ଯିତିବୁ।
    କିନ୍ତୁ ବିଜେପି ଜିତିବା ସମ୍ଭବ ନ ଥିଲା। ସାରା ଓଡ଼ିଶା କହୁଥିଲା ବିଜେଡ଼ି ଦଳ ଜିତୁଚି। ମିଡିଆ ବି କହୁ ଥିଲା ଓଡ଼ିଶା ରେ ବିଜେଡ଼ି ଦଳ ଜୀତିବ।

    • @geetaranisamal6638
      @geetaranisamal6638 2 วันที่ผ่านมา

      ଆଉ ଯେତେବେଳେ ବିଜେଡି 24 ବର୍ଷ ଜିତୁଥିଲା??

    • @santanukumarnahak8673
      @santanukumarnahak8673 วันที่ผ่านมา

      Andha bhakta didi😂​@@geetaranisamal6638

    • @prasantapadhan8452
      @prasantapadhan8452 วันที่ผ่านมา

      BJD alajuga sarkar mularu nasa heijiba harega sarkar 😢😢😢😢

    • @Jayantbehra332
      @Jayantbehra332 วันที่ผ่านมา

      @@prasantapadhan8452jadi BJP balankara dam achi ta Odisha re aou thare election hau dekha jiba

    • @SnShine-ul7uc
      @SnShine-ul7uc วันที่ผ่านมา

      @@prasantapadhan8452 bjd Congress au jete party achacanti sabu safa kari de china bhali commenlist government india re kari dea one government only BJP rahu achha din rahu 2 core job rahu samta ku 15 lake miliu

  • @prasantrout527
    @prasantrout527 วันที่ผ่านมา +1

    ସବୁଠୁ ବଡ଼ ସନ୍ଦେହ ବିଜେଡି ର ଗୋଟିଏ ବି mp ନଜିତିବା

  • @pinkysethi7537
    @pinkysethi7537 วันที่ผ่านมา +8

    ଭାରତ ରେ ଅଟଳ ଆରମ୍ଭ କରିଥିବା ସୁଚନା ଅଧିକାର ଆଇନ ମୋଦୀ Unoffiicially ବନ୍ଦ କରିଦେବା.... ଇଲେକ୍ସନ କମିସନର ତଥ୍ଯ ନଦେବା ବଡ ଧରଣ ର ଘୋଟାଲା ର ସୁଚନା ଦେଉଛି ।😢😢😢

  • @MunaBhai-qh9fl
    @MunaBhai-qh9fl วันที่ผ่านมา +3

    ବିଜେପି ସରକାର ମୋଦୀ ଦାୟୀ 😂😂❤❤

  • @SupriyaMohapatra-b2w
    @SupriyaMohapatra-b2w วันที่ผ่านมา +5

    Au thare election hau❤

  • @Raudysha5714
    @Raudysha5714 วันที่ผ่านมา +5

    ବିଜେପି ସବୁ ଜାଗାରେ ଏଇ ଭଳି ଜାଲିଆତି କରିକି ଜିତୁଛି ଏବେ କିଛି ଅଂଧଭକ୍ତ କହିବେ ତାହାଲେ ଅନ୍ୟ ରାଜ୍ୟ ମାନଂକରେ ବିଜେପି କେମିତି ହରୁଛି ତେବେ ଏହାର କାରଣ ଯଦି ସବୁ ଜାଗାରେ ବିଜେପି ଜିତିବ ଅନ୍ୟ ଦଳ ହାରିବ ତାହାଲେ ବିଜେପି କୁ ଛାଡିକି ଅନ୍ୟ ଯେତେ ଜାତୀୟ ଦଳ ସହିତ ଆଞ୍ଚଳିକ ଦଳ ଏକା ସାଙ୍ଗରେ ସରକାର ତଥା EVM ପାଇଁ ବିରୋଧ କରିବେ ତେଣୁ ଜାଣିଶୁଣି କୋଉଠି ନିଜ ଦଳ କୁ ଜିତେଇ ବେ କୋଉଠି ନାଇଁ ସବୁ decide କରି ଦିଅନ୍ତି ଆଉ ଗୋଟେ ଗୋଟେ ଜାଗାରେ ଯୋଉଠି ପାଦଚଟା କୁକୁର ଅଫିସର ନ ଥାନ୍ତି ସେଠାରେ ଵି ତାଙ୍କୁ ଜାଲିଆତି କରିବା ମୁସ୍କିଲେ ହେଇଯାଏ ତେଣୁ କିଛିଟା ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ କୁ ବିଜେପି ଜାଣି ଶୁଣି ଛାଡି ଦିଏ, ଏମିତି ଅନେକ କାରଣ ଅଛି କିନ୍ତୁ ଛାଡ଼ କଣ କରିବା ଯେ ପର୍ଯନ୍ତ ସମସ୍ତେ EVM ବିରୁଦ୍ଧରେ ଲଢେଇ କରିବେନି ସେ ପର୍ଯ୍ୟନ୍ତ ଏମିତି ଚାଲିବ ଆଉ ରହିଲା ବିଜେଡି ଆଜି ଯାହା ଭୋଗୁଛି ସବୁ ତାଙ୍କର କଲା କର୍ମ ର ଫଳ ବିଜେଡି କେବେବି ବିଜେପି କୁ ବିଶ୍ୱାସ କରିବା କି ତାଙ୍କ ସହିତ ସଲାସୁତୁରା ହେଲା ଭଳି କିଛି କରିବାର ନଥିଲା ବିଜେପି ପ୍ରତି strong opposition ରେ ରହିବା ଦରକାର ଥିଲା ଏବେ ପ୍ରତେକ ମୁହୂର୍ତ ରେ ED, Cbi, ଲଗେଇ ବିଜେଡି ପାର୍ଟିକୁ ଭାଙ୍ଗିବା ପାଇଁ ଚେଷ୍ଟା କରିବ ଆଉ କରୁଛି ମଧ୍ୟ ତେଣୁ ବିଜେପି ପ୍ରତି ଆଗରୁ ସଜାଗ ହେବାର ଥିଲା ବର୍ତମାନ ଵି ନବୀନ ବାବୁଙ୍କ କାମ ପାଇଁ ଲୋକେ ଝୁରୁଛନ୍ତି ଯଦି ସଠିକ ଭାବରେ ଦଳ ଭାଙ୍ଗି ନ ପଡିକି କାମ କରେ ତେବେ ନିହାତି ଫେରିବ 2029 ରେ ସିଏ କଂଗ୍ରେସ ସହିତ ହେଉ କି indivisual ହେଉ

  • @MahendraKumar-zb9qq
    @MahendraKumar-zb9qq วันที่ผ่านมา +2

    Congress party ku support kara

  • @mamatamaharana1784
    @mamatamaharana1784 2 วันที่ผ่านมา +3

    Very well said Arun sir 👍💯

  • @BijayakumarParida-rs6mc
    @BijayakumarParida-rs6mc วันที่ผ่านมา +4

    Election again karajau

  • @satyabrataparida2508
    @satyabrataparida2508 วันที่ผ่านมา +2

    ମୋଦୀ powerରେ Election office ର ଚୁପ।

  • @krutideepadas1657
    @krutideepadas1657 วันที่ผ่านมา +1

    ଆଜି ତମ ଉପରେ ହେଲା ବୋଲି ବାଧୁଛି କାଲି ଯେତେବେଳେ exam ର paper leak କରୁଥିଲ ଗୋଟେ ଗରିବ ପିଲା କଥା ଭାବୁଥିଲା କି ସବୁ ଚାକିରି ବିକିଛ 😢😢😢😢

  • @MahendraKumar-zb9qq
    @MahendraKumar-zb9qq วันที่ผ่านมา +1

    Really hero RG nku support kara

  • @radhikakitchen9889
    @radhikakitchen9889 วันที่ผ่านมา +5

    💯 biswash kichi ta heichi vote re gadbad ...Nabeen nku aji bi seti ki bhala puchanti odissa bashi ...hueta kichi ta vote kam re jiti thanta bjd but hariba bjd biswash karibini

  • @NarakhariParida
    @NarakhariParida วันที่ผ่านมา +2

    Jay Nabin Jay bjd ❤❤❤❤❤❤❤❤❤

  • @pradeepsahoo8678
    @pradeepsahoo8678 2 วันที่ผ่านมา +4

    Odisha re puni election karajau ED investigation karu jaldi

  • @laxmanbhai8760
    @laxmanbhai8760 วันที่ผ่านมา

    ପୁରା ଭାରତରେ ଗଡ଼ ବଡ଼ ହୋଇଛି

  • @NabakishorePattanayak-bn6kp
    @NabakishorePattanayak-bn6kp วันที่ผ่านมา +2

    ବିଜେଡି ଯେତେ ବେଳେ ନିର୍ବାଚନ ଜିତୁ ଥିଲେ ସେତେବେଳେ କ'ଣ ଆପଣଙ୍କ ସମୟରେ ଏପରି ହେଉଥିଲା

    • @SnShine-ul7uc
      @SnShine-ul7uc วันที่ผ่านมา

      @@NabakishorePattanayak-bn6kp privtaan kariba ra thela au hela eathere kichi asibiha nahi aji bjd kn kali bjp loka nka ra kebe sarkar nija ra nuhe aji bjd kali bjp ta para din Congress ku bhala kahibe changed is best

  • @gyanranjanpradhan5312
    @gyanranjanpradhan5312 2 วันที่ผ่านมา +4

    EVM hatao

    • @DulceMaria25723
      @DulceMaria25723 วันที่ผ่านมา

      Han to hata De na kisi ne roka h tujhe 😂😂😂

  • @mainhunazaad9906
    @mainhunazaad9906 วันที่ผ่านมา

    💯 truth

  • @abakashpatra7264
    @abakashpatra7264 2 วันที่ผ่านมา +3

    EVM ରେ ଏକ ପଡ଼ିବ ମାନେ ଏକ ବାହାରିବ। ମେସିନରେ କମ ବେଶି କେମିତି ହେବ? ହଁ କେଉଁଠି late voting ପାଇଁ ବଢିପାରେ ତାହା ପୁଣି 1ରୁ2%ହେଇପାରେ ।କିନ୍ତୁ ଦେଇଥିବା ଭୋଟ କମିଯିବ କିପରି ?କଣ ଉଭାନ ହେଇଯିବ?

  • @userkumar.rakesh
    @userkumar.rakesh วันที่ผ่านมา

    We Love 💕💕 BJD❤❤.....
    We Love 💕💕 Naveen Sir very much 💕💕....

  • @deepakdas7625
    @deepakdas7625 วันที่ผ่านมา

    right sir

  • @punachandrasahoo6686
    @punachandrasahoo6686 วันที่ผ่านมา

    ❤❤ Jay bjd

  • @shritammohanty324
    @shritammohanty324 วันที่ผ่านมา +1

    Again election

  • @susantanayak3630
    @susantanayak3630 วันที่ผ่านมา +3

    ASO exam re Ame data magichu BJD ku
    Kan daethela

  • @santoshkumarHati-b2v
    @santoshkumarHati-b2v 2 วันที่ผ่านมา

    Right 👍

  • @devasisharichandan2890
    @devasisharichandan2890 วันที่ผ่านมา +2

    ବିଜେଡି ୨୦୨୪ ପୂର୍ବରୁ କେମିତି ଜିତୁ ଥିଲା ଟିକେ କୁହ...?

    • @tanmayaraja6338
      @tanmayaraja6338 6 ชั่วโมงที่ผ่านมา

      ସେଥି ପାଇଁ ଆଜି ବିଜେପି ଏମିତି ଗଡବଡ କରିଛି

  • @PitambarTudu-z5q
    @PitambarTudu-z5q 2 วันที่ผ่านมา +3

    ବିଜେଡି ଲୋପ ହେବାକୁ ବସିଲାଣି, ନେତା ସବୁ ବାଉଳି ଛାଉଳିରେ ପ୍ରେମ୍ ମିଟ

  • @prahaladojha5628
    @prahaladojha5628 วันที่ผ่านมา +5

    ବିଜେଡି 24 ବର୍ଷ ଶାସନରେ ଇଭି ଏମ ଭୁଲ ନଥିଲା ବିଜେପି ଯେମିତି ଶାସନ କୁ ଆସିଲା ଇଭି ଏମ ଭୁଲ ହୋଇଗଲା ଓଡିଶାକୁ ଶୋଷଣ କରୁଥିଲ ଏବେ ପୁରା ବିଜେଡି ବାଉଳା ଅରୁଣ ସାହୁ ତୁମ କବାଟ ଠକ ଠକ କଞ୍ଚା ହଳଦୀ କୋଡ଼ କଣ

  • @rupakroutray671
    @rupakroutray671 วันที่ผ่านมา +1

    Data Dabaku badhya kai debe nahi
    Inquiry haba darakar.

  • @artatranasahoo
    @artatranasahoo วันที่ผ่านมา

    I think 100%

  • @brahmanandasingh-ed1kh
    @brahmanandasingh-ed1kh วันที่ผ่านมา

    Aruna Bhala Bujhauchhi

  • @dulitudu6889
    @dulitudu6889 วันที่ผ่านมา

    Jay BJD

  • @dsmurmuofficial7733
    @dsmurmuofficial7733 2 วันที่ผ่านมา +3

    ଅରୁଣ ସାହୁ ଜଣେ ୧ ନମ୍ବର ଜୋର

  • @pranatisamantaray144
    @pranatisamantaray144 วันที่ผ่านมา

    BJP evm tampring Kari ଜିତିଛି

  • @TAPANKUMARPRADHAN-f7s
    @TAPANKUMARPRADHAN-f7s วันที่ผ่านมา

    ଅରୁଣ ସାହୁ କୁ question ତମେ 24year ଏ ଭଳି କରିଛ

  • @satyasahu2074
    @satyasahu2074 2 วันที่ผ่านมา +1

    BJP/BJD ଏବେ ଭାଇ, ଭାଇ ନା ଭାଇବୋହୂ।

  • @MahandasGond
    @MahandasGond วันที่ผ่านมา

    Modi power desh re chalichhi

  • @pranabkumarpanda3547
    @pranabkumarpanda3547 วันที่ผ่านมา

    ତତେ ଅରୁଣ ଲାଜ ଲାଗୁନି ଲୋକ ମାନେ କିଛି କହୁ ନାହାଁନ୍ତି ଆମ ମନ ଦୁଃଖ ତୁ କେମିତି ହାରିନୁ

  • @srksidhantvlog3486
    @srksidhantvlog3486 วันที่ผ่านมา

    ହ ରେ ଭାଇ ୬ ମାସ ପରେ ନିଦ ଭାଂଗିଲା 😂😂😂😂

  • @Economics365
    @Economics365 วันที่ผ่านมา

    All opposition parties complain and cry but can't boycott evm completely first, EVM misusing since 2019

  • @sushantakumarnayak2478
    @sushantakumarnayak2478 วันที่ผ่านมา

    100% right .ama nabin harini.evm duplicate karichanti

  • @funnytv9169
    @funnytv9169 15 ชั่วโมงที่ผ่านมา

    ଖାଲି ଗାଲୁ ଗପ କହିଲେ ଚଳିବନି। କଣ ପ୍ରମାଣ ରଖିଛ ତାହା ଲୋକ ସମ୍ମୁଖରେ ପ୍ରକାଶ କର

  • @pranabkumarpanda3547
    @pranabkumarpanda3547 วันที่ผ่านมา

    ତୁ ଅରୁଣ ହାରିନୁ ତୋ ଭାଗ୍ୟ ଭଲ

  • @debasishamallick8751
    @debasishamallick8751 วันที่ผ่านมา +3

    ତୁ ଶଳା ଆଗ କହ ବିଜେଡି 24 ବର୍ଷ କେମିତି ଶାସନ କରୁଥିଲା

    • @satyabrataparida2508
      @satyabrataparida2508 วันที่ผ่านมา +1

      ବିଜେପି କେଉଁ ଡ୍ୟାସ ଟା କରିଦେଲା ଭାରତ ରେ ଆସି ,ଅଛେ ଦିନ ନାଁ ରେ ଦେଶକୁ ଖୋଳ କରୁଛି

  • @padhancreations6837
    @padhancreations6837 วันที่ผ่านมา

    ବିଜେଡି ପାଟି ଏତେଦିନ କେନ ସୁଇଥିଲେ 6 ମାସିଆ ନିଶା ଟେବଲେଟ କେନ ମିଲୁଛେ ଯେ ଖାଇଦେଇଥିଲେ କେ ରେ 😂😂

  • @Sitaram-o7y
    @Sitaram-o7y วันที่ผ่านมา

    BJP to churo ta, BJP kebebi jitipariboni, Bina evm re... 💯 Ru 💯%.

  • @aalledisum1368
    @aalledisum1368 วันที่ผ่านมา

    Mra request ki jadi apana court ku jaunahanti kn pain khali media re kahile kn haba. Jadi apananku laguchii ta hele court ku jaantu.that is your right.ok thank you

  • @Pramod-v1s
    @Pramod-v1s วันที่ผ่านมา

    It is not doubt. It is true. Only for this, PM has brought a rule to appoint ECI by himself.

  • @narayanbishoyi1170
    @narayanbishoyi1170 วันที่ผ่านมา

    Bjd jitiba bele kuade jaithilu

  • @chaturbhujabag5095
    @chaturbhujabag5095 2 วันที่ผ่านมา +2

    ସବୁ ବେଳେ ଜିତିଲ ଭଲ ନ ହେଲେ ଖରାପ

  • @shishirkumarmohanty5240
    @shishirkumarmohanty5240 วันที่ผ่านมา

    Debasish sir right katha karichanti.Tume jeamti karuthila sea seamti karuchanti.eathirea bhul kahara nahi.jeasaku teasa.

  • @SatikantaMohapatra-nr7fl
    @SatikantaMohapatra-nr7fl วันที่ผ่านมา

    Sir please check

  • @PriyabrataJena-qg2gq
    @PriyabrataJena-qg2gq วันที่ผ่านมา

    Naveenbabu mu jane gariba dina majuria kale chale.. Mo swalpa rojogararea mu agaru bhalare chale.. Kintu bjp asilapare mo telaluna sainshararea chadaka paduchhi. Bhari kasta rea chaluchhi.

  • @ramapanda8462
    @ramapanda8462 วันที่ผ่านมา

    Apana cort apply karantu sabu Satya miliba

  • @SushantaMallik-s6d
    @SushantaMallik-s6d วันที่ผ่านมา

    ପ୍ରଥମେତଃ ବିଜେପି ଯଦି ଜାଲିଆତି କରିଛି ତେବେ ସେ କାହିଁକି ଲୋକସଭା ରେ ୨୭୨ ଆଣି ପାରିଲା ନାହିଁ ,ଯେବେ କି ତ କର୍ମୀ ଆଉ news media କହୁଥିଲେ ବିଜେପି ୪୦୦ ପରେ ସିଟ୍ ଜିତିବ।ବିଜେଡ଼ି ୨୪ ବର୍ଷା ହେଲା ଜିତୁଥିଲା ସେଇ EVM ଠିକ୍ ଥିଲା ଆଜି ବିଜେପି ଜିତିଲା EVM ଠିକ ନାହିଁ ।EVM ରେ ଜାଲିଆତି କରିଥିଲେ ବିଜେପି ତାମିଲନାଡୁ ରେ ଗୋଟିଏ ଲୋକସଭା ସିଟ୍ ତ ନିହାତି ଜିତ ଥାଆନ୍ତା ।ଯେଉଁଟା କି ହେଇନି ।ବିଜେପି କର୍ଣ୍ଣାଟକ,ପଶ୍ଚିମବଙ୍ଗ,ହିମାଚଳ, ଝାଡ଼ଖଣ୍ଡ ରେ ନିର୍ବାଚନ ହାରିଲା କେମିତି?

    • @SnShine-ul7uc
      @SnShine-ul7uc วันที่ผ่านมา

      @@SushantaMallik-s6d check karo bhala ki kete seat bjp milichi 240 nuhe 540 hei theba jete bele dhekha evm ra bhul ano party mane Jani parunhanti tanka ra expiry kebe thu hei galani khali gote party achi se heuchi bjp 543 ru 540 seat militheba au 3 seat hesab miliu nahi kuade gala janapadu nahi

    • @SushantaMallik-s6d
      @SushantaMallik-s6d วันที่ผ่านมา

      @SnShine-ul7uc kahni semiti ta news re kichhi kahini ki bjp ra 540 seat jiti chhi.

    • @SnShine-ul7uc
      @SnShine-ul7uc วันที่ผ่านมา

      @@SushantaMallik-s6d bhul rahila keuthi news na loka nka ra sabu ta bjp ku vote dei thele ete gadbad keimti hela bjd ku 147 ru 0 miliba Katha ae thara kintu 51seat ani la keu thu jana padu nahi tha hele vote sabu bharu ana heichi

  • @avirampatra2925
    @avirampatra2925 วันที่ผ่านมา

    My dear friend, ask questions to BJD leaders, why you have not file case ,

  • @BanalataMohanty-bf2ue
    @BanalataMohanty-bf2ue 7 ชั่วโมงที่ผ่านมา

    Sure jaliati heichi vote re

  • @brahmanandasingh-ed1kh
    @brahmanandasingh-ed1kh วันที่ผ่านมา

    Odisa Basi Nama Deichhanti

  • @gupteswardash1413
    @gupteswardash1413 วันที่ผ่านมา

    Abhijoga jadi sata tahele bjp budijiba

  • @fakirkhuntia6145
    @fakirkhuntia6145 วันที่ผ่านมา

    Inquiry is required

  • @avirampatra2925
    @avirampatra2925 วันที่ผ่านมา

    Sir
    I am BJD worker,
    Sir
    As per rule within 45 day election case will be filed in the court,
    But sir how many cases filed by defected candidates BJ D
    Soalso BjD office has taken steps for the purpose, after six months, can you arise such types of allegations after six months

  • @rameshchandrasahu4433
    @rameshchandrasahu4433 วันที่ผ่านมา

    It is your problem not odisha basi peoples ,be ready to face case ifgovtake action thank

  • @chandrashekharsamal3441
    @chandrashekharsamal3441 วันที่ผ่านมา

    Jajpur ra ebe sabu Mla Bjd ru shrusti

  • @bainasahoo4507
    @bainasahoo4507 2 วันที่ผ่านมา

  • @avirampatra2925
    @avirampatra2925 วันที่ผ่านมา

    Pl
    Do not ask to public, after six months, i know well our BJD leaders

  • @GOPALBARIK-n6p
    @GOPALBARIK-n6p 6 ชั่วโมงที่ผ่านมา

    24 yaar chra BjD

  • @artatranasahoo
    @artatranasahoo วันที่ผ่านมา

    Sabu #Adnai #Ambani ra khela

  • @prabhatjena6464
    @prabhatjena6464 วันที่ผ่านมา +2

    24 barsa hela tamaku jana padila nahi.

    • @tanmayaraja6338
      @tanmayaraja6338 6 ชั่วโมงที่ผ่านมา

      Abe ba gadbad heichi

  • @suvendukar1247
    @suvendukar1247 19 ชั่วโมงที่ผ่านมา

    Still Odisha basi bhabuchnti ki semane bjd ku hareile🤣🤣🤣kintu uparu kichi alga hin lekhaheithila iykyk.

  • @sarojbiswal6430
    @sarojbiswal6430 วันที่ผ่านมา

    Odisha BJD press mitt Khali kale hebani.trunmula stara ru rajadhani paryanta Jan andolana heba nihati abasyak .BJD neta Mane turanta padakhypa neba jaruri. Vote re 100% jaliati hoichhi.

  • @Mahakaal-430
    @Mahakaal-430 2 วันที่ผ่านมา +1

    Kemite hela 24 barasa kemeti houthila ho babu au luha gadana pandian ku pachar

  • @avirampatra2925
    @avirampatra2925 วันที่ผ่านมา

    May be jaliate vote , why you so late , can you file any case , if so you may file case against election commissioner, he is conducting election

  • @pradipkumarsaha61
    @pradipkumarsaha61 วันที่ผ่านมา

    Are bhai sabu gad bad hoichhi

  • @bramhanandpattnaik4695
    @bramhanandpattnaik4695 วันที่ผ่านมา

    E.V.M Re Ghotala Heichi Bada Sadajantra Thila

    • @DulceMaria25723
      @DulceMaria25723 วันที่ผ่านมา

      Last 24 year EVM was good and trustable😂😂

  • @PeacefulDreamCatcher-wq5es
    @PeacefulDreamCatcher-wq5es วันที่ผ่านมา

    24 barsa sasana re EVM bodhe thik nathila seithi pain election jituthila au.......Kumbhira kandana lazzza BJD ku

  • @byoutube6781
    @byoutube6781 2 วันที่ผ่านมา +1

    24 year jai deuthibu ki sobu luti ba pain

  • @SambhuSahoo-go1kc
    @SambhuSahoo-go1kc วันที่ผ่านมา

    A pua Arun sahoo ja Nayagarh Re basana Dabu

  • @RudraKmatia
    @RudraKmatia วันที่ผ่านมา

    Arun sahoo chi chi

  • @sanjayakumar9323
    @sanjayakumar9323 วันที่ผ่านมา

    Bjd jou seat jitichi sei seat ku bjp jaliati kariparilani bodhe...bjd jaliati karichi ki sei seat re..

  • @rabinarayanmahapatra4309
    @rabinarayanmahapatra4309 2 วันที่ผ่านมา

    All dificult and complicated arithmetic questions can be solved by mathematician. But EV Machine mathematics can only solved by Election commission. For example 3 parties are contesting and 60000 votes are given. Now the result should be 20000 votes for each party. The outcome should become zero. But why this is not zero. The genius american EC can only answer?,

  • @shishirkumarmohanty5240
    @shishirkumarmohanty5240 วันที่ผ่านมา

    Kamudi heaucha kanpai.24 year sasana kala coldstorea gotea kariparilanahi ebea bisrama nia.

  • @prasannaswain9888
    @prasannaswain9888 วันที่ผ่านมา

    Bjp hatao

    • @DulceMaria25723
      @DulceMaria25723 วันที่ผ่านมา

      Han to hatao roka kis ne hai 🤣

  • @Abhimanyu.com143
    @Abhimanyu.com143 วันที่ผ่านมา

    Jay BJD 💚

  • @taranisenpatra9171
    @taranisenpatra9171 วันที่ผ่านมา

    Arun towter dolo harichhi eta manibaku badhyo

  • @gopasenapati9667
    @gopasenapati9667 2 วันที่ผ่านมา +1

    ବିଜେଡିବାଲା ଏତେମାତ୍ରାରେ ଟଙ୍କା ବାଣ୍ଟିଛନ୍ତିଯେ ହାରିବାସ୍ଵିକାର କରିପାରୁନି।

  • @SizzlersRestaurant
    @SizzlersRestaurant วันที่ผ่านมา

    😂 6 month pare nida bhangila

  • @barendranathmanik485
    @barendranathmanik485 วันที่ผ่านมา

    24 year tume EVM anek jaliati karichh so,tume jjernka anyako Serna Bharuch.

  • @SantoshKumarPanda-f7o
    @SantoshKumarPanda-f7o 2 วันที่ผ่านมา

    Arun Sahu khaeki khola kare daecha ..ahuri lova chaduni .....ea ak no tautar taaaaa

  • @kunasahu
    @kunasahu วันที่ผ่านมา

    Bjp jaliyatire re master , narendra modi senankra sardar..

  • @SambhuSahoo-go1kc
    @SambhuSahoo-go1kc วันที่ผ่านมา

    A pua Aruna Amaku Doubt laguchi ki tu Nayagarh re Jitichu ki harichu

  • @RadhaKrishnaofficial-x9b
    @RadhaKrishnaofficial-x9b วันที่ผ่านมา

    Bjd kn ate dino soi thila ki

  • @Tukunu7248
    @Tukunu7248 2 วันที่ผ่านมา

    Semiti hele BJD ra 2 seat kamijiba, Nayagarh & bhubaneswar ra gote. G.mareibe.

    • @SnShine-ul7uc
      @SnShine-ul7uc 2 วันที่ผ่านมา

      Kami jeu kichi asibiha nahi sata aga ku asi ba darakar emiti na hele loka vote debaku agarha kami jeeba

    • @DulceMaria25723
      @DulceMaria25723 วันที่ผ่านมา

      ​@@SnShine-ul7uc 😂😂😂😂

  • @biswajitsahoo8300
    @biswajitsahoo8300 วันที่ผ่านมา

    Aethire EVM ra jaliati nuha tame aau tk aniki pandian ku nacheilani se jemiti bhabuthila Odisha ra raja aau MLA tanka tale sabu . Sethipain emiti heichi sabu loka misiki hi tamaku hareichanti. Aau hareiba hi katha darkar thila nahele dheere dheere bjd ganda raj badhuthila....

  • @bringsjoy5763
    @bringsjoy5763 2 วันที่ผ่านมา +1

    Ea ta bada chora...