ପିଟିଲା ଅଜଣା ଗାଡି, ବିକଳ ଚିତ୍କାର କରି ଛଟପଟ ହୋଇ ବନବିଭାଗ ଆଖି ଆଗରେ ମରିଗଲା ଛୁଆ କାଲରାପତରିଆ ବାଘ

แชร์
ฝัง
  • เผยแพร่เมื่อ 16 ต.ค. 2024
  • ବରଗଡ଼ ଜିଲ୍ଲା ଭଟଲି ରେଞ୍ଜ ଅନ୍ତର୍ଗତ ସମରଦର୍ହାରୁ ଡୁଙ୍ଗୁରୀ ମୁଣ୍ଡକାଟି ନିକଟରେ ପୁଣି ଏକ କଲରାପତରିଆ ବାଘ ମୃତ୍ୟୁ ଘଟିଛି । ଗତକାଲି ସନ୍ଧ୍ୟା ସମୟରେ ଜଙ୍ଗଲ ରାସ୍ତା ପାର ହେଉଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କାରେ ଏହି କଲରାପତରିଆ ବାଘ ଛୁଆଟିର ମୃତ୍ୟୁ ହୋଇଯାଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
    Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
    Odisha Bhaskar Online Presence:
    linktr.ee/Odis...
    TH-cam - / @odishabhaskar1
    OUR WEBSITE - odishabhaskar....
    FACEBOOK - / odishabhaskar
    TWITTER - / odishabhaskar
    INSTAGRAM - / odishabhaskar
    #odishabhaskar #latestnews #odisha #tiger

ความคิดเห็น • 1

  • @gobindapadhan
    @gobindapadhan 2 ชั่วโมงที่ผ่านมา

    Ebe bagha jibana neba