ମୋ ସ୍ତ୍ରୀ ମୋ ପାଇଁ ବହୁତ ଲକି: ପ୍ରେମ୍ ଆନନ୍ଦ | My Wife is Lucky for Me - Music Director Prem Anand
ฝัง
- เผยแพร่เมื่อ 22 พ.ค. 2023
- #musicdirector #premanand #wife
“ପାରିବାରିକ ଜୀବନ ହେଉ କି ସଙ୍ଗୀତ, ମୋ ଧର୍ମପତ୍ନୀ ଶାଶ୍ଵତୀ ସବୁବେଳେ ମୋ ପାଇଁ ଲକି ସାବ୍ୟସ୍ତ ହୋଇଛନ୍ତି। ଆମେ ଯେତେବେଳେ ଅଜଣା ଅଚିହ୍ନା ହୋଇ ପ୍ରଥମେ ପରସ୍ପରକୁ ଭେଟିଥିଲୁ ସେଦିନ ମୋ ସଙ୍ଗୀତ କ୍ୟାରିୟରର ଏକ ବଡ଼ ସଫଳତା ମୁଁ ପାଇଥିଲି। ପରେ ସେ ମୋ ସ୍ତ୍ରୀ ହେବାପରେ ମୋ ପାରିବାରିକ ଜୀବନର ପ୍ରତିଟି ପାହାଚରେ ମୋ ସାଥ୍ ଦେଇଛନ୍ତି। ମୋ ପ୍ରତି ସଙ୍ଗୀତର ସେ ହେଉଛନ୍ତି ପ୍ରଥମ ଶ୍ରୋତା ଏବଂ ସମାଲୋଚକ, ଯାହାଙ୍କ ସହ ଆଜି ମୁଁ ସଙ୍ଗୀତ ରାସ୍ତାରେ ଏତେ ବାଟ ଆସିପାରିଛି।” - ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ
L I K E || S H A R E || S U B S C R I B E
News Website: www.odisha.live
Facebook: / odishalive
TH-cam: / odishalive
Twitter: / odishalive
Instagram: / odishalive
Click the 'bell' icon and Subscribe!
The Event/production is a creation of OdishaLIVE.
---
An OdishaLIVE Web Production.
www.odisha.live
(A Web Initiative of Academy for Media Learning Private Limited)
A/23, (Ground Floor) Surya Nagar, Near Hotel Venus,
Governor House Road, Bhubaneswar - 751003 (Odisha).
Produced and broadcast in public interest.
Copyright Statement: All rights reserved 'Academy for Media Learning Private Limited'. This content is available for mass viewing only through this platform or through any other platform as presented by Academy for Media Learning Private Limited from time to time. Any unauthorised download of this content for any personal or commercial use is restricted. Unauthorised use of the content or any part of the same for mass viewing or broadcast or use in other productions without written permission of the producer is illegal and may violate copyright laws.
ସତରେ ପ୍ରେମା ଭାଇ ବହୁତ lucky
କାରଣ grammy ଆଉ oscar ଭଳି international musical award winner ଏ ଆର ରେହେମାନ ଯେଉଁଠି music teacher ଟିଏ ବି ହୋଇପାରିନାହାନ୍ତି ସେଠି ଆମ ଓଡ଼ିଶାର ଗର୍ବ ଆଉ ଗୌରବ ପ୍ରେମା ଭାଇ music scientist ଭଳି ସଂମାନ ରେ ସଂମାନିତ ହେଇଛନ୍ତି।
Prem Anand sir nka something something gita mora bahut priya. Nice interview
ଅତି ସୁନ୍ଦର କାହାଣୀ ପ୍ରଣାମ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁମେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ କୋଟି କୋଟି ପ୍ରଣାମ ସମସ୍ତଙ୍କର ମଙ୍ଗକରନ୍ତୁ
Jai shree jagannath
ଖୁବ ସୁନ୍ଦର ଏ ପରମ୍ପରା ଅତୀତରେ ଦେଖିବାକୁ ମିଳୁଥିଲା କିନ୍ତୁ ଏବେ ଏ ପରମ୍ପରା ବୁଡିବାକୁ ବସିଲାଣି...ଏବେ ଏ ପରମ୍ପରାକୁ ବଞ୍ଚେଇ ରଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଧନ୍ୟବାଦ... ଜୟ ଜଗନ୍ନାଥ 🙏
ସ୍ତ୍ରୀ ତମକୁ ଜନ୍ମ କରିଥିଲା 😮😮
This is called true love story ❤
Too good Prem Bhai,God bless you always.
Worthy video
ସେଇ ବସରୁ ନମ୍ବର ଟି ମାଗିକି ଆଣିଛ
Proud of Odisha🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉
Anand bhai Radhe Radhe
Nice sir🙏
Prema. Ananda.love..you.sir
Kie kaha pain lucky ki unlucky nuhan sir nija karma anusare ame phala pau. Apna emiti kahile madua bedhua nija wife nku unlucky kahi dosa mukta heijibe
ବାପା ମା କଣ unlucky
Nice 🙏
biswajit i have seen during my junior clg and ug days of ravwnshaw . you were outstandibg and courageous those days. proud of u dear
ବହୁତ୍ ସୁନ୍ଦର Love 💕 Prema Ananda Sir 🙏🙏🙏
Super sr i love you
Jay Jagannath 🙏
Miss you sar
So nice sir
Prem bhai nka gita ta sunithili aji tanka prema kahani bi janili.
ଗପ କହୁଛି ସମସ୍ତଙ୍କ ମାଇପ ମାନଙ୍କୁ ସବୁ ସ୍ୱାମୀ ଟେକନ୍ତି
Good
Nice
❤🙏❤
Wow fantastic sir Jay Jagannath 🙏
ମନଗଢା ଗପ ସେଥିରେ ଏତେ ଵାକଚତୁରି ଠାଣି ।
Ohkkkkipo
ମୁଁ ଲକି। ମଆଇଝି ଟେ ପାଇଛି
When taken mob no of mother of the girl .If chapter closed when mob no taken of sasu maa
😂😂
ଆଉ ଥରେ କହିଥିଲ 100000 ମିଛ ଟଙ୍କା
ଫୋନ ନମ୍ବର କୋଉଠୁ ପାଇଲ କିଛି କହିଲନି
Bhai tanka maa nka number kemiti paila 😂
Sir.mu.geeta.ku.besi.miss.kare
Copy paste man song
Micha kahiba ku jaga milinai ame janichu tuma pain lucky kiye
No
K mood o kooda kooda
ସୁପର ଟାଉଟର କପି ବେତିତ ଆଉ କିଛିଜାଣିନୀ
Sir aapananka name perma Nanda actualy .but aapana ku prem Ananad boli kahiki dakuchhanti eita thik laguni
Sobu thhik je choka mane puo vesore interview
Sir tk apananka phone number diantu
sabu michha sabu kapi karba
Bhai tame Gita kara
Nice
Nice