2024: Years' Tall Man Nabin.ଲୋକଙ୍କ କଥା-ଗୋଟେ ଭୁଲ୍ ହେଇଗଲା

แชร์
ฝัง
  • เผยแพร่เมื่อ 27 ม.ค. 2025

ความคิดเห็น • 446

  • @bkarankumar8952
    @bkarankumar8952 27 วันที่ผ่านมา +94

    ଅତି ସୁନ୍ଦର ଉପ୍ଥାପନା। ଗୋଟେ ମୂର୍ଖ ବି ବୁଝି ପାରିବ। ୟା ବାଦେ ବି ଜଣେ ବୁଝି ପାରୁନି ତା ହେଲେ ସେ ନିଶ୍ଚୟ ଅନ୍ଧଭକ୍ତ ହୋଇଥିବ।

  • @jaylaxminarayan4337
    @jaylaxminarayan4337 27 วันที่ผ่านมา +47

    ଅତି ସୁନ୍ଦର ଉପସ୍ଥାପନ

  • @PurusottamSahu-m2g
    @PurusottamSahu-m2g 27 วันที่ผ่านมา +66

    କଣ କରିବା ସାର ଓଡିଶା ବାସି କାନ୍ଦୁ ଛନ୍ତି

  • @Dreaming_Man
    @Dreaming_Man 27 วันที่ผ่านมา +45

    ସୁନ୍ଦର ଉପସ୍ଥାପନ।
    ଲୋକ ସେମିତି ସରକାର ପାଆନ୍ତି, ଯେମିତି ସରକାର ପାଇବାକୁ ସେମାନେ ଯୋଗ୍ୟ। ଆମ ମାନସିକତା ପ୍ରଥମେ ପରିବର୍ତ୍ତନ ହେବା ପରେ ଆମ ପରିସ୍ଥିତି ପରିବର୍ତ୍ତନ ହେବ।

    • @kalingaranjan2074
      @kalingaranjan2074 27 วันที่ผ่านมา

      ସମସ୍ତ ଦର୍ଶକଙ୍କୁ ଦୟାକରି ଅନୁରୋଧ, ଦୟାକରି ଏହି ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଯାହା ଦ୍ୱାରା ଏହିପରି ଗୁରୁତ୍ୱପୂର୍ଣ୍ଣ ସୂଚନା ଓଡିଶାର ପ୍ରତ୍ୟେକ କୋଣରେ ପହଞ୍ଚିପାରିବ |

  • @deepakpallai9307
    @deepakpallai9307 27 วันที่ผ่านมา +72

    ବିରୋଧୀ ଦଳର ନେତା ହେଉଛନ୍ତି ସମ୍ବିଧାନ ପଦବୀ ଏବଂ ଜନସାଧାରଣ ସ୍ୱର ତେଣୁ ନବୀନ ବାବୁ ଜିରୋ ଗ୍ରାଉଣ୍ଡ୍ ସ୍ତର କୁ ଜିବା ଶୁଭଙ୍କର କିନ୍ତୁ କିଛି ବିରୋଧୀ ଲୋକ ଙ୍କୁ ହଜମ ହେଉନି ଓ ସରକାର ଙ୍କୁ ନିଦ ହେଉନି 😁😁 ନବୀନ ସର୍ବଦା ନବୀନ ❤.

  • @sadanandasahoo3707
    @sadanandasahoo3707 27 วันที่ผ่านมา +55

    ଆପଣଙ୍କ ଭଳି ୨/୩ ଜଣଙ୍କୁ ଛାଡି ଦେଲେ , କୋୖଣସି ଗଣମାଧ୍ୟମ ବା ସାମ୍ବାଦିକ ସତ୍ୟ କରୁନାହାଁନ୍ତି। ଦୁଃଖର କଥା ବରିଷ୍ଠ ବୋଲାଉଥିବା କିଛି ସାମ୍ବାଦିକ ବି ଚାଟୁକାରିତା କରିବାରେ ପ୍ରତିଯୋଗିତା କରୁଛନ୍ତି। ନିର୍ବାଚନ ସରିଗଲା ,ଏବେବି ସେହି ପାଣ୍ଡିୟାନ। ବିକାଶ ବିଷୟରେ ଆଲୋଚନା ନାହିଁ। ଗତ ୬ ମାସ ଭିତରେ କେତେ ଗୁଜୁରାଟୀ ଠିକାଦାର କେତେ କାମ କଲେଣି, ସେ ବିଷୟରେ ଚୁପ୍। ତାମିଲ ତାମିଲ ହେଉଥିବା ଗଣମାଧ୍ୟମ ଓ ଓଡିଆ ଅସ୍ମିତା ସାମ୍ବାଦିକ ମାନଙ୍କୁ ଗୁଜୁରାଟୀ ଅସ୍ମିତା ପସନ୍ଦ ହେଉଛି।

    • @pradeepmohanty1905
      @pradeepmohanty1905 26 วันที่ผ่านมา

      Bhala mota anka ra Chanda miluchhi ta michha sambad paribesan karibaku .....jhut bolo bar bar bolo....slogan ...semana nkar pasand ,dhokla ashmita pasand....

    • @Dakshita2017
      @Dakshita2017 26 วันที่ผ่านมา

      I don’t support any particular party but atiki janichi jane Loka night 2/3 ta re b asiki Kama dekhuthila..kiye Kama Kala saita important na Kama haba au thik time re haba important??Loka bujhibaku padiba a katha…Bhubaneswar ku kan kaleni barricade lagaiki…Kichi Kama au hauni thik re bcos au se fear nahi..

  • @BasantaBehera-gl3li
    @BasantaBehera-gl3li 27 วันที่ผ่านมา +26

    ବହୁତ୍ ସୁନ୍ଦର ଉପସ୍ଥାପନ କରିଛନ୍ତି ସାର୍ 👍👍👍👌👌💯

  • @Santos_de_carlos
    @Santos_de_carlos 27 วันที่ผ่านมา +43

    BJP ଦଳରେ ଭଲ ଭଲ କ ଳାକାର ଅଛନ୍ତି ।

  • @khiroddash8685
    @khiroddash8685 27 วันที่ผ่านมา +38

    ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲାବେଳେ ଯାହା କହୁଥିଲେ, ମୁଖ୍ୟମନ୍ତ୍ରୀ କହୁଥିଲେ ଓ ତାହା କାର୍ଯ୍ୟକାରୀ କରୁଥିଲେ. ବର୍ତମାନ ସରକାରରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ମନ୍ତ୍ରୀମାନଙ୍କ ପର୍ଯ୍ୟନ୍ତ ବିଭିନ୍ନ ଘୋଷଣା କରିଚାଲିଛନ୍ତି, କିନ୍ତୁ କାର୍ଯ୍ୟରେ ଆଳୁ. ପୂର୍ଵ ସରକାରଙ୍କୁ ସମାଲୋଚନା କରିବା କାର୍ଯ୍ୟଟି କେବଳ କାର୍ଯ୍ୟକାରୀ ହୋଇଛି.

    • @bishnucharantripathy8938
      @bishnucharantripathy8938 27 วันที่ผ่านมา +6

      All ministers of BJP in Odissa think themselves to be a super CM.

    • @kalingaranjan2074
      @kalingaranjan2074 27 วันที่ผ่านมา +8

      ମନେହୁଏ ଯେପରି ଧୀରେ ଧୀରେ ଓଡିଶାର ଲୋକମାନେ ବିଜେପିର ପ୍ରକୃତ ରଙ୍ଗ ଜାଣିବେ |

    • @Dakshita2017
      @Dakshita2017 26 วันที่ผ่านมา

      Actually regional political parties au national party re aita different…Sabu micha…Kehi bhala nuhanti ..like Sree Atal ji..but Abe Amaki jiye kam kharap saita darkar

  • @BasantaBehera-gl3li
    @BasantaBehera-gl3li 27 วันที่ผ่านมา +21

    ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ସାର୍ 🙏🙏🙏🙏

  • @subirkumar-bk7zp
    @subirkumar-bk7zp 27 วันที่ผ่านมา +20

    ବହୁତ ସୁନ୍ଦର ଉପସ୍ଥାପନା।
    🙏

  • @chandanmahapatra9152
    @chandanmahapatra9152 25 วันที่ผ่านมา +3

    Thik kahicha bhai 🙏🏻♥️Thank you

  • @nishithananda8409
    @nishithananda8409 18 วันที่ผ่านมา +3

    ଅତି ସୁନ୍ଦର ଅନୁଶୀଳନର ଉପସ୍ଥାପନା ❤️

  • @KartikJena-we5oj
    @KartikJena-we5oj 22 วันที่ผ่านมา +3

    ବହୁତ ବହୁତ ସୁନ୍ଦର୍ ବ୍ୟାଖ୍ୟା,ଅଭିନନ୍ଦନ ଏଇ ଭଳି 4ସ୍ତମ୍ବ ଆସିବା ଦରକାର,ଏହାଦ୍ବାରା ସମାଜର ସଚେତନତା ବୃଦ୍ଧି ପାଇବ ଏହା ଏକ ଉତ୍ତମ କାମ ଜାରି ରହିଲେ ସମାଜ ର ମଙ୍ଗଳ ହେବ

  • @BiranchiParida-v2w
    @BiranchiParida-v2w 27 วันที่ผ่านมา +14

    5T ଉଠିଗଲା ପରେ ଏବେ ସରକାରୀ
    ଲୋକେ ଆଉ ସାଧାରଣ ଙ୍କ ପାଇଁଁ ନୁହେଁ
    ବରଂ ଲୁଟେରା ଙ୍କ ସଂଖ୍ଯା ହୁ ହୁ ହୋଇ ବଢ଼ି ଚାଲିଛି।ସତରେ କଣ୍ ଓଡ଼ିଶା ପ୍ରଗତି ପଥରେ ଚାଲି ପାରିବ? ଲାଗୁଛି
    ସାଧାରଣ ଲୋକେ ଠକାମିର ଶିକାର
    ହୋଇ କ୍ରମଶଃ ନିମ୍ନ ଗାମୀ ହୋଇଯିବେ।ଶେଷରେ ପ୍ରଗତି ଟାଉଟର ମାନଙ୍କର ପକେଟ୍ ରେ
    ଥାଇ ହା ହା କରି ହସୁଥିବେ।
    ବାଃ ବାଃ ରେ ରାଜନୀତି। ବାଃ ବାଃ
    ରେ ଓଡିଆ।
    ଖୁବ୍ ସୁନ୍ଦର ତର୍ଜମା।ଜୟ ଜଗନ୍ନାଥ ସାର୍।

  • @jnanranjanswain6504
    @jnanranjanswain6504 27 วันที่ผ่านมา +13

    ଉପସ୍ଥାପନା ପାଇଁ ସାଧୁବାଦ.. 🙏

  • @Gopan-J14
    @Gopan-J14 25 วันที่ผ่านมา +1

    ଅତି ସୁନ୍ଦର ଉପସ୍ଥାପନା......।

  • @rabinarayanmahapatra4309
    @rabinarayanmahapatra4309 27 วันที่ผ่านมา +13

    ସମୂର୍ଣ ରୁପେ ସତ୍ୟ। ଯେଉଁ ଦଳ ଲୋଙ୍କକର ପେଟରେ ଛାଟ ମାରେ, ପିଠିରେ ଚାବୁକ୍ ମାରେ, ନାରୀର ସମ୍ମାନ ଦେଇ ନଜାଣେ, ଜଗନ୍ନାଥଙ୍କୁ ଅ ପମାନ ଦେଇଛ୍ତି, ଓଡ଼ିଶା ମାଟିକୁ ସମାନ ଦେଇନଜଣେ, ଓଡ଼ିଆ ଭାଷାକୁ ଅପମାନ କରେ, ଯେଉଁ ଦଳ ପ୍ରତିଶୁତି ପାଳଅଣ କରିପାରେ ନାହିଁ। ଧିକ ସେହି ବିଜେପି ଦଳ, ଧିକ୍ ଅନ୍ଧ ବିଶ୍ବାସୀ ଭୋଟର।
    ଜଗନ୍ନାଥ କେବଳ ସାହା ଏହି ଓଡ଼ିଶାର ଆତ୍ମସମାନ ରଖିପାରିବେ।

  • @PRAKASHMOHANTY-x1x
    @PRAKASHMOHANTY-x1x 27 วันที่ผ่านมา +10

    ଅତି ସୁନ୍ଦର ବିଶ୍ଳେଷଣ ଶୈଳୀ। ଆଜ୍ଞା ଆଉ ଗୋଟେ କଥା ହେଲା କୁହାଯାଏ 'ଓଡିଆ ତିନ୍ତିଲେ ଘର ଛାଉଣୀ କରନ୍ତି '। ଓଡ଼ିଶାର ଜନସାଧାରଣ ସେଇଭଳି କାମ କରିଦେଇ ଏଵେ ଚିନ୍ତା କରୁଛନ୍ତି।

  • @pratapchandrasamal2396
    @pratapchandrasamal2396 27 วันที่ผ่านมา +6

    ଅପାରଗ ସରକାର, ଗାଲୁଆ ମନ୍ତ୍ରୀ, ବେହିଆ କର୍ମୀ। ଆଉ ଓଡ଼ିଆଙ୍କ ଭାଗ୍ୟ।
    ଅତି ସୁନ୍ଦର ଉପସ୍ଥାପନା।

  • @baishnabcharansahoo9119
    @baishnabcharansahoo9119 27 วันที่ผ่านมา +19

    ବହୁତ ଓଡ଼ିଆ ମାନଙ୍କର ନାରା ଜୟ ଜଗନ୍ନାଥ,କିନ୍ତୁ ବିନା ଆମିଷ ରେ ଯାଉନି ଭାତ।
    ଜୟ ଶ୍ରୀ ରାମ,ବୁଝି ହେଉନାହିଁ ବଢୁଛି କାହିଁକି ମାଛ, ମାଂସ, କୁକୁଡ଼ା ମାନଙ୍କର ଦରଦାମ।

  • @brpalai9015
    @brpalai9015 27 วันที่ผ่านมา +16

    Sir huge respect ❤🎉🎉🎉🎉

  • @ssahu6657
    @ssahu6657 27 วันที่ผ่านมา +10

    ଓଡ଼ିଶା ରେ ବିଜେପି ପାଇଁ ସବୁଠାରୁ ଅସୁବିଧା କଥା ହେଲା ଏଠି ହିନ୍ଦୁ ମୁସଲମାନ ଫର୍ମୁଲା ପ୍ରୟୋଗ କରି ହେଉନି।

  • @saratlenka-qo6zu
    @saratlenka-qo6zu 27 วันที่ผ่านมา +13

    Good Evening sir
    You Absolutely right

  • @panchananbehera1217
    @panchananbehera1217 24 วันที่ผ่านมา +1

    Excellent presantion Sir,It is 💯% true.

  • @AnnapurnaJena-v2l
    @AnnapurnaJena-v2l 27 วันที่ผ่านมา +10

    ଅତିସୁନ୍ଦର କଥା

  • @prakashchandrapradhan410
    @prakashchandrapradhan410 26 วันที่ผ่านมา +3

    Thank. You. Sir. BOHUT. SUNDAR. Pragram

  • @NeelakanthaMahapatra
    @NeelakanthaMahapatra 27 วันที่ผ่านมา +21

    ଗାଲୁଆଙ୍କର ବାରବାଟି ଚାଷ

  • @lina9916
    @lina9916 21 วันที่ผ่านมา +1

    very well said sir,thank you

  • @Rudravlogs12357
    @Rudravlogs12357 27 วันที่ผ่านมา +8

    Nirata Satya Analysis❤

  • @physicalworld9865
    @physicalworld9865 25 วันที่ผ่านมา +1

    ଅତି ସୁନ୍ଦର ଉପସ୍ଥାପନା

  • @SatyabanKarna-y4s
    @SatyabanKarna-y4s 27 วันที่ผ่านมา +7

    ବହୁତ ବହୁତ କୃତଜ୍ଞତା sir ନମସ୍କାର

  • @Socialawrenes
    @Socialawrenes 26 วันที่ผ่านมา +5

    Evm ବିଷୟରେ ଆପଣ କାହିଁକି କହୁ ନାହାନ୍ତି

  • @SANGEETSWAROOPMOHANTY
    @SANGEETSWAROOPMOHANTY 27 วันที่ผ่านมา +15

    Best analysis

    • @kalingaranjan2074
      @kalingaranjan2074 27 วันที่ผ่านมา

      ସମସ୍ତ ଦର୍ଶକଙ୍କୁ ଦୟାକରି ଅନୁରୋଧ, ଦୟାକରି ଏହି ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଯାହା ଦ୍ୱାରା ଏହିପରି ଗୁରୁତ୍ୱପୂର୍ଣ୍ଣ ସୂଚନା ଓଡିଶାର ପ୍ରତ୍ୟେକ କୋଣରେ ପହଞ୍ଚିପାରିବ |

    • @kalingaranjan2074
      @kalingaranjan2074 27 วันที่ผ่านมา

      Yes its very Clear , straight to the point ,Odisha need such journalism

  • @ranajeetsingh4262
    @ranajeetsingh4262 27 วันที่ผ่านมา +13

    Best analysis sir Thanks very very nice

    • @upendrabanchhor5178
      @upendrabanchhor5178 27 วันที่ผ่านมา +2

      ନେତାମାନଙ୍କ ମିଛକହିବା ଉପରେ check ରହିବା ଦରକାର, ଏଥିପାଇଁ supreme court ଓ president ଙ୍କ ଦାଇତ୍ୱ ରହୁ

  • @MamataPradhan-vw4sv
    @MamataPradhan-vw4sv 27 วันที่ผ่านมา +14

    ଭଲ ବାର୍ତ୍ତା ଟେ ଦେଇଛନ୍ତି sir ❤

    • @user-lz3ku7dd2w
      @user-lz3ku7dd2w 24 วันที่ผ่านมา

      Right ✅️ ❤ Jay Jaganatha ❤️

  • @salilkumar9703
    @salilkumar9703 23 วันที่ผ่านมา +3

    ଅସ୍ମିତା ର ଆକ୍ଷରିକ ମାନେ ହେଉଛି ମନୋଜ ଆହୁଜା

  • @rabisankarpadhan6564
    @rabisankarpadhan6564 27 วันที่ผ่านมา +6

    ଧନ୍ୟବାଦ୍ ଆଜ୍ଞା,ନମସ୍କାର

  • @salilkumar9703
    @salilkumar9703 23 วันที่ผ่านมา +3

    ନାଟକ ର ନାଁ " ଭୁଲ୍ ହୋଇଗଲା" ବୋଲି ଦିଆଗଲେ ଅତ୍ୟୁକ୍ତି ହେବନାହିଁ

  • @baidhardas1681
    @baidhardas1681 27 วันที่ผ่านมา +5

    ସୁନ୍ଦର ଓ ସଠିକ ବିଶ୍ଲେଷଣ ।

  • @majeshdalabehera3986
    @majeshdalabehera3986 26 วันที่ผ่านมา +3

    ଅତି ସୁନ୍ଦର ଉପ୍ଥାପନା 🎉

  • @TanujaMishra-gf5cj
    @TanujaMishra-gf5cj 27 วันที่ผ่านมา +7

    Satare Sir new govt...asila pare rajaniti ta gote kadarjya Niti vali laguchi...thank u

  • @rabinarayanmohapatra4733
    @rabinarayanmohapatra4733 27 วันที่ผ่านมา +7

    Verygood talk. Thank u.

  • @subhalaxmipothal5314
    @subhalaxmipothal5314 26 วันที่ผ่านมา +3

    ସୁନ୍ଦର ଉପସ୍ଥାପନା।ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

  • @ashokpattanayak9963
    @ashokpattanayak9963 27 วันที่ผ่านมา +8

    ସୁନ୍ଦର ଉପସ୍ଥାପନା 👍

  • @Sashi_Dev_Nayak.
    @Sashi_Dev_Nayak. 27 วันที่ผ่านมา +4

    Best Journalism Thankyou Sir.....❤

  • @maapournamasitkpd1723
    @maapournamasitkpd1723 27 วันที่ผ่านมา +4

    ଅତି ସୁନ୍ଦର ଉପସ୍ଥାପନ Love 💕 you Sir

  • @RanjanBehera-ge1kf
    @RanjanBehera-ge1kf 27 วันที่ผ่านมา +11

    💠 ବିଦାୟ ୨୦୨୪ ର ବର୍ଷ...💐🌹🏝️🏝️❣️🚩🪔ନବବର୍ଷ ଆଣିଦେଉ କିଛି ଆନନ୍ଦ ଉଲ୍ଲାସ..🌸💙🌷🎈 ହଟିଯାଉ ପାପର କଳଙ୍କ...ଏଇ ଶୁଭ ଅବସରରେ ଆପଣ ମାନଙ୍କୁ ହାର୍ଦ୍ଦିକ ହାର୍ଦ୍ଦିକ ଅଭିନନ୍ଦନ..🙏♥️💜🎈🎈💠💠💠

  • @ManashJeet-sf6de
    @ManashJeet-sf6de 27 วันที่ผ่านมา +4

    Sir, it's absolutely right

  • @Binodkumarpanigrahi2187
    @Binodkumarpanigrahi2187 27 วันที่ผ่านมา +14

    ଅନ୍ଧ ,ମୂକ, ବଧିର ବିଜେପି ର କର୍ମୀ ମାନେ ଦେଖୁଛନ୍ତି ନା ନାହିଁ? ଏହାକୁ ଆପଣମାନେ କଣ କହିବେ? ଲଜ୍ଜା ଲଜ୍ଜା ଲଜ୍ଜା

  • @ananda6789
    @ananda6789 27 วันที่ผ่านมา +20

    ବିଫଳ ଗଣତନ୍ତ୍ର ଶାସନ
    ବିପ୍ଳବ ହେଉ

    • @kalingaranjan2074
      @kalingaranjan2074 27 วันที่ผ่านมา

      ସମସ୍ତ ଦର୍ଶକଙ୍କୁ ଦୟାକରି ଅନୁରୋଧ, ଦୟାକରି ଏହି ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଯାହା ଦ୍ୱାରା ଏହିପରି ଗୁରୁତ୍ୱପୂର୍ଣ୍ଣ ସୂଚନା ଓଡିଶାର ପ୍ରତ୍ୟେକ କୋଣରେ ପହଞ୍ଚିପାରିବ |

  • @jnanranjanswain6504
    @jnanranjanswain6504 27 วันที่ผ่านมา +12

    Yes

  • @premraaj9669
    @premraaj9669 27 วันที่ผ่านมา +4

    Respect sir Very good message for public

  • @saraswatimathseducation
    @saraswatimathseducation 27 วันที่ผ่านมา +4

    ସୁନ୍ଦର ବିସ୍ଲେସଣ sir

  • @santoshpatra9769
    @santoshpatra9769 27 วันที่ผ่านมา +4

    Bahut sundar.

  • @gyanaranjanmohanty3637
    @gyanaranjanmohanty3637 27 วันที่ผ่านมา +5

    Many many thanks for nice information

  • @MamataMishra-rz1ez
    @MamataMishra-rz1ez 27 วันที่ผ่านมา +7

    Nice representation

  • @bbsenapati2245
    @bbsenapati2245 27 วันที่ผ่านมา +4

    Sir
    Apankar Upstapana bahut ucha kotira. I salute U

  • @PurusottamSahu-m2g
    @PurusottamSahu-m2g 27 วันที่ผ่านมา +10

    ସୁନା ଅଛି କି ବିଜେପି ନେତା ମାନେ ଖାଇଲେ ସାର ଏବିଷୟରେ ଗୋଟେ ଦୟାକରି ଭିଡ଼ିଓ କରନ୍ତୁ ସାର ଭିଡ଼ିଓ ଟି ଏ କଲେ ଆପଣଙ୍କ ଧନ୍ୟବାଦ ଦେବି

  • @AshokkumarNaik-hh5tm
    @AshokkumarNaik-hh5tm 27 วันที่ผ่านมา +7

    Thanks 🙏

  • @anantachandrasamal3428
    @anantachandrasamal3428 27 วันที่ผ่านมา +3

    🙏🙏
    ଦଶନ୍ଧି ଦଶନ୍ଧି ଧରି ବାସ୍ତବ ବିରୋଧୀ ଦଳ ତ ନାହାନ୍ତି 🧐ଆପଣ ଜନସାଧାରଣ ଙ୍କ ସ୍ୱର 💐💐

  • @BispreetBehera
    @BispreetBehera 25 วันที่ผ่านมา +3

    Yes uncle odisha basi thhaki gale....kichi andhabhakta mananka pai.....😊

  • @PabitramohanPradhan-g8h
    @PabitramohanPradhan-g8h 27 วันที่ผ่านมา +3

    ମିଛର ମହାସମୁଦ୍ର 2024ମସିହାରେ ମିଚ୍ଛର ସୌଦାଗର ମାନଙ୍କୁ ଓଡ଼ିଶା ବାସୀ ଚିହ୍ନି ରଖିବା ଦରକାର୍

  • @kalyanmohanty1032
    @kalyanmohanty1032 27 วันที่ผ่านมา +9

    Nice

  • @RohitKumar-dn7hu
    @RohitKumar-dn7hu 27 วันที่ผ่านมา +3

    Good speech

  • @nagenmishra2948
    @nagenmishra2948 27 วันที่ผ่านมา +4

    Very beautiful presentation of fact and you have analysed it Very beautifully.

  • @satishchandrabehera7291
    @satishchandrabehera7291 27 วันที่ผ่านมา +16

    ନୂଆ ବର୍ଷ ଅବ୍ୟବହିତ ପୂର୍ବରୁ ଆପଣଙ୍କୁ ଆମର ବହୁତ ବହୁତ ଶୁଭେଚ୍ଛା ଏବଂ ଅଭିନନ୍ଦନ।
    ଜୟ ଜଗନ୍ନାଥ!!!

  • @rameshdas9755
    @rameshdas9755 27 วันที่ผ่านมา +3

    ଯେଉଁ ଯେଉଁ ରାଜ୍ଯ ରେ ବିଜେପି ସରକାର ଅଛି ସେସବୁ ରାଜ୍ଯ ରେ କଣ ବିକାଶ ହୋଇଛି ଆମ ଲୋକ ତାହା ପରଖିବାରେ ଥିଲା କିନ୍ତୁ ଓଡ଼ିଶା ର ଲୋକ ଭୁଲ୍ କରି ଦେଲେ❤❤❤

  • @ghanasyamkar7675
    @ghanasyamkar7675 27 วันที่ผ่านมา +5

    Bahut badhia Katha bhai

  • @kamalnayak706
    @kamalnayak706 27 วันที่ผ่านมา +3

    Yes, it's a great presentation.

  • @ParameswarPradhan-qi9ps
    @ParameswarPradhan-qi9ps 27 วันที่ผ่านมา +4

    ସୁନ୍ଦର ଉପସ୍ଥାପନା

  • @JyostnaMohanty-f2r
    @JyostnaMohanty-f2r 27 วันที่ผ่านมา +6

    Very good analysis. Real fact

  • @dilipbehera342
    @dilipbehera342 26 วันที่ผ่านมา +3

    ❤very good information

  • @pradeepmohanty1905
    @pradeepmohanty1905 26 วันที่ผ่านมา +1

    Bahut sundar o satya upasthapan , namastey ji

  • @satishchandrabehera7291
    @satishchandrabehera7291 27 วันที่ผ่านมา +6

    ଭଲ କୁ ଭୁଲ୍ ବୋଲି ବିଚାର କରାଯାଏ ପ୍ରାରମ୍ଭରେ।
    ଭୁଲ୍ ପୁଣି ଭଲ ବୋଲି ସାବ୍ୟସ୍ତ ହୁଏ ବିଳମ୍ବରେ।।
    ଜୟ ଜଗନ୍ନାଥ!!!

  • @arttabandhujena4488
    @arttabandhujena4488 27 วันที่ผ่านมา +3

    Good analysis.

  • @rabindranathjena229
    @rabindranathjena229 27 วันที่ผ่านมา +4

    Good presentation.

  • @bishwajitbehera-k2y
    @bishwajitbehera-k2y 27 วันที่ผ่านมา +5

    100% Right Sir

  • @niranjannayakgreatodisha2342
    @niranjannayakgreatodisha2342 26 วันที่ผ่านมา +1

    👌👌👌👌👍👍👍 ଠିକ କଥା

  • @PRAKASHMOHANTY-x1x
    @PRAKASHMOHANTY-x1x 27 วันที่ผ่านมา +6

    ଜୟ ଜଗନ୍ନାଥ

  • @SukmarMishra
    @SukmarMishra 20 วันที่ผ่านมา

    Welcom Nabin
    Thank you🙏👍❤️

  • @kamalineemajhee
    @kamalineemajhee 27 วันที่ผ่านมา +4

    Absolutely right ❤❤❤

  • @SuvashSamal
    @SuvashSamal 27 วันที่ผ่านมา +4

    Good analysis. Thanks.

  • @SIMANCHALCHAUDHURI143
    @SIMANCHALCHAUDHURI143 27 วันที่ผ่านมา +3

    very well explained sir

  • @bikrampradhan6315
    @bikrampradhan6315 27 วันที่ผ่านมา +3

    Very important points... Thank you so much 👍... Happy new year Brother 💐

  • @parsuramsahoo7509
    @parsuramsahoo7509 26 วันที่ผ่านมา +3

    Jaaliaa ଦଳର ହାଲୁଆ ଭାଷଣ ,ଲୋକଙ୍କୁ ଜଣା ଅଛି❤ ଜୟ ନବୀନ ,ସ୍ଵାଗତ 2025 ,ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ❤❤❤❤❤🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉

  • @GoneshGonesh-h7p
    @GoneshGonesh-h7p 19 วันที่ผ่านมา

    ❤ସୁପର

  • @gpdas1945
    @gpdas1945 26 วันที่ผ่านมา

    "ଏଇ ଜୀବନଟା ଗୋଟେ ନାଟକ
    ନାଟକଟା ନୁହେଁ ଜୀବନ!"
    ଚମତ୍କାର ଉପସ୍ଥାପନା!

  • @RamakantaLenka-gd9jh
    @RamakantaLenka-gd9jh 21 วันที่ผ่านมา

    Very practical statement

  • @BenudharMohanty-on2hv
    @BenudharMohanty-on2hv 27 วันที่ผ่านมา +3

    ଦର ବୃଦ୍ଧି ପ୍ରତିବାଦରେ କିଛି ବକ୍ତବ୍ୟ ରଖିବା ଆଗରୁ ଯେତେ ପର୍ଯନ୍ତ୍ double engine ସରକାର ମୁଢ଼ି ଚୁଡ଼ା ଉଖୁଡା କେନ୍ଦୁପତ୍ର ତୋଳାଳୀଙ୍କ ମଜୁରୀ ଉପରେ ଟିକସ GST ହଟେଇ ନାହାନ୍ତି ସେତେ ପର୍ଯ୍ୟନ୍ତ ଆମେ ଜାଣିବୁ ଯେ ଏ ଦେଶରେ ବରଂ ବ୍ରିଟିଶ ଶାସନ ଚାଲୁ କିନ୍ତୁ ଏ ବ୍ୟବସ୍ଥା ହଟୁ କାରଣ ବ୍ରିଟିଶ ସରକାର ବି ମୁଢ଼ି ଚୁଡ଼ା ଉଖୁଡା ଉପରେ ଟିକସ ପ୍ରସ୍ତାବ ଚିନ୍ତା କରି ନଥିଲେ ଟିକିଏ ଭାବନ୍ତୁ❤❤❤

  • @lalramchandrasinghdeo1483
    @lalramchandrasinghdeo1483 27 วันที่ผ่านมา +3

    Doing good job. Excellent presentation. Deserves atleast 1 million subscribers. 👍👍

  • @PrabhasPradhan-b4l
    @PrabhasPradhan-b4l 23 วันที่ผ่านมา

    Pura right sir 🙏🙏🙏

  • @dillipkumarsahoo4823
    @dillipkumarsahoo4823 27 วันที่ผ่านมา +2

    Thanks sir🙏🙏🙏🙏

  • @nasirmayur
    @nasirmayur 18 วันที่ผ่านมา

    Excellent❤

  • @subrat6643
    @subrat6643 25 วันที่ผ่านมา

    Deeply gone through your message.thank u sir for such an episode in today's scenario

  • @tejarajkheti7320
    @tejarajkheti7320 27 วันที่ผ่านมา +2

    Super thanks.

  • @rajendranath3599
    @rajendranath3599 26 วันที่ผ่านมา +1

    ୨୧ ଲୋକସଭା ଆସନରୁ ବି ଜେଡି ୦ ପାଇବା ଅସମ୍ଭ ବ।ଜାଲିଆତି ଜଳ ଜଳ ହୋଇ ଦେଖାଯାଓଛି।ଏହା ଆମ ପାଇଁ ଏକ କଳଂକିତ ଇତିହାସ

  • @AmagaanAmaSORO
    @AmagaanAmaSORO 26 วันที่ผ่านมา

    Best upastapana satish Mishra many many thanks

  • @Mithun-xi2tm
    @Mithun-xi2tm 20 วันที่ผ่านมา

    ଆମ ଦେଶରେ ମନ୍ତ୍ରୀ ଗୁଡାକ ସବୁ ହେଲେ ଗରିବ ଆଓ ସ୍ୱାର୍ଥପର ତେଣୁ ଦେଶର ଉନ୍ନତୀ ଅସମ୍ଭବ 😢😢😢😢😢

  • @biplabdas3535
    @biplabdas3535 25 วันที่ผ่านมา

    ଠିକ୍