ମୋର ପରିଚୟ କଣ ? ମୁଁ ଶରୀର ନା ଆତ୍ମା । What is my identity? Am I body or soul?

แชร์
ฝัง
  • เผยแพร่เมื่อ 15 ก.ย. 2024
  • ମୋର ପରିଚୟ କଣ ? ମୁଁ ଶରୀର ନା ଆତ୍ମା । What is my identity? Am I body or soul?

ความคิดเห็น • 19

  • @user-hq4ut1rm9n
    @user-hq4ut1rm9n หลายเดือนก่อน +3

    ବହୁତ୍ ସୁନ୍ଦର ହେଇଚି vdo

  • @balabantaparida855
    @balabantaparida855 29 วันที่ผ่านมา

    Om shanti om shanti om shanti thanks🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🙏🙏🙏🙏🙏🙏🌹🌹🌹🌹🌹🌹🌹

  • @jkkj6288
    @jkkj6288 หลายเดือนก่อน

    ଶ୍ରୀ ଗୁରୁ ଶରଣମ

  • @dusmantasahoo-oz1qz
    @dusmantasahoo-oz1qz 29 วันที่ผ่านมา

    Ommsanti mo atma santa swarupa atma

  • @finalrunforchrist
    @finalrunforchrist หลายเดือนก่อน

    God is Good jesus

  • @puspitanjalirout-uo2ub
    @puspitanjalirout-uo2ub หลายเดือนก่อน

    Good advice thank you

  • @KulamaniPatra-p7x
    @KulamaniPatra-p7x หลายเดือนก่อน

    Tq sir

  • @naikpritish209naik4
    @naikpritish209naik4 หลายเดือนก่อน

    Thanks 🎉🎉🎉madam

  • @RupsingMunda-id3zn
    @RupsingMunda-id3zn 24 วันที่ผ่านมา +1

    ମା ଆପଣଙ୍କୁ କୋଟି ପ୍ରଣାମ୍ ଏଇପରି ମା ପାଖରେ ରହିଲେ ଜୀବନ ଦର୍ଶନ ମିଳିଥାଏ ମହିମା ଅଲେଖ ଶରଣ ସତ୍ୟ ସନାତନ ଜ୍ଞାନ ମା ପ୍ରଣାମ୍

    • @subhayoutubechannel2327
      @subhayoutubechannel2327  24 วันที่ผ่านมา

      ପ୍ରଣାମ ଆଜ୍ଞା । ଜୟ ପରମବ୍ରହ୍ମ

  • @finalrunforchrist
    @finalrunforchrist หลายเดือนก่อน

    God is Jesus

  • @pranatimohapatra136
    @pranatimohapatra136 3 วันที่ผ่านมา

    👌

  • @BisnuPrasadSahu
    @BisnuPrasadSahu หลายเดือนก่อน

    Biotifool

  • @prasannakumarkunda9725
    @prasannakumarkunda9725 8 วันที่ผ่านมา

    ଆପଣ ଖୋଜୁଥିବା ପ୍ରସଙ୍ଗଟି ଅନୁଭବ କରିଛନ୍ତି ନା ଵହିପଢି କହୁଛନ୍ତି।ଆତ୍ମଗାଙନ ସର୍ଵ ସାଧାରଣରେ କହିବା ମନା । ପ୍ରଣାମ।ଆପଣ କ'ଣ ସଦଗୁଋ।

    • @subhayoutubechannel2327
      @subhayoutubechannel2327  8 วันที่ผ่านมา

      ପ୍ରଣାମ ଆଜ୍ଞା । ମୁଁ ନିଜେ ଅନୁଭବ କରି ମୁଁ ଜାଣି ସାରିଛି କି ମୁଁ ଆତ୍ମା ଏବଂ ମୋର ଶ୍ରେଷ୍ଠ କର୍ମ ଥିଲା ଏ ମନୁଷ୍ୟ ଜନ୍ମର ତାହା ମୁଁ ସଫଳର ରୂପ ରେଖ ଦେଇ ପାରିଛି । ସେହି ତତ୍ତ୍ଵ କିପରି ସମସ୍ତେ ଅନୁଭବ କରିବେ ସେଥିପାଇଁ ଏହି ପ୍ରୟାସ ଚାଲିଛି | ଆପଣ କହୁଛନ୍ତି ସର୍ବ ସାଧାରଣରେ କହିବା ମନା ଯଦି ଆମେ ଏହି ତତ୍ତ୍ଵକୁ ନ କହିବା ତାହେଲେ ଜ୍ଞାନ ଜାଣି ଲାଭ କଣ | ଆଜି ଏ ସଂସାରରେ ଏହି ତତ୍ତ୍ଵ ନ ଜାଣିବା ହେତୁ ଲୋକେ ନିଜକୁ ଶରୀର ବୋଲି ଜ୍ଞାନ କରୁଛନ୍ତି । ଫଳ ସ୍ୱରୂପ ସଂସାରରେ କୁକର୍ମ କରି ପାପରେ ନିଜ ଶରୀର କୁ ବିନିଯୋଗ କରୁଛନ୍ତି । ଯାହା ଫଳରେ ସେମାନେ ନିଜର ପ୍ରକୃତ ପରିଚୟ ନଜାଣି ଅଶାନ୍ତି ଦୁଃଖ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି । ଭଗବାନ ଏ ଶରୀର ଦେଇଥିଲେ କଣ ପାପ କର୍ମରେ ବିନିଯୋଗ ପାଇଁ ନା କୁକର୍ମ କରିବା ପାଇଁ। ସେ ଏହି ଶରୀରର ମହତ୍ୱ ନ ବୁଝି ନିଜେ ଅଶାନ୍ତି ହୋଇ ଅନ୍ୟକୁ ମଧ୍ୟ ଦୁଃଖ କଷ୍ଟ ପୀଡ଼ା ଦେଉଛନ୍ତି । ସେଥିପାଇଁ ଆମ ଆତ୍ମଜ୍ଞାନ ଜାଣିବା ନିହାତି ଦରକାର କାରଣ ଆତ୍ମଜ୍ଞାନ ଜାଣିଲେ ହିଁ ସଂସାର କାର୍ଯ୍ୟ ସଠିକ୍ ଭାବରେ ତୁଲେଇ କରିବା ଏବଂ ଏ ଜନ୍ମକୁ ସାର୍ଥକ କରିପାରିବା । ଆମେ ଏ ଧରା ପୃଷ୍ଠାକୁ ଆସିଛୁ କେବଳ ଏହି ତତ୍ତ୍ଵ କୁ ଜାଣିବା ଏବଂ ଅନୁଭବ କରିବା ଶେଷରେ ସେହି ତତ୍ତ୍ୱ ସହ ଏକ ହବା ପାଇଁ I ଆପଣ ପଚାରିଲେ କଣ କ'ଣ ସଦଗୁରୁ ନା ମୁଁ ସଦଗୁରୁ ନୁହେଁ ସଦଶିଷ୍ୟ ।