JAGATARA JYOTHI SONG TRACK | NEW ODIA CHRISTMAS SONG - 2024 | BY HUMAN SAGAR

แชร์
ฝัง
  • เผยแพร่เมื่อ 12 ม.ค. 2025

ความคิดเห็น • 14

  • @manasmobile
    @manasmobile หลายเดือนก่อน

    excellent song is a beautiful track song dhanyvad sir❤❤❤❤❤

  • @jaimonjoseph8374
    @jaimonjoseph8374 23 วันที่ผ่านมา

    Very very beautiful track God Bless All

  • @BhuyanJunesh
    @BhuyanJunesh 16 วันที่ผ่านมา

    Daybhai❤❤❤❤

  • @MantuKumar-music
    @MantuKumar-music 28 วันที่ผ่านมา

    ଧନ୍ୟବାଦ ଭାଇ track କରିଥିବା ପାଇଁ ❤❤❤

  • @subratdigalcreation
    @subratdigalcreation หลายเดือนก่อน

    Nice

  • @samsonbardhan4315
    @samsonbardhan4315 หลายเดือนก่อน +1

    🎉🎉🎉🎉🎉

  • @pabitraofficial7070
    @pabitraofficial7070 24 วันที่ผ่านมา

    Keun jaga re nela janana track upload karantu

    • @SherlyBatha
      @SherlyBatha  24 วันที่ผ่านมา

      th-cam.com/video/s1GRumyHdec/w-d-xo.html

  • @own-feeling
    @own-feeling หลายเดือนก่อน

    Lyrics dekho👆

  • @own-feeling
    @own-feeling หลายเดือนก่อน +1

    ଜଗତର ଜ୍ୟୋତିଃ ଦେଖ ହେଲେ ପ୍ରକାଶିତ
    ମନୁଷ୍ୟ ପୁତ୍ର ସେ ମନୁଷ୍ୟ ପୁତ୍ର....
    ଜଗତର ଜ୍ୟୋତିଃ ଦେଖ ହେଲେ ପ୍ରକାଶିତ
    ଏ ଧରଣୀ ବକ୍ଷ ଆଜି ହୁଏ ଗୁଞ୍ଜରିତ..
    ମନୁଷ୍ୟ ପୁତ୍ର ସେ ମନୁଷ୍ୟ ପୁତ୍ର
    ଜ୍ୟୋତିଃ ରୂପରେ ସେ ହେଲେ ଉଦିତ......
    କି ସୁନ୍ଦର ଲାଗେ ସତେ ଏ ସାରା ଜଗତ
    ଆଲୋକରେ ସୁଶୋଭିତ ବନ ଗିରି କ୍ଷେତ
    ମନୁଷ୍ୟ ପୁତ୍ର ସେ ମନୁଷ୍ୟ ପୁତ୍ର
    ଜ୍ୟୋତିଃ ରୂପରେ ସେ ହେଲେ ଉଦିତ...=୦=
    ସମୁଦାୟ ଜଗତର ପାପ ରୂପ ଅନ୍ଧକାର
    କରିବାକୁ ସବୁ ଦୂର...
    ସରଗ ସୁଖକୁ ତେଜି ଆଶାର ଆଲୋକ ସାଜି
    ଆସିଲେ ମରତ ପୁର......(୨ଥର)
    ଗାଅ ଗାଅ ଉଚ୍ଚ ସ୍ୱରେ ପ୍ରଶଂସାର ଗୀତ
    କର କର ସ୍ତବଗାନ ବିଶ୍ୱାସୀ ସମସ୍ତ..
    ମନୁଷ୍ୟ ପୁତ୍ର ସେ ମନୁଷ୍ୟ ପୁତ୍ର
    ଜ୍ୟୋତିଃ ରୂପରେ ସେ ହେଲେ ଉଦିତ...=୧=
    ସେହି ଜ୍ୟୋତିଃ ଯୀଶୁ ଖ୍ରୀଷ୍ଟ ଦେଖାଇବେ ସତ୍ୟ ବାଟ
    ଫେଡି ଦେବେ ସବୁ କଷ୍ଟ
    ଯିଏ ଯିବ ତା ନିକଟ ଛାଡି ଅସାର କପଟ
    ଦେବେ ଜୀବନ ମୁକୁଟ......(୨ଥର)
    ଆସ ଆସ ସର୍ବେ ଆସ ଯେତେ ସାଧୁ ଭକ୍ତ
    ଯୀଶୁଙ୍କର ପାଦ ପଦ୍ମେ ହେବା ସମର୍ପିତ..
    ମନୁଷ୍ୟ ପୁତ୍ର ସେ ମନୁଷ୍ୟ ପୁତ୍ର
    ଜ୍ୟୋତିଃ ରୂପରେ ସେ ହେଲେ ଉଦିତ...

  • @rohitnayakmusica2314
    @rohitnayakmusica2314 หลายเดือนก่อน

    ହାଲ୍ଲେଲୁୟା ପଦେ ସୁନ୍ singer- humen Sagar } ଏହି ଗୀତର track karaoke ଛାଡ଼ିବ ଭାଇ

    • @SherlyBatha
      @SherlyBatha  หลายเดือนก่อน

      th-cam.com/video/B41phlqKkKA/w-d-xo.htmlsi=EJfI4Q1vPvYr8YHX
      Track achi ye githare

  • @varietyshow1438
    @varietyshow1438 28 วันที่ผ่านมา

    କେଉଁ ଜାଗାରେ ନେଲ ଜନମ, Christmas song gote track kara Bhai please

  • @ashoknag6822
    @ashoknag6822 หลายเดือนก่อน +1

    ନୀଳ ଆକଶକୁ ଦେଖ ତାରା ହସୁଛି
    ଏହି ଗିତର ବି Karaoke Track music ଟିବନେଇ କୀ ଛାଡନ୍ତୁ ସାର please