Mo Jaga Kalia - ମୋ ଜଗା କାଳିଆ -Odia Devotional Song - Sourav Bharadwaj - Matruprasad Rath - Rathyatra

แชร์
ฝัง
  • เผยแพร่เมื่อ 21 ม.ค. 2025

ความคิดเห็น • 12K

  • @TmLifestyle123
    @TmLifestyle123 2 หลายเดือนก่อน +3607

    ଦିନକୁ ୧୦୦ଥର ଶୁଣିଲେ ବି ମନ ଭରୁନୁ ଏତେ ସୁନ୍ଦର ଭଜନ 🥺❤️

  • @KalandiMania-ch5xn
    @KalandiMania-ch5xn 5 วันที่ผ่านมา +33

    କୋଳକୁ ଗୋଟେ ସନ୍ତାନ ଦିଅ ଭଗବାନ 😢😢😢😢😢

    • @himadripanda6870
      @himadripanda6870 20 ชั่วโมงที่ผ่านมา +2

      You Will Get a Baby Girl ❤

    • @mkcreation2019
      @mkcreation2019 14 ชั่วโมงที่ผ่านมา +1

      You will get a baby

    • @nalinichhualasing1940
      @nalinichhualasing1940 8 ชั่วโมงที่ผ่านมา +1

      Manare bhaktyi rakha nichya haba

    • @Sumano07-e2l
      @Sumano07-e2l 6 ชั่วโมงที่ผ่านมา

      Keep Believe in jaga

    • @rakeshkumarsahoo827
      @rakeshkumarsahoo827 4 ชั่วโมงที่ผ่านมา

      Bhagaban bht jaldi sunibe apana nka katha varasa rakhantu Jay Jagannath ❤

  • @RajatSwain-f4z
    @RajatSwain-f4z 5 วันที่ผ่านมา +80

    ଯେତେ ଶୁଣିଲେ ବି ମନ ଭରୁନି ଆହୁରି ଶୁଣିବାକୁ ଇଛା ହଉଚି ଜୟ ଜଗନ୍ନାଥ

    • @PruthirajJena-xn7ww
      @PruthirajJena-xn7ww 2 วันที่ผ่านมา

      ମୋ ଦଗାକାଲିଆରେ😂❤

  • @swapnasagarikajena3478
    @swapnasagarikajena3478 วันที่ผ่านมา +13

    ସବୁଦିନ ଏ ଗୀତ କୁ କିଏ ଶୁଣୁଛ 😊

  • @rajeshpradhanrajeshpradhan3232
    @rajeshpradhanrajeshpradhan3232 2 หลายเดือนก่อน +282

    ଏବେବି ଏତେ ସୁନ୍ଦର ଭଂଜନ କଣ୍ଠ ଶିଳ୍ପୀ ଅଛନ୍ତି 🙏🙏🙏🙏🙏

    • @bishnuprasadchahataray858
      @bishnuprasadchahataray858 2 หลายเดือนก่อน +1

      ସବୁ ପ୍ରଭୁଙ୍କର ଆଶ୍ରିବାଦ

    • @santoshabehera6139
      @santoshabehera6139 หลายเดือนก่อน +5

      ଓଡ଼ିଆ ସଙ୍ଗୀତ ଅନ୍ୟ କୋଉ କଣ୍ଠ ଶିଳ୍ପୀ କୁ ସୁଜଗ ଦେବାକୁ ଚାହୁଁ ନାହାନ୍ତି କିଛି ନିର୍ଦ୍ଦିଷ୍ଟ ଲୋକ ଙ୍କୁ ନେଇକି ସଂଗୀତ କରନ୍ତି

    • @BapunuPal-sy4xv
      @BapunuPal-sy4xv 3 วันที่ผ่านมา

      ଜୟ ଜଗନ୍ନାଥ ⭕❗⭕🙏🙏🙏

  • @NnnDdd-p9p
    @NnnDdd-p9p 12 วันที่ผ่านมา +448

    🥺ଭାଇ ମୁ ସତ କହିବି ଏଇ generation ର ପିଲା ହେତୁ ଭଗବାନ ଙ୍କ ପ୍ରତି ବିଶ୍ଵାସ, ଭରସା ନାହିଁ କିନ୍ତୁ ଏଇ ଗୀତ ଶୁଣିଲେ ଲାଗେ ମୁ ହିଁ ବଡ଼ ଭକ୍ତ ଏଇ କାଳିଆ ର 🙏🏻🙏🏻 ଜୟ ଜଗନ୍ନାଥ

    • @madhusmitakar5690
      @madhusmitakar5690 12 วันที่ผ่านมา +16

      Good❤

    • @anupkumarmohanty3880
      @anupkumarmohanty3880 12 วันที่ผ่านมา +10

      Sabu believe karibe 😊
      Jay Jagannath 🙏

    • @biswajit_888
      @biswajit_888 12 วันที่ผ่านมา +10

      Bhai .... Jaga hauchi ama sanga ... Ama bhai ... Ama Bhagwan

    • @Pintu-k5l
      @Pintu-k5l 11 วันที่ผ่านมา +7

      Bhagaban prati biswas ,bharasa sabu asiba bhai samaya asile

    • @mbffgaming6803
      @mbffgaming6803 11 วันที่ผ่านมา +3

      Biswas bharsa achhi jaganka upare sabu bele

  • @chitranjali_sahoo
    @chitranjali_sahoo 3 หลายเดือนก่อน +2587

    ଜଗନ୍ନାଥ... ଶ୍ରୀ ଜଗନ୍ନାଥ...🙏
    ଲକ୍ଷେ ଶାଳଗ୍ରାମ ବିଞ୍ଚା ବେଦି କୁ ଛାଡ଼ି
    ରଥା ରୁଢ ହେଉଛି ମୋ କଳା ଶ୍ରୀହରି
    ଲକ୍ଷେ ଶାଳଗ୍ରାମ ବିଞ୍ଚା ବେଦି କୁ ଛାଡ଼ି
    ରଥା ରୁଢ ହେଉଛି ମୋ କଳା ଶ୍ରୀହରି
    ମେଣ୍ଟି ଯିବ ଏ ଆଖିରୁ ଅନେକ ଶୋଷ
    ଶରଧା ବାଲି ରେ ଦେଖି ଶ୍ରୀନନ୍ଦିଘୋଷ
    ଜୟ ଜଗନ୍ନାଥ କହି
    ଦୁଇ ହାତ ଟେକି ଦେଇ
    ମନ ପ୍ରାଣ ମିଶି ଯାଉ ମହାଯାତ୍ରା ରେ
    ମୋ ଜଗା କାଳିଆ ରେ
    ମୋ ଜଗା କାଳିଆ ରେ
    ମୋ ଜଗା କାଳିଆ ରେ... କାଳିଆ ରେ
    ମୋ ଜଗା କାଳିଆ ରେ
    ମୋ ଜଗା କାଳିଆ ରେ
    ମୋ ଜଗା କାଳିଆ ରେ... କାଳିଆ ରେ
    ମହାପ୍ରଭୁ ଶ୍ରୀଜଗନ୍ନାଥ କି ଜୟ...
    ବାଲି ଯୋଉଠି ବିଭୂତି ହୁଏ
    ଭାବ ଥିଲେ ଭାତ ହୁଏ ମହାପ୍ରସାଦ
    ପାଣି ଯୋଉଠି ଟଙ୍କ ତୋରାଣି
    ପବନ ରେ ଭାସି ଆସେ ଗୀତ ଗୋବିନ୍ଦ
    ଜଗନ୍ନାଥ...
    ଓଡ଼ିଆ ଜାତି ଗରବ କରେ
    ଆନନ୍ଦରେ କହେ ସେ ମୋ ଇଷ୍ଟ ଦେବତା
    ଦାରୁ ହେଲେ ବି ବୁଝୁଚୁ ଦୁଃଖ
    ନ କହି ବି ଜାଣି ପାରୁ ସକଳ କଥା
    ଥରେ ହାତକୁ ବଢେଇ
    ମତେ ନେ ରେ କୋଳେଇ
    ଲୋଡା ନାହିଁ ଆଉ କିଛି ମାୟା ସଂସାରେ
    ମୋ ଜଗା କାଳିଆ ରେ
    ମୋ ଜଗା କାଳିଆ ରେ
    ମୋ ଜଗା କାଳିଆ ରେ... କାଳିଆ ରେ
    ମୋ ଜଗା କାଳିଆ ରେ
    ମୋ ଜଗା କାଳିଆ ରେ
    ମୋ ଜଗା କାଳିଆ ରେ... କାଳିଆ ରେ
    ଚତୁର୍ଭୁଜାୟ ଦେବବ୍ରତାୟ ଶ୍ରୀନାଥ ସରଣ
    ନୀଳାଦ୍ରୀଶାୟ ଜଗନ୍ନାଥାୟ ଅନାଥ ରକ୍ଷଣ
    କଳିଯୁଗ ଅବତାରୀ
    ଆହେ ମୁକୁନ୍ଦ ମୁରାରୀ
    ଦୀନ ମାଧବ
    କୃଷ୍ଣ କେଶବ
    ପ୍ରଭୁ ଶ୍ରୀହରି
    ନିମ ଯୋଉଠି ପାଲଟେ ବ୍ରହ୍ମ
    ଚଉଦ ଭୁବନେ ନାହିଁ ଏମିତି ଧାମ
    ଜୁଇ ଜଳଇ ରୋସ ନିଆଁରେ
    ସରଗ ଦୁଆରେ ହୁଏ ଶେଷ କରମ
    ଜଗନ୍ନାଥ...
    ନିଶ୍ବାସ ଯହିଁ ଚନ୍ଦନ ବାସେ
    ମାଟିରେ ମହକି ଯାଏ ଭକତି ପ୍ରେମ
    ବିଶ୍ବ ଯୋଉଠି ଏକାଠି ହୁଏ
    ବିଶ୍ୱାସ ରେ ପୂର୍ଣ୍ଣ ହୁଏ ସକଳ କାମ
    ୱାହା ୱାହା ରେ ଠାକୁର
    ଖୋଲି ତୋ ଚାରି ଦୁଆର
    ଚୌବର୍ଗ ଫଳ ଆଣି ଯାଚି ଦଉ ରେ...
    ମୋ ଜଗା କାଳିଆ ରେ
    ମୋ ଜଗା କାଳିଆ ରେ
    ମୋ ଜଗା କାଳିଆ ରେ... କାଳିଆ ରେ
    ମୋ ଜଗା କାଳିଆ ରେ
    ମୋ ଜଗା କାଳିଆ ରେ
    ମୋ ଜଗା କାଳିଆ ରେ... କାଳିଆ ରେ
    ଜଗନ୍ନାଥ...
    ଶ୍ରୀଜଗନ୍ନାଥ.. ❤🥺🙏

  • @SwetapadmaMohanty-b2j
    @SwetapadmaMohanty-b2j 6 วันที่ผ่านมา +30

    ଜୟ ଜଗନ୍ନାଥ ଭାଇ 🙏🏻
    ଆପଣଙ୍କ ସ୍ୱର ଜଗନ୍ନାଥ ଙ୍କ ସୁନ୍ଦର ଭଜନ ଗାଇବା ପାଇଁ ହିଁ ସ୍ୱୟଂ ଜଗନ୍ନାଥ ଙ୍କ ଦ୍ୱାରା ସୃଷ୍ଟି 🙏🏻🥺❤️

  • @BabulaMunda-sv4dd
    @BabulaMunda-sv4dd 2 หลายเดือนก่อน +801

    ସବୁ ଭାଇ ଭଉଣୀ ମାନେ‌ ସୁନ୍ଦର ସୁନ୍ଦର କମେଟ୍ ଦେଇଛନ୍ତି ମୁଁ ଆଉ କଣ ଲେଖିବି ଜୟ ଜଗନ୍ନାଥ 🙏🙏🙏🙏

    • @KunalDas-hx3vo
      @KunalDas-hx3vo 2 หลายเดือนก่อน +8

      ଜୟ ଜଗନ୍ନାଥ 🙏

    • @BharatipravaRay
      @BharatipravaRay หลายเดือนก่อน +12

      ❤❤❤❤❤❤

    • @deepapatra5661
      @deepapatra5661 หลายเดือนก่อน +3

      ଜୟ ଜଗନ୍ନାଥ.... ❤❤❤

    • @RajaNayak-ns3lw
      @RajaNayak-ns3lw หลายเดือนก่อน +2

      😅🎉🎉

    • @sekharchandrabehera2769
      @sekharchandrabehera2769 18 วันที่ผ่านมา

      ଜୟ ଜଗନ୍ନାଥ❤

  • @bishakhabarik2173
    @bishakhabarik2173 6 หลายเดือนก่อน +3842

    ଶବ୍ଦ ନାଇଁ ପ୍ରଶଂସା କରିବାକୁ ଆପଣଙ୍କ ସ୍ୱର ର ଆଉ ଜଗା ପାଇଁ ତ ସବୁବେଳେ 🙏🙌

    • @rkfilms1888
      @rkfilms1888  6 หลายเดือนก่อน +373

      TQ ❤️💓🙏 share karantu tk samastanku

    • @PriyankaDas-p1g
      @PriyankaDas-p1g 3 หลายเดือนก่อน

      My smstnku shear karidaeichei a gito ta sir jata jaha hala mo jaga ra 🙏🤗Jay jagannath swame ​@@rkfilms1888

    • @Orman174
      @Orman174 3 หลายเดือนก่อน +56

      ସତରେ ତା ପାଇଁ କିଛି ଶବ୍ଦ ନାହିଁ l

    • @diptibilassahoo9491
      @diptibilassahoo9491 3 หลายเดือนก่อน +57

      ଧନ୍ୟ ତୁମେ ଧନ୍ୟ ତୁମ ସ୍ୱର ।
      କିଛି ଶବ୍ଦ ହି ନାହିଁ ।
      ଭଗବାନ ତୁମର ମଙ୍ଗଳ କରନ୍ତୁ ।
      ଜୟ ଜଗନ୍ନାଥ

    • @p.kdhamakha3290
      @p.kdhamakha3290 3 หลายเดือนก่อน

      😊😊😊​@@rkfilms1888

  • @anilsahoo243
    @anilsahoo243 2 หลายเดือนก่อน +970

    ଓଡ଼ିଶାବାସୀଙ୍କୁ ଆପଣଙ୍କ ସୁନ୍ଦର କଣ୍ଠ ରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୀତ ଭେଟି ଦେଇଥିବାରୁ ହୃଦୟରୁ ଅଶେଷ ଧନ୍ୟବାଦ୍।ଜୟ ଜଗନ୍ନାଥ 🙏🚩

    • @rkfilms1888
      @rkfilms1888  2 หลายเดือนก่อน +49

      TQ ❤️💓🙏

    • @Vedio_56
      @Vedio_56 2 หลายเดือนก่อน

      🎉🎉🎉🎉th-cam.com/video/8GOFDGLYoBo/w-d-xo.htmlsi=fg1DcFPpfIMgOzhE

    • @SamirNayak-dc2ck
      @SamirNayak-dc2ck หลายเดือนก่อน +11

      🎉🎉

    • @JayantiSahoo-g1m
      @JayantiSahoo-g1m หลายเดือนก่อน +9

      🙏🙏

    • @rinabalaparida
      @rinabalaparida 15 วันที่ผ่านมา +5

      Aapananka comments pakhiki khusi lagila

  • @JaganSahu-x2x
    @JaganSahu-x2x 3 วันที่ผ่านมา +6

    ହୃଦୟ କୁ ଚୁଇଁ ଗଲା❤❤

  • @SanjaySahoo-h6h
    @SanjaySahoo-h6h 2 หลายเดือนก่อน +358

    ଥରେ ହାତ କୁ ବଢ଼େଇ, ମତେ ନେ ରେ କୋଳେଇ ,🥺
    ଲୋଡ଼ା ନାହିଁ...
    ଆଉ କିଛି,,
    ମାୟା ସଂସାରେ...🌏
    ମୋ ଜଗା କାଳିଆ ରେ,
    ମୋ ଜଗା କାଳିଆ ରେ,
    ମୋ ଜଗା କାଳିଆ ରେ,
    କାଳିଆ ରେ....‼️⭕❗⭕‼️
    This line is very heart touching . Jaga I want to hug 🫂 you🥺🙏🏻🙌🏻

    • @KunalDas-hx3vo
      @KunalDas-hx3vo 2 หลายเดือนก่อน +7

      ଜୟ ଜଗନ୍ନାଥ 🙏

    • @YashKumar-e1t6f
      @YashKumar-e1t6f 2 หลายเดือนก่อน +4

      Super star jimin😊 namaste 🙏

  • @HHprakashvlog
    @HHprakashvlog 2 หลายเดือนก่อน +134

    ମନକୁ ଛୁଇଁଲା ଭଳି ଗୀତଟେ ଏବେକା ଦୁନିଆରେ ମିଳିଛି ଗୀତଟି ଶୁଣିଲେ ଲାଗୁଚି ଯେମିତି ଜଗନାଥ ପାଖରେ ଅଛନ୍ତି ଜୟ ଜଗନ୍ନାଥ 🙏

    • @bika-xk7qo
      @bika-xk7qo 29 วันที่ผ่านมา +3

      Op

    • @rkdtoka813
      @rkdtoka813 วันที่ผ่านมา

      ସତ କଥା କହିଲ ଭାଇ.... ରୋମ ଟାଙ୍କୁରୀ ଉଠୁଛି ଗୀତ ଶୁଣି
      ଜଗନ୍ନାଥ ମହାପ୍ରଭୁ ଙ୍କୁ ଅନୁଭବ କରି ହେଉଛି ଏ ଗୀତରେ.
      ଲେଖା, ସ୍ୱର ସଂଯୋଜନା ଆଉ ଗାୟକ.... ଭଲ ଠୁ ଅଧିକ ଭଲ ହେଇଚି.

  • @Manas143-Arc
    @Manas143-Arc 8 วันที่ผ่านมา +208

    ଆଜି ମକର ସଂକ୍ରାନ୍ତି ଦିନ, ରେ ସକାଳ ଆରମ୍ଭ ମୋର ଜଗା ର ଏହି ସୁନ୍ଦର ଗୀତ ଶୁଣି ,,,,,, ଜୟ ଜଗନ୍ନାଥ 🙏🙏🙏

    • @muodia7637
      @muodia7637 8 วันที่ผ่านมา +3

      ମୋର ବି

    • @DarksideofMoon943
      @DarksideofMoon943 8 วันที่ผ่านมา +2

      Jay Jagannath mo jaga mahabahu…………

    • @puspanjalikoili
      @puspanjalikoili 7 วันที่ผ่านมา

      😍😢t

    • @Chumuki-t5w
      @Chumuki-t5w 3 วันที่ผ่านมา

      Jay Jagannath Puri duniya Teri video song

    • @ChandanAmanatya-dd2uy
      @ChandanAmanatya-dd2uy ชั่วโมงที่ผ่านมา

      Jay shree ram 🚩🚩🙏🙏 jay shree jagannath 🙏🙏🚩🙏

  • @rameshmajhi-pj2zk
    @rameshmajhi-pj2zk 5 ชั่วโมงที่ผ่านมา +1

    Super song 😢😢😊😊 thank you bhai god sabubele mo dhana ku khusi re rakhiba ❤😢

  • @alltypeshortvideo9362
    @alltypeshortvideo9362 4 หลายเดือนก่อน +772

    ଏହି ଗୀତ ଟା ଶୁଣିଲା ପରେ ଆପେ ଆପେ ମୋ ଆଖିରେ ଲୁହ ପଳେଇ ଆସିଲା 😭😭 ସତରେ ପ୍ରଭୁ ଜଗନ୍ନାଥ ତମ ଲୀଳା ଅପରମ୍ପାର ଜୟ ଜଗନ୍ନାଥ ❤❤

    • @rkfilms1888
      @rkfilms1888  4 หลายเดือนก่อน +19

      TQ ❤️💓🙏

    • @nilanchalnayak3687
      @nilanchalnayak3687 3 หลายเดือนก่อน +5

      Jay jagannath 🙏 bhai

    • @tuesdayityyugjjkkl6414
      @tuesdayityyugjjkkl6414 2 หลายเดือนก่อน +4

      Sabuthu best singer sourvha bhai❤

    • @KunalDas-hx3vo
      @KunalDas-hx3vo 2 หลายเดือนก่อน +2

      ସତରେ କେବେ ଦେଖିବି ମୋ ଜଗନ୍ନାଥ ku😢 🙏ଜଗନ୍ନାଥ 🙏🙏🙏🙏🙏

    • @KunalDas-hx3vo
      @KunalDas-hx3vo 2 หลายเดือนก่อน +2

      ଜଗନ୍ନାଥ ସମସ୍ତେ ଜୀବ ଯତୁ ଭଉତ ଭଲ ରଖନ୍ତୁ ବାବା 🙏🙏🙏ଜୟ ଜଗନ୍ନାଥ 🙏

  • @minatimishra6520
    @minatimishra6520 29 วันที่ผ่านมา +217

    କେତେ ସୁନ୍ଦର ଭଜନଟି ହେଇଛି । ଯେତେ ଶୁଣିଲେ ବି ମନ ଭରୁନି,ଆହୁରି ଶୁଣିବାକୁ ଇଚ୍ଛା ହେଉଛି । ଜୟ ଜଗନ୍ନାଥ 🙏🙏🙏

    • @kitkatkanha6353
      @kitkatkanha6353 12 วันที่ผ่านมา +2

      th-cam.com/video/Qw6cyRwJ9fI/w-d-xo.html&lc=UgzXfcLSKvdqjujZiBh4AaABAg&si=9yjM0gxmqDC3814H😊

    • @myster-g7j
      @myster-g7j 9 วันที่ผ่านมา +2

      Hn bhai ❤❤

    • @myster-g7j
      @myster-g7j 9 วันที่ผ่านมา +1

      Jay Jagannath🙏⭕‼⭕🚩🙏🙏

    • @SaradhaSahoo
      @SaradhaSahoo 8 วันที่ผ่านมา

      Jayajaganata

      ​@@myster-g7j

  • @vlogging602
    @vlogging602 2 หลายเดือนก่อน +204

    ମୋ ଜଗା କାଳିଆ ରେ ଆହା କି ଶାନ୍ତି ଭଜନ ଶୁଣି ଲା ପରେ ପୁରା ଆତ୍ମା ଶାନ୍ତି ❤ ଜୟ ଜଗନ୍ନାଥ 🙏

  • @hemantakumardash3400
    @hemantakumardash3400 5 วันที่ผ่านมา +10

    ଅତି ସୁନ୍ଦର voice ଆପଣଙ୍କର,❤ ମହାପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ🙏🥰🙌

  • @Jasmira1
    @Jasmira1 13 วันที่ผ่านมา +50

    ଗୀତ ଟି ମୋତେ ବହୁତ ଭଲ ଲାଗିଲା 😊
    ଜଗା ଆପଣଙ୍କୁ ସବୁବେଳେ ଖୁସି ରେ ରଖୁ 😊
    ହେ ଜଗା 🙏

    • @DeepakDas-d7y8k
      @DeepakDas-d7y8k 5 วันที่ผ่านมา

      ❤❤❤❤❤❤❤❤❤❤👃👃👃👃👃👃👃👃👃👃👃👃👃👃👃👃👃👃👃👃👐👃👃👃👃👃👃👃👃👃👃👃👃👃👃👃👃👃👃👃👂👃👃👃👃👃👃👃👃👃👃👃👃👃👃👃👂👃👃👃👃👃👃👃👃👃👃👃👃👃👃👃

  • @Be_always_Happyy
    @Be_always_Happyy 3 หลายเดือนก่อน +531

    ମୁଁ ଯେତେ ବେଳେ ଏ ଗୀତ ଟି ଶୁଣୁଛି, ସେତେବେଳେ ଖାଲି ନାଚିବାକୁ ଇଛା ଯାଉଛି। ଜୟ ଜଗନ୍ନାଥ ❤️❤️❤️
    ପ୍ରଥମ ଥର ଏତେ ଲାଇକ. ତା ମାନେ ଆପଣ ମାନେ ବି ମୋ କଥାରେ ସହମତ. ଜୟ ଜଗନ୍ନାଥ ❤️❤️❤️

    • @rkfilms1888
      @rkfilms1888  3 หลายเดือนก่อน +16

      💓🙏🙏🙏🙏

    • @DineshkumarPradhan-eo2wn
      @DineshkumarPradhan-eo2wn 3 หลายเดือนก่อน +9

      Nacha ❤❤

    • @amit_short.s
      @amit_short.s 3 หลายเดือนก่อน +3

      Right bhai ❤

    • @SUBHRANSURout-uv9tx
      @SUBHRANSURout-uv9tx 3 หลายเดือนก่อน +5

      Sata kahiela bhia ❤

    • @akhilnaik02
      @akhilnaik02 3 หลายเดือนก่อน +2

      Mate b bhai ❤❤❤❤ Jai jagannath Swami

  • @tapaswiniyoutuber9416
    @tapaswiniyoutuber9416 2 หลายเดือนก่อน +477

    ଆଖିରୁ ଲୁହ ଆସିଯାଉଛି ଗୀତ ଟା ସୂନିଲାରୁ ଯେତେ ଶୁଣିଲେ ବି ମନ ଭରୁନି ଜୟ ଜଗନ୍ନାଥ 🙏🥰 ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଏତେ ସୁନ୍ଦର୍ ଭଜନ te ଆଣିଥିବାରୁ❤❤❤

  • @BiswanathBhoi-l5x
    @BiswanathBhoi-l5x 8 ชั่วโมงที่ผ่านมา +1

    🙌❤ ମୋ ଜଗା କଳିଆ ⭕‼️⭕

  • @misssasmita7739
    @misssasmita7739 2 หลายเดือนก่อน +182

    ଏ song ଶୁଣି ନାଚି ଜିବାକୁ ଇଛା ହୋଉଛି ମୋ ପ୍ରଭୁଙ୍କ ପ୍ରେମରେ। 🙏🙏🙏🙏🙏

  • @ajitkanhar3383
    @ajitkanhar3383 หลายเดือนก่อน +216

    🙏🙏ଦିନକୁ 100ଥର ଶୁଣିଲେ ମଧ୍ୟ ମନ ମାନୁନି ଏତେ ସୁନ୍ଦର ଭଜନ ମହାପ୍ରଭୁ ଙ୍କ ପାଇଁ, ଧନ୍ୟବାଦ ଭାଇ ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏

  • @somnath-barik112
    @somnath-barik112 4 หลายเดือนก่อน +182

    ଓଡ଼ିଆ ଇଣ୍ଡଷ୍ଟ୍ରି କୁ ଏମିତିକି ଗୀତ ଦରକାର ଗୀତ ଶୁଣିକି ଆତ୍ମା ଶାନ୍ତି . Keep it up ❤❤❤

  • @pritampapercraft3409
    @pritampapercraft3409 9 ชั่วโมงที่ผ่านมา +1

    ଆକୁ ୧୦୦୦୦୦ଥର ଶୁଣିଲେ ବି ହେବ ନାହିଁ 🙏🙏🙏🙏🙏🙏🙏🙏🏻

  • @BuluBulu-v4r
    @BuluBulu-v4r 10 วันที่ผ่านมา +518

    କିଏ ୨୦୨୫ ରେ ଶୁଣୁଚ 😊😊❤

    • @Mr.dipu......7
      @Mr.dipu......7 5 วันที่ผ่านมา +22

      17,01,2025
      15:47 time re sunuchi bhai ❤

    • @Ajaychampia11
      @Ajaychampia11 5 วันที่ผ่านมา +9

      Mun

    • @Sanjaya755
      @Sanjaya755 5 วันที่ผ่านมา +5

      Tame 😂

    • @BIJAYASahoo-z5l
      @BIJAYASahoo-z5l 4 วันที่ผ่านมา +2

      Tame Au kana je 😂😂 mu 15 , 12 , 2024 thu sunilani

    • @NareshBehera-gj4rr
      @NareshBehera-gj4rr 4 วันที่ผ่านมา +1

      Mu

  • @Thecrsftschannel
    @Thecrsftschannel 2 หลายเดือนก่อน +196

    Jaganath .... ଶ୍ରୀ jaganath
    ଲକ୍ଷେ ଶାଳଗ୍ରାମ ବିଞ୍ଚ ବେଦୀ କୁ ଛାଡି
    ରଥ ରୁଢ଼ ହେଆଉଛି ମୋ କଳା ଶ୍ରିହାରି
    ମେଣ୍ଟି ଯିବ ଏ ଆଖିରୁ ଅନେକ ଶୋଷ
    ସରଧ ବାଲି ରେ ଦେଖି srinandhaghhsha
    ଜୟ ଜଗନ୍ନାଥ କହି
    ଦୁଇ ହାତ ଟେକି ଦେଇ
    ମନ ପ୍ରାଣ ମିଶି ଜାଉ ମହଜାତ୍ର ରେ
    ମୋ ଜାଗା କାଳିଆ ରେ
    ମୋ ଜାଗା କାଳିଆ ରେ
    ମୋ ଜଗା କାଳିଆ ରେ ..... କାଳିଆ ରେ

  • @biswajitnayak6916
    @biswajitnayak6916 5 หลายเดือนก่อน +344

    ପ୍ରକୃତ ରେ ଜଗନ୍ନାଥ ପ୍ରେମୀ ଙ୍କ ପାଇଁ ଏ ଗୀତ ହୃଦୟସ୍ପର୍ଶୀ ❤,ଜୟ ଜଗନ୍ନାଥ 🙏

    • @rkfilms1888
      @rkfilms1888  5 หลายเดือนก่อน +7

      TQ ❤️💓🙏🙏🙏

    • @singleliferinku3683
      @singleliferinku3683 3 หลายเดือนก่อน +4

      Right Bro ❤❤

  • @nisikantamishra7373
    @nisikantamishra7373 3 วันที่ผ่านมา +6

    ଜୟ ଜଗନ୍ନାଥ | ଅତି ସୁନ୍ଦର କଣ୍ଠ ।

  • @AJmahakal-y1s
    @AJmahakal-y1s 6 หลายเดือนก่อน +578

    ମଣିଷ ଖେଳୁଛି.....
    ନିରୀହ ଖେଳ।
    ଘାତକ ସାଧୁଛି....
    ବିଶ୍ଵାସ ର ମୂଲ୍ୟ।........୨
    ପାଉଣା ଦେଉଚି ......
    ଭକ୍ତିର ଭାବ।
    ପୁରଣ କରନ୍ତି........ ପ୍ରଭୁ ଅଲାରନାଥ।.....୨
    __________________________________________
    ମାୟା କରନ୍ତି ......ପ୍ରଭୁ ଅଲାରନାଥ।
    ତମ ପାଦ ତଳେ ବିଶ୍ଵ ବ୍ରହ୍ମାଣ୍ଡ।........୨
    ଭାବରେ ପାଗଳ ବିଶ୍ଵାବସୁ.....
    ନୀଳମାଧବ ଙ୍କୁ ଖୋଜୁ ଖୋଜୁ।
    ଅନ୍ତ ହୋଇଗଲା ........ଗର୍ବ ଅହଂକାର।
    ତମ ହାତରେ ......ସାରା ସଂସାର।...........୨
    _____________________________
    ଭକ୍ତ ପାଇଁ ଝରି ପଡେ ....
    ପ୍ରଭୁ ଙ୍କ ଲୁହ।.........୨
    ତରଳି ଯାଏ ଯେବେ........
    ଭାବରେ ଶିଳା ପଥର।
    ଭାବରେ ଦୁଃଖୀ ଦିଏ ....
    ଦୁଃଖର ଭୋଗ।......୨
    ଭୋଗ ହୋଇଯାଏ....ଛପନ ଭୋଗ।
    ତମ ପାଖେ ଉଠେ .... ତିନିଟି ଧୂପ।
    ପ୍ରଭୁ ଅଲାରନାଥ ....ପାଦ ତଳେ...
    ଯାଉ ମୋ ପ୍ରାଣ ଦୀପ.....୩
    ସମାପ୍ତ
    _______________

    • @Anillifevisioninodia
      @Anillifevisioninodia 6 หลายเดือนก่อน +5

      Jay Jagannath

    • @vakuvibe
      @vakuvibe 5 หลายเดือนก่อน +8

      Bhai ...Gita ti bahut sundar o sruti madhura 🙏

    • @AJmahakal-y1s
      @AJmahakal-y1s 5 หลายเดือนก่อน +2

      @@vakuvibe tq bro

    • @rashmitadas4421
      @rashmitadas4421 5 หลายเดือนก่อน +2

      So nice bro😮🎉

    • @KahnaKumar-kh5yj
      @KahnaKumar-kh5yj 5 หลายเดือนก่อน

      Bhai nice song

  • @bctripathy8803
    @bctripathy8803 หลายเดือนก่อน +119

    ସତରେ ଭାଇ ତୁମର ଏତେ ସୁନ୍ଦର କଣ୍ଠ... I am speechless... ସବୁ ସେଇ ଜଗନ୍ନାଥଙ୍କ ପାଇଁ...ଜୟ ଜଗନ୍ନାଥ

  • @Annacomedy2017
    @Annacomedy2017 หลายเดือนก่อน +49

    କେତେ ହୃଦୟସ୍ପର୍ଶୀ 😢 ଜୟ ଜଗନ୍ନାଥ 🙏

  • @missbaby6167
    @missbaby6167 10 ชั่วโมงที่ผ่านมา +2

    What was the magic in this song .my daughter is only 1.5 years old and wants to listen to the whole day . Jay jagannath 🙏🙏🙏🙏

    • @missbaby6167
      @missbaby6167 10 ชั่วโมงที่ผ่านมา

      And also it's my fev song

  • @soumyaranjanmitra1955
    @soumyaranjanmitra1955 2 หลายเดือนก่อน +88

    Ur voice is out standing bhai. ଜୟ ଜଗନ୍ନାଥ ❤️❤️❤️❤️❤️❤️🙏🙏🙏🙏🙏🙏🙏 ମହାପ୍ରଭୁ ଆପଣଙ୍କୁ ଶକ୍ତି ଦିୟନ୍ତୁ ତାଙ୍କ ସେବା କରିବାକୁ

    • @AshokkumarNaik-l9r
      @AshokkumarNaik-l9r 16 วันที่ผ่านมา

      Nice voice or nice song🙏🙏🙏🙏🙏🙏🙏🙏

  • @Pinku_kajal_vlog
    @Pinku_kajal_vlog 23 วันที่ผ่านมา +79

    ମୋ ଜଗା କାଳିଆ ରେ ❤ କେତେ ସୁନ୍ଦର ମୋ ଜଗା ର ଏ ଭଜନ ଅପୂର୍ବ ଆନନ୍ଦ ⭕❗⭕🙏

  • @mamalitu4983
    @mamalitu4983 2 หลายเดือนก่อน +141

    ଜଗାରେ ତୁ ମୋ ନିଶ୍ବାସ,ମୋ ବିଶ୍ୱାସ,ମୋ ଭଲପାଇବା ସବୁ ତୋ ପାଖରେ।ମୋର ଯେତେ ବି ସୁଖ,ଦୁଃଖ ଅଛି ସବୁ ତୋରି ପାଖରେ ଜନାଇଥାଏ।ତୁ ମୋ ଆରମ୍ଭ ତୋରି ପାଖରେ ମୁ ଶେଷ😢😢😢😢😢🙏⭕‼️⭕🙏😢😢😢😢

  • @MonalisaMalik-di4et
    @MonalisaMalik-di4et 5 วันที่ผ่านมา +6

    Ate Sundar je mo pakhare bhasa nhi kahibaku❤

  • @Avilipsa_parida__
    @Avilipsa_parida__ หลายเดือนก่อน +52

    Aji kali jou odia gita baharuchi suniki bhari birakta laguchi hele ei bhajana bohut sundar jete sunile bi mana bharuni❤ jay Jagannath 🙏

    • @DeepakPaitri
      @DeepakPaitri 13 วันที่ผ่านมา

      Jay Jagannatha ❤

  • @j-skm914
    @j-skm914 7 วันที่ผ่านมา +22

    ଧନ୍ୟବାଦ ସୌରଭ, ଧନ୍ୟବାଦ ରଞ୍ଜନ ନାୟକ the great lyricist, ଧନ୍ୟବାଦ ପୁରା ଟିମ କୁ 🙏ଏଭଳିଆ ଭଜନ ଆଣି ଦର୍ଶକ ପାଖରେ ପହଞ୍ଚେଇ ଥିବାରୁ... Evergreen ହେଇ ରହିବ.... 🙏

  • @ShaktiMajhi-o3y
    @ShaktiMajhi-o3y 8 วันที่ผ่านมา +23

    ବହୁତ ବଢିଆ ଭଜନ ଜୟ ଜଗନ୍ନାଥ 🙏

  • @FarooqueAjmal-q3q
    @FarooqueAjmal-q3q 18 ชั่วโมงที่ผ่านมา +1

    I am Muslim but I love this song 😊😊😊😊😊😊

  • @bicky540
    @bicky540 4 หลายเดือนก่อน +82

    Bohut dino pore jagannath nka pain hasi hasi khusire gito Gaila
    Samaste to jagannath nku kebolo dukho re hin mone pokanti
    Sourav you are pride of balasore 🎉

    • @rkfilms1888
      @rkfilms1888  4 หลายเดือนก่อน +2

      TQ ❤️💓🙏

  • @ajayaraul9889
    @ajayaraul9889 19 วันที่ผ่านมา +71

    ହୃଦୟକୁ ଛୁଇଁଲା ଭଳି ଭଜନ ଟି ହେଇଛି ଜୟ ଜଗନ୍ନାଥ 🙏🙏🙏

  • @staytunedwithbarsha
    @staytunedwithbarsha 3 หลายเดือนก่อน +85

    ଏ ଗୀତ ଟି ଏତେ ଭଲ ହେଇଛି ଯେ ବାର ବାର ଶୁଣିଲେ ବି ଶୁଣିବାକୁ ଇଚ୍ଛା ହେଉଚି ❤❤

  • @miss_priya_remix
    @miss_priya_remix 2 หลายเดือนก่อน +133

    ଏତେ ସୁନ୍ଦର ଗୀତ କୁ ମୁଁ ଆଜି ଯାଏ ଶୁଣିନଥିଲି ଧିକ ମୋ ଜୀବନ 😢

    • @pratikroutmusic
      @pratikroutmusic หลายเดือนก่อน +6

      ମୁଁ ବି

    • @sangeetsingh8659
      @sangeetsingh8659 หลายเดือนก่อน +4

      ମୁଁ କିନ୍ତୁ ସବୁବେଳେ ଶୁଣିଛି

    • @SoumyaranjanGuha
      @SoumyaranjanGuha หลายเดือนก่อน +2

      Mu bhi 😢

    • @Rudra_editz123
      @Rudra_editz123 29 วันที่ผ่านมา

      ଭଉଣି ଆଜି ସୁନୀଲ ତ

  • @Pujasrit
    @Pujasrit 21 วันที่ผ่านมา +39

    Akhire luha asijauchi,ki sundar Anubhav prabhunkara.jay jagannath 🙏🙏🙏🙏🙏🙏🙏🙏🙏🙏

  • @madhusmitamohanty3210
    @madhusmitamohanty3210 2 หลายเดือนก่อน +31

    ଜଗା ପାଇଁ ସବୁକିଛି ❤❤❤ କିନ୍ତୁ ଆପଣଙ୍କ ଶ୍ୱର ସହିତ ଏହି ଗୀତ ଟି ଖୁବ ସୁନ୍ଦର ଲାଗୁଛି ❤❤❤

    • @rkfilms1888
      @rkfilms1888  2 หลายเดือนก่อน +1

      TQ ❤️💓🙏🙏🙏

  • @anjalibhoi555
    @anjalibhoi555 3 หลายเดือนก่อน +50

    ଜୟ ଜଗନ୍ନାଥ 🙌🥺🌎ବହୁତ୍ ସୁନ୍ଦର୍ ହେଇଛି ଏ ଲେଖା ଆଉ ଭାଇ ଆପଣଙ୍କ ସ୍ୱର 🙏😇 ଜଗା ସବୁବେଳେ ଆପଣଙ୍କୁ ଭଲରେ ରଖୁ 🙏

    • @rkfilms1888
      @rkfilms1888  3 หลายเดือนก่อน +5

      💕🙏🙏🙏🙏

  • @lovelysona2971
    @lovelysona2971 หลายเดือนก่อน +95

    ଗୀତ ଟି ଏମିତି ହେଇଛି ସୁନିକି ମୋ ଦେହ ଶିହରୀ ଉଠୁଛି
    ହେ ଜାଗା ଆଖିରୁ ଲୁହ ଆସିଯାଇଛି 😭🙏

  • @prasannakumar3455
    @prasannakumar3455 หลายเดือนก่อน +80

    ଗୀତ କୁ ଶୁଣୁଛେ ❌️ ନା ଗୀତ କୁ ଅନୁଭବ କରୁଛେ ✅️ ଜୟ ଜଗନ୍ନାଥ ପ୍ରଭୁ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻

    • @AbhikKu.Mohapatra7
      @AbhikKu.Mohapatra7 28 วันที่ผ่านมา +2

      Jai Jagannath ❤

    • @_-co8jy
      @_-co8jy 22 วันที่ผ่านมา +4

      Gita ku anubhav karuchu😊❤

    • @TriloPatra
      @TriloPatra 20 วันที่ผ่านมา +1

      Bro tume kauthira

    • @RanjankantaPanda
      @RanjankantaPanda 17 วันที่ผ่านมา +1

      Auto metic samagra Anu paramanu jiba sthala active heijiba e Gita suni ❤❤❤🙏🙏🙏🙏🙏🪔🪔🪔🪔🪔🪷🪷🪷🪷🪷🪷🤲🤲🙌🙌

  • @abhimanyusabar6558
    @abhimanyusabar6558 19 ชั่วโมงที่ผ่านมา +1

    Really good.... and beautiful super and excellent 😭😭😭😭😭😭😭😭😭😭

    • @abhimanyusabar6558
      @abhimanyusabar6558 19 ชั่วโมงที่ผ่านมา

      🙏🙏🙏🙏🙏🙏🙏🙏🙏🙏

  • @tapaswinipanda1990
    @tapaswinipanda1990 หลายเดือนก่อน +173

    ଓଃ କି ଶବ୍ଦ ସଂଯୋଜନା... ଯିଏ ଲେଖିଛନ୍ତି ସତରେ ଜଗନ୍ନାଥ ତାଙ୍କ ଲେଖନୀ ରେ ନିଜେ ବିଜେ କରିଛନ୍ତି... ଜଗା ରେ ତୋର କି ଲୀଳା... ଇଏ ଗୀତ ଶୁଣିଲେ କି ଶାନ୍ତି ଲାଗୁଚି ଆଖିରୁ ଲୁହ ଆସିଯାଉଛି

  • @SumitraBehera-h1g
    @SumitraBehera-h1g 2 หลายเดือนก่อน +57

    ଯେତେଥର ଶୁଣିଲେ ମଧ୍ୟ ଆଉ ଶୁଣିବାକୁ ମନ ହେଉଛି. ଜୟ ଜଗନ୍ନାଥ.

    • @rkfilms1888
      @rkfilms1888  2 หลายเดือนก่อน +3

      TQ 💓🙏🙏🙏

  • @koraputiaking1470
    @koraputiaking1470 3 หลายเดือนก่อน +69

    ❤❤.. ♥️ଲେଖକ ଆଉ ଗାୟକ ଙ୍କୁ ପ୍ରଶଂସା କରିବା ପାଇଁ ଶବ୍ଦ ପାଉନାହିଁ.. ଧନ୍ୟବାଦ.. 🙏ହୃଦୟକୁ ଛୁଇଁଲା ଭଳିଆ ଗୀତ ଭେଟି ଦେଇଥିବାରୁ

  • @mamatamohapatra6699
    @mamatamohapatra6699 3 วันที่ผ่านมา +5

    ଗୀତ ମଝିରେ ଯେଉଁ ପଦଟି ବୋଲାଯାଉଛି -ଜଗନ୍ନାଥ...... ଶ୍ରୀଜଗନ୍ନାଥ.......... ଓଃ ki ଶବ୍ଦ, ଅପୂର୍ଵ ଶବ୍ଦ ସେ, ସତେ ଯେପରି ଭଗବାନ ବାହାରି ଆସିଲେ ଶ୍ରୀ ମନ୍ଦିରru😭 ସେ ଶବ୍ଦ ଶୁଣି ଦେହର ଲୋମ ଟାଙ୍କୁରୀ ଉଠୁଛି ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏🙏🙏🙏🙏🙏🙏 ମୋ ଜଗା କାଳିଆରେ 🙏🙏🙏🙏🙏🙏🙏 ଜୟ ଜଗନ୍ନାଥ 🙏🙏🙏 ଏ ଗୀତ ଶୁଣିକି mu😄ନାଚି ଯାଉଛି, ଖୁସିରେ ହାତ ଉଠିଯାଉଛି...... ଏତେ ଦିନପରେ ଆତ୍ମା କୁ santi ମିଳିଲା ପରି ଗୀତଟେ ପାଇଛି 🙏🙏🙏🙏🙏🙏 ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏

  • @JitendraMohanty-l7y
    @JitendraMohanty-l7y 8 วันที่ผ่านมา +12

    ଶ୍ରୀ ଜଗନ୍ନାଥ ...🙏

  • @SubhalaxmiPradhan-j9x
    @SubhalaxmiPradhan-j9x 2 หลายเดือนก่อน +26

    Geeta dekhi Kanda automatically asijauchi ❤❤❤
    Mo Jagannath ❤

    • @laxman__technical_09
      @laxman__technical_09 หลายเดือนก่อน

      Mun jate thara ehi geeta sunichi sete thara kanduchi kahin ki?😭😭

    • @DolagobindaDehury-i1u
      @DolagobindaDehury-i1u หลายเดือนก่อน

      ଜୟ ଜଗନ୍ନାଥ ଭାଇ ଗୀତ ଟି ବହୁତ ବହୁତ ଭଲ ହୋଇଛି ଭଗବାନ କରନ୍ତୁ ଏହି ପରି ଭଜନ ଆଗକୁ ଆହୁରି ଗାଇଚାଲ ଜୟ ଜଗନ୍ନାଥ

  • @gyanaranjanmuduli7587
    @gyanaranjanmuduli7587 หลายเดือนก่อน +48

    0:55 the real best drops and the best part starts 🥺🙏🏻

  • @VENOMGAMING-mp7oj
    @VENOMGAMING-mp7oj 4 วันที่ผ่านมา +2

    bro you deserve award for this

  • @pujaranibehera4612
    @pujaranibehera4612 17 วันที่ผ่านมา +12

    ବହୁତ୍ ହୃୟସ୍ପର୍ଶୀ ଗୀତ ❤ ଯେତେ ଶୁଣିଲେ ବି ସେତେ ଇଚ୍ଛା ଶୁଣିବାକୁ ❤ ମୋ ଜଗା କାଳିଆ ରେ 😢

  • @Pratiksha53w
    @Pratiksha53w 2 หลายเดือนก่อน +77

    2:14 gets goosebumps 😢😢😊😊

    • @DeepakHAJARA-r8w
      @DeepakHAJARA-r8w 2 หลายเดือนก่อน +4

      😂😂😂😂😂

    • @kulamanimishra4369
      @kulamanimishra4369 หลายเดือนก่อน

      Really goosebumps jay jagannath 🙏 sourav sir speechless 🙊

  • @biswaranjansubhudhiray1268
    @biswaranjansubhudhiray1268 15 วันที่ผ่านมา +128

    ଶ୍ରି ଜଗନ୍ନାଥ.....
    ଲକ୍ଷେ ଶାଳ ଗ୍ରାମ ପିଞ୍ଚ ବେଦୀକୁ ଛାଡ଼ି
    ରଥରୁଢ଼ ହେଉଛି ମୋ କଳା ଶ୍ରୀ ହରି
    ମେନ୍ତି ଯିବା ଏ ଆଖିରୁ ଅନେକ ଶୋଷ
    ସରଧ ବାଲିରେ ଦେଖି ଶ୍ରୀ ନନ୍ବି ଘୋଷ..(୨)
    ଜୟ ଜଗନ୍ନାଥ କହି
    ଦୁଇ ହାତ ଟେକି ଦେଇ
    ମନ ପ୍ରାଣ ମିଶିଯାଉ ମହା ଯାତ୍ରା ରେ
    ମୋ ଜାଗା କାଳିଆ ରେ
    ମୋ ଯାହା କାଳିଆ ରେ
    ମୋ ଜାଗା କାଳିଆ ରେ
    କଳିଆରେ ଏ......(୨)
    ମହାପ୍ରଭୁ ଶ୍ରୀ ଜଗନ୍ନାଥ କି ଜୟ.....
    ବାଲି ଯୋଉଠି ବିଭୂତି ହୁଏ
    ଭାବ ଥିଲେ ଭାତ ହୁଏ ମହାପ୍ରସାଦ
    ପାଣି ଯୋଉଠି ଟଙ୍କ ତୋରାଣି
    ପବନରେ ଭାଷୀ ଆସେ ଗୀତ ଗୋବିନ୍ଦ
    ଜଗନ୍ନାଥ.....
    ଓଡ଼ିଆ ଜାତି ଗରବ କରେ ଅନ୍ଧରେ
    କହେ ସେ ମୋ ଇଷ୍ଟ ଦେବତା
    ଦାରୁ ହେଲେବି ବୁଝୁଚୁ ଦୁଃଖ
    ନ କହିବି ଜାଣି ପାରୁ ସକାଳ କଥା
    ଥରେ ହାତକୁ ବଢେଇ
    ମତେ ନେ ରେ କୋଳେଇ
    ଲୋଦନହି ଆଉ କିଛି ମାୟା ସଂସାରେ
    ମୋ ଜାଗା କାଳିଆ ରେ
    ମୋ ଜାଗା କାଳିଆ ରେ
    ମୋ ଜାଗା କାଳିଆ ରେ
    କାଳିଆ ରେ...(୨)
    ଚର୍ତୁଭାଜୟ ଦେବାବ୍ରତାୟ ଶ୍ରୀ ନାଥ ଶରଣ
    ନୀଲାଡ୍ରିଷୟ ଜଗନ୍ନାଥୟ ଅନାଥ ରକ୍ଷତା
    କଳିଯୁଗ ଅବତରି
    ଆହେ ମୁକୁନ୍ଦ ମୁରାରୀ
    ଦିନ ମାଧବ
    କୃଷ୍ଣ କେଶବ
    ପ୍ରଭୁ ଶ୍ରୀ ହରି
    ନିମାଯୋଉଥି ପାଲଟେ ବ୍ରହ୍ମ
    ଚାଉଦ ଭୁବନେ ନାହିଁ ଏମିତି ଧାମ
    ଯୁଇ ଜଳାଇ ରସୋ ନିଆଁ ରେ
    ସରଗ ଦୁଆରେ ହୁଏ ଶେଷ କରମ
    ଜଗନ୍ନାଥ.....
    ନିଃଶ୍ୱାସ ଯହିଁ ଚନ୍ଦନ ବସେ
    ମାଟିରେ ମଃକି ଯାଏ ଭକତି ପ୍ରେମ
    ବିଶ୍ଵ ଯୋଉଠି ଏକାଠି ହୁଏ
    ବିଶ୍ୱାସ ରେ ପୂର୍ଣ୍ଣ ହୁଏ ସକାଳ କାମ
    ୱାହା ୱାହା ରେ ଠାକୁର
    କୋଳି ତୋ ଚାରି ଦୁଆର
    ଚୌବର୍ଗ ଫଳ ଅନି ଯାଚି ଦୌରେ
    ମୋ ଜାଗା କାଳିଆ ରେ
    ମୋ ଜାଗା କାଳିଆ ରେ
    ମୋ ଜାଗା କାଳିଆ ରେ ଏ
    କାଳିଆ ରେ....(୨)
    ~______******______~
    :~•••{Jay Jagannath ❤😊}•••~:
    """"""""""""! ❤ ! """"""""""""""

    • @SomannathDas
      @SomannathDas 13 วันที่ผ่านมา +2

      Jai jagannath

    • @Jyotimona811
      @Jyotimona811 13 วันที่ผ่านมา +1

      Manibaku badiba kete Sundar re lekhichhanti

    • @rinamallik3971
      @rinamallik3971 12 วันที่ผ่านมา +3

      ବହୁତ ବହୁତ ଧନ୍ୟବାଦ ଆପଣଂକୁ

    • @manassanta1165
      @manassanta1165 12 วันที่ผ่านมา +2

      Thank you 🙏

    • @mlovesms3678
      @mlovesms3678 11 วันที่ผ่านมา +2

      Wow bhai

  • @chinmaybehera6583
    @chinmaybehera6583 4 วันที่ผ่านมา +7

    ଭାବର ବନ୍ଧନରେ ବାନ୍ଧିହେଲା ଭଳି ଅତି ମାର୍ମିକ ଭଜନ'ଟିଏ। ଆଖିରୁ ଲୁହ ବୁହାଇ ଦେଲ ଭାଇ । ଜୟ ଜଗନ୍ନାଥ।

  • @linudash1870
    @linudash1870 3 หลายเดือนก่อน +40

    It feels like Sourav sir came to music industry only for the songs of lord Jagannath... what a voice and what a song sir...nice 🫡IT TOUCHES EVERYONE'S HEART LIKE 'HE JAGA ' ..AM I RIGHT 😊

  • @legendrakeshgaming7199
    @legendrakeshgaming7199 2 หลายเดือนก่อน +51

    ଗୀତଟି ଅତ୍ୟନ୍ତ ସୁନ୍ଦର ଏବଂ ହୃଦୟସ୍ପର୍ଶୀ, ଗାୟକ,ଲେଖକ ଏବଂ ଅନ୍ୟ ସହଯୋଗୀ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍🙏👍
    ଜୟ ଜଗନ୍ନାଥ 🙏

  • @143...7
    @143...7 หลายเดือนก่อน +25

    ବହୁତ୍ ସୁନ୍ଦର 👌 ଜୟ ଜଗନ୍ନାଥ 🙏

  • @TheDailyDose015
    @TheDailyDose015 2 หลายเดือนก่อน +49

    ଏ ଭଜନ ରେ ଏମିତି କିଛି ଅଛି ଯାହାକି ବାରମ୍ବାର ଶୁଣିବାକୁ ବାଧ୍ୟ କରୁଛି ❤️ ଜୟ ଜଗନ୍ନାଥ ମହାପ୍ରଭୁ ⭕‼️⭕

    • @rkfilms1888
      @rkfilms1888  2 หลายเดือนก่อน +3

      TQ 💓🙏🙏

    • @TheDailyDose015
      @TheDailyDose015 2 หลายเดือนก่อน

      @@rkfilms1888 most welcome 🙏

  • @Sakuntalajena-m9t
    @Sakuntalajena-m9t หลายเดือนก่อน +29

    3:10 superb

  • @ShrabaniDashshrabani-o7p
    @ShrabaniDashshrabani-o7p 2 หลายเดือนก่อน +69

    ସବୁ ସେହି ଜଗନ୍ନାଥଙ୍କ ଇଛା🙏
    ହେ ଜଗା ! ସମସ୍ତ କୁଂ ଭଲରେ ରଖିଥାଅ 🙇‍♀️🙇‍♀️❤️

  • @TULARAMBHATARA-fv4dy
    @TULARAMBHATARA-fv4dy 16 ชั่วโมงที่ผ่านมา +1

    Bohut sundara song Jay jagannath🙏🙏🙏❤❤❤❤

  • @BharatiJena-x6x
    @BharatiJena-x6x 2 หลายเดือนก่อน +30

    Mu pratidina sunuchhi helebi mana bharuni ate sundara bhajana
    Jay Jagannath 🙏

  • @dileswaranayak2129
    @dileswaranayak2129 8 วันที่ผ่านมา +26

    ଜୟ ଜଗନ୍ନାଥ❤❤❤❤❤❤🎉🎉🎉🎉

  • @sbstyle5130
    @sbstyle5130 4 หลายเดือนก่อน +60

    ଗୋଟେ ପରେ ଗୋଟେ ଭଜନ ଗାଇ ମନ ଜିତି ଚାଲିଛ ତୁମେ 👏🏻👏🏻 ମୋର ପ୍ରିୟ ଗାୟକ ର ନାମ ସୌରଭ ଭରଦ୍ୱାଜ ❤❤

  • @vloggerboymc07
    @vloggerboymc07 3 วันที่ผ่านมา +1

    Every morning with this song ❤❤❤❤❤❤

  • @KabitaSahu-g2h
    @KabitaSahu-g2h หลายเดือนก่อน +15

    କେତେ ପ୍ରଶଂସା କଲେ ବି କମ ହେବ ଭାଇ ଏତେ ସୁନ୍ଦର ଗୀତ ଆପଣଙ୍କ କଣ୍ଠ ରୁ ଶୁଣି ଜୟ ଜଗନ୍ନାଥ 🙏

  • @MohitSethi-y6r
    @MohitSethi-y6r หลายเดือนก่อน +26

    Sourav Bharadwaj Bhai Bahut sundar gita gaichhanti. Bhai nka kantha ru maha prabhu nka gita suni aakhi ru luha asigala. 🙏🙌Jay Jagannath 🙌🙏❤❤❤

  • @BabluDas-zp8sg
    @BabluDas-zp8sg หลายเดือนก่อน +17

    Wow 😲😢😮 yrr song ta pura mind blowing heichi 😮😢😢😢....jay jagannath 🎉❤😮😢😢😢

  • @PramilaMalik-bf3nq
    @PramilaMalik-bf3nq 7 ชั่วโมงที่ผ่านมา +1

    Jay Jagannath ⭕❗⭕🙏🙏❤️❤️

  • @mr.mayurbhanj
    @mr.mayurbhanj หลายเดือนก่อน +24

    କି ସୁନ୍ଦର୍ ମହାପ୍ରଭୁ ଙ୍କ ଭଜନ ରେ ଅଛି,। ଯେତେ ସୁନିଲେବି ଆହୁରି ଶୁଣିବାକୁ ଭଲ ଲାଗେ।ଜୟ ଜଗନ୍ନାଥ

  • @PrakashMahanta-y3x
    @PrakashMahanta-y3x หลายเดือนก่อน +12

    Gita ti jete sunile bi suniba ku echha heu6i sabubele❤❤

  • @soumendrakumarbehera805
    @soumendrakumarbehera805 3 หลายเดือนก่อน +19

    ମୋ ଜଗା କାଳିଆ ରେ 😊
    ଜୟ ଜଗନ୍ନାଥ❤🙏🏻

  • @Jyoti-bp2sl
    @Jyoti-bp2sl 9 ชั่วโมงที่ผ่านมา +1

    😊 nice song 😊❤❤

  • @ପ୍ରୀତମକୁମାରସ୍ଵାଇଁ
    @ପ୍ରୀତମକୁମାରସ୍ଵାଇଁ 17 วันที่ผ่านมา +12

    ❤ସଭିଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଆମକୁ ଏତେ ସୁନ୍ଦର୍ ଗୀତ ଭେଟି ଦବାକୁ ❤ ଜୟ ଜଗନ୍ନାଥ, ଜୟ କଳିଙ୍ଗ, ଜୟ ଐର ଖାରବେଳ 🙏🏻

  • @ITRA-o9e
    @ITRA-o9e 13 วันที่ผ่านมา +6

    ଏତେ ବର୍ଷ ପରେ ମହାପ୍ରଭୁଙ୍କ ପ୍ରଶସ୍ତି ସ୍ତୁତି ବର୍ଣିତ ଏହି ଗୀତ ଯାହା ପ୍ରତି ଜଗନ୍ନାଥ ଭକ୍ତ ର ଭାବନା କୁ ବ୍ୟକ୍ତ କରୁଛି ଶୁଣିକି ମହାପ୍ରଭୁଙ୍କ ପ୍ରତି ମୋର ଭକ୍ତି ବହୁଗଣିତ ହୋଇଯାଉଛି, ଜୟ ଜଗନ୍ନାଥ 🙏
    ଧନ୍ୟବାଦ ସୌରଭ ଭରଦ୍ୱାଜ sir🙏

  • @ashokkumarbarik1061
    @ashokkumarbarik1061 2 หลายเดือนก่อน +57

    ସୌରଭ ଭାଇ ଗୋଟିଏ କଥା କହିବି ମ ଭାଇ କୁ ମୁଁ କେବେ ବି ଦେଖିନି ଭଜନ ଶୁଣି ବା ରେ କିନ୍ତୁ ଏ ଗୀତ ଯେଉଁ ଦିନ ଠାରୁ ବାହାରିଛି ସେଇ ଦିନ ଠାରୁ ମ ଭାଇ ଏ ଗୀତ ହଁ ଶୁଣୁଛି ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଭବ ତୁମେ 🙏🙏🙏🙏🙏🙏🙏🙏🌺🌺

  • @PankajiniGadtya
    @PankajiniGadtya 2 วันที่ผ่านมา +2

    Jay jagannath❤❤

  • @swadhinapriyadarshiniswain2859
    @swadhinapriyadarshiniswain2859 หลายเดือนก่อน +21

    ଅତି ସୁନ୍ଦର ହୃଦୟସ୍ପର୍ଶୀ.. ଜାଗାରେ ତୋର ଏ ଭଜନ ଶୁଣି ମନ ମୁଗ୍ଧ ହେଇଗଲା ଭାଇ ଆପଣଙ୍କ ମଧୁର ସ୍ୱର ସବୁବେଳେ ଏମିତି ଗାଉ ଥାଉ ମୋ ଜଗା ଭଜନ 🙏🙏🙏♥️♥️♥️

  • @radhakrushnapradhan9561
    @radhakrushnapradhan9561 2 หลายเดือนก่อน +21

    କୋଟିଏ ଜଗନ୍ନାଥ ଭକ୍ତ ପାଇଁ ଅମୃତ ଉପହାର ଏ ଗୀତ ।ଧନ୍ୟବାଦ୍।

  • @rataiscs8429
    @rataiscs8429 2 หลายเดือนก่อน +25

    ବହୁତ୍ ଦିନ ପରେ ଏହି ଭଳି ଗୀତ ଶୁଣିଲି
    ସତରେ ଆଜି ଲାଗୁଚି କେହି ଜଣେ ଭିକାରୀ ବଳ ଭଳି ଏବେ ଗୀତରେ ଗୀତରେ ଭଗବାନ ଙ୍କୁ ପାଖକୁ ନେଇ ଆସୁଛି

    • @rkfilms1888
      @rkfilms1888  2 หลายเดือนก่อน

      TQ 💓🙏💓❤️

  • @SudhansuPandab
    @SudhansuPandab 6 หลายเดือนก่อน +20

    ଆଖିରେ ଲୁହ ଆସିଗଲା ଭାଇ❤️❤️

    • @rkfilms1888
      @rkfilms1888  6 หลายเดือนก่อน +2

      TQ ❤️💓🙏 share karantu tk samastanku 🙏

  • @Samratgowda1991
    @Samratgowda1991 3 หลายเดือนก่อน +52

    Love you from Karnataka ❤..
    ತುಂಬಾ ಚೆನ್ನಾಗಿದೆ ಹಾಡು ❤

  • @dambarudharmahanta6576
    @dambarudharmahanta6576 หลายเดือนก่อน +21

    ଭାଇ ମୋ ଦିଲ. ଖୁସ

  • @npr_isu__01
    @npr_isu__01 4 วันที่ผ่านมา +1

    Jay jagannath 🥺🙏❤️

  • @sujatasahoo7654
    @sujatasahoo7654 หลายเดือนก่อน +26

    ଗୀତକୁ ଗାଇବା ବେଳେ ବହୁତ ଭଲ ଲାଗୁଛି 🎉❤‍‍‌‌‍😊😊

  • @sarmisthaswain1445
    @sarmisthaswain1445 3 หลายเดือนก่อน +19

    Jay jagannath 🙌🙌... thank you Bhai ate Sundar bhajana tia ...jete sunile bi mana bharuni...🌸🙇🏼‍♀️

    • @rkfilms1888
      @rkfilms1888  3 หลายเดือนก่อน

      TQ ❤️💓🙏

    • @YashKumar-e1t6f
      @YashKumar-e1t6f 2 หลายเดือนก่อน +1

      super star😊 jimin

    • @technogaming8553
      @technogaming8553 หลายเดือนก่อน

      Please give it lyrics 🙏

  • @krishnaanjali6262
    @krishnaanjali6262 3 หลายเดือนก่อน +19

    ଓଡ଼ିଶାର ଗର୍ବ ଓ ଗୌରବ।। ଜୟ ଜଗନ୍ନାଥ 🙏🙏🙏

  • @annapurnaanu9046
    @annapurnaanu9046 3 วันที่ผ่านมา +1

    Very good nice song. Jay Jagannath ❤❤❤🎉🎉😮😮😊😊