🔵 MLA Suryabanshi Suraj Reavals Why His Name Doesn't Have A Surname

แชร์
ฝัง
  • เผยแพร่เมื่อ 1 ต.ค. 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/c...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.co...
    Twitter :- / kanak_news
    Telegram :- t.me/kanaknews...
    WhatsApp: whatsapp.com/c...
    #KanakNews #Odisha #SuryabanshiSuraj

ความคิดเห็น • 214

  • @om9533
    @om9533 ปีที่แล้ว +114

    ଆମେ 2024 ରେ ବି ସୂର୍ଯ୍ୟବଂଶୀ ସୁରଜ ଭାଇ ଙ୍କୁ ଓଡ଼ିଶାର ବିଧାୟକ ଭାବେ ଦେଖିବାକୁ ଚାହୁଁଛୁ.. 🙏🏼

  • @ajayakumarmohanty9582
    @ajayakumarmohanty9582 ปีที่แล้ว +53

    ବହୁତ ବହୁତ ଧନ୍ୟବାଦ ସୁରଜ ସୂର୍ଯ୍ୟ ବଂଶୀ। ଆପଣଙ୍କ ଯାତ୍ରା ପଥରେ ଈଶ୍ବରଙ୍କ ଆର୍ଶୀବାଦ ରହିଛି। ସାକ୍ଷାତକାର ଟି ଭଲ ଲାଗିଲା। ଧନ୍ୟବାଦ ।

  • @dr.digarajbrahma113
    @dr.digarajbrahma113 ปีที่แล้ว +66

    ଯୋଗ୍ୟ ପିତାମାତାଙ୍କ ଯୋଗ୍ୟ ସନ୍ତାନ ।

  • @avayakumarbarik2882
    @avayakumarbarik2882 ปีที่แล้ว +53

    ସୁରଜ୍ ବାବୁ ଜିନ୍ଦାବାଦ୍,ସୁରଜ୍ ବାବୁଙ୍କ ଠାରୁ ଏ ବିଜେଡିର ଡକାୟତ ନେତା ମନ୍ତ୍ରୀ ମାନେ କିଛି ଶିଖିବା ଦରକାର

    • @KishorRout-w4u
      @KishorRout-w4u 4 หลายเดือนก่อน +1

      ❤❤thank you Surjyabanshi

  • @rohitameher84meher41
    @rohitameher84meher41 ปีที่แล้ว +26

    ସାର ମୁ ଜଣେ ସୁରଜ ସାରଙ୍କ ସାଙ୍ଗ -ରୋହିତ ମେହେର, ସୋନପୁର

    • @purusottambiswal7120
      @purusottambiswal7120 ปีที่แล้ว +4

      ଭାଇ ଅତି ସୁନ୍ଦର ସାଙ୍ଗ ଅତି ସୁନ୍ଦର ଲକ୍ଷ୍ୟ ଦେଶ ଆଗେ ବାସ୍ , ଜଣେ ଯୁବକ ହିସାବ ରେ ତାଙ୍କୁ ବହୁତ୍ support କରେ, best friend always need for life 🌼

    • @computerspecialist5498
      @computerspecialist5498 3 หลายเดือนก่อน

      Friend hele sir.....

  • @om9533
    @om9533 ปีที่แล้ว +50

    Wow! ଜନସେବକ ଏମିତି ହେଵା ଦରକାର.. ଜ୍ଞାନୀ, ସ୍ୱଚ୍ଛ, ସରଳ.. ଧନ୍ୟବାଦ ବିଜେପି.. ଏମିତି ଗୋଟେ ଜ୍ଞାନୀ ଯୁବ ନେତା ଏ ରାଜ୍ୟ କୁ ଦେବ ପାଇଁ..
    ଯେଉଁ ମାନେ RSS ଏବଂ ବିଜେପି ରେ ଯୋଡି ହେଇକି ଅଛନ୍ତି ସେମାନେ ଦେଶ କୁ ସର୍ବୋପରି ରଖନ୍ତି... ଆଉ ଏହାର ଝଲକ ସେମାନଙ୍କ ବକ୍ତବ୍ୟ ରେ ପ୍ରତିପାଦିତ ହୁଏ..

  • @raydiptiranjan1358
    @raydiptiranjan1358 ปีที่แล้ว +5

    ମୋର୍ ପସନ୍ଦ ର ଆଉ ଓଡ଼ିଶା ରାଜନୀତି ରେ ଜଣେ ଉପଯୁକ୍ତ ନେତା...

  • @biratparida2289
    @biratparida2289 24 วันที่ผ่านมา +1

    ବାପାଙ୍କ ନାଁ ରେ ପିଲା ପରିଚିତ ତମେ ସେଠୀ ନ ହୋଇ ପାଣିଗ୍ରାହୀ ହେଇଯାଇଥିଲେ ଭଲ ହେଇଥାନ୍ତା ସିଧାସଳଖ ସୂର୍ଯ୍ୟବଂଶୀ ଜମାରୁ ହଜମ heuni😂😂😂😂😂😂😂😂

  • @dagreswargoud
    @dagreswargoud 4 หลายเดือนก่อน +5

    ଜଣେ ଓଡିଆ ମୁଖ୍ୟମନ୍ତ୍ରୀର ଯୋଗ୍ୟତା ଏବଂ ବିଜେପିର ପସନ୍ଦ ତଥା ଆଦର୍ଶ..କିଛି ଏଭଳି

  • @ramakantanayak4495
    @ramakantanayak4495 3 หลายเดือนก่อน +2

    ସୂର୍ଯ୍ୟବଂଶୀ ସୁରଜ୍ ଭାଇଙ୍କୁ ୨୦୨୪ cm ହେବାକୁ ଚାହୁଚୁ

  • @raydiptiranjan1358
    @raydiptiranjan1358 ปีที่แล้ว +4

    ମୋର୍ ପସନ୍ଦ ର ଆଉ ଓଡ଼ିଶା ରାଜନୀତି ରେ ଜଣେ ଉପଯୁକ୍ତ ନେତା...

  • @PinkeswarBhoi
    @PinkeswarBhoi 4 หลายเดือนก่อน +4

    ଧନ୍ୟବାଦ୍ ସୁରଜ୍ ସୂରୟବନଶୀ ସାର ,କୃଷ୍ଣଙକ ଅନୁସରଣ କରି ରାଜନୀତି କରିବା ଅର୍ଥ ଜଣେ ସଫଳ ରାଜନୀତି ମଣିଷ ହୋଇପାରିବ ।କେବଳ କୂଟନୀତି ନୁହେଁ ସଂସାରର ସବୁ ପ୍ରକାର ନୀତି କୃଷ୍ଣଙକ ଜୀବନରୁ ଶିଖିବାକୁ ମିଲେ ।ଏଣୁ ଆଶା କରୁ ସୁରଜ୍ ଭାଇ ସୁନିଶ୍ଚିତ ଜଣେ ସଫଳ ରାଜନୀତି ବିଶେଷଜ୍ଞ ହୋଇ ଉଠନ୍ତୁ। ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ ପର୍ଯ୍ୟନ୍ତ ଆଗେଇ ଚାଲନ୍ତୁ ।ଜଗନ୍ନାଥ ତାଙ୍କୁ ସର୍ବଦା ଆଶୀର୍ବାଦ ପ୍ରଦାନ କରିବା ସହ ସହାୟ ହୁଅନ୍ତୁ ।

  • @debendranarayandash9040
    @debendranarayandash9040 4 หลายเดือนก่อน +3

    ସୂର୍ଯ୍ୟବଂଶୀ ସୂରଜଙ୍କୁ ସାଧୁବାଦ ଓଡ଼ିଶାର ଭବିଷ୍ୟତ

  • @sujitkumarbehura1058
    @sujitkumarbehura1058 3 หลายเดือนก่อน +2

    ଭଗବାନ୍ ଙ୍କ ପାଖ ଲୋକ ସେଥିପାଇଁ ଏମିତି ନାଁ ରଖିଲେ ।

  • @KoramaniPanda-cg1vr
    @KoramaniPanda-cg1vr 3 หลายเดือนก่อน +2

    ଏଇଟା ଗୋଟିଏ ବର୍ଣ୍ଣ ଶଙ୍କର ଟା

  • @DebanandaTandi-hj6qv
    @DebanandaTandi-hj6qv 3 หลายเดือนก่อน +2

    ସୁରଜ ସୂର୍ୟ ବଂଶୀ ସାର ବହୁତ ଭଲ ଅଛନ୍ତି ତାଙ୍କର ବୁଝିବାର ସମାର୍ଥି ବହୁତ୍ ଅଛି

  • @jayadeva2z370
    @jayadeva2z370 ปีที่แล้ว +25

    Excellent talking power

  • @prakashpradhan4317
    @prakashpradhan4317 3 หลายเดือนก่อน +3

    ସେଠୀ ମାନେ କଣ ତମେ ଧୋକା ?😅😅😅😅❤❤❤

  • @niranjansahoo007
    @niranjansahoo007 4 หลายเดือนก่อน +15

    Aama Nua CM 🎉🎉🎉 Biggg Congratulations Sir 🎉🎉🎉

  • @UpendraDash-g3d
    @UpendraDash-g3d 3 หลายเดือนก่อน +4

    ସୂର୍ଯ୍ଯବଂଶୀ ସୂରଜ ଜିନ୍ଦାବାଦ

  • @erangleking8562
    @erangleking8562 3 หลายเดือนก่อน +1

    Bapa nka title pua na lageiki kahuchanti ki jeje mana kale.
    Bhai nija jati ku garba kariba darkar. Jati jati bhitare parthakya na dekhi nija jati ku nei garba kariba darkar.
    Jay shree Ram 🙏🙏🙏🙏

  • @prakashpradhan4317
    @prakashpradhan4317 3 หลายเดือนก่อน

    ଆଉ ଦି ଚାରିଟା ନାଁ ପୋତି ଦେଲୁନି !ତୋ ପିସା, ମଉସା, ମାମୁଁ , ମାଇଁ, ଦାଦା ଙ୍କୁ କହିଲୁନି ନାମ ମୋତି ବାକୁ ଆ😅😅😅😅😅😅

  • @subhrajitmallick1624
    @subhrajitmallick1624 3 หลายเดือนก่อน

    ଲୋକ ଙ୍କୁ ଭୁଆଁ କଣ ବୁଲୋଉଛ ମ ସିଧା ସିଧା କୁହ ଜାତି ଲୁଚାଇବା ପାଇଁ ଏହି ନାଁ ।

  • @PrativadebiBehera
    @PrativadebiBehera 2 หลายเดือนก่อน

    ମୁଁ ନୂତନ ଶିକ୍ଷା ମନ୍ତ୍ରୀ ଅନୁରୋଧ କରେକି ଶିକ୍ଷା କୁ ଘରୋଇକରଣ ବନ୍ଦ କରନ୍ତୁ

  • @ଓଡ଼ିଆପରିବାର
    @ଓଡ଼ିଆପରିବାର 3 หลายเดือนก่อน

    ହଁ ଆମେ ଜାଣିଛୁ ତମ ନାମ ସୁରଜ ସୂଯ୍ୟବଂଶୀ ହବାର କାରଣ ହେଲା ତମେ ପିଲା ଟିଏ ହେଇଥିଲ ତମର ମନ ପଡ଼ିବନି କାରଣ ତମେ ପିଲା ଟିଏ ହୋଇଥିଲ ମୁଁ ସେତେବେଳେ 30 ବର୍ଷ ର ହେଇଥାଏ ତୁମ ଘର ସହ ମୋର ପାରିବାରିକ ସମ୍ପର୍କ ଥିଲା ତୁମେ ଯେତେବେଳେ ଜନ୍ମ ହେଲ ମୁଁ ଠିକ ସେହି ସମୟରେ ତୁମ ଘରକୁ ଆସିଥାଏ ଦେଖିଲି ଜନ୍ମ ହଉ ହଉ ତୁମେ ସୂର୍ଯ୍ୟ ଙ୍କୁ ଗୋଟେ ଆପଲ ଭାବି ସୂର୍ଯ୍ୟ ଙ୍କ ପାଖକୁ ଡେଇଁ ପଡ଼ିଲ ଏବଂ ସୂର୍ଯ୍ୟ ଦେବତା ଙ୍କୁ ମଧ୍ୟ ଗିଳିଦେଲ ତାପରେ ହଟାତ ପୃଥିବୀ ଅନ୍ଧାର ହେଇଗଲା ଆମେ ସବୁ ପାର୍ଥନା କରିବାକୁ ଲାଗିଲୁ ତାପରେ ପ୍ରଭୁ ସୂର୍ଯ୍ୟ ଦେବତା ଆମକୁ ପ୍ରସନ ହେଲେ ଏବଂ ଆଲୋକ ପ୍ରଦାନ କଲେ ସେବେ ଠାରୁ ତାଙ୍କ ପିତା ମାତା ସୁରଜ ସୂର୍ଯ୍ୟବଂଶୀ ବୋଲି ନାମକରଣ କଲେ 💐💐💐💐

  • @Dillip5331
    @Dillip5331 ปีที่แล้ว +8

    Suraj... Very intelligent... Age badho .
    Ur future very bright

  • @SURENDRAPRADHAN-yc1ig
    @SURENDRAPRADHAN-yc1ig 5 หลายเดือนก่อน +1

    ସୁରଜ୍ ଆଗକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ

  • @sunildash56
    @sunildash56 ปีที่แล้ว +12

    Such a great leader in making ❤

  • @ashirbadpal8678
    @ashirbadpal8678 3 หลายเดือนก่อน

    ବାପା ବିଷ୍ଣୁ ସେଠି ପୁଅ ସୂର୍ଯ୍ୟ ବଂଶୀ

  • @kanhusahoo6658
    @kanhusahoo6658 ปีที่แล้ว +12

    Bhai kan kahila ma❤❤❤💐💐💐

  • @prafullaojha8242
    @prafullaojha8242 ปีที่แล้ว +11

    Love u bhai

  • @kamalakanta1456
    @kamalakanta1456 ปีที่แล้ว +12

    Good suraj bhai 👍👍👍

  • @erangleking8562
    @erangleking8562 3 หลายเดือนก่อน +1

    BJP all members kie kahipariba jadi gote choose kariba ku padiba tahele Modi na Bajpeyi nku choose karibe.

  • @tourwithus49
    @tourwithus49 3 หลายเดือนก่อน

    ସେଠି ସାଙ୍ଗିଆ ଟା ଲାଜ ଲାଗିଲା ତୋ ମା କୁ ସେଥିପାଇଁ

  • @Skmmkhj
    @Skmmkhj 3 หลายเดือนก่อน +1

    Nija caste ku nei kharap laguchi
    Bapa anusare sethi haba

  • @BibhasKumarSahu
    @BibhasKumarSahu 4 หลายเดือนก่อน +6

    𝐂𝐌 𝐒𝐮𝐫𝐲𝐚𝐰𝐚𝐧𝐬𝐡𝐢 𝐒𝐮𝐫𝐚𝐣❤

  • @JyotsnaraniMallick-g2k
    @JyotsnaraniMallick-g2k ปีที่แล้ว +10

    Good.bhai

  • @sasmitarani3453
    @sasmitarani3453 ปีที่แล้ว +14

    Suraj Bhai very nice person 👍💐

  • @laxmansahoo4681
    @laxmansahoo4681 4 หลายเดือนก่อน

    କେବଳ ସୌମ୍ୟ ରଞ୍ଜନ ପଟନାୟକ ନୁହନ୍ତି, ତଥାଗତ ସତ ପଥି ମଧ୍ୟ,, ଆଉ କେହି ଜଣେ ନାହାନ୍ତି 🎉

  • @jivanpattanayak6120
    @jivanpattanayak6120 3 หลายเดือนก่อน

    ପାଠୀ କରିଥିଲେ ଭଲ ହେଇଥାନ୍ତା। ପାଣିଗ୍ରାହୀ ର ପା ଏବଂ ସେଠୀ ର ଠୀ

  • @rohitameher84meher41
    @rohitameher84meher41 ปีที่แล้ว +1

    ସୁରଜ ସାରଙ୍କ ନମ୍ବର ମିଳିବ ବ କି ସାର ?

  • @smrutiranjandas6955
    @smrutiranjandas6955 3 หลายเดือนก่อน

    ଧୋବା କୁ ଧୋବା କହିବାକୁ କଷ୍ଟ ଲାଗୁଛି

  • @Sidheswar80
    @Sidheswar80 8 หลายเดือนก่อน +1

    Bapa nka ra Sethi maa nkara Panigrahi ..jeja sethi lagi Tampa chhua na Suraj Suryavanshi kale

  • @rashmiranjannayak2728
    @rashmiranjannayak2728 4 หลายเดือนก่อน +7

    ଜୟ ଜୟ ସୁରଜ ବାବୁ 🪷

  • @pkdas7353
    @pkdas7353 4 หลายเดือนก่อน +1

    But getting benefits from surname Sethi.Why you contesting from reserved seat?You are hiding your surname but opening getting benefited from surname. Dual sim

  • @PradeepKumar_yt
    @PradeepKumar_yt 3 หลายเดือนก่อน +1

    ଧନ୍ୟବାଦ ସୁରଜ ବାବୁ

  • @satyabansahoo4373
    @satyabansahoo4373 ปีที่แล้ว +16

    Next CM in Odisha

  • @mahendrabhoibhoi9987
    @mahendrabhoibhoi9987 2 หลายเดือนก่อน

    Samaj re kahanti sethy mane dhoba loka se anyara safa kribe odisha re surjya banshi nahi, bapara marjyada bhuli jauchhi 2024 rapili

  • @PrabhatSahu-jm8jo
    @PrabhatSahu-jm8jo 3 หลายเดือนก่อน +1

    Mo,,banda,,banshe

  • @rkpadhiary8548
    @rkpadhiary8548 5 วันที่ผ่านมา

    Title change karuchu mg laja laguchi ki sc caste boli😂😂😂😂😂

  • @cableoparetergodrejhomeapi7887
    @cableoparetergodrejhomeapi7887 3 หลายเดือนก่อน

    ଇଏ ବାହାନା ସବୁ କଥା

  • @sweetdreams050
    @sweetdreams050 3 หลายเดือนก่อน +2

    ମଗହିଆ ଭୋକୁଆ ଗୁହା
    ତୁ ତୋ ବାପା ଛୁଆ ନା ଜେଜ ଛୁଆ

  • @GaramHawa-th1io
    @GaramHawa-th1io 4 หลายเดือนก่อน

    ମୋଦି 🧡🧡🧡🧡🧡🧡ବିଜେପି 🧡🧡🧡🧡🧡🧡🧡🧡400+🧡🧡🧡BJP 🚩🚩🚩🚩🚩🚩🚩🚩🚩🚩🚩🚩Modiji 🧡🧡🧡🙏🏻🙏🏻🙏🏻🙏🏻🙏🏻

  • @Andhadiganta
    @Andhadiganta 4 หลายเดือนก่อน

    ଅର୍ଜୁନ ସେଠି ଙ୍କ ଠାରୁ 5 ପାଦ ଆଗକୁ ପଲେଇଲ ❤

  • @subasnayak1510
    @subasnayak1510 ปีที่แล้ว +3

    ହରିଜନ ପିଲା
    ସେଠୀ ମାନେ ଧୋବା ଟାଇଟେଲ
    ନିଜକୁ ଖରାପ ଲାଗୁଥିବ
    ସେଥିପାଇଁ ସୁରଜ ସୂର୍ଯ୍ୟବଂଶୀ
    ବିଷ୍ଣୁ ସେଠି ର ବିଭିନ୍ନ ବାଇଟି ରୁ ଆମେ ବୁଝିଛୁ
    ଗୀଟାଏ ନିମ୍ନ ବର୍ଗ ର ଲୋକ ର ମାନସିକତା ର ପରିଚୟ କୁ ବଜାୟ ରଖିଲା ଭଳି ମନ୍ତବ୍ୟ ଦେଇଥାଏ
    ଯେମିତି
    ପେଟ୍ରୋଲ ରେଟ ବୃଦ୍ଧିକୁ ନେଇ ଦେଇଥିବା ବାଇଟି
    ସୂର୍ଯ୍ୟବଂଶୀ ହେଲେ କ୍ଷେତ୍ରୀୟ
    ଶ୍ରୀରାମ ଙ୍କ ଵଂଶଧାର
    ଏଇଟା ତ କ୍ଷେତ୍ରୀୟ ନୁହେଁ
    ସୂର୍ଯ୍ୟ ବଂଶୀ କେମିତି ହେଲା

    • @jyotiprakashsethy794
      @jyotiprakashsethy794 11 หลายเดือนก่อน

      Abe subash be** pilaa ta bapa sethi auu taa maa Brahmin tora kain jaluchhi. Tu be** chu* tu kau Nayak kahilu tike 😂😂😂kendu khiaa baniyaa na khandayat na paana na bed** pila ra jati gotra nahi 😂😂😂

    • @shreekumar5079
      @shreekumar5079 4 หลายเดือนก่อน +1

      Samastanka bapa hauchanti brahmin,jay parshuram

    • @lipi404
      @lipi404 3 หลายเดือนก่อน +2

      ପ୍ରଥମତଃ ଆପଣ ଙ୍କୁ police case kariki jail re ରଖିବା କଥା....due to discrimination and casteism.... As your ID is maintained that your surname is Nayak ....And what is your occupation even you may not be a Word member....Now he is the MLA again....And hope God blessed him and he would become the CM of Odisha...and you ruled by him....😂😂

    • @gopalcharan4835
      @gopalcharan4835 10 วันที่ผ่านมา

      ​@@lipi404you know odisha isa pathotic place where peple have lots kindfull therefore he got the mla

  • @cableoparetergodrejhomeapi7887
    @cableoparetergodrejhomeapi7887 3 หลายเดือนก่อน

    ସେଠି ଜାତିରେ କହିଲେ ଲାଜ ଲାଗୁଚି

  • @puritasahu6555
    @puritasahu6555 4 หลายเดือนก่อน +2

    Very nice, God bless you suraj bhai and your family members 💐

  • @RakeshSarangi-z8z
    @RakeshSarangi-z8z 14 วันที่ผ่านมา

    Karna.the unbelievable fighter.but srikrishna maximum love to karna

  • @englishguru3221
    @englishguru3221 3 หลายเดือนก่อน

    There is no proper journalism in odisha and I think there is sufficient time with all the journalists of odisha.Why there are no discussions on literary figures and others

  • @prakashsagriayadav4404
    @prakashsagriayadav4404 3 หลายเดือนก่อน +4

    Good sir

  • @sushilsamal3789
    @sushilsamal3789 ปีที่แล้ว +9

    Excellent 👍👌 Great future ahead

  • @khageswar666
    @khageswar666 3 หลายเดือนก่อน

    ତୁମଭଳି ନେତା ପାଇ ଆମେ ଗର୍ବିତ

  • @chittaccc
    @chittaccc ปีที่แล้ว +1

    Tame Bajarangabali.
    Aur surya nku jaya karithila.
    Au kan chatu katha kahibi.
    Bekar reporter mane apanku APJ abdul kalam rharu bada bhabuchhanti😂

    • @chandankumar2289
      @chandankumar2289 ปีที่แล้ว

      Are vai Tama valia nicha loka.coment daba thik nuha

  • @susilkumarbarik8304
    @susilkumarbarik8304 3 หลายเดือนก่อน +1

    Dekhiki bahut khusi Lage Suraj nku...

  • @majushreeparhi813
    @majushreeparhi813 4 หลายเดือนก่อน

    Godblessyou.suraj.gote.valabansarapila.nischay.jitiba.mora.asirbad.rahila❤❤❤🙏🙏🙏🕉🕉🕉🚩🚩🚩⭕️‼️⭕️

  • @gourangaseth8025
    @gourangaseth8025 8 หลายเดือนก่อน

    ବହୁତ ସୁନ୍ଦର suraj ଭାଇ

  • @manojkumarsethi1109
    @manojkumarsethi1109 7 หลายเดือนก่อน +1

    Jie nija bapa ra surname rakhi ba re shame karuchi se je lokanka pritinidhi haba sei ta hasayapada ye thi re tike hele sandeha nahi

  • @trilochanbiswal9407
    @trilochanbiswal9407 3 หลายเดือนก่อน

    Sethi lageibaku laja laguchi

  • @UpendraDash-g3d
    @UpendraDash-g3d 3 หลายเดือนก่อน

    ବସୁଧୈବ କୁଟୁମ୍ବକମ୍

  • @SangramPradhan-xv7nn
    @SangramPradhan-xv7nn 3 หลายเดือนก่อน

    Apna hindu biswasi, apana bhagwaan biswasi eita praman deba pani BJP jion karibaku padiba😂😂

  • @subhampattanaik9363
    @subhampattanaik9363 3 หลายเดือนก่อน

    Bhal cm hebe 🙏bhala diplomatic answer dauchanti. Pure political material

  • @uniqueodiamom
    @uniqueodiamom ปีที่แล้ว +1

    Excellent 🎉🎉🎉🎉sir.sir apana nka talking power lajaba🎉🎉🎉

  • @hariharseth7593
    @hariharseth7593 3 หลายเดือนก่อน +1

    Thank you Suraj Bhai bhaut bhal khatha kahele

  • @BharatiMahanta-ig6ll
    @BharatiMahanta-ig6ll 3 หลายเดือนก่อน

    Apanjadicmheithanteodisachalithanta

  • @trilochandhal9029
    @trilochandhal9029 ปีที่แล้ว +1

    Dhamanagar voters are enjoying Ramrajya.

  • @Mrindiantelentstar-pt4gk
    @Mrindiantelentstar-pt4gk ปีที่แล้ว +2

    You are great 👍👍
    Khan sir 2👍👍👍

  • @pritamnayak9176
    @pritamnayak9176 4 หลายเดือนก่อน +1

    Next👉 CM❤suryabasi suroj

  • @binodinibhoi3204
    @binodinibhoi3204 ปีที่แล้ว

    ସୁରଜ୍ ଭାଇ ମାଡିଚାଲ

  • @nandinimohapatra6240
    @nandinimohapatra6240 3 หลายเดือนก่อน

    Very intelligent..
    May be future cm

  • @SivuKumar-rw5pi
    @SivuKumar-rw5pi 3 หลายเดือนก่อน

    Sir apana odisha ra garba o gouraba neta yanku hni kuha jai bahut bhala manisha te yanka pakhare manishatwa achhi

  • @tapu6628
    @tapu6628 3 หลายเดือนก่อน

    Ye toka bhut agaku jiba...

  • @bikrampatra7501
    @bikrampatra7501 ปีที่แล้ว +2

    Jay Sri Ram 🙏...

  • @susantanath8775
    @susantanath8775 ปีที่แล้ว

    🌹🕉ରାଧେ ରାଧେ 🕉🌹🙏🙏🙏🙏🙏

  • @debiprasadsahoo1636
    @debiprasadsahoo1636 4 หลายเดือนก่อน

    ATAL BIHARI BAAJPAYEE ONE OF BEST
    THERE IS NO ONE LIKE A.B. BAAJPAYEE , NO ONE WILL COME IN THE FUTURE.

  • @Fanmade.boy_3006
    @Fanmade.boy_3006 3 หลายเดือนก่อน +1

    Suruja Sethi

  • @archanabarik2330
    @archanabarik2330 3 หลายเดือนก่อน

    Mun Kahu chhi suna ntu . ...tanka bapa hele Sethi tanka maa panigrahi......naa Kan auu rahiba ...😂😂😂😂

  • @dineshrath2500
    @dineshrath2500 8 หลายเดือนก่อน

    4 panji ru jibu mana against re lagichu ta pain jitili Boby Tate khaiba Dnr re kana Bala opadichu

  • @AlokMishra-w3e
    @AlokMishra-w3e 3 หลายเดือนก่อน +1

    ❤❤❤❤❤❤❤❤❤❤❤❤🎉🎉🎉🎉🎉🎉🎉🎉🎉🎉🎉

  • @purnachandrarauta6396
    @purnachandrarauta6396 4 หลายเดือนก่อน

    Suraj sir you are excellent leader among all. I really and personally like you very much as a man of keeping word

  • @sukadevMohanta-jm5ob
    @sukadevMohanta-jm5ob 7 หลายเดือนก่อน

    Suraj sir apana samasta janata nka dukha kasta bujhuchhanti mu apananka samasta News dekhuchi and Tama sahita kemiti contact karibi please sir mob no ta debe

  • @spstarvlog797
    @spstarvlog797 3 หลายเดือนก่อน

    5criminal case also pending

  • @lingarajnag5566
    @lingarajnag5566 4 หลายเดือนก่อน +1

    Thank you so much Suraj babu

  • @kalukabimahanta7735
    @kalukabimahanta7735 4 หลายเดือนก่อน

    Suroj Surjo vangshi No.1 cm 💯 jai shree ram jai shree khatu shyam

  • @rabinarayanmohapatra4733
    @rabinarayanmohapatra4733 2 หลายเดือนก่อน

    Ohoho ki naare!

  • @RD.OMM-XEROX.786
    @RD.OMM-XEROX.786 3 หลายเดือนก่อน

    Mukhya mantri prapti apana hebe surjya sir

  • @RojaliniRoutray-o1r
    @RojaliniRoutray-o1r 3 หลายเดือนก่อน

    🙏 salute suraj sir....

  • @bijaykumarmishra7689
    @bijaykumarmishra7689 4 หลายเดือนก่อน +1

    Suraj babu jindabad

  • @NIRANJANSAHOO-iu3rx
    @NIRANJANSAHOO-iu3rx 4 หลายเดือนก่อน +1

    Radhe radhe

  • @pradeeptarei1404
    @pradeeptarei1404 3 หลายเดือนก่อน

    ❤ Suraj Surya vandhi

  • @chintamanidas3249
    @chintamanidas3249 ปีที่แล้ว +1

    Sethi kahunu kahinki