ପେଣ୍ଡ୍ରାଣୀ ମାଁ ଉମରକୋଟ ର ପ୍ରସିଦ୍ଧ ଦେବୀ ମାଁ ପେଣ୍ଡ୍ରାଣୀ ମାଁଙ୍କର ବାର୍ଷିକ ଯାତ୍ରା ଓ ବଜାର ଦେଖୀବା

แชร์
ฝัง
  • เผยแพร่เมื่อ 18 ต.ค. 2024
  • ମାଁ ପେଣ୍ଡ୍ରାଣୀ ଉମରକୋଟ ର ପ୍ରସିଦ୍ଧ ଦେବୀ
    ଶ୍ରୀ ଶ୍ରୀ ଶ୍ରୀ ମାଁ ପେଣ୍ଡ୍ରାଣୀ ମାଁ ଙ୍କର ବାର୍ଷିକ ଯାତ୍ରା ଅନୁଷ୍ଠିତ ହୋଇଥୀଲା ଦିନ ମାଁ ପେଣ୍ଡ୍ରାଣୀ ମାଁ ଙ୍କର ପୂଜା ଅର୍ଚ୍ଚନା କରାଯାଇଥାଏ ସମଵାର ଦିନ ମାଁ ପେଣ୍ଡ୍ରାଣୀ ମାଁ ପ୍ରତିଷ୍ଠିତ ଦେବୀଙ୍କର ବାର୍ଷିକ ଯାତ୍ରା ମହା ଆଡ଼ମ୍ବର ସହିତ ପାଳିତ ହୁଏ ମାଁ ପେଣ୍ଡ୍ରାଣୀ, ଏହି ଯାତ୍ରା ପାଇଁ ଗତ୧୯ତାରିଖ ସନିବାର ଦିନ ପୂର୍ବାହ୍ନ ୫ଘ: ସମୟରେ ଉମରକୋଟ ମଙ୍ଗଳା ମନ୍ଦିର ଠାରେ ବାର ପାଲି ରୟିତଙ୍କର ତଥା ମାଁଙ୍କ ପାଶ୍ପ ଦେବାଦେବୀ ଏକତ୍ରିତ ହୋଇ ଆରଦିତା-୨୦-୦୭-୨୦୨୪ରିଖ ରବିବାର ଦିନ ସକାଳୁ ଠାରୁ ସନ୍ଧ୍ୟା ୫ ଘ: ପର୍ଯ୍ୟନ୍ତ ଉମରକୋଟ ଅଞ୍ଚଳରେ ଥିବା ଚତୃପାଶ୍ପ ଜଗ୍ନି ମାଁ ଠାରେ ଗ୍ରାମର ଭକ୍ତବୃନ୍ଦ ,ବୋଦା , କୁକୁଡ଼ା,ପାରା, ନଡ଼ିଆ କଦଳୀ, ପୂଜାର୍ଚ୍ଚନା କରିଥାଆନ୍ତି, ସନ୍ଧ୍ୟା ୬ଘ: ସମୟରେ ମଙ୍ଗଳା ମନ୍ଦିର ଠାରୁ ପେଣ୍ଡ୍ରାଣୀ ମନ୍ଦିର ପର୍ଯ୍ୟନ୍ତ ପେଣ୍ଡ୍ରାଣୀ ଶିରା ବଲ୍ଲଭ ମାଳିଙ୍କୁ ମାଁ #Pcn_blogନିଜେ ଆବିର୍ଭୁତ ହୋଇ ତାଙ୍କର ପାଟଶାଡି , ଗହଣା,ରୁପାର ପାଞ୍ଜୁଲି,କଙ୍କଳ,କାନଫାସି, ମୁକୁଟ ପରିଧାନ କରି ନିଜେ ଚାଲି ଚାଲି କିମ୍ବା ପାଲିଙ୍କି ରେ ପରିଧାନ କରି ଆସି ପେଣ୍ଡ୍ରଣୀ ମନ୍ଦିର ଠାରେ ପୂଜା ଅର୍ଚ୍ଚନା ପାଇ ବଜାର ପରିକ୍ରମା ସାରି ଭକ୍ତ ମାନଙ୍କୁ ଆସିର୍ଵାଦ ଭିକ୍ଷା ଦିଅନ୍ତି । ଏହି ବାର୍ଷିକ ଯାତ୍ରାର ଯାତ୍ରା କମିଟି ସଭାପତି ଶ୍ରୀଯୁକ୍ତ ପି,ରବଣାରାଓ, ସଂପାଦକ ଗଜେନ୍ଦ୍ର ନାୟକ, କୋଷାଧ୍ୟକ୍ଷ ଭୈରବ ମିଶ୍ର, ସଦସ୍ୟ ଝାଡ଼େଶ୍ପର ମାହାନ୍ତି, ପର୍ଶୁରାମ ନାୟକ,ଏସ୍ ବିଜୟ, ତପନ ମିଶ୍ର, ଗୋବିନ୍ଦ ମାଝୀ, ଟୁଲୁସାହୁ,କୈଳାସ ନାୟକ ,ମୋନଜ କୁମାରଧଳ, ଅକ୍ଷୟ ଜେନା, ପେଣ୍ଡ୍ରାଜେନା, ନରସିଂହ ମାଝୀ,ତୁଲସିନାୟକ, କୃଷ୍ଣ ଚନ୍ଦ୍ର ନାୟକ,ଅର୍ଜୁନ ନାୟକ,ବାବୁଲା ସାନ୍ତ୍ରା,ବାପି ସାନ୍ତ୍ରା,ଆସିଶ୍ ରାଓ,ରାମ ନାୟକ, ମନଜକୁମାର ପରିଛା, ଭୂବନ ମାଝୀ, କୃଷ୍ଣ /ମାଝୀ,ପିତ ଗାଉଠିଆ, ଭବାନି ଶଙ୍କର ପଟ୍ଟନାୟକ, କେମ୍ଵାଲି *ଗୋବିନ୍ଦା ରାଓ, ରେନଟୁସିଂ, କମଳୁଦାସ,ଵଳି #ମଙ୍ଗରାଜ ,ପେଣ୍ଡ୍ରାଣୀ ପୂଜାରୀ ଉଗ୍ରସେନ ପୂଜାରୀ, ଠାକୁରାଣୀ ପୂଜାରୀ ଭୂବନ ପୂଜାରୀ,ଭଙ୍ଗାରାମ ପୂଜାରୀ ଣ୍ଡୋନଣ୍ଡକା ପୂଜାରୀ, ଭିମାଶିରା,ଝିଟକୁଶିରା,ପର୍ଦେଶିନି ଶିରା, ଭଙ୍ଗା ରାମ ଶିରା,ସମେତ ପଡେ଼ାଶୀ ଛତିଶଗଡ଼, ଆନ୍ଧ୍ରା ପ୍ରଦେଶ,ଓ ନବରଙ୍ଗପୁର ଜିଲ୍ଲାର ପ୍ରାୟ ପାଞ୍ଚହଜାର ରୁ ଉର୍ଦ୍ଧ୍ବ ଭକ୍ତ ସମାଗମ ହୋଇଥିଲା#Pcn_blog_ପେଣ୍ଡ୍ରାଣୀ_ମନ୍ଧିନ_ଉମରକୋଟ

ความคิดเห็น • 4

  • @BudanbaktMlp
    @BudanbaktMlp 2 หลายเดือนก่อน

    ଜୟ ମା ପ୍ରେଣ୍ଡରାଣୀ 🙏🙏

  • @biswambargond2731
    @biswambargond2731 2 หลายเดือนก่อน

    Jai maa pendrani 🙏🙏🙏

  • @ManaBhatra-p1t
    @ManaBhatra-p1t 2 หลายเดือนก่อน

    Jay maa pendrani 🙏🙏🙏

  • @motirambhatara8959
    @motirambhatara8959 2 หลายเดือนก่อน

    ଜୟ ମାଁ ପେଣ୍ଡରାଣୀ