Senior servitor Durga Dasmohapatra Makes Big Revelations on Ratna Bhandar

แชร์
ฝัง
  • เผยแพร่เมื่อ 9 ก.ย. 2024
  • ଭଣ୍ଡାର ଘର ଚଟାଣରେ ଗୋଡ଼ କାହିଁକି କଳା ହୋଇଗଲା ? ଭିତର ରତ୍ନଭଣ୍ଡାର ରହସ୍ୟ ଖୋଲିଲେ ତଦାରଖ କମିଟି ସଦସ୍ୟ ଦୁର୍ଗା ଦାସମହାପାତ୍ର... #Exclusive #Ratnabhandar #PuriSrimandir #OdishaTV #OTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    TH-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

ความคิดเห็น • 200

  • @LazyTurtle587
    @LazyTurtle587 หลายเดือนก่อน +59

    ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଲା ଯେ...ରତ୍ନ ଭଣ୍ଡାରକୁ ନେଇ ପ୍ରହସନ ଚାଲିଥିଲା....ବାହାର ଓ ଭିତର ଭଣ୍ଡାର ଘର ବ୍ୟତୀତ ଅନ୍ୟ କୌଣସି ଅତିରିକ୍ତ ଧନ ରତ୍ନ ନାହିଁ....କେତେକ ଲୋକ, ୟୁଟ୍ୟୁବର, ମିଡ଼ିଆ ଵାଲା...ଲୋକଙ୍କୁ କେବଳ ଭୁଆଁ ବୁଲଉଛନ୍ତି...

    • @harisankarnaik1104
      @harisankarnaik1104 หลายเดือนก่อน +9

      Suranga nihati thiba, Karan kichi bi asubidha samayare pura ratna ku bahar ku neba paii anya ek baat Raja Mane karithanti.

    • @bijayabehera9663
      @bijayabehera9663 หลายเดือนก่อน +1

      ଯେତେ ବି ମିଡିଆରେ କହୁଛନ୍ତି ଭାଇ ଭିତିରିଆ କଥା କହୁ ନାହାନ୍ତି 🥱🥱

    • @shreyasroutray510
      @shreyasroutray510 หลายเดือนก่อน +5

      Bhai jayrajguru nka samaya re Srimandira ru Radhavallabh matha jae suranga thila.... Britishers nka tharu banchiba pain jayrajguru Khurdha Raja nku sie suranga dwara jiba asiba pain upadesh dei thile au raja bi sei suranga ku byabahara karu thile.....emiti bi kuha jae ki sie suranga Khurdha Gada jae connected thila........8th class history book re mention achi padhi debe BSE odisha ra .

    • @sunitamohanty6729
      @sunitamohanty6729 หลายเดือนก่อน

      @@harisankarnaik1104 .

  • @DebashisMohapatra-nz1dp
    @DebashisMohapatra-nz1dp หลายเดือนก่อน +31

    କିଛି ନାହିଁ କି କିଛି ଦେଖି ନାହାନ୍ତି, ଖାଲି ମନ ବୁଝିବାକୁ ଏ interview, ଏତିକିରେ media ର ବାଳ ଉଡ଼ିଗଲା. Media କୁ ନେଇ ସୁଡ଼ଙ୍ଗ ଭିତରେ ଛାଡ଼ି ଦିଅ.

    • @durgeshpatra4498
      @durgeshpatra4498 หลายเดือนก่อน

      ଏ ପଣ୍ଡା ମିଶ୍ର ପାଗଳ କୁ ରଖଛି

    • @user-mv9ks6bt7o
      @user-mv9ks6bt7o หลายเดือนก่อน

      ଦେଖେଇ ହେବ ନି

  • @GolapMohanty-kc8kz
    @GolapMohanty-kc8kz หลายเดือนก่อน +15

    ସାମ୍ବାଦିକ ମହାଶୟ ଙ୍କୁ କରେଣ୍ଟ ଚେଙ୍କ ଦିଆଯାଉ।

    • @tapanbiswal6143
      @tapanbiswal6143 หลายเดือนก่อน +1

      Iaaa janiche kn je jagganath premo ro kiche kariparibo

  • @kushadhawajathanapati250
    @kushadhawajathanapati250 หลายเดือนก่อน +16

    ଏଇ ମହାଶୟ ସାମ୍ବାଦିକ ନ କରି ସି,ବି,ଆଇ ରେ କାମ କରିବା କଥା ଗୋଟିଏ କଥା କୁ ବାରମ୍ବାର ସେବାୟତ ଙ୍କୁ ପଚାରୁଛନ୍ତି

  • @binoddas7295
    @binoddas7295 หลายเดือนก่อน +5

    Jadi ମୋଗଲ 4 ମାସ ମନ୍ଦିର ଭିତରେ 1000 ଜଣଙ୍କୁ ନେଇ ଖୋଜି ପାରିଲେ ନାହିଁ, 18 ଥର ଆକ୍ରମଣ ପରେ ମଧ୍ୟ ରତ୍ନ କିଛି ସୁରକ୍ଷିତ, 7,8 ଘଣ୍ଟା ର ରହଣି କରି non technical ଲୋକ କଣ କହିବେ, 1000 times under ଗ୍ରାଉଣ୍ଡ ଏବଂ ଆଉ ଅଧିକ room ଭାବିବ.

  • @golakbiharisahoo4795
    @golakbiharisahoo4795 หลายเดือนก่อน +6

    ଦୟାକରି ପ୍ରଶ୍ନ ଗୁଡିକ ରିପିଟ୍ କରନ୍ତୁ ନାହିଁ । ଏହା ଏକ ସ୍ପର୍ଶକାତର ବିଷୟ।

  • @sujitsahu4087
    @sujitsahu4087 หลายเดือนก่อน +5

    Sj Durga DasMohapatra sir pranam

  • @mmmotivationrelaxing3798
    @mmmotivationrelaxing3798 หลายเดือนก่อน +5

    Pure duniya ko jankari de kar bahut achha kam kiye ,😡😡😡 government se ek request hai ki aaj se shree jagannath mandir mein 24 hour police protection v de, Mere odisha basi bhai bahen aap log ka kya raye hai,jai jagannath

  • @kushadhawajathanapati250
    @kushadhawajathanapati250 หลายเดือนก่อน +10

    ଓଟିଭି କହିବା ମାନେ କଣ ପାଣ୍ଡିଆନ ସବୁ ଅଳଙ୍କାର ନେଇକି ତାମିଲନାଡୁ ପଲେଇ ଗଲେ ତ ସବୁ ଅଳଙ୍କାର କେମିତି ସୁରକ୍ଷିତ ଅଛି

    • @AmarWini
      @AmarWini หลายเดือนก่อน

      Aasigala tama bapa nku support karibaku

    • @kanhuachary8767
      @kanhuachary8767 หลายเดือนก่อน

      ପ୍ରକୃତରେ କେତେ ଥିଲା ଓ କେତେ ଲୁଣ୍ଠନ ହୋଇଥିଲା ଏବେ କେତେ ଅଛି କିଆଜନେ

  • @s.kbehera2828
    @s.kbehera2828 หลายเดือนก่อน +5

    ଇଏ ଅତି ଲେମ୍ବୁ ଚିପୁଡି ଲା ଭଳି ପ୍ରଶ୍ନ କରୁଛନ୍ତି । ଗଣମାଧ୍ୟମ ର ପ୍ରତିନିଧି ।
    କେତେ ଚଉଡା ଲମ୍ବା ମୋଟା ପତଳା କେତେଟା କବାଟ କେତୋଟି ବାଟ। ଏ ସବୁ ସର୍ବସାଧାରଣ ଙ୍କ ଯାଣିବା ର
    ଆବଶ୍ୟକତା କଣ ରହିଛି ?
    ଯାଣି ଲେ ବିଦେଶୀମାନଙ୍କୁ
    କଣ, ଆଉଥରେ ଆମନ୍ତ୍ରିତ କରିବେ କି ?
    ଲୁଣ୍ଠନ କରିବା ପାଇଁ ।
    ଠାକୁର ଙ୍କ ସମ୍ପତିର ତଥ୍ଯ ଯାଣିବା ର ଏତେ ଉଶ୍ଚକତା କାହିଁକି ଏ ସମସ୍ତ ମିଡିଆବାଲାଙ୍କର ।
    ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ
    ଏ ମାନଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ ।

  • @soumyaranjan2496
    @soumyaranjan2496 หลายเดือนก่อน +1

    ଆରେ ଏ ରିପୋର୍ଟର ଖାଲି ପଥର ପଥର କଣ ହଉଛି, ଆଉ କିଛି ପ୍ରସଙ୍ଗ ପଚାରୁନ

  • @manojkumarbehera2861
    @manojkumarbehera2861 หลายเดือนก่อน

    ଆରେ ଏ ରତ୍ନ ଭଣ୍ଡାର ଡ୍ରାମା ବନ୍ଦ କର। ବହୁତ୍ ହେଇଗଲା। ନା ତ କଳାଟଂକା ରୁ କିଛି ଲୋଙ୍କ ପାଖକୁ ଆସିଲା ନା ଏ ରତ୍ନ ରୁ ଲୋଙ୍କର କୌଣସି ହୀତ ସାଧନ ହେବ।

  • @animalharbor123
    @animalharbor123 หลายเดือนก่อน +4

    DD 1 thila... Bahut bhala thila...

  • @kamaliniguru3734
    @kamaliniguru3734 หลายเดือนก่อน

    Jay Jagannath

  • @Hellodisha
    @Hellodisha หลายเดือนก่อน +5

    Otv news reporter ଟା ପୁରା ଗଧ ଟା....
    Educated Nana ତାକୁ ପୁରା ଧୋଇ ଦେଲେ 🙏🏻
    ରିପୋର୍ଟର ନନାଙ୍କ ପାଟିରୁ ବିଜେଡି ଲୁଟିଛି ବୋଲି ଶୁଣିବାକୁ ବହୁତ ଚେଷ୍ଟା କଲା..ହେଲେ ନନା ଧୋଇ ଦେଲେ... ସାଲୁଟ

  • @RAJUDAS-rp7db
    @RAJUDAS-rp7db หลายเดือนก่อน +1

    🙏🙏🙏Jay Jagannath 🙏🙏🙏 Rabindra Mishra . Satya Satya Satya Tarbar Satya

  • @santoshnayak-ic9xm
    @santoshnayak-ic9xm หลายเดือนก่อน +3

    Aree Bhai mane bujha tike.... Sabu kichi acchi.. Bass thakura chahinle dekheibe... Ete sahaja nuhan je ama akhi esabu dekhi pariba... Ki kou bhi nana baa jie bhi huantu.... Jagatara natha pakhe sabu bhandara hei achhi.. ❤Jay jagannath 🥰🙏.. Proud to be born in kalinga..

  • @KedarSethi-co6es
    @KedarSethi-co6es หลายเดือนก่อน +1

    ଜୟ ଜଗନ୍ନାଥ 🙏🙏🙏

  • @dillip29326
    @dillip29326 หลายเดือนก่อน

    ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଲା ଯେ...ରତ୍ନ ଭଣ୍ଡାରକୁ ନେଇ ପ୍ରହସନ ଚାଲିଥିଲା....ବାହାର ଓ ଭିତର ଭଣ୍ଡାର ଘର ବ୍ୟତୀତ ଅନ୍ୟ କୌଣସି ଅତିରିକ୍ତ ଧନ ରତ୍ନ ନାହିଁ....କେତେକ ଲୋକ, ୟୁଟ୍ୟୁବର, ମିଡ଼ିଆ ଵାଲା...ଲୋକଙ୍କୁ କେବଳ ଭୁଆଁ ବୁଲଉଛନ୍ତି...
    ଦୁର୍ଭାଗ୍ୟବଶତ ଭିତରେ କୌଣସି ଟନେଲ କିମ୍ବା ଗୁମ୍ଫା ଆବିଷ୍କୃତ ହୋଇନାହିଁ | ଭିତରେ କୌଣସି ସାପ କିମ୍ବା ସରୀସୃପ ମିଳିଲା ନାହିଁ | କୌଣସି ଅପ୍ରାକୃତିକ ଶବ୍ଦ ଶୁଣାଗଲା ନାହିଁ | କାହା ସହିତ କୌଣସି ଖରାପ ଘଟଣା ଘଟିଲା ନାହିଁ | ନଚେତ୍ ଏହି ସମ୍ବାଦ ଚ୍ୟାନେଲଗୁଡିକ ନିଶ୍ଚିତ ଭାବରେ ଏହାର କପିରାଇଟି ଉପରେ ଯୁଦ୍ଧ ଆରମ୍ଭ କରିଥାନ୍ତେ |
    ଦୁର୍ଭାଗ୍ୟବଶତ BJD ବିଜେଡି ସରକାରଙ୍କ ଦ୍ୱାରା କୌଣସି ଧନସମ୍ପଦ ଭୁଲ୍ ଲୁଟ୍ କିମ୍ବା ଚୋରାଚାଲାଣ କରାଯାଇ ନାହିଁ।
    ତୁମେ ସମସ୍ତେ ନ୍ୟୁଜ୍ ଚ୍ୟାନେଲ୍ କାହିଁକି ମିଛ କହୁଥିଲ? ତୁମେ ଭାବୁଛ କି ଆମେ ସମସ୍ତେ ଚୁତିଆ |

  • @am9519
    @am9519 หลายเดือนก่อน +20

    ଯଦି ସ୍ବର୍ଗତ ରବି ମିଶ୍ରେ ମିଛୁଆ.. ଯଦି ବିଭୂଧ ରଞ୍ଜନ ମିଛୁଆ..ଆପଣ ଯାହା କହୁଛନ୍ତି ସତିଆ ବୋଲି ଲୋକେ କାଇଁ ଭାବିଦେବେ??? 🤨

    • @rajendrakumarbiswal5973
      @rajendrakumarbiswal5973 หลายเดือนก่อน +1

      Thik kahicha bhai

    • @Mr.brahminn
      @Mr.brahminn หลายเดือนก่อน

      Point Bhai 👍

    • @PRAVAKARSAHU-em4nt
      @PRAVAKARSAHU-em4nt หลายเดือนก่อน

      Otv. Khuthila. Pandia. Sunanei. Jaichi. Au. Ja ha. Achhi. Otv. Au. Sarkar.bhaga.kari.neijaa😊

  • @sarongomahar
    @sarongomahar หลายเดือนก่อน

    ଜିନିଷ।ଜଣାପଡ଼ିଲା।ଧନ୍ୟବାଦ୍

  • @mrperfectlipu8637
    @mrperfectlipu8637 หลายเดือนก่อน

    Jay jay jay Jagannath 🙏🙏🙏🙏🙏😘

  • @bisudj6732
    @bisudj6732 หลายเดือนก่อน +1

    Jay Shri Ram Jay Jay Shri Ram Jay Jay Jagannath har har mahadev 🙏🙏🙏🙏🙏🙏🙏🙏🙏🙏🙏

  • @sandipanimishra1741
    @sandipanimishra1741 หลายเดือนก่อน +2

    🙏ଜୟ ଜଗନ୍ନାଥ 🙏

  • @prasantakumarswain8680
    @prasantakumarswain8680 หลายเดือนก่อน +2

    ଜୟ ଜଗନ୍ନାଥ🙏⚫️❗️⚫️🙏

  • @SADANANDADEBATA
    @SADANANDADEBATA หลายเดือนก่อน

    Apananku. Bahut. Dhanyabad. Jayjaganantha.

  • @sriniludas3622
    @sriniludas3622 หลายเดือนก่อน

    ଜୟ ଜଗନ୍ନାଥ 🙏🌹🙏ଜୟ ଜଗନ୍ନାଥ 🙏🌹🙏ଜୟ ଜଗନ୍ନାଥ 🙏🌹🙏

  • @odiatikikitchen1927
    @odiatikikitchen1927 หลายเดือนก่อน

    Se pa jagatara natha jagannath 🙏🙏...kaliaa ra lilaa bahut...se kn pain a amanisha manku tar ratna sabu daba ...se sabu gayeb karideichi..jay jagannath 🙏🔱🙏

  • @user-bk9se4fi4x
    @user-bk9se4fi4x หลายเดือนก่อน

    Jay jaganath 🙏🙏🙏🙏🙏

  • @kanhuachary8767
    @kanhuachary8767 หลายเดือนก่อน

    ପ୍ରକୃତରେ କେତେ ଥିଲା କେତେ ଲୁଣ୍ଠାନହୋଇ ଛି ତାର ହିସାବ କନ୍ ଅଛିକି

  • @mamatanayak504
    @mamatanayak504 หลายเดือนก่อน +1

    Jay Jagannath

  • @arundhatibiswal8460
    @arundhatibiswal8460 หลายเดือนก่อน

    Jay Jagannatha ❤🙏

  • @balabhadrapadhy6891
    @balabhadrapadhy6891 หลายเดือนก่อน

    ପ୍ରଫେସର୍ ଦୁର୍ଗାପ୍ରସାଦ ଦାସମହାପାତ୍ର ମହୋଦୟଙ୍କୁ ପ୍ରଣାମ। 🙏

  • @antaryamipradhan2
    @antaryamipradhan2 หลายเดือนก่อน

    Jay Jagannath 🙏🙏🙏

  • @user-zi2pn3yv1d
    @user-zi2pn3yv1d หลายเดือนก่อน +1

    Histrprical work jay jaggnatha

  • @birsinghhembram5553
    @birsinghhembram5553 หลายเดือนก่อน

    ରତ୍ନଭଣ୍ଡାର ବିଷୟ ରେ କିଛି ସତ୍ୟ ଜାଣି ଯେଉଁ ନାହିଁ । ଯେତିକ ଓଡ଼ିଆ ଚେନାଲ byte ଦେଖିଲି ସମସ୍ତେ ଭିନ୍ନ ଭିନ୍ନ କହୁଛନ୍ତି। ଲାଗୁଚି ଏମାନେ ସତ୍ୟ ଟା କେବଳ ତାଙ୍କ ମାଇପ, ଛୁଆ ପିଲାଙ୍କୁ ହିଁ କହିବେ। ମୋର ଗୋଟେ ପ୍ରଶ୍ନ ରତ୍ନଭଣ୍ଡାର କଣ ପାଇଁ ଖଲା ଗଲା??? ଯଦି ବି ଖଲା ଗଲା 4.5 ଓଡ଼ିଆ କଣ ସତ୍ୟ ଜାଣିବା ମନା???

  • @user-xx4oe7dl6r
    @user-xx4oe7dl6r หลายเดือนก่อน

    Jay Jagannath ⭕‼️⭕🙏🙏🙏🙏🙏🙏

  • @mayanprusty6838
    @mayanprusty6838 หลายเดือนก่อน

    ଏସଳା ରିପୋଟରକୁ ଭୀତରକୁ ପଠେଇଦିଅ ସିଏଦେଖିକିଆସୁ ସେସଳାକୁ ସବୁପଚାର କଣଅଛି କହ

  • @satyashreenayak3953
    @satyashreenayak3953 หลายเดือนก่อน

    Jay Jagnnath

  • @ManojKumar-qd4yc
    @ManojKumar-qd4yc หลายเดือนก่อน +2

    Jay jagannath 🙏

  • @bijayabehera9663
    @bijayabehera9663 หลายเดือนก่อน +2

    ଯେତେ ବୁଲେଇ ବଙ୍କାଇ କହିଲେବି ସତ କହିବେନି ସେମାନେ ସମସ୍ତେ ଭିତିରିଆ କଥା କୁ କହିବେନି

  • @subalapradhansubalapradhan9890
    @subalapradhansubalapradhan9890 หลายเดือนก่อน

    ମାଗ୍ୟୟ ରିପୋର୍ଟର ତେଲ ମାରେନା

  • @antaryamipradhan411
    @antaryamipradhan411 หลายเดือนก่อน

    Gous

  • @mayanprusty6838
    @mayanprusty6838 หลายเดือนก่อน

    ସବୁକହିଦିଅ ଚୋରଙ୍କୁ ସବୁନେଇଜିବେରେ ବାବା

  • @ashokkumarnayak1648
    @ashokkumarnayak1648 หลายเดือนก่อน +1

    Much jewellery not there, I think😊😊😊😊😊😊

  • @deepakkumarjena5752
    @deepakkumarjena5752 หลายเดือนก่อน

    ଓଟ ପାଟିରୁ ରକ୍ତ ବାହାରିଲାନି ତଥାପି ସେ କଣ୍ଟା ଗଛକୁ ଚୋ

  • @Shreemakes
    @Shreemakes หลายเดือนก่อน +1

    Reporter's approach is very annoying, kindly let others to speak completely.

  • @jayantibehera974
    @jayantibehera974 หลายเดือนก่อน

    Durga das mahapatra bahut dharjya ra sahita utara dauchhanti pranam agyan das mahasaya madhusudan bilkul bhala lagunj apana gudeitudei pachariba

  • @user-qn1iv3tq3e
    @user-qn1iv3tq3e หลายเดือนก่อน +2

    ତୁ ଗଲୁନି ତା ଭିତରକୁ ଆସିକି explain କରି ଥାଆନ୍ତୁ 😂😂

  • @GyanaSahu-qn3ul
    @GyanaSahu-qn3ul หลายเดือนก่อน +1

    Asabu video karantuni satru bhaya achhi

  • @subhashreebaral8987
    @subhashreebaral8987 หลายเดือนก่อน

    Jagannath pravu chamtkar kale ...kichi dekhagalani.

  • @trinathbalia2589
    @trinathbalia2589 หลายเดือนก่อน +4

    ସବୁ ମିଡ଼ିଆ ଭାଇ ରତ୍ନଭଣ୍ଡାର କୁ ଯିବେ ଲାଇଭ କରିବେ।

    • @shipunrautaray7181
      @shipunrautaray7181 หลายเดือนก่อน

      ଏ ଶଳା ଖାଲି ବିକଳ ହେଉଛି, ଭାଇନା କୁ କୋଉ କଥା ସମ୍ପୂର୍ଣ କରିବାକୁ ଦଉନି, ପଚାରି ବାର ଶୈଳୀ ନାହିଁ

    • @user-sv8eg5xm5z
      @user-sv8eg5xm5z หลายเดือนก่อน

      Ok

  • @dracogeming3800
    @dracogeming3800 หลายเดือนก่อน +2

    ମୁ ଗୋଟେ ମଦୁଆ ମାଗିହେ ପାନ ଖାଇ ଛେପ ପାଟିଭିତରେ ଦେଖି ଘୃଣା ଲାଗୁଛି

  • @user-im3dm9vd2p
    @user-im3dm9vd2p หลายเดือนก่อน +1

    Bhanga khaiki question karuchi...same question kete thara repeat karichi

  • @gyanaranjandash1207
    @gyanaranjandash1207 หลายเดือนก่อน

    Durga babu nka katha kahibara sayeli bahut bhala
    Anya panda nka apekhya

    • @9990848145
      @9990848145 หลายเดือนก่อน

      Sir ଜଣେ ଭଲ ଇତିହାସ ପ୍ରଫେସର ଏବଂ ଭଲ ସୁହୃଦ ବ୍ୟକ୍ତି.. ଜୟ ଜଗନ୍ନାଥ 🙏

  • @suchitraprusty536
    @suchitraprusty536 หลายเดือนก่อน

    🙏🏽🙏🏽

  • @subhransu927
    @subhransu927 หลายเดือนก่อน +1

    Ag.thar.kolithile.korona.hei.thila.ebe.kholile.durvikhy.haba.

  • @manaswinisahoo6357
    @manaswinisahoo6357 หลายเดือนก่อน

    ଏତେ ସୁନ୍ଦର ବର୍ଣ୍ଣନା ଏବଂ ଧୈର୍ଯ୍ୟର ସହିତ ବ୍ୟାଖ୍ୟା, ଖୁବ୍ ଭଲ ଲାଗିଲା

  • @dkumarm1
    @dkumarm1 หลายเดือนก่อน

    Media mana icha question karuchi au kahuchi eta sadhe charikoti odia nka prasna 😃

  • @rahuljainvlog1797
    @rahuljainvlog1797 หลายเดือนก่อน +1

    ମୁଁ କିଛି ଦେଖୀନି କିଛି ଜାଣି ନାହିଁ ,🙈🙉🙊

  • @sukantabarik9405
    @sukantabarik9405 หลายเดือนก่อน

    Ratna bhandara surakhita thila hele ebe surakhita rahiba ta

  • @nabakishortripathy2856
    @nabakishortripathy2856 หลายเดือนก่อน

    Nonsense reporter. Not giving a chance to that priest to speak properly

  • @Sonali28093
    @Sonali28093 หลายเดือนก่อน

    Sabhya member … spasta bhasa .. educated

  • @tapanbiswal6143
    @tapanbiswal6143 หลายเดือนก่อน +1

    Sabu mg chora

  • @krushnamishra8826
    @krushnamishra8826 หลายเดือนก่อน

    Jay jagannath sei gote katha kete pacharucha media bhai

  • @lijukandi9505
    @lijukandi9505 หลายเดือนก่อน

    Bala katha

  • @jrrkbcreation1441
    @jrrkbcreation1441 หลายเดือนก่อน

    Comedian harihar ku ratna Bhandar ra list dio , se kahu thila na pandian tamilnadu nei jai chhanti

  • @Sonali28093
    @Sonali28093 หลายเดือนก่อน

    Raja chori kariki suna anithile jaga ra chori suna kana haba

  • @debashpothal7178
    @debashpothal7178 หลายเดือนก่อน +1

    Eta ku reporter Kia kala

  • @subhrabhanu
    @subhrabhanu หลายเดือนก่อน

    Reporting level 🙏🏻😛

  • @madhusmitamaharana3825
    @madhusmitamaharana3825 หลายเดือนก่อน

    Mahaprabhunka ratna tumra ete jera kariba kan darkar

  • @user-ne6ty5xs6o
    @user-ne6ty5xs6o หลายเดือนก่อน

    ¹jagannathnka kruparu apanMane ahi. Karma karithibaru dhNyabada

  • @SureshMalla-ue8ip
    @SureshMalla-ue8ip หลายเดือนก่อน

    Jai jaganaath❤

  • @lipumantri2875
    @lipumantri2875 หลายเดือนก่อน

    Jay Jagannath Swami

  • @harisankarnaik1104
    @harisankarnaik1104 หลายเดือนก่อน +1

    Kahari katha kaha saha mech hauni🤔🤔🤔

  • @iswarsenapati4340
    @iswarsenapati4340 หลายเดือนก่อน

    Ola Giha Ropotor Bohut kotha mendha giha

  • @HAPPYPRADHAN-b2g
    @HAPPYPRADHAN-b2g หลายเดือนก่อน

    Comdey sence kab khatam hoga year odisha mein maja nahi Ara hai

  • @madhusmitamaharana3825
    @madhusmitamaharana3825 หลายเดือนก่อน

    se malik tara surakhita rakhibe tmra tenson kabhi haucha

  • @santanuroutrout4512
    @santanuroutrout4512 หลายเดือนก่อน

    Who are you to ask him about detels

  • @shreyasroutray510
    @shreyasroutray510 หลายเดือนก่อน

    Bhai jayrajguru nka samaya re Srimandira ru Radhavallabh matha jae suranga thila.... Britishers nka tharu banchiba pain jayrajguru Khurdha Raja nku sie suranga dwara jiba asiba pain upadesh dei thile au raja bi sei suranga ku byabahara karu thile.....emiti bi kuha jae ki sie suranga Khurdha Gada jae connected thila........8th class history book re mention achi padhi debe BSE odisha ra . Jay Jagannath 🙏🏻

  • @lalitkumarmishra933
    @lalitkumarmishra933 หลายเดือนก่อน

    nikrusta sambadikata... trying to act like police... should not cross his limit as a reporter...

  • @santoshsahu1052
    @santoshsahu1052 หลายเดือนก่อน +3

    Lokanatha appana manka sahi ta thile 🙏

  • @subham5226
    @subham5226 หลายเดือนก่อน

    Jaaa first. Trening nia taa pare question Kariba 😅😅

  • @sandeepmohapatra8247
    @sandeepmohapatra8247 หลายเดือนก่อน

    Mara a sambadika ku... Faltu question pachriki. irritate karuchi

  • @iswarsenapati4340
    @iswarsenapati4340 หลายเดือนก่อน

    Sea 10 thoro kohuchonti ASI tato Todonto kiribe a ola Giha Ropotor 10 phocharuchi

  • @SukantaMaharana-j2t
    @SukantaMaharana-j2t หลายเดือนก่อน

    Bhainannku Kahibaku deunahanti sambadica mahasaya

  • @anitamishra4583
    @anitamishra4583 หลายเดือนก่อน

    Jagannath nka alankara bisayare ete question karuchhanti kanhiki?

  • @user-sv8eg5xm5z
    @user-sv8eg5xm5z หลายเดือนก่อน

    Timiku. Pachara jau.
    Khali sebayata mananku. Pachara jauchi
    Midia bhitaraku. Jau. O. Live karajau ok

  • @parsuramsahoo7509
    @parsuramsahoo7509 หลายเดือนก่อน

    ବାଲ ଚାନେଲ କୁ। ବାଲ ସାମ୍ବାଦିକ ବାଲ ପ୍ରଶ୍ନ😂😂😂😂😂😂😂

  • @user-dl5mo1gi7s
    @user-dl5mo1gi7s หลายเดือนก่อน

    Kichi jaani naa.kain amiti.....heucha

  • @ajkr2112
    @ajkr2112 หลายเดือนก่อน

    Kouthi ratna bhandar acchi tara location diantu nahin karana apana jafi Ananta padmanavaswamy mandiraku jibe jouta ki world ra sabuthu richest temple seithi semane e sabu bisayare kichi bi kahibeni ta ame ama jagannath mandirara ratnabhandad location emit media re deba thik nuhane

  • @Melonwar24
    @Melonwar24 หลายเดือนก่อน

    impatient reporter... cant wait to get his answers and cuts the sentences half way through and puts another question... very bad reporting skills, probably not listening what's being answered, poor listening skills.

  • @biswambarnayak361
    @biswambarnayak361 หลายเดือนก่อน +1

    Jay Shree Jagannath 👏 🙌

  • @rashmitahota5329
    @rashmitahota5329 หลายเดือนก่อน

    Ai maagia ta khali question pachari chalichi. Se kan answer dauchanti ai sambadika ra sunibara dhajya nahin.

  • @user-pt3kh3vz2q
    @user-pt3kh3vz2q หลายเดือนก่อน

    Ganati gebe haba

  • @pranatimohanty156
    @pranatimohanty156 หลายเดือนก่อน

    Prabhunka ratna bhandara tanka chhada ,ki tanka karmachari chhada kou jagannath premi ete bhitaraku jai suniba darkar nahin......media mane besi kholiki pachari security drusti ru asubidha re samastanku na pakantu....sabu media bhaimanaku jagannathanka rana🙏

  • @subalapradhansubalapradhan9890
    @subalapradhansubalapradhan9890 หลายเดือนก่อน

    ତମେ ମା କୁ ପଚାରି କି ବୁଝ ମୋର ବାପା 1 1+1

  • @Sonali28093
    @Sonali28093 หลายเดือนก่อน

    Raja chalak 😂 first thara galeni sapa Nahin boli raja second time ku gale

  • @vilogamer7143
    @vilogamer7143 หลายเดือนก่อน

    Chora mane satic katha କହିବେ nahi

  • @itsab8906
    @itsab8906 หลายเดือนก่อน

    Stock room ku neianile mg nki gandi maribaku subidha haba mg chora sarkar bjp mg chora