Janata Darbaar: Opening of Lord Jagannath's "Ratna Bhandar"

แชร์
ฝัง
  • เผยแพร่เมื่อ 6 เม.ย. 2018
  • For latest Odisha News Follow us:
    Visit: kanaknews.com/
    TH-cam: / kanaktvonline
    Twitter: / kanak_news
    Facebook: / kanaknews
    Playlists-
    Big Debate- • Big Debate: Grounded A...
    One to One- • Casting Couch In Ollyw...
    Wah Wah Re Camera: • Video
    Loka Nakali Katha Asali: • Loka Nakali Katha Asal...
    Manoranjan Mishra Live: • Manoranjan Mishra Live...
    Olta Palta: • Video

ความคิดเห็น • 196

  • @subashmishra5616
    @subashmishra5616 ปีที่แล้ว +32

    ମହାପ୍ରଭୁ ଜଗନ୍ନାଥଙ୍କ ସେବକ ସରକାରଙ୍କ ରାଜଧର୍ମ ଉପରେ ବିରାଟ ପ୍ରଶ୍ନ ରତ୍ନ ଭଣ୍ଡାର ରହସ୍ୟ ଉଦ୍ଘାଟନ ଜଗତର ସମସ୍ତ ହିନ୍ଦୁ ତଥା ଧର୍ମ ପ୍ରେମୀ ଭକ୍ତ ଗଣଙ୍କ ଆକାଂକ୍ଷା ଅଧିକାର । ଜୟ ଜଗନ୍ନାଥ

    • @kabiprasadnayak5388
      @kabiprasadnayak5388 7 วันที่ผ่านมา

      Namaskar.Jay Jagannath
      Sebayat Mane Sahamati
      Debenahi Jachprakiyara
      Badhadeuchhati.Jachrakria chau
      S

    • @NarayanchandraDas-ur9wm
      @NarayanchandraDas-ur9wm 6 วันที่ผ่านมา

      Pppppppppppppppppppppppppppppppppppppppppppppppppppppppppppppppppppppppppppppppppppp​@@kabiprasadnayak5388

  • @gajendranathjena356
    @gajendranathjena356 หลายเดือนก่อน +11

    ଦୃବୁଦ୍ଧି ଖୋଲା ମନରେ ଭକ୍ତିଭାବରେ ଇଶ୍ଵର ଚିନ୍ତା ପୂଜା କରାଯାଏ

  • @marutimahanta6181
    @marutimahanta6181 10 วันที่ผ่านมา +1

    ଜୟ ଜଗନ୍ନାଥ 🙏🙏🙏
    ହଙ୍ଗାମା କରିବା ର କିଛି ନାହିଁ:- ରତ୍ନ ଭଣ୍ଡାରେ ସୁନା, ରୂପା , ହିରା,ମୋତି,ମାଣିକ ସବୁ ରଖିଛି କିଏ । ରାଜା ଅମଳରେ ରାଜା ଯୋଦ୍ଧା ଥିଲେ ଅନ୍ୟ ରାଜ୍ୟ ର ରାଜାଙ୍କୁ ପରାସ୍ତ କରି ରାଜା ମୁକୁଟ ହଉ ଗହଣା ହଉ ଆଣିକି ରଖିଛନ୍ତି। ସେଇଟା କାହା ବୋପାର ସମ୍ପାନ୍ତି ନାହିଁ।କି କେହି କେହି କେହି କହି ପାରିବେନି। ଶହେ ଶହେ ବର୍ଷ ପୂର୍ବରୁ ଯେତିକି ସୁନା ଗହଣା ଥିଲା ଆମେ ଜାଣିନୁ ୧୯୦୫ ଯାଞ୍ଚ ହେଇଛି ତାପରେ ୧୯୮୪ ରେ ଯାଞ୍ଚ କରାଯାଇଛି।
    ୧୯୦୫ରୁ୧୯୮୪ ଭିତରେ ୭୯ବର୍ଷ ଭିତରେ ରତ୍ନଭଣ୍ଡାରରେ ରତ୍ନ ବଢ଼ିଛି ନା କମିଛି। କିଛି ବଢ଼ିନି କି କିଛି କମିନି କାହିଁକି। କମିବନି ତ କେବେ, ବଢ଼ିଥିବ ୭୯ ବର୍ଷରେ କେତେ ଗହଣା ବଢ଼ିଥିଲକି। ଯଦି ବଢିନି କାହିଁକି ବଢିନୀ। ଏକୁଟିଆ ରାଜାଙ୍କର ଥିଲେକି ଜଗନ୍ନାଥ ତୁମର କେହି ନୁହଁ। ରାଜା ଏକୁଟିଆ ଏତେ ଗହଣା ରଖିଦେଇଛନ୍ତି । ତୁମେ କଂଗ୍ରେସ,ବିଜେପି,ବିଜେଡି ତିନି ଥାଇକି କଣ ବାଛୁଛ ନା ଅଳୁରୁ ଚୋପା ଛଡଉଛ। ତୁମେ ବାହାର ରାଜ୍ୟରୁ କେତେ କେତେ ଆଣିକି ଜଗନ୍ନାଥଙ୍କ ନାମରେ ରତ୍ନ ଭଣ୍ଡାରରେ ରଖିଛ ତାର ଆଗ ତାଲିକା ତିଆରି କର । ସାଧାରଣ ଲୋକ କଣ ଜଗନ୍ନାଥଙ୍କ ନାମରେ ଦାନ କରୁନାହାନ୍ତି ସେ ସବୁ ଯାଉଛି କୁଆଡେ ଏଇ ପଣ୍ଡା ଆତ୍ମ ସାଥ କରୁଛନ୍ତି । କୋଉ ପଣ୍ଡା କେତ ଦାନ କରିଛନ୍ତି । ପଣ୍ଡା ମାନେ ତ ବଡ଼ ଭିକାରୀ ସେମାନେ କରିବେ ଦାନ । ତୁମକୁ ତ ମଗହିଆ ନିଅଣ୍ଟ । ଖାଇ ଖାଇକି ବଳିଲେ ବାହାର ରାଜ୍ୟକୁ ଖୁଏଇବ ଏଡେ ଗିହାଳିଆ ଭକ୍ତ ତୁମେ।

  • @dearzindegi6663
    @dearzindegi6663 6 ปีที่แล้ว +12

    ଜଗନ୍ନାଥ ମନ୍ଦିରର ପଣ୍ଡା ଆଉ ସେବାୟତ ମାନେ ସବୁଠୁ ବଡ ଟାଉଟର ଆଉ ତାଙ୍କ ବ୍ୟବହାର ବିଷୟରେ ନ କହିବା ଭଲ ।5 ବର୍ଷ ତଳେ ମୁ ଜୀବନରେ ପ୍ରଥମ ଥର ପାଇଁ ପୁରୀ ଯାଇଥିଲି ।ସେଇ ଦିନୁ ଆଉ ଯାଇନି କି ଯିବା ପାଇଁ ବି ଆଗ୍ରହ ନାଇଁ ।ଜଗନ୍ନାଥ ମହାପ୍ରଭୁ ମୋ ହୃଦୟରେ ଅଛନ୍ତି ମନ୍ଦିର ଯିବା ଆବଶ୍ୟକ ନାଇଁ,,,,,,ଜୟ ଜଗନ୍ନାଥ

    • @mr_gochhikarvlogs1178
      @mr_gochhikarvlogs1178 6 ปีที่แล้ว

      bhuban mahanta bhai Tama hatara 5ta anguli same nuhe....
      Semti Sabu Sebayat V Same Nuhe....!!!

    • @purushottamkishan231
      @purushottamkishan231 ปีที่แล้ว

      Ratna Bhandar Bhitare Ratna?? No Not
      Key.. Chabi..original.. No Not.......
      What you will do

  • @prakashbarik5913
    @prakashbarik5913 6 ปีที่แล้ว +6

    ମନୋରଞ୍ଜନ ସାର
    ମୁଁ ଅନୁରୋଧ କରିଛୁ ସେବାୟତମାନେ ବହୁତ ଅନ୍ୟୟ କରୁଛନ୍ତି

  • @NabikushMahakul-es2lk
    @NabikushMahakul-es2lk หลายเดือนก่อน +2

    Very.good.prozal.dhonyobat.

  • @akhayaroul9751
    @akhayaroul9751 2 ปีที่แล้ว +3

    Jay Jagannath🙏

  • @user-mb8gp2sd5i
    @user-mb8gp2sd5i หลายเดือนก่อน +1

    Kalijuga sesa samaya taume dibetere hohala kale labanahi ratanbandara kholajao satyajuga aasila jayashreerama

  • @sarojinigiri6810
    @sarojinigiri6810 13 วันที่ผ่านมา

    Good morning sir

  • @simanchalbeherauu754
    @simanchalbeherauu754 หลายเดือนก่อน +1

    adhrm hele dhar glañi hele ee shbu srusti hue

  • @user-rw8sh1th1r
    @user-rw8sh1th1r 20 วันที่ผ่านมา

    Jay Jagannath swami
    Jay Jagannath swami

  • @tarulatamohanta5868
    @tarulatamohanta5868 15 วันที่ผ่านมา

    Jai Jagannath

  • @RajaSahu-zm3mk
    @RajaSahu-zm3mk ปีที่แล้ว +1

    Ratna Bhandara Re Jaha Thila Taha Aaw Nathiba Sethi Pani Chabi Hajibara Bahana Chalichhi

  • @damodarsahu5214
    @damodarsahu5214 6 ปีที่แล้ว +4

    manoranjan babu thik kahichhanti tanka katha re odisha bashi akamata heba katha.

  • @soukisinghpujaripujari9352
    @soukisinghpujaripujari9352 หลายเดือนก่อน +3

    ଜୟ ଜଗନ୍ନାଥ

  • @skjena6995
    @skjena6995 6 ปีที่แล้ว +4

    Panda ek no chora,prabhu jagarnath nku use karuchanti

  • @sasikantakhandual8667
    @sasikantakhandual8667 ปีที่แล้ว +1

    Jaganath Knu Hata Jodi pranam Kara pruthibi sara loka jaganath. Chahile. Ratna. Bhandra. Kholi giiba

  • @laxmanpradhan418
    @laxmanpradhan418 3 ปีที่แล้ว +2

    Ratna Bhandar turanta Khuliki Hisab Kariba Darakar Panda Mane Bkrikari khaithibaru Ratna Bhandar Khulibaku Mona Kara jauchi. Jaldi Hisab Karajau Jie Pratibaddh Karibe Tanku Arest Karajau.

  • @user-hv3tn9tm1t
    @user-hv3tn9tm1t ปีที่แล้ว +4

    ବ୍ରାହ୍ମଣ ମାନଙ୍କୁ ବାହାର କରି ଶବର ଜାତିର ଲୋକଙ୍କୁ ଥଇଥାନ କରନ୍ତୁ

  • @debendrakhuntia8919
    @debendrakhuntia8919 2 ปีที่แล้ว +2

    Sabu milimisi khai chanti sethi pai chek karunahati

  • @sriprasannakumar9614
    @sriprasannakumar9614 6 ปีที่แล้ว +1

    Amiti kichi Rahasya achi jaha Rahasya gharare rahilehi mangala

  • @dhabaleswarbehera6476
    @dhabaleswarbehera6476 4 ปีที่แล้ว +6

    ଏ ସଳେ ସେବୟତେ ମାନଙ୍କୁ ବଡେଇବାଦରକର

  • @NabikushMahakul-es2lk
    @NabikushMahakul-es2lk หลายเดือนก่อน +1

    Veryvoodvasondhonyobad.

  • @sureshharpal984
    @sureshharpal984 ปีที่แล้ว +5

    ବ୍ରାହ୍ମଣ ମାନେ ସବୁ ଅଳଙ୍କାର ନେଇଛନ୍ତି ସେଥିପାଇଁ ମନା କରୁଛନ୍ତି କି?
    ମହାପ୍ରଭୁ ପରା ସବୁ ଦେଖୁଛନ୍ତି ଡର କାହିଁକି?

  • @ashokkumarsahoo7041
    @ashokkumarsahoo7041 หลายเดือนก่อน +2

    ପ୍ରିୟବ୍ରତ ପଟ୍ଟନାୟକ ଗାଲୁଆମୀ କରୁଛନ୍ତି. ଏ ଲୋକଟି perfect ବୋଲି ଲାଗୁନି.

  • @dhabaleswarbehera6476
    @dhabaleswarbehera6476 4 ปีที่แล้ว +4

    1 ଟଙ୍କା ମେହନତ କରିକି ଦେଖ ସଳେ ଜାଣିବ କେତେ କଷ୍ଟ ସଳେ ଘରେ ରୁଷେଇ କରି ଆଣୁଛ କହୁଛ ଏଇଟା ଖରାରେ ସୁଖେଉଛ କହୁଛ ଏଇଟା ନୃମାଲ୍ୟ ତମକୁ ଲାଜ ଲାଗୁନି

    • @icandoeverything2371
      @icandoeverything2371 2 ปีที่แล้ว

      ମଜୁରିଆ, ରିକ୍ ସା ବାଲା, ଚାଷୀ ଠାରୁ ବେଶୀ କିଏ କଷ୍ଟ କରୁଛି, ସେ ସେବାୟତ କୁ ପଚରା ଯାଉ। ଯଦି ତାଙ୍କ କଷ୍ଟ ଅଧିକ ତା ହେଲେ ଯାଇକି ଚାଷ କରନ୍ତୁ।

  • @gajendranathjena356
    @gajendranathjena356 9 วันที่ผ่านมา

    ରତ୍ନଭଣ୍ଡାର ଖୋଲା ହେଉ କିମ୍ବା ଜଗନ୍ନାଥଙ୍କ ବଡ ବଡ କାର୍ଯ୍ୟସଂମ୍ପାଦନ ପୂର୍ବରୁ ଜଗତ ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମତ ଓ ପଚାରି ପରାମର୍ଶ ଏବଂ ଜଣାଇବା ସହ ମହାରାଜା ଗଜପତି ମହାରାଜାଙ୍କୁ ମଧ୍ୟ ଜଣାଇବା ଦରକାର ସବୁ ସୃଙ୍ଖଳା ହେବ ପୁରି ମନ୍ଦିରରେ

  • @judhistiraodora2260
    @judhistiraodora2260 หลายเดือนก่อน +1

    Sebayatas have already snached the valuables from ratnabhandar.

  • @agastipradhan5050
    @agastipradhan5050 3 ปีที่แล้ว +2

    ତମର କିଛି କାମ ନାହିଁ ଏଠି ଧନ୍ଦା ଚଲେଇଛ

  • @niranjanpatra84
    @niranjanpatra84 3 ปีที่แล้ว +3

    Puri Panda kichhi tautor achhanti. Eha satya...hele samasta kharap nuhanti..

  • @trueindianankit5773
    @trueindianankit5773 3 ปีที่แล้ว +12

    "ସିଂହଦ୍ବାର ଭିତରକୁ ଗଲେ ମନ ଭିତରେ କଣ ପରିବର୍ତ୍ତନ ହୁଏ ତାହା କୋଉ ସାଇନ୍ସ ବି ଡିସ୍କଭର୍ କରିପାରିନି।"
    Great line 🙏🏽🙏🏽🙏🏽

  • @adumallick2027
    @adumallick2027 2 ปีที่แล้ว +3

    ଧାର୍ମିକ ହୁଅ ନ୍ତୁ ଲୋକଙ୍କୁ ଠକ ନ୍ତୁ ନାହିଁ ପ୍ରେତ୍ୟକ ଧର୍ମ ର ଧାର୍ମିକ ମାନଂକୁ ମୋର ଅନୁରୋଧ

  • @srikantarana3622
    @srikantarana3622 ปีที่แล้ว +1

    Maa bata mangala agyna maala dele ratna bhandara kho liba

  • @user-le8lv5wf1j
    @user-le8lv5wf1j 3 วันที่ผ่านมา

    🧘🏿🪷❤️‍🔥🛕🖤🙏🏿🙏🏿🙏🏿🙏🏿

  • @user-mb8gp2sd5i
    @user-mb8gp2sd5i 5 หลายเดือนก่อน +1

    Chabihajichi,ratannahi

  • @ManojkumarManoj-kj7cs
    @ManojkumarManoj-kj7cs 7 วันที่ผ่านมา

    Badnami vandami.kiya.karuchnti srikhandi sebayatasir

  • @soukisinghpujaripujari9352
    @soukisinghpujaripujari9352 หลายเดือนก่อน +1

    ପଟ୍ଟନାୟକ ପୁରା ଗାଲୁଆମି,

  • @nirmalashaoo2284
    @nirmalashaoo2284 2 ปีที่แล้ว +1

    Right

  • @badboyshiba5853
    @badboyshiba5853 3 ปีที่แล้ว +1

    Dron camra dakha Kan achi ki nahi ki Cora dala khai dai chati

  • @user-mb8gp2sd5i
    @user-mb8gp2sd5i หลายเดือนก่อน +1

    Mukhya mantrie mohana sarakara ratana bandara kholajae sarbajanina karajao

  • @niranjanpatra84
    @niranjanpatra84 3 ปีที่แล้ว +2

    Maximum Sebayata mane bahuta bada chora. Sale ratna bhandara ru sabu khaijaichhanti. Check kale dhara padiba....

  • @minaketanhikaka2242
    @minaketanhikaka2242 3 ปีที่แล้ว +4

    ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବେଳେ ଜଗନ୍ନାଥ ମହାପ୍ରଭୁ ଙ୍କ ପରମ ଭକ୍ତ ଗଜପତି ମହାରାଜା ଜିଏ ରଥ ଯାତ୍ରା ବେଳେ ଛେରାପହଁରା କରନ୍ତି ତାଙ୍କୁ ସାମିଲ କରି ରତ୍ନ ଭଣ୍ଡାର ଖୋଲନ୍ତୁ । ଜଦି ବିଭିନ୍ନ ବାହାନା କହି ରୋଖଜାଉଛି ତେବେ ସବୁ ଅଳଙ୍କାର ସମ୍ପତ୍ତି ଚୋରି ହୋଇଥିବା ସନ୍ଦେହ ଜାତ ହେବା , କାରଣ ଜଗନ୍ନାଥ ସଂସ୍କୃତ ଧର୍ମ ଭାବନା ବିଶ୍ୱାସ କୁ ରାଜ୍ୟ ତଥା ଦେଶ ବିଦେଶ ଭକ୍ତ ଙ୍କ ନିକଟ ରେ ବିଶ୍ୱାସ ଘାତକ ନ ହେଉ ।

  • @12tanmayray12
    @12tanmayray12 3 ปีที่แล้ว +2

    ଏ କନକ ଟିଭି ବାଲାଙ୍କୁ ଠିକ ସେ ପ୍ରଶ୍ନ ପଚାରି ବି ଆସୁନି, କିଛି ଜାଣିନି କିଛି ନାହିଁ, ଆଗ ପ୍ରସ୍ତୁତି ହେଇକି ଆସ ତାପରେ ପଚାରିବ

  • @Utkal.Fabricators
    @Utkal.Fabricators 4 ปีที่แล้ว +1

    As a public point of view ..ratanbhadar check out by commity member.. ..as per hightcourt dicisson....

  • @dhabaleswarbehera6476
    @dhabaleswarbehera6476 4 ปีที่แล้ว +4

    ଏ ସଳେ ମଦିରରୁ ଖାଇବାର ଜାଣିଛନ୍ତି

  • @purushottamkishan231
    @purushottamkishan231 ปีที่แล้ว +1

    KANAK..T.V.. Bhuan.. Bulanchi.... Real.. Question Kara jou

  • @prasantkumarsahoo1054
    @prasantkumarsahoo1054 2 ปีที่แล้ว +1

    100/ sure ,neta,officer nka hatarey chabi rahichi maneye lut nichaya

  • @rajuraaz2239
    @rajuraaz2239 6 ปีที่แล้ว +3

    Rite sir no open ratna bandar

  • @radhamanisahoo2632
    @radhamanisahoo2632 3 ปีที่แล้ว +4

    ସ୍ଵର୍ଣ ମନ୍ଦିର ପରି force ଲଗେଇ ରତ୍ନ ମନ୍ଦିର ଖୋଲା ଯାଉ..

    • @akshayakumarbiswal7822
      @akshayakumarbiswal7822 11 วันที่ผ่านมา

      ରତନ ମନ୍ଦିର କୁ ଏମାନେ କିଛି ଦେଇନାହାନ୍ତି ଯାହା ଅଛି ସେ ସବୁ ଗଜପତି ମହାରାଜା କର ସେଅନୁଭଲେ ଖୋଲିପାରିବେ

  • @SantoshKumar-gi7zd
    @SantoshKumar-gi7zd 3 ปีที่แล้ว +1

    Ratanbhandara kan tama bapara

  • @BijaydasDasbijay
    @BijaydasDasbijay 23 วันที่ผ่านมา

    ଏ ସବୁ ବେକାରିଅ କଥା. ସେହି ପୁରୀ ର ପଣ୍ଡା ମାନେ, ସେବାୟତ ମାନେ,ଲୋକ ମାନଙ୍କୁ ଭୁଆଁ ବୁଲୁଛନ୍ତି, କେତେବେଳେ ବ୍ରହ୍ମ କଥା କହି କି, କେତେବେଳେ ରତ୍ନଭଣ୍ଡାର ସର୍ପ କଥା କହି କି ଆମ୍ଭ ମାନଙ୍କୁ ବୋକା ବନାଉଛନ୍ତି, କାରଣ
    ଆମ୍ଭେମାନେ ଧର୍ମ ଭୀରୁ, କାଳେ ଠାକୁର ରାଗିବେ ଆମର ଅମଙ୍ଗଳ ହେବ.ଆଜ୍ଞା ପୁରୀରେ ଠାକୁର ଆଛନ୍ତି ପୁରୀରେ କଣ ଅତ୍ୟାଚାର ଅନାୟ୍ୟ ଅନୀତି ହଉ ନାହିଁ ଜଗନାଥ set25:07

  • @pitambarpatra2214
    @pitambarpatra2214 13 วันที่ผ่านมา

    😊😊😊😊

  • @prasantkumarsahoo1054
    @prasantkumarsahoo1054 2 ปีที่แล้ว +2

    Jaganath mahaprabhu eymananku suniki Russia jibaku baharileni ,mandir rey prabhu nathanti Khali bhaba change huye jadi mahaprabhu karu thiba khauthiba,niti na manati mandir jiba uchit nuha

  • @user-lz2cf6mx6z
    @user-lz2cf6mx6z 10 วันที่ผ่านมา

    ସରକାରି ଚାକିରିଆ ଲକ୍ଷ ଲକ୍ଷଟଙ୍କା ବେତନ ପାଉଥିବା ବେଳେ ଲାଞ୍ଚ ନେଉଛନ୍ତି ତ ଆମେମାନେ କାହିଁକି ଲାଂଛନନେବୁବୋଲି ସେବାୟତ କହୁଥିବା ଏକ ପାଗଳାଗିମିରାପ୍ରଳାପ, ସେବାୟତ ଯେହେତୁ ନିଜତୁଣ୍ଡରେ ସ୍ୱୀକାର କରୁଛନ୍ତି ମୂଁ ଲାଞ୍ଚ ନେଉଛି ତୁରନ୍ତ ତାଙ୍କୁ ସେବାୟତ ପଦବୀରୁ ବହିସ୍କୃତ କରା ଯାଉ

  • @NabikushMahakul-es2lk
    @NabikushMahakul-es2lk หลายเดือนก่อน +1

    Rotnovondarpai.somajore.osantikahiki?rotnovondaroku.volovabe.jai.chek.korajau.

  • @udaynathmohanta7963
    @udaynathmohanta7963 2 ปีที่แล้ว +1

    Taku bada patia panda mane banti neichhanti ki?

  • @prabhashaman169
    @prabhashaman169 4 ปีที่แล้ว +4

    Good person

  • @shantilatadash6878
    @shantilatadash6878 22 วันที่ผ่านมา

    Ratna bhandar khola jau, surakhita kara jau ,list kari rakha jau , Jagannath darsan srunkhalita ra line kari bhitaraku chhada jau, darkar padile kichhi kichhi jananku line re count re chhada jau

  • @babulalmarandi1243
    @babulalmarandi1243 4 ปีที่แล้ว +1

    Nadia badei ki 5 tanka nuha 500 niyanti.

  • @dkphotography9892
    @dkphotography9892 3 ปีที่แล้ว +1

    Puri panda mane gold re gold man heaigalani au kholile kn miliba

  • @sriprasannakumar9614
    @sriprasannakumar9614 6 ปีที่แล้ว +1

    Ame padhuthipa Nutannka niti bi kichi jagare bhul pramanita haechi

  • @sriprasannakumar9614
    @sriprasannakumar9614 6 ปีที่แล้ว +1

    Ji argument karuchi Taku hi thare chada, Tara bhaya achina nahi Jana padiba

  • @nirmalashaoo2284
    @nirmalashaoo2284 2 ปีที่แล้ว +1

    Debataku nei jukti bisrunkhalara madhyare.niti niyamra jukti grajananiya anya pranthaexp thakuranka dainika chalani tarka ajukti matra

  • @subratcse
    @subratcse 6 ปีที่แล้ว +3

    Priyadarshini Babu gote toutor

  • @satyabratameher6323
    @satyabratameher6323 3 ปีที่แล้ว +1

    Sebayat mankar bht garba

  • @prasantkumarsahoo1054
    @prasantkumarsahoo1054 2 ปีที่แล้ว +1

    Papa chadaibaku bramhana nku lancha dianti,neta ,officer kahiki lancha nauchanti catutha stamba ta anikali bina lancha rey kichi hauni

  • @seshadevpradhan6505
    @seshadevpradhan6505 2 ปีที่แล้ว +1

    Ratna bhandaar khola heba Uchiti tankara Punr Udhar kariba Uchiti tankar sampati Hishap Likhita rahiba Uchiti tankar sampati .re. . Prashasan ra adhikara dekhib nebanahin

  • @oxgenmane4834
    @oxgenmane4834 2 ปีที่แล้ว +2

    TAMARA HACANA,i

  • @gopalkrishnapattnaik5313
    @gopalkrishnapattnaik5313 2 ปีที่แล้ว +1

    WHERE IS ORIGINAL KEYS OF LORD JAGANATHA RATNABHANDAR? WITHOUT KEYS HOW THE TEAM ENTERED RATNA BHANDAR ? DID THE TEAM INTENTIONALLY RETURNED ?High court order is there & key could have been broken. Inventory could have been done. WHY THE TEAM RETURNED WITHOUT VERIFICATION OF 4 ROOMS? HOW THE DUPLICATE KEYS ARE AVAILABLE IN COLLECTOR 'S OFFICE? ALL DOUBTS MUST BE CLEARED EARLY.

  • @prasantkumarsahoo1054
    @prasantkumarsahoo1054 2 ปีที่แล้ว +2

    Ey ba bjd chanel bhul ku thick pramana kaleye kanak news sarkar nka Tharu bhala certificate paiba

  • @Utkal.Fabricators
    @Utkal.Fabricators 4 ปีที่แล้ว +1

    Ratna vhandar jhaa achi deshabasi janiba nihati janiba darkar..

  • @Blackshadowarmy999
    @Blackshadowarmy999 หลายเดือนก่อน

    Dekhanru agnya jadi kehi manda udyesh rakhi jante tahar khyati heba yethi janch karajiba ratna achi na neyi jayichanti janch Kariba loka ku birodha artha samastanka sandeha ku jagrat kariba

  • @NabikushMahakul-es2lk
    @NabikushMahakul-es2lk หลายเดือนก่อน +1

    Sare.sonsharoro.odhikAroochi.

  • @shantilatadash6878
    @shantilatadash6878 22 วันที่ผ่านมา

    Sabu din mahaprabhunkar samasta dana ku hisab re rakha jau

  • @akshayakumarrath4296
    @akshayakumarrath4296 3 ปีที่แล้ว +1

    ଏ ଟପିକ୍ ଉପରେ କନକ ନ୍ୟୁଜ୍ ଡିବେଟ୍ ହିଁ କରିବା କଥା ନୁହେଁ । ପୃଥିବୀରେ କୈ।ଣସି ଐତିହାସିକ ସ୍ଥାନରେ ଟ୍ରେଜେରୀ ଇସ୍ୟୁ ଉପରେ ଏମିତି ଡିଵେଟ୍ ହୁଏ ନାହିଁ ଏହା ଦ୍ଵାରା ବାହାରେ ଆମର ଇମେଜ୍ ଖରାପ ହେଉଛି ।

  • @banshidharpatra5160
    @banshidharpatra5160 หลายเดือนก่อน

    ମନ୍ଦିର ତରଫରୁ ପ୍ରତିନିଧିତ୍ଵ କରୁଥିବା ଲୋକଟି ଭୟଙ୍କର ମାରାତ୍ମକ

  • @BijaydasDasbijay
    @BijaydasDasbijay 23 วันที่ผ่านมา

    ଆଜ୍ଞା ଜଗନ୍ନାଥ ଦାସିଆ ବାଉରୀ ର ନୁହେଁ ସେ କେବଳ ଯେଉଁ ବ୍ୟକ୍ତି 10
    ବର୍ଷ ହେଲା ଜଗନ୍ନାଥ ମନ୍ଦିର କୁ ଯାଇ
    ଜଗନ୍ନାଥ ଙ୍କୁ ଦର୍ଶନ କରୁଛନ୍ତି ସେହି ବ୍ୟକ୍ତି ହିଁ ଦାସିଆ ବାଉରୀ ଠାରୁ ସବୁଠୁ ବଡ଼ ଭକ୍ତ. ଆଜ୍ଞା ଯିଏ ପ୍ରକୃତ ଭକ୍ତ ସେ ମନ୍ଦିର କୁ କିମ୍ବା ଠାକୁର ଙ୍କ
    ପାଖକୁ ଯିବା ଦରକାର ନାହିଁ ଠାକୁର
    ତାଙ୍କ ପାଖକୁ ଆସନ୍ତି. ଆଉ ଆମେ
    ଯେଉଁ ମନ୍ଦିର ଯାଉଛେ ପାପି ହିସାବରେ ନା ଭକ୍ତ ହିସାବରେ. ଆମେ ସମସ୍ତେ ପାପି. ପାପ କରୁଛେ ଠାକୁର ଙ୍କ ପାଖକୁ ଯାଇ ଗୁହାରି କରୁଛେ ଆମକୁ ରକ୍ଷା କର. ଆମେ ଧାର୍ମିକ
    ବଡ଼ ଭକ୍ତ.

  • @debendrakhuntia8919
    @debendrakhuntia8919 2 ปีที่แล้ว +2

    Right answer this women

  • @Blackshadowarmy999
    @Blackshadowarmy999 หลายเดือนก่อน

    Ratna vandar janch na kale bhakta Mane rajrasta ku olheyibe sebayat nkar kichi swarth pain semane birodha karuchanti apanamane janch karantu plese

  • @user-ds2yc8bb6s
    @user-ds2yc8bb6s หลายเดือนก่อน +1

    Se pchilabala ku sethu bahar karantu

  • @NabikushMahakul-es2lk
    @NabikushMahakul-es2lk หลายเดือนก่อน +1

    Rotnovondar.janch.pai.mmohandibyodorshi.orsotyoprio.manoku.janchpai.jogadkorontu.

  • @lalitdash9556
    @lalitdash9556 2 ปีที่แล้ว +1

    Bhai khola karidaleni seba..

  • @Blackshadowarmy999
    @Blackshadowarmy999 หลายเดือนก่อน

    Prasasan ku anurodh vandar ghar janch karajau ratna achi na chori heyijayichi jahaku kholiba pain birodha heuchi

  • @dkphotography9892
    @dkphotography9892 3 ปีที่แล้ว +2

    Sabu chora ratna bhandar re au kichi nahi sabu safa karidaichanti

  • @RadhaPanda-em1yu
    @RadhaPanda-em1yu หลายเดือนก่อน

    ବଡ଼ ବଡ଼ ରେସ୍ଟୁ ରେଣ୍ଟ ପଣ୍ଡା ମାନଙ୍କ ପାଖରେ ସବୁ ଜାଗରନାଥ ଙ୍କ ଭଣ୍ଡାର ପଇସା

  • @sriprasannakumar9614
    @sriprasannakumar9614 6 ปีที่แล้ว +1

    Amiti Kahi maeka Lal nahi

  • @prasantkumarsahoo1054
    @prasantkumarsahoo1054 2 ปีที่แล้ว +1

    Chabi gala kuadeye chora nka hatarey kahiki rahiba kn Raja nahanti ki ey officer neta chora nka hatarey kahiki rahiba

  • @hrushikeshpanigrahi3593
    @hrushikeshpanigrahi3593 ปีที่แล้ว +1

    42:04 42:24 42:25

  • @dhabaleswarbehera6476
    @dhabaleswarbehera6476 4 ปีที่แล้ว +5

    ଆବେ ସଳେ ତମେ ଏମିତି କେତେ ଟଙ୍କା ପାଉଛ ଯେ ବେକରେ ମୋଟା ମୋଟା ଚେନ ପକାଉଛ

  • @hrushikeshpanigrahi3593
    @hrushikeshpanigrahi3593 ปีที่แล้ว +1

    42:50

  • @khanukhatua6919
    @khanukhatua6919 ปีที่แล้ว +1

    Sebaetamanepakhareachantiboliknaseekabhalapantisemaneswarthapau

  • @majhimatka7211
    @majhimatka7211 4 ปีที่แล้ว +1

    Ratna Bhandar jaanch nahin hona chahie

  • @akshayakumarrath4296
    @akshayakumarrath4296 3 ปีที่แล้ว +1

    ଓକିଲ ସହିତ ପାରିବ କି ରେ ତମେ ।

  • @biswajitmahakud1360
    @biswajitmahakud1360 2 ปีที่แล้ว +1

    ଜଗନ୍ନାଥ ଙ୍କଇଛାବିନା ଗଛର ପତ୍ରହଲେନାହୀନ୍ ଇଛାମଯ୍ୟ୍ ଙ୍କ‌ଇଛାରେସବୁସମ୍ଭବ. ଜଏଜଗନାଥ🙏🙏🙏🙏🙏🙏🙏

  • @odishaexam815
    @odishaexam815 9 หลายเดือนก่อน +1

    Nonsense news channel.. You can't debate on Lord Jagannath

  • @susamamajhi7529
    @susamamajhi7529 3 ปีที่แล้ว +1

    Anot

  • @himanshupatipintupati779
    @himanshupatipintupati779 4 ปีที่แล้ว +1

    gajapati rahiba darker bhandara pakhare

  • @sanupujari4273
    @sanupujari4273 ปีที่แล้ว +1

    Yellow shart man is making always distrabing other

  • @subratcse
    @subratcse 6 ปีที่แล้ว +10

    Yellow guy is full toutor...

  • @debendrakhuntia8919
    @debendrakhuntia8919 2 ปีที่แล้ว +1

    Tripathy micha kahuchanti