BJD Leader Pranab Prakash Das's reaction after meeting with Outgoing CM Naveen Patnaik || KalingaTV

แชร์
ฝัง
  • เผยแพร่เมื่อ 22 ส.ค. 2024
  • Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
    Visit Our Website: kalingatv.com/
    Android App: play.google.co...
    iOS App: apple.co/2M2KhQA
    Watch Live: kalingatv.com/live
    TH-cam: / kalingatv24x7
    Facebook: / kalingamedia
    Twitter: / kalingatv24x7
    Instagram: / kalingatv24x7
    #kalingatv #kalingatvlive #kalinganews

ความคิดเห็น • 737

  • @YubraajMishra
    @YubraajMishra 2 หลายเดือนก่อน +78

    ଓଡ଼ିଶାବାସୀ ନବୀନ ପଟ୍ଟନାୟକ ଙ୍କୁ ସର୍ବଦା ହୃଦୟ ରେ ସ୍ଥାନ ଦେଇଆସିଛନ୍ତି।

    • @pabitranath5075
      @pabitranath5075 2 หลายเดือนก่อน +2

      Hele kn haba sasana thik kalani mana ichha j jmt paela kala sasan

    • @drdmediasibatala4061
      @drdmediasibatala4061 2 หลายเดือนก่อน +1

      Kebe ନୁହେଁ

    • @rakeshsahooofficial2402
      @rakeshsahooofficial2402 2 หลายเดือนก่อน

      😂

    • @purnapadhan3304
      @purnapadhan3304 2 หลายเดือนก่อน +1

      Kantabhanji ra janata nku pachara.democracy re samastankara adhikar achhi Mata byakta karibara.

    • @user-qq6ve3ww8x
      @user-qq6ve3ww8x 2 หลายเดือนก่อน

      Hnnn bhai True

  • @chintamanimoharana2678
    @chintamanimoharana2678 2 หลายเดือนก่อน +191

    BJD ହିଁ BJD କୁ ହରାଇଛି

  • @rabindramohanty3052
    @rabindramohanty3052 2 หลายเดือนก่อน +4

    ଲୋକଙ୍କର ବିଜେଡି ଦଳ ଏବଂ ନବୀନବାବୁଙ୍କ ଉପରେ ପୂର୍ଣ୍ଣ ଭରଷା ରହିଛି.

  • @SKM12352
    @SKM12352 2 หลายเดือนก่อน +173

    Tume Tent bandhiba aau Traffic control kariba😂😂😂

    • @apun2578
      @apun2578 2 หลายเดือนก่อน +8

      Aau stage ru kahaku tana atara kariba Bobby 😢 Mate bhari dukha laguchi

    • @asutoshjayasingh6949
      @asutoshjayasingh6949 2 หลายเดือนก่อน +4

      ସାମନାରେ କହୁନୁ
      ଖାଇବୁ ପୂରା ଗରମ ଗରମ

    • @AYgiri
      @AYgiri 2 หลายเดือนก่อน +2

      100% right bro

    • @asitpadhi3397
      @asitpadhi3397 2 หลายเดือนก่อน

      Ruha kemete haran karebe Modi dekhe ba

    • @gangotryvlogs96
      @gangotryvlogs96 2 หลายเดือนก่อน +1

      Ma ku authary thia kary....

  • @deepakacharya3892
    @deepakacharya3892 2 หลายเดือนก่อน +119

    MC ବବି ଦାସ କୁ BLACK ROSE CASE ଏବଂ କୋଟି କୋଟି ଟଙ୍କା ହଡ଼ପ MATTER ରେ ତୁରନ୍ତ ED,CBI ଲଗାଇ ଜେଲ୍ ପଠାଇବା ଜରୁରୀ। କାରଣ ସବୁ ପଇସା ରାଜ୍ୟବାସୀ ଙ୍କ ର।

    • @user-ri1qt1jb2g
      @user-ri1qt1jb2g 2 หลายเดือนก่อน +2

      Tu kn mukhyamantri ki

    • @i1msrm
      @i1msrm 2 หลายเดือนก่อน

      Chupbe it cell kukura

    • @p.mohitnayak1945
      @p.mohitnayak1945 2 หลายเดือนก่อน

      A kebe jhar pada jib

    • @odiacomedyentertainment4285
      @odiacomedyentertainment4285 2 หลายเดือนก่อน

      Black rose kahara tora na to bapa ra? 😂

    • @amitdas2480
      @amitdas2480 2 หลายเดือนก่อน +2

      ସମୟ ଯାହା କରିବ ଆଉ କେହି କିଛି କହିପାରିବେନି

  • @YubraajMishra
    @YubraajMishra 2 หลายเดือนก่อน +49

    ବିଜେପି ଦଳ କେବେବି ଓଡିଶା ର ଅଭାବ ଟାକୁ ପୂରଣ କରିପାରିବେ ନାହିଁ। କାରଣ ଆମେ ଜାଣିଚୁ କେତିକି କିଏ କାମ କରିବ।

    • @drdmediasibatala4061
      @drdmediasibatala4061 2 หลายเดือนก่อน +5

      ବିଜେଡି କଣ କଲା

    • @drdmediasibatala4061
      @drdmediasibatala4061 2 หลายเดือนก่อน +6

      ନବୀନ ପଟ୍ଟନାୟକ କୁ ମୋର ଗୋଟେ ବାଳ ଦେବି ସିଧା କରିପାରିବ ki ସେ ନବୀନ jay ବିଜେପି

    • @ashishkumarrout-yl5wx
      @ashishkumarrout-yl5wx 2 หลายเดือนก่อน +4

      Ame ta bjp auu 😂😂

    • @nbgames8043
      @nbgames8043 2 หลายเดือนก่อน +3

      Nabina odisha re kete job deichi tike data delu.😂

    • @anandpanda1474
      @anandpanda1474 2 หลายเดือนก่อน

      ତ ଏତେଦିନ bjd କାଣା ଟା ଉଖଡାଲା ସେ

  • @maheshpatnaik6972
    @maheshpatnaik6972 2 หลายเดือนก่อน +32

    ବିଜୁ ଜନତା ଦଳ ଉପରେ ଜନତା ଙ୍କ ଭରସା ସବୁବେଳେ ରହିଛି ଓ ରହିବ ମଧ୍ୟ.....କାରଣ ଏହା ହେଉଛି ଆମ ନବୀନ ବାବୁ ଙ୍କ ଦଳ...ସେ ହିଁ ମୁଖିଆ.....ତାଙ୍କ ନେତୃତ୍ୱ ରେ ହିଁ ଦଳ ଚାଲିଛି...

    • @pabitranath5075
      @pabitranath5075 2 หลายเดือนก่อน +1

      Utupatia huo athara pandu ku dhari nabini fst ru seitiki kalani

    • @lipun1531
      @lipun1531 2 หลายเดือนก่อน +1

      ​@@pabitranath5075 bhai PA sabu cm ra achhanti Pandian bi IAS educated person
      Loka bhabile pandu cm heba nabin pare boli sethilagi emiti hela😂😂😂😂

    • @rabirajcreatar
      @rabirajcreatar 2 หลายเดือนก่อน

      Jai BJP sarkar Jai modi ji jindabad jindabad BJP sarkar jindabad 🎉🎉🎉🎉🎉🎉😊😊😊😊😮😮😮

    • @drdmediasibatala4061
      @drdmediasibatala4061 2 หลายเดือนก่อน +1

      ଆଉ ଓଡିଶା ରେ ଯଉ ପରି ବେବିନା ମମିତା ଖୁସି ଆଉକେତେ ନାଁ କହିବି ସେମାନଙ୍କୁ ତଥରେ ଭାବ ତାଙ୍କ ପରିବାର ବିଷୟରେ କେବେ ଭାବିଛ ଆଜି ନବୀନ ପଟ୍ଟନାୟକ ହାରିଗଲା ବୋଲି ତମକୁ besi ବାଧୁଛି

  • @maheshpatnaik6972
    @maheshpatnaik6972 2 หลายเดือนก่อน +4

    ଆମ ନବୀନ ବାବୁ ଙ୍କ ଉପରେ ଲୋକ ଙ୍କ ଭରସା ସବୁବେଳେ ରହିଛି ଓ ରହିଥିବ ମଧ୍ୟ....ଜନତା ଙ୍କ ଭଲ ପାଇବା ଓ ବିଶ୍ୱାସ ସହ ପୁଣି ବିଜୁ ଜନତା ଦଳ ଆଗକୁ ବଢିବ....ଆମ ନବୀନ ବାବୁ ହିଁ ଲୋକ ଙ୍କ ନେତା...

  • @KalapanaJena-jz9ir
    @KalapanaJena-jz9ir 2 หลายเดือนก่อน

    ଓଡ଼ିଶାରେ ରହିଥିବା ନବୀନ ବାବୁ ଙ୍କ ଅଭୁଲା ସ୍ମୃତି ଗୁଡ଼ିକ ଓଡ଼ିଶା ବାସୀ ଙ୍କ ହୃଦୟ ର ଚିତ୍ରପଟ ରେ ଜୀବିତ ହୋଇ ଉଠୁଛି ।

  • @YubraajMishra
    @YubraajMishra 2 หลายเดือนก่อน +7

    ନିର୍ବାଚନ ଆସିଲା ବୋଲି କେନ୍ଦ୍ର ସରକାର ବାରମ୍ବାର ଓଡିଶା ଗସ୍ତ କରୁଛନ୍ତି ହେଲେ ଆଗରୁ କୋଉଠି ଥିଲେ କେନ୍ଦ୍ର ସରକାର ନିଜ ସ୍ୱାର୍ଥ ହାସଲ ପାଇଁ ଆସୁଛନ୍ତି ଓଡିଶା

    • @drdmediasibatala4061
      @drdmediasibatala4061 2 หลายเดือนก่อน

      ହୟେ ବୋ ତତେ ଝାଡା ଲାଗଲେ ଲେଟରିଂ ଯାଈସୁ କି ଭୋକ ଲାଗଲେ ଯାଈସୁ

  • @anmayeedas4839
    @anmayeedas4839 2 หลายเดือนก่อน +1

    ସ୍ୱଚ୍ଛ ନିର୍ମଳ ତଥା ଶୁ ଶାସନ ର ବ୍ୟକ୍ତିତ୍ବ ପାଇଁ ଚର୍ଚ୍ଚିତ ଏବଂ ପରିଚିତ ଆମ ନବୀନ ବାବୁ, ଲୋକଙ୍କ ହୃଦୟରେ ରହିଛନ୍ତି l

  • @YubraajMishra
    @YubraajMishra 2 หลายเดือนก่อน +9

    ବିରୋଧି କେବେ ବି ଲୋକଙ୍କ ସ୍ୱାର୍ଥ ଦେଖନ୍ତି ନାହିଁ ବରଂ ସର୍ବଦା ନିଜ ସ୍ୱାର୍ଥ ରେ ଲିପ୍ତ ଥାନ୍ତି।

    • @truptitarun7557
      @truptitarun7557 2 หลายเดือนก่อน

      Nabina sabubele budha budhinku dekhile

  • @rabindramohanty3052
    @rabindramohanty3052 2 หลายเดือนก่อน +4

    ନବୀନବାବୁ ହେଲେ ଜନମାନସର ହୃଦୟର ନେତା. ବିଜେପି କେବଳ କ୍ଷମତାର ନେତା.

  • @YubraajMishra
    @YubraajMishra 2 หลายเดือนก่อน +9

    ନବୀନ ବାବୁ ଆମ ଓଡିଶା ର ହୀରା ଥିଲେ ଏବଂ ତାଙ୍କ ଛଡ଼ା ଓଡିଶା ରେ ବିକାଶ ଅସମ୍ଭବ।

    • @lipun1531
      @lipun1531 2 หลายเดือนก่อน

      Heba hele sarala au bhala neta darkar matra 5 barsa pai nahele shankha khetra ku hindu muslim khetra banei debe

    • @drdmediasibatala4061
      @drdmediasibatala4061 2 หลายเดือนก่อน

      ମୋ ବାଳ ବିକାଶ କରିଛି ଖାଲି ବିନାଶ ପଶ୍ଚିମ ଓଡ଼ିଶାରେ ଘରେ ଘରେ ମଦ ଦୋକାନ ର ବିକାଶ କରିଛି

    • @ashishkumarrout-yl5wx
      @ashishkumarrout-yl5wx 2 หลายเดือนก่อน

      Naveen chehra tàa dekhikii khalii vote pituthile odisha minority problem emanaku jana nathau ......kn achhi nije banchile bapa ra naaa. BJD ku bhuliparibenii kichhi loka kn lotichhanti.

  • @YubraajMishra
    @YubraajMishra 2 หลายเดือนก่อน +14

    ବିଜୁ ଜନତା ଦଳ ସର୍ବଦା ଓଡ଼ିଶାବାସୀ ଙ୍କ ହୃଦୟ ରେ ରହିଆସିଛି ଏବଂ ରହିଥିବ ମଧ୍ୟ।

  • @maheshpatnaik6972
    @maheshpatnaik6972 2 หลายเดือนก่อน

    ଦଳ ର ପରାଜୟ ର ସମୀକ୍ଷା କରି ପୁଣି କିପରି ଭଲ ଭାବରେ ଆଗକୁ ବଢିବ ଦଳ...ସେହି ଉପରେ ଦୃଷ୍ଟି ଦେବେ ଆମ ନବୀନ ବାବୁ....

  • @raghunathdas-mb7yr
    @raghunathdas-mb7yr 2 หลายเดือนก่อน +4

    ବିଜେଡି ସୁପ୍ରିମ ହେଉଛନ୍ତି ନବୀନ ପଟ୍ଟନାୟକ | ତାଙ୍କ ନିଷ୍ପତ୍ତି ହେଉଛି ଶେଷ ନିଷ୍ପତ୍ତି |ନବୀନ ବାବୁ ଙ୍କ ନିଷ୍ପତ୍ତି କୁ ଦଳର ନେତା ମାନେ ସମ୍ମାନ ଜଣାଇଛନ୍ତି |

  • @KalapanaJena-jz9ir
    @KalapanaJena-jz9ir 2 หลายเดือนก่อน

    ଓଡ଼ିଶା ବାସୀଙ୍କ ହୃଦୟରେ ସଦା ସର୍ବଦା ରହିବେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

    • @user-qq6ve3ww8x
      @user-qq6ve3ww8x 2 หลายเดือนก่อน

      Biswas heuni re bhai

  • @narayanbehera1373
    @narayanbehera1373 2 หลายเดือนก่อน +12

    ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ନିଷ୍ପତ୍ତି ହିଁ ଶ୍ରେଷ୍ଠ ନିଷ୍ପତ୍ତି।

  • @raghunathdas-mb7yr
    @raghunathdas-mb7yr 2 หลายเดือนก่อน +1

    ବିଜେପି ଶାସିତ ଉତ୍ତର ପ୍ରଦେଶ ରେ ବିଜେପି ର ଆସନ ସଂଖ୍ୟା କମିଛି |ବିଜେପି ସେଠାରେ ଅସ୍ତିତ୍ୱ ହରାଇଛି |

  • @KalapanaJena-jz9ir
    @KalapanaJena-jz9ir 2 หลายเดือนก่อน

    ନବୀନ ବାବୁ ଙ୍କ ଅବଦାନ ଓଡ଼ିଶାବାସୀଙ୍କ ପାଇଁ ଅତୁଳନୀୟ ଥିଲା ଏବଂ ଚିରକାଳ ଅତୁଳନୀୟ ରହିବ।

  • @rabindramohanty3052
    @rabindramohanty3052 2 หลายเดือนก่อน +2

    ନବୀନବାବୁ ହେଉଛନ୍ତି ଜଣେ ମୁକୁଟ ବିହୀନ ସମଗ୍ର ରାଜ୍ୟର ସମ୍ରାଟ.ତାଙ୍କର ସମକକ୍ଷ କେହି ନାହାନ୍ତି କି ହୋଇ ପାରିବେ ନାହିଁ.

    • @user-qq6ve3ww8x
      @user-qq6ve3ww8x 2 หลายเดือนก่อน

      Bilkul ji sahi keh diya

  • @indiradas2104
    @indiradas2104 2 หลายเดือนก่อน

    ଓଡ଼ିଶା ବାସୀଙ୍କ ହୃଦୟରେ ନବୀନ ବାବୁଙ୍କ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ରହିଛି।

  • @RajeshJala-uq1kg
    @RajeshJala-uq1kg 2 หลายเดือนก่อน +29

    Nice video BJD Jay Jagannath BJD BJD BJD BJD BJD BJD

  • @KalapanaJena-jz9ir
    @KalapanaJena-jz9ir 2 หลายเดือนก่อน

    ବିଜେପି ଦଳ ଆମ ଓଡିଶା ବାସୀଙ୍କୁ ଆଉ କେତେ ଅନ୍ଧାର ଭିତରେ ରଖିବ, ଆଉ କେବେ ପ୍ରକାଶ କରିବ ମୁଖ୍ୟମନ୍ତ୍ରୀ ପ୍ରାଥୀ କିଏ ହେବ ମୁଖ୍ୟମନ୍ତ୍ରୀ, ଜୀଏ ବି ମୁଖ୍ୟମନ୍ତ୍ରୀ ହୁଅନ୍ତୁ ନା କାହିଁକି ନବୀନ ବାବୁଙ୍କ ଭଳି କେବେ ହେଇପାରିବେ ନାହିଁ

  • @Rupalinprasad
    @Rupalinprasad 2 หลายเดือนก่อน

    ନବୀନଙ୍କ ଶ୍ରେଷ୍ଠ ନେତୃତ୍ଵ ରେ ଓଡ଼ିଶା ଆଜି ସାରା ବିଶ୍ବରେ ଶ୍ରେଷ୍ଠ ରାଜ୍ୟ ଭାବେ ମାନ୍ୟତା ପାଇଛି ଓଡ଼ିଶା ଆଜି ବିଶ୍ୱ ଦରବାର ଉଦାହରଣ ସୃଷ୍ଟି କରିଛି ଏହା କେବଳ ନବୀନ ପଟ୍ଟନାୟକଙ୍କ ପାଇଁ ସମ୍ଭବ

  • @Odia_Toka_Om
    @Odia_Toka_Om 2 หลายเดือนก่อน

    ଜନତା ଏବେ ଭି ନବୀନ ବାବୁଙ୍କୁ ବହୁତ ଭଲ ପାଉଛନ୍ତି ଏବଂ ଆଗକୁ ପାଉ ଥିବେ ମଧ୍ୟ କାରଣ ନବୀନ ବାବୁ ହେଲେ ଜଣେ ସ୍ୱଚ୍ଛ ନିର୍ମଳ ବ୍ୟକ୍ତି ତାଙ୍କ ମନରେ କାହା ପାଇଁ ରାଗ ଅଭିମାନ କିଛି ନ ଥାଏ

  • @Rupalinprasad
    @Rupalinprasad 2 หลายเดือนก่อน

    ନବୀନ ପଟ୍ଟନାୟକ ଓଡ଼ିଶା କୁ ନୂଆ ପରିଚୟ ଦେଇଛନ୍ତି ପ୍ରତିଟି ଗରିବଙ୍କ ଦୁଃଖ ବୁଝିଛନ୍ତି ତାଙ୍କ ତ୍ୟାଗ ଆଜି ବି ଲୋକ ମାନେ ପକାଉଛନ୍ତି ଆଉ ସବୁଦିନ ପାଇଁ ମାନେ ରହିବ ମଧ୍ୟ

  • @raghunathdas-mb7yr
    @raghunathdas-mb7yr 2 หลายเดือนก่อน +8

    ପାଞ୍ଚ ବର୍ଷ ମଧ୍ୟରେ ଓଡିଶାବାସୀ ତାଙ୍କର ଭୁଲ ବୁଝିପାରିବେ ଏବଂ ପୁଣି ବିଯୁଜନତା ଦଳକୁ କ୍ଷମାତାସୀନ କରିବେ |

  • @narayanbehera1373
    @narayanbehera1373 2 หลายเดือนก่อน

    ଶୋଷଣ ନୀତି ବିରୁଦ୍ଧରେ ଲଢିବା ପାଇଁ ପ୍ରସ୍ତୁତ ଆମ ଓଡ଼ିଶା ବାସୀଙ୍କ ବଳ ବିଜୁ ଜନତା ଦଳ।

  • @OFFICIALDOROMAN
    @OFFICIALDOROMAN 2 หลายเดือนก่อน +30

    I Miss You Nabeen Sir 😭😭😭😭😭😭

    • @pusparanjanchouhan7823
      @pusparanjanchouhan7823 2 หลายเดือนก่อน +2

      Miss u vk PANDIAN sir

    • @AYgiri
      @AYgiri 2 หลายเดือนก่อน

      Delhi re ochhi pandu

    • @royalenfieldbullets
      @royalenfieldbullets 2 หลายเดือนก่อน

      He is still alive...save it for another day

    • @ranjankumarbehera8922
      @ranjankumarbehera8922 2 หลายเดือนก่อน

      I miss u Tamil chor pandu😢

  • @anmayeedas4839
    @anmayeedas4839 2 หลายเดือนก่อน

    ବିଜୁ ବାବୁଙ୍କ ସାନ ପୁଅ ଆମ ଓଡିଶା ର ବଡ଼ ପୁଅ ହୋଇପାରିଛି ସେ ହେଉଛନ୍ତି ନବୀନବାବୁ ତାଙ୍କ ସ୍ଥାନ କେହି ପୂରଣ କରି ପାରିବେ ନାହିଁ l

  • @narayanbehera1373
    @narayanbehera1373 2 หลายเดือนก่อน

    ବାବୁ ନବୀନ ଙ୍କ ନେତୃତ୍ୱ ରେ ଏକତ୍ରିତ ଥିଲେ ଏବଂ ଅଛନ୍ତି ମଧ୍ୟ ବିଜୁ ଜନତା ଦଳ।

  • @Biru135
    @Biru135 2 หลายเดือนก่อน +113

    ଟ୍ରାଫିକ କନେଷ୍ଟବଳ 😂

  • @YubraajMishra
    @YubraajMishra 2 หลายเดือนก่อน

    ଓଡିଶା ରେ ଯାହାବି ହେଇଛି ତାହା କେବଳ ନବୀନ ବାବୁଙ୍କ ପାଇଁ ସମ୍ଭବ ହେଇଛି ଏହା ସାରା ଓଡିଶା ବାସି ଜାଣନ୍ତି

  • @vihaanr2480
    @vihaanr2480 2 หลายเดือนก่อน +2

    Jai Shree Jagannath 🙏 Love you Naveen babu ❤.You were, you are and you will remain the best CM for us forever.🙏

  • @narayanbehera1373
    @narayanbehera1373 2 หลายเดือนก่อน

    ଲୋକପ୍ରିୟତା ର ଶୀର୍ଷରେ ରହିଛନ୍ତି ଆଉ ରହିବେ ମଧ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମହୋଦୟ।

    • @user-qq6ve3ww8x
      @user-qq6ve3ww8x 2 หลายเดือนก่อน

      Impossible all peoples are not same

  • @laxmipriyasahoo9743
    @laxmipriyasahoo9743 2 หลายเดือนก่อน

    Honorable Chief Minister Naveen Patnaik is the best Chief Minister of all time

  • @KalapanaJena-jz9ir
    @KalapanaJena-jz9ir 2 หลายเดือนก่อน

    ନବୀନ ବାବୁ ଓଡ଼ିଶାବାସୀଙ୍କ ଚିର ନମସ୍ୟ ହୋଇ ସବୁଦିନ ପାଇଁ ରହିବl

  • @KalapanaJena-jz9ir
    @KalapanaJena-jz9ir 2 หลายเดือนก่อน

    ଆଜି ନବୀନ ନିବାସରେ ବିଜେଡ଼ି ଦଳର ପରାଜୟର ସମୀକ୍ଷା କରିଥିଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ.

  • @eatingranger9929
    @eatingranger9929 2 หลายเดือนก่อน +3

    ବବି କୁ ଯିଏ ଯୋଉଠି ଦେଖୁଚ ବଜାଓ 😅😅 ତା ପରେ ଦେଖା ଯିବ

  • @KalapanaJena-jz9ir
    @KalapanaJena-jz9ir 2 หลายเดือนก่อน

    ନବୀନ ବାବୁ ଓଡ଼ିଶାର ସବୋର୍ଚ୍ଚ ନେତା ଥିଲେ ଆଗକୁ ମଧ୍ୟ ସବୋର୍ଚ୍ଚ ନେତା ଭାବରେ ହିଁ ରହିଥିବେ।

    • @user-qq6ve3ww8x
      @user-qq6ve3ww8x 2 หลายเดือนก่อน

      Prove kya hai bhai..

  • @KalapanaJena-jz9ir
    @KalapanaJena-jz9ir 2 หลายเดือนก่อน

    ନବୀନ ବାବୁ ଙ୍କ ନିଷ୍ଠାପର ଓ ସ୍ୱଚ୍ଛ ବ୍ୟକ୍ତିତ୍ଵ ର ସେବା ଆଗରେ ବିଜେପି ଦଳର ଶାସନ କିଛି ବି ନୁହେଁ ।

  • @YubraajMishra
    @YubraajMishra 2 หลายเดือนก่อน

    ନବୀନ ବାବୁଙ୍କ ଭଳି ଜଣେ ମୁଖ୍ୟମନ୍ତ୍ରୀ ପାଇ ସାରା ଓଡିଶା ବାସି ବହୁତ ଲକି ଯିଏ କି ଲୋକଙ୍କ ଦୁଃଖ ଦୂର କରିବା ପାଇଁ ନିଜ ଜୀବନକୁ ଉର୍ତ୍ସର୍ଗ କରିସାରିଛନ୍ତି

  • @rabindramohanty3052
    @rabindramohanty3052 2 หลายเดือนก่อน

    ଓଡ଼ିଶାର ଜନ ମାନସ ହୃଦୟ ଭିତରେ ନବୀନବାବୁ ବିଦ୍ୟମାନ ଅଛନ୍ତି.

  • @Rupalinprasad
    @Rupalinprasad 2 หลายเดือนก่อน

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ନମ୍ୱର୍ 1 ଥିଲେ ସବୁବେଳେ ରହିବେ ମଧ୍ୟ

  • @rabindramohanty3052
    @rabindramohanty3052 2 หลายเดือนก่อน +1

    ଯିଏବି ମୁଖ୍ୟମନ୍ତ୍ରୀ ହୁଅନ୍ତୁ ନା କାହିଁକି ନବୀନବାବୁଙ୍କ ସ୍ଥାନ କେହି ପୂରଣ କରି ପାରିବେ ନାହିଁ.

    • @ashishkumarrout-yl5wx
      @ashishkumarrout-yl5wx 2 หลายเดือนก่อน

      But odisha kuu MLA mane jabara luti chhanti pura ghoo Kari kiii . Dii chaka re ashikii charichakare buluchhanti auu .khalii dukha laguchi Tama mana Katha sunikiii reality januna reels dakhichala.jay jagannath.

  • @bhagirathituku3487
    @bhagirathituku3487 2 หลายเดือนก่อน +6

    Bobby Bhai great leader in odisha

    • @biswojitdash1710
      @biswojitdash1710 2 หลายเดือนก่อน

      Kintu Boby das ku jie fasei la se pandian na re kichi b kahile nahin dukhar katha.

    • @lipun1531
      @lipun1531 2 หลายเดือนก่อน

      ​@@biswojitdash1710 ta Naa dharibata papa boli meeting re nabin sir kahile😂😂

  • @raghunathdas-mb7yr
    @raghunathdas-mb7yr 2 หลายเดือนก่อน +1

    କମିଟି ଗଠନ କରି ନବୀନ ବାବୁ ଆଗକୁ ବିଯୁଜନତା ଦଳର କାର୍ଯ୍ୟ ପନ୍ଥା ଗ୍ରହଣ କରିବେ |

  • @raghunathdas-mb7yr
    @raghunathdas-mb7yr 2 หลายเดือนก่อน

    ନବୀନ ପଟ୍ଟନାୟକ ବିଉଜୁନତା ଦଳ ର ଆଗରେ ରହି ଓଡ଼ିଶାର ଲୋକଙ୍କ ସ୍ଵାର୍ଥ୍ୟ ପାଇଁ ଲଢେଇ ଜାରିରଖିବେ ବୋଲି ପ୍ରଣବ ପ୍ରକାଶ ଦାସ ସାମ୍ବାଦିକ ମାନଙ୍କ ମାଧ୍ୟମରେ ଜଣାଇଛନ୍ତି ଯାହା ଓଡିଶାବାସୀଙ୍କ ମନରେ ନୂଆ ଉଦ୍ଦୀପନା ଭରିଦେଇଛି |

  • @user-ef4jx4ol7s
    @user-ef4jx4ol7s 2 หลายเดือนก่อน +3

    ଆଜ୍ଞା ଆଉ BJD ଦଳ କେବେବି ଓଡ଼ିଶାରେ ସୃଷ୍ଟି ହେବନି,,,,ଏଥର BJP ଓ କଂଗ୍ରେସ୍ ନିଶ୍ଚିନ୍ତ,,,,ଅନୁମାନ ସତ ହେବ ଲାଗୁଛି

    • @user-qq6ve3ww8x
      @user-qq6ve3ww8x 2 หลายเดือนก่อน

      Hundred percent Sure.. Confirm

  • @NanduComedy
    @NanduComedy 2 หลายเดือนก่อน

    ସେହିପରି ବିକ୍ରମ କେଶରୀ ଆରୁଖ, ଶ୍ରୀକାନ୍ତ ସାହୁ, ପ୍ରଭୁ ଜାନି, ବିକ୍ରମ ପଣ୍ଡା, ସୁବାସ ବେହେରା, ଅଶୋକ ପଣ୍ଡା, ସୁଶାନ୍ତ ବେହେରା, କୌଶଲ୍ୟା ହିକକା, ପ୍ରଦୀପ ମାଝୀ, ମଞ୍ଜୁଲତା ମଣ୍ଡଳ, ଲେଖାଶ୍ରୀ ସାମନ୍ତସିଂହାର, ଶର୍ମିଷ୍ଠା ସେଠୀ, ସଂତୃପ୍ତ ମିଶ୍ର ଏବଂ ଭୃଗୁ ବକ୍ସିପାତ୍ର ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ ।

  • @anmayeedas4839
    @anmayeedas4839 2 หลายเดือนก่อน

    ବିଜୁ ଜନତା ଦଳ ଲୋକଙ୍କ ସହିତ ସବୁବେଳେ ସବୁ ପରିସ୍ଥିତିରେ ରହିଛି ଲୋକଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇବା ସହ ରାଜ୍ୟର ସ୍ୱାର୍ଥ ପାଇଁ କାମ କରୁଛି କିନ୍ତି ଜନତା ଆଜି ବିଜେପି ଦଳର ହୀନ ରାଜନୀତି ରେ ଫଶୀ ବିଶ୍ୱାସଘାତକତା କରିଛନ୍ତି l

  • @sumansahoo5437
    @sumansahoo5437 2 หลายเดือนก่อน

    Naveen Babu was the diamond of our Odisha and development in Odisha is impossible without him.

  • @Rupalinprasad
    @Rupalinprasad 2 หลายเดือนก่อน

    ନବୀନଙ୍କ ଶାନ୍ତ ସରଳ ସ୍ଵଭାବ ବ୍ୟକ୍ତିତ୍ଵ ଯିଏ କେବେ କୌଣସି ନେତାଙ୍କ ବିରୁଦ୍ଧରେ କୁହନ୍ତି ନାହିଁ କି ଅନ୍ୟ ନେତାଙ୍କ ଭଳି ଅଧିକ କଥା କୁହନ୍ତିନି ସେ ସବୁବେଳେ କଥା କମ୍ କାମ ବେଶୀ ରେ ବିଶ୍ୱାସ କରନ୍ତି

  • @ranjanprakash4556
    @ranjanprakash4556 2 หลายเดือนก่อน

    ନବୀନ ବାବୁ ଓଡିଶାର ଜନତାଙ୍କ ପାଇଁ ଯାହା ସବୁ କରିଛନ୍ତି ତାହା ଅବିସ୍ମରଣୀୟ |ସେଭଳି ମହାତ୍ମାକୁ ଲୋକେ କେବେବି ଭୁଲିପାରିବେନି ||

  • @maheshpatnaik6972
    @maheshpatnaik6972 2 หลายเดือนก่อน

    ଆମ ନବୀନ ବାବୁ ହିଁ ଦଳ ର ମୁଖିଆ...ସେ ଯାହା ଠିକ୍ ଭାବିବେ ତାହା ହିଁ କରିବେ...ଲୋକ ଙ୍କ ସହ ସବୁବେଳେ ଆମ ନବୀନ ବାବୁ ଅଛନ୍ତି ଓ ରହିବେ ମଧ୍ୟ....

  • @maheshpatnaik6972
    @maheshpatnaik6972 2 หลายเดือนก่อน

    ଓଡ଼ିଶା ଜନତା ସବୁବେଳେ ବିଜୁ ଜନତା ଦଳ କୁ ହିଁ ଚାହାନ୍ତି...ଜନତା ଙ୍କ ଭଲପାଇବା ଆମ ନବୀନ ବାବୁ ଙ୍କ ସହ ସବୁବେଳେ ରହିଛି..ସେ ହିଁ ଦଳ ର ମୁଖିଆ...ଦଳ ପୁଣି ତାଙ୍କ ନେତୃତ୍ୱ ରେ କାମ କରିବ।

  • @Educationpoint100
    @Educationpoint100 2 หลายเดือนก่อน +2

    ବବି ଭାଈ ମାନ୍ୟବର ମୁଖ୍ୟମନ୍ତ୍ରୀ ନୁହଁ ଏବେ କୁହ ପୂର୍ବତନ ମୁଖ୍ୟମନ୍ତ୍ରୀ। ଟିକେ କଷ୍ଟ ହବ କିନ୍ତୁ ଅଭ୍ୟାସ କଲେ ହେଇଯିବ

    • @ashishkumarrout-yl5wx
      @ashishkumarrout-yl5wx 2 หลายเดือนก่อน

      Sabasss meri bhai.....Katha pade manepakecha.

  • @sumansahoo5437
    @sumansahoo5437 2 หลายเดือนก่อน

    Naveenbabu exists in the heart of the public mind of Odisha.

  • @raghunathdas-mb7yr
    @raghunathdas-mb7yr 2 หลายเดือนก่อน

    ବିଯୁଜନତା ଦଳର ନେତାମାନେ ଲୋକଙ୍କ ବିକାଶ ସହିତ ଥିଲେ ଆଗକୁ ମଧ୍ୟ ଲୋକଙ୍କ ସେବା ଜାରିରଖିବେ ଏହା ନବୀନ ବାବୁଙ୍କ ନିର୍ଦେଶ |

  • @Rupalinprasad
    @Rupalinprasad 2 หลายเดือนก่อน

    ବିଜେଡି ଓଡ଼ିଶା ପାଇଁ ଯାହା କରିଛି ତାହା ଓଡ଼ିଶା ବାସୀ କେବେ ଭୁଲି ବେ ନାହିଁ । ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କ ହୃଦୟରେ ସବୁବେଳେ ଥିଲେ ଆଉ ରହିବେ ମଧ୍ୟ ।

  • @sriramsamarendrasinghbarik1477
    @sriramsamarendrasinghbarik1477 2 หลายเดือนก่อน

    କାଳିଆ ଯୋଜନା ବହୁ ଉପଯୁକ୍ତ ଲୋକ ପାଇ ନାହାନ୍ତି ଆଉ ରାଜ୍ୟ ବିରୋଧୀ ପାଇଁ ପରାଜୟ

  • @sukantitripathy4496
    @sukantitripathy4496 2 หลายเดือนก่อน +3

    Navin Babu 25 barsa hela Odisha basi nka seba karu thile eha ku kebe vuli paribe nahi Odisha basi

  • @ranjanprakash4556
    @ranjanprakash4556 2 หลายเดือนก่อน

    ନବୀନ ବାବୁଙ୍କ ସପୋର୍ଟ ବଳରେ ଓଡିଶା ଆଜି ବିକାଶର ଶିଖର ପହଞ୍ଚିଛି ଏଣିକି ବିଜେପି ସରକାର ଆସିବା ପରେ ଓଡିଶାର ଅବସ୍ଥା କଣ ହେଵ ତାହା ଏବେଠୁ ଅନୁମାନ କରିହେଉଛି |

  • @ranjanprakash4556
    @ranjanprakash4556 2 หลายเดือนก่อน

    ଯେଉଁ ମିଛ ଆଶ୍ୱାସନା ଦେଇ ବିଜେପି ଦଳ ସରକାର ଗଢିବାକୁ ଯାଉଛି ତାହା ଆଗକୁ ବଡ଼ ଭୟଙ୍କର ହେଵ ଓଡିଶାର ବିକାଶରେ |

  • @rabindramohanty3052
    @rabindramohanty3052 2 หลายเดือนก่อน

    ଅତି ଅଳ୍ପଦିନ ମଧ୍ୟରେ ଜନଗଣ ପାର୍ଥକ୍ୟ ବାରି ପାରିବେ. ସେମାନେ କଣ ହରାଇ କଣ ପ୍ରାପ୍ତ ହୋଇଛନ୍ତି.

  • @YubraajMishra
    @YubraajMishra 2 หลายเดือนก่อน +2

    କେନ୍ଦ୍ର ସରକାର ଯୋଉ ରାଜ୍ୟକୁ କରିବେ ନମ୍ବର 1 ରାଜ୍ୟ ଆଜି ଯାଏ ଠିକ କରିପାରିଲେନି ଯୋଉ ରାଜ୍ୟକୁ ଯାଉଛନ୍ତି କହୁଛନ୍ତି ସେହି ରାଜ୍ୟ କୁ ନମ୍ବର 1 ରାଜ୍ୟ କରିବେ ଯୋଉ ସରକାର ଙ୍କ କଥା ଠିକ ନାହିଁ ସେ କଣ ଲୋକଙ୍କ ଦୁଃଖ ବୁଝିବେ

  • @AsishKumar-qw2xu
    @AsishKumar-qw2xu 2 หลายเดือนก่อน

    ସେଇ ସମୀକ୍ଷା କଲନି ବୋଲି ଆଜି ତମମାନଙ୍କର ଏଇ ଅବସ୍ଥା

  • @Odia_Toka_Om
    @Odia_Toka_Om 2 หลายเดือนก่อน

    ନବୀନ ବାବୁ ସମସ୍ତ ନେତା ମାନଙ୍କୁ ଜଣାଇ ଛନ୍ତି କି ଦଳ ଲୋକଙ୍କ ପାଇଁ କାମ କରୁଥିଲା ଏବଂ ଆଗକୁ ମଧ୍ୟ ଲୋକଙ୍କ ପାଇଁ କାମ କରିବ

  • @ranjanprakash4556
    @ranjanprakash4556 2 หลายเดือนก่อน

    ବିଜେଡି ସରକାରଙ୍କ ନିର୍ବାଚନୀ ଇସ୍ତାହାରରେ ଯେଉଁ ଯୋଜନାମାନ ଲାଗୁ କରିବାର ଥିଲା ତାହା ବିଜେପି ସରକାର ଲାଗୁ ନ କରିପାରିଲେ ଜନ ଅସନ୍ତୋଷ ବଢିବ ବିଜେପି ଦଳ ପ୍ରତି |

  • @anmayeedas4839
    @anmayeedas4839 2 หลายเดือนก่อน

    ଓଡ଼ିଶାର ବିକାଶ ପାଇଁ ନବୀନ ବାବୁ କାମ କରିବେ, ଏଥିପାଇଁ ସେ ଏକ କମିଟି ଗଠନ କରିଛନ୍ତି ପ୍ରଣବ ପ୍ରକାଶ ଦାସ କହିଛନ୍ତି l

  • @anmayeedas4839
    @anmayeedas4839 2 หลายเดือนก่อน

    ଆମ ନବୀନ ବାବୁ ଆଜିବି ଓଡିଶା ବାସୀଙ୍କ ପାଇଁ କାମ କରିବା ପାଇଁ ଦମ୍ଭ ରଖିଛନ୍ତି ବିଯୁଜନତା ଦଳର ଆଜି ନେତୃ ବର୍ଗ ଙ୍କ ସହିତ ଆଲୋଚନା କରିଛନ୍ତି ଏବଂ ଦଳ ର ପରାଜୟ ବିଷୟରେ ସବିଶେଷ ଆଲୋଚନା କରିଛନ୍ତି l

  • @maheshpatnaik6972
    @maheshpatnaik6972 2 หลายเดือนก่อน

    ଓଡ଼ିଶା ପୁଣି ନବୀନ ବାବୁ ଙ୍କୁ ହିଁ ଚାହୁଚି....ଏହି ଗେରୁଆ ଦଳ ଉପରେ ଭରସା ବୋଲି କିଛି ବି ନାହିଁ...ଆମ ନବୀନ ବାବୁ ହିଁ ଦଳ ର ମୁଖ୍ୟ...ସେ ଯାହା ନିଷ୍ପତି ନେବେ ତାହାକୁ ମାନି ଆଗକୁ ବଢିବା ହିଁ ବିଜୟୀ ର ସଂକେତ....

  • @ranjanprakash4556
    @ranjanprakash4556 2 หลายเดือนก่อน

    ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ନବୀନ ପଟ୍ଟନାୟକ ଥାଆନ୍ତୁ କିମ୍ବା ନ ଥାଆନ୍ତୁ ସେ ସର୍ବଦା ଓଡିଶାବାସୀଙ୍କ ସେବାରେ ରହିଥିବେ |

  • @adisahu3607
    @adisahu3607 2 หลายเดือนก่อน

    ଆଜି ଆପଣ ଆଗକୁ ଆସି ଯେମିତି ଭାଷଣ ଦେଉଛନ୍ତି ଜଦି ଆଗରୁ ଏମିତି କରିଥାନ୍ତେ ଆଜି ବିଜେଡି ର ଅବସ୍ଥା ଏମିତି ହେଇନଥାନ୍ତା

  • @laxmipriyasahoo9743
    @laxmipriyasahoo9743 2 หลายเดือนก่อน

    People of Odisha always want Biju Janata Dal... People's love is always with our Naveen Babu.. He is the head of the party... The party will work under his leadership again.

  • @odiayou4221
    @odiayou4221 2 หลายเดือนก่อน

    ଜୟ ନବୀନ 🙏❤️ ଓଡ଼ିଆ

  • @raghunathdas-mb7yr
    @raghunathdas-mb7yr 2 หลายเดือนก่อน

    ନବୀନ ବାବୁ ଯେତେବେଳେ ଓଡ଼ିଶାର ଶାସନ ଭାର ନେଇଥିଲେ ସେତେବେଳେ ଓଡ଼ିଶାର 90% ଲୋକ ଗରିବ ଥିଲେ |ନବୀନ ପଟ୍ଟନାୟକ ଙ୍କ ଚେଷ୍ଟା ଫଳରେ ମାତ୍ର ଆଉ 10% ଲୋକ ଗରିବ ଅଛନ୍ତି |

  • @raghunathdas-mb7yr
    @raghunathdas-mb7yr 2 หลายเดือนก่อน

    ଲୋକମତକୁ ସମ୍ମାନ ଦେବା ପ୍ରତେକ ଦଳର କର୍ତ୍ତବ୍ୟ ଏବଂ ତାହାହିଁ କରିଛନ୍ତି ଆମ ପ୍ରିୟ ନେତା ନବୀନ ପଟ୍ଟନାୟକ |

  • @narayanbehera1373
    @narayanbehera1373 2 หลายเดือนก่อน

    ସରକାର ନ ଗଢ଼ିବା ପୂର୍ବରୁ ଅସନ୍ତୋଷ ପ୍ରକାଶ କରୁଛନ୍ତି ସାଧାରଣ ଜନତା।

    • @user-qq6ve3ww8x
      @user-qq6ve3ww8x 2 หลายเดือนก่อน

      But we are Happy 😁😁😁😁

  • @narayanbehera1373
    @narayanbehera1373 2 หลายเดือนก่อน +2

    ଲୋକଙ୍କ ସ୍ବାର୍ଥ ପାଇଁ ବିକାଶ ପାଇଁ ସର୍ବଦା ଗୁରୁତ୍ୱ ଦେଇ ଆସିଛି ଆମ ବିଜୁ ଜନତା ଦଳ।

  • @Rupalinprasad
    @Rupalinprasad 2 หลายเดือนก่อน

    ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଜେଡ଼ି ଦଳର ସଭାପତି ଥିଲେ । ଆଗକୁ ମଧ୍ୟ ରହିବେ ଏଥିରେ ସନ୍ଦେହ ନାହିଁ । କିନ୍ତୁଯାହା ବିକାମ ହୁଏ ତାଙ୍କଡିରେକ୍ସନରେ ପାର୍ଟି କାମ କରି ଚାଲେ ।

  • @narayanbehera1373
    @narayanbehera1373 2 หลายเดือนก่อน

    ବିଜୁ ଜନତା ଦଳ ଉପରେ ଆଜିବି ବିଶ୍ବାସ ଏବଂ ଭରସା ରଖିଛନ୍ତି ସାରା ଓଡ଼ିଶା ବାସୀ।

  • @kvleninjena5560
    @kvleninjena5560 2 หลายเดือนก่อน

    ପ୍ରିୟ ମୁଖ୍ୟମନ୍ତ୍ରୀ #ନବୀନପଟ୍ଟନାୟକ (୨୦୦୦ରୁ୨୦୨୪) ସର୍ବୋଚ୍ଚ ନେତା ଥିଲେ ଅଛନ୍ତି ରହିବେ ମଧ୍ୟ।

  • @sukramadkami4222
    @sukramadkami4222 2 หลายเดือนก่อน

    ବାଘ ମୁହଁ ରେ ଶିଆଳି ର କଥା ଗୁରୁଙ୍କ କଥା ବୁଜିଲୁ ନାହିଁ ଏବେ ବାଗିଲୁ ଦଶା ଭଲ ହୋଇଛି ।

  • @sumansahoo5437
    @sumansahoo5437 2 หลายเดือนก่อน

    Naveen Babu became the leader of the people's hearts. BJP is only leader of power.

  • @bijandas2921
    @bijandas2921 2 หลายเดือนก่อน +29

    ବାଳ ଅଛି

    • @user-ri1qt1jb2g
      @user-ri1qt1jb2g 2 หลายเดือนก่อน +1

      Tu khaibu Bala raha

  • @listenme4261
    @listenme4261 2 หลายเดือนก่อน +56

    ସବୁ ରାଣ୍ଡି ପୁଅ ଛକ ରେ ଭେଟ ।
    ସବୁ ଚୋର ଙ୍କୁ jail ଭରୋ ।
    ସବୁ ଡକାୟତ ଏବେ ବର୍ବାଦ ।

    • @lipun1531
      @lipun1531 2 หลายเดือนก่อน +3

      Jetiki BJD ru bjp ku jai chhanti sabu choro semani bi jibe😂

    • @pradeepsahoo6032
      @pradeepsahoo6032 2 หลายเดือนก่อน

      ତମେ ସବୁ ମାନୁଛ, ଚୋର ବୋଲି ​@@lipun1531

    • @user-qq6ve3ww8x
      @user-qq6ve3ww8x 2 หลายเดือนก่อน

      Kn kahila mo... Excellent

  • @k.jagannathreddy3515
    @k.jagannathreddy3515 2 หลายเดือนก่อน +27

    କଥା କୁହା କପିଳା...

  • @KalapanaJena-jz9ir
    @KalapanaJena-jz9ir 2 หลายเดือนก่อน

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁ ଓଡ଼ିଶାରେ ସର୍ବୋଚ୍ଚ ନେତା ଥିଲେ ଏବଂ ଆଗକୁ ମଧ୍ୟ ରହିବେ ବୋଲି ବବି ଦାସ ମିଡ଼ିଆ ଆଗରେ କହିଛନ୍ତି.

  • @YubraajMishra
    @YubraajMishra 2 หลายเดือนก่อน +2

    ଲୋକଙ୍କୁ ଯିଏ ଅଲଗା ସମୟ ରେ ସାହାଯ୍ୟ କରିନାହିଁ ସେ ନିର୍ବାଚନ ସମୟରେ ସାହାଯ୍ୟ କରିବେ।

  • @ghanashyam9717
    @ghanashyam9717 2 หลายเดือนก่อน +1

    ବବି ଗର୍ବ ଭାଙ୍ଗିଲା ତ?କଥା ଦେଇ କଥା ନ ରଖିବାର ଫଳ ମିଳିଲା ତ?

  • @samirmistri2023
    @samirmistri2023 2 หลายเดือนก่อน

    BJD ତାଙ୍କ ଜୀବନରେ ଆଉ ସରକାର କୁ ଆସିପାରିବେନାହିଁ ଯେତେ ଦିନ ଯାଇ ଏମାନେ ସତ ନକହିଛନ୍ତି

  • @SangaBhai-dx3xc
    @SangaBhai-dx3xc 2 หลายเดือนก่อน +15

    Ty Baby Bhai Jay Naveen 💚💚

  • @dipupalai1248
    @dipupalai1248 2 หลายเดือนก่อน +1

    Jay bjd Jay Nabin sir 🎉🎉🎉🎉

  • @laxmipriyasahoo9743
    @laxmipriyasahoo9743 2 หลายเดือนก่อน

    Naveen Patnaik will continue to fight for the interests of the people of Odisha, Pranab Prakash Das said through reporters, which has filled the minds of the people of Odisha with new inspiration.

  • @narayanbehera1373
    @narayanbehera1373 2 หลายเดือนก่อน

    ନିର୍ବାଚନ ଫଳାଫଳ ଉପରେ ଆଦୌ ବ୍ୟସ୍ତ କି ବିବ୍ରତ ନୁହଁନ୍ତି ବିଜୁ ଜନତା ଦଳ।

  • @raghunathdas-mb7yr
    @raghunathdas-mb7yr 2 หลายเดือนก่อน

    ବିଯୁଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ଦଳ ର ନେତୃ ବର୍ଗ ଙ୍କ ସହିତ ଆଲୋଚନା କରିଛନ୍ତି ଏବଂ ଦଳ ର ପରାଜୟ ବିଷୟରେ ସବିଶେଷ ଆଲୋଚନା କରିଛନ୍ତି |

  • @smrutirekhasatpathy4397
    @smrutirekhasatpathy4397 2 หลายเดือนก่อน

    People's hopes on our Naveen Babu have always been and will remain, but the love and trust of the people will never diminish.