Exclusive interview with Dhamnagar BJP Candidate Suryabanshi Suraj | Odisha Reporter

แชร์
ฝัง
  • เผยแพร่เมื่อ 7 พ.ย. 2024

ความคิดเห็น • 335

  • @rajkishorsahoo9361
    @rajkishorsahoo9361 7 หลายเดือนก่อน +51

    ଅନ୍ଧାର ଯିବ ସୁର୍ଯ୍ୟ ଉଇଁବ କମଳ ଖେଳିବ
    ସୁର୍ଯ୍ୟ ବଂଶୀ ସୁରଜ ମୁଖ୍ୟମନ୍ତ୍ରୀ ହେବେ

    • @siprananda1144
      @siprananda1144 7 หลายเดือนก่อน +2

      Aji nahele bi kali eta Haba nischita

    • @RakeshDas-qw3hp
      @RakeshDas-qw3hp 7 หลายเดือนก่อน

      😂😂😂

    • @chiranjibdas6489
      @chiranjibdas6489 7 หลายเดือนก่อน

      Siye banda chatiba

  • @khirodkumarpanda4763
    @khirodkumarpanda4763 7 หลายเดือนก่อน +26

    ବିଜେଡି ରେ କ୍ରିତଦାସ ନ ରହି ସମସ୍ତେ ଵାହାରି ଆସନ୍ତୁ ଯେଉଁମାନେ ନ ଆସିଵେ କାଲିସକାଳେ ଭୋଟ ମାଗିବାକୁ ଗଲାବେଳେ ଲୋକ କହିଵେ କ୍ରିତଦାସ ଆସିଗଲେ

  • @bubu9203
    @bubu9203 7 หลายเดือนก่อน +24

    ଏଥର ପରିବର୍ତ୍ତନ କରିବା ❤

  • @Sahoo983
    @Sahoo983 7 หลายเดือนก่อน +4

    Next CM suryawanshi Suraj 100% ନିଚୟ ଦେଖିବେ ଜୟ ଜଗନ୍ନାଥ ଜୟ ଶ୍ରୀ ରାମ

  • @debiprasad1899
    @debiprasad1899 7 หลายเดือนก่อน +9

    ସୂର୍ଯ୍ୟବଂଶୀ ସୁରଜ ଭାଇ ଯାହାବି କହିଲେ ବାସ ଏହା ଏକ ଓଡିଆ ର ହ୍ରୁଦୟ ର କଥା ଓ କାଲି ଓଡ଼ିଶାରେ ପରିବର୍ତ୍ତନ ହେଉ ହେଉ କି ନ ହେଉ କିନ୍ତୁ ଓଡିଆର ଅସ୍ମିତା କେବଳ ଜଣେ ଓଡିଆ ହିଁ ବୁଝିପାରିବେ। ବାସ୍

  • @SapnaraniPatra
    @SapnaraniPatra 7 หลายเดือนก่อน +30

    ହେ ନବୀନ ବାବୁ ଆମେ ତମର fan ଗୀତ ଗାଉ ଥିଲା ଲୋକ ମାନକର awaj ଆଉ କାହିଁ ଏବେ କହିବେ ହେ ମୋଦୀ ବାବୁ ଆମେ ତମର fan

    • @Ramakanta.123
      @Ramakanta.123 7 หลายเดือนก่อน

      ବିଜେପି ସରକାର 👌👌

    • @sadanandabiswal8314
      @sadanandabiswal8314 7 หลายเดือนก่อน

      Suryabanshi Agaichala.Ame Tuma pachhareAchhu.

  • @prabhatguin4478
    @prabhatguin4478 7 หลายเดือนก่อน +26

    Suraj bhai win 100% 2024

    • @BikaskumarSwain-j5t
      @BikaskumarSwain-j5t 7 หลายเดือนก่อน

      Sala aita para ହାରିଥିଲା କେବଳ ରାଜୁ ଦାସ pain ବଞ୍ଚିଗଲା ଅଳ୍ପ rel

    • @nandansahu3832
      @nandansahu3832 7 หลายเดือนก่อน

      Jo jita wo sikandar. Jitiba alpare heu ba bahut. Gotie votere bi bjapayee sarkar bhangithila​@@BikaskumarSwain-j5t

    • @chandankumar2289
      @chandankumar2289 7 หลายเดือนก่อน

      ​@@BikaskumarSwain-j5tare maghia pela chata to bandaku kati kima kari tote khuebi mg

  • @kartik-igcs
    @kartik-igcs 7 หลายเดือนก่อน +8

    ଏଥର ଧାମନଗର ରୁ ବିଜେପି ପୁଣିଥରେ ଜିତି ଦେଖାଇଲେ ସୂର୍ଯ୍ୟାବଂଶୀ ଙ୍କ ପରିବା ପଣିଆ ଜଣା ପଡିବ!

  • @NDas-p4u
    @NDas-p4u 7 หลายเดือนก่อน

    ଚାଲିଛି 2024ସାଧାରଣ ନିର୍ବାଚନ ରେ ବିଜେଡି 125ଆସନରେ ଜିତିବ ଆପଣ ଧାମ ନଗର ରେ ଏଥର ଜିତି ପାରିବେତ!

  • @prasnasathpathy9818
    @prasnasathpathy9818 7 หลายเดือนก่อน +18

    Only bjp bjp bjp bjp bjp bjp bjp bjp bjp bjp bjp bjp bjp bjp bjp bjp bjp bjp bjp bjp bjp bjp bjp bjp bjp bjp bjp bjp bjp bjp bjp bjp bjp bjp bjp bjp bjp bjp bjp bjp bjp bjp bjp bjp jindabad, pandu hatao odisa bachao, pandu hatao odisa bachao, pandu hatao odisa bachao, pandu hatao odisa bachao, pandu hatao odisa bachao, pandu hatao odisa bachao, pandu hatao odisa bachao, pandu hatao odisa bachao, pandu hatao odisa bachao, pandu hatao odisa bachao pandu hatao odisa bachao, pandu hatao odisa bachao, pandu hatao odisa bachao pandu hatao odisa bachao, nahin and pandu hatao odisa bachao nahin and pandu hatao odisa bachao nahin and pandu hatao odisa bachao nahin and pandu hatao odisa bachao nahin and pandu hatao odisa bachao nahin and pandu hatao odisa bachao nahin and pandu hatao odisa bachao nahin and pandu hatao odisa bachao nahin and pandu hatao odisa bachao nahin and pandu hatao odisa bachao nahin and pandu hatao odisa bachao, only bjp will win in odisa only bjp will win in odisa, only bjp will win in odisa, only bjp will win in odisa, only bjp will win in odisa, only bjp will win in odisa, only bjp will win in odisa, bjd will sweepout from odisha bjd will sweepout from odisha bjd will sweepout from odisha ❤😂❤😂😂😂😂❤😂😂😂❤😂😂😂😂😂❤❤❤😂❤😂😂😂😂❤😂❤😂😂😂😂😂😂😂😂

  • @NityanandaJena-d1q
    @NityanandaJena-d1q 7 หลายเดือนก่อน +1

    ସୂର୍ଯ୍ୟ ବଂଶୀ ବାବୁ ଆପଣଙ୍କ ଜୀବନ ଅନ୍ଧାରରେ ବିତିବାକୁ ଯାଉଛି ସେଥିପାଇଁ ବୁଧୁଏ ଏମିତି ପ୍ରଳାପ କରୁଛନ୍ତି l

  • @Goutam306
    @Goutam306 7 หลายเดือนก่อน +1

    ଏଥର ବିଜେଡି ମୁକ୍ତ ଓଡ଼ିଶା ରେ ଖାଲି ବିଜେପି

  • @kartik-igcs
    @kartik-igcs 7 หลายเดือนก่อน +1

    ସୂର୍ଯ୍ୟାବଂଶୀ ସୁରଜ କୁହନ୍ତୁ ବିଜୁ ସ୍ୱାସ୍ଥ୍ୟ ଯୋଜନା ଠାରୁ ଅଧିକ ସଫଳ କେଉଁ ରାଜ୍ୟ ରେ ଆୟୁଷ୍ମାନ ଯୋଜନା ହୋଇଛି ?

  • @kartik-igcs
    @kartik-igcs 7 หลายเดือนก่อน +1

    ସୃର୍ଯ୍ୟାବଂଶୀ ସୁରଜ କଣ ମୋଦି ଙ୍କ ଜଣେ ଅଂଧଭକ୍ତ ଜଣେ ଅଂଧଭକ୍ତ ହୋଇ ରହୁବା ଅପେକ୍ଷା ରାଜନୀତି ନ କରିବା ବହୁତ ଭଲ!)

  • @PDAS-i8r
    @PDAS-i8r 7 หลายเดือนก่อน

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ହାତ ମୁଠାକୁ ଓଡ଼ିଶାବାସୀ ନିଶ୍ଚୟ ଟାଣ କରିବେ ଏବଂ ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରାଇବେ |

  • @rinkypinkyodiavlogs
    @rinkypinkyodiavlogs 7 หลายเดือนก่อน +1

    ସୂର୍ଯ୍ୟ ବଂଶୀ ସୁରଜ ଓଡ଼ିଶାରେ ଜଣେ ଟାଉଟର ଏବଂ ଧକାବାଜ ନେତା ଭାବରେ ପରିଚିତ ଧାମନଗର ବାସୀ ଭଲ ଭାବରେ ଜାଣିଛନ୍ତି

  • @kartik-igcs
    @kartik-igcs 7 หลายเดือนก่อน

    ବିଜୁ ଜନତା ଦଳ ର ନେତା ମାନେ ପ୍ରକୃତରେ କ୍ରୀତଦାସ କାହାର ଜାଣିବା ଉଚିତ ବିଜେପି ନେତା ମାନେ ସେମାନେ ସାଧାରଣ ଲୋକ ଙ୍କ କ୍ରୀତଦାସ!

  • @rinkypinkyodiavlogs
    @rinkypinkyodiavlogs 7 หลายเดือนก่อน

    ଓଡ଼ିଶାରେ ବିଜେଡି ଦଳ ରାଜ୍ୟ ପାଇଁ ଅନେକ ବିକାଶ ମୂଳକ କାର୍ଯ୍ୟ କରି ଆସିଛି।ଆଗକୁ ମଧ୍ୟ ବିକାଶ ମୂଳକ କାର୍ଯ୍ୟ କରିବେ l

  • @ManashiDas1234
    @ManashiDas1234 7 หลายเดือนก่อน

    ଯୋଜନା ଦେଇ ଫୋନ କରି ଭୋଟ ମାଗୁଛନ୍ତି, କ'ଣ କହୁଛନ୍ତି ନା ଏଥର ବିଜେପି ଆସିବ , ନିଜ ସ୍ବାର୍ଥ ଲାଗି ଯୋଜନା ହେବ, ସେଥିରେ କୌଣସି ଜନତାଙ୍କ ସ୍ବାର୍ଥ ନ ଥିବ

  • @ManashiDas1234
    @ManashiDas1234 7 หลายเดือนก่อน

    ଲୋକ ପ୍ରିୟତାର ସେଶରେ ଥାଇବି BJP ନେତା ମାନଙ୍କର ମୁହଁ ଫୁଟାଣି କମୁନାହି

  • @PDAS-i8r
    @PDAS-i8r 7 หลายเดือนก่อน

    ବିରୋଧୀଙ୍କ ଗୋଟିଏ ଟାର୍ଗେଟ 5ଟି ଅଧକ୍ଷ କାର୍ତ୍ତିକ ପାଣ୍ଡିଆନ | କାହିଁକି ନା ମୁଖ୍ୟମନ୍ତ୍ରୀ ଙ୍କ ଆଦେଶ କ୍ରମେ ସେ ଯାଇ କାର୍ଯ୍ୟସମ୍ପାଦନ କରିଦେଉଛନ୍ତି ଆଉ ନବୀନ ପଟ୍ଟନାୟକ ଙ୍କ ନାମ ହୋଇଯାଉଛି |

  • @mrsina3880
    @mrsina3880 7 หลายเดือนก่อน +1

    Suraj Bhai anek katha prove sah kahuchhanti
    Yemiti neta odisha pain nihati darkar 🔥💯
    Suraj Babu is a talented politician

  • @KartikeswarBarik-r8b
    @KartikeswarBarik-r8b 7 หลายเดือนก่อน

    ଆଜି ବାବୁଙ୍କର bjp ର ଟିକେଟ ମିଳିଛି ବୋଲି ଏତେ ଜୋର ରେ କହୁଛନ୍ତି। BJP ରେ ଟିକେଟ ମିଳୁନଥିଲେ ନବୀନ ଙ୍କ ସଂସ୍ପର୍ଶରେ ଆସି bjd ରେ join କରି ଥାନ୍ତେ।

  • @ManashiDas1234
    @ManashiDas1234 7 หลายเดือนก่อน

    ବି ଜେ ଡି ର ଏମେଲେ ଏମପି ଆପଣଙ୍କ ଦଳରେ କେତେଟା ଯାଇଛନ୍ତି ଗଣିକି କୁହ ଆଜ୍ଞା ବି ଜେ ପି ର କେତେଟା ବି ଜେ ଡି ରେ ଆସିଛନ୍ତି ଆଜ୍ଞା ଗପୁଆ ଦଳ ତ ଗପିବ ତୁମର କାମ ତ ସେୟା

  • @ManashiDas1234
    @ManashiDas1234 7 หลายเดือนก่อน

    ନୀତିନିଷ୍ଠ ନବୀନବାବୁ ରାଜନୀତି ଜୀବନରେ ସେବାକୁ ଅଧିକ ଗୁରୁତ୍ୱ ଦେଇ ଆସୁଛନ୍ତି. ସେ ଗୁଜବକୁ ଏବଂ ମିଛ କଥାକୁ ଆଦୌ ପସନ୍ଦ କରନ୍ତିନାହିଁ

    • @Goutam306
      @Goutam306 7 หลายเดือนก่อน

      ଏଥର ବିଜେଡି ମୁକ୍ତ ଓଡ଼ିଶା ରେ

  • @kartik-igcs
    @kartik-igcs 7 หลายเดือนก่อน +1

    ବିଜେପି ର ନେତା ମାନେ ସାଧାରଣ ଜନତା ଙ୍କ ମନ କଥା କିଭଳି ବୁଝିବେ ସେମାନେ ତ ମୋଦି ପ୍ରେମ ରେ ଅନ୍ଧ!

  • @rinkypinkyodiavlogs
    @rinkypinkyodiavlogs 7 หลายเดือนก่อน

    ଓଡ଼ିଶାର ବିଜେଡି ଦଳ ଏକ ମାତ୍ର ଦଳ ଯିଏକି ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ଦଳ, ତେଣୁ ୨୦୨୪ ନିର୍ବାଚନ ରେ ବିଜେଡିର ବିଜୟ ସୁନିଶ୍ଚିତ ସୂର୍ଯ୍ୟ ବଂଶୀ ବାବୁ

  • @ManashiDas1234
    @ManashiDas1234 7 หลายเดือนก่อน +1

    ଦୀର୍ଘ ୨୪ ବର୍ଷ ଧରି ରାଜ୍ୟ ସରକାର ଓଡିଶାବାସୀଙ୍କ ପାଇଁ ଯେତିକି ବିକାଶ ମୂଳକ କାର୍ଯ୍ୟକରିଛନ୍ତି ତାହା ଓଡିଶା ବାହାରେ ମଧ୍ୟ୍ୟ ପ୍ରଶଂସାର ପାତ୍ର ସାଜିଛନ୍ତି

    • @NarayanGond-gz3bn
      @NarayanGond-gz3bn 7 หลายเดือนก่อน

      ଓଡ଼ିଶାରେ ନେତା ମନ୍ତ୍ରୀଙ୍କର ମୁଣ୍ଡ କାମ କରୁ ନି ଖରାପ କମଏଟ୍ ଶୁଣି ଶୁଣି

  • @NDas-p4u
    @NDas-p4u 7 หลายเดือนก่อน

    ଯିଏ ଯେଉଁଭଳି ସେ ସେହିଭଳି ଦଳରେ ରହିବାକୁ ଚାହିଁବ ଓ ସେ ସେହି ଦଳର କ୍ରୀତଦାସ ହେବ!

  • @kartik-igcs
    @kartik-igcs 7 หลายเดือนก่อน

    ସୂର୍ଯ୍ୟବଂଶୀ ସୁରଜ ବିଜେଡି ନେତା କି ଦଳ କୁ ସମାଲୋଚନା ନ କରି ନିଜେ ଓ ବିଜେପି କଣ କରିଛି କୁହନ୍ତୁ ?

  • @sashikantanayak4639
    @sashikantanayak4639 7 หลายเดือนก่อน

    Bahut Sunder answer by SURYABANSHI SURAJ.

  • @ManashiDas1234
    @ManashiDas1234 7 หลายเดือนก่อน

    ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟେକ ପଦକ୍ଷେପ ଓଡିଶା ବାସୀଙ୍କ ପାଇଁ କଲ୍ୟାଣ କାରି ସାବ୍ୟସ୍ତ ହେଉଛି, ଏହାକୁ ସାଧାରଣ ଜନତା ଅତି ଆରାମରେ ଗ୍ରହଣ କରୁଛନ୍ତି

  • @PDAS-i8r
    @PDAS-i8r 7 หลายเดือนก่อน

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କୁହନ୍ତି ତାହା ସେ ପୂରଣ କରନ୍ତି ଉଦାହରଣ ସ୍ୱରୂପ ମେଟ୍ରୋ ପ୍ରକଳ୍ପ, ମେଡିକାଲ କଲେଜ ଇତ୍ୟାଦି |

  • @sangramprasad1542
    @sangramprasad1542 7 หลายเดือนก่อน

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସୁଚାରୁ ଅର୍ଥନିତୀ ଫଳରେ ଓଡ଼ିଶା ଆଜି ବଳକା ରାଜ୍ୟ ଭାବରେ ଉଭା ହୋଇଛି ।

  • @kartik-igcs
    @kartik-igcs 7 หลายเดือนก่อน

    ବିଜେପି ର ପୋଷା ଗୋଦି ମିଡ଼ିଆ ର କେମେରା ଆଗରେ ବସି ବିଜେଡି ବିରୋଧ ରେ ଭାଷଣ ନ ଦେଇ ସେହି ଭାଷଣ ସାଧାରଣ ଜନତା ଆଗରେ ବିଜେପି ନେତା ଦିଅନ୍ତୁ କେତେ ସାହସ ଦେଖିବା!

    • @prakashkumarjena.babusan.n3760
      @prakashkumarjena.babusan.n3760 7 หลายเดือนก่อน

      କିଛି ଲୋକ ତାମିଲ୍ ପ୍ରେମରେ ଏତେ ପାଗଳ ହେଇ ଯାଇଛନ୍ତି ଯେ ସେମାନଙ୍କୁ ଏସବୁ ଦେଖା ଯିବନି , କେତେ ଦିନ ଏମିତି ତାମିଲ୍ ପେଳ ଚାଟି ବଞ୍ଚିବ ଶଳା ଲଜ୍ୟା ସରମ୍ ସବୁ ଭୁଲିଗଲ

  • @ManashiDas1234
    @ManashiDas1234 7 หลายเดือนก่อน

    ରାଜ୍ୟବାସୀ ବିଜେଡି ସରକାରଙ୍କ ଲାଗି ବିକାଶ ଦେଖିଛନ୍ତି ପ୍ରତି ନିର୍ବାଚନରେ ତା ଛଡା ଆଉ କାହାକୁ ଭୋଟ ଦେବେନି |

  • @PritipratimaPatra-wc3fp
    @PritipratimaPatra-wc3fp 7 หลายเดือนก่อน

    ବିଜୁ ଜନତା ଦଳ ର ନେତା ମାନେ ପ୍ରକୃତରେ କ୍ରୀତଦାସ କାହାର ଜାଣିବା ଉଚିତ ବିଜେପି ନେତା ମାନେ ସେମାନେ ସାଧାରଣ ଲୋକ ଙ୍କ କ୍ରୀତଦାସ!

  • @NityanandaJena-d1q
    @NityanandaJena-d1q 7 หลายเดือนก่อน

    ଚାଷୀ ବିରୋଧୀ, ସମ୍ବିଧାନ ବିରୋଧୀ, sc st ବିରୋଧୀ, ସଂରକ୍ଷଣ ବିରୋଧୀ, ବିଜେପି ହଟାଓ ଦେଶ ବଞ୍ଚାଓ

  • @ManashiDas1234
    @ManashiDas1234 7 หลายเดือนก่อน

    ନବୀନବାବୁଙ୍କ ଦୀର୍ଘ ଦିନର ଶାସନ କlଳରେ ଓଡ଼ିଶାବାସୀ ଖୁସି ରହିଛନ୍ତି.ତାଙ୍କର ଜନହିତକର କାର୍ଯ୍ୟ ଲୋକଙ୍କ ହୃଦୟକୁ ଆକୃଷ୍ଟ କରିଛି

    • @krishnapriyamohapatra6817
      @krishnapriyamohapatra6817 7 หลายเดือนก่อน

      Kan khusi achhi. Pila mane jou bahara ku jauchanti dadana khatibaku. Sei khusi ta

    • @krishnapriyamohapatra6817
      @krishnapriyamohapatra6817 7 หลายเดือนก่อน

      Bala ta ku khusi achhu. Khali chaula deidele ta sabu heigala. Loka khali chaula khaiki banchibe

  • @ManojSahu-lj9ws
    @ManojSahu-lj9ws 7 หลายเดือนก่อน +1

    Strong leader surjya bhai bjp

  • @LDAS-rj3ys
    @LDAS-rj3ys 7 หลายเดือนก่อน

    ଏଥର ଧାମ ନଗର ରୁ ବିଜେପି ଜିତି ଦେଖାଅ ସୂର୍ଯ୍ୟ ବଂସୀ ବାବୁ!

  • @kartik-igcs
    @kartik-igcs 7 หลายเดือนก่อน

    ସୂର୍ଯ୍ୟାବଂଶୀ ସୁରଜ ଆଉଥରେ ସାଧାରଣ ଜନତା ଙ୍କୁ ଭୋଟ ମାଗିବାକୁ ଯାନ୍ତୁ ଲୋକେ ବୁଝେଇଦେବେ କ୍ରୀତଦାସ କିଏ!

    • @chandankumar2289
      @chandankumar2289 7 หลายเดือนก่อน

      Hn re pua tu ta kuta maghia ta .to oukat jetiki setiki kahibu

  • @ManashiDas1234
    @ManashiDas1234 7 หลายเดือนก่อน

    ନିର୍ବାଚନ ଯେତିକି ପାଖଉଚି BJP ନେତା ମାନଙ୍କ ମସ୍ତିସ୍କ ବିକୃତି ସେତିକି ବଢୁଛି

    • @odiakatha2283
      @odiakatha2283 7 หลายเดือนก่อน

      ନିଜର ମନର/ବୁଦ୍ଧିର ଦାସ ହୁଅ ଏବଂ ସଶକ୍ତ ହୁଅ ନା କି କାହାର କ୍ରୀତଦାସ - ଜୟ ବିଜେପି

  • @NityanandaJena-d1q
    @NityanandaJena-d1q 7 หลายเดือนก่อน

    ସୂର୍ଯ୍ୟ ବଂଶୀ ବାବୁ ଯାହା ବି ପ୍ରତି କ୍ରିୟା ରଖିଛନ୍ତି ସମ୍ପୂର୍ଣ ମିଥ୍ୟା |ଧାମ ନଗର ରେ ସେ ଏଥର ଜିତିବା ଅସମ୍ଭବ l

  • @ManashiDas1234
    @ManashiDas1234 7 หลายเดือนก่อน +1

    ଓଡିଶା ବାସୀଙ୍କ ସୁନ୍ଦର ଭବିଷ୍ୟତ ଓ ରାଜ୍ୟକୁ ବିକାଶ ର ରାଜ୍ୟ ରୂପେ ସମୃଦ୍ଧିର ଶିଖରରେ ପହଞ୍ଚାଇବା ପାଇଁ ସବୁବେଳେ ଚେଷ୍ଟିତ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • @BijayPatra-n4z
    @BijayPatra-n4z 7 หลายเดือนก่อน

    ଶଙ୍ଖ ଚିହ୍ନ ହେଉଛି ବିକାଶ ଓ ବିଶ୍ୱାସର ଚିହ୍ନ ଦୀର୍ଘ 25 ବର୍ଷ ନବୀନ ବାବୁ ଓଡିଶା ବାସୀଙ୍କ ପାଇଁ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି ଆମ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ଓଡ଼ିଶା ଭାରତରେ ଏକ ନମ୍ବର ରାଜ୍ୟରେ ପରିଣତ ହେଉ।

    • @prakashkumarjena.babusan.n3760
      @prakashkumarjena.babusan.n3760 7 หลายเดือนก่อน

      କିଛି ଲୋକ ତାମିଲ୍ ପ୍ରେମରେ ଏତେ ପାଗଳ ହେଇ ଯାଇଛନ୍ତି ଯେ ସେମାନଙ୍କୁ ଏସବୁ ଦେଖା ଯିବନି , କେତେ ଦିନ ଏମିତି ତାମିଲ୍ ପେଳ ଚାଟି ବଞ୍ଚିବ ଶଳା ଲଜ୍ୟା ସରମ୍ ସବୁ ଭୁଲିଗଲ

  • @NDas-p4u
    @NDas-p4u 7 หลายเดือนก่อน

    ଓଡ଼ିଶା ବାସୀ ଖୁସିରେ ମୁଖ୍ୟମନ୍ତ୍ରୀ ଙ୍କ ଖୁସି ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ବିପୁଳ ପରିମାଣରେ ବିକାଶ କରିଛନ୍ତି ତାହା ଦେଖି ବିଜେପିସହି ପାରୁ ନାହାଁନ୍ତି!

    • @chandankumar2289
      @chandankumar2289 7 หลายเดือนก่อน

      Are maghia pandu pela chatiba loka to oukat kete re maghia

  • @SURENDRAPRADHAN-yc1ig
    @SURENDRAPRADHAN-yc1ig 7 หลายเดือนก่อน +1

    Joy sree ram Joy BJP sarkar odisha darkar

  • @ManashiDas1234
    @ManashiDas1234 7 หลายเดือนก่อน

    ଆଜି ଓଡିଶାରେ ଗାଁ ଗହଳି ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବିକାଶ କରି ଲୋକଙ୍କ ଅସୁବିଧାକୁ ଦୂର କରିପାରିଛନ୍ତି ରାଜ୍ୟ ସରକାର

    • @bantyshorts12
      @bantyshorts12 7 หลายเดือนก่อน

      କିଛି ହେଇନି ଆସିକି ଦେଖିକି ଯାଅ
      ତା ପରେ ଏମିତି coment ଦବ

  • @jayakrishnapradhan-ms6tm
    @jayakrishnapradhan-ms6tm 7 หลายเดือนก่อน

    ବିଜେଡି ହଟାଓ ଓଡ଼ିଶା ବଞ୍ଚାଅ

  • @ManashiDas1234
    @ManashiDas1234 7 หลายเดือนก่อน +1

    ରାଜ୍ୟର ସର୍ବାଙ୍ଗୀନ କ୍ଷେତ୍ର ରେ ବିକାଶ ଘଟି ଏକ ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ପରିଗଣିତ ହେବାକୁ ଯାଉଛି, ଏହା ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଦୃଢ଼ ନେତୃତ୍ଵ ବଳରେ ସମ୍ଭବ ହୋଇଛି

  • @LDAS-rj3ys
    @LDAS-rj3ys 7 หลายเดือนก่อน

    ସୂର୍ଯ୍ୟ ବଂସୀ ବାବୁ ଭାଷଣ ବାଜିରେ ହିରୋ କାର୍ଯ୍ୟ ରେ ଜିରୋ!

  • @BijayPatra-n4z
    @BijayPatra-n4z 7 หลายเดือนก่อน

    ସୂର୍ଯ୍ୟ ବଂଶୀ ସୁରଜ ଆପଣ କେଉଁ ଭଳିଆ ନେତା ଧାମନଗର ବାସୀ ଭଲ ଭାବରେ ଜାଣିଛନ୍ତି l

  • @manoranjansahoo1418
    @manoranjansahoo1418 7 หลายเดือนก่อน

    ଗୁଜରାଟୀ ଗୋଲାମ ବି ହୁଏନାହିଁ

  • @NityanandaJena-d1q
    @NityanandaJena-d1q 7 หลายเดือนก่อน

    ସୁରଜ ବାବୁ ଯେତେ ଚେଷ୍ଟା କଲେ ମଧ୍ୟ ଆପଣ ଆଉ ଧାମନଗରେ ଉଦୟ ହୋଇ ପାରିବ ନାହିଁ କାରଣ ଆପଣ ଓ ଆପଣଙ୍କ ଦଳ ସମ୍ପୂର୍ଣ୍ଣ ଭାବେ ବିକାଶ ହୀନ କୋୖଣସି କାମକୁ ନୁହଁ ତାହା ଓଡ଼ିଶା ବାସୀ ଭଲ ଭାବରେ ଜାଣିଛନ୍ତି l

  • @ManashiDas1234
    @ManashiDas1234 7 หลายเดือนก่อน +1

    ଆସନ୍ତୁ ଏକତ୍ରିତ ହୋଇ ବିଜୁ ଜନତା ଦଳକୁ ଆହୁରି ସୁଦୃଢ଼ କରିବା ଏବଂ ଆଗାମୀ ଭବିଷ୍ୟତରେ ନବୀନ ଓଡ଼ିଶା ଗଠନ କରିବାରେ ଅଂଶଗ୍ରହଣ କରିବା।
    ଜୟ ନବୀନ!
    ଜୟ ବିଜେଡି!

    • @odiakatha2283
      @odiakatha2283 7 หลายเดือนก่อน

      ନିଜର ମନର/ବୁଦ୍ଧିର ଦାସ ହୁଅ ଏବଂ ସଶକ୍ତ ହୁଅ ନା କି କାହାର କ୍ରୀତଦାସ - ଜୟ ବିଜେପି

  • @PritipratimaPatra-wc3fp
    @PritipratimaPatra-wc3fp 7 หลายเดือนก่อน

    ସୃର୍ଯ୍ୟାବଂଶୀ ସୁରଜ କଣ ମୋଦି ଙ୍କ ଜଣେ ଅଂଧଭକ୍ତ ଜଣେ ଅଂଧଭକ୍ତ ହୋଇ ରହୁବା ଅପେକ୍ଷା ରାଜନୀତି ନ କରିବା ବହୁତ ଭଲ!

  • @ManashiDas1234
    @ManashiDas1234 7 หลายเดือนก่อน +1

    ନବୀନ ସରକାରଙ୍କ ଶାସନ କାଳରେ ସାରା ଓଡ଼ିଶା ବାସୀ ରାଜ୍ୟ ର ବିକାଶ ଓ ଜନସାଧାରଣଙ୍କ ଉନ୍ନତି ଦେଖିଛନ୍ତି

  • @BijayPatra-n4z
    @BijayPatra-n4z 7 หลายเดือนก่อน

    ପ୍ରତ୍ୟେକ ଜୀବନ ମୂଲ୍ୟବାନ, ଏହି କଥା କୁ ସବୁବେଳେ ଗୁରୁତ୍ୱ ଦେଇଛନ୍ତି ନବୀନ ପଟ୍ଟନାୟକ। ସେଥିପାଇଁ ବିଜୁ ସ୍ବାସ୍ଥ୍ୟ କାର୍ଡ ମାଧ୍ୟମରେ ଓଡ଼ିଶା ବାସି ଙ୍କ ପାଇଁ ମାଗଣାରେ ଉନ୍ନତ ମାନର ଚିକିତ୍ସା ଉପଲବ୍ଧ କରାଇଛନ୍ତି ନବୀନ ପଟ୍ଟନାୟକ।

  • @BijayPatra-n4z
    @BijayPatra-n4z 7 หลายเดือนก่อน

    ଆପଣଙ୍କ ଭଳି ନେତା ମାନେ ନବୀନ ବାବୁ ଙ୍କ ପରି ଜଣେ ଭଲ ନେତା ଙ୍କ କ୍ରୀତଦାସ ନ ହୋଇ ମୋଦି ଗୋଦି ଙ୍କ ପରି ଜଣେ ଠକ ର କ୍ରୀତଦାସ ହେବେ l

  • @ManashiDas1234
    @ManashiDas1234 7 หลายเดือนก่อน +1

    ଓଡିଶାବାସୀଙ୍କ ସୁଖ ଆଉ ଦୁଃଖର ଲୋକଙ୍କ ପାଖରେ ଜଣେ ମହାନତା ଥିବା ସରକାରଙ୍କୁ ଦେଖିବାକୁ ମିଳେ

  • @BijayPatra-n4z
    @BijayPatra-n4z 7 หลายเดือนก่อน

    ଓଡ଼ିଶା ର ମହିଳା ମାନଙ୍କର ବିକାଶ କ୍ଷେତ୍ରରେ ସ୍ଵତନ୍ତ୍ର ଦୃଷ୍ଟିକୋଣ ରଖିଛନ୍ତି ନବୀନ ପଟ୍ଟନାୟକ। ମିଶନ ଶକ୍ତି ମାଧ୍ୟମରେ ଓଡ଼ିଶା ର ମହିଳା ମାନଙ୍କୁ ସଶକ୍ତ କରାଇଛନ୍ତି ରାଜ୍ୟ ସରକାର।

  • @sangramprasad1542
    @sangramprasad1542 7 หลายเดือนก่อน

    ଲୋକପ୍ରିୟ ନେତା ଭାବରେ ଲୋକଙ୍କ ସମସ୍ୟାକୁ ତୃଣମୂଳ ସ୍ତରରୁ ହଟାଇବାକୁ ଚେଷ୍ଟା କରନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

  • @kartik-igcs
    @kartik-igcs 7 หลายเดือนก่อน +1

    ବିଜୁ ଜନତା ଦଳ ରେ ଯେଉଁମାନେ ସାଧାରଣ ଜନତା ଙ୍କ ସେବା କାର୍ରଇବାରେ ସଫଳ ହୁଅନ୍ତି ଦଳ ସେଇମାନଙ୍କୁ ପୁରସ୍କାର ଦିଏ!

  • @PDAS-i8r
    @PDAS-i8r 7 หลายเดือนก่อน

    ସୂର୍ଯ୍ୟ ବଂଶୀ ବାବୁ ଯାହା କହୁଛନ୍ତି ସମ୍ପୂର୍ଣ ଭୁଲ |ଧାମ ନଗର ରେ ସେ ଏଥର ଜିତିପାରିବେ ତ |

  • @binapanisamanta2703
    @binapanisamanta2703 7 หลายเดือนก่อน

    Suraj Suryavanshi is a Gem 💎 of Odisha Politics

  • @BijayPatra-n4z
    @BijayPatra-n4z 7 หลายเดือนก่อน

    ଓଡ଼ିଶା ସରକାରଙ୍କ କାର୍ଯ୍ୟ ଊପରେ ପ୍ରଶ୍ନ ଉଠେଇବା ପୂର୍ଵ ରୁ ସୂର୍ଯ୍ୟ ବଂଶୀ ସୁରଜ ବାବୁ ଓଡ଼ିଶା ବାସିଙ୍କ ପାଇଁ କେଉଁ ପ୍ରକାର ସେବା ଯୋଗାଇ ଦେଇଛନ୍ତି l

  • @BijayPatra-n4z
    @BijayPatra-n4z 7 หลายเดือนก่อน

    ଓଡ଼ିଶା ର ସାଢ଼େ ଚାରି କୋଟି ଜନତା ନବୀନ ଙ୍କ ପରିବାର।ତେଣୁ ସେହି ପରିବାର ର ସମସ୍ତ ସଦସ୍ୟ କେମିତି ଭଲ ରେ ରହିବେ,ଖୁସି ରେ ରହିବେ ସେହି ବ୍ୟବସ୍ଥା ସେ କରୁଛନ୍ତି ଓ ଆଗକୁ ନିଶ୍ଚିତ କରିବେ।

  • @ManashiDas1234
    @ManashiDas1234 7 หลายเดือนก่อน

    ହଜାର ହଜାର ଜନ ସମର୍ଥନ ଆଉ ବିଜେଡି ଦଳର ସଂଗଠନକୁ ଦେଖି ରାଜ୍ୟର ବିଜେପି ଦଳ ଭୟରେ ବ୍ୟସ୍ତ ହୋଇପଢୁଛି

  • @NityanandaJena-d1q
    @NityanandaJena-d1q 7 หลายเดือนก่อน

    ସୂର୍ଯ୍ୟ ବଂସୀ ସୁରଜ ବାବୁ ଜଣେ ମୋଦୀ ଙ୍କ କୁହାଳିଆ ଚେହ୍ଲା ସେଥି ପାଇଁ ସେ ବିଜେଡି କୁ ଵଦନାମ କରୁଛନ୍ତି!

  • @PDAS-i8r
    @PDAS-i8r 7 หลายเดือนก่อน

    ଗମାନ୍ସ ଭକ୍ଷଣ କାରୀ ଙ୍କୁ ପ୍ରଥମେ ତମ ମୋଦିଜୀ ପ୍ରମୋଟ କରିଥିଲେ ଏବଂ ଧରେନ୍ଦ୍ର ବାବୁ ମଧ୍ୟ ସେଥିରେ ସମ୍ପୃକ୍ତ |

  • @sanjibnayak8445
    @sanjibnayak8445 7 หลายเดือนก่อน

    JAY HIND.... DABANG HERO. FIREBRAND नेता ସୁର୍ଯ୍ୟ ବଂଶୀ ସୂରଜ କି ଜୟ ହୋ... JAY HINDU.

  • @NDas-p4u
    @NDas-p4u 7 หลายเดือนก่อน

    ଏ ବାବୁ ଜଣଙ୍କ ମାତାଲି ଭଳି କଥା ବାର୍ତ୍ତା କରୁଛନ୍ତି!

    • @chandankumar2289
      @chandankumar2289 7 หลายเดือนก่อน

      Mg khali mo habarare padntu.. maghia tote khali nilora mada mg

  • @sangramprasad1542
    @sangramprasad1542 7 หลายเดือนก่อน

    ମହିଳା ମାନଙ୍କ ପାଇଁ ୫ ଟଙ୍କାରେ ଲକ୍ଷ୍ମୀ ବସ୍ ର ସୁବିଧା କରୁଛନ୍ତି ଯାହା ଫଳରେ ମହିଳାମାନେ ଅତି ସହଜରେ ଏବଂ ଅତିଶିଘ୍ର ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରୁଛନ୍ତି ।

  • @rinkypinkyodiavlogs
    @rinkypinkyodiavlogs 7 หลายเดือนก่อน

    Bjd ଆଜି ସାରା ଭାରତ ବର୍ଷରେ ନୂଆ ପରିଚୟ ସୃଷ୍ଟି କରିବ !

  • @rinkypinkyodiavlogs
    @rinkypinkyodiavlogs 7 หลายเดือนก่อน

    ଓଡିଶା ରେ ବିଜେଡି ଦଳ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ହରାଇବା ସମ୍ଭବ ନୁହେଁ ବୋଲି ବିରଧୀ ଦଳ ଭଲ ଭାବରେ ଜାଣି ଛନ୍ତି l

  • @Sahoo983
    @Sahoo983 7 หลายเดือนก่อน +1

    ଜୟ ମାଆ ଗୀହା BJD ଜୟ ମାଆ ଗୀହ

  • @sangramprasad1542
    @sangramprasad1542 7 หลายเดือนก่อน

    ଲୋକଙ୍କ ସେବାରେ ସବୁବେଳେ ନିଜକୁ ନିୟୋଜିତ କରିଦେଇଛନ୍ତି ନବୀନ ବାବୁ ଲୋକଙ୍କ ବିକାଶ ଲୋକଙ୍କ ଉନ୍ନତି ହିଁ ନବୀନ ଙ୍କ ମୂଳ ଲକ୍ଷ୍ୟ

  • @ManashiDas1234
    @ManashiDas1234 7 หลายเดือนก่อน +1

    ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ଵରେ ଓଡ଼ିଶା ସଫଳତାର ଅନେକ ପାହାଚ ଚଢ଼ିଛି ନବୀନ ବାବୁ ଥିବା ପର୍ଯ୍ୟନ୍ତ ଓଡିଶା ବାସୀ ସବୁବେଳେ ଖୁସିରେ ରହିବେ

  • @sangramprasad1542
    @sangramprasad1542 7 หลายเดือนก่อน

    ନିଜ ସୁଶାସନ ବଳରେ ଦୀର୍ଘ ୨୩ ବର୍ଷ ହେବ ଓଡ଼ିଶାବାସୀଙ୍କ ମନରେ ଜନନେତାର ପରିଚୟ ସୃଷ୍ଟି କରିଛନ୍ତି

  • @LDAS-rj3ys
    @LDAS-rj3ys 7 หลายเดือนก่อน

    ସୂର୍ଯ୍ୟ ବଂଶୀ ବାବୁ ଯାହା କହୁଛନ୍ତି ତାହା ମିଛ ଆପଣ ଏଥର ଧାମ ନଗର ରେ ଜିତି ଦେଖାଇବେ!

  • @BijayPatra-n4z
    @BijayPatra-n4z 7 หลายเดือนก่อน

    ଲୋକ ଙ୍କୁ ଗୁରୁତ୍ୱ ଲୋକ ଙ୍କ ସମସ୍ୟା କୁ ଗୁରୁତ୍ୱ ଲୋକ ଙ୍କ କାର୍ଯ୍ୟ କୁ ଗୁରୁତ୍ୱ ବିକାଶ କୁ ଗୁରୁତ୍ୱ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ!

  • @harprasadsenapati3945
    @harprasadsenapati3945 7 หลายเดือนก่อน +1

    Odisha re Paribartan nihati darakara heuchi . BJP re Sanman miliba , ejjat madhya miliba . Jay Sri Ram

  • @ManashiDas1234
    @ManashiDas1234 7 หลายเดือนก่อน +1

    ବିକାଶ ପାଇଁ ନବୀନ ଦରକାର, ନୂଆ ଓଡ଼ିଶା ଗଢିବାକୁ ଆମକୁ ଶଙ୍ଖରେ ମୋହର ମାରିବା ଦରକାର। ଆସନ୍ତୁ ବିଜେଡିକୁ ଭୋଟ୍ ଦେବା ଆମ ଭବିଷ୍ୟତକୁ ଉଜ୍ବଳ କରିବା

  • @harakope4318
    @harakope4318 7 หลายเดือนก่อน

    BJD ଆଉଟ୍ bjp coming ❤2024

  • @sangramprasad1542
    @sangramprasad1542 7 หลายเดือนก่อน

    ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଭଳି ସ୍ବଚ୍ଛ ଦକ୍ଷ ଶାସକ ତାଙ୍କ ବଳିଷ୍ଠ ନେତୃତ୍ବ, ସୁଶାସନ, ନୀତି ଆଦର୍ଶ ଏବଂ ମାର୍ଗଦର୍ଶନ ର ବିକଳ୍ପ ନା ଆଗରୁ ଥିଲା,ନା ଆଗକୁ ଆଉ କେହି ଦେଇ ପାରିବ। ଏଭଳି ମୁଖ୍ୟମନ୍ତ୍ରୀଙ୍କୁ ପାଇ ଓଡ଼ିଶାବାସୀ ଆଜି ଗର୍ବିତ।

  • @BijayPatra-n4z
    @BijayPatra-n4z 7 หลายเดือนก่อน

    ସୁରଜ ଜଣେ ଟାଉଟର ନେତା ଆପଣ ଧାମନଗର ରେ କଣ ବିକାଶ କରିଛନ୍ତି ସେ ବିଷୟରେ ଟିକେ କୁହନ୍ତୁl

  • @LDAS-rj3ys
    @LDAS-rj3ys 7 หลายเดือนก่อน

    ସୁରଜ ବାବୁ ଏଥର ଅନ୍ଧାର ହଟିବ ସୂର୍ଯ୍ୟ ଉଇଁବ ଶଙ୍ଖ ବାଜିବ ବୋଲି ଉଙ୍କି ମାରିଲାଣି!

  • @NityanandaJena-d1q
    @NityanandaJena-d1q 7 หลายเดือนก่อน

    କମିୟା ଯାନୀ ଙ୍କୁ ପ୍ରଥମେ ମୋଦିଜୀ ଦେଶର ବିଭିନ୍ନ ଐତିହ୍ୟ ସ୍ଥଳୀ ଏବଂ ମନ୍ଦିର ଗୁଡ଼ିକର ପ୍ରଚାର ଓ ପ୍ରସାର ପାଇଁ ନିଯୁକ୍ତି କରିଥିଲେ କାଇଁ ସେତେବେଳେ ତ ପାଟିରୁ ବଚନ ବାହାରୁ ନଥିଲା ସୁରଜ ବାବୁ ଏବେ କାଇଁ ହାଉଁହାଉଁ l

  • @LDAS-rj3ys
    @LDAS-rj3ys 7 หลายเดือนก่อน

    ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ସବୁ କ୍ଷେତ୍ରରେ ବିକାଶ ମୂଳକ କାର୍ଯ୍ୟ କରିଛନ୍ତି ସେଥିପାଇଁ ଓଡ଼ିଶା ବାସୀ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ପିଇବାକୁ ଚାହୁଁଛନ୍ତି!

  • @deepikasamal846
    @deepikasamal846 7 หลายเดือนก่อน

    କାମିୟା ଯାନୀ ଙ୍କୁ ପ୍ରଥମେ ମୋଦୀ ଜୀ ପ୍ରମୋଟ କରିଥିଲେ ଯେତେବେଳେ ବିଜୁ ଜନତା କାମିୟା ଯାନୀ ଙ୍କୁ ପ୍ରମୋଟ କଲା ସେତେବେଳେ ପ୍ରଶ୍ନ କଣ ପାଇଁ ଉଠିଥିଲା।

  • @LDAS-rj3ys
    @LDAS-rj3ys 7 หลายเดือนก่อน

    ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଓଡ଼ିଶା ବାସୀଙ୍କୁ ଯାହା କୁହନ୍ତି ତାହା କରି ଦେଖାଇ ଦିଅନ୍ତି!

  • @sangramprasad1542
    @sangramprasad1542 7 หลายเดือนก่อน

    ବର୍ତମାନ ଭାରତର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟତ ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି l

  • @sangramprasad1542
    @sangramprasad1542 7 หลายเดือนก่อน

    ଆମ ପ୍ରିୟ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କଥା କମ କାମ ବେଶୀ କରନ୍ତି କଥା ଅପେକ୍ଷା କାମ ରେ ବିଶ୍ୱାସ ରଖନ୍ତି ସେଥି ପାଇଁ ତାଙ୍କ ସେ ତାଙ୍କ ସରଳ ଓ ମୌଳିକ ବ୍ୟବହାର ପାଇଁ ସାରା ବିଶ୍ବ ରେ ପରିଚିତ

  • @ManashiDas1234
    @ManashiDas1234 7 หลายเดือนก่อน +1

    ଓଡ଼ିଶାରେ ବିକାଶର ବିକଳ୍ପ କେବଳ ବିଜୁ ଜନତା ଦଳ, ଓଡ଼ିଶା ଆଜି ନବୀନଙ୍କ ରୂପାନ୍ତରଣ ସ୍ପର୍ଶରେ ଚମକୁଚି, ସାରା ଓଡ଼ିଶାବାସୀ ଏକଥା ଭଲଭାବରେ ଜାଣିଛନ୍ତି

    • @jayakrishnapradhan-ms6tm
      @jayakrishnapradhan-ms6tm 7 หลายเดือนก่อน

      କେବଳ ମିଛ ପ୍ରତିଶୃତି ବିଜେଡି ସରକାର ଏଥର ପରିବର୍ତ୍ତନ ଦରକାର।ଜୟ ବିଜେପି

  • @PDAS-i8r
    @PDAS-i8r 7 หลายเดือนก่อน

    ସଂଜୟ ଦାସ ଜଣେ ପେସାରେ ଡାକ୍ତର ତାଙ୍କ ର ଛବି ପୁରା ପରିଷ୍କାର ତେଣୁ ସେ ସୁରଜ ବାବୁଙ୍କୁ ପରାସ୍ତ ନିଶ୍ଚୟ କରିବେ |

  • @LDAS-rj3ys
    @LDAS-rj3ys 7 หลายเดือนก่อน

    ଓଡ଼ିଶା ସରକାରଙ୍କକାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇ ଵଦନାମ କରୁଛନ୍ତି ସୁରଜ ବାବୁ ଆପଣ କଣ ଧାମ ନାଗରେ ବିକାଶ କରିଛନ୍ତି ଲୋକେ ଜାଣିଛନ୍ତି!

    • @Image1123
      @Image1123 7 หลายเดือนก่อน

      ଆରେ ଭାଇ ଗୋଟେ ବର୍ଷ ଭିତରେ ଯେତିକି କରି ଛନ୍ତି ବହୁତ୍ କରି ଛି ଆଊ ଏଥର ଜିତିଲା ପରେ ଦେଖିବ 5 ବର୍ଶ ରେ kn କରୁଛି ok ଭାଇ ଜୟ ଶ୍ରୀରାମ 🙏🙏

  • @PDAS-i8r
    @PDAS-i8r 7 หลายเดือนก่อน

    ଓଡ଼ିଶାବାସୀ ଙ୍କ ମନରେ ଶଙ୍ଖ ବାଜିଲାଣି ସେମାନେ କଣ ଆଉ ପଦ୍ମ ପାଖକୁ ଯିବେ |

  • @NDas-p4u
    @NDas-p4u 7 หลายเดือนก่อน

    ସୂର୍ଯ୍ୟ ବଂସୀ ସୁରଜ ଜଣେ କୁହାଳିଆ ନେତା ସେ ଧାମ ନଗର ରେ କଣ ବିକାଶ କରିଛନ୍ତି ସେ ବିଷୟରେ ଟିକେ କୁହନ୍ତୁ!

  • @PDAS-i8r
    @PDAS-i8r 7 หลายเดือนก่อน

    ମୋଦିଙ୍କ ପ୍ରତିଶୃତି ପାଣିର ଗାର କାହିଁକି ନା ସେ କହିଥିଲେ ବର୍ଷ କୁ ଦୁଇ ଲକ୍ଷ ନିଯୁକ୍ତି ଦେବେ ଦେଇଛନ୍ତି କି |