Why is Naveen affected by comments on Pandian?

แชร์
ฝัง
  • เผยแพร่เมื่อ 5 พ.ย. 2024

ความคิดเห็น • 204

  • @jeetendrakumarmohanty2963
    @jeetendrakumarmohanty2963 2 ชั่วโมงที่ผ่านมา +14

    ଧନ୍ୟବାଦ୍ ମହାଶୟ, ଆପଣଙ୍କ ଆଲୋଚନା ଅତି ସୁନ୍ଦର, ନବୀନ ପଟ୍ଟନାୟକ ଓଡ଼ିଶାର
    ଜନସାଧାରଣଙ୍କୁ, ମଣିଷ ଭଳି ଭାବିଲେ ନାହିଁ, ଗର୍ବ ଓ ଅହଂକାର ଶ୍ରୀ ଜଗନ୍ନାଥ ସହି ପାରିଲେ ନାହିଁ, ସେଥିପାଇଁ ଓଡ଼ିଶାର ଜନସାଧାରଣ ପ୍ରତ୍ୟାଖ୍ୟାନ କଲେ।

    • @santoshpurohit8540
      @santoshpurohit8540 ชั่วโมงที่ผ่านมา

      No,No, Pandu ra Katha re padi bodhe, very closely I watched when Mr, pyari Mohapatra was their & Pandu was sub collector Dharamghar

  • @MaheswarKar-z8g
    @MaheswarKar-z8g ชั่วโมงที่ผ่านมา +5

    ନବୀନ ବାବୁ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଉଦଘାଟନ ଦିନ ମହାପ୍ରଭୁଙ୍କୁ ଦର୍ଶନ କରିନଥିଲେ।

  • @jyotirmayjena1869
    @jyotirmayjena1869 2 ชั่วโมงที่ผ่านมา +5

    ବହୁତ ବହୁତ ଅଭିନନ୍ଦନ ଆପଣଙ୍କୁ । ତାହେଲେ ଆପଣଙ୍କ ତୀର ଠିକ୍ ଜାଗାରେ ବାଜୁଛି ।

  • @shreenibasbhukta9356
    @shreenibasbhukta9356 2 ชั่วโมงที่ผ่านมา +15

    ପାଣ୍ଡିଆନ ବାବୁଙ୍କ ପାଖରେ ନବୀନ ବାବୁଙ୍କ କିଛି ଗୁମର କାହାଣୀ ମହଜୁଦ ଅଛି ବୋଧ ହୁଏ, ତେଣୁ ନବୀନ ବାବୁ ପାଣ୍ଡିଆନ ବାବୁ ଙ୍କୁ ଡରୁଛନ୍ତି ବୋଲି ମୋର ମତ।

  • @SudanGadatya
    @SudanGadatya 54 นาทีที่ผ่านมา +1

    Excellent.

  • @BPATRA-by9yz
    @BPATRA-by9yz 2 ชั่วโมงที่ผ่านมา +6

    ନବୀନ ବାବୁ ଧନ୍ୟବାଦ,ଆପଣ ଙ୍କ ନିର୍ଭୟ ଗୁମର କଥା ନବୀନ ବାବୁ ଦେଖିଥିବେ ଯଦି କିଛି ବୁଝି ପାରି ନ ଥିବେ ତାଙ୍କୁ ଯିଏ ବୁଝାଇ ଥିବ ସେହି ବ୍ୟକ୍ତି ଏ କମେଟ ଦେଇଛି
    ଜୟ ଜଗନ୍ନାଥ

  • @jyotiranjan203
    @jyotiranjan203 ชั่วโมงที่ผ่านมา +3

    Sir 🙏

  • @pratapjena1193
    @pratapjena1193 2 ชั่วโมงที่ผ่านมา +7

    ନବୀନ ବାବୁ କିଛି ଓଡ଼ିଆ ବୁଝି ପାରୁନାହିଁ, ଏହା ସବୁ ପାଣ୍ଡୁ ର କାମ , ନବୀନ ନାମରେ ପାଣ୍ଡୁ ସବୁ ଲେଖୁଛି। ନବୀନ ନିଜେ ଜାଣନ୍ତି ସେ ଜଣେ ଡ୍ରାମାବାଜୀ ଡକାୟତ କରି ଓଡ଼ିଶାବାସୀ ମାନଙ୍କୁ ଵୋକା ବନାଉଥୀଲେ ।

  • @RabindranathSahu-w5s
    @RabindranathSahu-w5s 3 ชั่วโมงที่ผ่านมา +9

    ସତ୍ୟର ସର୍ବଦା ବିଜୟ ହୁଏ ବଡ଼ ଭାଇ।
    ଖୁସୀ ଲାଗିଲା ନବୀନ ବାବୁ ବିଳମ୍ବରେ ହେଲେବି ନିର୍ଭୟ ଗୁମର କଥା ସତ୍ୟ ଉପସ୍ଥାପନ କୁ ସତ୍ୟ ବୋଲି ମାନିଲେ ।
    ଏହା ସତ୍ୟର ବିଜୟ ବିଳମ୍ବରେ ହେଉ ପଛେ।

  • @SurendraMishara-h1p
    @SurendraMishara-h1p 2 ชั่วโมงที่ผ่านมา +6

    ସାଦର ପ୍ରଣାମ, ନବୀନ ପଟନାୟକଙ୍କ ପ୍ରତିକ୍ରିୟା ଶୁଣି ମନେହେଲା ଏହି ପ୍ରତିକ୍ରିୟାଟି ନବୀନବାବୁ ଲେଖିଛନ୍ତି କି ଷଡଯନ୍ତ୍ରକାରୀ ଲେଖିଛନ୍ତି ??? ଏଣୁ ଶ୍ରୀଜଗନ୍ନାଥ ନଵୀଵବାବୁ ତଥା ତାଙ୍କର ଷଡଯନ୍ତ୍ରକାରୀଙ୍କୁ ସଦବୁଦ୍ଧି ଦିଅନ୍ତୁ.. ଜୟ ଶ୍ରୀରାମ 🙏🙏🙏

  • @manjupravamishra8000
    @manjupravamishra8000 ชั่วโมงที่ผ่านมา +1

    ଜୟ ଶ୍ରୀ ଜଗନ୍ନାଥ 🙏🌹।

  • @maheswarprusty3043
    @maheswarprusty3043 ชั่วโมงที่ผ่านมา +1

    Your advice and tapik.. Are very good✅👍 congratulations

  • @swadhikarbetaj3768
    @swadhikarbetaj3768 3 ชั่วโมงที่ผ่านมา +21

    ଏସବୁ ନବୀନ ବାବୁଙ୍କ ଦ୍ବାରା କଦାପି ଲେଖାଯାଇନାହିଁ କି ସେ କୌଣସିପ୍ରକାର ଓଡ଼ିଆ ସମାଚାର ସେ ଦେଖନ୍ତି ନାହିଁ। ଏପର୍ଯ୍ୟନ୍ତ ବି ତାଙ୍କର ଡମି ମଣିଷଟିଏ ତାଙ୍କ ଅଭିନୟରେ ବ୍ୟସ୍ତ ଅଛନ୍ତି।

    • @chittaranjanbehera8173
      @chittaranjanbehera8173 2 ชั่วโมงที่ผ่านมา +2

      Correct, till date, we never ever listened to see or speak odia correctly. Only it is possible through Kartika.

    • @dr.bhagabansahu1220
      @dr.bhagabansahu1220 2 ชั่วโมงที่ผ่านมา

      100% true 👍

  • @ranjitpattanayak4806
    @ranjitpattanayak4806 2 ชั่วโมงที่ผ่านมา +5

    ଆପଣ ଙ୍କୁ ଅଭିନନ୍ଦନ। ଯାହା ହେଉ ମଞ୍ଜିକଥା ଟି କହିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଷୟ ରେ। ସେ ଓଡ଼ିଆ ଙ୍କ ଆରାଧ୍ୟ ପ୍ରଭୂ ଶ୍ରୀଜଗନ୍ନାଥଙ୍କ ଙ୍କୁ କିପରି ଅପବ୍ୟବହାର କରିଥିଲେ। ଆପଣ ଙ୍କ ନିର୍ଭିକ ସମାଲୋଚନା ମୂଳକ ପଦକ୍ଷେପ କୁ ନେଇ ଧନ୍ୟବାଦ୍।

  • @kastucharansahu6656
    @kastucharansahu6656 3 ชั่วโมงที่ผ่านมา +8

    ତୀର ଯେଉଁମାନଙ୍କ ଛାତିରେ ବାଜିବାର ଥିଲା ଲକ୍ଷ୍ଯ ଭେଦ ଠିକ ଅଛି,ଜୟ ଜଗନ୍ନାଥ।

  • @prasantakumarswain1968
    @prasantakumarswain1968 3 ชั่วโมงที่ผ่านมา +6

    Sir,It is good analysis in odisha poltics.If B.J.D.comes to power,V.K.pandian would have made the C.M.of Odisha.It is perception odisha ' s people.

  • @maheswarparihari5189
    @maheswarparihari5189 2 ชั่วโมงที่ผ่านมา +4

    ଜୟ ଜଗନ୍ନାଥ
    ଯେଉଁ ଲେଖା ଆପଣ ପଢ଼ିଲେ ନବୀନ ବାବୁଙ୍କର ସତ ସାହସ ଅଛି କି ଖୋଲା ମଣ୍ଡପରେ ବିନା ଲେଖାରେ କହି ପାରିବେକି । ନବୀନଙ୍କର ସବୁ ଦୁର୍ବଳତା ପାଣ୍ଡିଆଁନ ଙ୍କ ମୋବାଇଲରେ ଲୋଡ ହୋଇ ରହିଛି , ଯଦି ପଣ୍ଡିଆଁନ ଖୋଲିଦେବେ ଓଡ଼ିଶା ଲୋକ ସ୍ତବଦ ହୋଇଯିବେ ।

  • @ramachandrapanipani7424
    @ramachandrapanipani7424 ชั่วโมงที่ผ่านมา +1

    ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ସଦବୁଦ୍ଧି ଦିଅନ୍ତୁ ।

  • @akhsyakumarbehera7298
    @akhsyakumarbehera7298 ชั่วโมงที่ผ่านมา +1

    ନବୀନ ପଟ୍ଟନାୟକଙ୍କ ସମୟରେ ରାଜାରେ ଅରାଜକତା ଚାଲିଥିଲା ରାଜକୋଷକୁ ପୈତ୍ରକ ସଂପତି ଭାବି ମନଇଛା ଲୁଟ କରି ଖାଇଗଲେ ଏବେ କିଏ ସେ କଥା କହିଲେ ରାତ୍ରଦାହ ହେଉଛି,

  • @golakbiharisahoo4795
    @golakbiharisahoo4795 2 ชั่วโมงที่ผ่านมา +1

    ଡୋନାଲ୍ଡ ଟ୍ରମ୍ପ ନିର୍ବାଚନ ଜିତି ଯାଇଛନ୍ତି ।

  • @aruppattnaik8368
    @aruppattnaik8368 3 ชั่วโมงที่ผ่านมา +14

    ନବୀନ ପଟ୍ଟନାୟକ ଙ୍କୁ ପାଣ୍ଡିୟାନ ବୋଧେ ବଶୀଭୂତ ମନ୍ତ୍ର କରିଦେଇଛନ୍ତି ।

  • @rabishankarraut1977
    @rabishankarraut1977 2 ชั่วโมงที่ผ่านมา +2

    ନବିନ ବାବୁଙ୍କୁ ଏବେବି ପଚାରନ୍ତୁ,
    ସେ କିଛି ବି କହି ପାରିବେ ନାହିଁ

  • @anilguru9947
    @anilguru9947 ชั่วโมงที่ผ่านมา

    Congratulations Sir,ur analysis is fine and great.

  • @umanandasahoo1588
    @umanandasahoo1588 ชั่วโมงที่ผ่านมา

    ଆଜ୍ଞା ନମସ୍କାର. ଆପଣଙ୍କ ମତାମତ ଅତି ପ୍ରାଞ୍ଜଳ. ମାର୍ଜିତ
    ବାସ୍ତବବାଦୀତା ପ୍ରତିପାଦନ କରେ ଯାହା କି ଜନମାନସରେ
    ଗ୍ରହଣ ଯୋଗ୍ୟ ତଥା ସମାଜର
    ପରିବର୍ତନର ଶ୍ୱର.

  • @prasantakumarswain3419
    @prasantakumarswain3419 2 ชั่วโมงที่ผ่านมา +1

    ଆଜିର ଅଧ୍ୟାୟ ଠିକ୍ " ନିର୍ଭୟ ଗୁମର କଥା " , ବାଜିବା ଲୋକ ଠେଇଁ ଠିକ୍ ବାଜିଥିବ ।

  • @shyamsundarkhadanga5307
    @shyamsundarkhadanga5307 3 ชั่วโมงที่ผ่านมา +10

    ସାର୍ ଆପଣଙ୍କ ଅନୁଶୀଳନ କରିବାର ଦକ୍ଷତା କୁ ଧନ୍ୟବାଦ।ସମ୍ପ୍ରତି ପରିସ୍ଥିତିରେ ଯେ କେହି ଅନୁଭବ କରିବା ସୁଖ ଖବର ଏ ଥିରୁ ପୂର୍ବତନ ମୁଖ୍ୟ ମନ୍ତ୍ରୀ ବାଡ ପଡ଼ିବେ କିମିତି,? ଏବେ ନିର୍ଭୟ କୁ ଘରେ ଘରେ ପରିଚିତ କରାଇ ଆପଣ ସମସ୍ତଙ୍କ ଆଖି ଖୋଲି ଥିବାରୁ ଆପଣଙ୍କୁ ଅଭିନନ୍ଦନ।

  • @debasispadhi504
    @debasispadhi504 3 ชั่วโมงที่ผ่านมา +4

    Jay sri jagannath🙏🙏🙏

  • @brajakishorepadhi4022
    @brajakishorepadhi4022 ชั่วโมงที่ผ่านมา +2

    ନବୀନ ପଟ୍ଟନାୟକ ବୁଢା ରାମାୟଣ ର କାଳନେମୀ ଛଡା ଆଉ କିଛି ନୁହଁ। ନବୀନ ପଟ୍ଟନାୟକ ର ଆତ୍ମ ଗର୍ବ ଅହଂକାର ଅଧିକ। ଅତଧିକ କୋଢିଆ ଅଳସୁଆ।

  • @BalaramSaa-z4u
    @BalaramSaa-z4u 2 ชั่วโมงที่ผ่านมา +1

    💯%right sir

  • @PravatiSahoo-f3e
    @PravatiSahoo-f3e 3 ชั่วโมงที่ผ่านมา +5

    B ,j,d ta karmafala bhogiba,

  • @kailashchandradas8992
    @kailashchandradas8992 30 นาทีที่ผ่านมา

    ଜୟ ଜଗନ୍ନାଥ 🙏

  • @srtsahoo2862
    @srtsahoo2862 2 ชั่วโมงที่ผ่านมา

    ସୁନ୍ଦର ଆଲୋଚନା

  • @ramachandrapanipani7424
    @ramachandrapanipani7424 ชั่วโมงที่ผ่านมา

    ଜୟ ଶ୍ରୀ ଜଗନ୍ନାଥ !

  • @Sahooramakanta-yj4vx
    @Sahooramakanta-yj4vx 2 ชั่วโมงที่ผ่านมา +2

    Nabin is a devotee of pope

  • @PrasantaKumarSahoo-65
    @PrasantaKumarSahoo-65 3 ชั่วโมงที่ผ่านมา +2

    ଆଜ୍ଞା ନମସ୍କାର,
    ସେ ଯାହହେଉ ଆମମାନଙ୍କର ବଡ଼ ଭାଗ୍ୟ ଯେ.....ମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଆମର କମେଣ୍ଟ କୁ ବି ପଢ଼ୁଥିବେ। ତେବେ news-fuse ରେ କହିଲାଭଳି .. ସୁଧୁରିବା ଲୋକ ସୁଧୁରି ଯାଆନ୍ତୁ। ନହେଲେ ପରିସ୍ଥିତି ଏମିତି ବି........?

  • @satishchandrabehera7291
    @satishchandrabehera7291 3 ชั่วโมงที่ผ่านมา +7

    " ନିର୍ଭୟ ଗୁମର କଥା" ଅତ୍ୟନ୍ତ ଶକ୍ତିଶାଳୀ।
    ଏହା ଆମ ମତ ନୁହେଁ , କୁହନ୍ତି ବଳଶାଳୀ।।
    ସେଥିପାଇଁ ' ନବୀନ ଦାସ ' ଙ୍କୁ ଆମ ପ୍ରଣାମ।
    ପ୍ରଭୁ ଜଗନ୍ନାଥ ବଢାନ୍ତୁ ତାଙ୍କର ସମ୍ମାନ।।

  • @kishorchsrichandan307
    @kishorchsrichandan307 2 ชั่วโมงที่ผ่านมา

    ନିର୍ଭୟ ଗୁମର କଥା କୁ ବିଜେଡି ପ୍ରାୟଯିତ୍ ସୋସିଆଲ ମିଡିଆ ର କମେନ୍ତ୍ ରେ କିଛି ବ୍ୟକ୍ତି ଅତି କଦର୍ଯ୍ୟ ପ୍ରତିକ୍ରିୟା ଦେଉଛନ୍ତି ତାକୁ ମଧ୍ୟ ପଢୁଥିବେ। ଆପଣଙ୍କ ମାଙ୍କଡ଼ କଦଳୀ ଉପାଖ୍ୟାନ ଠିକ୍ ଜାଗାରେ ବାଜିଛି।

  • @tuladharpradhan
    @tuladharpradhan 2 ชั่วโมงที่ผ่านมา

    ଆପଣଙ୍କ ସମୀକ୍ଷା ଓ ସହସକୁ ସଲୁଟ

  • @durgaprasadsamantaray7084
    @durgaprasadsamantaray7084 3 ชั่วโมงที่ผ่านมา +5

    ଅତି ଦର୍ପେ ହତ ଲଙ୍କା, ଅତି ମାନେଶ୍ଚ କ୍ଉରବାଃ
    ଅତି ଦାନେ ବଳିର୍ବଦ୍ଧ, ଅତି ସର୍ବତ୍ର ଗର୍ହୀତମ୍।

  • @ChittaranjanNayak-c6g
    @ChittaranjanNayak-c6g 50 นาทีที่ผ่านมา

    Analysis is true

  • @souravmishra2048
    @souravmishra2048 ชั่วโมงที่ผ่านมา +1

    The fact is Naveen Patnaik doesn't watch your shows rather Mr Pandian does watch it..

  • @narasinghdas3623
    @narasinghdas3623 ชั่วโมงที่ผ่านมา

    ଜଗନ୍ନାଥ ଏମାନଙ୍କୁ ସହିଲେନି, ଆଗକୁ ମଧ୍ୟ ସହିବେନି ଆଉରି ମାଡ ଦେବେ l

  • @nabinbeura3225
    @nabinbeura3225 2 ชั่วโมงที่ผ่านมา

    ଧୃତରାଷ୍ଟ୍ରଙ୍କ ସଭାରେ ଦୁର୍ଯୋଧନ ଓ ଦୂତ ଶ୍ରୀକୃଷ୍ଣ ମଧ୍ୟରେ jeu ସମ୍ପର୍କ ସେହିପରି ଦେଖାଯାଏ ନବୀନ ପଟ୍ଟନାୟକ ଓ ଜଗନ୍ନାଥଙ୍କ ମଧ୍ୟରେ।

  • @bijayanandadash5344
    @bijayanandadash5344 2 ชั่วโมงที่ผ่านมา

    Beautiful episode 😅

  • @jayantakumarmohapatra9534
    @jayantakumarmohapatra9534 3 ชั่วโมงที่ผ่านมา +2

    Naveen doesn't watch your video, but it's someone.

  • @SukmarMishra
    @SukmarMishra 2 ชั่วโมงที่ผ่านมา

    Nabin Patnaik welcome 🙏

  • @bimalkantatripathy2776
    @bimalkantatripathy2776 ชั่วโมงที่ผ่านมา

    ଭଗବାନ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ, ଏମିତି ଗୋଟିଏ ଗୋଟିଏ ଗୁମର କଥା ଖୋଲୁଥା'ନ୍ତୂ।

  • @gopalsamall8365
    @gopalsamall8365 2 ชั่วโมงที่ผ่านมา

    ଗୁମର କଥା ଦେବୁଲି ଦାସ ଙ୍କୁ ବିଶେଷ ଧନ୍ୟବାଦ ଦିଅନ୍ତୁ l

  • @pramodbhue1986
    @pramodbhue1986 2 ชั่วโมงที่ผ่านมา

    Sat katha sir

  • @GolokSahoo
    @GolokSahoo 3 ชั่วโมงที่ผ่านมา +2

    Truth is always truth. Naveen babu may accept or not.During Election he gave protection to Pandian by saying pandian is not his successor but at that time every thing was finished. After Election when leaders and party workers blamed pandian for defeat of party he came out and told it's "durbhagyojanak.For conspiracy against Naveen babu at Kantabanji he again showed his annoyance.But as an intelligent person he should accept the truth.

  • @1984sib
    @1984sib 3 ชั่วโมงที่ผ่านมา +7

    ଶାସନ ଗାଦି ପ୍ରତି ଏତେ ଲୋଭ କାହିଁକି? ନବୀନ ପଟ୍ଟନାୟକ ଏହା ସ୍ୱୀକାର କରିନେବା ଉଚିତ୍ ଯେ ତାଙ୍କର ସ୍ବାସ୍ଥ୍ୟ ହାନି ଘଟିଲାଣି, ତେଣୁ ସେ ରାଜନୀତି ପାଇଁ ଆଉ ଯୋଗ୍ୟ ନୁହଁନ୍ତି । ନବୀନ ପଟ୍ଟନାୟକ ତୁରନ୍ତ ସନ୍ନ୍ୟାସ ନେବା ଉଚିତ୍।

  • @ramachandrapanipani7424
    @ramachandrapanipani7424 ชั่วโมงที่ผ่านมา

    ଆପଣଙ୍କ କଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଶୁଣୁଥିବା ଓ ପ୍ରତିକ୍ରିୟା ପ୍ରକାଶ କରୁଥିବା ଜାଣି ଭଲ ଲାଗିଲା ।

  • @l.p.rajguru1681
    @l.p.rajguru1681 3 ชั่วโมงที่ผ่านมา +1

    ସେ ମେଲଟି ନବୀନ ବାବୁକ ଇମେଲ୍ ରୁ ଟାମିଲ ବାବୁ ପଠେଇନାହାଁନ୍ତି ତ କାରଣ ନବୀନ ବାବୁ ଚବିଶ ବର୍ଷ ଭିତରେ କେବେ ତ ଓଡିଆ କହିନାହାଁନ୍ତି କି ଲେଖିନାହାଁନ୍ତି,ଆଉ ଆପଣ ଓଡିଆ ଲେଖାଥିବା ପ୍ରତିକ୍ରିଆ ଦେଖାଇଲେ

  • @kamalakantadas6050
    @kamalakantadas6050 2 ชั่วโมงที่ผ่านมา

    ମହା ପ୍ରଭୁ ଶ୍ରୀ ଜଗନ୍ନାଥ ସଦବୁଦ୍ଧି ଦିଅନ୍ତୁ । ସମସ୍ତେ ସୁଖରେ ରୁହନ୍ତୁ ।😊

  • @bjayalakshmi7746
    @bjayalakshmi7746 3 ชั่วโมงที่ผ่านมา +2

    Jay jagananath

  • @subhabratamishra4465
    @subhabratamishra4465 2 ชั่วโมงที่ผ่านมา

    ଜୟ୍‌ ଜଗନ୍ନାଥ୍ ଆଜ୍ଞା
    ଆଜି ବି ମୋ ମନ ବହୁତ୍ ଖୁସୀ ଯେ ଧୃତରାଷ୍ଟ୍ର ଗାନ୍ଧାରୀଙ୍କ ଆଖିରେ ନିର୍ଭୟ‌ କୁ ଦେଖିଛନ୍ତି ।
    ତେବେ ତାଙ୍କୁ ମୋର‌ ଅନୁରୋଧ୍‌ କି ସେ ନିର୍ଭୟ ର‌ ପୂର୍ବ ପାଖୁଡାକୁ ଉପଭୋଗ୍‌ କରନ୍ତୁ ଓ ଆସିବାକୁ ଥିବା ଅଧ୍ୟାୟ‌ ଗୁଡିକୁ ସର୍ବଦା ଶୁଣନ୍ତୁ ।

  • @BijayMishra-o8p
    @BijayMishra-o8p 11 นาทีที่ผ่านมา

    ଆମକୁ କୂ ମଧ୍ୟ ଖୁସି ଲାଗିଲା ଆଜ୍ଞା ଯେ ନବୀନ ବାବୁ ଦେଖୁଛନ୍ତି ଆଶ୍ଚର୍ଯ୍ୟ ଲାଗିଲା ପ୍ରତ୍ୟୁତର ଅହଙ୍କାର ଝଲ୍ସୁଥିଲା, ପ୍ରଣାମ

  • @Lituharichandan
    @Lituharichandan 2 ชั่วโมงที่ผ่านมา +1

    Pandian Budhara kichi Gupta katha Rakhi Nabin ku black mail karuchi..Rahya sarkar tadanta Kariba uchit..

  • @ajayakumarrout5854
    @ajayakumarrout5854 ชั่วโมงที่ผ่านมา

    ନବୀନ ପଟ୍ଟନାୟକ ଓଡ଼ିଶା ପାଇଁ କଳଙ୍କ ।

  • @laxmidharapanda6086
    @laxmidharapanda6086 ชั่วโมงที่ผ่านมา +1

    ପାଣ୍ଡିଆକୁ କହିଲେ ନବୀନଙ୍କୁ ବାଧୁଛି !କାରଣ ଏବେ ପାଣ୍ଡିଆନର ବ୍ୟକ୍ତିଗତ ସଚିବ ନବୀନ ପଟନାୟକ ନିଯୁକ୍ତି ପାଇଛନ୍ତି !ଏମିତି କି ଗୁପ୍ତ ରହସ୍ୟ ଅଛି ଉଭୟଙ୍କ ଭିତରେ ଯେ ନବୀନ ପଟନାୟକ ପାଣ୍ଡିଆର ଅଲ୍ଲୀଖିତ କ୍ରୀତଦାସ ବନିବାକୁ ପ୍ରସ୍ତୁତ ! ଅର୍ଥବ୍ୟାପାର ସହିତ ଶ୍ରଦ୍ଧା ବ୍ୟାପାର ଥିବାର ସମ୍ଭାବନା ରହୁଛି, ଚରିତ୍ରରେ ସବୁଦିନ ପାଇଁ କଳାଦାଗ ଲାଗିଯିବାର ସମ୍ଭାବନା ଭୟ !

  • @PrafuLa-q5l
    @PrafuLa-q5l 3 ชั่วโมงที่ผ่านมา +1

    ପାଣ୍ଡୁର ତନ୍ତ୍ର ଶକ୍ତିର ପ୍ରଭାବରେ ନବୀନ ବାବୁ ବଶୀଭୂତ କାରଣରୁ ପାଣ୍ଡୁ ବିରୁଦ୍ଧରେ ଯେତେ ଶୁଣିଲେବି ନବୀନ ବାବୁଙ୍କ ମନ କେକେ ପରିବର୍ତନ ହେବନି l

  • @chandipadapanda4707
    @chandipadapanda4707 ชั่วโมงที่ผ่านมา

    ଏହି ପ୍ରତିକ୍ରିୟା ନବୀନ ବାବୁ ଙ୍କ ନାମରେ ଆଉ କେହି ବ୍ଯକ୍ତ କରିଛନ୍ତି ପରି ମନେହୁଏ ।

  • @ramachandrapanipani7424
    @ramachandrapanipani7424 ชั่วโมงที่ผ่านมา

    ଅହଂକାର ବିମୂଢ଼ାତ୍ମା କର୍ତ୍ତାହମିତି ମନ୍ୟତେ ।

  • @sisirkantalauria7159
    @sisirkantalauria7159 19 นาทีที่ผ่านมา

    ନବୀନ ଦାସ ଏପରି ଜଣେ ଲୋକ ଯିଏ ନିଜ ଘରେ କଣ ଘଟୁଛି ଜାଣିପାରୁନି, ସିଏ ଅନ୍ୟ ଘରର କଥା କୁ ଭାଷଣ ମାରି କେତେ ଖୁସି ହେଉଛନ୍ତି, ସେ ଭାବୁଛନ୍ତି ଏମିତି କଲେ ତାଙ୍କର କ୍ରେଜ ଶୀର୍ଷରେ ପହଂଚି ଯିବ ବୋଲି ବୋଧେ ଭାବୁଛନ୍ତି

  • @RanjanBehera-ge1kf
    @RanjanBehera-ge1kf 3 ชั่วโมงที่ผ่านมา +3

    ☀️Thank You So Much For Your Lovely Presentation...🙏🌷💐 ସତ୍ୟର ସ୍ଵର... "ନିର୍ଭୟ ଗୁମର କଥା " ❣️💜❣️💙❣️💛❣️💙❣️💜❣️ସାମ୍ବାଦିକତା ଜଗତରେ ଧୃବତାରା❣️💜❣️💙❣️💛❣️✴️✴️✴️✴️✴️✴️✴️✴️✴️✴️✴️✴️✴️✴️✴️✴️✴️✴️✴️✴️

  • @SantoshNayak-x4z
    @SantoshNayak-x4z 3 ชั่วโมงที่ผ่านมา +2

    Navin pattnayak can see but can not listen.

  • @akshayakumarnayak492
    @akshayakumarnayak492 2 ชั่วโมงที่ผ่านมา

    Good

  • @lnpranaya4285
    @lnpranaya4285 3 ชั่วโมงที่ผ่านมา +1

    ଜଣେ ନବୀନ ଅନ୍ଧ ମୁକ ବଧିର ହୋଇ ଗଣତନ୍ତ୍ର ହତ୍ୟା କରିଛନ୍ତି ... ଆଉ ଜଣେ ନବୀନ ଗଣତନ୍ତ୍ର ର ଚତୃର୍ଥ ସ୍ତମ୍ଭ ସାଜି ଏହାକୁ ସୁଦୃଢ କରିବାକୁ ଚେଷ୍ଟା କରୁଛନ୍ତି.. ଭଲ ହୋଇ ଥାନ୍ତା ଯଦି ବିଜେଡି ସରକାର ଙ୍କ ହାତ ନାହିଁ ତ ବିରୋଧୀ ଦଳ ଭାବେ ଆପଣଙ୍କ ପୁଅ ର ମୁର୍ତ୍ୟୁ ର ତଦନ୍ତ ପାଇଁ ଯଦି ନବୀନ ବାବୁ ସ୍ୱର ଉଠାନ୍ତେ ଭଲ ହୁଅନ୍ତା..
    ଯଦି ନିର୍ଭୟ ଦେଖିକି ଲୋକ ସରକାର ବଦଳେଇ ଦେଲେ ତାହେଲେ ଏ ନବୀନ ଙ୍କ popularity ତ ସେ ନବୀନ ଙ୍କ ଠାରୁ ବହୁତ ଅଧିକ.. 🤷🏻‍♂️

  • @rajanikantachoudhury2343
    @rajanikantachoudhury2343 19 นาทีที่ผ่านมา

    ଅମସ୍କାର ସାର. କଥାରେ ଅଛି ବଂଶ ବୁଡିବା ସମୟରେ ଘୋଡ଼ାମୁହା ପୁଅ ଜନ୍ମ ନିଏ. ଠିକ ସେମିତି ନବୀନ ଙ୍କ କଥା.

  • @manaswinisahoo6357
    @manaswinisahoo6357 ชั่วโมงที่ผ่านมา

    ଗୁଣିଗାରେଡ଼ି ପ୍ରଭାବ

  • @ramachandrapanipani7424
    @ramachandrapanipani7424 ชั่วโมงที่ผ่านมา

    ଆମେରିକାରେ ଟ୍ରମ୍ପ ବିଜୟୀ ହେଲେ ।
    ଭାରତ- ଆମେରିକା ସମ୍ବନ୍ଧ ଆହୁରି ଦୃଢ଼ ହେଉ ।
    ୬ । ୧୧ । ୨୦୨୪, ବୁଧବାର

  • @narasinghdas3623
    @narasinghdas3623 ชั่วโมงที่ผ่านมา

    ଗୁପ୍ତ ଅନୈତିକ ସମ୍ପର୍କ ବୋଧେ l

  • @bansidharrout9096
    @bansidharrout9096 3 ชั่วโมงที่ผ่านมา

    100%Right bhai

  • @hurshikeshmeher2489
    @hurshikeshmeher2489 ชั่วโมงที่ผ่านมา

    ଅତ ଗର୍ବେ ହତ ଲଙ୍କାରେ ମିଶିବ ଅତୀ ଅହଂକାରୀ ନବୀନ ପଟ୍ଟନାୟକ

  • @BhaktaHari-xy3lf
    @BhaktaHari-xy3lf ชั่วโมงที่ผ่านมา

    Ok

  • @Sahooramakanta-yj4vx
    @Sahooramakanta-yj4vx 2 ชั่วโมงที่ผ่านมา +1

    Nabin is dhutrasyra

  • @ramachandrapanipani7424
    @ramachandrapanipani7424 ชั่วโมงที่ผ่านมา

    ବାପା ବିଜୁ ପଟ୍ଟନାୟକଙ୍କ ନାମରେ ଏତେ କିଛି କରିଥଲେ । ତାଙ୍କୁ ଭଲ ପାଉ ନାହାନ୍ତି ?

  • @sangalalmunda1730
    @sangalalmunda1730 ชั่วโมงที่ผ่านมา

    Sat khata sir

  • @kanhucharanmaity7099
    @kanhucharanmaity7099 2 ชั่วโมงที่ผ่านมา

    Jayashrijaganath

  • @SabitaKhuntia-ih5yq
    @SabitaKhuntia-ih5yq 3 ชั่วโมงที่ผ่านมา

    Jay Jagannath sir namaskar very good analysis right sir 🙏🙏

  • @MarutiEntertainment5241
    @MarutiEntertainment5241 3 ชั่วโมงที่ผ่านมา

    Jay shree jagannath

  • @IS21-222
    @IS21-222 3 ชั่วโมงที่ผ่านมา

    ଆଜ୍ଞାଚଉଦ ବର୍ଷର ଶାସକନୁହେଁ ଚବିଶବର୍ଷର ଶାସକ

  • @subashmishra5616
    @subashmishra5616 3 ชั่วโมงที่ผ่านมา

    ❤ ନବୀନ ପାଣ୍ଡୁ ଗହନ ପ୍ରେମ ଗୋପନ କଥା ନ କହିଲେ ଭଲ ଜୟ ଜଗନ୍ନାଥ

  • @bishnuprasaddash1106
    @bishnuprasaddash1106 3 ชั่วโมงที่ผ่านมา +1

    Naveen kichhi padhantini aei Pandian hin Naveen naan re reply karuchhanti sabuthi.

  • @motilaldash4645
    @motilaldash4645 3 ชั่วโมงที่ผ่านมา

    ପାଣ୍ଡିଆନ ବୋଧହୁଏ ଭାରତ ରତ୍ନ ପାଇବା ଅପେକ୍ଷାରେ ଅଛନ୍ତି iii

  • @ashoksamal7683
    @ashoksamal7683 ชั่วโมงที่ผ่านมา

    ନବୀନ ଦାସ, ବଳରାମ କାହିଁକି ପଡିଗଲେ ଦୟାକରି କହିବେକି, ବିଜେପି ମୁଖପାତ୍ର

  • @hotelvishalresidency179
    @hotelvishalresidency179 3 ชั่วโมงที่ผ่านมา +1

    Naveen Patnaik Nirbhay Gumara Katha dekhanti nahin.Kintu kehi Jane dami Naveen Patnaik achhanti,jie ki Naveen Patnaik Naa re X handle re post karauchanti.

  • @Skstarvlog3735
    @Skstarvlog3735 2 ชั่วโมงที่ผ่านมา +1

    Naveen ku odia asuni.hele lekhila kie.sei pandu 😂.naveen sudhuribani.sir tk kuhantu naveen ku odia ta asuni lekhila kie

  • @AchintyaBiswal
    @AchintyaBiswal 2 ชั่วโมงที่ผ่านมา

    Naveen and Pandian have turned mad. Both have become helpless. So Lord Jagannath forgive them.

  • @jitendranaik6945
    @jitendranaik6945 3 ชั่วโมงที่ผ่านมา

    Sir, ସବୁ episode ରେ English subtitles ରଖିଲେ ଭଲ ହୁଅନ୍ତା।

  • @ashutoshdas6203
    @ashutoshdas6203 3 ชั่วโมงที่ผ่านมา

    ଏହା ନବିନ୍ ବାବୁଙ୍କ ପ୍ରତିକ୍ରିୟା ନୁହେଁ ବରଂ ତାଙ୍କ ଛାୟା ନବିନ୍ ବାବୁଙ୍କ ନା ରେ ଲେଖିଛନ୍ତି।

  • @RudranarayanDas-h1u
    @RudranarayanDas-h1u 3 ชั่วโมงที่ผ่านมา

    ଭରତପୁର ଘଟଣା କଣ ହେଲା

  • @yudhisthiraswain
    @yudhisthiraswain 2 ชั่วโมงที่ผ่านมา

    Jay shree Ram 🎉🎉🎉

  • @tukunasahu1772
    @tukunasahu1772 2 ชั่วโมงที่ผ่านมา

    Aapana nka upastapana bahut sundar..
    Jagannath aapana nku dirghayu karantu sir...

  • @bhubanmohanty3853
    @bhubanmohanty3853 24 นาทีที่ผ่านมา

    ବୀନ ବାବୁଙ୍କ ମୋହ ଭଙ୍ଗ ହେଇନି

  • @prasantakumarswain3419
    @prasantakumarswain3419 ชั่วโมงที่ผ่านมา

    ଡି. କୁଟ୍ଟେ. ଆଇଏଏସ୍ କି ?

  • @kanhucharanmaity7099
    @kanhucharanmaity7099 3 ชั่วโมงที่ผ่านมา

    Jayshrijaganath

  • @santoshmallick1955
    @santoshmallick1955 ชั่วโมงที่ผ่านมา

    Husband wife Relation

  • @rajanikantabiswal2669
    @rajanikantabiswal2669 ชั่วโมงที่ผ่านมา

    ସାର୍ ନମସ୍କାର ଆପଣଙ୍କ ସତ୍ଯ ନିଷ୍ଠାର ସାମ୍ବାଦିକତା ପରୋକ୍ଷରେ ପସନ୍ଦ କରିଥିବା ରୁ ଆପଣଙ୍କ ମାଧ୍ୟମରେ ସୁଭେଚ୍ଛା ଜଣାଉଛି ସବୁ ଦିନ ଆମ ନିର୍ଭୟ ଗୁମର କଥା ଦେଖୁଥାନ୍ତୁ

  • @Dr.HemantaKumar
    @Dr.HemantaKumar 3 ชั่วโมงที่ผ่านมา +4

    ନବୀନବାବୁ ନିର୍ଭୟ ଦେଖନ୍ତିନି କି ବୁଝନ୍ତିନି ବରଂ ତାଙ୍କ ନାମରେ କେହି ଅନୁଗତ ମତ ଦେଇଛନ୍ତି ବୋଧହୁଏ ।

    • @kahnucharanbhola3634
      @kahnucharanbhola3634 3 ชั่วโมงที่ผ่านมา +2

      Nabin babu dekhunahi boli tu kemiti janilu?