Marvellous rendition of a fine poetic presentation of a beautiful woman beside a pond. The thinking and the images are so specific to Odisha’s culture, and yet are universal in many ways. We need more Upendra Bhanja texts in this form. Congratulations and best wishes. This generation needs to know and recite Bhanja.
Doing a good job. Keep it up. God bless you. Excellent effort.
Marvellous rendition of a fine poetic presentation of a beautiful woman beside a pond. The thinking and the images are so specific to Odisha’s culture, and yet are universal in many ways. We need more Upendra Bhanja texts in this form. Congratulations and best wishes. This generation needs to know and recite Bhanja.
ମତାମତ ପାଇଁ ଅଶେଷ ଧନ୍ୟବାଦ
Bahut vala hoi6i Janmenjaya bhai,
ଧନ୍ୟବାଦ
ସଂସାର ରେ ଏମିତି କୌଣସି ଭାଷା ରେ ଏ କାବ୍ୟ କୁ ଅନୁବାଦ କରିପାରିବେ ନାହିଁ।ଧନ୍ୟ ଭଞ୍ଜ ଧନ୍ୟ ଓଡ଼ିଶା।
Thanks for uploading such sweet song . Waiting for Next .Thanks
ଆହୁରି ଅନେକ ଅଛି ଆମ ଚ୍ୟାନେଲ୍ ରେ, ଦେଖନ୍ତୁ
ବହୁତ ସୁନ୍ଦର ହୋଇଛି
ଆପଣ ଙ୍କ ଏତାଦୃଶ ସାହିତ୍ୟିକ ଉଦ୍ୟମ ଅଭିନନ୍ଦନୀୟ
ଅଶେଷ ଧନ୍ୟବାଦ
ବହୁତ ସୁନ୍ଦର ଭାବରେ ଗାଇଲେ। ଏହାର ଭାବାର୍ଥ ହୃଦୟଙ୍ଗମ କରିବା କଷ୍ଟକର। ଯେହେତୁ ଏହା ଯମଯ ପଦ ସନ୍ନିହିତ। ଭାଷା କୋଷ ବିନା ବୁଝିବା କଷ୍ଟସାଧ୍ୟ।
ଧନ୍ୟବାଦ
Our language is great. Carry on
Wahhh❤
ସୁନ୍ଦର ଭାବରେ ପଢିଲେ ଆପଣ
ଧନ୍ୟବାଦ
bahut bhal lagla bhai
ଧନ୍ୟବାଦ
👍😊 bhai Bahut badhia lagla
ଧନ୍ୟବାଦ
ବହୁତ ଭଲ ଲାଗିଲା। ଅତି ସୁନ୍ଦର ଆବୃତ୍ତି।
ଉପେନ୍ଦ୍ର ଭଞ୍ଜଙ୍କ କବିତା ଗୁଡ଼ିକ ଶୁଣିଲେ କିମ୍ବା ପାଠକଲେ ନିଜକୁ ଖାଣ୍ଟି ଓଡ଼ିଆ ବୋଲି ବହୁତ ଗର୍ବ ଲାଗେ।
ମହାନ ଆମ ମାତୃଭାଷା। ଜୟ ଓଡ଼ିଶା 🙏🙏
ଧନ୍ୟବାଦ
ବହୁତ ସୁନ୍ଦର ଉପସ୍ଥାପନା
ଧନ୍ୟବାଦ
ବହୁତ ସୁନ୍ଦର ଉପସ୍ଥାପନା ଜନ୍ମେଜୟ ଦାଦା🍀🙏🏻
ଧନ୍ୟବାଦ
ଓଡ଼ିଆ ସାହିତ୍ୟର ଏକ ଅମ୍ଳାନ କୃତି କୁ ଲୋକ ଙ୍କ ପାଖରେ ପହଞ୍ଚାଇଥିବାରୁ ଧନ୍ୟବାଦ।
ମତାମତ ପାଇଁ ଧନ୍ୟବାଦ
Bahut sundar abrutti bhai 👌👌👌👌
ଧନ୍ୟବାଦ
ASHESH DHANYABAD 🙏AHURI AGAKU BADHANTU👍👍👍🙏🙏🙏AMA ODIA MAHAN.BANDE UTKAL JANANI BANDE MATARAM JAY JAGANNATH
ମତାମତ ପାଇଁ ଧନ୍ୟବାଦ, ଏହିପରି ଆମ ଭିଡିଓ ଦେଖୁଥାନ୍ତୁ ଏବଂ ଉତ୍ସାହିତ କରୁଥାନ୍ତୁ
ଆପଣଙ୍କ ଉଦ୍ୟମ ଅପୂର୍ବ
ଧନ୍ୟବାଦ
ବହୁତ ଭଲ ଲାଗିଲା ।👌👌
ଖୁବ୍ ସୁନ୍ଦର ଆବୃତ୍ତି,, କିନ୍ତୁ ଏହାର ସାର ଅର୍ଥ ଦେଇଥିଲେ ଆହୁରି ଭଲ ଲାଗିଥାନ୍ତା
ସୁନ୍ଦର ଅତି ସୁନ୍ଦର,,,,,,,,,,,,💐
ଅଶେଷ ଧନ୍ୟବାଦ
Ahipari prachina rachana bali ku loka manak pakhare pahanchai thibaru Thanks 👍🏻👍🏻👍🏻.
ମତାମତ ପାଇଁ ଆପଣଙ୍କୁ ମଧ୍ୟ ଅଶେଷ ଅଶେଷ ଧନ୍ଯବାଦ
Sata. Katha. Bahut. Sundera. Laguchi
ଅଶେଷ ଧନ୍ୟବାଦ ଆଜ୍ଞା
Uttam ati Uttam
ଧନ୍ୟବାଦ
Jay Jagannath 🙏🙏
ଜୟ ଜଗନ୍ନାଥ
Bahut sundara swara bhai
ଅଶେଷ ଧନ୍ୟବାଦ
ଅତି ଉତମ
Play this with 1.25x speed 🙌🙌🔥
Thank you Bhai❣️❣️❣️
I like this
ଧନ୍ୟବାଦ
କବିତାଟିର ଲେଖା ପଠାଅ🙏🙏🙏🙏🙏
ବହୁତ ସୁନ୍ଦର ଭାଇ କ୍ଳିଷ୍ଟ ଭାଷା କୁ ସରଳ ଭାବ
ରେ ଗାଇ ଧନ୍ୟ କରିଦେଲ ଓଡ଼ିଆ ପ୍ରାଣ କୁ
ମତାମତ ପାଇଁ ଧନ୍ୟବାଦ 😊
So nice presentation thank you very much
ମତାମତ ପାଇଁ ଆପଣଙ୍କୁ ମଧ୍ୟ ଅଶେଷ ଧନ୍ୟବାଦ
ମହାନ୍ ଘୁମୁସର ମହାନ୍ ଦକ୍ଷଗଡ
ଅତ୍ୟନ୍ତ ସୁନ୍ଦର
ଅଶେଷ ଧନ୍ୟବାଦ
Heart touching ❣️
ଧନ୍ୟବାଦ
Sundar truptira abasad nanhi
ଠିକ୍ କହିଛନ୍ତି 😊
🙏🙏🙏🙏🙏
Great
ଧନ୍ୟବାଦ
🙏🙏🙏🙏🙏🙏🙏
ଗୋଟିଏ ଗୋଟିଏ ପ୍ଙକ୍ତି ସମଗ୍ର ବିଶ୍ୱର ସାହିତ୍ୟ ଉପରେ ଭାରୀ। ଉଚ୍ଚତର ସୃଜନି ଚେତନା ର ପ୍ରତ୍ୟକ୍ଷ ପ୍ରେରଣା ନହେଲେ ଏହା ଅସମ୍ଭବ। କାବ୍ୟ କବିତା ରେ କବି ସମ୍ରାଟ ଉପେନ୍ଦ୍ର ଭ୍ଞ ତଥା ଗଙ୍ଗାଧର ମେହେର, ସ୍ଥାପତ୍ୟ ରେ କୋଣାର୍କ, ନୃତ୍ୟ ରେ ଓଡ଼ିଶୀ ନୃତ୍ୟ - ଏହାର ସମକକ୍ଷ , ବିଶ୍ଵ ପଟ୍ଟଳ ରେ ଅଵିଦିତ।
ଠିକ୍ କହିଛନ୍ତି । ଅଶେଷ ଧନ୍ୟବାଦ
Attri sundar.bhai prayasha jari rahu........prachina sahitya banchu
ଅଶେଷ ଧନ୍ୟବାଦ ଆଜ୍ଞା
Beautiful. Thanks for bringing this. Can you also get the translation in simple Odia?
ମତାମତ ପାଇଁ ଧନ୍ୟବାଦ
ନିଶ୍ଚୟ ଚେଷ୍ଟା କରିବୁ, ଆମ ଚ୍ୟାନେଲ୍ ଦେଖୁଥାନ୍ତୁ ।
@@mahanamamatrubhasha please urgent ମୋର ଗୋଟେ ଗୀତ ଦରକାର ଅଛି
Thank you so much Sir 🥰
ଆପଣଙ୍କୁ ମଧ୍ୟ ଧନ୍ୟବାଦ, ଆମ ଭିଡିଓ ଦେଖୁଥାନ୍ତୁ ଏବଂ ଉତ୍ସାହିତ କରୁଥାନ୍ତୁ
👍❤👌🌹
ଧନ୍ୟବାଦ
Thank you sir
ଏକ ଅନୁରୋଧ ।କମ୍ବୁକଟକ ରାଜା ଗୀତ ଦିଅନ୍ତୁ । ଜଗନ୍ନାଥ ଙ୍କ ପ୍ରାର୍ଥନା ।
କେଉଁ ଗୀତ କହିଲେ ମୁଁ ଠିକ୍ ଭାବରେ ଜାଣି ପାରିଲି ନାହିଁ, ତଥାପି ଚେଷ୍ଟା କରିବୁ, ଆମ ଚ୍ୟାନେଲ୍ ଦେଖୁଥାନ୍ତୁ ।
ସେ କମ୍ବୁ କଟକ ରାଜା ସ୍ଵୟଂ ଜଗନ୍ନାଥ,
ଚାରିବର୍ନେ ଚତୁର୍ବର୍ଗ ଦେବାକୁ ସମର୍ଥ ।।
ପଦେ ବନ୍ଦେ ସlର୍ବଭୌମ୍ ବୋଲିବା କି ଯଶ,
ବୃଷାସନଙ୍କର ଶୀର ଲାଗିବାକୁ ଆଶ ।
ଏଇ ଦୁଇ ପାଦ ମୋର ମନେ ଅଛି ଲେଖା ଟି ଉପେନ୍ଦ୍ର ଭଞ୍ଜଙ୍କର।
Odia kabya ku kemiti leki le saras sundra haih parib pls told me sir..
ପଦ ଗୁଡ଼ିକୁ ବୁଝାଇ ଦେଲେ ଆହୁରି ଭଲ ଲାଗିବ । next video ରେ ଚେଷ୍ଟା କରିବେ Sir ।
ହଁ ଆଜ୍ଞା ନିଶ୍ଚୟ ଚେଷ୍ଟା କରିବୁ,
ମତାମତ ପାଇଁ ଧନ୍ୟବାଦ
ଯେତେ ଶୁଶିଲେ ବି ଶାନ୍ତି ଲାଗୁନି ଭାଇ
👏👏👏👏🙏
ଅଶେଷ ଧନ୍ୟବାଦ
Being an Odia, I can't even understand a single line.
Shame on a Me! 😞
The modern education solely destroyed this beautiful language. 😢
'dekha re naLini naLini...' gita bahu prasiddha. mu jaaNi nathili eiTaa 'laabanYabati' ru boli. Thanks.
'aaja dekhili re nabina bayasi baaLaa' gita Upendra Bhanja nka kou grantha ru aasichi?...jaaNithile kahibe plz
ହଁ ନିଶ୍ଚୟ, ଖୁବ୍ ଶୀଘ୍ର ଏହାର ଉତ୍ତର ଭିଡିଓ ରେ ପାଇଯିବେ
Kabi samrat nka bhali kabi nka panyi ambhe odia jati garba karu....
ଠିକ୍ କଥା କହିଛନ୍ତି ।
ମତାମତ ପାଇଁ ଅଶେଷ ଧନ୍ୟବାଦ
କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଦୀନକୃଷ୍ଣ ଓ ଜୟଦେବ କଂ ସମ ସାମୟିକ ଥିଲେ। ବୈଦହିସ ବିଳାସ ତାଙ୍କର ଶ୍ରେଷ୍ଟ କୃତି ଆହୁରି ଅନେକ କାବ୍ୟ ସେ ରଚନା କରିଛନ୍ତି। ଓଡିଆ ଭାଷା ଆକାଶ ର ଜଣେ ଦୀପ୍ତି ମାନ ତାରକା।
Thank u heartily
ମତାମତ ପାଇଁ ଆପଣଙ୍କୁ ମଧ୍ୟ ଧନ୍ୟବାଦ
Jaichhi . Kohuchhonti ebong . Ketebele jaiichhonti
ମତାମତ ପାଇଁ ଧନ୍ୟବାଦ ।
ଏକ ବଚନରେ 'ଯାଇଛି' କୁହାଯାଇଛି ଏବଂ ବହୁ ବଚନରେ 'ଯାଇଛନ୍ତି ' ।
Sir labanyabati topic PurA bujhai diyantu
ନିଶ୍ଚୟ ଚେଷ୍ଟା କରିବୁ, ଆମ ଚ୍ୟାନେଲ ଦେଖୁଥାନ୍ତୁ
ଲାବଣ୍ୟବତୀ ର ବ୍ୟୁତ୍ପତ୍ତି ଅର୍ଥ କୁହନ୍ତୁ ?
Ehara bakhya kale v la hunta
ନିଶ୍ଚୟ ଚେଷ୍ଟା କରିବୁ, ଆମ ଚ୍ୟାନେଲ୍ ଦେଖୁଥାନ୍ତୁ ।
Meaning to bataa dete......
Sir au kichhi video banantu
ପ୍ରତି ଟି ଶବ୍ଦ ର ଅର୍ଥ ଯଦି ଦର୍ଶାଇ ଦିଅନ୍ତେ , ଭଲ ହୁଅନ୍ତା ।
ଆଗକୁ ନିଶ୍ଚୟ ଚେଷ୍ଟା କରିବୁ ।
ଅଶେଷ ଧନ୍ୟବାଦ
Bujhei paribani bodhe
Thik gaicha na.
. Kabita k
ଧନ୍ୟବାଦ
କବି ବର ରାଧାନାଥ ରାୟଙ୍କ ଏଇ ଉକ୍ତି ଟିକୁ clearly mentioned କରନ୍ତୁ "ଜେ ଜେତେ ତେଜସ୍ଵୀ ତା ତେଜ ମୋତେ ଅଛଇ ଜଣା" about କନ୍ଦର୍ପ।
you should explain the poetry in simple odia language
ୟାକୁ ଆଉ ବୁଝାଉ ନାହାନ୍ତି
Nalini wrong
Samastanku padhi asichhi
Kau chhand