Jai jagannath🙏🙏🙏🤗🤗🤗...mora 10th ra sahitya bahi ra prathama padya ..book open karu karu ..."sri ram nka nau jatra"........bahut uchakotira padya...mora head sir,gauri shankara mishra...🙏🙏🙏...sahitya teacher( brahmaniya style re...ekdam jhakash style re)the most talented teacher to taught this padya...👌👌👌🙏🙏🙏🙏....lagu thila..jemiti....kiye veda padhuchi...☺️☺️☺️
Excellent descriptions.
ବ୍ୟାଖ୍ୟା ଅତ୍ୟନ୍ତଗୁରୁତ୍ବପୂର୍ଣ୍ଣ ଓ ହୃଦୟସ୍ପର୍ଶୀ। ଆପଣଙ୍କୁ ନମସ୍କାର।
ବହୁତ୍ ବଢିଆ ଲାଗିଲା
Tum dhanya ho God bless you always
I heartily like thise episodes
Ma'am bahuta sunder upastahpana, ajasra dhanyabad
Nice presentation. I have no words to praise.
ଉପସ୍ଥାପନା ଶୈଳୀ ମୁଗ୍ଧ କର। ଭଞ୍ଜ କାବ୍ୟ ର ଅର୍ଥ ବୋଧକ ପୁନରୁଦ୍ଧାର ପାଇଁ ସାଧୁବାଦ ।
ଅମରନାଥ ରଥ
ଭଞ୍ଜନଗର
ନମସ୍ତେ, ବହୁତ ବହୁତ ଭଲ ଲାଗିଲା ଉପସ୍ଥାପନା ଉଚକୋଟିର ।
🙏 bahut uttam barnana.
ସୁନ୍ଦର ଉପସ୍ଥାପନା,
Great Mam,,Do the action like this.proud of u
Mem ବହୁତ ସୁନ୍ଦର ଭାବରେ ବ୍ୟାଖ୍ୟା କରିଛନ୍ତି dhnyabad
ଖୁବ ସୁନ୍ଦର ଉପସ୍ଥାପନା ଓ ଅର୍ଥ ବିନ୍ୟାସ. ଭଉଣୀ 🙏🙏🙏ନୌକା ଅର୍ଥ ନାଵ କିନ୍ତୁ ନୌ ଅର୍ଥ ବି ନାବ ତେଣୁ ମୋ ଡ଼ଙ୍ଗା ଟି ଯଦି ଆଉ କାହାର ନାୟିକା ହୋଇଯିବ, ଯେମିତି ଅହଲ୍ୟା ନାରୀ ହେଲେ କିନ୍ତୁ ଶ୍ରୀରାମ ଙ୍କ ନ ହୋଇ ଆଉ ଜଣ ଙ୍କ (ଗୌତମ ) ଙ୍କ ହୋଇଗଲେ। ଏ ଅର୍ଥ ବି ହୋଇପାରେ🙏🙏🙏
Jai jagannath 🙏
Atisundaravabe bujhau chhanti subhrasi madam dhanyabad
ବହୁତ ସୁନ୍ଦର ବର୍ଣ୍ଣନା
ଏତେ ପ୍ରାଞ୍ଜଳ ଓ ଜ୍ଞାନପ୍ରଦ ହେଉଛି ଆପଣଙ୍କର ବକ୍ତବ୍ୟ ଯେ ଅତ୍ୟନ୍ତ ମୁଗ୍ଧ ଲାଗୁଛି। ଆପଣ ନିଶ୍ଚୟ ବିଭୁ କୃପାସିଦ୍ଧା ।
ଆପଣଙ୍କ ବ୍ୟାଖ୍ୟା ଚମତ୍କାର ଓ ହୃଦୟସ୍ପର୍ଶୀ । ଗୋଟିଏ ସ୍ଥାନରେ ଟିକେ ଭାଳିବାକୁ ହେଉଛି । ଦ୍ବିତୀୟ ପଦର ବ୍ୟାଖ୍ୟା ସମୟରେ ଆପଣ କହିଲେ ବ୍ରହ୍ମା ବିଷ୍ଣୁଙ୍କ ପାଦ ଧୋଇ ଦେଇଛନ୍ତି । କିନ୍ତୁ ଚତୁର୍ଥ ପଦ ବ୍ୟାଖ୍ୟାରେ କହିଛନ୍ତି ବ୍ରହ୍ମା, ବିଷ୍ଣୁଙ୍କ ପାଦ ଧୋଇପାରି ନାହାନ୍ତି । ଏହା ବିରୋଧାଭାସ ନୁହେଁ କି ? ଶଂକାମୋଚନ କରିବେ ବୋଲି ଆଶା ।
ଅନେକ ଧନ୍ୟବାଦ । th-cam.com/video/9OlMf43L6XQ/w-d-xo.html ଏହି ଭିଡିଓର ପ୍ରଥମ ପ୍ରଶ୍ନର ଉତ୍ତରରେ ଆପଣଙ୍କ ଶଙ୍କାମୋଚନ ହେବ ବୋଲି ଆଶା କରୁଛି । ଭିଡିଓଟି ଦେଖି ଆପଣଙ୍କ ବହୁମୂଲ୍ୟ ମତାମତ ଦେବାକୁ ଅନୁରୋଧ କରୁଛି ।
ସୀତାରାମ
ଆପଣ ଙ୍କର ବୁଝାଇବା ବହୁତ ସୁନ୍ଦର ଓ ଆବୃତ୍ତି ମଧ୍ୟ ଭଲ ତେଣୁ ସମସ୍ତ କବି , ଗଙ୍ଗାଧର ମେହେରଙ୍କ ରଚନା ଓ କବି ଉପେନ୍ଦ୍ର ଭଞ୍ଜ କବିତା ପ୍ରଚାର ପ୍ରସାର କରନ୍ତୁ ବହୁତ ଭଲ ହୁଅନ୍ତା
Mishra mam beautiful your upastapana of baideishabilash
ସୁନ୍ଦର ବ୍ୟାଖ୍ୟା ଏବଂ ଉପସ୍ଥାପନା
Tq ma'am.....
ଜୟ ବିଦ୍ୟା, ଜୟ ସଂସ୍କୃତି, ଜୟ ଭାରତ ମାତା
ଆଜ୍ଞା ଆପଣଙ୍କର ଏହି ଅଭିଯାନକୁ ସ୍ବାଗତଂ ଏବଂ ଆପଣଙ୍କୁ ଆନ୍ତରିକ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏........
କେତେ ସରଳ ଭାଷାରେ ଉପସ୍ଥାପନା 🙏🙏🙏
Sundar ,ati sundar🌹
ଜୟ ଶ୍ରୀ ଜଗନ୍ନାଥ
ଅତୁଳନୀୟ ପ୍ରଚେଷ୍ଟା, ଆମ କାବ୍ୟ କବିତା ଆମ ମାତୃଭାଷାରେ କିଭଳି ଗୌରବ ମଣ୍ଡିତ ହୋଇଛି ଆସ ସମସ୍ତେ ଅନୁଭବ କରିବା ।ବନ୍ଦେ ଉତ୍କଳ ଜନନୀ ।
Jay Sri Ram
ଅତି ସୁନ୍ଦର
ଧନ୍ୟବାଦ୍ ମାମ 🙏🙏🙏
Thanks a lot.
ଓଡ଼ିଆ ଭାଷାର ଉନ୍ନତି ନିମନ୍ତେ ଏକ ବିରାଟ ପଦକ୍ଷେପ ନେଇଛନ୍ତି ମାତୃ ଆକାଡେମୀ।
ବହୁତ କୃତଜ୍ଞତା।🌺🌺
Taao99oo9tiààa
ବହୁତ୍ ଉତ୍ସାହିତ ହେଲି, ବହୁତ୍ ସୁନ୍ଦର୍ ଉପସ୍ଥାପନା
ଭାଷା ର ଜୟ ହେଉ 🙏🙏
ସରଳ,ନିର୍ମଳ,ସ୍ପଷ୍ଟ,ଓ ଯୁକ୍ତିଯୁକ୍ତ ଉପସ୍ଥାପନା।ବହୁତ ଧନ୍ୟବାଦ।ନମସ୍କାର
Bahutt sundar mam... Chokhi raaga Ra a chhanda.. gita gaile bahutt Sundar laagiba...
Sundar bhab ପୂର୍ଣ୍ଣ
❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤namaste
ସୁନ୍ଦର ଅବତାରଣା ପାଇଁ ଆପଣଙ୍କୁ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି...
NAMASKARA MADAM. Beautiful attractive class
Jay Jagannath 🙏🙏🙏
Madam namaskar yours vidio very much iam wait yours new vidios
Thank you mam
Ati sundara bhabe bujhaile mam...
Excellent
Apana Guru nuhanti, apana maa. Maa ta Saraswati maa laxmi maa durga.
Very nice presentation.
ଅତି ସୁନ୍ଦର ଉପସ୍ଥାପନା। ଧନ୍ୟବାଦ ଭଉଣୀ
Mam odia dictatinary video banantu ❤
👌
Thanks madam ଆପଣଙ୍କର ଉପସ୍ଥାପନା ଏତେ ଭଲ ଲାଗିଲା ଯେ କହିବାକୁ ମୋ ପାଖରେ ଶବ୍ଦ ନାହିଁ ।
Thank you madam your explanation is very very good
ବିବୁଧିତ ବର୍ଦ୍ଧିତରେ ତରେ ତବ ଖେଳାରବି ବରେ,
ବହୁତାଶାରେ ସାରେ ସାରେ ପାରେ ହ୍ଳାଦାଦନ ଖରେ ।
ଅତି ମଞ୍ଜୁଳ ଉପସ୍ଥାପନା 🙏
Bahuta badhia
କୁଞ୍ଜ ବନେ କଳା ନିଧି ପଦ୍ୟାଂଶ ବ୍ୟାଖ୍ୟା ଛାଡ଼ନ୍ତୁ
Make video on OAVS syllabus
Nice explanation
Best
Madam apananka bibarani suni mate sate je pari sampurna mukhasta hoigala. Apana daya kari sampurna baidehosha bilasa ambhanku bujhai diantu. Anek anek dhanyabad.
ମାତୃ ଏକାଡେମୀ ତରଫରୁ ଆନ୍ତରିକ ଧନ୍ୟବାଦ।
Ma'am plz OAS ra course anusare plz Sabu vdo provide karantu
Thanks madam 🙏🙏
Mam Bahutu vhala lagila . Mam please kahiba samayare se kabita pada gudi ku pakei rakhantu. ଧନ୍ୟବାଦ🙏
ତୁମର ବର୍ଣ୍ଣନା ଶୈଳୀ ଅତ୍ୟନ୍ତ ମନଛୁଆଁ ହୋଇଛି।
Jai jagannath🙏🙏🙏🤗🤗🤗...mora 10th ra sahitya bahi ra prathama padya ..book open karu karu ..."sri ram nka nau jatra"........bahut uchakotira padya...mora head sir,gauri shankara mishra...🙏🙏🙏...sahitya teacher( brahmaniya style re...ekdam jhakash style re)the most talented teacher to taught this padya...👌👌👌🙏🙏🙏🙏....lagu thila..jemiti....kiye veda padhuchi...☺️☺️☺️
khanti odia ucharana karantu... ei bhubaneswaria style re ucharana kahniki karuchhanti
ଉପସ୍ଥାପନା ଶୃତିମଧୁର। ମାତ୍ର, କବିଙ୍କ ଲେଖାର ଅର୍ଥ ନିର୍ଦିଷ୍ଟ। ବହୁ ଅର୍ଥ ବିଶିଷ୍ଟ ନୁହେଁ। ତେଣୁ , ସ୍ଥାନ,କାଳ, ପାତ୍ର ଆଧାରରେ କେବଳ ଗୋଟିଏ ଯୁକ୍ତି ସଂଗତ ଅର୍ଥ ଉପସ୍ଥାପନ କରନ୍ତୁ ।
Madam, ଏହି କାବ୍ୟ ର ପର ପଦଗୁଡିକର ବ୍ୟାଖ୍ୟା ଶୁଣିବାକୁ ଇଛା ହେଉଛି ପରିବେଷଣ କରନ୍ତୁ
May God bless you for detailed explanation.
Very nice
Holistic meaning is required
ପାହାଡିଆ କେଦାର ରାଗ ବୈଦିହୀଶ ବିଳାସ ର ପ୍ରଥମ ଛାନ୍ଦ ଅପ୍ ଲୋଡ୍ କଲେ ଭଲ ହୁଅନ୍ତା
ଉପସ୍ଥ1ପ ନା ଓ ଭାବ ଅ ତ୍ୟ ନ୍ତ ସ୍ୱ କୀ ୟ.. ସା ଧନା ର ପ ଟା ନ୍ତ ର ନା ହିଁ, ସା ଧୁ ବା ଦ.
Bahut sundar madam
mahashya apananka bujheiba shaili atyanta sabalila o hrudya.baidehisha bilasha ra sampurna bakhya kale ambhe bishesh upakruta hebu..dhanyabad mahamanya
Tq mam
Many many thanks Madam for your good explanation and expression of odiya Bhanja literature.Keep it up.
🙏
So nice video🙏🙏
Very beautiful
Beautiful explanation madam
Matru academy is a good program for new odia generation
Thanks
Thank you
Gourav rout myslef
Nice Explain
Apana nku prnsasa kariba paien mo pakhare kounasi sabda nahi.✍️✍️✍️✍️✍️
ଧର୍ମ
ହାର୍ଦ୍ଧିକ ଶୁଭେସ୍ଥା.
ଆପଣଂକ ନୁଆଁ ଭିଡିଓ କୁ ମୁଁ ଅପେକ୍ଷା କରିଥାଏ.
I appereciate the effort you have put to make the content rich.
ଆମକୁ ଉତ୍ସାହିତ କରିଥିବାରୁ ମାତୃ ଏକାଡେମୀ ତରଫରୁ ଆନ୍ତରିକ ଧନ୍ୟବାଦ।
Bigata hoichhi gyana jahara bigyana
Bisesh gyana bigyana
ଜୟ ଜଗନ୍ନାଥ 🙏🙏🙏🙏
Madam ଵିଭୂଷଣ ପୁଷ୍ପେ ଯା କାନ୍ତି ଜାଣ
ଆଲୋଚନା କରନ୍ତୁ plz
Waiting for so long to have a channel like this . Excellent !!!!Thank you so much for bringing our old tradition to a global platform
ମ୍ୟାମ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ 'ପ୍ରେମ ସୁଧାନିଧି' ଏବଂ 'ପ୍ରଣୟବଲ୍ଲରୀ' ବିଷୟରେ ଉପସ୍ଥାପନା କରନ୍ତୁ ...।
Beutiful explanation. Mind blowing
Very good initiative, please keep doing such work for our other great books 📚
Subhashree madam lot of thanks &good wishes for your effort . I am waiting for your next videos . Wishing for your healthy ,happy&peaceful long life.
Maa pranam
Realy mam u are so talent and sine voice,clear voice
Mam (ପୟ)ଜଳ ର ଆଉ ଗୋଟେ ପ୍ରତିଶବ୍ଦ ଅଟେ କି ?
ହଁ 'ପୟ' ଏକ ତତ୍ସମ ଶବ୍ଦ, ଯାହାର ଅର୍ଥ ଜଳ। ଦୁଗ୍ଧକୁ ମଧ୍ଯ ସଂସ୍କୃତରେ ପୟ କୁହାଯାଏ।
th-cam.com/video/zmfwXnd8Xak/w-d-xo.html
Madam Namaskar