କେଉଁ ୭ଜଣ ଲଙ୍କା ପୋଡ଼ିଥିଲେ || ODIA PALA || LANKA PODI PAIN DAYEE KIE || END PART || GAYAK BASANT ROUT

แชร์
ฝัง
  • เผยแพร่เมื่อ 17 ต.ค. 2024
  • Topic- କେଉଁ ୭ ଜଣ ଲଙ୍କା ପୋଡ଼ିଥିଲେ -Lanka Podi -Lanka podi pain dayee kie -Odia Pala by -Gayak Purana Gyanasagara Basant Rout
    END PART
    MAMATA ENTERTAINMENT
    Thank You for watching this video. If you like this video then please hit the like button, share, and do subscribe to our channel for more such videos, also comment about your feedback in the comment box.
    Watch and enjoy more Pala videos on these Playlists:-
    ODIA PALA BHAJAN- • ODIA PALA BHAJAN AND SONG .
    ODIA PALA COMEDY- • ODIA PALA COMEDY AND C... .
    ODIA PALA ODISHI- • ODIA PALA ODISHI .
    FOLLOW US ON:-
    TH-cam:- / @mamataentertainmentodia .
    Facebook:- / mamata.senapati.5249 .
    Facebook Page:- / mamataentertainmentodia .
    Twitter:- / mamatasenapati3 .
    Blogger:- mamatasenapati....
    ----------------------------------------------------------------
    COPYRIGHT DISCLAIMER:-
    All copyrights are reserved by MAMATA ENTERTAINMENT. Further reuse, misuse, or unauthorized use of the same content is strictly prohibited and may be subject to a copyright claim.
    ----------------------------------------------------------------
    ପାଲାର ସଂଜ୍ଞା :-
    ପାଲା ହେଉଛି ଆମ ଓଡିଶା ବାସୀଙ୍କର ଏକ ସର୍ବପ୍ରାଚୀନ ପରମ୍ପରା ଏବଂ ଶିକ୍ଷଣୀୟ, ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ, ବିଶେଷ କରି ଏହା ସାହିତ୍ୟିକ, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ପରିଗଣିତ, ପାଲାର ବିଷୟବସ୍ତୁକୁ ଯିଏ ବ୍ୟାଖ୍ୟା କରନ୍ତି ଏବଂ ମୁଖ୍ୟ ହେଉଛନ୍ତି ଗାୟିକା ବା ଗାୟକ, ସେ ପୁରାଣ ଅଷ୍ଟଦଶପୁରଣ, ଭାଗବତ, ରାମାୟଣ ଇତ୍ୟାଦିର ବିଷୟବସ୍ତୁକୁ ଆଧାର କରି ତାଙ୍କର କରିଥିବା ବିଷୟକୁ ଆଲୋଚନା କରନ୍ତି |
    ଗୋଟିଏ ପାଲା ଦଳରେ ଜଣେ ହେଲେ ବାୟକ ଯିଏକି ମୃଦଙ୍ଗ ବଜାନ୍ତି, ଅନ୍ୟ ଜଣେ ହେଲେ ଶ୍ରୀପାଳିଆ ଯିଏ ଭଜନ ଏବଂ ଓଡିଶୀ ଇତ୍ୟାଦି ସୁନ୍ଦର ଭାବେ ଗାନ କରନ୍ତି ଏବଂ ଆଉ ଅନ୍ୟ ୩ ଜଣ ହେଲେ ପାଳିଆ ଯିଏ କି ପାଳି ଘେରି ଗାୟକ ବା ଗାୟିକାଙ୍କୁ ସହାୟତା କରନ୍ତି, ଗାୟକ ବା ଗାୟିକାଙ୍କୁ ନେଇ ସମୁଦାୟ ୬ ଜଣ ଙ୍କୁ ନେଇ ଗୋଟିଏ ପାଲା ଦଳ ହୋଇଥାଏ, ଏଇ ହେଉଛି ପାଲା |
    ----------------------------------------------------------------
    #MamataEntertainment

ความคิดเห็น • 9

  • @bhagabananaik6915
    @bhagabananaik6915 2 หลายเดือนก่อน

    Sunder paribeshan Jay Baba Satyanarayan Swami

  • @radhakantajena7474
    @radhakantajena7474 2 หลายเดือนก่อน

    Jayajaganatha

  • @rajiblochandash5072
    @rajiblochandash5072 6 หลายเดือนก่อน

    ବିଭୀଷଣ ସ୍ତ୍ରୀ ସୁରମା 9 no ସ

  • @swetambarbiswal5830
    @swetambarbiswal5830 ปีที่แล้ว +2

    ଆପଣଙ୍କ ଫୋନ୍ ନମ୍ବର ଲାଗୁନି,ଆଉ ନମ୍ବର ଅଛି ଯଦି ଦିଅନ୍ତୁ।
    ବାଦି ପାଲା ରେ ପଚାରିଥିବା ରାମାୟଣ ସାତ ଟି କାଣ୍ଡ, କାଣ୍ଡ ବିରଚିଲେ ସାତ ରାଣ୍ଡ,ଏହାର ଉତ୍ତର 5 ବର୍ଷ ହେଲା ଖୋଜୁଛି ମିଳୁନାହିଁ

  • @swetambarbiswal5830
    @swetambarbiswal5830 ปีที่แล้ว

    9 ନମ୍ବର ଜଣକ ହେଲେ ବୈଦ୍ୟ ସୁଷେଣ

  • @rajiblochandash5072
    @rajiblochandash5072 ปีที่แล้ว

    Kahiki 9 no sha kahibeni

  • @rajiblochandash5072
    @rajiblochandash5072 ปีที่แล้ว

    ଦୟା କରି ଆଉ ଗୋଟିଏ ସ କୁହନ୍ତୁ

    • @rajiblochandash5072
      @rajiblochandash5072 ปีที่แล้ว

      ଆଉ ଗୋଟିଏ ସ ଆପଣ ଜାଣି ନହାନ୍ତି ବୋଧେ

    • @swetambarbiswal5830
      @swetambarbiswal5830 ปีที่แล้ว

      ମୋ ମତରେ ସୁଷେଣ,ସେତୁବନ୍ଦ